Live | CMଙ୍କର ପ୍ରଥମ ସାକ୍ଷାତକାର EXCLUSIVE | 15 Jun 2024 | Argus News

Поділитися
Вставка
  • Опубліковано 24 вер 2024
  • Live | CMଙ୍କର ପ୍ରଥମ ସାକ୍ଷାତକାର EXCLUSIVE | 15 Jun 2024 | Argus News
    #argusnews #argusspecial #bjp #bjpodisha #cmmohanmajhi #bjpgovt #exclusiveinterview #mohanmajhi #odishacm #exclusive #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 2,5 тис.

  • @BailochnNayak
    @BailochnNayak 3 місяці тому +151

    ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଆ ଭାଷଣ 25 ବର୍ଷ ପରେ ଶୁଣିବାକୁ ପାଇଲି ବହୁତ ଭଲ ଲାଗିଲା ଧନ୍ୟବାଦ ❤ଜୟ ଜଗନ୍ନାଥ

  • @pinakdas5663
    @pinakdas5663 3 місяці тому +115

    ଏମିତି ଜଣେ ମଣିଷ ଟେ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ରୂପେ ପାଇ ଆଜି ପ୍ରତ୍ୟକ ଓଡ଼ିଆ ଗର୍ବିତ ❤❤ ଜୟ ଶ୍ରୀ ଜଗନ୍ନାଥ ❤❤

    • @ajumahakud831
      @ajumahakud831 3 години тому

      Hnn pura khanti odia
      Jia bharat mata ku darat mata lekhuchi taku a sala drugasihs kouchi sala bokachada tame

  • @miracleoasis
    @miracleoasis 3 місяці тому +183

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯେତିକି ସରଳ, ପ୍ରଶାସନିକ ଦାୟିତ୍ୱ ତୁଲେଇବାରେ ସେତିକି କଠିନ ନିଷ୍ପତି ରଖିବାର ଶକ୍ତି ରଖନ୍ତି l ଓଡ଼ିଶାର ଭବିଷ୍ୟତ ବହୁ ଉଜ୍ବଳ l 5 ବର୍ଷ ପାରେ ମୋର ଏହି କମେଣ୍ଟକୁ ଆପଣଙ୍କ ସମସ୍ତେ like ନିଶ୍ଚୟ କରିବେ l ଜୟ ଜଗନ୍ନାଥ 🙏🏻......

  • @sachidanandabhoi999
    @sachidanandabhoi999 3 місяці тому +10

    ମୁଁ ବହୁତ ଖୁସି ହେଲି ଓଡ଼ିଆ ସିଏମ ମହାଶୟଙ୍କ ଓଡିଆ ଭାଷା

  • @Kanhu95
    @Kanhu95 3 місяці тому +88

    Argus କୁ ବହୁତ ବହୁତ ଧନ୍ୟବାଦ, Interview ରେ ଆମେ ବହୁତ କଥା ଜାଣିବାକୁ ପାଇଲୁ। ଗୋଟିଏ ଚାନେଲ ଯିଏ କି ବିଜେଡି ବିରୁଦ୍ଧରେ ବିନା ଭୟ ରେ କହିଥିଲା।

  • @sibaramsethy707
    @sibaramsethy707 3 місяці тому +1049

    ଭାଇ ମୋ ବୟସ 35 ବର୍ଷ ଏଵଂ ମୁଁ 35ବର୍ଷ ରେ ପ୍ରଥମ ଥର ଦେଖିଲି ମୋ ମାତୃ ଭାଷାରେ ଆମ ରାଜ୍ୟ ର ମୁଖିଆ ଙ୍କୁ news channel ରେ interview ଦେବାର। ଅଜି ଗର୍ବ ଅନୁଭବ କରୁଛି।

    • @balgopalmandal6096
      @balgopalmandal6096 3 місяці тому +35

      Ta Mane pila dine aapana nka ghare TV nathila 😮 na aapana mukhya mantri kie Jani paru nathila

    • @rasmita3227
      @rasmita3227 3 місяці тому +2

      Me too

    • @BiswajitMahakur-d1p
      @BiswajitMahakur-d1p 3 місяці тому +20

      Ye hota hai CM apna busy schedule main bhi time nikal ke ek news channel main apne janta k liye interview de rahe hain jo ki hame purane CM se kabhi nehi dekha , Ab hamare odisha kaa kuch hoga. Salute to you Mohan Sir......

