🔵Exclusive Interview With BJP MLA Suraj Suryavanshi || Kanak News

Поділитися
Вставка
  • Опубліковано 30 вер 2023
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #SurajSuryavanshi

КОМЕНТАРІ • 895

  • @kalikaprasadsubudhi7619
    @kalikaprasadsubudhi7619 8 місяців тому +158

    ସୁରଜ ଭାଇ ..ଭଗବାନ କରନ୍ତୁ ....ଆପଣ ଆଉ ଥରେ ନିର୍ବାଚିତ୍ ହୋଇ ଆସନ୍ତୁ.

    • @sudhansusekharjena6217
      @sudhansusekharjena6217 8 місяців тому +8

      Prabhu Jagannath kna pakha prathana kruchu aau thare mla huantu

    • @bhanuz...
      @bhanuz... 11 днів тому

      Bhai tama bhabisyabani sata heigala​@@sudhansusekharjena6217

  • @jayantafunnymanbalasore287
    @jayantafunnymanbalasore287 8 місяців тому +189

    ଭଲ ଲାଗିଲା ଯେ ଜଣେ MLA ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆ ରେ ନିଜର ବ୍ୟକ୍ତ ଉପସ୍ଥାପନ କରିଛନ୍ତି ।

  • @haraprasadputia3040
    @haraprasadputia3040 8 місяців тому +115

    Kanak news ର ଏହି ଭଳି ଉପସ୍ଥାପନା ବା Program ବହୁତ୍ ଭଲ ଲାଗେ very nice

  • @chaitanyabariki810
    @chaitanyabariki810 8 місяців тому +46

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏 ଆପଣଙ୍କୁ ମହାପ୍ରଭୁ ଆଶିର୍ବାଦ କରନ୍ତୁ 🙏 ଆପଣ ବିଧାନ ସଭାର ଆଜୀବନ ସଭ୍ୟ ହୁଅନ୍ତୁ

  • @shyambhoi1738
    @shyambhoi1738 3 місяці тому +35

    ବହୁତ ସୁନ୍ଦର ସାକ୍ଷାତକାର। ବହୁତ ବହୁତ ଶୁଭେଚ୍ଛା ପ୍ରିୟ ମାନସ।

  • @rasmikantanayak4780
    @rasmikantanayak4780 3 місяці тому +103

    Next CM in odissa ❤❤❤❤ ସୁରଜ୍ ସୂର୍ଯ୍ୟ ବଂଶି 🙏

    • @user-zb4je4wq2z
      @user-zb4je4wq2z 2 місяці тому +3

      Au there Hele petrol 206 au gas 1700

    • @Chinmaya-eo4bu
      @Chinmaya-eo4bu 15 днів тому +1

      Yah Prabhas nahin hai yah Suryavanshi hai yah picture ka Bahubali nahin hai real ka Bahubali hai I love u Suraj bhaiya kyunki aapane divyangon ke liye Jo 500 rupya aur mahila ke liye Jo 500 rupya aur ab Jo Garib log Hain senior citizen unko 500 rupya dekar aapane bahut achcha kam Kiya isliye tere Dil se apna shukriya Ada karta hun

    • @pitambarkhamari5572
      @pitambarkhamari5572 14 днів тому +1

      I support to u ୧୦୦/

    • @rasmikantanayak4780
      @rasmikantanayak4780 14 днів тому

      @@user-zb4je4wq2z hele bi chaliba kintu BJD kuta kebe hebunu🙏

    • @aman.sarma_6160
      @aman.sarma_6160 11 днів тому

      Asigala 4 june❤ cm ra v katha chalichi

  • @tapanburman4707
    @tapanburman4707 8 місяців тому +84

    ଭାଇ ପାଇଁ ମୁଁ ଗର୍ବ କରେ .
    ଏକ ସ୍ୱାଭିମାନୀ ପରଉପକାରୀ ମିଷ୍ଟ ଭାଷୀ ହୃଦୟ ବାନ ମଣିଷ ...
    love u ଭାଇ ❤❤❤❤

