ମୁଁ କାହିଁକି ମାରିଲି ମନ୍ତ୍ରୀ ନବ କିଶୋର ଦାସକୁ ? ଶେଷରେ ବୟାନ ଦେଲା ଗୋପାଳ। Gopal Das | minister Naba das.

Поділитися
Вставка
  • Опубліковано 24 січ 2025

КОМЕНТАРІ • 1,1 тис.

  • @banamalinayak7785
    @banamalinayak7785 Рік тому +450

    ଠିକ୍ କରିଛନ୍ତି ASI ଗୋପାଳ ସାର୍ Salute for you🙏

    • @PankajPatel-zp7nc
      @PankajPatel-zp7nc Рік тому +11

      ଦିପାଲି ଦାସ ତମେ ନବଦାସ ର ଭଲ ଝିଅ ନୁହେଁ
      କାହିଁକି ନା ଆପଣ ବାପା ସ୍ବାସ୍ତମନ୍ତୀଙ୍କ ପ୍ରତିଶୋଧ
      ନେଇ ନ ପାରୁଥିବାରୁ ଆପଣ ଙ୍କ ବାପା ପୋଲିସ
      ମାରିଛି ଆପଣ ବି ପୋଲିସ ସାମ୍ମାନା ରେ ଉପରକୁ
      ପଠାଅନ୍ତୁ ସମସ୍ତ ଙ୍କ ର ଲାଗି ତ ଆଇନ୍ ଛି କି ଗୋପାଳ ଦାସ ଲାଗି ଅଛି

    • @anandparida156
      @anandparida156 9 місяців тому +3

      ଟିକି ଅଛି ସାରେ

    • @soumendraprasadmohanty8469
      @soumendraprasadmohanty8469 9 місяців тому +1

      ନବ ବାବୁ ଏପରି ମଣିଷ ଥିଲେ ,ସମସ୍ତେ ଭାବୁ ଥିବେ ସେ ଜଣେ ଭଲ ମଣିଷ ଗୋପାଳ ବାବୁ ଯାହା କହୁଛନ୍ତି ବିଶ୍ୱାସ ହେଉନାହିଁ ଛି ଛି

    • @karinasahu.
      @karinasahu. 8 місяців тому

      😂😂❤​@@PankajPatel-zp7nc

    • @AbhijitSahoo-lw4bd
      @AbhijitSahoo-lw4bd 6 місяців тому

      🎉🎉​🎉😂😂😂😢😂😂😢@@PankajPatel-zp7nc😂😢😂😂😂😂😂🎉,

  • @rabinayak2255
    @rabinayak2255 10 місяців тому +1

    ଅଧର୍ମ ବିତ ବଡେ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ନବ ଦାସ୍ you are great....

  • @basantarout9538
    @basantarout9538 Рік тому +507

    You are so great Mr Gopal Das 🙏🙏ଏହିଭଲି ଗୋଟେ ଗୋଟେ ସଇତାନ୍ ସଫା ହେଇଯିବା ନିହାତି ଦରକାର

  • @Naiks_creations
    @Naiks_creations Рік тому +61

    ଏକ ଇମାନଦାର ପୋଲିସ୍ ଅଫିସର ଗୋପାଳ ସାର୍, jay hind

  • @munabdm4081
    @munabdm4081 Рік тому +87

    ଗୋପାଳ ଯାହାବି କରିଛି ଭଲ କରିଛି,.... କର୍ମ ହିଁ ଭଗବାନ... ଆଗକୁ ବହୁତ ଅମିତି ଯିବେ,....,,,?

