Rs 500 Crore Of State's Treasury Spent On Building The Image Of Pandian ! | Nirbhay Gumara Katha

Поділитися
Вставка
  • Опубліковано 20 чер 2024
  • Rs 500 Crore Of State's Treasury Spent On Building The Image Of Pandian ! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 739

  • @satyabansarangi7693
    @satyabansarangi7693 6 днів тому +63

    ଖୁବ୍ ଶୀଘ୍ର ସବୁ କେଲେଙ୍କାରି ର ତଦନ୍ତ କରି ରାଜକୋଷରୁ ଯାଇଥିବା ଅର୍ଥକୁ ଫେରେଇ ଆଣି ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋହନ ସରକାର ତାଙ୍କ ସ୍ବଚ୍ଛତା ର ପ୍ରମାଣ ଦିଅନ୍ତୁ।

  • @RabindranathSahu-w5s
    @RabindranathSahu-w5s 6 днів тому +99

    ଭାଇ ପ୍ରଣାମ ।
    ଆପଣଙ୍କ ଏହି ଗୁମର କଥାକୁ ଶୁଣିବା ପାଇଁ ସବୁ ଦିନ ଅପେକ୍ଷାରେ ରହି ଥାଏ ।
    ଖୁବ୍ ସୁନ୍ଦର ନିର୍ଭୀକ ସତ୍ୟ ଆପଣଙ୍କ ବିଶ୍ଳେଷଣ ।

  • @ajitkumarpanda6388
    @ajitkumarpanda6388 6 днів тому +24

    ପୂର୍ବତନ ସରକାର ଙ୍କ ର ସମସ୍ତ ଦୁର୍ନିତୀ ର କଥା ଶୁଣି ଶୁଣି ଆମ ଓଡ଼ିଆ ଙ୍କ ଧର୍ଯ୍ୟ ଚ୍ୟୁତୀ ହେଲାଣି,,,,,,
    ମୋହନ ସରକାର ତୁରନ୍ତ CBI INQUIRY କାହିଁ କି କରୁନାହାନ୍ତି,,,,,,ଶୀଘ୍ର ତଦନ୍ତ କରନ୍ତୁ,,,,,,

  • @bhubanmohanty3853
    @bhubanmohanty3853 6 днів тому +54

    ନବୀନ ବାବୁ କ୍ରିଷ୍ଟିଆନ ଧର୍ମରେ ଦିକ୍ଷିତ

    • @lipsa5949
      @lipsa5949 6 днів тому +2

      Right

    • @ashwinisahu6584
      @ashwinisahu6584 6 днів тому +5

      100% Right
      Tenu kamiajani mahaprasad khaile

    • @melisha4236
      @melisha4236 6 днів тому +1

      Right

    • @Pinkyswain9862
      @Pinkyswain9862 3 дні тому

      Thik katha se hindu nuhanti

    • @PradeepKumar-do9dg
      @PradeepKumar-do9dg День тому

      ଆଉ ତୁମେ ବାମୁନ ଙ୍କ ଚାଟି କି ପାଇଛ
      ନିଜକୁ କେବଳ ଉଚ୍ଚ ଜାତି ମାନ୍ୟତା ପାଇଛ
      କିନ୍ତୁ ଅନ୍ୟ ପଟେ ସାଧାରଣ ଲୋକଙ୍କ ପେଟ ରେ ନାଥ ମାରି ଘରେ ଚୁଲି ଜଳାଉଥିବ

  • @ashutoshmeher7352
    @ashutoshmeher7352 6 днів тому +65

    ବିଜେପି ସରକାର ପୂର୍ବ ସରକାରଙ୍କ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ କରିବା କଥା ।ଦୋଷୀକୁ ଦଣ୍ଡ ଦେବାକଥା ।

    • @brajakishorepadhi4022
      @brajakishorepadhi4022 6 днів тому +8

      ଟିକେ ଅପେକ୍ଷା କରନ୍ତୁ। ନବୀନ ପଟ୍ଟନାୟକ ପାଖରୁ ଗାଁ ବିଜେଡି ଟାଉଟର ପଯ୍ର୍ୟନ୍ତ।

    • @tusarkantasahu1064
      @tusarkantasahu1064 6 днів тому +3

      ଦେଖାଯାଉ

    • @dmohanty5003
      @dmohanty5003 5 днів тому

      @@brajakishorepadhi4022. Electoral bond upare view kan ?

    • @dmohanty5003
      @dmohanty5003 5 днів тому

      @@tusarkantasahu1064. How bjp so reach party ?