  • @hotelvishalresidency179
    @hotelvishalresidency179 8 місяців тому +53

    So gentle and decent personality Mr. Surya.......❤

  • @djunder6952
    @djunder6952 5 місяців тому +42

    ମୁଁ ଜଣେ ଓଡିଆ ଦାଦନ ମୁଁ ଓ ମୋର ପରିବାର ସୂର୍ଯ୍ୟବଂଶୀ ଭଳି ଜଣେ ମୋ ଶିକ୍ଷିତ ଭାଇ କ୍ନୁଁ ଓଡ଼ିଶା ର ଦାୟିତ୍ଵ ଦେବାକୁ ଚାହୁଁଛି 🙏

  • @saisouraventertainment3119
    @saisouraventertainment3119 8 місяців тому +44

    U r not only a leader but also a man of ideal

  • @dexpress7188
    @dexpress7188 8 місяців тому +64

    ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆ ରେ ସୁରଜ ବାବୁ ନିଜର ବକ୍ତବ୍ୟ ରଖିଥିବାରୁ ବହୁତ ଭଲ ଲାଗିଲା

  • @mrsanjib8269
    @mrsanjib8269 8 місяців тому +60

    ଅଶେଷ ଅଶେଷ ଧନୟବାଦ kanak news eta ଦିନ ପରେ ଜଣେ ସୁନ୍ଦର ଆଉ ପର ଉପକlର ମଣିଷ ଟିଏ ଙ୍କୁ ଡାକି ଚନ୍ତୀ 🙏🙏🙏

  • @sukantakumarpradhan8127
    @sukantakumarpradhan8127 8 місяців тому +174

    ଜଣେ ମାର୍ଜିତ,ନମ୍ର, ଭଦ୍ର ଓ ସୁଶିଳ ବ୍ୟକ୍ତିତ୍ଵ। ବ୍ୟକ୍ତିଗତ ଭାବେ ପସନ୍ଦ କରେ।

    • @abhijitsahoo1909
      @abhijitsahoo1909 8 місяців тому +2

      Bisakta bapa nka pari au uchakoti ra madua 🙏🏻

    • @soumyaranjan7498
      @soumyaranjan7498 8 місяців тому +5

      But not a murder, not a thief,not a rapist, not a special drunker,not a cheater & also not a poisonous person like ODISHA RULLING PARTY MLA......A GREAT SALUTE TO YOU SIR...

    • @abhijitsahoo1909
      @abhijitsahoo1909 8 місяців тому

      @@soumyaranjan7498 bjp re muder au rapist nka abhab nahi

    • @dillipsingh390
      @dillipsingh390 4 місяці тому

      Ryt

    • @lilimahanta1526
      @lilimahanta1526 3 місяці тому

  • @chandankumarbal1308
    @chandankumarbal1308 8 місяців тому +18

    ରାଜ୍ୟର ଭବିଷ୍ୟତ 🙏 ଜଣେ ପୂର୍ଣକାଳିନ ହେବାର ସ୍ବପ୍ନ.......... ପୁଣି ଥରେ ହୃଦୟ ଜିତିଗଲ ସୁରଜ ଭାଇ, ଶତ ସାଧୁବାଦ

  • @chandannayak9804
    @chandannayak9804 8 місяців тому +18

    ଆମ ରାଜ୍ୟ ପାଈଁ ଆମ ଦେଶର ହୀତ ପାଇଁ ସୁରଜ୍ ଭାଇ ପରି ନେତା ନିହାତି ଦରକାର ❤

  • @Mrawesome990
    @Mrawesome990 8 місяців тому +80

    Suraj Sir🙏 you are The CEO of ଧାମନଗର ନିର୍ବାଚନ ମଣ୍ଡଳୀ❤... #TheYouthLeader

  • @soumyaranjan7498
    @soumyaranjan7498 8 місяців тому +23

    One of the best not politicians but a best person of odisha ...u deserve the MLA post ... Everyone wants u as their MLA..,lvu sir & a great salute to u

  • @sushantabhuyan2810
    @sushantabhuyan2810 8 місяців тому +40

    Hats off Surya sir...we young Indians want a person like Surya sir in ministry level

  • @KALKITV
    @KALKITV 19 днів тому +7

    ମାନିଲି ଆପଣଙ୍କ all comet good ଗୋଟିଏ ନେତା 🙏🙏cm ହେବା ନିହାତି ଦରକାର

  • @manoranjanbehera6646
    @manoranjanbehera6646 8 місяців тому +25

    Suraj Bhai salute you
    U r the best....