  • @chinmayanayak3059
    @chinmayanayak3059 Рік тому +160

    Gopala ବାବୁ ଆପଣ ମିଶିଷ ରୂପୀ ଭଗବାନ୍,, ସଂହାର କର୍ତ୍ତା ଆମେ ସପୋର୍ଟ କରୁଚୁ ଆପଣଙ୍କୁ 🙏

  • @trilochonmohanta4396
    @trilochonmohanta4396 Рік тому +281

    ଗୋପାଳ ଦାସ ନିର୍ଦ୍ଦସ ତାକୁ ଛାଡ଼ିଦିଆ ଯାଉ

    • @karumurmu7463
      @karumurmu7463 Рік тому +6

      Bholo kamo korichhi gopal

    • @KalkiAvatar-z2e
      @KalkiAvatar-z2e Рік тому

      ​​@@karumurmu7463ସେ ବାହାରିଲେ ତୁ ବି ଯିବାକୁ ଚାହୁଚୁ କି.....ରହ...ସେ ବାହାରୁ

    • @KhiradharPasayat
      @KhiradharPasayat 2 місяці тому

      AA ​@@karumurmu7463

  • @parshuramsahusahu1535
    @parshuramsahusahu1535 Рік тому +57

    ଠିକ୍ କରିଛି ଗୋପାଳ,ଗୋଟ ସ୍ଇତାନ୍ କୁ ଶେଷ କରି ଅନେକ ଲୋକଙ୍କୁ ଶାନ୍ତିରେ ଶୋଇଵାକୁ ଦେଇଛି ,

  • @sangrampradhan8770
    @sangrampradhan8770 Рік тому +205

    ଗୋପାଳ ମଡ଼ର୍ର କରି ନାହିଁ ବରଂ ବଧ କରିଛି

  • @sujitkumarkarna4611
    @sujitkumarkarna4611 Рік тому +33

    ଗୋପାଳ ବାବୁ ଙ୍କୁ Gelentry Award ଦିଆଯାଉ❤ ସେ Hakdar

  • @krushnamohanprusty2728
    @krushnamohanprusty2728 Рік тому +74

    ବୟାନ ଯଦି ସତ ହୋଇଥାଏ ତେବେ ଗୋପାଳ ଦାସ କିଛି ଭୁଲ କରି ନାହିଁ । ଏଭଳି ଦୁର୍ଦ୍ଧାନ୍ତ, ଦୁର୍ନୀତି ଗ୍ରସ୍ତ ଅପରାଧୀ ତଥା ରାଜନୈତିକ ବେପାରୀ ମାନଙ୍କ ପାଇଁ ଏହା ଏକ ମାତ୍ର ପ୍ରକୃଷ୍ଠ ଉଦାହରଣ ?🎉

  • @alxnjfhnkkdh
    @alxnjfhnkkdh 26 днів тому +2

    ଏହି ବୟାନ ରେ ବି ସତ୍ୟତା ନଥିବାର ମନେହୁଏ। ଅସଲ କଥା କିଛି ଅଲଗା ହୋଇ ପାରେ, ଘଣ୍ଟ ଘୋଡାଇବାକୁ ଏହିଭଳି ଉଦ୍ୟେଶ ମୂଳକ ବୟାନ ଡ୍ରାମା ପ୍ରଦାନ କରା ଯାଇଛି।

  • @dillipsahoo3162
    @dillipsahoo3162 Рік тому +508

    ଭଗବାନ କେହି କେବେ ଦେଖିନଥିବେ କିନ୍ତୁ ଆଜି ଆମେ ଗୋପାଳ ବାବୁ ଙ୍କୁ ଦେଖିବା ପରେ ଯେମିତି ଲାଗୁଛି ଆମେ ଭଗବାନ ଙ୍କୁ ଦେଖୁଛୁ

    • @ashwinisahu6584
      @ashwinisahu6584 Рік тому +1

      Ahuri kete durniti heuchhi Gopalku chhadi diantu calki abatar babu sabu Safa karideba

    • @ashwinisahu6584
      @ashwinisahu6584 Рік тому +11

      Sabu Sarkar hata

    • @ilovemylife.7785
      @ilovemylife.7785 Рік тому +3

      Jai Sri Krishna

    • @puspanjalidash1575
      @puspanjalidash1575 Рік тому +7

      Thik kahicha bhai...emti sabu politician ku hateile....dunia re ete Anya hbani

    • @laxmipriyadas7655
      @laxmipriyadas7655 Рік тому +10

      କିନ୍ତୁ ଏ ରାକ୍ଷସ ସମାଜରେ ଭଗବାନ ଙ୍କୁ ତ ଫାଶୀ ଦିଆ ଯା ଏ ନା?

