' BJD's Bikram Arukha Transformed Bhanjanagar to Bihar ' I EP 18 | Podcast With Pradyumna Nayak

Поділитися
Вставка
  • Опубліковано 28 вер 2024
  • ବିହାରଠାରୁ ଅଧିକ ଗୁଣ୍ଡାଗର୍ଦ୍ଦି ହେଉଥିଲା ଭଂଜନଗରରେ I ଲୋକଙ୍କୁ ଡରାଇ ଧମକାଇ ନିର୍ବାଚିତ ହେଉଥିଲେ ବିକ୍ରମ ଆରୁଖ
    #argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #PradyumnaNayak #InterviewWithPradyumnaNayak
    Follow us on Instagram :
    / argustvdigital
    01:10 - Intro
    02:19 - ଭଞ୍ଜନଗରରେ ଐତିହାସିକ ବିଜୟ ହେଲା
    02:55 - ଲୋକଙ୍କୁ ଭୟଭୀତ କରାଇ ନିର୍ବାଚିତ ହେଉଥିଲେ
    04:05 - ୩୦ ବର୍ଷରେ ବିକ୍ରମବାବୁ ଆମ ଅଞ୍ଚଳ ପାଇଁ କିଛି ବି କରିପାରିଲେନି
    04:30 - ୪୦ ହଜାରରୁ ଉର୍ଦ୍ଧ ଲୋକ ଭଞ୍ଜନଗରରୁ ଦାଦନ ଖଟିବାକୁ ଯାଇଛନ୍ତି
    05:36 - ବିହାର ଠାରୁ ଭଞ୍ଜନଗରରେ ଅଧିକ ଗୁଣ୍ଡାରାଜ
    07:09 - ଭଞ୍ଜନଗରରେ 'ଭାଇ ବିଜେଡି ଦଳ' ବୋଲି କୁହାଯାଏ
    09:31 - ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ମୁଁ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲି
    10:56 - ପୋଲିସ ପ୍ରଶାସନର ସୁରକ୍ଷା ପାଇଁ ବଞ୍ଚିଗଲୁ
    12:01 - ଜଣେ ଯୁବକକୁ ହତ୍ୟା କରି ବ୍ରିଜ ତଳେ ପକାଇ ଦେଇଥିଲେ
    14:21 - ଭଞ୍ଜନଗରରେ ପ୍ରତିଦିନ ଗୁଳିର ଆବାଜ ଆସେ
    17:25 - ବିକ୍ରମ ଆରୁଖ ସମ୍ମାନର ପାତ୍ର ନୁହେଁ
    19:45 - ମନ୍ତ୍ରୀପଦ ହେଉଛି ଦଳୀୟ ନିଷ୍ପତି
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    BJD's Bikram Arukha Transformed Bhanjanagar to Bihar: MLA Pradyumna Nayak I EP 19 | Argus Podcast
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 677

  • @user-raka.000
    @user-raka.000 3 місяці тому +253

    ଭଞ୍ଜନଗରର ଉତ୍ତମ ବିଧାୟକ ପ୍ରଦ୍ୟୁମ୍ନ ଭାଇ
    ବହୁତ ଭଲ ନେତା

    • @pranaya_ranjan4720
      @pranaya_ranjan4720 2 місяці тому +3

      Legend Leader of Bhanjanagar ... His smile is priceless...

  • @kanheicharanabehera3938
    @kanheicharanabehera3938 3 місяці тому +116

    ଆମ ପ୍ରିୟ ବିଧାୟକ ପ୍ରଦ୍ୟୁମ୍ନ ଭାଇନା ଲୋକ ଙ୍କ ସହ ସୁଖ ଓ ଦୁଃଖ ସାଥୀ l ସେ ଜଣେ ବହୁତ ଭଲ ନେତା 🙏🙏

