Who Is The Dramatist Behind The Unhealthy Drama? Naveen Or Pandian ? | Nirbhay Gumara Katha

Поділитися
Вставка
  • Опубліковано 18 чер 2024
  • Who Is The Dramatist Behind The Unhealthy Drama? Naveen Or Pandian ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 719

  • @bijayanandadas8289
    @bijayanandadas8289 7 днів тому +164

    ସବୁ ନାଟକ ର ଗୋବର୍ଦ୍ଧନ ନିଜେ ନବୀନ ପଟ୍ଟନାୟକ। ଉପରକୁ ଦେଖାନ୍ତି ଗୋଟେ ଭିତରେ ଭିତରେ ଆଉ ଗୋଟିଏ। ଗୋଟିଏ ଗୁଳିରେ ଛଅ ଛଅ ଟା ଶିକାର କରିବାରେ ନବୀନ ବାବୁ ଧୁରନ୍ଧର। କି ବିଚକ୍ଷଣ ଭାବମୂର୍ତ୍ତି!
    କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ।

    • @hardworkneverdies5679
      @hardworkneverdies5679 7 днів тому +14

      ମୋଦି ସରପଞ୍ଚ ଭଳି ଆସିକି ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ କୁ ନେଇକି କହିବା ଟା ନାଟକ ନଥିଲା କି??

    • @princerajesh475
      @princerajesh475 7 днів тому +10

      Modi thu vala drama kehi kariparanti nahni😂

    • @hardworkneverdies5679
      @hardworkneverdies5679 7 днів тому +7

      @@princerajesh475 ସେ ପା ଗୁଜରାଟୀ ବେପାରୀ ମାରୱାଡ଼ି

    • @gurucharanbarik7817
      @gurucharanbarik7817 7 днів тому +2

      ସୋଲ ବୁହା ଗଧ ଉପରେ ଯଦି ତୁଳା ଲଦା ଯାଏ, ସେ ଗଧ ଯଦି ଅଭ୍ୟାସ ଗତ ସ୍ଵଭାବ ପାଇଁ ପୁଣିଥରେ ପାଣିରେ ବୁଡି ଛଟ ପଟ ହୁଏ, ତାର ଜ୍ଞାନଦ୍ୱୟ ହୁଏ, ସେହିଭଳି ଅବସ୍ତା ବାବୁଙ୍କର. 🤔🤔🤔🙄🙄

    • @simanchalbeherauu754
      @simanchalbeherauu754 7 днів тому

      posi rkhi thiba jantu godaku emiti sikar kari nahani semane nije nije sikari samukhre padi chanti

  • @user-yw8vq3fb5v
    @user-yw8vq3fb5v 7 днів тому +95

    ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ସ୍ଵାସ୍ଥ୍ୟାବସ୍ଥା ଦେଖିଲେ ଜଣାପଡୁଚି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ତାମିଲି ନବୀନ ପଟ୍ଟନାୟକଙ୍କୁ କୌଣସି ମାରାତ୍ମକ ଡ୍ରଗ୍ସ ଦେଇ ଅସୁସ୍ଥ କରି ରଖିଥିଲା କିମ୍ବା ନିଜେ ନବୀନ ପଟ୍ଟନାୟକ ଜାଣିଶୁଣି ଏ ଅଭିନୟ କରୁଥିଲେ ।

    • @sachikantasahoo6981
      @sachikantasahoo6981 7 днів тому +4

      ତାହା ସତ୍ୟ 👍👍

    • @ODISHA_KUHE
      @ODISHA_KUHE 7 днів тому +4

      Yes ଭାଇ ଏଇଟା ହିଁ ସତ୍ୟ

    • @biswanathpadhy8371
      @biswanathpadhy8371 7 днів тому +6

      ପକ୍କା ଅଭିନୟ କରୁଥିଲେ ନବୀନ ପଟ୍ଟନାୟକ. No doubt About it.

    • @swarajkumarbej3768
      @swarajkumarbej3768 7 днів тому +7

      ନବୀନ ପଟ୍ଟନାୟକ ର ଏମିତି ପାଗଳର ପ୍ରଳାପ ସବୁବେଳେ ଚାଲିଥାଏ।

    • @Sonali28093
      @Sonali28093 7 днів тому +4

      Se body guard di jana b involve

  • @saratsahoo268
    @saratsahoo268 7 днів тому +57

    ଏ ସମଗ୍ର ରାଜନୈତିକ ପରିସ୍ଥିତିର ଖଳ ନାୟକ ଏକାକୀ ନବୀନ। ଓଡ଼ିଶା ରାଜନୀତିର ଚୁପ୍ ସୈତାନ୍ ହେଉଛନ୍ତି ନବୀନ ।

  • @indiradutta5837
    @indiradutta5837 7 днів тому +49

    ଅତ୍ୟନ୍ତ ମର୍ମସ୍ପର୍ଶୀ ଉଦାହରଣ ସହ ଅତି ଚମତ୍କାର ବିଶ୍ଳେଷଣ ଭାଇ । ଆପଣଙ୍କ ତୀକ୍ଷ୍ଣ ସ୍ୱର ଓଡ଼ିଆଙ୍କୁ ଜାଗ୍ରତ କରୁ ।

    • @shubhankarpatra4196
      @shubhankarpatra4196 7 днів тому +2

      Hmm odisha ku jagrata kari bjp ku vote dau au gujrat sasan start karu.jane ana odia ku bahar kari ame sabu 100 ana odia odisha re paseile ana odia aswini baisnaba nku ministery dei odisha ku 3 minister dele kahile,setebele ama odia asmita kuade gala.godi media sabubele emiti kare.aga ku dekha kan hauchi

    • @SanjibPatra-lz2uj
      @SanjibPatra-lz2uj 7 днів тому

      Tntnubijspspat​@@shubhankarpatra4196

  • @jayantakumarmohapatra8849
    @jayantakumarmohapatra8849 7 днів тому +45

    ଓଡିଶାରେ ଆପଣ ହି ଜଣେ ନିର୍ଭୀକ ଆଉ ନିରପେକ୍ଷ ବ୍ୟକ୍ତିତ୍ବ ଯିଏ ନବୀନ ସରକାର ର ଥିବା ସମୟ ରେ ବି ନବୀନ ସରକାର ର ଦୁର୍ନୀତି, କୁକର୍ମ କୁ ଜନତାଙ୍କ ସାମ୍ନାକୁ ଆଣିଛନ୍ତି, ସେଥିପାଇଁ ଆପଣଙ୍କୁ ଭୂମିଷ୍ଠ ପ୍ରଣାମ ❤

