Odisha CM-designate Mohan Majhi Interacts With Locals
Вставка
- Опубліковано 10 лют 2025
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #MohanMajhi
20 ରୁ 35 ବର୍ଷ ବୟସ ଯୁବପିଢ଼ି ଙ୍କ ନିମନ୍ତେ ମୋହନ ସରକାର ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ହେବାପାଇଁ ଖୁବଶୀଘ୍ର କିଛି ଯୋଜନା କରନ୍ତୁ
ଧନ୍ୟବାଦ୍ ଜଣାଉଛୁ ମୁଖ୍ୟମନ୍ତ୍ରୀ ସାଧାରଣ ଜନତା ପ୍ରତୀ ଧ୍ୟାନ ଦେଉଛନ୍ତି
Asolututy right
Dhanyobad Maji Sir hur
ଯାହା ହେଉ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଓଡ଼ିଆ ଓ ହିନ୍ଦୀ ଭାଷା ଶୁଣିବାକୁ ମିଳିଲା
Right❤
Sir 5 language bath kar sakta hi
To itne din bola kyun nahin
E cm galapare lokamane tanka pain kandibe ta?????????
@@dipudas5900 ame nabin pain kebe kandi nahun
ମୋର ଏଇ ନୂତନ ସରକାରଙ୍କ ପାଖରେ ଗୋଟିଏ ଆଶା ରହିବ ,ଆମ ଓଡ଼ିଶାରେ ଯୋଉଭଳି ଭାବରେ ଲାଞ୍ଚ ନେଇ ସରକାରୀ ଚାକିରି ପଦବୀକୁ ବିକ୍ରି କରିଦିଆଯାଉଛି,ସେଇଟା ଯେମିତି ବନ୍ଦ କରାଯାଉ । ଯାହାଦ୍ବାରା ଯୋଉମାନେ ପ୍ରକୃତରେ ଶିକ୍ଷାରେ ପରିଶ୍ରମୀ ସେମାନେ ନ୍ୟାୟ ପାଇ ପାରିବେ । ଆଉ ଲାଞ୍ଚ କାରବାରକୁ ଟିକେ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ । ଯେମିତି ଲାଞ୍ଚୁଆ ମାନେ ସଚ୍ଚୋଟ ହେବେ ।
Besi haba
Aeta gote major problem jouthi pai gote telented gariba pila ku job milu nahi
@@rainbow673 Exactly..25 barsare max govt. staff lanchua hoi jaichhanti...
ଏ ନୟନ କଣ ନଦେଖିଲା! ରିପୋର୍ଟର ଭାଇ ଏକ ସାଙ୍ଗରେ ନନ୍ଦିଘୋଷ ଓ ଅର୍ଗସ ବୁମ ଧରିଛନ୍ତି 😄😂
This is only possible coz of BJP😂😂
Aaji se 2 jana reporter eka sange chaa pive😂😂
😅😅😅😅
😂
😂😂
ଓଡ଼ିଆ ବାସୀ ଙ୍କୁ ଓଡିଶା ରେ ଥିବା କମ୍ପାନୀ ମାନଙ୍କରେ 70% ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ ଆମର ଦାବୀ, ଯାହା ଫଳରେ ଦାଦନ କମିବ
ଏଥିରେ ଜଉମାନେ ଏକ ମତ like କରନ୍ତୁ
ବଢିଆ ମୁଖ୍ୟମନ୍ତ୍ରୀ, ଓଡିଶା କୁ ଏମିତି ଦରକାର
Emiti sarakr darkar ...odisha jiba agaku loko khusi re rahibe
Never bro you will be regret about it very soon.