    • @KhiraSwain
      @KhiraSwain 4 дні тому +1

      ଦୋଷିକୁ ଦଣ୍ଡଦିଆଯିବାଦରକାର

  • @bhubanmohanty3853
    @bhubanmohanty3853 6 днів тому +26

    ମନ ଇଛା ପବଲିକ ପଇସା ଖର୍ଚ୍ଚ କରିବାର authority କିଏ ଦେଲା ପୂର୍ବତନ ସରକାରଙ୍କୁ

  • @prananathpati9976
    @prananathpati9976 6 днів тому +66

    ଏସବୁ ଦୁର୍ନୀତି ଉପରେ ସିବିଆଇ ତଦନ୍ତ ପାଇଁ ବିଜେପି ସରକାର ନିର୍ଦ୍ଦେଶ ଦେଉ ନାହାଁନ୍ତି କାହିଁକି? ବିଳମ୍ବ କଣ ପାଇଁ? ବିଜେଡି ଏଜେନ୍ସି ଲାଗିଛନ୍ତି ବିଜେପିର ଅଧାପାଠୁଆ ମନ୍ତ୍ରୀ ମାନଙ୍କୁ କବଜା କରିବାକୁ।

  • @sushildash1265
    @sushildash1265 6 днів тому +6

    ରାଜକୋଷ ରୁ ଏ ବାବଦରେ
    ବାରବାଦ ହୋଇଥିବା ଅର୍ଥ ର ପରିମାଣ କେତେ ତାହା ସାର୍ବଜନୀନ ହେବା ସହିତ ଏ ଅନିୟାମିତତା ଉପରେ ତଦନ୍ତ ହେବା ନିହାତି ଜରୁରୀ।

  • @surendranarayanpanda8021
    @surendranarayanpanda8021 6 днів тому +36

    କେହି ମାନନ୍ତୁ କି ନ ମାନନ୍ତୁ ନିର୍ଭୟ ଗୁମର କଥା ସମସ୍ତ ବଳିଷ୍ଠ ପ୍ରମାଣ ସହ ଉପସ୍ଥାପନା କରାଯାଏ. ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ..ଏହା ମୋର ବ୍ୟକ୍ତିଗତ ମତ.

  • @santoshdakua6698
    @santoshdakua6698 6 днів тому +94

    ସବୁ ଦୃନୀତି ମୂଳ ହେଉଛନ୍ତି ପୂର୍ବ ତନ ମୁଖ୍ୟ ନବୀନ ପଟ୍ଟନାୟକ 😭😭😭😭

    • @thessworld
      @thessworld 6 днів тому +4

      M0ulana Modi 😭😭
      paasmanda sevak🥺

    • @brajakishorepadhi4022
      @brajakishorepadhi4022 6 днів тому +4

      ଭଦ୍ର ଡକାୟତ ନବୀନ ପଟ୍ଟନାୟକ।

    • @tapasswain3231
      @tapasswain3231 4 дні тому

      ​@@brajakishorepadhi4022Masterstroke

  • @durgaprasadsamantaray7084
    @durgaprasadsamantaray7084 6 днів тому +21

    ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ଏମିତି ସବୁ କିଛି ବାହାରିବା ବେଳ ପାଖେଇ ଆସୁଛି।

  • @annapurnasahoo7184
    @annapurnasahoo7184 6 днів тому +9

    ନବୀନ ବାବୁ ଧଳା ପୋଷାକ ପିନ୍ଧି ହିରୋ ରୋଲ୍ କରୁଥିଲେ କିନ୍ତୁ ଭିତରେ ତାଙ୍କର ଭିଲିଆନ୍ ଚରିତ୍ର କୁ ଜନତା ଜାଣିପାରିଲେ ନାହିଁ

  • @ashokkumarmishra6186
    @ashokkumarmishra6186 6 днів тому +40

    ଏତେ ହେଲାପରେ ବି ଏ ବିଜେଡି ର ଅଇଁଠା ଖିଆ ଆଗ ଧାଡିର ନେତା ମାନଙ୍କର ଚେତା ପଶିନୀ 😀😀😀

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 6 днів тому +10

    ବିଜେପି ଦଳ ଏବେ ସରକାର ନିଶାରେ ବାୟା
    ଆଉ ଏବେ ନବୀନ ସରକାର ଦୁର୍ନୀତି କୁ ଅଣଦେଖା କଲେ ବହୁତ ମୂଲ୍ୟ ଦେବାକୁ ପଡିବ ଦଳ କୁ

  • @prasannakumarnayak2278
    @prasannakumarnayak2278 6 днів тому +16

    ମୋହନ ସରକାର କାର୍ଯ୍ୟାନୁଷ୍ଠାନ ନ ନବା ଏକ ଦୁର୍ଭାଗ୍ୟ

  • @prasantamohapatra7767
    @prasantamohapatra7767 6 днів тому +26

    ଆପଣଙ୍କ କଥା ବୋଧେ ବିଜେପି ଵାଲା ଶୁଣୁନାହାନ୍ତି କାରଣ ବିଜେପି ର କୌଣସି action କାହିଁ ଜଣାପଡୁନି l

    • @Amachalani
      @Amachalani 5 днів тому

      ଏମାନେ ସମସ୍ତେ ମିଶିକି ଖାଇଛନ୍ତି ତେଣୁ ସମୟ ଲାଗୁଚି

    • @pritampolei7087
      @pritampolei7087 4 дні тому

      Abhi toh file khul raha hai thoda intezaar kar lo sab niklega

  • @user-eb9fk8jd4j
    @user-eb9fk8jd4j 6 днів тому +89

    ନବୀନ ପଟ୍ଟନାୟକ ଏବେ ଅସଲ ଚେହେରା ପଦାକୁ ଆସିବା ଦରକାର ❤❤❤❤

    • @santoshsamantaray4960
      @santoshsamantaray4960 6 днів тому +5

      Nirbhay channel is the best among all channels. Many many Thanks to Him for his absolutely true news.