  • @user-ou6rp3jj9r
    @user-ou6rp3jj9r 16 днів тому +5

    ଆମ ଧାମନଗରର ଏଭଳି ବିଧାୟକ ପାଇ ଆମେ ନିଜକୁ ଗର୍ବିତ ସୁରଜ୍ ଭାଇ ଜିନ୍ଦାବାଦ

  • @santanudas5281
    @santanudas5281 8 місяців тому +46

    ସୁରଜ ଭାଇ ମୁ ଭଦ୍ରକ ରୁ କହୁଛି ଏଥର ଭଦ୍ରକ ରେ ସାଷଦ ହେବା କୁ ଚାହୁଁଛୁ ଆପଣଙ୍କ ମତାମତ ଜଣାନ୍ତୁ 👍

  • @laxmidharmohapatra7824
    @laxmidharmohapatra7824 8 місяців тому +46

    ଜୟ ସୁରଜ୍ ସୂର୍ଯ୍ୟବଂଶୀ 👍

  • @itspabitracreation4130
    @itspabitracreation4130 8 місяців тому +31

    ଅତି ଭଦ୍ର ବ୍ଯକ୍ତିତ୍ଯ ସୁରଜ ଭାଇ ꫰

  • @pranitaswain3563
    @pranitaswain3563 11 днів тому +3

    ଓଡ଼ିଶାରେ ଏବେ ଆପଣ ହିଁ ସେହି ବ୍ୟକ୍ତି ଯିଏ ଆମ ଓଡ଼ିଶାକୁ ବହୁତ୍ ଅଗକୁ ନେବା ସହ ଓଡ଼ିଆ ପୁଅ ମାନଙ୍କୁ ଆଉ ଦାଦନ ଖଟିବାକୁ ବାହାରକୁ ଯିବାକୁ ଦେବେ ନାହିଁ। ଆଉ ଆପଣ ହିଁ ଆମ ଓଡ଼ିଶାର CM ହେଲେ ହିଁ ଏହା ସମ୍ଭବ ହେବ ଏହା ଆମ ଓଡିଶା ବାସୀଙ୍କ ଦାବି ❤❤❤

  • @user-zi7uy7ff1h
    @user-zi7uy7ff1h 8 місяців тому +14

    A great dynamic young leader...a rising sun of odisha in Indian politics...

  • @sandhyarani6493
    @sandhyarani6493 8 місяців тому +8

    ହୃଦୟ ରୁ ସମ୍ମାନ ଆପଣଙ୍କୁ ଭାଇ 🙏ଜଣେ ସଚ୍ଚୋଟ ମଣିଷ 😊

  • @padmanabhorath7288
    @padmanabhorath7288 8 місяців тому +8

    ସୁରଜ ଭାଇ ନମସ୍କାର।
    ଆପଣ ସମାଜର ହିତ ପାଇଁ ଯାହା ଭାବୁଛନ୍ତି ସେହି ମନସ୍କାମନା ଜୟ ଶ୍ରୀ ଜଗନ୍ନାଥ ପୁରଣ କରନ୍ତୁ ।
    ଜୟ ଶ୍ରୀ ଜଗନ୍ନାଥ।

  • @rameshkumarsahu5582
    @rameshkumarsahu5582 5 місяців тому +5

    ଏହିପରି କାର୍ଯ୍ୟକର୍ତ୍ତା କେବଳ ଭାରତୀୟ ଜନତା ପାର୍ଟିରେ ପାଇପାରିବେ

  • @alokbarik5104
    @alokbarik5104 8 місяців тому +19

    ମତେ ଆପଣଙ୍କ କହିବା ଶୈଳୀ ଏତେ ସୁନ୍ଦର ଲାଗିଲା କହି ହେବନି, କାରଣ ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ମାତୃଭାଷା ଓଡ଼ିଆ ରେ ହିଁ କଥା କହିଲେ, ଶେଷରେ କହିଲେ ଅଖଣ୍ଡ ଭାରତ କରିବା ପାଇଁ ବହୁତ ଖୁସି ହୋଇଗଲି।

  • @sudhakarsahoo7843
    @sudhakarsahoo7843 8 місяців тому +20

    Good thinking ot Mr Surya .. In future he may lead Odisha.

