ରେଭେନ୍ସାରୁ ପାସ୍ ହରେକୃଷ୍ଣ, ବିଜୁ, ଜାନକୀ, ନନ୍ଦିନୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେଇଛନ୍ତି। Ravenshaw university.

Поділитися
Вставка
  • Опубліковано 16 вер 2024
  • ରେଭେନ୍ସାରୁ ପାସ୍ ହରେକୃଷ୍ଣ, ବିଜୁ, ଜାନକୀ, ନନ୍ଦିନୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେଇଛନ୍ତି। No need to change Ravenshaw university's name. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 59

  • @arunkumarjena399
    @arunkumarjena399 13 днів тому +10

    ମୁଁ ସେଇ ମହା ପୁରୁଷ ମାନଂକୁ ସତକୋଟି ପ୍ରଣାମ କରୁଛି,ଯେଉଁମାନେ ରେଭେନ୍ସା ବିଶ୍ଵବିଦ୍ୟାଳୟ କୁ ରେଭେନ୍ସା ନାମରେ ନାମିତ କରିଥିଲେ,ସେତବେଳେ ରେଭେନ୍ସା ଙ୍କ ବଳିଷ୍ଠ ନେତୃତ୍ୱ ରେ ଓଡିଶା ରେ ଶିକ୍ଷ୍ୟା ର ପ୍ରଭୂତ ବିକାଶ ହୋଇଥିଲା,ଯାହାକୁ ଓଡ଼ିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ବ୍ୟାସ କବି ଫକୀର ମୋହନ ସେନାପତି ଦୃଢ ସମର୍ଥନ କରିଥିଲେ ଓ ନାରୀ ଶିକ୍ଷ୍ୟା ଅଗ୍ର ଗତି ପାଇଁ ରେବତୀ ଗଳ୍ପର ପରିକଳ୍ପନା କରିଥିଲେ.

  • @JayJagannath0307
    @JayJagannath0307 14 днів тому +22

    ମହା ମୂର୍ଖ ଶିକ୍ଷ୍ୟା ମନ୍ତ୍ରୀ

    • @jokiyasabar1520
      @jokiyasabar1520 12 днів тому +2

      ଠିକ୍ କହିଛନ୍ତି ଭାଇ

    • @purnanandabarik1562
      @purnanandabarik1562 11 днів тому

      ଯଦି ନିଜକୁ ମହା ପଣ୍ଡିତ ବୋଲି ଭାବୁଛନ୍ତି ଥରେ ପୃଥିବୀର ବୃହତ ଗଣତନ୍ତ୍ର ଆମ ଦେଶର ଶିକ୍ଷା ମନ୍ତ୍ରୀ ହୋଇ ପ୍ରମାଣ କରନ୍ତୁ ଯେ ଧର୍ମେନ୍ଦ୍ର ବାବୁଙ୍କ ଠାରୁ ଅଧିକ ଶିକ୍ଷିତ।

    • @JayJagannath0307
      @JayJagannath0307 11 днів тому +3

      @@purnanandabarik1562 ମାଙ୍କଡ ହାତରେ ଶାଳଗ୍ରାମ ଦିଆ ହେଇଛି

  • @Reenabehera0
    @Reenabehera0 10 днів тому +3

    Sir apana nku koti koti pranam Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sebastambasymbolofhumanity4076
    @sebastambasymbolofhumanity4076 13 днів тому +8

    କଟକ କୁ କେନ୍ଦ୍ରୀୟ ପ୍ରୋଜେକ୍ଟ ଦେବାକୁ ବିରୋଧ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ.....

  • @prasantapattanaik862
    @prasantapattanaik862 14 днів тому +6

    ଆଗ ସବୁ ସହର ଓ ଗାଁ ରେ ଥିବା କଲେଜ ସବୁ ପରିଦର୍ଶନ କରି ଅଧ୍ୟକ୍ଷ ଓ ପିଲାମାନଙ୍କ ସହ କଲେଜର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କର।ସେଇ ଅନୁସାରେ ବ୍ୟବସ୍ଥା ଓ ସମାଧାନର ବ୍ୟବସ୍ଥା କର। ଏ ଫାଲତୁ ଚିନ୍ତା ଛାଡ। ବହୁତ୍ କଲେଜ ଅଛି, ଯାହାର ନାଁ ଭାବିଚିନ୍ତି ସେ ଅଞ୍ଚଳର ବିଜ୍ଞ ପୁରୁଖା ଲୋକେ ଦେଇଛନ୍ତି।ଏତିକି ମନେରଖ।