    • @bishnucharnrana3282
      @bishnucharnrana3282 7 днів тому +2

      ନବୀନ ପଟ୍ଟନାୟକ ନିଜେ ଅଟଳ ବିହାରୀ ବାଜପେୟୀଙ୍କ ମିଳିତ ସରକାରରୁ ଆସିଥିଲେ,ଆଉ ବର୍ତ୍ତମାନ ଯେଉଁ ଦିବାସ୍ବପ୍ନ ଦେଖୁଛନ୍ତି ତାହା ଖୁବ୍ ଶୀଘ୍ର ଦୂରହୋଇ CBI ଆସି ପହଞ୍ଚିଯିବ ।

    • @manojmohanty7368
      @manojmohanty7368 14 годин тому

      ଓ ଟିଭିର ମାଲିକ ଯେମିତି ବୈଜୟନ୍ତ ପଣ୍ଡା ଆଉ ଆପଣଙ୍କ ମାଲିକ କିଏ ଟିକେ କହିବେକି...... NEET ବିଷୟରେ ଗୋଟେ episode କରିପାରିବେକି...... ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁ ତମ ଗାଣ୍ଡିରେ ଦି ନାତ ମାରିବେ....😂

  • @BDNayak
    @BDNayak 7 днів тому +36

    #ଏକ_ବିଚିତ୍ର_ଚରିତ୍ର
    ମୋ ସ୍ବାସ୍ଥ୍ୟ ଖରାପ ହେଲେ ମଧ୍ୟ,ମୋ ହାତ ଥରୁଥିଲେ ମଧ୍ୟ, ମୁଁ ଚାଲିବା ବେଳେ ପଡ଼ି ଯାଉଥିଲେ ମଧ୍ୟ, କପଡ଼ାରେ ବାରମ୍ବାର ଝାଡା ବସି ଦେଉଥିଲେ ମଧ୍ୟ, ଆପଣମାନେ ଚାହୁଁ ନଥିଲେ ମଧ୍ୟ, ଆସନର ଲୋଭ ମୋତେ ଏତେ ଗ୍ରାସ କରିଛି ଯେ ମୁଁ ସମସ୍ତଙ୍କୁ ବଦଳାଇ ଦେବି, କିନ୍ତୁ ମୋ ନିଜକୁ ବଦଳାଇବି ନାହିଁ। କପି ପେଷ୍ଟ କରିବି। ମାଗଣା ଖିଆ ଙ୍କ ମାନସିକତା କୁ ନେଇ ଢେର ଖେଳିଛି, ଆଗକୁ ବି ଖେଳିବି। ତାଙ୍କ ନାଡ଼ି ଚିପି ଦେଖିଛି ସେମାନେ କେତେ ମୁଲ୍ୟ ହୀନ । ଯେଉଁମାନେ ବିଧାୟକ, ସାଂସଦ, ମନ୍ତ୍ରୀ, ରାଜ୍ୟସଭା ସଦସ୍ୟ ଓ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ , କର୍ପୋରେଟର, ମେୟର ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଗୋଲାମ କରି ରଖିବି। ସେମାନେ ଗୋଲାମ ହେବାରେ ବହୁତ ଖୁସି ହେବାର ମୁଁ ଦେଖିଛି ଓ ଅନୁଭବ କରିଛି ମଧ୍ୟ। ଅନ୍ୟମାନଙ୍କର ଦୁର୍ବଳତା ର ଲାଭ ଉଠାଇବି। ସେମାନେ ମୋର ଗୁଣଗାନ କରୁଥିବେ । ବ୍ରିଟିଶ ପୋଲିସ ଭଳି ଅମଲା ମାନଙ୍କୁ ଲୋକଙ୍କୁ ଚାବୁକ୍ ମାରିବା ପାଇଁ ବ୍ୟବହାର କରିବି। ଟଙ୍କା ଦେଇ ବିଦେଶରୁ ହେଉ କିମ୍ବା ଦେଶର ନାମୀଦାମୀ ସମ୍ବାଦ ପ୍ରସାରଣ ସଂସ୍ଥା ଠାରୁ ଏକ ନମ୍ବର ର ମାନ୍ୟତା ହାତେଇବି। ଗାଁ ଗଣ୍ଡାରେ ମଦ ଦୋକାନ ଖୋଲି ସମସ୍ତଙ୍କୁ ମାତାଲ୍ କରିବି। ଢେର କର (Tax) ମିଳିବ। ମୁଁ ଏହା ବ୍ରିଟିଶ ମାନଙ୍କଠାରୁ ଶିଖିଛି। ମଦ ପିଇ ପିଇ ଏମାନେ ଏମାନଙ୍କର ହିତାହିତ ଜ୍ଞାନ ହରାଇବେ। ମଦ ପିଉ ପିଉ ମୋର ଜୟକାର କରିବେ। ଗୃହିଣୀ ମାନଙ୍କଠାରୁ ଗୃହ କର୍ତ୍ତା ଙ୍କୁ ଅଲଗା କରିଦେବି। ବାପ ଠାରୁ ପୁଅକୁ ଅଲଗା କରିଦେବି। ବିଦ୍ୟାଳୟ ମାନଙ୍କରେ ଭିନ୍ନ ଭିନ୍ନ ଶ୍ରେଣୀର ଶିକ୍ଷକ ଓ ଭିନ୍ନ ଭିନ୍ନ ବିଦ୍ୟାଳୟ କରି ସେମାନଙ୍କ ଏକତା କୁ ଭାଙ୍ଗି ଦେବି। ନାରୀ ମାନଙ୍କୁ ରାଜନୈତିକ ଷ୍ଟେଜ୍ ରେ ନଚାଇବି। ବିଶେଷ ଦୁର୍ଘଟଣା ଯଥା ହତ୍ୟା, ଲୁଣ୍ଠନ,ବ୍ୟଭିଚାର ଇତ୍ୟାଦି ରେ କମିଶନ ଗଠନ କରି ସମୟ ଗଡ଼ାଇ ଚାଲିବି ।ମୋ ବିରୋଧରେ ଯଦି କେହି କେବେ ଚିନ୍ତା କରେ ବା କୁହେ, ଗୋଇନ୍ଦା ଲଗାଇ କିମ୍ବା ଗୁଣ୍ଡା ଲଗାଇ ତାର ସର୍ବନାଶ କରିଦେବି। ମୁଁ ବିଦେଶୀ ମଦ ପିଇ, ଚୁଙ୍ଗୁଡ଼ି ଖାଇ ଏସି ରେ ବସି ଭିନ୍ନ ଭିନ୍ନ ଯୋଜନା ତିଆରି କରି ମରିବା ପର୍ଯ୍ୟନ୍ତ ଏହି ଆସନରେ ରହିଥିବି।
    ଏଭଳି ଏକ ମାନସିକତାର ବ୍ୟକ୍ତି କୁ କ'ଣ କୁହାଯାଇ ପାରେ ?
    ଆପଣମାନେ ଖୁସି ତ ?