  • @jagannathdas279
    @jagannathdas279 3 місяці тому +81

    ମା ବାଘ୍ର୍ୟ ଦେବୀଙ୍କୁ ସତ କୋଟି ପ୍ରଣାମ ଏମିତି ଲୋକଙ୍କୁ ସବୁବେଳେ ନିର୍ବାଚିତ କରି ରଖିଥାନ୍ତୁ

  • @chandanmusicfactory6097
    @chandanmusicfactory6097 3 місяці тому +38

    ବହୁତ ସୁନ୍ଦର ଉପସ୍ଥାପନା ଏହିଭଳି ବାର୍ତ୍ତା ସମସ୍ତ ବିଧାୟକ ଏବଂ ସାଂସଦ ମାନଙ୍କ ମୁଖରୁ ବାହାରିବା ଆବଶ୍ୟକ ନିଜ ଗାରିମା ନିଜ ସମୟରେ ଉପାର୍ଜନ କରିବାକଥା ଅତି ଆନନ୍ଦ ବାର୍ତ୍ତା 🥰🥰

  • @AmanEntertainment7
    @AmanEntertainment7 3 місяці тому +59

    ସୋମ୍ୟରଞ୍ଜନ ଙ୍କ ହତ୍ୟାକାଣ୍ଡ ର ମୁଖ୍ୟ ଖଳ ନାୟକ ବିକ୍ରମ ଆରୁଖ, ଏବେ ବିକ୍ରମ ଆରୁଖ କୁ ନିହାତୀ ଆରେଷ୍ଟ କରିବା ଦରକାର, 👌

    • @manasranjandas1210
      @manasranjandas1210 3 місяці тому +3

      ACF Soumyaranjan ଅମର ରହେ

    • @manasranjandas1210
      @manasranjandas1210 3 місяці тому

      Nihati bhabare. Atyanta dukhadayaka thila . Emiti bhabare sata ku luchagala je nai kuhantu. Lanthan uparu padi kerosene dhali hei 95 % body jaligala. Shame

    • @rameshmeher935
      @rameshmeher935 2 місяці тому +2

      Right

    • @rajeshbhoi807
      @rajeshbhoi807 2 місяці тому

      Ok iam support to you.good coment

    • @rajeshbhoi807
      @rajeshbhoi807 2 місяці тому

      Case open heba katha

  • @RabiNarayanNaik-lu2ni
    @RabiNarayanNaik-lu2ni 3 місяці тому +67

    ପ୍ରଦ୍ୟୁମ୍ନ ନାୟକ ଜିନ୍ଦାବାଦ

  • @Anuranjanp6
    @Anuranjanp6 3 місяці тому +7

    ପ୍ରଦ୍ୟୁମ୍ନ sir ବହୁତ ଭଲ କଥା କହିଲେ 🙏🏻 ଖୁସି ଲାଗିଲା ।ଆଗକୁ ଭଲ କାମ କରାନ୍ତୁ, ଯେମିତି ସମସ୍ତେ ଖୁସିରେ ରହିବେ ।
    ଆଉ ଭଞ୍ଜନଗର ଆସ୍କା ରୋଡ଼ ର light 🕯️ ସୁବିଧା କରାନ୍ତୁ । ଏତିକି ଅନୁରୋଧ 🙏🏻

  • @AmanEntertainment7
    @AmanEntertainment7 3 місяці тому +49

    ସୋମ୍ୟରଞ୍ଜନ ହତ୍ୟାକାଣ୍ଡ କେଶ ନିହାତି ଆରମ୍ଭ କରନ୍ତୁ ଏବଂ ବିକ୍ରମ ଆରୁଖ କୁ ଶୀଘ୍ର ଆରେଷ୍ଟ କରନ୍ତୁ,

    • @jyotishaoo1392
      @jyotishaoo1392 3 місяці тому +2

      17:29 17:31 mu bi se Katha kahuthili

    • @sairindhrilayak8191
      @sairindhrilayak8191 3 місяці тому

      ସୌମ୍ୟରଞ୍ଜନ ମହାପାତ୍ର ର ବାପା ଦେଇଥିବା ଅଭିଶାପ ନବୀନ ସରକାର କୁ ଧୂଳିସାତ କରିଦେଲା

    • @KrunavantoVishwamaryam-nf2li
      @KrunavantoVishwamaryam-nf2li 2 місяці тому +1