    • @lipun1531
      @lipun1531 6 днів тому +1

      ​@@santoshsamantaray4960 true news nuhe bjp chatukar
      Khali BJD ra gumara kahiki khuchi BJP kana corrupt free party

    • @arabindabehura4181
      @arabindabehura4181 6 днів тому

      ​@@lipun1531Tamara gote chanel kholi Bjp na re gapuna kia mana karuchi.

    • @Aviator_7940
      @Aviator_7940 5 днів тому

      Perfect katha kahichanti bhai

    • @Aviator_7940
      @Aviator_7940 5 днів тому

      @@santoshsamantaray4960 absolutely

  • @bajakishore4002
    @bajakishore4002 6 днів тому +31

    ତଦନ୍ତ ହେବା ନିହାତି ଜରୁରୀ। ଏପରି ଆର୍ଥିକ କେଲଙ୍କରି ର ସତ୍ୟ କୁ ଓଡ଼ିଶା ବସି ଙ୍କୁ ଜଣାଇ ଥିବାରୁ ଶ୍ରୀଯୁକ୍ତ ନବୀନ ଦାସଙ୍କୁ ଅନେକ ଅନେକ ଧନ୍ୟବାଦ୍।

  • @satishchandrabehera7291
    @satishchandrabehera7291 6 днів тому +11

    ଏସବୁ କଥା ଶୁଣି ମୁଣ୍ଡ ଘୂରି ଯାଉଛି।
    ଠିକ୍ ଠିକ୍ ତଦନ୍ତ କରି ଉପଯୁକ୍ତ ଦଣ୍ଡ
    ବିଧାନ ହେବାର ଯଥେଷ୍ଟ ଆବଶ୍ୟକତା
    ଅଛି।

  • @barshabehera3649
    @barshabehera3649 6 днів тому +8

    ଆପଣଙ୍କ ସାହାସକୁ ଧନ୍ୟବାଦ ❤🎉

  • @deepanjalimohanty9756
    @deepanjalimohanty9756 6 днів тому +66

    ବିଜେପି ସରକାର କାହିଁକି କିଛି ପଦକ୍ଷେପ ନେଉନାହାନ୍ତି।ପାଣ୍ଡୁ ବିରୋଧ ରେ ଜେତେ ଶିଘ୍ର ପଦକ୍ଷେପ ନିଅନ୍ତୁ। ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

    • @prasanta-kumar-sahoo-650
      @prasanta-kumar-sahoo-650 6 днів тому +11

      ନିଶ୍ଚିତ ଆମେ ଆଶା ରଖିବା ଯେ ମୋହନ ସରକାର ଏଭଳି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଅନ୍ତୁ । କିନ୍ତୁ ସରକାର ଗଠନ କୁ ମାସେ ବି ହୋଇନାହିଁ, ସିଷ୍ଟମ update ହେବାକୁ ତ ସମୟ ଲାଗିବ ନା....ଆମକୁ ଧର୍ଯ୍ୟ ଧରିବାକୁ ପଡ଼ିବ ଆଜ୍ଞା ।

    • @rameshnandasohm8120
      @rameshnandasohm8120 6 днів тому +2

      Mote laguchi barttaman sarakar purbasarakarara durniti biruddhare kaounasi karyanusthan nebenahi barang tanka saha susampark raksha karibe.

    • @ashwinisahu6584
      @ashwinisahu6584 6 днів тому +2

      Modi bhi kichhi action neu nahanti🎉

    • @KumarJena-dd8oc
      @KumarJena-dd8oc 6 днів тому +1

      ସ୍ପର୍ଶକାତର ଘଟଣା ଉପରେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଉଚିତ୍

    • @kahnucharanbhola3634
      @kahnucharanbhola3634 6 днів тому +1

      Pandu ku tume cm banei thilaki? Nabina ku dhara.