    • @shreekumar5079
      @shreekumar5079 3 місяці тому

      Same here same age

    • @bibhuti5999
      @bibhuti5999 3 місяці тому +5

      ଗର୍ଭ ନୁହଁ ଗର୍ବ ଅନୁଭବ କର । 😂

  • @pallimadhuriodiafolksong2771
    @pallimadhuriodiafolksong2771 3 місяці тому +176

    ନୂତନ ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରଥମ ସାକ୍ଷାତକାର ପାଇଁ ଅର୍ଗସ ନିଉଜ କୁ ଧନ୍ୟବାଦ ଜଣାଉଛି।

  • @karunakardalei1689
    @karunakardalei1689 3 місяці тому +566

    ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ସାରା ଓଡ଼ିଶା ଆଜି ଗର୍ବ ଅନୁଭବ କରୁଛି

    • @KhiraSwain
      @KhiraSwain 3 місяці тому +11

      ଆପଣଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ପାଇଵହୁତଖିସିପାଇଛୁ

    • @Kailashchandrapanda-kf1sz
      @Kailashchandrapanda-kf1sz 3 місяці тому +5

      Mukhya mantri mahodaya apaprusty and all police prasasanikaadhikari prati gurutya Debe a more anorodha Jaya shree ram.

    • @Hoyodisha
      @Hoyodisha 3 місяці тому

      ହଁ ଓଡ଼ିଶା ସମସ୍ତ ଲୋକ ନୁହ । କିଛି ଲୋକ ❤

    • @karunakardalei1689
      @karunakardalei1689 3 місяці тому

      @@Hoyodishaସାଂଖ୍ୟ ଗରିଷ୍ଠତା ମତ କୁ ସାମଗ୍ରିକ ଭାବେ ଧରାଯାଏ

    • @UmeshDhurua-ne6sv
      @UmeshDhurua-ne6sv 3 місяці тому

      Ni a​@@KhiraSwain

  • @choudhurilohar4811
    @choudhurilohar4811 3 місяці тому +91

    ଆମ କେଉଁଝର ଜିଲ୍ଲାର ଲୋକ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧି ଥିବାରୁ ଆମେ ବହୁତ ଖୁସି ଆଉ ଗର୍ବିତ। 👍👍👍

  • @kaliapanda6454
    @kaliapanda6454 3 місяці тому +41

    ନିଜକୁ ଆଜି ଧନ୍ଯ ମନେ କରୁଛି କାରଣ ମୁଁ ଆଜି ମୋର ମାତୃଭାଷା ଓଡ଼ିଆ ରେ ମୋ ରାଜ୍ଯ ର ମୁଖ୍ୟ ମନ୍ତ୍ରୀ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି.

  • @DhabaleswarBehera-c1e
    @DhabaleswarBehera-c1e 3 місяці тому +91

    ଜୟ ଜଗନ୍ନାଥ। କାଞ୍ଚି ବିଜୟର ସେନାପତି ଥିଲେ କେନ୍ଦୁଝରର ରାଜପୁତ୍ର ଗୋବିନ୍ଦ ଭଞ୍ଜ। ସେହି କେନ୍ଦୁଝରର ବରପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଗନ୍ନାଥ ମନ୍ଦିରର ଅନ୍ୟ ତିନି ଦ୍ଵାର ଫିଟାଇଲେ। ଏହା ଓଡ଼ିଶାର ଅସ୍ମିତା। ଧନ୍ୟବାଦ ଅର୍ଗସ ନିଉଜ।

    • @Kalingatraveller636
      @Kalingatraveller636 3 місяці тому +1

      ଧନ୍ୟବାଦ୍ ଅତି ଉଚ୍ଚକୋଟୀର ଲେଖା ପାଇଁ.. ୟେ ଲେଖା ଟି ପ୍ରତି କେନ୍ଦୁଝର ର ଲୋକ ଙ୍କ ହୃଦୟ କୁ ଛୁଇଁବ