  • @soumyaranjan6258
    @soumyaranjan6258 8 місяців тому +14

    So simple man with great personality ❤

  • @Moodisha.1
    @Moodisha.1 8 місяців тому +10

    Suraj suryavanshi is a very dynamic leader and sweet talking...

  • @harekrushnapagal1405
    @harekrushnapagal1405 2 місяці тому +6

    ❤ ଜୟ ଜଗନ୍ନାଥ ଜୟ ❤
    ❤ଜୟ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଧାମନଗର ଧର୍ମ ନଗରି ସ୍ଵାଭିମାନ ମାଟି ର ସଭିଙ୍କର ପ୍ରିୟ ସେବକ ସୂର୍ଯ୍ୟ ବଂଶି ସୂରଜ ଭାଇ କି ଜୟ ଜୟ ଜୟ ❤

  • @shreyanshmahapatra1946
    @shreyanshmahapatra1946 10 днів тому +3

    ସୁରଜ ବାବୁ ମୁଖ୍ୟମନ୍ତ୍ରୀ ହବା ସବୁ ଲକ୍ଷଣ ତୁମ ରକ୍ତରେ ଅଛି ଆମ ଓଡିଶାକୁ ସୁଚାରୁରୂପେ ସମ୍ଭାଳିବା ତୁମ ଦ୍ଵାରା ହେଇପାରିବ ଏହାହିଁ ମୋର ଆଶ୍ରିବାଦ ଓ କାମନା ଧନ୍ୟବାଦ ❤❤👌👌

  • @kartikdas7219
    @kartikdas7219 8 місяців тому +8

    ସୁରଜ ଭାଇ ଜଣେ ଭଲ ନେତା। ବିଜେପି ବିଜେଡ଼ି କଂଗ୍ରେସ ଦଳ ନିର୍ବିଶେଷରେ ସିଏ ଜଣେ ଭଲ ମଣିଷ। ସବୁ ଦଳରେ ଏମିତିକା କାଣ୍ଡିଡେଟର ଆବଶ୍ୟକ ଅଛି। ଯାହା ଫଳରେ ଦେଶର ଉନ୍ନତି ହେବ।

  • @sasmitarani3453
    @sasmitarani3453 8 місяців тому +13

    Suraj Bhai very intelligent and good person 💐

  • @sukantimarndi-vc8wq
    @sukantimarndi-vc8wq 8 місяців тому +7

    Next generation leader 👌👌👍👍ପ୍ରେରଣାଦାୟକ

  • @babul2470
    @babul2470 8 місяців тому +9

    What a conversation ❤ thank you manash babu for your best questioned by surja sir❤

  • @pradiptasahoo4384
    @pradiptasahoo4384 8 місяців тому +12

    Leadership of these types need of hours... Best wishes 🙏

  • @RanjanKope-ns7ir
    @RanjanKope-ns7ir 10 днів тому +1

    ସୁରଜ ଭାଇ, ଆପଣ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଦରକାର 👍👍 ଧନ୍ୟବାଦ

  • @rajeshbiswal819
    @rajeshbiswal819 8 місяців тому +13

    Beautiful interview ❤

  • @venkat_creations8411
    @venkat_creations8411 5 місяців тому +4

    Next time
    Captain Dibya Sankar mishra
    ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଥରେ newsroom re questions କରନ୍ତୁ ମାନସ ଭାଇ 🙏🙏

  • @Best-11Team
    @Best-11Team 8 місяців тому +11

    If s.vanshi follows bjp ideology longs period definitely he will be Future CM of odisha ❤

  • @saisouraventertainment3119
    @saisouraventertainment3119 8 місяців тому +16

    Best youth leader of odisha

  • @umakantajena4504
    @umakantajena4504 Місяць тому +15

    ନେତା ହେବ ତ ସୂର୍ଯ୍ୟ ବଂଶୀ ସୂରତ ଭଳି ହୁଅ

  • @chinmayapradhan9345
    @chinmayapradhan9345 8 місяців тому +24

    55 comments hele gote b negative nahi, jane politician ra interview re emiti birala dekha jae. Love U Suraj Bhai!! Jay BJP🌷🌷🌷