  • @bnageswar6339
    @bnageswar6339 Рік тому +142

    ଜଣେ ସାଧାରଣ ଆଉ କର୍ମଠ ସରକାରୀ କର୍ମୀ କୁ ବାରମ୍ବାର ଆଘାତ ଦେଲେ ସେ ଏହା ହିଁ କରିବା ଆଉ ଠିକ ବି କରିଛି !! 🙏🙏🙏🙏🙏

  • @goutambadatya1522
    @goutambadatya1522 Рік тому +5

    ଭାଇ ସବୁ ପୋଲିସ ତମ ଭଳିଆ ହୋଇଥାନ୍ତେ କି ? ହୃଦୟରୁ ତମକୁ କୋଟି କୋଟି ପ୍ରଣାମ ❤

  • @chinu745
    @chinu745 Рік тому +94

    ସମସ୍ତେ ଜଣେ ଜଣେ ଗୋପାଳ ଦାସ୍ ହେବା ଦରକାର

    • @SudarsanBhoi-u7h
      @SudarsanBhoi-u7h 8 місяців тому +3

      Yes

    • @balarambehera971
      @balarambehera971 7 місяців тому

      ଦୀପାଳି କହିଥିବ ଭାଇ

    • @mithunrout4367
      @mithunrout4367 7 місяців тому

      Bhala karicha mgy ama mananku khaibaku miluni tame mgy mane mantri heiki sabu gandi mariki khaucha bhala hela marila mgy naba kishor

    • @ranjitbiswal9426
      @ranjitbiswal9426 2 дні тому

      ଗୋପାଳ ଦାସ ଜଣେ ହତ୍ୟାକାରୀ

  • @manasranjanpatra5605
    @manasranjanpatra5605 Рік тому +128

    ଗୋପାଳ ହିରୋ ହିରୋ
    ସାବାସ

  • @RanjitSuperVlog
    @RanjitSuperVlog Рік тому +60

    ସଈତାନଥିଲା ନବ ଦାସ ଭଲ ହୋଈଛି ସୁପର❤

  • @srikrisnamahanta6765
    @srikrisnamahanta6765 Рік тому +211

    ଗୋପାଳକୁ ଯିଏ ଦଣ୍ଡ ଦେବ ତାଙ୍କୁ ଭଗବାନ ଛାଡିବ ନାହିଁ, ତାକୁ ଭଗବାନ ଉଚିତ୍ ଦଣ୍ଡ ଦେବ।

  • @DontMindDost
    @DontMindDost Рік тому +15

    ସବୁ ଠିକ ଯେ ଏହି ଜନତା ମୂର୍ଖ.... ପୁଣି ଚେରକୁ ବଢିବାକୁ ସୁଯୋଗ ଦେଲେ.....😢😢😢
    ସାଲୁଟ ଗୋପାଳ ଦାଶ.... ଆଜିର ପୋଲିସ ନେତା ମନ୍ତୀର ଗୋଲାମ... ସାଧାରଣ ଲୋକଙ୍କୁ ଜୁଲୁମ କରନ୍ତି.... U r Great..... 🇮🇳🇮🇳🇮🇳🇮🇳🇮🇳🙏🙏🙏🙏🙏🙏🙏🤣

  • @mr.x4200
    @mr.x4200 Рік тому +166

    We are proud of you Gopal sir 🙏🙏

  • @AjSmileNandu123
    @AjSmileNandu123 Рік тому +6

    ଆପଣ ଠିକ କାମ କରିଛନ୍ତି sir, ଆପଣ ବହୁତ ଧର୍ଯ୍ୟବାନ ମଣିଷ 🙏🏻. ଆପଣଙ୍କୁ ପୁରସ୍କୃତ କରିବା କଥା sir. Gold medal deba କଥା 🙏🏻🙏🏻🙏🏻 i salut sir ଆପଣ stit farwad ମନୁଷ୍ୟ

  • @indianbrother4921
    @indianbrother4921 Рік тому +138

    gopal is best police officer of our india ,proud of you and god bless you gopal ,jai hind