  • @PrasankumarNayak-ko2me
    @PrasankumarNayak-ko2me 3 місяці тому +140

    ଓଡ଼ିଶାରେ ବିଜେପି ସରକାର ଆସିବା ଅର୍ଗସ୍ ନୁଉଜ୍ ପାଇଁ ଏ ସବୁ ସମ୍ଭବ ସୋଇପାରିଛି ମୁଁ ଅର୍ଗସ୍ ନୁଉଜ୍ କୁ ହୃଦୟରୁ 100 ରୁ 100 🙏🙏🙏🙏🙏🙏🙏🙏🙏🙏🙏🙏

    • @santoshkumarsahoo8671
      @santoshkumarsahoo8671 3 місяці тому

      ତଥାପି ଗେଣ୍ଡାଦଳୀୟ ମାନେ ଏବେବି ପରାଜୟ କୁ ସହଜରେ ହଜମ କରିପାରୁ ନାହାଁନ୍ତି,କିଏ କିଏ କହୁଥିଲେ ଏ ହେଉଛି ଗୋଦି ମିଡ଼ିଆ ନିର୍ବାଚନ ପରେ ଏହା ବନ୍ଦ ହୋଇଯିବ, ପ୍ରକୁତରେ ସତ୍ ର ବିଜୟ ହୋଇଛି, ଜୟ ଜଗନ୍ନାଥ ❤

    • @pinulatamajhi1737
      @pinulatamajhi1737 3 місяці тому

      Ebe dar dam badhichi kam karide bjp kete lutichi tar hisab dei parib

  • @banamalipradhan2382
    @banamalipradhan2382 3 місяці тому +263

    ବହୁତ ବର୍ଷ ବୋକାମୀ ପରେ ଆମେ ଓଡ଼ିଆ ମୁଖ୍ୟମନ୍ତ୍ରୀ ପାଇ ଧନ୍ୟ ହେଲୁ

    • @dagreswargoud
      @dagreswargoud 3 місяці тому +4

      Jai jagannath

    • @Jayanti566
      @Jayanti566 3 місяці тому +2

      Jay jagannath

    • @MunnaPradhan-pu6hq
      @MunnaPradhan-pu6hq 3 місяці тому

      achha isase pahale odisha me bangali mukhymantri tha kya .pagal sala

    • @REETIKESHPARIDA-kn8vv
      @REETIKESHPARIDA-kn8vv 3 місяці тому +1

      Bhai sata kahila mu bjp ku spprt kare but Naveen babu kn kichi Kari nahanti ki??

    • @LingrajDash-gg2cx
      @LingrajDash-gg2cx 3 місяці тому

      ​@@REETIKESHPARIDA-kn8vvbharta ra sabuthu garib rajya odisha...kn karuchanti kuh?

  • @khirodChandraparida
    @khirodChandraparida 3 місяці тому +22

    ସIର ଆପଣଙ୍କୁ ପ୍ରଥମେ ମୋର ନମସ୍କାର,ବହୁତ ଦିନ ପରେ ଆମ ମୁଖ୍ୟ ମନ୍ତ୍ରୀଙ୍କ ପାଖରୁ ଓଡ଼ିଆ ଭାଷା ଶୁଣିଲୁ ନିଶ୍ଚିନ୍ତ ଆମ ରାଜ୍ୟର ବିକାଶ ହେବ ଜୟ ଜଗନ୍ନାଥ ସାର

  • @sarojpradhan-m4d
    @sarojpradhan-m4d 3 місяці тому +27

    ଆପଣଙ୍କ ଟିମ୍ ଉପରେ ଓଡ଼ିଶାବାସୀ ଙ୍କ ବହୁତ ଭରସା ,ଆଶା ଓ ବିଶ୍ବାସ ରହିଛି। ଭାରତୀୟ ଜନତା ପାର୍ଟିର ମାନ ଓ ସମ୍ମାନ ଆପଣଙ୍କ ହାତରେ ।👍All the best 👍