ବେକାରୀ ସମସ୍ୟା ଦୂର କରନ୍ତୁ
Cm sir....odisha ରେ ମଦ ବନ୍ଦ ହେଲେ ଆମ ରାଜ୍ୟ ରାମ ରାଜ୍ୟ ହେଇ ପାରିବ ।
S
Ryt
Jhio taa nijukti bisaya re kahila bahut bhala lagila...best bhauni❤
this is called real govt.,it should b continued
ଓଡ଼ିଆ ଭାଷା ବହୁତ ବଢିଆ
ଆମର ହିନ୍ଦୀ ଭାଷା ବି UP , MP , ବିହାର ଠୁ ବି ଭଲ 😂😂😂😂😂😂
🤣🤣🤣🤣
Heijiba bhai ...tike time dio ...Dhoni bhi kan thila kan hela ...sabu heijiba. 😊 National media ,odia media sabu handle Kariba ama Mohan Kaka
😂😂😂
@@kalpatarumahanta7886kahin rama chandra
Kahin bhandari😅😅😅
Dhoni is a legend
With him ye mankada majhi ku compare karucha !!!!
Cm ra bite dekhantu
Wardmember heba ligi eligible nuhan
Excellent JOB Sir 🙏 A Great deal of 🙏🙏🙏🙏under your Lotus feet for heart touching conversation with people.
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
ପ୍ରଭୂ
ଆପଣକୁ
ଆର୍ଶୀବାଦ କରନୢ
Dil salute Sir
Keep it up
Lord Jagannath blesses to You
To Discover a New Odisha
Jai Jagannath
Congratulations CM sir 🙏 Jay shree Ram ❤️🙏🙏🙏🙏🙏🙏🙏
🙏🚩जय जगन्नाथ 🚩🙏
"गरज उठे गगन सारा, समंदर छोड़े अपना किनारा, हिल जाये जहान सारा, जब गूंजे जय श्री राम का नारा।" 🙏🕉️ JAI SHREE RAM🕉️🙏
God bless🙏🙏🙏 you mohan majhi
Good sir ବହୁତ୍ ଭଲ ଲାଗିଲା
ବିଚାର kn କରିବ ଆଗ ଓଡ଼ିଶାରେ gas ପେଟ୍ରୋଲ ଡାଲି କମ କର ଆମର ଦାବି ଆଉ କେହୀ ବାହାରେ ଦାଦନ ଖଟିବାକୁ ନ ଯିବାକୁ କହିଥିଲେ ମୋଦି ଏ ସବୁ ପୂରଣ କର ନ ହେଲେ ନିଆ ଜଳିବ ଜୟ ଜଗନ୍ନାଥ ଆଉ ଓଡିଶା ଡ୍ରାଇଭର ମାନେ ଜାହା କହିଥିଲେ ଆପଣ ମାନେ ଜାଣି ଥିବେ ମୁ ଆଉ ଅଧିକ କିଛି କହିବାର ନାହିଁ 🙏
Best No1cm Odisha.Mohan Charan Majhi
24 ବର୍ଷ ପରେ ଆଜି ପ୍ରଥମ ଥର ଜଣେ cm ଗ୍ରାଉଣ୍ଡ ଆସିକି ଜନତା ଙ୍କ ଆସୁ ବିଧା ବୁଝିଲେ ବହୁତ୍ ଖୁସି ଲାଗିଲା
Sir apanka upare bahut asha au bharasha
Ghurni batya anchala gudiku ghara milu au sir a tata power. Mane bijuli ku hatai dia.bahu lutuchhi
ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା କଥା କହିଲେ ସତ କିନ୍ତୁ ସଫଥ ଉତ୍ସବକୁ ଯୋଉ ବାଜାଵାଲା ମହାରାଷ୍ଟ୍ରରୁ ଏବଂ ଟେଣ୍ଟ ଵାଲା ତେଲଙ୍ଗାନାରୁ ଆସିଛନ୍ତି, ଆମ ଓଡିଶାରେ କଣ ଲୋକ ନାହାନ୍ତି ଏହିସବୁ କାର୍ଯ୍ୟ କରିବା ପାଇଁ ଏଠି ଓଡ଼ିଆ ଅସ୍ମିତା କୁଆଡେ ଗଲା