  • @kalingaranjan2074
    @kalingaranjan2074 14 днів тому +8

    ଏହି ପରି ଲାଗୁଚି ବା ମନେହୁଏ ଯେପରି,ଅଦ୍ୟାବଧି, ଓଡିଶାର ଅଭିବୃଦ୍ଧି କିମ୍ବା ବିକାଶ ଦିଗରେ ବିଜେପି ର କଣସି ଉପଯୁକ୍ତ ଏଜେଣ୍ଡା ନାହିଁ ,ଶୃଙ୍ଖଳା ଏବଂ ସ୍ୱଚ୍ଛ ରାଜନୀତିରେ ବିଜେପିର ଅଭାବ ଦେଖାଯାଉଛି,ମନେହୁଏ ଯେପରି,ବିଜେପି କିଛି ଅନତିକ ଉପାୟରେ ଓଡିଶା କୁ ଶାସନ କରିବା ପାଇଁ ସୁବିଧାବାଦୀ ( Opportunist) ଭଳି କାର୍ଯ୍ୟ କରୁଛନ୍ତି

  • @drnrusinghaojha55
    @drnrusinghaojha55 13 днів тому +23

    ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସା ନାଁ ବଦଳାଇବା ଓ କୋଭିଡ ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନାଁ ବଦଳାଇବା ବିତର୍କ ର ବିଷୟ

  • @Reenabehera0
    @Reenabehera0 10 днів тому +2

    Sir right 👍🏻👍🏻 kahile Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @archanaray6302
    @archanaray6302 14 днів тому +12

    Narendra Majhi college karidiantu 😂

  • @rayadvocate7711
    @rayadvocate7711 14 днів тому +4

    What the question paper seller will understand the value of education.

  • @lokanathdas5246
    @lokanathdas5246 11 днів тому

    Right 👍

  • @hariharojha1958
    @hariharojha1958 3 дні тому

    କିଏ ପଢ଼ିଛନ୍ତି ନ ପଢ଼ିଛନ୍ତି ଏଇଟା ଯୁକ୍ତି ନୁହେଁ ରବିବାବୁ. ଇମୋସନ କଥା ନୁହେଁ, ଏଇଟା ନୀତି ସମ୍ପର୍କିତ କଥାଟିଏ.

  • @subhenduofficial3608
    @subhenduofficial3608 11 днів тому +1

    Dharmendra Babu esabu re Munda purantu nahi .plz.....,

  • @sanjibkar7495
    @sanjibkar7495 13 днів тому +1

    Better focused to renovation of our Odisha's higher educational institutions for the betterment of thousands of current students & future new commer of entrance . Chapter should be closed without any discussion .😂

  • @SuryaNarayan-k5y
    @SuryaNarayan-k5y 10 днів тому +1

    ରେଭେନ୍ସା ର କୌଣସି ଉନ୍ନତି କରି ପାରିବେ ନାହିଁ ନିଜର ଅପାରଗତା କୁ ଲୁଚାଇବା ପାଇଁ ଏପରି ଗଣ୍ଡଗୋଳ ସୃଷ୍ଟି।

  • @mamatamaharana1784
    @mamatamaharana1784 12 днів тому +1

    Rabi sir 🙏 dharmendra pradhan Ravenshwa r chutakula sunei chhu...., odisha basi parspar hot gol kari be ta bhitare bhuli jibe nirbachan prati Shruti .
    3500 bhata , 300 unit bijuli chhad , rojagar , rashan , sikhya , swathy, chakir r prasang uthi bani . Mahanga prashnn b luchi jiba , bheliki dekhuchi BJP
    Sadajantr kari Modi ji .