  • @salkhanhansda4833
    @salkhanhansda4833 3 місяці тому +267

    ଏତେ ଲମ୍ବା ସାକ୍ଷାତକାର ମୁଁ ରାତି ଅଧରେ ଦେଖିଲି ହେଲେ ଆଳସ୍ୟ( boring) ଲାଗିଲାନି କାରଣ ବିଜ୍ଞ ଲୋକଙ୍କ କଥା ଶୁଣିବାକୁ ଅଳସ ଲାଗେ ନାହିଁ।
    ନୂଆ CM ଙ୍କ ବାର୍ତ୍ତାଳାପ ଖୁବ୍ ଭଲ ଲାଗିଲା । ଧନ୍ୟବାଦ... ଜୋହାର୍

    • @basantarout2089
      @basantarout2089 3 місяці тому +1

      Right

    • @Rajmbbs17
      @Rajmbbs17 3 місяці тому +2

      Bada bada bhasana mariba au silent re kama kariba re difference achhi... Be aware

    • @Jayanti566
      @Jayanti566 3 місяці тому

      Right❤

    • @Kalingatraveller636
      @Kalingatraveller636 3 місяці тому

      ​@@Rajmbbs17silent kama kari 2024 election re kukura vali hariba..ta bahut bada achievement 😂😂

    • @Rajmbbs17
      @Rajmbbs17 3 місяці тому

      @@Kalingatraveller636 bada bada bhasana mari desha biki daba ta kichhi kam achievement nuhe maw.. Don't worry odisha b biki debe

  • @sibaprasadsahoo693
    @sibaprasadsahoo693 3 місяці тому +98

    ସତରେ ଖାଣ୍ଟି ଓଡ଼ିଆ ମୁଖ୍ୟମନ୍ତ୍ରୀ ଆମର, ଓଡ଼ିଆ ସଂସ୍କୃତି, ପରମ୍ପରା, କଳା, ଐତିହ୍ୟକୁ ଭଲପାଉଥିବା ଲୋକ ❤❤❤

  • @maasitalammacreations9764
    @maasitalammacreations9764 3 місяці тому +31

    କିଛି ହେଉ ନ ହେଉ ଆଜି ମୋର ଜନନୀ ମାତୃ ଭାଷା ଓଡ଼ିଆ ବଞ୍ଚିଛି, ଆଜି ର ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ କହି ପାରୁଛନ୍ତି ଏହାର ଅର୍ଥ ସେ ଆମ ଦୁଃଖ ବୁଝି ପାରିବେ।

  • @ratnakardehuri3409
    @ratnakardehuri3409 3 місяці тому +23

    ସାର୍ ନମସ୍କାର,ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ କେବଳ ମୁଁ ନୁହେଁ ସମଗ୍ର ଓଡ଼ିଶା ବାସୀ ଗର୍ବ ଓ ଖୁସି ଅନୁଭବ କରୁଛୁ 🙏🙏🙏🙏❤❤

  • @samirbiswal4116
    @samirbiswal4116 3 місяці тому +7

    Bahut khusi lagila cm nka interview.......best choice of as CM of our odisha.

  • @DM-vs4ye
    @DM-vs4ye 3 місяці тому +582

    ମୁଁ ପ୍ରଥମ ଥର ଏକ ଓଡିଆ ମୁଖ୍ୟମନ୍ତ୍ରୀ କୁ ଶୁଣୁଛି ଯିଏ ଓଡିଆରେ ସାକ୍ଷାତକାର ଦେଇପାରେ |

  • @subodhmishra8366
    @subodhmishra8366 3 місяці тому +310

    ଧନ୍ୟବାଦ ନୁତନ ମୁଖ୍ୟମନ୍ତ୍ରୀଙ୍କୁ ତା ସହିତ ଆରଗୁସ୍ ନ୍ୟଜ । ଏଭଳି ମୁଖ୍ୟ ମନ୍ତ୍ରୀ ଓଡିଶାକୁ ଦରକାର ଯିଏ ଓଡ଼ିଆ ନ୍ୟଜ୍ ଦେଖୁଥିବେ ଓଡିଆରେ କଥା ବାର୍ତ୍ତା କରୁଥିବେ ।

    • @bsn8527
      @bsn8527 3 місяці тому +4

      😂😂CM kebala OTV, ARGUS news re Interview debe ((Scripted Interview)) 😂😂Ei duita BJP Neta Mananka Channel, kebala Govt. Support Karibaku News Chaliba, Jouthi Govt. ra bhul Rahiba Taku Chapi dia jiba😂😂😂

    • @subodhmishra8366
      @subodhmishra8366 3 місяці тому

      @@bsn8527 ସେମିତି କିଛି ନୁହେଁ । ବି ଜେଡି ର୍ହି ଏହି ବିଭେଦ଼ ସୁଷ୍ଟି କାରି ନହେଲେ ନନ୍ଧିଘୋଷ କିପରି କହିଲା ବିଜେଡି ୧୧୬ ସିଟ୍ ପାଇବ ବୋଲି ?