  • @ssdhananjay_official
    @ssdhananjay_official 2 місяці тому +2

    ସାମ୍ବାଦିକ ଭାବେ ମାନସ ବାବୁ........ ରାଜନେତା ଭାବେ ସୁରଜ ବାବୁ ଉଭୟ ଙ୍କ କଥା ବହୁତ ଭଲ....... ଜଗନ୍ନାଥ ଉଭୟଙ୍କୁ ଖୁସିରେ ରଖନ୍ତୁ..... ଜଣେ ନିରପେକ୍ଷ ସମ୍ବାଦ ପରିବେଷଣ ର ବିନ୍ଧାଣି ଆଉ ଜଣେ ଜନତା ର ସ୍ୱର ହେଉ...... 💐💐💐👏👏👏🤝🤝🤝🎊🎊🙏🙏🙏

  • @Pandablilu900
    @Pandablilu900 7 днів тому +1

    ବହୁତ ସୁନ୍ଦର କଥା କହିଲ ଭାଇ ଜୟ ଶ୍ରୀ ରାମ 🙏

  • @srtsahoo2862
    @srtsahoo2862 11 днів тому +3

    Answer ମଧ୍ୟ୍ୟ ଭଲ ଅଛି

  • @itspabitracreation4130
    @itspabitracreation4130 8 місяців тому +4

    ବହୁତ ସୁନ୍ଦର ସାକ୍ଷାତକାର ꫰
    ସୂରଜ ସୂର୍ଯ୍ଯବଂଶୀ ଭାଇ ꫰
    ସରନେମ୍ ରଖିନାହାନ୍ତି ꫰
    ମୁଁ ବି ଜାଣିବାକୁ ଚାହୁଁଥୀଲି ସେଠୀ କାହିଁକି ଲେଖା ହଉନି ꫰

  • @itsjp1126
    @itsjp1126 8 місяців тому +10

    Bahut bhala bhai au bahut bhala politician ❤

  • @user-go4co4mo6e
    @user-go4co4mo6e 8 днів тому +1

    ସୁରଜ ଭାଇ ଅଭିନନ୍ଦନ , ଯୁବକ ହିସାବରେ ଏବେ ଯେଉଁ ଆପଣଙ୍କ ପାଖରେ ଯୋଶ ଅଛି , ସେହି ଯୋଶର ପ୍ରତିଫଳନ ଖାଲି ଧାମନଗର ନୁହେଁ ସାରା ଓଡ଼ିଶାର ଲୋକମାନଙ୍କ ସେବାରେ ଉପଲବଦ୍ଧି ହେଉ ଜୟ ଜଗନ୍ନାଥ 🙏🙏🙏

  • @dharmendrapaik8774
    @dharmendrapaik8774 8 місяців тому +7

    Nice interview by kanak news

  • @BalaramNayak-cx5jh
    @BalaramNayak-cx5jh 2 місяці тому +1

    ବହୁତ ସୁନ୍ଦର କଥାବାର୍ତ୍ତା ବହୁତ ବଢ଼ିଆ ଲାଗିଲା ଜୟ ଶ୍ରୀ ରାମ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ ଜୀ

  • @saisouraventertainment3119
    @saisouraventertainment3119 8 місяців тому +10

    Proud of you suryawanshi suraj

  • @dillipsingh390
    @dillipsingh390 4 місяці тому +2

    ଅପୂର୍ବ ଦୃଶ୍ୟ ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଲାଗୁଥାଏ... from ctc.

  • @rajendratiwari9216
    @rajendratiwari9216 10 днів тому +3

    If this Man works well then every odia is going to be lucky ❤

  • @jagannathmandal5860
    @jagannathmandal5860 8 місяців тому +8

    REAL HERO OF DHAMNAGAR💪

  • @fagucharandas7772
    @fagucharandas7772 8 місяців тому +4

    ଅଖଣ୍ଡ ଭାରତ 🚩 ଜୟ ଜୟ ଶ୍ରୀ ରାମ 🚩

  • @sambitbehera1171
    @sambitbehera1171 8 місяців тому +5

    When Educated person come to Politics... The society must change & that proved Suraj Bhai