  • @Rupalink
    @Rupalink Рік тому +2

    U r great Mr Gopal Krishna Das
    ଜୟ ଜଗନ୍ନାଥ 🙏🙏🙏🙏

  • @sushantpatra7405
    @sushantpatra7405 Рік тому +38

    Dhanybad Gopal

  • @kalandipatra8888
    @kalandipatra8888 Рік тому +10

    ଗୋପାଳ ଯାହା କରିଛି ବହୁତ୍ ଭଲ କରିଛି, ହାରାମି ନବ ଦାସ୍ ବହୁତ୍ ଆଗରୁ ମରିବା କଥା, ଯାହା ହେଉ ଲେଟ ରେ ବି ହେଲେ ହାରାମି ଯାଇଛି

  • @Srusti880
    @Srusti880 Рік тому +45

    Gopal Sir real hero

  • @bighnarajjal5548
    @bighnarajjal5548 Рік тому +96

    Salute to you Mr Gopal Das ,,Such type of courageous police officer needs to our Country..🙏🙏

  • @Santwanapradhan12
    @Santwanapradhan12 Рік тому +22

    ଠିକ୍ କରିଛନ୍ତି ଗୋପାଲ sir ,🙏

  • @Debendrdeuri
    @Debendrdeuri Рік тому

    ଏ ସବୁ ମନ ଗଡ଼ା କାହାଣୀ, ଉଦ୍ୟେଶ ଅଲଗା ଅଛି

  • @sangrampradhan8770
    @sangrampradhan8770 Рік тому +29

    ଗୋପାଳ,ଭଲ କରିଛ
    ମୋ ମତରେ

  • @suryaranjanmishra7769
    @suryaranjanmishra7769 Рік тому +15

    ଆପଣ ଯାହା କରିଛନ୍ତି ତାହା ଭଗତ ସିଂହଙ୍କ କାର୍ୟ ଠାରୁ କିଛି କମ ନୁହେ. ଆପଣ ମହାନ୍. Jay Gopalbabu,ଆପଣଙ୍କୁ ସଲାମ୍.

  • @kalandimurmu3303
    @kalandimurmu3303 Рік тому +9

    ସତ୍ଯ ଆଉ ଧର୍ମ ର ସସ୍ଥାପନ ପାଇଁ ରାବଣ ଓ କଂସ କୁ ବଦ୍ଧ କରିଥିଲେ ନର ରୂପି ନାରାୟଣ, ଆଜି ଗୋପାଳ ଠିକ୍ କରିଛି।ଶିଳାଙ୍କୁ ଏଭଳି ଦରକାର