  • @crownentrepreneurs6456
    @crownentrepreneurs6456 6 днів тому +4

    ମୁଣ୍ଡ ଖରାପ ହୋଇ ଯାଉଛି ଏ ସବୁ କଥା ଶୁଣିକରି ଆଗରୁ କହିବା କଥା. ଆପଣ ଙ୍କୁ ଅଶେଷ ଧନ୍ୟବାଦ

  • @letmegrow7298
    @letmegrow7298 6 днів тому +15

    2nd Kejriwal of Odisha

  • @ramachandrapanipani7424
    @ramachandrapanipani7424 6 днів тому +43

    ଭାରତକୁ ବିଶ୍ବରେ ପରିଚିତ କରାଇବାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଅବଦାନ ପ୍ରଶଂସନୀୟ । -- ଆପଣଙ୍କ କଥା ପୂରାପୂରି ଠିକ୍ । ଯୋଗ ଓ ଆୟୁର୍ବେଦ ଭାରତର ଦାନ ।

  • @user-lc1tf3up7x
    @user-lc1tf3up7x 6 днів тому +47

    ସବୁରି ମୂଳରେ ନବୀନ ପଟ୍ଟନାୟକ, ତେଣୁ ନବୀନ ବୁଢାକୁ ଥରେ କୋର୍ଟ କୁ ଟାଣିବା ଦରକାର,

  • @BasudevMohapatra-be5mf
    @BasudevMohapatra-be5mf 6 днів тому +7

    ଆପଣ ଙ୍କର କଥା ଗୁଡିକ ସମ୍ବାଦ ପତ୍ର ରେ ବାହାରିଲେ ବହୁତ ପାଠକ ଜାଣିପାରନ୍ତେ

  • @santoshdakua6698
    @santoshdakua6698 6 днів тому +15

    ସବୁ ଦୃନୀତି ତଦନ୍ତ ହେବା ଆବଶ୍ୟକ

  • @raghumaninayak9593
    @raghumaninayak9593 6 днів тому +9

    ସବୁ ବିଭାଗର ତଦନ୍ତ ହେବା ଜରୁରୀ ନହେଲେ ମୋହନ ସରକାରକୁ ଅଡ଼ୁଆ ବଢିପାରେ ।

  • @mr.harish4878
    @mr.harish4878 6 днів тому +11

    ବିଜୁବାବୁଙ୍କ ନାମରେ ବିଜେଡି ଏତେ ଅପପ୍ରଚାର କରିଲେ ଯେ ଗାଁ ଗାଁ ରେ ମଦ ଦୋକାନ ଖୋଲିଗଲା। ବିଜୁବାବୁଙ୍କ ଅଧୁରା ସ୍ଵପ୍ନ କଣ ପ୍ରତି ଗାଁ ରେ ପିଇବା ପାଣି ବଦଳରେ ମଦ ଯୋଗାଇବା ଥିଲା କି ?😂😂😂😂😂😂😂😂😂😂😂 ବିଜେଡି ଓ 5 ତାମିଲ ମାନେ ସେଇ କଥା ଜାଣିଥିବେ
    😂😂😂😂😂😂😂😂

  • @rajanikantachoudhury2343
    @rajanikantachoudhury2343 6 днів тому +11

    ମୋ ମତରେ ସମସ୍ତ ଦୁର୍ନୀତି ଘଟନା ପୂର୍ବ ସରକାର ଓ ପଂଧୁବାବୁ
    ବିରୋଧରେ କରାଯାଉ.

  • @basantapattnaik7812
    @basantapattnaik7812 6 днів тому +13

    ସାର କର ଦାତା ଙ୍କ ଟଙ୍କା ରେ ନବୀନ ଏବଂ ଭୈରବ କାର୍ତିକେୟନ ପାଣ୍ଡିଆନ ନିଜ ପ୍ରସାର ପ୍ରଚାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିଛନ୍ତି l ସବୁ ଦୁର୍ନୀତି ପାଣ୍ଡୁ ର ନାଟକବାଜି

  • @trilochanpatnaik6321
    @trilochanpatnaik6321 6 днів тому +14

    ଶ୍ରଦ୍ଧା physiotherapy ପ୍ରଦାନ କରିବା ସମୟର ଦୃଶ୍ୟ Pandian sir videography କରି ପ୍ରଚାର୍ ପ୍ରସାର କରୁନଥିଲେ କାହିଁକି?

  • @pradeeptadash6501
    @pradeeptadash6501 6 днів тому +3

    ଖୁବ୍ ସୁନ୍ଦର୍ ତଥ୍ୟ ଭିତ୍ତିକ ପ୍ରାମାଣିକ ସତ୍ୟତା

  • @user-cp8ml8pk9p
    @user-cp8ml8pk9p 6 днів тому +15

    ଶ୍ରଦ୍ଧା ରୁ ଶ୍ରାଦ୍ଧ

  • @santoshpradhan2509
    @santoshpradhan2509 6 днів тому +8

    ନିହାତି ତଦନ୍ତ ଆବଶ୍ୟକ ରହିଛି ।

  • @netajidash9367
    @netajidash9367 6 днів тому +9

    ଏ ସବୁ ଶୁଣିଲା ପରେ ମୋର ରକ୍ତଚାପ ବଢ଼ିଗଲା

  • @user-ce6zc7zh6n
    @user-ce6zc7zh6n 6 днів тому +6

    100 percent right sir

  • @krushnachandradash4327
    @krushnachandradash4327 6 днів тому +14

    ପାଣ୍ଡିଆନ କାର୍ଯ୍ୟକାଳ ସମୟ ତମାମ କୁ ଇଡି ସିବିଆଇ ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ଲୋକେ କହୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି।

  • @NirakarSamantarai-db2mr
    @NirakarSamantarai-db2mr 6 днів тому +10

    ପ୍ରଭୁ ଜଗନ୍ନାଥ ସଶରୀରରେ କାଞ୍ଚି ଅଭିଯାନ କରିଥିଲେ. ବର୍ତମାନ ଜଗନ୍ନାଥ ଙ୍କୁ ଅପମାନିତ କରିଥିବା ପାଣ୍ଡୁ ଫଳ ନିଶ୍ଚୟ ଭୋଗିବ.