ତୋ ବୋଉ ବିଅ l ମଘିଆ chhodi ହଉଛି ପାଣ୍ଡିଆଁ ବlଣ୍ଡ ଚତୁନୁ l you must be uneducated people
ତମେ ନିଜ ଘରୁ ବାଜା ଆଉ ତମ୍ବୁ କପଡ଼ା ନେଇ ଗଲନି ଅସ୍ମିତା ବାହାନାରେ ଖୁଣ ଖୋଜିବା ବ୍ୟକ୍ତି ।
ନବୀନ ପଟ୍ଟନାୟକ
ଗତ ୨୫ ବର୍ଷ ଭିତରେ ଖାଣ୍ଟି ଓଡ଼ିଆ ପଦେ ନ କହି ହାସ୍ୟାସ୍ପଦ ବିକୃତ ଓଡ଼ିଆ କହିଲା ବେଳେ ତୁମ ଅସ୍ମିତା ଉପରେ ପ୍ରଶ୍ନ କ'ଣ ଗେଣ୍ଡା ଖୋଳପା ଭିତରେ ଶୋଇଥିଲା?😂
Semane Baja bajei asithile...Ama cm pain.Adhikar pain nuhe.
@@PratimaHansa ଏଠି ଅସ୍ମିତା କଥା ପଡିଛି, ସେହି ବିଷୟରେ କହିଲେ ଭଲ
@@shubhammohanty6199 ଆରେ ଟାଉଟର ଅସ୍ମିତା କଥାକୁ ନେଇ ବିଜେପି କୁଜି ନେତା ମାନେ ଭୁକୁଥିଲେ ଯେତେବେଳେ ତାଙ୍କ ଉପରକୁ ଆସିଗଲା ଗାଲୁଆମୀ ଆରମ୍ଭ
I love c.m.mohan majhi sir👍👍👍👍
Mohan Bhai santal talking
😮
Great job 👍
Good joob sir❤
Kanak news ku etiki anurodh ki ama kalahandi ku mukhya mantri dukha bujhi ba pain asantu❤❤❤
One of the best New CM Honorable Mohan Charan Majhi God bless you and his family... 🎉🎉
Really you are great Odisha CM mohan Sir 🙏🇮🇳🙏
Sir amo bi bahut asubidha achi tike najar diontu
Proud of u...sir 🙏🙏🙏
Laguchi e cm bahut agaku jibe
ଏଇ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ମୁ ବହୁତ ଖୁସି
Right katha kahila new cm sar 💯👍🙏🙏🙏
ଓଡିଶା ରେ ଓଡ଼ିଆ ପିଲାଙ୍କୁ ଚାକିରୀ ମିଳି ଏଇଟା ଆମର ମୁଖ୍ୟ ମନ୍ତ୍ରୀ କୁ ପ୍ରାର୍ଥନା ❤❤
Great work 🎉
ଜୟ ଜଗନ୍ନାଥ🙏🙏🙏
Sir plzz exam leak mafia upare buldozer chalantu😢😢
Aita up bhabhi chhu ki be yogi baba nahi ayti bulldozer ni chalibo😐
@@Guruji-jq8udneet scam hua hai UP mein, news dekhlo bro
ଏ ସବୁ ପ୍ରଜା ମିଳନ ବହୁତ୍ କମ୍ ଦିନ. ଏମିତି ପ୍ରଜା ମିଳନ ହୁଏନି ଜଣେ cm ଙ୍କ ଦ୍ଵାରା।
ଆଉ କେମିତି ହୁଏ ବୁଝେଇ କହିବ କି ପୂର୍ବ ମୁଖ୍ୟମନ୍ତ୍ରୀ 'ବାସି ପାଡ଼' ର ଅନ୍ଧ ସମର୍ଥକ?😂
Contractual re kama karu thiba samasta pila nku regular karajau 🙏 jaha odisha juba samaja asa karichanti apanka pakharu ...❤️
Pura Right kohicho Satya bhai
@@manojkumaragarwal3902 biswas ta rahichi a sarkar loka nka sarkar jaha nispati naba samastanka future pain naba