  • @brundabanrout9655
    @brundabanrout9655 9 днів тому

    ରେଭେନ୍ଶା ବିଶ୍ୱବିଦ୍ୟାଳୟ ନାମ ବଦଳିବା ଉଚିତ ନୁହେଁଭାଇ ଗଣେଶ ପୂଜାରେ ଭଗବାନ *ଗଜାନନ ସମସ୍ତଙ୍କୁ ଭଲ* ରେ ରଖନ୍ତୁ

  • @pragyanparimita..6152
    @pragyanparimita..6152 13 днів тому

    Thik kahichhanti 🙏🏻

  • @skindoctor21
    @skindoctor21 13 днів тому +1

    ରେଭେନ୍ସା ମହାବିଦ୍ୟାଳୟ ନ ହେଇ କଟକ ମହାବିଦ୍ୟାଳୟ (Cuttack University) ହେବା ଦରକାର ଜୟ କଟକ

  • @anandraavi6242
    @anandraavi6242 13 днів тому

    ସେମାନେ ସବୁ ଖ୍ଯାତି ଅର୍ଜନ କରିଥିବେ ମାତ୍ର ଓଡ଼ିଶା ପାଇଁ ସେମାନେ କିଛି କଲେନି ଓ ଓଡ଼ିଶାର ନାମ ସେମାନେ ଭୁଲିଗଲେଣି ।

  • @AmilyaPradhan
    @AmilyaPradhan 2 дні тому

    Princely state ର ରାଜା ମାନେ ନିଜର ଦୋଷକୁ ଲୁଚାଇବା ପାଇଁ te revenshw ର ପାଦ ଚାଟୁଥିଲେ.... ସେଥିପାଇଁ ବାରିପଦା ରାଜା ପ୍ରପୋସାଲ ଦେଇଥିଲା college ର ନା ରେଭେନ୍ଶା ହେବାପାଇଁ......କିଛି ରାଜା ମାନେ ରେଭେନ୍ଶା ku ଝିଅ ବି ଦେଉଥିଲେ

  • @Amitkumar-xy8sk
    @Amitkumar-xy8sk 3 дні тому

    Sir ଛୋଟ ମୁଃହ ରେ ବଡ଼ କଥା ସ୍କୁଲ ରେ ଶିକ୍ଷକ ଓ ଛାତ୍ର କୁ ନେଇ ସ୍କୁଲ ର ନା ହୁଏ ବୋଲି କହୁଥିଲେ

  • @bijaykumarrout4161
    @bijaykumarrout4161 5 днів тому

    Mr rabi if so ravenshaw grand children be invited by you and Rahul to be all time head of india why there be costly elections

  • @sasanksekharaswain9208
    @sasanksekharaswain9208 14 днів тому

    Beautiful ,

  • @dwarikanathrath8242
    @dwarikanathrath8242 13 днів тому +4

    ବିଜୁ, ଜାନକୀ, ହରେକୃଷ୍ଣ ସିନା ରେଭେନ୍ସା କଲେଜ ରେ ପାଠ ପଢିଥିଲେ କିନ୍ତୁ ରେଭେନ୍ସl ସାହେବ ପାଖରେ ପଢିଥିଲେ କି. ବିଲାତି ନାଁ କୁ ଏତେ ଆଗ୍ରହ କଣ ପାଇଁ ଝାବଡ଼ ଗୋଷ୍ଠୀ ଙ୍କର. ଦ୍ୱିତୀୟତ ଧର୍ମେନ୍ଦ୍ର ଗୋଟେ ଝାବଡ଼ ନେତା. ତୁ ଟା ଶିକ୍ଷା ମନ୍ତ୍ରୀ ଚାହିଁଲେ ନାଁ ଟାକୁ ବଦଳେଇ ଦେବୁ. ଏତେ ଚର୍ଚ୍ଚା କାହିଁକି କରୁଛୁ କଣ ସ୍ୱର୍ଗ କୁ ପଳେଇବୁ.

  • @hariharojha1958
    @hariharojha1958 3 дні тому

    Apana jukti darshantu agyan. Enutenu gapantuni.

  • @nikunjabiharibhanja7607
    @nikunjabiharibhanja7607 2 дні тому

    Rahi Das, s remark is fully use less

  • @nikunjabiharibhanja7607
    @nikunjabiharibhanja7607 2 дні тому

    Where is patrotism there isAsmita of our state mlnd it

  • @nikunjabiharibhanja7607
    @nikunjabiharibhanja7607 2 дні тому

    Vague remark

  • @purnanandabarik1562
    @purnanandabarik1562 11 днів тому

    ନାଁ ପରିବର୍ତ୍ତନ କଥାଶୁଣିଲେ ତାମିଲ ଗୋଲାମ ମାନଙ୍କୁ ବାଧୁଛି

    • @roshann6835
      @roshann6835 9 днів тому +1

      ନାମ ପରିବର୍ତ୍ତନ କୁ ବିରୋଧ କଲେ ଆପଣଙ୍କ ପରି ଅନ୍ଧଭକ୍ତଙ୍କୁ ବାଧୁଛି ।

    • @roshann6835
      @roshann6835 9 днів тому +1

      ନା ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେବ, ନା ରେଭେନ୍ସାର ନାମ ପରିବର୍ତ୍ତନ ହେବ...ଅସମ୍ଭବ