  • @nirmalbehera2741
    @nirmalbehera2741 6 днів тому +10

    ଜୟ ଜଗତର ନାଥ ପତିତ ପାବନ ଲୀଳାମୟ

  • @udhabkar3472
    @udhabkar3472 6 днів тому +9

    ଏବେ ଏମାନଙ୍କୁ ଅନୁସନ୍ଧାନ କରି jail ପଠାଇବା ଦରକାର

  • @bhanumatibehera2006
    @bhanumatibehera2006 6 днів тому +25

    🙏🏻sir, ଭଗବାନ ଆପଣଙ୍କର ସଦା ସର୍ବଦା ମଙ୍ଗଳ କରୁ ଥାଆନ୍ତୁ ଏହିପରି ଆମକୁ ଭଲ ଭଲ news ଦେଖାଉ ଥାଆନ୍ତୁ. ଜୟ ଜଗନ୍ନାଥ 🙏🏻❤️❤️❤️

  • @HarikrishnaGouda
    @HarikrishnaGouda 6 днів тому +19

    ପାଣ୍ଡୁ ନବୀନ କୁ ମହନି ଲଗାଈକି ସବୁ କାମ କରୁଥିଲା

    • @manasdalai4028
      @manasdalai4028 4 дні тому

      ପାଣ୍ଡୁ ନବୀନ କୁ ପେଲୁଛି

  • @user-nk4nk7yy7s
    @user-nk4nk7yy7s 6 днів тому +4

    Wright ❤ sir,

  • @anilguru9947
    @anilguru9947 6 днів тому +4

    Apana ete daring hoi kete influential lokanku bisayare kahuchanti, apanku ame Salam karuchi.

  • @sureshrana3512
    @sureshrana3512 6 днів тому +4

    You are great sir..🙏...lvuuu sir

  • @ashishpatnaik5171
    @ashishpatnaik5171 6 днів тому +11

    Police should arrest Pandian...

  • @bikashKumar-vg9fh
    @bikashKumar-vg9fh 6 днів тому +6

    ଓଡିଶା ର ନିରୀହ ଲୋକ ମାନଙ୍କୁ ଠୁ ହରି ଲୁଟ କରି
    ଥିବା ବିଜେଡି ର ଯଉ ନେତା ମାନେ ତଦନ୍ତ ହେବା ନିହାତି ଦରକାର
    ଜୟ ଜଗନ୍ନାଥ 🙏🙏🙏🙏🙏

  • @user-kg3ky2yw3y
    @user-kg3ky2yw3y 6 днів тому +4

    Always salute you sir
    Love from sambalpur

  • @prasanta-kumar-sahoo-650
    @prasanta-kumar-sahoo-650 6 днів тому +20

    ଆଜ୍ଞା ନମସ୍କାର, ନବୀନ ବାବୁ ଏବଂ ତାଙ୍କ ତଥାକଥିତ ଉତ୍ତରାଧିକାରୀଙ୍କ ସମ୍ପତିରୁ ରାଜ୍ୟ ରାଜକୋଷ ର କ୍ଷତି କୁ ଭରଣା କରାଯାଉ ବୋଲି ମୋର ସରକାରଙ୍କୁ ଅନୁରୋଧ ।

  • @bulusethy9220
    @bulusethy9220 6 днів тому +4

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @swarajkumarbej3768
    @swarajkumarbej3768 6 днів тому +30

    ଶ୍ରଦ୍ଧା, ପାଣ୍ଡବଙ୍କ ଦୌପଦୀ ଥିଲେକି ??

    • @Mishkasgarden
      @Mishkasgarden 6 днів тому +1

      Ekdum Right sradha 5 tamil& nabinnka (mote6 janankara) sasta padi sajya sangini😅

    • @pradoshnayak999
      @pradoshnayak999 6 днів тому

      Thik

  • @rautrayapat6822
    @rautrayapat6822 6 днів тому +5

    ଚକାନୟନ ହେପ୍ରଭୁ ମହୋନ ଠାରେ କଲ କିମାନହେ ।ପଣ୍ଡିଆଁ ନ ଠାରେ ଦେଲ କି ଧନହେ।ପ୍ରଭୁ,,.