      Right

  • @bijaymohanty2248
    @bijaymohanty2248 3 місяці тому +29

    ସମଗ୍ର ଓଡ଼ିଶା ବିକାଶର ବାଟକୁ ଚାହିଁ ବସିଛି । ପ୍ରଦ୍ୟୁମ୍ନ ନାୟକଙ୍କ ଉପରେ ଭଞ୍ଜନଗର କେବଳ ନୁହେଁ ସମଗ୍ର ଓଡ଼ିଶା ଆଶା ରଖୁଛି ।

  • @dp_bapuni0778
    @dp_bapuni0778 3 місяці тому +12

    ପ୍ରଦ୍ୟୁନ ନାୟକ ଜଣେ ହୃଦୟବାନ ମଣିଷ❤

  • @sijannayak4407
    @sijannayak4407 3 місяці тому +151

    ଆଜି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବାସୀ ବହୁତ ଖୁସି ପ୍ରଦ୍ୟୁମ୍ନ ନାୟକ ଭଳି ବିଧାୟକ କୁ ପାଇ ଦିଲସେ ସ୍ବାଗତ ପ୍ରଦ୍ୟୁମ୍ନ ସାର୍ ❤❤❤❤❤❤❤

  • @nareshpatro7986
    @nareshpatro7986 3 місяці тому +18

    UR absolutely right
    Bro
    Congratulations 🎉🎉🎉
    Advocates Unity Long Live

  • @bhaisahabff4
    @bhaisahabff4 3 місяці тому +51

    ଆପଣ ପ୍ରଦୀପ ପାଣିଗ୍ରାହୀ ଙ୍କୁ podcast କୁ ଆଣନ୍ତୁ। ବହୁତ୍ ସୁନ୍ଦର୍ ଲାଗିବ ସେଦିନ ଲେଖା ଛିଡି ଯିବ😅😂

  • @prasantakumarbaliarsingh4493
    @prasantakumarbaliarsingh4493 3 місяці тому +154

    ବିକ୍ରମ କେଶରୀ ଆରୁଖ ରାଜନୀତି ରୁ କେବେ ସନ୍ନ୍ୟାସ ନେବେ?

  • @saratkumarpanda7007
    @saratkumarpanda7007 3 місяці тому +24

    ନବୀନ ସାର୍ ଧୃତରାଷ୍ଟ୍ର ବନି ଯାଇଥିଲେ ଯାହା ଫଳରେ ତାଙ୍କ ୪.୫କୋଟିପରିବାର ଲୋକ ଙ୍କ ଏ ଅବସ୍ଥା।

  • @bhagabanrana4898
    @bhagabanrana4898 3 місяці тому +36

    ପଦୀମ୍ନ ଭାଇ ଜିନ୍ଦାବାଦ 🙏🏻🙏🏻🙏🏻

  • @anilKumara-eo8rf
    @anilKumara-eo8rf 3 місяці тому +10

    Dear sir Thank you so much for your vision towards bhanjanagars development... As a bhanjanagar resident I hope now onwards Bhanjanagar will be criminal free city.

  • @brajakishorepadhi4022
    @brajakishorepadhi4022 3 місяці тому +152

    ବିକ୍ରନ ଆରୁଖ ତା ଦାଢି ସହ ତା ତଳ ବାଳ ଓପାଡି ଦିଅ।

  • @ParabirPanda-to3rh
    @ParabirPanda-to3rh 3 місяці тому +15

    U are lucky to have a fine voice.Thanks,Mr editor...