  • @kishorchsahoo3745
    @kishorchsahoo3745 14 днів тому

    Sir,ebe,jeu,Mane,mantri mohaday,achhanti,??????,😂😂😂😂😂😂😂😂😂

  • @sanjaykumishra5186
    @sanjaykumishra5186 13 днів тому

    କଟକ ବିଶ୍ଵବିଦ୍ୟାଳୟ ହେଉ

  • @shakuntalamishra3979
    @shakuntalamishra3979 12 днів тому

    Andha bhabare samarthen

  • @prasantapattanaik862
    @prasantapattanaik862 14 днів тому

    Those who are lack of conscience n mad,imbalance of mind n fickle minded,they think all these things. An old educational institution has given a lot of genius persons.Why he thought for change of name? Change of colour of buses or any institution ,if not so insulting, then it should not be changed. If it is so, then they will one day say,"Kalapahad had attacked Sri Mandir .So will destroy Sri Mandir n change d deities n their names. We will give other names." Dharmendra will say ,not impossible. He is like that. Will we agree with his proposals?

  • @devopsdeb691
    @devopsdeb691 14 днів тому

    name change kariba govt kam kariba 2029 march ra, only election speech ra

  • @purnanandabarik1562
    @purnanandabarik1562 11 днів тому

    ଇଂରେଜ ଶାସନ ସମୟରେ ରେଭେନ୍ସାର ନାଁ ଥିଲା କିନ୍ତୁ ଏବେ ପିଲାଙ୍କ ପ୍ରଥମ ପସନ୍ଦ ବାଣୀବିହାର ତାପରେ ଭଞ୍ଜ ବିହାର ଜ୍ୟୋତି ବିହାର କୋୖଣସି ୟୁନିଭରସିଟିରେ ସିଟ୍ ନପାଇଲା ପରେ ରେଭେନ୍ସା। ଆଜିର ଏ ଗୋଲାମ ପ୍ରଜାତିର ଲୋକ ଯଦି ସ୍ବାଧୀନତା ସଂଗ୍ରାମ ସମୟରେ ଥାଆନ୍ତେନା ଭାରତ କେବେବି ସ୍ବାଧୀନ ହୋଇ ପାରିନଥାନ୍ତା ଏ ଇଂରେଜ ଗୋଲାମମାନେ ନିଶ୍ଚିତ ରୂପେ ଇଂରେଜମାନଙ୍କୁ ସମର୍ଥନ କରିଥାନ୍ତେ।ଭାରତ ସ୍ବାଧୀନ ହେବାର ୭୮ ବର୍ଷ ପରେ ବି କିଛି ଲୋକଙ୍କ ଗୋଲାମୀ ମାନସିକତା ଯାଇନାହିଁ। ଦେଶର ପ୍ରତ୍ୟେକ ଅନୁଷ୍ଠାନରୁ ଇଂରେଜ ନାଁ ହଟାଇବା ଉଚିତ।

    • @prangyadas5127
      @prangyadas5127 11 днів тому

      Satare? Apana kichhi jananti na Khali kam gyana Thai jaha pauchanti lekhuchanti. Graduation and PG re bi highest cutoff Ravenshaw re jauchi au apana olta kahiki lokanku bhul information dauchanti

    • @roshann6835
      @roshann6835 9 днів тому

      RAVENSHAW ra cutoff dekhicha naa emiti asi faltu comment karucha...murkha 😂

  • @BirajKumarRath
    @BirajKumarRath 13 днів тому

    THEN INDIPENDENE HAS NOT REQUIRED?
    KALINGA VEER RESPECT BAIMUNDI FORMER FATHER OF CUTTACK.
    BRITISHERS 40 TRILLION TAKE FROM HINDUSTAN?
    FREEDOM FIGHTERS ARE WRONG IDEOLOGY?