😊😊😊 ଗର୍ବ ଅନୁଭବ ହଉଚି ମହାନ୍ ସର୍ ଙ୍କୁ ଓଡ଼ିଆ ଭାଷା ଶୁଣି
Thanku.sar
Sir. Thank you
Jabardast Hindi sir nka hindi suniki dill garden garden hei jauchi 😂😂😂🤣
Han Nabin Babu Nka Jhaakas ଦର ଖଣ୍ଡିଆ Odia Suni kii Bi Dill Puraa Garden Garden Hei Jae Loka nka ra
Dead reply😂😂@@satyabirsahoo8341
Naveen babu ta odia re pade kahiparileni media agare pade Odia lok bhabuchanti jie Cm sir kichi kuhantini chup ruhanti ei imazine aji jai thila 24 yr jai
@@Subhashish852 Naveen sir katha kam kama besi kari chanti
@@Rohit39076kn karuthile Odisha basi bahuta dekhile .Sethi pain election harile
ବହୁତ ସୁନ୍ଦର cm sir
Action imditily jhakkas message
Yess sir..
Nice sir ଜୟ ଜଗନ୍ନାଥ
Yes 👌👌👌👌👌👌👌
Atiko kohire aao lucky sir aash...aash....,😍😍😍😍😍
ଗତ 24 ବର୍ଷ ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଠୁ ଓଡ଼ିଆ କଥା ପଦେ ଶୁଣି ନଥିଲୁ ଏଇଟା ଦୁଃଖ ଥିଲା ଆଜି ସେ ଦୁଃଖ ଦୂର ହେଲା
Nice Sir
ଦାଦନ ସମସ୍ୟା ଯଦି କମିଗଲା ଆମେ ନୂଆ ସରକାରଙ୍କୁ ସବୁଦିନ ପାଇଁ ଓଡ଼ିଶାରେ ସମ୍ମାନ ଜନକ ସ୍ଥିତିରେ ଦେଖିବୁ ।
ଆପଣଙ୍କୁ ଧନ୍ଯବାଦ ଏମିତି ତୃଣମୂଳ ସ୍ତରର ଲୋକ ଙ୍କ ଅସୁବିଧା କଥା ପଚାରି ଥିବାରୁ ସେମାନଙ୍କର ଉନ୍ନତି ହେଲେ ଆପେ ଆପେ ଦେଶର ଉନ୍ନତି ହେବ।
Good 👍👍👍👍
Thank you sir 🙏🙏🙏🙏
Nice❤❤❤
Congratulations Sir 🎉
Abolish Daily wages & outsourcing system in odisha of RCMS (Ration Card Management System) DEOs 🙏🙏🙏 it is our Desire Sir
Very very good 👍👍👍👍👍 sir
Jai jaganath 🙏
Hindi majhi re odia mix😂😂😂
Nabin babu jetebele kahuthile basi pado seita kn
👉 ଏ ମୋର ଓଡ଼ିଶା ବାସୀ ମୋର ସମସ୍ତ ଙ୍କୁ ନମସ୍କା 🙏 ମୁଁ ହେଉଛୁ ଗୋଟ ସାଧାରଣ ଲୋକ.. ମୁଁ ସରକାର ଙ୍କୁ ଗୋଟି ଏ କଥା କହୁଛି କୀ .. କିଛି କହିଲେ ହବନୀ କିଛି କିଛି କରି ବାକୁ ପଡିବ ... 💯🔥
ମୁଖ୍ୟ ମନ୍ତ୍ରୀ ହେବତ ଏମିତି ମୁଁ ଆଜି ବହୁତ୍ ଖୁସି
Please. You are. Great. C. M. Mahan. Charan. Majhi
ଏ ହେଉଛନ୍ତି ଗରିବ ଙ୍କ ସରକାର ମାଡ଼ି ଚାଲନ୍ତୁ ସାର୍ ଜଗନ୍ନାଥ ସାହା ହେଉଛନ୍ତି ଆଶୀର୍ବାଦ ଅଛି
Nischita haba kahinkina a b Jane Saraswati sisu mandira sikhyaka❤❤🙏🙏
Great.sir.