    • @HeavenRacer422
      @HeavenRacer422 3 місяці тому +11

      ​@@bsn8527Naveen ra jadi dam achi se kanak news re scripted interview dau odia re.

    • @modernentertainmentchannel7322
      @modernentertainmentchannel7322 3 місяці тому +3

      But ame SANTALI chahun ki SE SANTALI RE Kotha kohu

    • @Ddxyz-b9n
      @Ddxyz-b9n 3 місяці тому

      ​@@bsn8527Naveen ra etiki bi dam nahi ,ki nathila

  • @rajendraacharya4331
    @rajendraacharya4331 3 місяці тому +64

    ଉତ୍କଳର ଭାଗ୍ୟ ପରିବର୍ତ୍ତନ ହେଲା. ବହୁତୁ ବଢିଆ Chief minister 🙏ଜୟ ଜଗନ୍ନାଥ🙏

  • @hbrpresent5782
    @hbrpresent5782 3 місяці тому +9

    ଅରଗସ ନ୍ୟୁଇଜ୍ ଙ୍କୁ ଧନ୍ୟବାଦ 🎉🎉🎉

  • @saratchandrapatra8919
    @saratchandrapatra8919 3 місяці тому +19

    ଆପଣଙ୍କୁ ଦେଖି ଗର୍ବ ଲାଗୁଛି । କାରଣ ବିଗତ ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଏତେ ଲମ୍ବା ସାକ୍ଷାତକାର ଦେବା ଆମେ ଏବଂ ଓଡିଶାବାସୀ କେବେ ଦେଖିନାହାନ୍ତି

  • @gourishankarbarik3690
    @gourishankarbarik3690 3 місяці тому +19

    ମୁଁ ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କୁ ଓ ତାଙ୍କ ବିଚାରଧାରା, ଭାବନା କୁ ନମସ୍କାର 🙏🙏ଜଣାଉଛି ।ଅର୍କସ ନ୍ଯୁଜ କୁ ଧନ୍ଯବାଦ୍ ଜଣାଉଛି କାରଣ ଚାରିକୋଟି ଓଡିଆ ଏହି ସାକ୍ଷାତକାର ଦେଖୁଛନ୍ତି ଓ ଭଲ ଭାବରେ ବୁଝିପାରୁଛନ୍ତି ।ଭଗବାନଙ୍କୁ ପ୍ରାର୍ଥନା ମୁଖ୍ଯମନ୍ତ୍ରୀଙ୍କୁ ଶକ୍ତି ଓ ସାହସ ଦିଅନ୍ତୁ ।

  • @deepakmahanta1984
    @deepakmahanta1984 3 місяці тому +38

    ନବ ନିର୍ବାଚିତ ଆମ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ସାର ଙ୍କ ବିକଶିତ ଚିନ୍ତାଧାରା ଶୁଣିକି ବହୁତ୍ ଭଲ ଲାଗିଲା । ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ତାରିଣୀ ଆପଣଙ୍କୁ ସହାୟ ହୁଅନ୍ତୁ..