  • @sibaprasadkhadanga4375
    @sibaprasadkhadanga4375 6 днів тому +9

    ଗୋଟିଏ କଥା ଶୁଣିବାକୁ ମିଳିଲା ଯେ ବିଜେଡି ଦଳର ରାଜ୍ୟ ସଭା ସାଂସଦ ମାନସ ମଂଗରାଜ କୁଆଡେ ପ୍ରଭାବଶାଳୀ ଅଫିସର ଡିଏସ କୁଟେକଂ ଜୋଇଁ ?
    ଏହା କେତେଦୂର ସତ୍ୟ ???

  • @malayaranjanpattanayak
    @malayaranjanpattanayak 6 днів тому +5

    E O W କୁ ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦଶ ଦେବା ଦରକାର

  • @user-kt9nv9fd5j
    @user-kt9nv9fd5j 6 днів тому +6

    Sir , Mohan govt. should order a detailed investigation on expenditure towards publicity of V.K Pandian image building in odisha politics. Otherwise Mohan govt. Will face severe defeat in next term and people of odisha will never forgive him and Modi also.

  • @bhimasenrana7208
    @bhimasenrana7208 6 днів тому +3

    Naveen sir & Team କୁ🙏, ଜେତେ ସବୁ ଅତି ରୁ ଅତିରିକ୍ତ ଖରଚ କରିଛନ୍ତି , ନିଜେ ନିଜର ସମପତି ରୁ ଓଡିଶା ସରକାରଙ୍କ ପାନଠି ରେ ମିଶାଇବେ, ଯଦି ନ ଦେଲେ ସବୁ ସମପତି ସିଜ କରାଇ ବଳକା ବାକି ଖାତାରେ ଲେଖାଯାଉ ଏବଂ କାମ କରାଇ ଆଦାୟ କରାଯାଉ, "ଆମର ସରକାର, ଜରୁର ସରକାର"

  • @bhabanemallick1801
    @bhabanemallick1801 6 днів тому +5

    Wright sir

  • @debashishacharya3814
    @debashishacharya3814 6 днів тому +12

    ଏହାର ତଦନ୍ତ ସାପେକ୍ଷ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ ।

  • @trilochanpatnaik6321
    @trilochanpatnaik6321 6 днів тому +9

    ଶ୍ରଦ୍ଧା Pandian ଙ୍କ ଦ୍ଵାରା ନିୟୋଜିତ ନବୀନ ବାବୁ ଙ୍କ physiotherapist. ତାହା ଦ୍ଵାରା both ନା all of them were benefitted.

  • @pramodakumarnayak-zv5cm
    @pramodakumarnayak-zv5cm 6 днів тому +5

    ସାର୍ ନମସ୍କାର ! ଆପଣଙ୍କ ବିଶ୍ଳେଷଣ ଶୁଣି ଆମ ମୁଣ୍ତ କିଛି କାମ କରୁନି। ଏସବୁ କ'ଣ ଚାଲିଥିଲା ? ଏହାର ମୁକାବିଲା ମୋହନ ଚରଣ ମାଝି ଙ୍କ ସରକାର କରି ପାରିବେ ତ ? ଯଦି ନ କରିପାରନ୍ତି ଏଇଠୁ ବିଜେପି ସରକାରର ପତ୍ତନ ର ଅୟମାରମ୍ଭ ହେବ ନାହିଁ ତ ?

  • @RajasmitaBal
    @RajasmitaBal 6 днів тому +2

    Yes sir

  • @user-od2fs9gq4v
    @user-od2fs9gq4v 6 днів тому +3

    ଜୟ ଶ୍ରୀ ଜଗନ୍ନାଥ

  • @debaprasaddash3878
    @debaprasaddash3878 6 днів тому +6

    ନୀଳମାଧବ ଗୋଟିଏ ନମ୍ବରୀ ଟାଉଟର, ବମ୍ୱେରେ ଫ୍ଲପ, ଓଡ଼ିଶାରେ ଭାରି ପ୍ରତିଭାବାନ। ନବକଳେବର ଉପରେ ଫିଲ୍ମ କରିବାକୁ କୋଟି କୋଟି ନେଇ ଯାଇଥିଲେ। ସେ ଫିଲ୍ମ କେହି କେବେ ଦେଖିବାକୁ ପାଇଲେ ନାହିଁ। ଭାରତ ସରକାର ମଧ୍ୟ ଏହି ଭାଡୁଆକୁ ପଦ୍ମଶ୍ରୀ ଦେଇଦେଲେ !!

  • @ramachandrapanipani7424
    @ramachandrapanipani7424 6 днів тому +3

    ଜୟ ଜଗନ୍ନାଥ ! ଜୟ ଶ୍ରୀରାମ !

  • @ramachandrapanipani7424
    @ramachandrapanipani7424 6 днів тому +3

    ଜୟ ଶ୍ରୀ ଜଗନ୍ନାଥ !

