Mohan’s Team Scores 100 | Nirbhay Gumara Katha

Поділитися
Вставка
  • Опубліковано 12 чер 2024
  • Mohan’s Team Scores 100 | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 1,2 тис.

  • @tanmaysahu6996
    @tanmaysahu6996 7 днів тому +196

    ଯେଉଁ ସରକାର ଶପଥ ପାଠ ଉତ୍ସବ ରେ ପ୍ରଥମ ନିମନ୍ତ୍ରଣ ଜଗତ ର ନାଥ ଜଗନ୍ନାଥଙ୍କୁ ଦିଏ , ଯେଉଁ ସରକାର ର ମୁଖ୍ୟମନ୍ତ୍ରୀ ଜଣେ ଆମ ମାନଙ୍କ ଭଳି ସାଧାରଣ ସରଳ ଲୋକ ଙ୍କ ମଧ୍ୟରୁ ଜଣେ...ସେ ସରକାର ଖାଲି ନିସ୍ବାର୍ଥପର ସେବା କରିଚାଲୁ ବାକି ଆମ କାଳିଆ ସାଆନ୍ତ ବୁଝିବେ🙏ଜୟ ଜଗନ୍ନାଥ 🙏 ବନ୍ଦେ ଉତ୍କଳଜନନୀ 🙏

    • @pramodpradhan8792
      @pramodpradhan8792 6 днів тому +2

      Right sir

    • @bhagirathibarik9956
      @bhagirathibarik9956 6 днів тому

      Jay Jagannath Swami 🙏🙏🙏

    • @niranjansenapati131
      @niranjansenapati131 6 днів тому +3

      Nabin Pattnaik nku na dakithile bhala hoithanta.odisha ku 25 barsa budha karedeichhanti

    • @susamadash3483
      @susamadash3483 6 днів тому +1

      ବିଜଦର hang over ଯାଇନି।Systeme ର machinery ତ already ସେଇ ଦଲାଲ୍ ମାନଙ୍କ କବ୍ଜାରେ।

    • @subodhakumarray6136
      @subodhakumarray6136 6 днів тому

      ଧନ୍ୟ ବାଦ।ଜୟ ଜଗନ୍ନାଥ

  • @gunasagarpatra5642
    @gunasagarpatra5642 7 днів тому +181

    Cm ମୋହନ ଚରଣ ମାଝୀ ନିର୍ଭୟ ଗୁମର ଦେଖିବାକୁ ଅନୁରୋଧ

    • @user-dk5ni4df5g
      @user-dk5ni4df5g 7 днів тому +6

      Right bro 😊

    • @kalingaveera3424
      @kalingaveera3424 7 днів тому +3

      Bhai sarkar ta chalu ..barse chha maasa jau...taa pare gumar kholiba

    • @anirudhratanpradhan1292
      @anirudhratanpradhan1292 7 днів тому

      Gunasagarpatra nirbhaya kahinki dekhibe CM ra kaama odisha saara buli lokanka bhala aau kharap kaamaku dekhiba. Odisha ra development karibe ... YT channel dekhi kichi habar nahi. Nabin das ku hi Deputy CM karidabar thila . yaaku sabu janaa .

    • @Jagannath-oc9ht
      @Jagannath-oc9ht 7 днів тому +1

      ପ୍ରତ୍ୟେକ ଗୁମରକଥା ଦେଖନ୍ତୁ ।

    • @dagreswargoud
      @dagreswargoud 7 днів тому +1

      ଠିକ କହିଲେ

  • @nirliptasahoo5393
    @nirliptasahoo5393 7 днів тому +38

    ଆମେ ସବୁ ଏକ ହେବା ଓଡ଼ିଶା କୁ ଏକ ନମ୍ବର କରିବା ।
    ଏହା ଆମ ଓଡ଼ିଆ ଭାଇ ଭଉଣୀ ଙ୍କ କର୍ତ୍ତବ୍ୟ।
    ଆମେ ଓଡ଼ିଆ
    ସାରା ଦୁନିଆ ଦେଖିବ ଆମେ ଭାରି ବଢିଆ।
    ଜୟ ଜଗନ୍ନାଥ
    ବନ୍ଦେ ଉତ୍କଳ ଜନନୀ
    ଜୟ ହିନ୍ଦ୍ ❤️🙏

  • @manoranjangoswami5299
    @manoranjangoswami5299 7 днів тому +34

    ଅତି ସୁନ୍ଦର ଉପସ୍ଥାପନା, ଓଡ଼ିଶା ର ସମସ୍ତ ଲୋକ ମାନେ ଏହି କାର୍ଯକ୍ରମ ଦେଖିବାକୁ ମୋ ତରଫରୁ ସମସ୍ତ ଙ୍କୁ ଅନୁରୋଧ 🙏

  • @indiradutta5837
    @indiradutta5837 7 днів тому +125

    ମୁଁ ଜଣେ ବୟସ୍କ ମହିଳା । ମୁଁ ଶପଥ ଗ୍ରହଣ କୁ ଯାଇ ଥିଲି । ଟ୍ରାଫିକ ଅବ୍ୟବସ୍ଥାକୁ ଅନୁଭବ କଲି । ତଥାପି ମୁଁ ଆଶାବାଦୀ । ଆଗାମୀ ସରକାର ନିର୍ଭୟ ହୋଇ କାମ କରୁ , ଏତିକି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା

  • @sunena6821
    @sunena6821 7 днів тому +76

    ଆପଣଙ୍କ ଭଳି utube channel ଗଣତାନ୍ତ୍ରିକ ଦେଶ ରେ ସଚେତନତା ସୃଷ୍ଟି ହେଉଛି 🙏

  • @bishnucharansukla9000
    @bishnucharansukla9000 7 днів тому +17

    ଅନୁରୋଧ ଆପଣ ସବୁବେଳେ ସରକାର ଙ୍କୁ ମାର୍ଗଦର୍ଶକ ର ବାଟ ଦେଖା ନ୍ତୁ ।ଯେଉଁଠି ଭୁଲ ହେଉଛି ତାକୁ ଲୋକଲୋଚନକୁ ଅଣା ଯାଉ ।ସାମ୍ବାଦିକ ଭାଇମାନଙ୍କୁ କିଛି ଗଠନ ମୂଳକ କଥା କୁହନ୍ତୁ ।କହିବାର ଢଙ୍ଗ ମର୍ମ ଅତ୍ୟନ୍ତ ଉଚ୍ଚ କୋଟିର ହୋଇ ଥିବାରୁ ଠାକୁର ଆପଣଙ୍କୁ ସୁସ୍ଥ ରଖନ୍ତୁ।ଧନ୍ୟ ବାଦ୍।

  • @JayantaKumarPatra-wm8py
    @JayantaKumarPatra-wm8py 7 днів тому +7

    ମୋହନ ସରକାର ଙ୍କ ସମ୍ପର୍କ ରେ ଆପଣ ସୁନ୍ଦର ବିଶ୍ଳେଷଣ କରିଛନ୍ତି। ବୋଧହୁଏ ଏହା ସମସ୍ତ ଙ୍କ ମନରକଥା। ଏହି ସରକାର ଙ୍କୁ ସହଯୋଗ କରିବା ଉଚିତ ।

  • @user-sl1rs9ij8y
    @user-sl1rs9ij8y 7 днів тому +94

    100% ମହନ ସରକାର ଭଲ

    • @LeenaSatpathy
      @LeenaSatpathy 7 днів тому +4

      Bala na

    • @user-ou7oh4wd9z
      @user-ou7oh4wd9z 7 днів тому +4

      ​@@LeenaSatpathyନା ନା ପାଣ୍ଡିଆ ଥିଲେ ଭଲ ହେଇଥାନ୍ତା

    • @shubhammohanty6199
      @shubhammohanty6199 7 днів тому +4

      ​@@LeenaSatpathyଆ ନେ ମୋ' ବାଳ ନେ😂

    • @ManaskuArukh
      @ManaskuArukh 7 днів тому +4

      ​@@LeenaSatpathyଭାଇ ଯାହାବି ହୋଉ.. Bjp. Bjd. କଂଗ୍ରେସ. ସିଏ ଆଜି ଆମ cm...ତାଙ୍କୁ ସଂମାନ କରିବା ଆମ ଧର୍ମ....

    • @hardworkneverdies5679
      @hardworkneverdies5679 7 днів тому +2

      ନୂଆଁ ନୂଆଁ ଟିକେ excitement ରୁହେ

  • @udayalima9094
    @udayalima9094 7 днів тому +90

    ଜଗନ୍ନାଥଙ୍କ ନିକଟେ ଶରଣ🙏🏻 ମୋହନ ସରକାର ୫ ବର୍ଷ ଆନନ୍ଦ ରେ କଟୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଓଡ଼ିଶା ବାସୀର ଉନ୍ନତି ହେଉ🙏🏻🎉

  • @ramachandrapanipani7424
    @ramachandrapanipani7424 7 днів тому +9

    ମଦ ବିକ୍ରୀ ବନ୍ଦ ହେଉ ସବୁ ଗାଆଁରେ ।

  • @BhusanBehera-hn6iu
    @BhusanBehera-hn6iu 6 днів тому +3

    ମୁ ପ୍ରଥମ ଦିନର କାମ ପାଇଁ ମୋହନ ସରକାର ଙ୍କୁ 150% ନମ୍ବର ଦେଉଛି ପଚିଶ ବର୍ଷ ଅପେକ୍ଷା ପରେ ଓଡିଶା ର ଚାଷୀ କୁଳଙ୍କୁ ନାୟ ମିଳିଛି ଜୟ ଯବାନ 👍ଜୟ କିସାନ 👍👍👍

  • @umakantadas1325
    @umakantadas1325 7 днів тому +114

    ପ୍ରଥମ ସରକାରଙ୍କ ପ୍ରଥମ ନିଷ୍ପତ୍ତି ଗୁଡିକ ଅତି ମନଲୋଭା

  • @dagreswargoud
    @dagreswargoud 7 днів тому +136

    ଏମିତି ଲାଗି ରହୁ...୩୩ କୋଟି ଦେବାଦେବୀ ବିଜେପି ସରକାର ଙ୍କୁ ଆଶୀର୍ବାଦ କରିଛନ୍ତି... ଏହାର ଦୂରୁପଯୋଗ ହେଲେ ସଂହାର ହେବ ।