  • @jayantanayak5293
    @jayantanayak5293 Рік тому +4

    ଜୟ ଜୟ ଜୟ କୃଷ୍ଣ ଗୋପାଳ

  • @dibakarsoren8735
    @dibakarsoren8735 Рік тому +43

    Gopal sir you are great,real hero

  • @Official_dilkhu_boy
    @Official_dilkhu_boy Місяць тому

    ଗୋପାଳ ହିଁ ରାଜ୍ୟର ଭଲ ସଂଗ୍ରାମ। ତାଙ୍କୁ ନ୍ୟାୟ ମିଳିବା ଦରକାର।

  • @Raja443.
    @Raja443. Рік тому +16

    Gopal sr dil se dhanyawad

  • @basudevmishra3814
    @basudevmishra3814 9 місяців тому

    ଅତି ସୁନ୍ଦର। ଏ ପ୍ରକାର ଛଦ୍ମବେଶ ଧାରଣ କରିଥିବା ଆଉ ଯେତେ ରାଜନୈତିକ ନେତାମାନେ ସବୁ ଅଛନ୍ତି ସେମାନଙ୍କୁ ଏହି ଘଟଣା ଏକ ଶିକ୍ଷା ନିଶ୍ଚୟ ଦେଇଥିବ ବୋଲି ମୁଁ ବିଶ୍ବାସ କରୁଛି। ସେମାନେ ଅନୈତିକ ଦୁଷ୍କର୍ମ ସବୁରେ ଲିପ୍ତ ରହିବା ସତ୍ତ୍ବେ ନିର୍ଭିକ ହୋଇ ସମାଜର ଶାନ୍ତି ଶ୍ରୁଙ୍ଖଳାକୁ ଯେଉଁପ୍ରକାର ଭଙ୍ଗ କରୁଛନ୍ତି ସେମାନେ ସତର୍କ ହୋଇଯିବା ନିହାତି ଆବଶ୍ଯକ ଯେ କେବଳ ଆଇନ ହିଁ ନୁହେଁ ବରଂ ସେମାନେ ଜନସାଧାରଣଙ୍କ ଲକ୍ଷରେ ମଧ୍ଯ ରହିଛନ୍ତି ତେଣୁ କୌଣସି ଭୂଲ୍ ବରଦାସ୍ତ ହେବ ନାହିଁ। ତାହାର ନିଶ୍ଚିତ ଏବଂ ଅତି କଠୋର ଦଣ୍ଡ ବିଧାନ ଅବଶ୍ୟମ୍ଭାବୀ।

  • @mrpinkusahu6638
    @mrpinkusahu6638 Рік тому +18

    Jai Gopal Sir Ki❤

  • @stylestar486
    @stylestar486 10 місяців тому +1

    ଗୋପାଳ ଦାସ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏

  • @jaysriramshreeradhekrishna1387
    @jaysriramshreeradhekrishna1387 Рік тому +18

    Gopal sir THANKS YOU

  • @BijuBhai100-k1k
    @BijuBhai100-k1k 7 місяців тому +1

    ଗୋପାଳ ଦାସ କୁ ରିହା କରାଯାଉ 🙏🙏🙏

  • @DushmantaPatra-d5h
    @DushmantaPatra-d5h Рік тому +6

    Thank you gopal❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ 4:14

  • @krushnamohandash5769
    @krushnamohandash5769 Рік тому +12

    ❤ଜୟ ଜଗନ୍ନାଥ,, ଗୋପାଳ ଭାଇ,,, ତୁମେ ମାରିନ ଗୋପାଳ ଭାଇ,? ସ୍ଵୟଂ ଜଗନ୍ନାଥ,, ଗୋପାଳ ଭାଇ କହୁଛି,, ମୁଁ,, ମୁଁ ମାରିଚି,, ତୁମେ କ'ଣ ଜେଲ୍ ରୁ ଫେରିଲେ ଅନ୍ୟାୟ ବିରୁଦ୍ଧରେ ଲଢିବ??? ଜୟ ଜଗନ୍ନାଥ

  • @satyabagarty171
    @satyabagarty171 Рік тому +11

    Bahut badhia super hero

  • @gandhiswain7798
    @gandhiswain7798 5 місяців тому +1

    ଗ୍ୟାନ ଥିଲେ ବୀବରଣୀ ବୁଝ | ଗୋପାଳ ଖରାପ ନାହି କି ନଵ ଭଲ ନାହି ,ବୟାନ କୁ ଅନୁଧ୍ୟାନ କର |

  • @PratapBishi-np3dh
    @PratapBishi-np3dh Рік тому +38

    Nice work by Gopal Das❤

  • @makardhwajbag8939
    @makardhwajbag8939 6 місяців тому

    Great Work. Gopal Sir. You are great Person 🙏🙏🙏🙏🙏. God bless you

  • @exotica5309
    @exotica5309 Рік тому +4

    ଭଲ ହେଇଛି ନବ ଦାସ୍ ମଲା,GOD is there❤

  • @brundabanmaharana3984
    @brundabanmaharana3984 Рік тому

    * ଗୋପାଳ ଦାସ ଜଣେ ସଚ୍ଚୋଟ ପୁଲିସ ଅଫିସର,,,,ତାଙ୍କର ଜୀବନ ଧନ୍ୟ,,,ଅସତ୍ ଲୋକ ମାନେ ତାଙ୍କୁ ଦୋଷୀ ବୋଲି କହିବେ
    କିନ୍ତୁ,,ଯିଏ ପ୍ରକୃତ ରେ ବିବେକବାନ,,ତାଙ୍କୁ
    ନିଶ୍ଚିତ ରୂପେ ଜାଣିପାରିବ ଯେ ,,ଗୋପାଳ ଦାସ ଜଣେ ସଚ୍ଚୋଟ ପୁଲିସ ଅଫିସର ଅଟନ୍ତି,,,!!