  • @ravidrakumar-qs7wz
    @ravidrakumar-qs7wz 16 днів тому +1

    ଆମ ଭାଇ ବହୁତ ଭଲ, ଆମ କଲେଜ ର ସବୁ ଉତ୍ସବ ରେ ସେ ଯୋଗଦାନ କରିଛନ୍ତି ❤😊

  • @rohitsethi2704
    @rohitsethi2704 8 місяців тому +14

    My favourite MLA❤

  • @Umakanta-badatya
    @Umakanta-badatya 9 днів тому +2

    ଓଡ଼ିଶାର ନେତା ସୂର୍ଯ୍ୟବଂଶୀ ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ।

  • @dr.reetasahoo728
    @dr.reetasahoo728 7 днів тому

    ବହୁତ ବଢିଆ ସୁରଜ, ଅନେକ ଅନେକ ଶୁଭେଚ୍ଛା

  • @jhasketansahoo7511
    @jhasketansahoo7511 8 місяців тому +3

    You are great leader of our odisha. Kind hearted .god bless you sir❤🎉🎉

  • @lipa9370
    @lipa9370 5 днів тому +1

    ସୁରଜ୍ ମୁଖ୍ୟ ମନ୍ତ୍ରୀ ହେଲେ ଓଡ଼ିଶା ର ଟେକ ରଖିବେ ଆମର ବିଶ୍ବାସ ରହିଛି

  • @user-rx2he3kd3y
    @user-rx2he3kd3y 6 місяців тому +3

    ଜୟ ମାତୃଭାଷା

  • @prasantkumarpatalsingh1296
    @prasantkumarpatalsingh1296 8 місяців тому +5

    Great politician of future❤

  • @hkstudymaterials1993
    @hkstudymaterials1993 8 місяців тому +5

    very good young Leader and talented🎉🎉🎉

  • @kuanrtudu9960
    @kuanrtudu9960 8 місяців тому +2

    ସୁରଜସୂର୍ଜବଂସି ଭାଇ ପାଇଁ ମୁଁ ଗର୍ବିତ ।

  • @ashokkumarpal596
    @ashokkumarpal596 День тому

    ଖୁବ ବଢିଆ କଥା କହିଲେ ,ଏବେ ତ ଆପଣ ସରକାର ରେ ଅଛିନ୍ତି ,ଶିକ୍ଷ୍ୟା ବ୍ୟବସ୍ଥା କୁ ସୁଧାରିବାକୁ ହେଲେ ଗୋଟିଏ ମାତ୍ର ସରକାରୀ ନିର୍ଦେଶ ନାମା ଦିଅନ୍ତୁ ଯେ କୌଣସି ବରିଷ୍ଠ ସରକାରୀ କର୍ମଚାରୀ ବିଶେଷ କରି ସରକାରୀ ଶିକ୍ଷ୍ୟକ ଶିକ୍ଷକା ଙ୍କ ସନ୍ତାନ ମାନେ କେବଳ ସରକାରୀ ବିଦ୍ୟାଲୟରେ ପଢିବେ .ଗୋଟିଏ ବର୍ଷରେ ସବୁ ସମସ୍ୟାର ସମାଧାନ ହେଇଯିବ .

  • @manoranjanparida3722
    @manoranjanparida3722 8 місяців тому +2

    Future of odisha politics

  • @babluswain5110
    @babluswain5110 8 місяців тому +3

    Real Hero of Dharmnagar constituency.God Bless you Broo..I ❤️ Broo.. Salute you😊

  • @Ani-qs7rt
    @Ani-qs7rt 8 місяців тому +5

    Suraj bhai jindabad

  • @balaramjena3034
    @balaramjena3034 8 місяців тому +7

    Jay Jagannath 🙏 MLA haba ta Suraj sir nka pari jabardast MLA e vali MLA duniya re birala

  • @abalarampradhan8866
    @abalarampradhan8866 10 днів тому +1

    Bhaina u r the youth's iconic person
    Apona youth's jobs paine jetiki effort
    Achi
    Taku mu salute Karachi

  • @sasmitabehera6962
    @sasmitabehera6962 8 місяців тому +3

    Kanak news ku welcome je ki amiti ucchakotira newa maker upastapana karithibaru....ama janapradhini mananka sahita amiti amna samna hele jai ama odisha abanga ama anchala ra unnati haba....jaya odisha...jay bharat...👍👍🙏🙏

  • @jagannathbehera2351
    @jagannathbehera2351 13 днів тому +1

    ସୁରଜ ଭାଇ ଧନ୍ୟବାଦ। ଜୟ ଭାରତ ମାତା

  • @sumitkumarjena8601
    @sumitkumarjena8601 8 місяців тому +2

    Sir Anshuman Mohanty Nkara interview ନିଆଯାଉ

  • @sairamsatapathy8539
    @sairamsatapathy8539 Місяць тому +2

    I want to see suraj as next chief minister of Odisha.