    • @swarajkumarbej3768
      @swarajkumarbej3768 7 днів тому +3

      ସେ ମଲେ ତା ମାଂସକୁ କୁକୁର ମଧ୍ଯ ଖାଇବନି।

    • @pk-xt8km
      @pk-xt8km 7 днів тому +1

      CM Mohan asila pare kana magana khia band heba ki...
      Are subhadra joyana.. upgraded version

    • @Stutee24
      @Stutee24 7 днів тому +1

      Badia lekhichanti...pura eka niswasa re reality kahichanti👌👌👌

    • @gayatreemahapatra4481
      @gayatreemahapatra4481 7 днів тому

      Navin Patnaik

    • @PuspaHomeCooking
      @PuspaHomeCooking 7 днів тому

      👍👌👌👌👌

  • @ramakrishnamahapatro1271
    @ramakrishnamahapatro1271 7 днів тому +18

    ମଦୁଆ ସମସ୍ତକୁ ଗାଳି କରୁଥିବ, କିନ୍ତୁ ତା ସ୍ତ୍ରୀ କୁ ଦେଖିଲେ ଚୁପ୍ ହୋଇ ଘରକୁ ଯାଏ। ଠିକ୍ ନବୀନ ନାଟକ କରୁଛନ୍ତି

  • @radheshyammeher4318
    @radheshyammeher4318 7 днів тому +15

    ଆପଣ ଏ ଗୁମର ପାଉଛନ୍ତି କୋଉଠୁ ଆଜ୍ଞା ଆପଣଂକୁ ଅଶେଷ ଧନ୍ୟବାଦ

  • @kashinathdash4772
    @kashinathdash4772 7 днів тому +15

    ପୂର୍ବତନ ମୁଖ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କ ଠାରୁ ଦୂରତା ରଖିବା, ଜନସାଧାରଣ ଏହାକୁ ଗ୍ରହଣ କରି ପାରି ନଥିଲେ ,ଯାହାକି ଦଳକୁ ଶୋଚନୀୟ ପରାଜୟର କାରଣ ପାଲଟିଗଲା।।

  • @ajitkumarpanda6388
    @ajitkumarpanda6388 7 днів тому +23

    ନବୀନ ବାବୁ ଙ୍କ ନାଟକ ର ଶେଷ ଦୃଶ୍ୟ ଚାଲିଛି,,,,,
    ଯବନିକା ପଡ଼ିବା କୁ ଆଉ ବେଶି ଡେରି ନାହିଁ,,,,,
    ନାଟକ ସରିବ ଆଉ ପେଣ୍ଡାଲ ବି ଭାଙ୍ଗିଯିବ,,,ଅପେକ୍ଷା କର ଭାଇମାନେ,,,,,,

  • @nrushinghnathsahu1630
    @nrushinghnathsahu1630 7 днів тому +30

    ନାଟ୍ୟକାର ନବୀନ୍ ପଟନାୟକ
    ନାୟକ ନବୀନ୍ ପଟନାୟକ
    ନିର୍ଦ୍ଦେଶକ ପାଣ୍ଡିଆନ୍
    ପ୍ରଯୋଜକ ପ୍ରେମ୍ ପଟନାୟକ

  • @subashmurmu753
    @subashmurmu753 7 днів тому +3

    ବହୁତ ବଢିଆ ସାର ବିସ୍ତୃତ ଭାବରେ ବୁଝେଇକି କହିଛନ୍ତି ଏ ହଉଛି ନିରାଟ ସତ୍ୟ

  • @prasanta-kumar-sahoo-650
    @prasanta-kumar-sahoo-650 7 днів тому +8

    ଆଜ୍ଞା ନମସ୍କାର, ଭୈରବ ବାବୁ ଉତ୍ତରାଧିକାରୀ ହେବାପାଇଁ " ଜଗନ୍ନାଥଙ୍କ ର ପରମ ଭକ୍ତ " ସାଜିଥିଲେ, ହେଲେ ସେ ଠାକୁର ତ ଅନ୍ତର୍ଯ୍ୟାମୀ ..ଓଲଟା ଫଳ ବାବୁଙ୍କୁ ଦେଇଦେଲେ । ଆଉ ତ ଠାକୁରଭକ୍ତ ବୋଲି ଦେଖେଇ ହେବନି, ତେଣୁ ଷଡଯନ୍ତ୍ର ହିଁ ଏକମାତ୍ର ଭରସା। ଜୟ " ନବୀନ ନିବାସ "

  • @BijoyKumarDas-rc1ss
    @BijoyKumarDas-rc1ss 7 днів тому +2

    ଅତି ସୁନ୍ଦର ଓ ନିର୍ଯ୍ୟସ ବିଶ୍ଳେଷଣ,

  • @manjupravamishra8000
    @manjupravamishra8000 7 днів тому +8

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @dillipsamal1563
    @dillipsamal1563 7 днів тому +1

    ଆପଣଙ୍କୁ କୋଟି କୋଟି ଧନ୍ୟବାଦ ଭାଇ

  • @brajamohanpati7797
    @brajamohanpati7797 7 днів тому +3

    🙏ଜଗନ୍ନାଥ ଆପଣଙ୍କ ର ମଙ୍ଗଳକରନ୍ତୁ 🙏ନମସ୍କାର ଆଜ୍ଞା

  • @ranjanmishra6328
    @ranjanmishra6328 7 днів тому +4

    Excellent analysis sir.