  • @jchoudhury274
    @jchoudhury274 3 місяці тому +39

    ଏ ବିକ୍ରମ ଆରୁଖ ପୁରା କ୍ରିମିନାଲ ACF ସୌମ୍ୟ ରଂଜନ ପଣ୍ଡା କେସ କୁ ଏ ମାନେ ଚାପି ଦେଲେ

  • @madhusudanparida6857
    @madhusudanparida6857 3 місяці тому +13

    ଦଳ ଟି ପୈତୃକ ସମ୍ପତ୍ତି ନୁହଁ, ଯାହା କହିଲେ ଚାଲିବ।ନୃଶଂସ ର ପରିଣାମ ଭୋଗିବା କୁ ପଡିବ ଆରୁଖ ଭାଇ।

  • @jitendra33453
    @jitendra33453 2 місяці тому +4

    ଆପଣ ଭଲ ଲୋକ 🎉 ଗରିବ ଲୋକଙ୍କ ମାନଙ୍କର ଦୁଃଖ ବୁଝିବେ ମୋ ବିଶ୍ୱାସ

  • @jitendraswain4756
    @jitendraswain4756 3 місяці тому +13

    Great person of bhanjanagar MLA. Pradyumn bhaena

  • @santoshkumarsahu2756
    @santoshkumarsahu2756 3 місяці тому +17

    ଏବେ ବିକାଶର ଗତି ନିଛିତ ହେବ ମୋ ଭଞ୍ଜନଗର sir

  • @DebasisRath820
    @DebasisRath820 3 місяці тому +6

    Pradyumna ku. Nayak is such a leader he is sharing in the happiness and sorrows of our local people.

  • @santoshkumarmishra2620
    @santoshkumarmishra2620 3 місяці тому +80

    ଗାଢ ଭାଲୁ ଜାମ୍ବବାନ୍ କୁ ତୁରନ୍ତ ଗୋଇଠମାରି encounter କରାଯାଉ.

  • @bipracharanjena2736
    @bipracharanjena2736 3 місяці тому +37

    ବିକ୍ରମଙ୍କ ଅହଙ୍କାର ଯୋଗୁ ପରାଜିତ ହେଲେ

  • @harichandan6585
    @harichandan6585 3 місяці тому +10

    Thanks to both

  • @user-raka.000
    @user-raka.000 3 місяці тому +21

    Jay Jagannath 🙏

  • @debendranathpal813
    @debendranathpal813 3 місяці тому +4

    ପ୍ରଦ୍ୟୁମ୍ନ ଭାଈ ଙ୍କୁ ଢେର୍ ଶୁଭେଚ୍ଛା ଓ ଶୁଭ କାମନା। ନିର୍ଭୀକ ଭାବରେ ଜନତା ଙ୍କ ସେବା ଜାରୀ ରହିବ ଯଦି ଅସତ୍ୟ ର କୁହୁଡି ନିଶ୍ଚୟ ଅପସରି ଯିବ ।

  • @dibyakantasamal2280
    @dibyakantasamal2280 3 місяці тому +38

    ପ୍ରଦୀପ ପାଣିଗ୍ରାହୀଙ୍କ ସହ Argus Podcast କେବେ ?

  • @samirkumarpadhy8295
    @samirkumarpadhy8295 3 місяці тому +14

    ସୁନ୍ଦର କାର୍ଯ୍ୟକ୍ରମ।

  • @prabhatsahoo2923
    @prabhatsahoo2923 3 місяці тому +28

    What ever new mla is telling against Bikaram is 100% true.

  • @crazyyyy-cp5ih
    @crazyyyy-cp5ih 3 місяці тому +23

    ଭଞନଗର ବିଧାନ ସଭା ର ଜଗନ୍ନାଥ ପ୍ରସାଦ ର ରୁଢାପଦର ପଞ୍ଚାୟତ ର ତାଳଖମଣ ଗାଁ ର 30ବରଷ ର ସମସ୍ୟା ଦୂର ହେବ, ଆଶାକରେ

  • @Kulamani-nr5oq
    @Kulamani-nr5oq Місяць тому +2

    I listened your real story, I like very much, Jay Sri jagannath bless you. Namaste 🙏.