  • @sadanandasahoo9629
    @sadanandasahoo9629 13 днів тому

    ଯାହାର ଶାସନରେ ଶହ ଶହ ଓଡ଼ିଆ ମଲେ ତାକୁ ଆମେ ବଡ଼ ଦୁଃଖ ବୋଲି ଭାବୁ ନାହାନ୍ତି କିନ୍ତୁ ସେ ଆମ ଶିକ୍ଷାର ଉନ୍ନତି ପାଇଁ Cuttack College କୁ ନାମ ପରିବର୍ତନ କରି Revenshaw କଲେ ତାକୁ ଆମେ ବଡ଼ ଭାବୁଚୁ , ସେ ପ୍ରାୟଶ୍ଚିତ କରିଥାଇ ପାରନ୍ତି ହେଲେ ଠିକ୍ ସମୟରେ ଓଡ଼ିଆ ଲୋକଙ୍କ ମୃତ୍ୟୁ ସମୟରେ ସହାୟତା କରିନାହାନ୍ତି. ତେଣୁ ମୋ ମତରେ ନାମ ପରିବର୍ତ୍ତନ ହେବା ଆବଶ୍ୟକ. ଯେଉଁ ପୂର୍ବ ଛାତ୍ର ଓ ବର୍ତ୍ତମାନ ଛାତ୍ର ବିରୋଧ କରୁଛନ୍ତି ନାମ ପରିବର୍ତ୍ତନ ହେଲେ ସେମାନେ ପାଠ ପଡ଼ିଥିବା କଲେଜ ଥିବ କିନ୍ତୁ ନାମ ଆଉ ଭବିଷ୍ୟତ ରେ ରହିବ ନାହିଁ, ସେଥିପାଇଁ ସେମାନେ ମର୍ମାହତ ହେବା ସ୍ଵାଭାବିକ.

    • @mrutyunjaymohapatra2344
      @mrutyunjaymohapatra2344 12 днів тому +1

      କରୋନା ସମୟରେ oxygen ନପାଇ ହଜାର ହଜାର ଲୋକ ମଲେ, ନୋଟ ବନ୍ଦି ପାଇଁ ଘରକୁ ଫେରି ନପାରି ରାସ୍ତାରେ ଲୋକ ମଲେ, ପୁଲ ଓ୍ବାମାରେ ସୈନିକ ସହିଦ ହେଲେ ସେଥିପାଇଁ ତମ ମୋଦି କାହିଁକି ଦାୟୀ ହେବେନି କଣ ପାଇଁ ସେ ପ୍ରଧାନମନ୍ତ୍ରୀ ରହିବେ?

    • @sadanandasahoo9629
      @sadanandasahoo9629 12 днів тому

      ମୋଦି ମୋର କେମିତି ହେଲା ? ତମର କାହିଁକି ହେଲାନି ? ମୋଦି କଣ ରେଭେନ୍ସା କଲେଜ ନାମ change Kariba kahichi ki ? ଅଯଥା reply କରନି? ରେଭେନ୍ସା କଲେଜ oxygen supply କରୋନା ସମୟରେ କରିଥିଲା? ନୋଟ୍ ବନ୍ଦୀ ସମୟରେ ରେଭେନ୍ସା ଲୋକଙ୍କୁ ବଞ୍ଚେଇଥିଲ ? ତମେ କେମିତି ବଞ୍ଚିଲ ?

    • @roshann6835
      @roshann6835 9 днів тому

      ​@@sadanandasahoo9629ଯେତେବେଳେ ବ୍ୟାସକବି ଫକିରମୋହନ ସେନାପତି, ମଧୁସୁଦନ ଦାସ ଙ୍କ ପରି ମହାପୁରୁଷ ଙ୍କ ପ୍ରସ୍ତାବରେ ରେଭେନ୍ସାର ନାମକରଣ ହୋଇଛି ,ଆଜି କାହିଁକି ତାକୁ ପରିବର୍ତ୍ତନ କରାଯିବ ।ଆଜିର କିଛି ନେତା କଣ ସେହି ମହାପୁରୁଷଙ୍କ ଠାରୁ ଅଧିକ ଜ୍ଞାନୀ ?!

  • @debabratadash14
    @debabratadash14 13 днів тому +1

    Sir, amaku jeun mane madua karichhanti, jeunmane amara sanskruti ku lopa karichhanti,amaku atyachar karichhanti, amatharu lutichhanti ,amara Unity ku nasta karichhanti,tankara pada auchatani sir.Jadi naa badalajae tebe kaan mahapurusa sei anusthanru baharibeni.Sala Bharat ku India kahi sikhichha tume alajuka bhasanamarani.