  • @ashokkumarbhuyan3937
    @ashokkumarbhuyan3937 7 днів тому +8

    ବୃଦ୍ଧ ଅନ୍ଧ ଧୃତରାଷ୍ଟ୍ର ସୁରପାନରେ ପୁତ୍ର ମୋହରେ ନିମଗ୍ନ, ଦୁର୍ଯ୍ୟୋଧନ ପଶାଖେଳ, ପ୍ରଜା ଙ୍କୁ ପଦାନତ ପାଇଁ ଯୋଜନା ରେ ବ୍ୟସ୍ତ। ମହାପ୍ରଭୁ ସବୁଦେଖୁଛନ୍ତି । ଉରୁ ଭାଙ୍ଗ ଅପେକ୍ଷାରେ ଜନତା।

  • @prashantkumardash5793
    @prashantkumardash5793 7 днів тому +1

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @jagannathpradhan3461
    @jagannathpradhan3461 7 днів тому +2

    ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିବକି ଯେଉଁଠି ନାୟକ ଚଳଚିତ୍ରରେ ଘଟିଥିଲା ।

  • @purnachandrapanigrahi-mj3wd
    @purnachandrapanigrahi-mj3wd 7 днів тому +1

    Bahut sunder

  • @user-kt9nv9fd5j
    @user-kt9nv9fd5j 7 днів тому +7

    Naveen himself is doing drama about his health condition. He the director of all these drama. He thinks people of odisha are fool. But certainly not.

  • @SabhapatiBadhei-bd2nw
    @SabhapatiBadhei-bd2nw 7 днів тому +1

    ଅତି ଚମତ୍କାର ଉପସ୍ଥାପନା

  • @birenjena3758
    @birenjena3758 7 днів тому +20

    ନବୀନ ପଟ୍ଟନାକଙ୍କ ସବୁ ନାଟର ଗୋବର୍ଦ୍ଧନ ଆଜି ମୁଖା ଖୋଲି ଯାଇଛି,

  • @sudhansubhusandash8764
    @sudhansubhusandash8764 16 годин тому

    Thanks, very good news.

  • @user-sl4yh2yt4c
    @user-sl4yh2yt4c 7 днів тому +5

    ସାଦର ପ୍ରଣାମ, ସବୁ ମାୟାରେ ବାୟା ପରି ଏହା ନବୀନ ଓ ପାଣ୍ଡୁ ମାୟାରେ ବାୟା ସମସ୍ତ ବିଜେଡି ବାୟା ହେଉଛନ୍ତି... ମୋତେ ଲାଗୁଚି ଯେପରି" ଷଣ୍ଢ ଶୃଗାଳ "ଉପାଖ୍ୟାନ... ଜୟ ଶ୍ରୀରାମ 🙏🙏🙏

  • @pradeeppattanayak1723
    @pradeeppattanayak1723 7 днів тому +9

    ଶକ୍ତି ବର୍ଦ୍ଧକ ଔଷଧ ଖାଇ ଥିଲେ

  • @jiyamishra7777
    @jiyamishra7777 7 днів тому +13

    ଠିକ୍ କହିଲ, ମୁଙ୍ଗେରିଲାଲ(ନବୀନ ଦାସ) କେ ହସିନ ସପନେ(ମୁଖ୍ୟମନ୍ତ୍ରୀ)। ଲଜ୍ଜା ଜନକ ପରିବେଷଣ।

    • @hardworkneverdies5679
      @hardworkneverdies5679 7 днів тому +6

      ଭାଇ ଏ ଲୋକ ର ସାମ୍ବାଦିକତା ଆଉ ଜୀବନ pandian ବିନା ଅଧୁରା
      ନୂଆଁ ସରକାର ନୂଆଁ କଥା ହୁଅ, ଜୀବନ ଯାକ pandian pandian 😅

    • @jiyamishra7777
      @jiyamishra7777 7 днів тому +5

      ମତେ ଯାହା ଲାଗୁଛି, ପଣ୍ଡିଆଁ ତା ମୁହଁରେ ପାଡ଼ି ଦେଇଛି।

    • @hardworkneverdies5679
      @hardworkneverdies5679 7 днів тому +1

      @@jiyamishra7777 😀😀😀

    • @ODISHA_KUHE
      @ODISHA_KUHE 7 днів тому +5

      ସତ କଥା କୁ ଗ୍ରହଣ କରିବା ଭଲ

    • @OdishaTraderBharat
      @OdishaTraderBharat 7 днів тому +3

      ନା ତାମିଲ ବାବୁ ତୋର ଧରମ ଭାଇ

  • @pradiptakumarmahakhuda2377
    @pradiptakumarmahakhuda2377 7 днів тому +6

    ନବୀନ ନିବାସ ରେ ବିଗତ 24 ବର୍ଷ ର ଚୋରି ମାଲ ତକ ଯଗିକି ବସିଛି ପାଣ୍ଡିଆନ.