  • @prakashdash9209
    @prakashdash9209 5 днів тому

    ଭଲ ବିଶ୍ଳେଷଣ ଓ informative । ଜାରି ରହୁ ଏ ଅଧ୍ୟବସାୟ

  • @biswaranjanmohapatra2518
    @biswaranjanmohapatra2518 6 днів тому +2

    ମୋହନ ସରକାର 🎉 🎉 🎉 ମହାନ୍ ସରକାର 🎉 🎉 🎉

  • @tirtharajpanda7237
    @tirtharajpanda7237 6 днів тому +4

    Very True analysis sir
    Proud of U sir for this eye opening episode.
    Showing the real face of earlier selfshowing clean Government

  • @binayamishra3723
    @binayamishra3723 6 днів тому +3

    Excellent analysis sir 🙏

  • @bulusethy9220
    @bulusethy9220 6 днів тому +5

    ମୁଁ ଗୋଟିଏ କମେଡି ଫିଲ୍ମ ଦେଖୁଥିଲି ମୁଁ ନ ଥିଲେ କିଛି ହେବନି ଆମ ନବୀନ ବାବୁଙ୍କ ଅବଦାନ ମଧ୍ଯ ସେଇ ନବୀନ ବାବୁ ନ ରହିଲେ କିଛି ହେବନି ଦୁର୍ନୀତି ଆପଣ ମାନେ ଖୁସୀ ତ ?

  • @user-lc1tf3up7x
    @user-lc1tf3up7x 6 днів тому +5

    ନବୀନ ପଟ୍ଟନାୟକ ର ଭୁଲ୍ ପାଇଁ ସେ ଆଜି ଏକା,
    ବେଇମାନ ନେତା ଓ କିଛି ଅଫିସର ମିଶି ଖାଇ ପିଇ କି ପୋଛି ପୋଛା ହେଇ କି ସବୁ ନବୀନ ପଟ୍ଟନାୟକ କୁ ଏକୁଟିଆ ଛାଡି ଚାଲିଗଲେ,
    ନବୀନ ପଟ୍ଟନାୟକ ଏବେ ଏହି ବୟସରେ ବିରୋଧୀ ଦଳର ମୁଖ୍ୟ,

  • @rojalinsantoshmoharana3308
    @rojalinsantoshmoharana3308 3 дні тому

    ଭାଇନା ବହୁତ୍ ସୁନ୍ଦର ବାର୍ତ୍ତା ରାଜ୍ୟବାସୀଙ୍କ ପାଇଁ,ଅଟେ ସହଜ ରେ ବୁଝେଇଦେଇ ଥିବାରୁ ....ରାଜ୍ୟବାସୀ ବି ଜାଣନ୍ତୁ ବିଜୁ ଜନତା ଦଳ ର କେଲେଙ୍କାରି , ଏ ସବୁ ବିଷୟରେ ତଦନ୍ତ ହେବ ଦରକାର🙏

  • @chandramanikharsel1892
    @chandramanikharsel1892 6 днів тому +3

    Definitely, investigation should be taken by Odisha Government as early as possible.

  • @debiprasadbehera1885
    @debiprasadbehera1885 6 днів тому +6

    Mine's commissioner sudarshan chakraborty ଙ୍କ ଉପରେ ତର୍ଜମା କରନ୍ତୁ ସାଉଥ୍ କମ୍ପାନୀ ଙ୍କୁ କାମ ଦେଇ ବହୁତ ହରି ଲୁଟ ହେଉଛି

    • @tnanda1432
      @tnanda1432 6 днів тому

      କେତେ ଖୋଜିବ? ପୂରା କମ୍ବଳ ସାରା ବାଳ,

  • @dibyaranjantripathy4642
    @dibyaranjantripathy4642 6 днів тому +11

    ମୁଁ ଟିକିଏ ବ୍ୟସ୍ତ ପୂର୍ଣ୍ଣ ଲୋକ, ହେଲେ ବି ସବୁଦିନେ ଚାତକ ପରି ଚାହିଁ ରହିଥାଏ ଆପଣଙ୍କ ର ଏହି ନିର୍ଭୟ କୁ । ଆପଣ ଯେଉଁ ଗୁମର କଥା କହୁଛନ୍ତି ଏଥିପାଇଁ ଆପଣଙ୍କୁ ନମସ୍କାର । ❤ ଏଇ ଗୁମର ଗୁଡ଼ିକ ଏମିତି ସେମିତି ଗୁମର ନୁହେଁ। ଏଥିପାଇଁ ଶତ ସାହସ, ଦମ୍ଭ , ଆଉ ନିର୍ଭୟ। ❤। ର ଆବଶ୍ୟକ। ଯାହା ସମସ୍ତ ପାଖରେ ନ ଥାଏ।❤️❤️❤️

  • @Jagannath-oc9ht
    @Jagannath-oc9ht 6 днів тому +1

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @arunkumarbehera9271
    @arunkumarbehera9271 6 днів тому +2