  • @deepamukhi1519
    @deepamukhi1519 Рік тому +4

    Really sir you're great👍👍
    Real Hero ❤❤❤

  • @maktapanda406
    @maktapanda406 5 місяців тому

    ରାବଣ କିପରି ଥିଲା ଅନ୍ୟାୟ ଅତ୍ୟାଚାର କରୁଥିବାରୁ ଶ୍ରୀରାମ ହାତରେ ମଲା, ଠିକସେହିପରି,ଗୋପାଲ,୧୦୦%ଭଲକାମ କରିଛି, ଜୟଯବାନ jaykisan🌹

  • @sabatstore3295
    @sabatstore3295 Рік тому +36

    Bhagaban Krishna Gopal nka Hatare Maha Papi Naba Ra Binas hela,,,,,

  • @bindassbinodkjr6437
    @bindassbinodkjr6437 Рік тому

    ଗୋପାଳ ବାବୁ ପୁରା ଠିକ୍ କରିଛନ୍ତି 👍

  • @mrp7023
    @mrp7023 Рік тому +28

    Gopal sir ... one man army 🙏🙏🙏🙏👍👍👍🇮🇳🇮🇳🇮🇳

  • @babumohanty10
    @babumohanty10 5 місяців тому +1

    ବହୁତ୍ ଭଲ ହେଲା

  • @jharanarani7361
    @jharanarani7361 Рік тому +15

    ଗୋପାଳ ଦାସ ହେଉଛନ୍ତି ଶ୍ରୀକୃଷ୍ଣ

  • @RituRana-es9rg
    @RituRana-es9rg Рік тому +2

    Good 👍 👍 👍 ...

  • @bapi9593
    @bapi9593 Рік тому +21

    Good job ..God bless u ..God with u ..u should grant bail ...Government should help Gopal ...

  • @PitamberParida-l2n
    @PitamberParida-l2n 2 місяці тому +1

    Police bhai u are great my odisha

  • @satpathyvision5831
    @satpathyvision5831 Рік тому +4

    Very very good job..... Thanks Gopal babu

  • @SUSHILARJUNNDAS
    @SUSHILARJUNNDAS Рік тому +2

    ଜୟ ଯବାନ ଜୟ କିସାନ୍

  • @goutamkarual6285
    @goutamkarual6285 Рік тому +10

    Salute for gopal sir

  • @Jaihind-m2f
    @Jaihind-m2f 7 місяців тому +1

    Bahut bhala kala he gopal dash ..🙏🙏🙏🙏🙏

  • @upendragamango3205
    @upendragamango3205 Рік тому +12

    Iam salute for you gopal sir🙏🙏🙏🙏

  • @kalicharanmahapatra885
    @kalicharanmahapatra885 Рік тому

    ଯେତେ ନବଦାସ ଏ ଧର୍ମ ଦାଣ୍ଡରେ ଧଳା ଖୋଳ ପିନ୍ଧି ସାଧୁ ପଣିଆ ଦେଖାଉଛନ୍ତି ସେମାନଙ୍କୁ ମାରିବା ପାଇ ଆହୁରି ଅନେକ ଗୋପାଳ ପ୍ରସ୍ତୁତ ଅଛନ୍ତି,ସାବଧାନ ହୁଅ ଅତ୍ୟାଚାରୀ ଦଳ ତମର ଆଉ ପରିତ୍ରାଣ ନାହିଁ , ଏ ଧର୍ମର ଦେଶ ଆଉ ଧର୍ମର ରାଜ୍ୟ , ଜୟ ଉତ୍କଳ ଜନନୀ, ଜୟ ଭାରତ ମାତା