  • @samirdassamirdas8778
    @samirdassamirdas8778 8 місяців тому +3

    ବହୁତ ଭଲ

  • @bikrampatra7501
    @bikrampatra7501 8 місяців тому +3

    Best Young Leader 👍..

  • @AshirvadSahoo
    @AshirvadSahoo 10 днів тому +1

    Future CM material, A great orator & most humble & Youth icon Suraj Suryavanshi.🎉

  • @akshayaswain5669
    @akshayaswain5669 8 місяців тому +3

    Rudra Maharathi and Suryawanshi bhai both are great leaders....

  • @namitasahu1436
    @namitasahu1436 8 місяців тому +4

    Great leader❤

  • @manojswain2618
    @manojswain2618 8 місяців тому +3

    Best young leader

  • @pitabashsethi9005
    @pitabashsethi9005 3 місяці тому +1

    ସବୁ କଲେ କିନ୍ତୁ ପାଳସାହି ସେବା ସମବାୟ ଦୁର୍ନୀତି ବିଷୟରେ କିଛି ହସ୍ତକ୍ଷେପ ନେଲେ ନାହିଁ।

  • @bulumoharana3717
    @bulumoharana3717 19 годин тому

    Thanks

  • @SanjayKumarMahapatra-cf6gf
    @SanjayKumarMahapatra-cf6gf 2 місяці тому +2

    Thank suraj bhai

  • @SwadharmaOdisha
    @SwadharmaOdisha 7 днів тому

    ବହୁତ୍ ବଢିଆ ।

  • @laxmicreactionpuri
    @laxmicreactionpuri 8 місяців тому +2

    Best episode ❤❤luv u manash ranjan sir ❤❤& ❤❤suraj duryavanshi❤❤

  • @rameshjena1151
    @rameshjena1151 8 днів тому +1

    ❤🙏🏾 good 👍🏾

  • @user-rx2he3kd3y
    @user-rx2he3kd3y 6 місяців тому +1

    ଜୟ ଯବାନ ଜୟ କିସାନ୍

  • @prafullachandrabeura8672
    @prafullachandrabeura8672 3 місяці тому

    ଓଡ଼ିଶା ରେ ଏପରି ବ୍ୟକ୍ତି ଦରକାର ❤❤❤

  • @sripatisandha924
    @sripatisandha924 21 день тому +1

    Bahut sundar Alochana

  • @Bubuna3
    @Bubuna3 8 місяців тому +2

    Mr Surya coolest person ,future leader in odisha ❤love u bro

  • @krupasindhudey1216
    @krupasindhudey1216 9 днів тому

    It's the best interview I have ever seen in odisha. Suryabanshi has a great personality.

  • @harekrushnapagal1405
    @harekrushnapagal1405 2 місяці тому +1

    ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ କାଳିଆ ସାଆନ୍ତେ ଜୟ ❤
    ଅଖୟ ହେଉ ପୁନ୍ୟ ଜଗତେ ଧର୍ମ ହେଉ ଯୁଗେ ଯୁଗେ ଜୟ ଜଗନ୍ନାଥ ଜୟ ଜୟ ଜୟ
    ପ୍ରଭୁ ତୁମ ଭାରତ ମାତା ର ଧର୍ମ ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ସବକା ସାଥେ ସବକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କର ଯିଏ ନିଶ୍ବାର୍ଥ ପର ଭାବରେ ସେବା କରି ଚାଲୁଛି
    ତୁମେ ପ୍ରଭୁ ସେମାନଙ୍କର ସାହା ଭରଷା
    କାଳିଆ ସାଆନ୍ତେ ❤❤❤❤❤❤❤❤❤

  • @haramohansahoo4381
    @haramohansahoo4381 8 місяців тому +1

    Er Suraj suryabanshi is a good leader at present as per interview with Kanak news.His leadership quality is exellent.