  • @laxmidharnayak4191
    @laxmidharnayak4191 7 днів тому +1

    Excellent presentation. Your analysis is absolutely right. Dhanyawad ji 🙏

  • @tapansarangi4611
    @tapansarangi4611 7 днів тому +2

    ସମ୍ପୂର୍ଣ୍ଣ ଛଳନା। ସମ୍ପୂର୍ଣ୍ଣ ଛଳନା। ଗତ ୨୪ ବର୍ଷ ଧରି ଆମେ ଓଡିଶାବାସି କେବଳ ଛଳନା ଶାସନରେ ଶୋଷିତ ହେଉଥିଲୁ।

  • @shreerammeher
    @shreerammeher 7 днів тому +9

    ଆପଣ ମନ ଗଢା କାହାଣୀ କହୁଛନ୍ତି ଆଜ୍ଞା

  • @madanmohandisari1617
    @madanmohandisari1617 7 днів тому +2

    ଆପଣଙ୍କ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ କିନ୍ତୁ ସାର ଆପଣ ଭିଡ଼ିଓ ଛାଡ଼ିବା ଦିନର ତାରିଖ ଲେଖିଲେ ଭଲ ହୁଅନ୍ତା ଏଇଟା ଆମ ଅନୁରୋଧ,

  • @balramlenka1990
    @balramlenka1990 7 днів тому +1

    Sir a show ta jadi tv madhyam re asanta tahahele Bahut lokanka aakhi kholanta. Supper hit show. Nirbhaya gumara katha. 🙏

  • @kumardillipbiswal1154
    @kumardillipbiswal1154 5 днів тому

    Very good notice sir

  • @ramachandrapanipani7424
    @ramachandrapanipani7424 6 днів тому

    ଜୟ ଶ୍ରୀଜଗନ୍ନାଥ !

  • @bulusethy9220
    @bulusethy9220 7 днів тому +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤❤❤
    1ଷ୍ଟ

  • @haraprasaddash7452
    @haraprasaddash7452 7 днів тому

    Only consolation, right.

  • @kshitishsingh3142
    @kshitishsingh3142 7 днів тому +12

    ସମସ୍ତ ନାଟକର ରଚୟିତା ନବୀନ ପଟ୍ଟନାୟକ। କେହି ବିଶ୍ୱାସ କରନ୍ତୁ କି ନାହିଁ ଓଡିଶାରେ ଆପଣ ଓ ମୁଁ ଏହା ଭଲ ଭାବେ ଜାଣିଛେ।

  • @pareshchandra9918
    @pareshchandra9918 5 днів тому +2

    ବାଲେଶ୍ୱର ଦଙ୍ଗା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ..... ଗୋଟେ ଭିଡ଼ିଓ କରନ୍ତୁ....

  • @subham9423
    @subham9423 7 днів тому +1

    Bahut badhiya

  • @BhaktaHari-xy3lf
    @BhaktaHari-xy3lf 7 днів тому +1

    Thak you sir❤❤❤❤❤❤

  • @pratima5870
    @pratima5870 7 днів тому

    Thanks sir!🙏 ଆପଣଙ୍କ ବିଶ୍ଳେଷଣ ଚମତ୍କାର। ଓଡ଼ିଶାବାସୀଙ୍କୁ ଶାସନ ଓ ସରକାର ବିଷୟରେ ସଚେତନ କରାଇବାରେ ସହାୟକ ହେଉଛି। ଜୟ ଜଗନ୍ନାଥ

  • @sanjibpanda5009
    @sanjibpanda5009 3 дні тому

    Dhanya apana apana marideva

  • @prasantakumarkar506
    @prasantakumarkar506 7 днів тому

    Very good, carry on

  • @pkmishra6256
    @pkmishra6256 7 днів тому

    Very clear and naked truth expressed by Nirvaya Editor. Many many thanks🙏🏾🙏🏾

  • @satishchandrabehera7291
    @satishchandrabehera7291 7 днів тому +12

    ଆପଣଙ୍କୁ ମୋର ବିନମ୍ର ନମସ୍କାର।
    ଗୁମର ଖୋଲିବାରେ ଆପଣ ମାଷ୍ଟର।।
    ଏଣିକି ଭରସା ମୋହନ ସରକାର।
    ଜନତାଙ୍କର ଧୈର୍ଯ୍ୟ ମଧ୍ୟ ଦରକାର।।
    ଜୟ ଜଗନ୍ନାଥ!!!

  • @user-od2fs9gq4v
    @user-od2fs9gq4v 7 днів тому

    ଜୟ ଶ୍ରୀ ଜଗନ୍ନାଥ

  • @mituprdhan2020
    @mituprdhan2020 7 днів тому +3

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

    • @dipugouda6412
      @dipugouda6412 7 днів тому

      ଆଠ ଜଣBJP ବିଧାୟକ BJD ସିବିର ଗଲେ ସରକାର ରହିବ

  • @CreationOdia1234
    @CreationOdia1234 7 днів тому +5

    ଆପଣ ଜଉ କଥା କହିଲେ ମୁଁ ଏକ ମତ ନୁହ କାରଣ BJP ବିରୁଦ୍ଧ ରେ କେବେ ବି BJD ଯିବନି ଅତୀତ କଥା ଦେଖନ୍ତୁ ବର୍ତ୍ତମାନ ନିକଟ ରେ ଶପଥ ଗ୍ର ହ ଣ ରେ ଯାଇଥିଲେ ଆପଣ ମନ ଗଢା କଥା କହିଲେ କିଏ ଶୁଣିବ ଆଇମା କାହାଣୀ ଆଉ କାହାକୁ କହିବେ 😂😂😂😂😂😂

  • @prabhasray675
    @prabhasray675 7 днів тому +1

    Jay Shriram

  • @KrushnachandraDash-kq7rn
    @KrushnachandraDash-kq7rn 7 днів тому

    Right

  • @user-cz9xx7qy9k
    @user-cz9xx7qy9k 7 днів тому +1

    ନବୀନ ଜଣେ ଚୁପ୍ ସଇତାନ୍ ।ଉପରେ ଗୋଟେ ଭିତରେ ଠିକ୍ ଓଲଟା Iଆପଣଙ୍କ କଥା ଠିକ୍ ଅଛି, ମାତ୍ର ଏହା ଏତେ ଲମ୍ବା ହେଲେ ଶୁଣିବା ଅସମ୍ଭବ । ଆଶା ଧ୍ୟାନ ଦେବେ ।

  • @binayamishra3723
    @binayamishra3723 7 днів тому +1

    Jai jagannath

  • @parsurampanda3540
    @parsurampanda3540 3 дні тому

    Very nice theory

  • @bhagirathidasodisha.6934
    @bhagirathidasodisha.6934 7 днів тому +1

    ସତ୍ୟ ର ସତ୍ୟତା ଆଧାର ନିର୍ଭୟ ଗୁମର କଥା
    ଓଡିଶା ବାସୀଙ୍କ ଅସ୍ଥା ବିଶ୍ୱାସ ହୋଇ ରହୁ
    ଜୟ ଜଗନ୍ନାଥ