  • @Ksrs520
    @Ksrs520 3 місяці тому +9

    ଆସ୍କା to ଭଞ୍ଜନଗର ରୋଡ଼ 25ବର୍ଷ ବିଜେଡି ଶାସନ ରେ ବି କାମ ସରିପାରିଲା ନାଇଁ ସବୁ ଖାଇଗଲେ ବିଜେଡି ରୋଡ଼ ରେ ମାଛ ଚାଷ କରିଲେ ହବ

  • @surajkumar-od1mg
    @surajkumar-od1mg 3 місяці тому +18

    Jai sri ram

  • @EDGE-uh8xp
    @EDGE-uh8xp 3 місяці тому +15

    Our leader

  • @sanajena7352
    @sanajena7352 Місяць тому +1

    ବିକାଶ ର ସଜ୍ଞା ଆପଣ ଯେମିତି ଦେଉଛନ୍ତି ଯଦି ତାହା ଆପଣଙ୍କ ହୃଦୟର କଥା ହୋଇଥାଏ, ତାହେଲେ ଓଡିଶା ତ ଓଡିଶା ସାରା ଭାରତର ଗଣତନ୍ତ୍ର ର ବିଜୟ.....

  • @babujena3406
    @babujena3406 3 місяці тому +19

    Sir please pradeep panigrahi nku dine podcast ku dakantu

  • @nareshpatro7986
    @nareshpatro7986 3 місяці тому +10

    Bahut sundar Uttar Bhai

  • @KunaNayak-yj4tl
    @KunaNayak-yj4tl 3 місяці тому +6

    Jay shree Ram 🚩🚩🚩 praduman bhai Jay Jagannath 🙏 100% theek kahin Shanti

  • @saimadhab2952
    @saimadhab2952 3 місяці тому +12

    ଠିକ କହିଲେ sir ଧନ୍ୟବାଦ sir

  • @KameswarDora
    @KameswarDora 3 місяці тому +2

    Thies the right presentation by praduymna
    Bhaina, to take historically step /change by people, credit goes to bhanjanagrar area voters,

  • @SarmisthamaheshSarmistha
    @SarmisthamaheshSarmistha 3 місяці тому +3

    Very good human being.. thnx sir .. God bless u sir❤

  • @basantabhaibms3913
    @basantabhaibms3913 3 місяці тому +3

    ଆପଣଙ୍କୁ ଅଶେଷ ଧନ୍ୟବାଦ

  • @RolexBoy1x12
    @RolexBoy1x12 3 місяці тому +8

    Jay shree ram 🚩❤

  • @EngineersChoiceAnyday
    @EngineersChoiceAnyday 2 місяці тому +1

    Bikram Arukh harichi bahut bhala hoichi.. Sie gote Don.

  • @odiagemar729
    @odiagemar729 3 місяці тому +9

    Hmm sir apana bohut bhala 🫶🏻

  • @ramakantamusics5897
    @ramakantamusics5897 3 місяці тому +8

    ଭାଇନା ପ୍ରଣାମ 🙏

  • @bscchemistrynotes2087
    @bscchemistrynotes2087 3 місяці тому +14

    Jagatsinghpur MLA ଅମରେନ୍ଦ୍ର ଦାସ ଙ୍କୁ ଡାକନ୍ତୁ।

  • @parameswarbehera6502
    @parameswarbehera6502 3 місяці тому +1

    Namaskar pradumnya sir really i appreciate your coregious dialogs with argus channel.

  • @kirankumarpadhy63
    @kirankumarpadhy63 3 місяці тому +1

    Sir your talking point. absolutely right you are great sir

  • @laxmankumarsoren8635
    @laxmankumarsoren8635 3 місяці тому +1

    It's totally astonishing,
    The matter is very very serious.
    Hon'ble MLA Sir's statement needs to be taken seriously and it's time to get rid of unwanted elements.

  • @niranjanpradhan4911
    @niranjanpradhan4911 3 місяці тому +1

    Very good interview from honorable bhanjanagar MLA ,we know the crime of ex mla mr,arukh and now all officers are do there duty with out pressure thanks.

  • @swain_parivaar
    @swain_parivaar 3 місяці тому +1

    You are Hero in politics.
    Go ahead. Salute to your strength.