  • @asitpadhi5022
    @asitpadhi5022 Рік тому +15

    God bless you Gopal Das

  • @sahoo1535
    @sahoo1535 Рік тому

    ଗୋପାଳ ସାରେ ଠିକ୍ କରିଛନ୍ତି। ଏହି ଭଳି ଶାସନ ଆଗରୁ ଚାଲିଥିଲେ ଆମ ଓଡ଼ିଶା ଆଜି ପଛରେ ନଥାନ୍ତା

  • @KrushnaChDalai
    @KrushnaChDalai Рік тому +10

    Salute for gopal sir... M support to i

  • @SampurnaOdisha
    @SampurnaOdisha 9 місяців тому

    ଯାହା ହୋଇଛି ବହୁତ ଭଲ ହୋଇଛି,କାରଣ ଏଭଳି ମଣିଷ ସମାଜ ପାଇଁ କଳଙ୍କ, ଆଉ ବାପ ପରେ ପରେ ପୁଣି ଝିଅ ବି ସେହି ପଥରେ ଆଗେଇ ଚାଲିଛି ଖୁବ୍ ଶିଘ୍ର ଆଉ ଜଣେ ଗୋପାଳ ଆସିବ ଆଉ ଦୀପାଳି ଦାସ କୁ ଗୁଳି କରିବ ସେହି ଦିନ କୁ ଆମେ ଅପେକ୍ଷା କରିଛୁ

  • @Surya-123-m5
    @Surya-123-m5 Рік тому +28

    We always salute GOPAL DAS and always pray to God for discharge from jail
    Thank you gopal uncle
    Jai hind

  • @priyanka6959
    @priyanka6959 11 місяців тому +2

    Govt.should release him. Great thougt and action. Salute to ASI Gopal Das.

  • @suchitaekka7757
    @suchitaekka7757 Рік тому +8

    Good bless you sir

  • @bisumahapatra4280
    @bisumahapatra4280 Місяць тому

    ସୁନ୍ଦର୍ କାହାଣୀ ରଚୟିତା ହେଲା ଜାମୁକୋଳି ର ଲେଖକ

  • @duryodhandip504
    @duryodhandip504 Рік тому +32

    “यदा यदा हि धर्मस्य ग्लानिर्भवति भारत। अभ्युत्थानमधर्मस्य तदात्मानं सृजाम्यहम्।।” salute you sir. May god bless you!

  • @sarojkumarbehera1761
    @sarojkumarbehera1761 Рік тому +7

    You are great job sir gopal das

  • @mantustarrinku...4202
    @mantustarrinku...4202 11 місяців тому

    Right Gopal daas 🙏🙏🙏🙏🙏

  • @kishorpadhan3763
    @kishorpadhan3763 Рік тому +8

    ଠିକ କରିଛନ୍ତି gopal sir

  • @giridharikhanania5845
    @giridharikhanania5845 Рік тому

    ଏହି ଭଳି ପୋଲିସ ହେବା ଦରକାର ।ନେତା ମାନଙ୍କୁ ଡରୁ ଥିବା ପୋଲିସ କେବେ ଜନତା ଙ୍କ ଭଲ ଚିନ୍ତା କରିପାରିବେ ନାହି good job

  • @UDAYSINGH-ll7hp
    @UDAYSINGH-ll7hp Рік тому +5

    ସାବାସ ଗୋପାଳ

  • @krushnamohanprusty2728
    @krushnamohanprusty2728 7 місяців тому

    ହୁଏତ ଗୋପାଳ କ୍ରିଷ୍ଣା ଦାସ , କନଷ୍ଟେବଳ ଠିକ୍ କରିଛନ୍ତି ବୋଲି କହିବାରେ କୋୖଣସି ଅବଶୋଷ ନାହିଁ !🎉

  • @SaradaGochhayat-e3u
    @SaradaGochhayat-e3u Рік тому +4

    I am proud of you. Gopal Das

  • @pramodchoudharypramodchoud7769

    ଏମିତି ଆଉରି ଅଛନ୍ତି ନେତା ମନ୍ତ୍ରୀ ଗୋପାଳ ଭାଇ ଙ୍କୁ ଛାଡି ଦିଅ ସଫା କରିଦେ....