  • @Satya1990_
    @Satya1990_ 7 днів тому +1

    You r absolutely right , କିନ୍ତୁ ଏ ନାଟକର the end 2009 ରେ ହୋଇ ଯାଇଥିଲେ ଭଲ ହୋଇଥାନ୍ତା, ନବୀନ ବାବୁ cm seat ରେ ରହିବା ପାଇଁ 2000 ରୁ ହିଁ ନାଟକ କରି ଆସୁଛନ୍ତି, ଓଡିଆ ନ କହିବା no 1 ନାଟକ ସବୁ ପୁରୁଣା ଜନତା ଦଳ ନେତାଙ୍କୁ BJD ରୁ ବିଦା କରିବା ବି ଗୋଟେ ନାଟକ ଓଡିଶା ହେଲା ଗୋଟେ ଗରିବ ରାଜ୍ୟ , ଜନମ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ସବୁ scheme ଦେଇ ଗରିବ ଖଟିଖିଆ ଲୋକଙ୍କୁ 24 ବର୍ଷ ଠାକିଲେ, ଆଉ ବିରୋଧୀ ତ give and take ରେ ବଞ୍ଚେଇ ରଖିଲା bjd କୁ ଯେତେବେଳେ ଜନତା ଜନାର୍ଦ୍ଦନ ନାଟକ ଟା ଜାଣିଲେ ତେଣୁ ଏକା ଥରେ zero କରି ଦେଲେ ,ଏବେ ଡର 51 mla କେମିତି ରହିବେ ବିଦ୍ରୋହ ନକରି bjp କୁ କେମେତୀ ନଜିବେ ସେଥି ପାଇଁ Naveen ନିବାସ ଦ୍ଵାର ଖୋଲା ଯାଇଛି ,arrogance କମିଛି,ଏବେ ବି ଲୋଭ ଅଛି cm seat pain , ଯଦି ଓଡିଶା ଭୋଟର ପାନେ ନା ଦେଇଥାନ୍ତେ Naveen Babu ଙ୍କ ଓଡିଆ dignity ଜାଣି ପାରି ନଥାନ୍ତେ ଭିକାରୀ ଭାବି ପୁଣି 5 years ରାଜ କରି ଥାନ୍ତେ। ସବୁ ସେଇ ଚକା ଆଖି କାଳିଆ ର ଲୀଳା .

  • @hemantakumarmohanty849
    @hemantakumarmohanty849 7 днів тому +2

    ଜୟ ଜଗନ୍ନାଥ, ସବୁ ନାଟକ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପାୱାର ଦେଇକି ନବୀନ ପଟ୍ଟନାୟକ ସବୁ ଗେମ୍ବଲର ଅଟନ୍ତି

  • @Biswhabalua
    @Biswhabalua 7 днів тому

    Nice ❤❤❤❤❤❤

  • @HKSAHU_45
    @HKSAHU_45 5 днів тому

    Yes

  • @bapimishra-sv4oz
    @bapimishra-sv4oz 6 днів тому

    Jai Shri jagannath 🙏

  • @sudarsannayak356
    @sudarsannayak356 7 днів тому

    🙏🙏🙏

  • @smartairtel
    @smartairtel 7 днів тому

    ଆପଣଙ୍କ ଉପସ୍ଥାପନ ବହୁତ ଉଚ୍ଚ କୋଟିର । ସମସ୍ୟା ଗୁଡିକୁ ବହୁତ ବଢ଼ିଆ ବିସ୍ଲେସଣ କରୁ ଛନ୍ତି । ଏମିତି ନିରପେକ୍ଷ ଭାବରେ ଅଭିଯାନ ଜାରୀ ରହୁ । ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ । ଜୟ ଜଗନ୍ନାଥ ....

  • @binayakacademy2503
    @binayakacademy2503 7 днів тому

    🙏 sir

  • @prashantjena9556
    @prashantjena9556 День тому

    Nice

  • @jayadevdash2567
    @jayadevdash2567 3 дні тому

    ଧନ୍ୟବାଦ ଆଜ୍ଞା।ଆପଣ, ଶେଷ ଭାଗରେ ଯେଉଁ ଭିଡିଓ କଥା କହିଲେ, ମୁଁ ପ୍ରଥମରୁ ସେହି କଥା ବନ୍ଧୁ ମାନଙ୍କୁ କହୁଥିଲି ତାହା ବାସ୍ତବରେ ସତ୍ୟ।ସୁ ଚିନ୍ତିତ ପ୍ଳାନରେ ଖେଳ ଆରମ୍ଭ ହୋଇଛି।ଜୟ ଜଗନ୍ନାଥ।

  • @satyaranjanmishra9741
    @satyaranjanmishra9741 7 днів тому

    Beutiful article.Gumar Katha, Nabin Das ji ki jay ,Jaya Sri Jaganath mahapravu ki jay.