  • @dusmantadas9774
    @dusmantadas9774 2 місяці тому +3

    ପ୍ରଦ୍ୟୁମ୍ନ ଭାଇଙ୍କ ସାକ୍ଷାତକାର ଭଲ ଲାଗିଲା ।ଆମ ରାଇରଙ୍ଗ ପୁର ନିର୍ବାଚନ ମଣ୍ଡଳୀ କୁ ନିମନ୍ତ୍ରଣ ରହିଲା ।

  • @darksoulsyt1671
    @darksoulsyt1671 3 місяці тому +2

    Odisha no 1 podcast channel ❤

  • @sachidanandapati7767
    @sachidanandapati7767 3 місяці тому +1

    Congratulations bhai
    Sachidananda
    Waiting for ur good work at Bhanjanagar .
    Irrigation ,drinking water , no tolerance to crime and corruption .
    23:46

  • @manjushreemukhi7715
    @manjushreemukhi7715 3 місяці тому +7

    ଜଗଂଲ ମନ୍ତ୍ରୀ ଥିବା ବେଳେ ସୌମ୍ୟ ପୋତି ମାମଲାରେ ଜଡିତ ଥିଲା

  • @dusmantsahoo9901
    @dusmantsahoo9901 3 місяці тому +2

    Sir...❤❤❤❤❤❤❤

  • @arunkdas9629
    @arunkdas9629 3 місяці тому +1

    We are so proud .Hope U will fulfill the desires of Bhanjangar .with best wishes.

  • @crimefiles153
    @crimefiles153 3 місяці тому +10

    Jaha kahuchhanty sabu thhik mu se nirbachana mandalira bahut gunda gardi karuthile o tank sana Bhai Sangram arukh b Bahubali dekhuthile

  • @debabratatripathy1897
    @debabratatripathy1897 3 місяці тому +3

    ସବୁ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର ଗୁଣ୍ଡା ଗର୍ଦି କରୁ ଥିଲେ ଲୋକ ପୁରା ଡରି କି ଥିଲେ ସତେ ଯେମିତି ଇଂରେଜ ଶାସନ କରୁ ଥିଲେ କିନ୍ତୁ ଭଗବାନ ଠିକ୍ ଜବାବ ଦେଇ ଛନ୍ତି ଶଳା ଙ୍କୁ ଜୀବନ ଥିବା ଯାଏ ଆଉ ମଇଦାନ କୁ ଆସିବେନି ଏମିତି ମରିବେ ପୁକ ମାଛି ପରି ☝️☝️☝️☝️

  • @MinatiPanigrahy-uj1gi
    @MinatiPanigrahy-uj1gi 3 місяці тому +1

    God is always Grate, Jai Jagannath 🙏

  • @santoshisahu9168
    @santoshisahu9168 Місяць тому

    Heartly salute to pradyumna sir🙏❤️👍👍👍

  • @rabindrabisoyi613
    @rabindrabisoyi613 3 місяці тому +1

    Bahut bahut dhanyawad sir apana ama bhanjanagara ra graba ❤🙏

  • @debasishamahapatra3109
    @debasishamahapatra3109 3 місяці тому +1

    Jay Jagannath Jay pradyumna bhaina

  • @sudhansubhusandash8764
    @sudhansubhusandash8764 3 місяці тому +1

    Thanks for pradyumna ji the new m l a of Bhanjanagara

  • @LovelyBoardGames-le4bb
    @LovelyBoardGames-le4bb 3 місяці тому +1

    Bahut khusi lagila ethara,bhanjanagar jibi,aau vaynahi

  • @rajendrakumarnayak7793
    @rajendrakumarnayak7793 3 місяці тому +1

    Bhai congratulations for your success 💐

  • @avinandanpatel2456
    @avinandanpatel2456 3 місяці тому +1

    Well said about development ...