    • @rajendragahir3205
      @rajendragahir3205 7 днів тому +6

      ଜୟ ଜଗନ୍ନାଥ 🙏

    • @LeenaSatpathy
      @LeenaSatpathy 7 днів тому

      Khali to gute gute drurga thakur basicha to mshinsasur dala😂😂

    • @bbiswal9812
      @bbiswal9812 7 днів тому

      ୫୬କୋଟିନୁହେଁ ୩୩କୋଟି

    • @dagreswargoud
      @dagreswargoud 7 днів тому

      ​@@bbiswal9812ହଁ ଲେଖା ତ୍ରୁଟି

  • @sangramkishoredasdas2424
    @sangramkishoredasdas2424 7 днів тому +11

    ବହୁତ ଭଲ ଲାଗିଲା

  • @durgaprasadsamantaray7084
    @durgaprasadsamantaray7084 7 днів тому +12

    ମୁଁ ବି ପ୍ରଥମ ଦିନର ଶୋ ପାଇଁ ଆପଣଙ୍କ ସହିତ ଏକମତ।

  • @anupamanayak8568
    @anupamanayak8568 7 днів тому +28

    ସାର ପ୍ରଣାମ ।ଆପଣଙ୍କ ଆଲୋଚନା ଖୁବ୍ ଉଚ୍ଚ କୋଟି ର ।ମୋହନ ମାଝି ମୂଖ୍ୟ ମନ୍ତ୍ରୀ ହେଲେ ଅତି ସୈଭାଗ ର କଥା ଆଗାମୀ ୫ବର୍ଷ ନିଶ୍ଚୟ ସୁଵଣ ଯୁଗ ହେବ ।ଜୟ ଜଗନ୍ନାଥ ।

  • @ajitkumarpanda6388
    @ajitkumarpanda6388 7 днів тому +92

    ଆପଣଙ୍କ ନିଖୁଣ ତର୍ଜମା ପାଇଁ ଅଶେଷ ଧନ୍ୟବାଦ୍,,,,,ଆଶା ଆଗକୁ ମଧ୍ୟ ଏହିପରି ନିଖୁଣ ବିଶ୍ଳେଷଣ ଜାରି ରଖିବେ ବୋଲି ,,,,,,

    • @pramodakumarsahoo4747
      @pramodakumarsahoo4747 7 днів тому +1

      The new child minister if odisha is a talented person who has vasr experience as law makers so wait and see

    • @nabakishorelenka1915
      @nabakishorelenka1915 6 днів тому

      I Salute you Sir for your beautiful political analysis. 🙏🙏

  • @swainsimanchal2180
    @swainsimanchal2180 6 днів тому +3

    100% ସାର ଆପଣ cm ସହ ମିସନ୍ତୁ ଆଉ ସୁ ରାସ୍ତା ଦେଖନ୍ତୁ.

  • @Santiniketan.V_B_U
    @Santiniketan.V_B_U 7 днів тому +8

    ସରକାର ପ୍ରଥରେ ଶିକ୍ଷା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ରାଜ୍ୟ ରେ ଆଉ ଉପାସ ଭୋକରେ ଲୋକେ ଶୋଉ ନାହାନ୍ତି।
    କିନ୍ତୁ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଅତି ନିମ୍ନ ମାନ ସ୍ଥାନରେ ପହଞ୍ଚିଲାଣି।
    ଶିକ୍ଷିତ ସଂଖ୍ୟା ଓଡ଼ିଶା ରେ ବୃଦ୍ଧି ହେଉ।🎉

  • @saradasahoo2409
    @saradasahoo2409 7 днів тому +32

    ଯେମିତି ଘୋଷଣା ହେଲା ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବେ କେତେଟା ଖଡାଖିଆ ସାମ୍ବାଦିକ ବୁଲେଇ ବାଲେଇ କଥାଛଳରେ କଟାକ୍ଷ କରୁଛନ୍ତି. ଆଦିବାସୀ ସଂପ୍ରଦାୟ ପାଠକମ୍ ଯୋଗ୍ଯତା ନାହିଁ। ସେମାନଙ୍କୁ ମୋର ପ୍ରଶ୍ନ ଏ ନବୀନ ପଟ୍ଟନାୟକ ବିଜୁପଟ୍ଟନାୟକ ମୃତ ବରଣ କଲାପରେ ନବୀନ ପଟ୍ଟନାୟକ ଥିଲେ କୋଉଠି କରୁଥିଲେ କଣ ମା ପେଟରୁ କଣ ମୁଖ୍ୟମନ୍ତ୍ରୀ ଅଭିଜ୍ଞତା ନେଇ ଆସିଥିଲେ। କୋଳିଖାଇ ମଞ୍ଜି ପୋତିଦେଇଛନ୍ତି ଏମାନେ ଓଡିଶା କେବଳ ଏମାନଙ୍କର

  • @babundarpradhan4790
    @babundarpradhan4790 7 днів тому +18

    🙏👌👍ଆପଣ ପୁରାପୁରି ଠିକ କହିଛନ୍ତି ଆଜ୍ଞ୍ୟା ମୋହନ ସରକାର ଖଣି ମାଫିଆଙ୍କ ଠାରୁ ଦୁରେଇ ରହିବା ଉଚିତ.