  • @shivanandprasad2611
    @shivanandprasad2611 3 місяці тому +77

    Wah. Perfect କଥା କହିଛନ୍ତି. ଏହି ସି ଏମ୍ ଙ୍କ କଥା ଆଉ personality ବହୁତ୍ strong ଲାଗୁଛି

  • @gyanabratamohanty4219
    @gyanabratamohanty4219 3 місяці тому +23

    ଏଥର ନିର୍ବାଚନ ପୂର୍ବରୁ ଓଡିଶା ବାସୀଙ୍କୁ ଜାଗ୍ରତ, ସଜାଗ କରିବାରେ ଅର୍ଗସ ଟିଭି, ଓଟିଭି, ନିର୍ଭୟ ୟୁ ଟୁବ ଆହୁରି ଅନେକ ସଂସ୍ଥାଙ୍କର ବହୁତ ବଡ଼ ଭୂମିକା ରହିଛି | ଭଲ ଅଫିସରଙ୍କ ପିଠି ଥାପୁଡ଼େଇଵା ଏବଂ ତେଲମରା,ପଇସା ଖିଆଙ୍କୁ ଶୀଘ୍ର ଦଣ୍ଡିତ କରିବା ଆବଶ୍ୟକ | ଅର୍ଗସଙ୍କୁ ଅଶେଷ ଅଶେଷ ଧନ୍ୟବାଦ | 👍👍👍

  • @lovelysona2971
    @lovelysona2971 3 місяці тому +10

    ଆମ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଆମ ନୂଆ ମୁଖ୍ୟମନ୍ତ୍ରୀ ଙ୍କ କଥା ଶୁଣିଲୁ
    ବହୁତ ଖୁସୀ ଲାଗିଲା
    ଜୟ ଜଗନ୍ନାଥ

  • @madanmohanrout9018
    @madanmohanrout9018 3 місяці тому +104

    ୨୪ ଵର୍ଷ ପରେ ଆମ ନେତାଙ୍କର ମୁଖରୁ ମାତୃଭାଷରେ ଓ ରାଜ୍ୟଭାଷାରେ, କିଛି ଶୁଣିଲି! ସରକାର କ'ଣ କହିବାକୁ ଚାହାନ୍ତିଁ, ତାହା ଜାଣିଲି। କୋଟିଏ ଓଡିଆ ଛୁଆ ୩୦ ଵର୍ଷରେ ଜନ୍ମ ହୋଇ ଚାକିରି, ଵ୍ୟଵସାୟ ଵା କୃଷି କାର୍ଯ ଆରମ୍ଭ କଲେଣି, ହେଲେ ସେମାନେ ନିଜର ରାଜାଙ୍କର ମୁଖରୁ ପଦେ କଥା ଶୁଣି ପାରି ନାହାନ୍ତିଁ। କେତେ ଭଲ ଲାଗୁଛି ସରକାରଙ୍କା ସାଙ୍ଗରେ ମିଶିବାରେ!

  • @duryodhannayak73
    @duryodhannayak73 3 місяці тому +393

    ଓଡ଼ିଶାର ବିକାଶରେ ମୋହନ ମାଝୀ ଙ୍କ ଗୁରୁ ଦାୟିତ୍ୱ

    • @justenjoy1206
      @justenjoy1206 3 місяці тому +10

      Correct

    • @rahultakri5823
      @rahultakri5823 3 місяці тому +3

      ଆପଣ ଙ୍କ ସବୁ କୋଥା ଠିକ୍ sir କିନ୍ତୁ ଅପୋଣ କଥାରେ ନୁହ କାମରେ କୋରେଇକି ଦେଖିଲେ ଆଗାମୀ CM ଆପଣ ହିଁ ରହିବେ

    • @reetap4008
      @reetap4008 3 місяці тому +2

      10ବର୍ଷ ରେ ମୋଦୀ ଯାହା କରିଛି,ଆଉ ତାର ଆଜି ଦିନରେ ଅବସ୍ଥା ଯାହା ଦେଖି କି କହିବାର କଥା

    • @reenabalapadhi3873
      @reenabalapadhi3873 3 місяці тому +2

      Karile hela

  • @VOICEOFALOK
    @VOICEOFALOK 3 місяці тому +62

    ପ୍ରତିଟି ସରକାର ହାଇ ସ୍କୁଲ ପାଇଁ ବହୁତ୍ କିଛି କରିଛି ଆଜ୍ଞା , ଦୟାକରି ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷକ ପ୍ରତି କିଛି କରନ୍ତୁ ଆଜ୍ଞା । CONTRACTUAL ପ୍ରଥା ଉଚ୍ଛେଦ ହେଉ । #JUNIOR_TEACHER 🙏 Mohan Charan Majhi