  • @debanandsha5336
    @debanandsha5336 7 днів тому +1

    Nirbhaya katha କୁ ସତ ରେ ଆପଣ ଓଡିଶା ପାଇଁ ସାର୍ଥକ କରିଛନ୍ତି

  • @CR-vj6du
    @CR-vj6du 7 днів тому +7

    ଆଉ ମୋଦୀ ସରକାର କୁହନ୍ତୁ ନାହି// ସେଇଟା ଏବେ NDA ସରକାର // ଆପଣ ଖାଲି ନବୀନ ପଟନାୟକ ଙ୍କୁ ଦୋଷୀ କହୁଛନ୍ତି // ମୁ ମାନୁଛି ସିଏ ଭୁଲ କରିଛନ୍ତି// କିନ୍ତୁ ପ୍ରଶାନ୍ତ ଜଗଦେବ , ସମୀର ଦାସ, ଅନୁଭବ ମହାନ୍ତି, ପ୍ରଦୀପ ପାଣିଗ୍ରାହୀ ଭଳି ନେତାଙ୍କୁ ଯୋଉ ବିଜେପି ଖରାପ ଭାଷାରେ ଗାଳି କରୁଥିଲା ,, ଆଜି ସେମାନେ ବିଜେପି ରେ ମିଶି କେମିତି ଭଲ ହେଇଗଲେ ,,, ସେକଥା କିଏ କହିବ,,,BJP WASHING ମେସିନ ବିଷୟରେ ବି ଗୋଟେ ଭିଡିଓ ହଉ // ନା ସେଇଟା କରିବାକୁ ଲାଜ ଲାଗୁଛି?? NEET SCAM ଉପରେ ଧର୍ମେନ୍ଦ୍ର ପ୍ରଧାନ ବିଷୟରେ କିଛି କହିବନି ,,, 3 ବର୍ଷ ହେଲା ଶିକ୍ଷା ମନ୍ତ୍ରୀ ଅଛନ୍ତି ,,, କଣ କରିଛନ୍ତି ପଚାରିବେନି ,,,, ରେଳ ଦୁର୍ଘଟଣା ବାରମ୍ବାର ହଉଛି ,,, ଅଶ୍ଵିନୀ ବୈଷ୍ଣବ ଓଡିଶାରୁ ରେଳ ମନ୍ତ୍ରୀ ହେଇଛନ୍ତି ,,, ତାଙ୍କ ବିଷୟରେ କିଛି କହିବେନି,,, ପ୍ରଧାନ ମନ୍ତ୍ରୀ ଓଡ଼ିଶା ରେ ଆସି ଉତ୍କଳବନ୍ଧୁ ଗୋପବନ୍ଧୁ ଦାସଙ୍କ ନାମ ଭୁଲ କହିଛନ୍ତି ,,, ସେ ବିଷୟ ରେ କିଛି କହିବେନି ,,,
    ଏ ସବୁ ବିଷୟରେ ବି ରିସର୍ଚ କରି ଭିଡିଓ କର ,,, ଖାଲି BJD ବିରୁଦ୍ଧରେ କହିଲେ କଣ ହବ ,, ନିରପେକ୍ଷ ହୁଅ ,,, ନହେଲେ ନିଜକୁ ସାମ୍ବାଦିକ କୁହନି,, ଲାଜ ଲାଗିବ

    • @santoshkumarsahoo8671
      @santoshkumarsahoo8671 7 днів тому

      ବିଜେଡି ବିରୁଦ୍ଧରେ କହିଲେ ଭାରି ବାଧୁଛି, ଯେଉଁ ଯେଉଁ ନେତା ମାନଙ୍କ କଥା କହିଲେ ଏତେ ସମୟ ଧରି ବିଜେଡି ରେ ଥିଲେ କେମିତି, ସେତେବେଳେ ବିଜେଡି ମୁଖିଆ ତ ପଦେ କହିଲେନି , ଆମ ମୁଖ୍ୟମନ୍ତ୍ରୀ ପରା ନିର୍ମଳ ଭାବମୂର୍ତ୍ତି ର , ଜୟ ଜଗନ୍ନାଥ

    • @CR-vj6du
      @CR-vj6du 7 днів тому

      @@santoshkumarsahoo8671 ଯିଏ ବିଜେପି କର୍ମୀଙ୍କୁ ଗାଡି ଚଢେଇ ମାରିଲା ସେ ବହୁତ ଭଲ ନିର୍ମଳ ,,, ଯିଏ ନିମପଡ଼ାରେ ଗୋଟେ ଝିଅକୁ ମାରିଥିଲା ତାକୁ BJD ଟିକେଟ ଦେଲାନି (ସମୀର ଦାସ),,, ଆଉ ବିଜେପି ବାଲା ତାକୁ ରାବଣ କହୁଥିଲେ ,,, ଆଉ ଯାହାକୁ ଚିତଫଣ୍ଡ ଚୋର କହୁଥିଲ ,,, ସେ ଏବେ ତମ ହିରୋ (ପ୍ରଦୀପ ପାଣିଗ୍ରାହୀ) ,, ଯିଏ ଦିନେ ବିଜେପି କୁ ଖୋଲାଖୋଲି ଶୋଧଉଥିଲା (ଅନୁଭବ) ଆଜି ୱାଶିଂ ମେଶିନ ରେ ଭଲ ହେଇଯାଇଛି ,,, ଯେତେବେଳେ ସେମାନେ ଏ ସବୁ କାରାନାମା କଲେ BJD ତାଙ୍କୁ କାଢିଦେଲା ,,, ଆଉ ବିଜେପିରେ ମିଶି ସେମାନେ ନିର୍ମଳ ହେଇଗଲେ ,,,,

    • @CR-vj6du
      @CR-vj6du 7 днів тому

      @@santoshkumarsahoo8671 ଆଉ NEET ଆଉ ରେଳ ଦୁର୍ଘଟଣା ବିଷୟରେ କିଛି comment kaleni ,,, ନା ଆଙ୍ଗୁଠି ଚାଲିଲାନି keyboard ରେ

  • @swornalatanayak9384
    @swornalatanayak9384 7 днів тому

    U r great sir for ur outstanding opinion demoralising politics

  • @rajibalochansahoo8893
    @rajibalochansahoo8893 7 днів тому

    ଯେତେ ଏପିଶୋଡ ମୁଁ ଦେଖଚି ଏ ବିଷୟ ସବୁଠୁ ଅଲଗା

  • @krishnatripathy47
    @krishnatripathy47 7 днів тому

    🙏

  • @mantoshmohanty3712
    @mantoshmohanty3712 7 днів тому

    Nirbhaya Gumara Katha is the best. ❤

  • @runanayak4173
    @runanayak4173 6 днів тому +1

    ନବୀନ ବାବୁ ହେଲେ ଅସଲ ନାଟର ଜିବର୍ଦ୍ଧନ......ଲୋକେ ଜାଣିସାରିଲେଣି.....ଅପଣଂକ ଉପସ୍ଥାପନା....ଅତି ଶିକ୍ଷନୀୟ...
    ଧନ୍ୟବାଦ ସାର

  • @subhransusundardas911
    @subhransusundardas911 7 днів тому

    Nice analysis

  • @dwarikanathmohanty179
    @dwarikanathmohanty179 7 днів тому

    We are astonished to find your agility after the defeat in the election. God bless you to play same kind of tricks as long as your alive.