  • @rinaraniroutaray7596
    @rinaraniroutaray7596 7 днів тому +8

    ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଭୟ ଗୁମର ଚାନେଲ ର ସଦସ୍ୟ ହୁଅନ୍ତୁ. ମତାମତ ବି ଦିଅନ୍ତୁ. Please please

  • @ramakantmahanta6994
    @ramakantmahanta6994 7 днів тому +7

    ପ୍ରଥମେ ସୁଯୋଗ ଦିଆଜାଉ । ସମୟଜୁ ଆପେକ୍ଷା କର , ଜନସାଧାରଣ ସହଜୋଗ୍ କରିବା ସହ ଧର୍ଯ୍ୟ ଧରନ୍ତୁ ।

  • @user-sl1rs9ij8y
    @user-sl1rs9ij8y 7 днів тому +30

    ମହନ ସରକାର ଭଲ କରିବ ଜୟ ସମ୍ବଲପୁର

  • @birakishorenayak1690
    @birakishorenayak1690 7 днів тому +26

    Morning shows the day .
    ଯାହାହେବ ଆଗକୁ ନିଶ୍ଚୟ ଭଲହେବ ।

  • @padmacharanpatnaik7959
    @padmacharanpatnaik7959 7 днів тому +7

    Thanks for your high journalism of the highest order.

  • @shinquanone8714
    @shinquanone8714 7 днів тому +5

    ଅତ୍ୟନ୍ତ ଉଚ୍ଚକୋଟୀର ବିଶ୍ଳେଷଣ।

  • @chhabindramansingh73
    @chhabindramansingh73 7 днів тому +15

    Bjp ସର୍କାର କୁ ପଦେ, ସତ୍ୟ ନାୟ, ଧର୍ମ ସହିତ ଲୋକଙ୍କ କାମ କର, କୃଷି, ଶିକ୍ଷା, ସ୍ଵାସ୍ଚ୍ୟ ଗୁରୁତ୍ୱ ଦିଅ, ଶିକ୍ଷା ର ମାନ ଉର୍ନତି କର, ବିଦ୍ୟାଳୟ ପରିଦର୍ଶନ କର, ସ୍ଵାସ୍ଚ୍ୟ କେନ୍ଦ୍ର ପରିଦର୍ଶନ କର, କୃଷି କ୍ଷେତ୍ର ପରିଦର୍ଶନ କର, ସ୍ଵାସ୍ଚ୍ୟ କେନ୍ଦ୍ର ରେ ଗ୍ରାମାଞ୍ଚଳ ରେ ଭଲ ଡାକ୍ତର ଦିଅ, ମାଗଣା ପରୀକ୍ଷା କର ରୋଗୀଙ୍କୁ, ଅନ୍ୟ ରାଜ୍ୟରୁ ଖାଦ୍ୟ ସାମଗ୍ରୀ ଆମଦାନୀ ଯେତେକମ ଆମଦାନୀ କର, ବନ୍ଦ ପଡ଼ିଥିବା କଳକାରଖାନା କୁ ଚାଲୁକର, ନୂଆ କଳକାରଖାନା କରି ଲୋକଙ୍କୁ ନିଯୁକ୍ତି ଦିଅ,ଚୋର ଲୁଟେରାଙ୍କୁ ଧର,, ଅନେକ,,,

  • @runanayak4173
    @runanayak4173 7 днів тому +33

    ସାର ଆପଣ ଅତି ଉଚ୍ଚକୋଟୀର ବିସ୍ଲେସଣ ପ୍ରତ୍ୟେକ ସଚେତନ ଓଡ଼ିଆଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି.....
    ସଂଗ୍ରାମ ଜାରି ରହୁ
    ୧୦୦/୧୦୦

  • @FAKIRJENA-du2zs
    @FAKIRJENA-du2zs 7 днів тому +22

    ନବିନ ଦାସ ବାବୁ ମଧ୍ୟ 100 ସ୍କୋର କଲେ ଚାନେଲ୍ ମାଧ୍ୟମରେ।

    • @nakulchandraoram6085
      @nakulchandraoram6085 7 днів тому +1

      ❤100% to100%.

    • @rajadash9390
      @rajadash9390 6 днів тому

      ଯା ନବୀନା ଦାସ ର ପେଳ ଚୁଚୁମି ପକା. . ତୋ ଧରମ ବୋପା ନବୀନା ଦାସ 😂😂😂😂

    • @satyamevajayate1138
      @satyamevajayate1138 6 днів тому

      I think fakir babu said in a sarcastic way. 😂😂​@@rajadash9390

  • @prabodhamohanty4999
    @prabodhamohanty4999 6 днів тому +2

    ମୁଖ୍ୟ ମନ୍ତ୍ରୀ ମହୋଦୟ ନିର୍ଭୟ ଗୁମର କଥା ଦେଖିବା ନିହାତି ଦରକାର,,, ଆମ ଓଡ଼ିଶାର ସ୍ୱର ଠିକ୍ ଅଛି

  • @satishchandrabehera7291
    @satishchandrabehera7291 7 днів тому +38

    ମୋହନ ମାଝୀଙ୍କୁ ସର୍ବେ ଆଶୀର୍ବାଦ ଦେବା।
    ଜୟ ଜଗନ୍ନାଥ, ପ୍ରଭୁ କରୁଣା ଲଭିବା।।

  • @susantakumardas5208
    @susantakumardas5208 7 днів тому +16

    Sir ଅପଣଂକ ଆଲୋଚନା ସବୁ ଶୁଣିଲାପରେ ଖୁବ ଅନନନ୍ଦ ଦେଉଛି. ଓଡିଶା ରାଜନୀତି କଥା ଆପଣ ପ୍ରଂଜାଳ ଭାବରେ ଏବଂ ସହଜରେ ଲୋକଙ୍କୁ କହିପାରୁଛନ୍ତି.. ଧନ୍ୟବାଦ