    Right. Essement

  • @manjupravamishra8000
    @manjupravamishra8000 6 днів тому +2

    କଲିଜିଏଟ୍ ସ୍କୁଲ, କଟକ 👍

  • @amarendradas7537
    @amarendradas7537 4 дні тому

    ଖୁବ୍ ସୁନ୍ଦର ଉପସ୍ଥାପନ 🙏🙏🙏🙏🙏

  • @subashmishra5616
    @subashmishra5616 6 днів тому +4

    ନବୀନ ନିବାସରେ ପଞ୍ଚ ତନ୍ତ୍ର ପାଣ୍ଡୁ ସହିତ ଶ୍ରଦ୍ଧା ପୋପ ଆନୁଗତ୍ୟ ରହସ୍ୟ ଉଦ୍ଘାଟନ ଓଡ଼ିଆ ଅସ୍ମିତା ପ୍ରତି ଚରମ ଅବହେଳା ଏହାର ସି ବି ଆଇ ତଦନ୍ତ ଚାହାଁନ୍ତି ଓଡ଼ିଶାର ସାଧାରଣ ଜନତା ଜୟ ଜଗନ୍ନାଥ

  • @santoshnarayanbhagat2437
    @santoshnarayanbhagat2437 6 днів тому +1

    Best analices sir ji

  • @BarendraKumarJena
    @BarendraKumarJena 6 днів тому +1

    Investigation is a must

  • @minatipanda1262
    @minatipanda1262 6 днів тому +3

    ଜୟ ଜଗନ୍ନାଥ

  • @abhayacharanapatra3502
    @abhayacharanapatra3502 4 дні тому

    ଖୁବ୍ ସୁନ୍ଦର ଉପସ୍ଥାପନା

  • @jashobantamajhi9898
    @jashobantamajhi9898 6 днів тому +3

    Jay jayanarayan Misra jay jay ho jay shree Ram

  • @panchanangahan1702
    @panchanangahan1702 6 днів тому +2

    Soon after oath taking it is found that people involved in the previous govt. are coming in contact with the new ministers with vested interest. But it shouldn't be remembered that Modi has selected a person with right earnest who will prove his credentials in future.

  • @subhaschandramishra9790
    @subhaschandramishra9790 4 дні тому

    ଏଇ ସବୁ ଦୁର୍ନୀତି ର ବିଧିବଦ୍ଧ ତଦନ୍ତ ଖୁବ୍ ଶୀଘ୍ର ହେବା ଉଚିତ୍ ଏବଂ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର।

  • @kamalakantadas6050
    @kamalakantadas6050 6 днів тому +1

    କେବଳ ଶ୍ରୀ ଜଗନ୍ନାଥ ମହା ପ୍ରଭୁ ଯାହା କରିବେ ।

  • @Ajitpanda2739
    @Ajitpanda2739 6 днів тому +4

    ଦୟାକରି ମୋର ପୁରା କମେନ୍ଟ ଟି ପଢିବେ ସାର 🙏🙏🙏🙏🙏

  • @mihirdwivedi8843
    @mihirdwivedi8843 6 днів тому +3

    CBI enquiry should start against Pandian at the earliest by the Government

  • @user-ho5ei9yp9g
    @user-ho5ei9yp9g 6 днів тому +3

    ମୋହନ ସରକାର ଙ୍କୁ ନିର୍ଭୟ ଗୁମର କଥା ମାଧ୍ୟମରେ କହିବାକୁ ଚାହୁଁଛୁ ଯେ ସବୁର ଇଡି ସିବିଆଇ ତଦନ୍ତ ହେଉ ସରକାର ଙ୍କୁ ଅନୁରୋଧ ଓଡ଼ିଶା ଆପେ ଆପେ ଠିକ୍ ହୋଇଯିବ ସରକାର କିଛି କରିବା ଦରକାର ନାହିଁ। ଏତିକି ଅନୁରୋଧ ଜୟ ଜଗନ୍ନାଥ।

  • @kailashjena862
    @kailashjena862 6 днів тому +2

    Jay jagannath sir

  • @ambikamanajarisahoo163
    @ambikamanajarisahoo163 6 днів тому

    Salute sir
    Jay Jagannath

  • @jitendriyaganpatinayak2574
    @jitendriyaganpatinayak2574 6 днів тому

    ଆଜ୍ଞା, 🙏🏿 ତଦନ୍ତ ଦରକାର. 🙏🏿🇳🇪

  • @geetaranisamal6638
    @geetaranisamal6638 6 днів тому

    ଯଥାର୍ଥ ଅନୁଶୀଳନ ଓ ବାସ୍ତବ ଆଲୋଚନା।

  • @mituprdhan2020
    @mituprdhan2020 6 днів тому

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻

  • @gurucharanbarik7817
    @gurucharanbarik7817 6 днів тому +1

    ସାରେ,ଖଣି ଖାଦାନ ର ଗୁମର ଖୋଲନ୍ତୁ 👏👏👏❤️

  • @mansa.abhi5
    @mansa.abhi5 6 днів тому

    Correct 💯

  • @Ajitpanda2739
    @Ajitpanda2739 6 днів тому +1

    ଭୈରବ ବାବୁ ସାରଥୀ ବାବା ଙ୍କ ଦ୍ୱିତୀୟ ଅବତାର ସାର 🙏🙏