Nice word, emitika sarakara Amara darakara thila
Best cm of odisha Mohan sir waiting good of odisha ahead...
ଏଇଟା ମୁଖ୍ୟ ମନ୍ତ୍ରୀ ପାଇଁ ଯୋଗ୍ୟ ନୁହେଁ ନବୀନ ଓଡ଼ିଶା ଆମ ପାଇଁ ଠିକ୍ ଥିଲା ଓଡ଼ିଶା ରେ ବହୁତ୍ ବିକାଶ ହେଇଛି ଏ କଣ ବିକାଶ କରିବେ ପାଞ୍ଚ ବର୍ଷ ଅପେକ୍ଷା କର
English re kahithile Tate bhal lagithanta . Au lok bandata bujhithante😂😂😂
ଓଡିଶାକୁ ନବୀନ ମା ଜନ୍ମ କରିଥିଲା ବୋଧେ
ସେଇଥି ପାଇଁ ନବୀନ ଓଡିଶା କହୁଛ
Good job majhi sir 🙏
TV ଚାଲିବ ଓଡ଼ିଶାରେ
ରିମୋଟ ରହିବ ଦିଲ୍ଲୀ ରେ
ଆଉକଣବିଜେପିମୁଖ୍ଯମନ୍ତ୍ରୀହଇଚାମେଚାରେବିଜେଡିକଥାରେଚାଲିବେସୁଣିବେ
Au kn kahuchu tamilnadu re remote rahithanta😊
ତୋ ବାପା ଫାଣ୍ଡି ଆନ ତାମିଲନାଡୁ ଫଲାଈ ଗଲା 😂😂😂
Better than Tamil remote
@@rahulk934jai ki chatibu ja Tamil pado
Sir congratulations
ସାଧାରଣ ଲୋକଙ୍କ ପାଇଁ ଗୋଟେ ଭାଗ୍ୟ କି ସେମାନେ ଏ ମୁଖ୍ୟମନ୍ତ୍ରୀ ଙ୍କ ସହିତ ନିଜ ମନର କଥା କହିପାରିବେ .. ଲାଗୁଛି ସତରେ ରାମରାଜ୍ୟ ପ୍ରତିଷ୍ଠା ହେବାର ନୂଆ ସଂଭାବନା.... ବୋଧେ ଓଡ଼ିଶା ରୁ ଯୁବକ ଯୁବତୀ ଆଉ ତାମିଲନାଡୁ ଯିବେନି... ଏଥର ଦାଦନ ହଟିବ... ଚାଷୀ ମୃତ୍ୟୁ କମିବ.… ବହୁତ୍ କିଛି ଆଶା କରୁଛି ଏ ସରକାରଙ୍କ ଠାରୁ...