  • @sasikantkant4780
    @sasikantkant4780 7 днів тому +9

    ଏ ସରକାର ୩୦ ବର୍ଷ ରହି
    ଏହା ଜଗତ ର ନାଥ କଂର ଇଚ୍ଛା

    • @lipun1531
      @lipun1531 7 днів тому

      Record bhangi ପାରିବନି
      ଏଇଟା ମୋଦି ଙ୍କ guarentee

    • @narayananaik9493
      @narayananaik9493 6 днів тому +1

      ନିଶ୍ଚୟ

  • @BishnuNaik-nb9wl
    @BishnuNaik-nb9wl 7 днів тому +11

    ସରକାର ଙ୍କ କାର୍ଯ୍ୟାବଳୀ ରେକର୍ଡ କୁ ସୁନ୍ଦର ଭବେ ପରିବେଷଣ କରୁଛନ୍ତି ଧନ୍ୟବାଦ ସାର୍ 🙏🙏🙏

  • @parsurammeher8659
    @parsurammeher8659 7 днів тому +34

    ଗତ ନିର୍ବାଚନରେ BJP ବନାମ BJD ର ନ ଥିଲା ପାଣ୍ଡିଆନ୍ ବନାମ ଓଡ଼ିଶା ବାସି ଙ୍କ ଥିଲା

  • @SachindrakumarSingh-ld8gk
    @SachindrakumarSingh-ld8gk 7 днів тому +2

    Bahut sundar video

  • @basantabhaibms3913
    @basantabhaibms3913 6 днів тому +2

    ଆପଣଙ୍କୁ ଅଶେଷ ଧନ୍ୟବାଦ

  • @ShantanuMishra-lw8zp
    @ShantanuMishra-lw8zp 7 днів тому +27

    ମୁଖ୍ୟତଃ ଚାଷୀ ଭୋଟର କୁ ନେଇ ଓଡିଶାରେ B. J. P ସରକାର. ତେଣୁ ଚାଷୀଙ୍କୁ ନିହାତି ଦୃଷ୍ଟି ଦେବେ.

    • @User32271
      @User32271 7 днів тому

      BJP against farmer

    • @lipun1531
      @lipun1531 7 днів тому

      Punjab au rajastan Farmer Mane protest karithile Mane achhi ସେମାନଙ୍କୁ khalistani କହି ଫେରାଇଦେଲେ

    • @Ajyotiiii
      @Ajyotiiii 6 днів тому

      ​@@lipun1531Punjab farmer chintaka😂😂😂

    • @supravanayak5673
      @supravanayak5673 6 днів тому

      BJP haatare chasi bhagya. Govt jia b thau na kahinki BJP karibara thila. Khali state re govt kale hin chasi bhagya badaliba ? A ki chintadhara

  • @suryakumarpanda9402
    @suryakumarpanda9402 7 днів тому +32

    ମୋହନ (କୃଷ୍ଣ) ଯୁଗ -
    ମୋହନ ଯାଦବ - ମଧ୍ୟପ୍ରଦେଶ
    ମୋହନ ଚରଣ ମାଝି - ଓଡ଼ିଶା
    🙏ଜୟ ଜଗନ୍ନାଥ 🙏

  • @AlineOp
    @AlineOp 7 днів тому +2

    ନବିନ ବାବୁ ଆପଣକୁ ଧନ୍ୟବାଦ।ଏପରା ରାମ ରାଇଜ ଏଠି ଧର୍ମ ରଜୟ

  • @ashokkumarsahoo7707
    @ashokkumarsahoo7707 7 днів тому +2

    ଆପଣଙ୍କ ମତରେ ମୁଁ ଏକମତ ସାର୍ । ବହୁତ ବହୁତ ଧନ୍ୟବାଦ ସାର୍ 🙏🙏🙏

  • @manojdash6263
    @manojdash6263 7 днів тому +9

    ସାର୍ ନମସ୍କାର।ଆପଣ କ ତର୍ଜମା ବହୁତ୍ ଉଚ୍ଚକୋଟୀର।ଏହି ସରକାର ନିଶ୍ଚିତ ଆପଣ କ ମନରେ ଥିବା ସନ୍ଦେହ କୁ ଅନୁଭବ କରିବେ ଆଉ ରାଜ୍ୟର ସ୍ବାର୍ଥ କୁ ପ୍ରାଥମିକତା ଦେବେ।

  • @durgaprasadsamantaray7084
    @durgaprasadsamantaray7084 7 днів тому +9

    ଅବଶ୍ୟ ସମ୍ପୂର୍ଣ୍ଣ ସତ୍ୟ କଥା ର ଉପସ୍ଥାପନା।
    ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ

  • @saratsahu4354
    @saratsahu4354 7 днів тому +3

    ବିଜେପି ସରକାର ବହୁତ ଭଲ କାମ କରିବ 100% ମୋର ବିଶ୍ୱାସ ଅଛି

  • @user-sl4yh2yt4c
    @user-sl4yh2yt4c 7 днів тому +4

    ସାଦର ପ୍ରଣାମ, କଥାରେ ଅଛି, "ମର୍ଦକା ବା୍ତ, ହାତୀକା ଦାନ୍ତ ".. ଇଏ ପରା ମୋଦିଙ୍କ ଗ୍ୟାରେଣ୍ଟି... ପ୍ରଭୁ ଜଗନ୍ନାଥ ନୂତନ ମନ୍ତ୍ରୀମଣ୍ଡଳକୁ ଘଣ୍ଟ ଘୋଡେଇ ସର୍ବଦା ରଖିଥାନ୍ତୁ.. ଜୟ ଶ୍ରୀରାମ 🙏🙏🙏