  • @babulakanhar062
    @babulakanhar062 3 місяці тому +1

    ଧନ୍ୟ ବାଦ argus news

  • @maheswarkumar4907
    @maheswarkumar4907 3 місяці тому +1

    Thank you so much ❤❤❤❤🎉🎉🎉🎉

  • @Babuking-d2e
    @Babuking-d2e 3 місяці тому +1

    Right answer 100

  • @HareKrushna-f3d
    @HareKrushna-f3d 3 місяці тому +4

    ଦେଖ ଓ ଶୁଣ କିପରି ମଣିଷ B J P ଦଳ ହିଁ ଅଛନ୍ତି ,ଯାହାଙ୍କ ସତ୍ୟ ନିଷ୍କ ପାଖରେ ପାପୀ ଆଜି ଭୂଲୁଷ୍ଟ ତ ।ଆଃହା
    ମା ଓଡିଶାର ଜୟ ହେଉ ।

  • @KedarJena-ki9el
    @KedarJena-ki9el 3 місяці тому +1

    Congratulations sj Nayak

  • @Undergrounded_speaker
    @Undergrounded_speaker 3 місяці тому +1

    He’s literally spitting the facts ❤

  • @raghumaninayak9593
    @raghumaninayak9593 3 місяці тому +3

    🙏🙏🙏ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🙏🙏

  • @ranjayarout4523
    @ranjayarout4523 3 місяці тому +1

    Jay Shree Ram Jay Shree Ram

  • @amitkumarpradhan4636
    @amitkumarpradhan4636 3 місяці тому +1

    Bhai you are right person for Bhanjangar

  • @bholanathsahoo7302
    @bholanathsahoo7302 2 місяці тому +1

    JAY Jagannath

  • @ranjannayak8948
    @ranjannayak8948 2 місяці тому +1

    Hats off to you for honestly dosclosing the violence

  • @bhagyabhusanmahapatra2457
    @bhagyabhusanmahapatra2457 3 місяці тому +1

    Brave hero of not only bhanj nagar,
    Also across odisha and India,
    Salute you sir.❤❤

  • @ashutoshmajhi6569
    @ashutoshmajhi6569 3 місяці тому +3

    Jay Sri Ram 🙏🏻

  • @ipsitsampaddash2565
    @ipsitsampaddash2565 3 місяці тому +1

    100 percent right

  • @sudamcharan5259
    @sudamcharan5259 3 місяці тому +2

    ଧନ୍ୟବାଦ sir ❤❤

  • @bapipanigrahy2739
    @bapipanigrahy2739 3 місяці тому +1

    Ama Sanakhemundi Nirbachana mandali Sri Ramesh ch.jena nku invite karantu ama Nirbachana mandalira ladhua neta se. I kindly request to Argus news please invite our Sanakhemundi assembly's MLA Sri Ramesh Chandra Jena 🙏

  • @twountigerbhanjanagar8343
    @twountigerbhanjanagar8343 3 місяці тому +1

    ଜୟ ଶ୍ରୀ ରାମ

  • @rasmibhuyan6255
    @rasmibhuyan6255 3 місяці тому +1

    Bhanjanagar ama gaan, jaha kahuchanti 100 percent sata katha, bikram gang bhaut khatarnak thila

  • @RudraNarayan-p1b
    @RudraNarayan-p1b 2 місяці тому +1

    🎉jysri ram 🙏🏻🙏🏻🙏🏻

  • @dipusamantray3213
    @dipusamantray3213 2 місяці тому

    Parfect man good ancer jay Jagannath

  • @gobardhansahu4189
    @gobardhansahu4189 3 місяці тому +1

    Good sir namaskar

  • @SantanukumarSahoo-xx1ej
    @SantanukumarSahoo-xx1ej 3 місяці тому +1

    Sir you are gret

  • @KailashBaliarsingh-fd7tc
    @KailashBaliarsingh-fd7tc 3 місяці тому +1

    Samajku Jane Bhadralokar Anubhutira Barta Thankyou

  • @dibakarpanigrahy9369
    @dibakarpanigrahy9369 3 місяці тому +1

    Right observation 👍✅💯

  • @bhismajitbisoyi7494
    @bhismajitbisoyi7494 3 місяці тому +3

    Jay shree ram 🙏🏻✌️

  • @ZTX_45
    @ZTX_45 3 місяці тому +1

    Good job

  • @akshayamohanty9846
    @akshayamohanty9846 3 місяці тому +1

    Jay jagannath ❤

  • @simitapatnaik8202
    @simitapatnaik8202 3 місяці тому +3

    The Anchor should ve discussed abt Acf Soumya murder case n involvement of Vikram Arukh in it will d case be reopened ?