ମାନନୀୟ ଶ୍ରୀ ଯୁକ୍ତ ମୋହନ ମାଝୀ ନୂତନ ମୁଖ୍ୟମନ୍ତ୍ରୀ ମୋହୋଦୟ ଙ୍କୁ ଅନୁରୋଧ ଗୋଟିଏ ଦିନ ସମୟ ବାହାର କରି ଆମ କନ୍ଧମାଳ ପରିଦର୍ଶନ ରେ ଆସିବାକୁ ଅନୁରୋଧ।
Good sir🙏🙏🙏🙏🙏🙏
Love you sir ❤❤❤
ଗ୍ରାମ ସାଥୀ କଥା ବୁଝନ୍ତୁ please ❤❤❤❤❤❤❤
ଜୟ ଶ୍ରୀରାମ ଭାଇ
ପୁରୀ ବଡ ଦାଣ୍ଡରୁ ଆମିଷ ଦୋକାନ ହୋଟେଲ ଉଛେଦ କରାଯାଉ 🙏🏻🙏🏻🙏🏻🙏🏻
Sir,,, Nibadana karuchi... Company khalajau... jaha ki odisha ra loke mane kamo kariki banchibe✨❤️🙏jaya jagannath 🙏❤️✨
ହିନ୍ଦୀ ଭାଷାରେ ଭାଷଣ କହୁଥିବା ଲୋକ ଓଡ଼ିଆ ଅସ୍ମିତା କଥା କହୁଛି 😅😅 ତାମିଲ ଗଲା ଗୁଜୁରାଟୀ ର ଶାସନ ଆସିଲା ଶିକ୍ଷା ସ୍ବାସ୍ଥ୍ୟ ଓ ରୋଜଗାରକୁ ଅଧିକ ଗୁରୁତ୍ୱ ଦିଆଯାଉ ସେ ଯେଉ ସରକାର ଆସୁନା କାହିକି
Aei katha sabubel rahu. Jay shree Krishna 🙏❤️
Congratulations cm sir 🙏🙏🙏🙏🙏🙏🙏
Please CM Sir, we beg you to regularise the outsourcing employees.
No 1. CM. Odisa. 🎉🎉🎉🎉🎉🎉🎉🎉🎉🎉
Sir ମୋର ତ ସରକାର ଙ୍କ ପାଖରେ ଏତିକି ଆସା ଶିକ୍ଷା ଉନ୍ନତି ଓ ନ୍ୟାୟ ପ୍ରତି ଧ୍ୟାନ ଦିଅନ୍ତୁ 🙏🙏🙏
Corruption bandh karantu plz
ସବୁ contractual withdrawal ହେଉ
ରେଗୁଲାର basis ରେ ନିଯୁକ୍ତି ମିଳୁ
Right sister ❤️
Bahut bhala cm sir jai Jagannath
ଓଡ଼ିଆ ବାସୀ ଙ୍କୁ ଓଡିଶା ରେ ଥିବା କମ୍ପାନୀ ମାନଙ୍କରେ 70% ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ ଆମର ଦାବୀ, ଯାହା ଫଳରେ ଦାଦନ କମିବ
ଏଥିରେ ଜଉମାନେ ଏକ ମତ like କରନ୍ତୁ
🎉
Apanka ichha Puran heu
👍
Nihati
Seure 😊😊
Good job 👍
Odisha CM 👌
ବ୍ୟାଙ୍କକୁ ଯଦି ସାଧାରଣ ବର୍ଗର ମଣିଷ ୧ ଲକ୍ଷ ଲୋନ ପାଇଁ ଯିବ କୁହାଯାଉଛି ଅତିକମରେ ୭୦୦ ସିବିଲ ଆଣ ଦେଖିବା, ଆମ ଟିକସ ଟଙ୍କାକୁ ଦରକାର ନ ଥିବା ଯୋଜନା କରି ଖାଉଛନ୍ତି କିନ୍ତୁ ସାଧାରଣ ମଣିଷକୁ ଉପଯୁକ୍ତ ସୁବିଧା ନାହିଁ
ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କି ବେକାର ହଜାର ଯୋଜନା ନକରି,ଯେଉଁ ଯୋଜନା କରିବେ ତାହା 100% କାର୍ଯ୍ୟକାରୀ କରନ୍ତୁ ନହେଲେ କୌଣସି ଯୋଜନା କରନ୍ତୁନି ଧନ୍ୟବାଦ୍
Sir my suggestion is that one what's app number may be shared by CMO for public og odisha to submit the urgent and important problems to be solved by our honourable new CM of our state.
Jay jaganath
Sister ku subhadra youjona dia