  • @bijayakumarsahu4945
    @bijayakumarsahu4945 7 днів тому +5

    ଯେଉଁ ସାମ୍ବାଦିକ ମାନେ ପାଣ୍ଡିଆନ ପାଖରେ କୁତୁକୁତୁ ହେଉଥିଲେ ସେମାଙ୍ଗ ନାମ ଖୁଲାସା କରିବେକି ସାର

  • @mituprdhan2020
    @mituprdhan2020 7 днів тому +11

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @jatinkumarbarik9574
    @jatinkumarbarik9574 7 днів тому +6

    ବହୁତ ଗଭୀର ଓ ଜରୁରୀ ବିଶ୍ଳେଷଣ

  • @dagreswargoud
    @dagreswargoud 7 днів тому +3

    ମୁଖ୍ୟମନ୍ତ୍ରୀ କୋଟାରେ ସରକାର ଗଢି ନାହାନ୍ତି ୧୦୦/୧୦୦ ମାର୍କରେ ପାସ୍ କରିଛନ୍ତି ତେଣୁ ତାଙ୍କୁ ଆଗକୁ ସୁଯୋଗ ଦିଅନ୍ତୁ ।

  • @sushantasahoo7716
    @sushantasahoo7716 7 днів тому +4

    ସାର୍ ନମସ୍କାର ଆଜିର ‌ଅଧ୍ୟାୟ ଟି ବହୁତ ସୁନ୍ଦର ‌ଆଜି ଆପଣଙ୍କ ର ଦୀର୍ଘ ଦିନ ଧରି ‌ଅପେକ୍ଷା କରିଥିବା ସମୟ‌ଆସିଥିଵାରୁ ଆପଣ ବହୁତ ଖୁସି ‌ଅଛନ୍ତି‌ ବୋଲି ଜଣାପଡ଼ୁଛି

  • @markandanayak1497
    @markandanayak1497 7 днів тому +11

    ନିହାତି ଭଲ ଥିଲା ଆଗକୁ ମଧ୍ୟ ଭଲ ହେବ ଏଇଆ ଆଶା କରିବା

  • @kaathadianrakathaa1196
    @kaathadianrakathaa1196 7 днів тому +2

    700ବର୍ଷର ଇତିହାସ ଆମ ଗଜପତି ପଢ଼ି ନାହାନ୍ତି
    ମୋହନ ସରକାର ଦୀର୍ଘାୟୁ ହେଉ ଓ ଯଶସ୍ୱୀ ହେଉ । ଜୟ ମହାପ୍ରଭୁ

  • @saratsahu4354
    @saratsahu4354 7 днів тому +2

    ମୋହନ ମାଝୀ ଭଲ କାମ କରିବ ଓଡ଼ିଶାରେ, ମୁଁ ଅନୁରୋଧ କରୁଛି ବିଜେପି ସରକାର ଙ୍କୁ ଦୁର୍ନୀତି ହଟିଯାଉ

  • @Endlesspain112
    @Endlesspain112 7 днів тому +22

    Mohan sir nka team 100 %kama karibe boli mora asa o biswsa🎉

  • @anilswain1052
    @anilswain1052 7 днів тому +14

    ୧00%ମୋହନ ସରକାର 👍🙏🏻 ଜୟ ଶ୍ରୀରାମ 🌹🚩

  • @maheswarpujhari4503
    @maheswarpujhari4503 7 днів тому +2

    ମୋହନ ସରକାର ଉପରେ ଶିକ୍ଷା ସ୍ବାସ୍ଥ୍ୟ ର ସୁ ବ୍ୟବସ୍ଥା ଉପରେ ବହୁତ ଆଶା ଆକାଂକ୍ଷା ଅଛି

  • @udayapadhi3914
    @udayapadhi3914 7 днів тому +2

    ନିର୍ଭୟ ପ୍ରୋଗ୍ରାମ ଟି ମୋତେ ବହୁତ ଭଲ ଲାଗେ, ଆଉ ଆପଣଙ୍କ ର ଉପସ୍ଥାପନା

  • @user-od2fs9gq4v
    @user-od2fs9gq4v 7 днів тому +6

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପଞ୍ଚସଖା

  • @Endlesspain112
    @Endlesspain112 7 днів тому +12

    Modi ji nka mind ku manibaku padiba

  • @PabitraSwain-eq2bd
    @PabitraSwain-eq2bd 6 днів тому +1

    Bahuta bhala lagila

  • @basantakumar9273
    @basantakumar9273 6 днів тому +1

    ପାଣ୍ଡିଆନ ସରକାର ହଟିଛି,ଓଡିଶା ଆଜି ହସୁଛି। ଜୟ ଜଗନ୍ନାଥ।

  • @rajjena4219
    @rajjena4219 7 днів тому +3

    ନବୀନ ବାବୁ ଓ ତାଙ୍କର ଚାମ୍ ଚା ମାନଙ୍କ ପାଖରୁ ଯେତେ ଦୂରେଇ ରହିବ, ମୋହନ ସରକାର ସେତେ ଭଲ progress କରିବ ।