  • @sajjanks
    @sajjanks 7 днів тому

    ଶେଷ ସନ୍ତକ -ଅଖା ବ୍ୟାଗ୍।

  • @manojkumarrout4694
    @manojkumarrout4694 7 днів тому

    Thanks ❤❤❤❤❤❤😢😢😢😢😢😢😢😢😢😢😢😢😢😢😢😢😢

  • @bijayakumarchoudhury959
    @bijayakumarchoudhury959 7 днів тому

    ବଢିଆ ହୋଇଛି ଏହି କଥା

  • @RamachandraPradhan-gl5df
    @RamachandraPradhan-gl5df 7 днів тому +8

    ସାର ଆପଣଙ୍କୁ ସତ ପ୍ରଣାମ ଓଡ଼ିଶାର କୌଣସି ଗଣମାଧ୍ୟମ ଆପଣଙ୍କ ପରି ହେବେନାହିଁ

  • @hrushikeshjena9641
    @hrushikeshjena9641 7 днів тому +1

    😂Will not be possible

  • @prafullakumardas6087
    @prafullakumardas6087 6 днів тому

    ଆପଣଙ୍କର ନାଟକୀୟ ଉପସ୍ଥାପନା ଭଲ ଲାଗିଲା। ହେଲେ ଜନସାଧାରଣ ଙ୍କ ର ଉପକାର ପାଇଁ ଜଗନ୍ନାଥଙ୍କ ଦର୍ଶନ କିପରି ସୁଚାରୁ ରୁପେ ହୋଇପାରିବ ଏକ episode କଲେ ଭଲ ହୁଅନ୍ତା।

  • @milibahalia6294
    @milibahalia6294 7 днів тому

    🙏🏻🙏🏻ସାର

  • @jagabandhubehera1984
    @jagabandhubehera1984 7 днів тому

    ଜୟ ଜଗନ୍ନାଥ

  • @sudamtripathy7867
    @sudamtripathy7867 7 днів тому +1

    Sir 🙏.I am awaiting to that surprisingly day of BJP govt. for CBI enquiry where as Mr. V.K.Pandian to be arrested and send him to Tihari Jail.Jai Jagannath.

  • @deepanjalimohanty9756
    @deepanjalimohanty9756 7 днів тому

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @biswanathmohapatra9832
    @biswanathmohapatra9832 7 днів тому

    Perfect analysis, Thank you Nabin ji

  • @adhikaridash7543
    @adhikaridash7543 5 днів тому

    ଜୟ ଜଗନ୍ନାଥ। ଅତ୍ୟନ୍ତ ଚମତ୍କାର ବିଶ୍ଳେଷଣ କରିଛନ୍ତି। ଆପଣଙ୍କର ନିର୍ଭୀକ ଆଉ ନିରପେକ୍ଷ ବ୍ୟକ୍ତିତ୍ଵକୁ ମୁଁ ସଲାମ କରୁଛି ଆଜ୍ଞା। ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ନିର୍ଭୟକୁ ଅଶେଷ ଅଶେଷ ଧନ୍ୟବାଦ।

  • @kastucharansahu6656
    @kastucharansahu6656 7 днів тому

    ଜୟ ଶ୍ରୀରାମ

  • @basantapattnaik7812
    @basantapattnaik7812 7 днів тому

    ସାର ପ୍ରଣାମ 🙏🌹

  • @asitrout7659
    @asitrout7659 7 днів тому

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @saumyaranjan7112
    @saumyaranjan7112 7 днів тому

    Baut bhala

  • @Hope_for_best
    @Hope_for_best 6 днів тому +1

    ଶପଥ ଗ୍ରହଣ ସମାରୋହ ରେ ଉପସ୍ଥିତି ରହିବା ପଛରେ ମାଷ୍ଟର ପ୍ଲାନ୍ "ED,CBI ତଦନ୍ତ ରୁ ରକ୍ଷା ପାଇବା ଓ ରାଜ୍ୟ ବାସୀ ଙ୍କ ନଜରରେ ନିଜକୁ ନିଷ୍କପଟ,ସ୍ୱଚ୍ଛ ଚରିତ୍ର ତଥା ରାଜନୀତିରୁ ଉର୍ଦ୍ଧ୍ବ ରେ ପରିବେଷଣ କରିବା"।
    ପୁରା ମାଛ ତେଲ ରେ ମାଛ ଭାଜିଦେଲେ ନବୀନ ବାବୁ।😂

  • @upendranathsatapathy4781
    @upendranathsatapathy4781 7 днів тому

    Now good time has come for the people of Odisha.Atleast now people of Odisha arebeing governed by an well Odia spoken C.M.

  • @SrikantaMahakud-sg3ze
    @SrikantaMahakud-sg3ze 6 днів тому

    Swachha baktabya pain apananku pranam

  • @teamdynamicindia6689
    @teamdynamicindia6689 7 днів тому

    ଅତି ଚମତ୍କାର ଉପସ୍ଥାପନା। ନିର୍ଭୟରେ ନିର୍ଭୀକ ବିଶ୍ଳେଷଣ। ଓଡ଼ିଶାର ବାସ୍ତବ ରାଜନୈତିକ ଚିତ୍ର ଅତ୍ୟନ୍ତ ହୃଦୟ ସ୍ପର୍ଷୀ। ପତ୍ରକାର ହେବ ତ ଏମିତି। ବାଃ ବାଃ ରେ ବିଜୁ ଯାତ୍ରା ଦଳର ଚମତ୍କାର ନାଟକ। ନାଟ୍ୟକାର ନିଜେ ନବୀନ ବାବୁ, କାହାକୁ କହିବ ଶୁଣିବ କିଏ। Pandian କେବଳ କଳାକାର।

  • @anandamishra349
    @anandamishra349 7 днів тому

    ବଲାଙ୍ଗୀର ଜିଲ୍ଲାର ର କଣ୍ଟାବାଞ୍ଜି ରେ ନବିନ ନାଟକ କାମ ଦେଲାନି।

  • @duryodhanmahanta7766
    @duryodhanmahanta7766 7 днів тому

    ଏ ଅଭିନୟର ଯବନିକା କେଉଁଠି।

  • @gangadhardash3430
    @gangadhardash3430 7 днів тому

    🎉🎉🎉🎉🎉