  • @rashmitapradhan-mx9bh
    @rashmitapradhan-mx9bh Рік тому +10

    Gopal babu you great

  • @rishikhosla4455
    @rishikhosla4455 Рік тому

    Good bodhiy korichanthi thank 👍👍👍👍👍👍👍🙏🙏🙏🙏🙏🙏🙏👍👍

  • @ashokachakravarti4449
    @ashokachakravarti4449 Рік тому +22

    Well done Mr Gopal

  • @dipakbarik4287
    @dipakbarik4287 11 місяців тому

    Salute sir ❤❤❤❤

  • @prasantadas4477
    @prasantadas4477 Рік тому +8

    sir ku salute

  • @SaiRam-ne7bo
    @SaiRam-ne7bo Рік тому

    ଭଲ କରିଛନ୍ତି ଏମିତି ଲୋକଙ୍କ ପାଇଁ ବହୁତ କ୍ଷତି ସହିବାକୁ ପଡୁଛି ଏ ସମାଜ କୁ ଏ ସମାଜ ରେ ରହୁଥିବା ପ୍ରତ୍ୟେକ ଟି ମଣିଷ ଙ୍କୁ
    ସେଥିପାଇଁ ଭଗବାନ୍ ନିଜେ ଶାସ୍ତ୍ର ରେ ଲେଖିଛନ୍ତି
    ନା ରହିବ ବାଉଁଶ
    ନା ବାଜିବ ବଇଁଶି
    ଏମିତି କୁକର୍ମ କରିଥିବା ମଣିଷକୁ ମୂଳରୁ ଶେଷ କରି ଆପଣ ଠିକ୍ କରିଛନ୍ତି

  • @bkaysenglishclasses2070
    @bkaysenglishclasses2070 Рік тому +48

    Gopal has done right and he ought to be rewarded.

  • @ApurbaPalei
    @ApurbaPalei 2 місяці тому +1

    Yes Yes yes yes yes yes

  • @sanjusour4601
    @sanjusour4601 Рік тому +5

    Good job Gopal das 😊😊

  • @tripatimajhi6364
    @tripatimajhi6364 Рік тому

    ବହୁତ ବଢ଼ିଆ, ନବ ହିଁ ଦୁର୍ନୀତି ର ଅସ୍ତ୍ର।

  • @Akonvlogs509
    @Akonvlogs509 Рік тому +6

    Jay hind# salute #Gopal sir❤❤❤

  • @DurgaprasadSwain-xk1bg
    @DurgaprasadSwain-xk1bg 9 місяців тому

    Sir u r gerat ❤❤❤❤ ଠିକ୍ କରି ଛନ୍ତି ସମାଜ ରୁ ମଇଳା ସଫା କରି ମୁଁ ଆପଣଙ୍କୁ ସତ ସଲାମ କରୁଛି ଜୟ ହିନ୍ଦ୍

  • @VillageGameboy98
    @VillageGameboy98 Рік тому +7

    You Are The History Creater❤
    Vala karich

  • @somanathnayak7649
    @somanathnayak7649 3 місяці тому +1

    Mgh ଗୋପାଳ

  • @sanatansahoosanny5040
    @sanatansahoosanny5040 Рік тому +7

    gopal sir apananku salute

  • @arjunpradhan5615
    @arjunpradhan5615 Рік тому +1

    ନବ ଦସ ଙ୍କ ଭଳିଆ ଅନେକ କୁଜି ନେତା ସରପଞ୍ଚ ଏମ ଲ ଏ ମନ୍ତ୍ରୀ ଏମ ପି ରାଜ୍ୟ ରେ ବହୁତ ଅଛନ୍ତି । ତାହେଲେ ବୁଲି ବୁଲି ସମସ୍ତ ଙ୍କୁ ମାରି ସଫା କରିଦେଲେ ସଂମାଧନ ହେଇ ଜୀବକି। ଗୂଢ ରହସ୍ୟ ନିଶ୍ଚୟ ଆଉ କିଛି ଲୁଚି ରହିଥିବା।

    • @amarkumarpradhan9463
      @amarkumarpradhan9463 Рік тому

      ସେ ଯାହାବି ହେଉନା କାହିଁକି ଦୁନିଆ ରୁ ପାପୀ ମାନଙ୍କର ରହିବା ଦରକାର ନାହିଁ

  • @diwakarmandal5419
    @diwakarmandal5419 Рік тому +5

    I am salute far gopal das