  • @bulusethy9220
    @bulusethy9220 7 днів тому +6

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @queenofheaven1458
    @queenofheaven1458 7 днів тому +2

    ଅତି ସୁନ୍ଦର ବ୍ୟାଖ୍ୟା। କୋଉଠି ନା କୋଉଠି ନୂଆ ସରକାରଙ୍କ ନିକଟରେ ଲୋକଙ୍କର ଅନେକ ଆସା ଆକାଂକ୍ଷା ରହିଅଛି। ମୁଁ ଅନୁଭବ କରୁଅଛି ଆପଣଙ୍କ ମନରେ ଯେଉଁ ଡର ରହିଛି ସେଇ ଡର ସାଧାରଣ ଲୋକଙ୍କ ମନରେ ଅଛି। ବହୁ ଜାଗାରେ ସାଧାରଣ ଲୋକ ମୁଷ୍ଠିମୟ ବ୍ୟକ୍ତିଙ୍କ ଦ୍ଵାର ହଇରାଣ ହେବାର। ନଜିର ବର୍ତ୍ତମାନ ବହୁତ୍ ଦେଖା ଦେଲାଣି।

  • @AmitabhaMishra
    @AmitabhaMishra 7 днів тому +3

    ଯେଉଁ 3ଟି negative point ଆପଣ ଦର୍ଶାଇଛନ୍ତି, ସେଗୁଡ଼ିକ ସରକାରଙ୍କ ଦୃଷ୍ଟିକୁ ନିହାତି ଆସିବାକୁ ପଡ଼ିବ।🙏

  • @user-od2fs9gq4v
    @user-od2fs9gq4v 7 днів тому +4

    ସବୁ ସେଇ କାଳିଆ ର ଇଚ୍ଛା

  • @bijaykumarsahoo7429
    @bijaykumarsahoo7429 7 днів тому +4

    Jay jagannath very nice presentation keep it up nabin sir you re the first Reporter who has ebe to change the govt thanks 🎉🎉🎉

  • @user-jb7dx9vy2l
    @user-jb7dx9vy2l 5 днів тому

    ମୋ ତରଫରୁ ୧୦୦ ନମ୍ବର ଦେଉଛି
    କାରଣ ଯାହା ନିଷ୍ପତ୍ତି ନିଆଯାଇଛି ତାହା ଅତ୍ୟନ୍ତ ସୁନ୍ଦର । ଏହା ଜନତାଙ୍କର ସରକାର ।
    ପ୍ରଦୀପ କୁମାର ଦାସ ।
    ତିର୍ତ୍ତୋଲ, ଜଗତସିଂହପୁର ।

  • @jagadishrohidas3469
    @jagadishrohidas3469 4 дні тому

    ବହୁତ ସୁନ୍ଦର ଜୟ ଜଗନ୍ନାଥ ଜୟ ମାଁ ସମଲେଶ୍ଵରୀ

  • @atulyakumardas9495
    @atulyakumardas9495 7 днів тому +14

    Mohan sarkar far better than
    Bjd

  • @chandrasekharmeher6423
    @chandrasekharmeher6423 7 днів тому +8

    Jay Jagannath
    Jay BJP 👍👍👍👍👍

  • @Santoshkumarsuna92
    @Santoshkumarsuna92 6 днів тому +1

    ଉତ୍ତମ ବିଷୟ ଆଉ ଶିକ୍ଷା ଦେଲେ ଆଜ୍ଞା 🙏

  • @rajadash9390
    @rajadash9390 6 днів тому +1

    ଆରେ ମାଘିଆ ବେଧେଇ ବେଶ୍ୟା ର ଛୁଆ ନବୀନା ଦାସ , ଗଜପତି ଙ୍କୁ କିଛି କହିବୁ ତ ତୋ ଘରେ ପଶି ତୋ ମାଇକିନା ବିଆ ରେ ଘେଇଁଦେବୁ

  • @subhaschandrarout2286
    @subhaschandrarout2286 7 днів тому +1

    I am fully agree with you

  • @ranjankumarmohanta2003
    @ranjankumarmohanta2003 7 днів тому +5

    ପ୍ରଥମ କ୍ୟାବିନେଟ ବୈଠକ ସ୍ୱାଗତଯୋଗ୍ୟ 💐 ଓଡିଶାବାସୀଙ୍କ ବିଶ୍ୱାସ ଓ ଭରସା କୁ ଭାଙ୍ଗିବେ ନାହିଁ କି କୌଣସି ମାୟା ଜାଲରେ ପଡିବେ ନାହିଁ ବୋଲି ମୋର ଭରସା ଅଛି 💐 ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ଆମ କେନ୍ଦୁଝର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ .....💐💐💐

  • @manasranjanpradhan6219
    @manasranjanpradhan6219 7 днів тому +4

    God job...... Bjp 🎉🎉🎉

  • @meghanadamahanta1995
    @meghanadamahanta1995 6 днів тому +1

    Dear sir your explanation is heart touching.
    New sarkar be careful.
    Nirbhaya gumara khaliba.

  • @manojkumarmohanta6534
    @manojkumarmohanta6534 6 днів тому +1

    .
    Many many thanks Sir

  • @voonaharinath9394
    @voonaharinath9394 7 днів тому +4

    100%

  • @exceptionalboysatya1637
    @exceptionalboysatya1637 7 днів тому +3

    ସାର୍ ଆମେ ଚାହୁଁଛୁ ED ର surprise entry and raid....

  • @ranjitsahoo9482
    @ranjitsahoo9482 7 днів тому

    5ଟି ଯାକ ନିଷ୍ପତି ବହୁତ ସୁନ୍ଦର କିନ୍ତୁ ଆଗକୁ କଣ ହବ ଦେଖାଯାଉ. ଓଡ଼ିଶାର ଲୋକଙ୍କର ବରଷା ଯୋଗ୍ୟ ହବା ନିହାତି ଦରକାର.

  • @gangadharsatapathy316
    @gangadharsatapathy316 6 днів тому

    ଆଜ୍ଞା !! ଅଧିକ ସରଳ ଅର୍ଥାତ୍ ମହା ବିପର୍ଯ୍ୟୟ।

  • @RANJITTRIPATHY-nu4bw
    @RANJITTRIPATHY-nu4bw 6 днів тому

    ମୋତେ ଲାଗୁଛି ସରକାର ପରିବର୍ତନ ଦେଖିବାକୁ ଆପଣଙ୍କ ବହୁ ପରିଶ୍ରମ ସଫଳ ହେଲା

  • @narendrasahoo9891
    @narendrasahoo9891 7 днів тому

    ସାର୍ ମୋର ନମସ୍କାର, ସାର୍ ଆପଣଙ୍କ ପରିଶ୍ରମ ର ଫଳ , ଭାଜପା ସରକାର, ଆପଣଙ୍କ ଦିଗ୍ଦର୍ଶନ ଏ ସରକାର ର ଫଳ ବାହାରିବ ବୋଲି ମୋର ଆଶା

  • @kshirodswain4993
    @kshirodswain4993 6 днів тому +1

    Very informative analysis. Many many thanks.

  • @prasantabehera555
    @prasantabehera555 6 днів тому +1

    Excellent evaluation

  • @nibarranjanbhuyan4568
    @nibarranjanbhuyan4568 7 днів тому

    ଆମ ଓଡ଼ିଆ ଙ୍କୁ ଧିକ ଓ ଏ କଂଗ୍ରେସ କୁ ଭି ଧିକ ଯେ ସାହିପାରୁନାହାନ୍ତି

  • @krushnachandradash4327
    @krushnachandradash4327 7 днів тому

    ପ୍ରଥମ ଦିନରେ ସୁପର,ଡୁପରର ହିଟ୍।
    ତାମିଲ ପାଣ୍ଡିଆର ଗୁଲାମ ମାରିଲେ ଚିତ୍।

  • @prataprudradeva4713
    @prataprudradeva4713 7 днів тому +2

    Superb analysis 🙏🏻🙏🏻

  • @user-dp8ou6kq6g
    @user-dp8ou6kq6g 5 днів тому +1

    Co-hurts of Ex-Political agents😂😂

  • @ARajeswariDora
    @ARajeswariDora 7 днів тому

    ଅଲାଜୁକିଆ ଥିବା ଓଡ଼ିଶାଵାସୀ ଟିକେ ତୋ ଭଲ କାମ କରିବା ଆରମ୍ଭ କରିଛନ୍ତି, ପାଣ୍ଡୁ ଗଲା...

  • @pratima5870
    @pratima5870 6 днів тому +1

    Absolutely 💯

  • @tapansarangi4611
    @tapansarangi4611 6 днів тому

    ଶପଥ ଗ୍ରହଣ ଉସ୍ତବ ବହୁତ ଆପଣାର ଲାଗୁଥିଲା। ଶାନ୍ତ,ନମ୍ର, ଭଦ୍ର, ଓ ବିଶେଷ କରି ଅହଂକାର ବିହୀନ।

  • @shibabehera3702
    @shibabehera3702 6 днів тому

    କଥା ଟା କାମରେ ପରିଣତ ହେବ ବୋଲି ଲାଗୁନି ବିଶେଷ କରି ସୁଭଦ୍ରା ଯୋଜନା

  • @badalkumarnayak5508
    @badalkumarnayak5508 6 днів тому

    ନିର୍ଭୟରେ କୁହନ୍ତୁ... Am with u, sir

  • @chhotaraysoren3112
    @chhotaraysoren3112 7 днів тому

    ଆଜ୍ଞା ୨୪ ବର୍ଷ ହେଲା ନବୀନ ସରକାର ପାଣ୍ଡ୍ୟାନ୍ ର ଉଛାଭିଲାସି ପାଇଁ ଗଡବଡ ହେଲା । ଏପଟେ ସବୁ bike, tempo ରେ ରାମ ଝଣ୍ଡା। ନହେଲେ ସବୁ ଠିକ୍ ଥିଲା।

  • @bijanmishra5021
    @bijanmishra5021 6 днів тому

    ଆପଣଙ୍କର ନିର୍ଭୀକ ଦୃଷ୍ଟି ଓ ତିର୍ଯକ ଦୃଷ୍ଟି ରହିଥାଉ।

  • @sukantsethi1546
    @sukantsethi1546 7 днів тому

    ଠିକ୍ ମଞ😂 କଥା କୁ ମନେପକାଇଲେ। ମାଫିଆଙ୍କ ରାଜ କୁ ସଦାସର୍ବଦା ଦମନ କରିଵା ଆବଶ୍ୟକ ।ନ ହେଲେ ସାଶନ ଦୂର୍ବଳ ହୋଇ ପଡ଼ିବ।ସଜାଗ୍ ।