  • @fakirmohankhatua2832
    @fakirmohankhatua2832 3 місяці тому +5

    ଜୟ ଜଗନ୍ନାଥ, ବହୁତ ଭଲ ଲାଗିଲା ସାକ୍ଷାତକାର, ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଲୋକଙ୍କ ସେବା ଚାଲୁ ରଖନ୍ତୁ

  • @jeetkumar7815
    @jeetkumar7815 3 місяці тому +13

    ଜୟ ଜଗନ୍ନାଥ 🙏 ବହୁତ ଆଶା ରଖିଛୁ ଆମେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଓଡ଼ିଶାକୁ ଏକ ସୁନ୍ଦର ସୁନାର ରାଜ୍ୟରେ ପରିଣତ କରିବେ ବୋଲି।

  • @Karan83287
    @Karan83287 3 місяці тому +29

    ଦୁର୍ଗା ଭାଇ ବହୁତ ଦିନ ପରେ ଗୋଟେ ଭଲ intreview ଦେଖିବାକୁ ପାଇଲୁ I ଧନ୍ୟବାଦ 🎉🎉

  • @Educationpoint100
    @Educationpoint100 3 місяці тому +25

    1st time ଓଡ଼ିଆ CM interview ଦେଖିଲି ବହୁତ୍ ଭଲ ଲାଗିଲା

  • @NIRASHAPATRA-v3v
    @NIRASHAPATRA-v3v 3 місяці тому +43

    ଦୁର୍ଗାଶୀଷ sir ଏ ସରକାର ଗଠନ କରିବାରେ ଆପଣଙ୍କ ଭୂମିକା ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ କମ ନୁହଁ ।ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ❤

  • @csc_seva
    @csc_seva 3 місяці тому +3

    CM Mohan sir ଆପଣଙ୍କ interview ଦେଖି ବୋଉତ ଖୁସି ଲାଗିଲା l ଆଶାକରୁଛୁ ନୁଆଁ ସରକାର ଆଶାରୁ ଅଧିକ ସେବା ଦେବ l ଜୟ mohan sir 🙏🙏🙏

  • @sujatapasayat5961
    @sujatapasayat5961 3 місяці тому +12

    ଆପଣ ଓଡ଼ିଶାକୁ ଆଗକୁ ନେବେ ବୋଲି ପୁରା ଓଡିଶାବାସୀ ଙ୍କ ଆଶା🎉ଜୟ ଜଗନ୍ନାଥ🎉

  • @trinathdas5716
    @trinathdas5716 3 місяці тому +89

    25 ବର୍ଷ ରେ ନବୀନ ପଟ୍ଟନାୟକଙ୍କ ଏମିତି କେବେ ସାକ୍ଷାତ କାର ଦେଇନଥିଲେ 1st time ଏମିତି ଦେଖିବାକୁ ପାଇଲୁ

    • @satyakrishnaroutray9724
      @satyakrishnaroutray9724 3 місяці тому

      When you pit your mind out of Argus you will find Naveen Pattnaik bite in some of reputed news channel....

    • @sanjeebbhol5668
      @sanjeebbhol5668 2 місяці тому

      Odisha news media ra knowledge heinini Naveen ku English re and cm level question Kariba lagi.
      Naveen is an era. No one can be compared

  • @DibyasinghaNayak
    @DibyasinghaNayak 3 місяці тому +53

    ମୁଁ ବହୁତ ଖୁସି ଅନୁଭବ କରୁଛି,
    🙏🙏🙏🙏ଆମ ମୁଖ୍ୟମନ୍ତ୍ରୀ ଏମିତି ହେବା ଦରକାର 🙏🙏🙏🙏,
    ଯାହା ହେଉ ମୋ ଓଡିଶା ବାସି ଙ୍କ ପାଦପଦ୍ମ ଚରଣ ତଳେ କୋଟି କୋଟି ପ୍ରଣାମ.

    • @LoloPalei
      @LoloPalei 3 місяці тому +1

      ସବୁ ରାଜ୍ୟ ରେ ସେ ରାଜ୍ୟ ର ଖାଣ୍ଟି ଲୋକ ଥାନ୍ତି କୁହନ୍ତୁ ତ ସେଇରାଜ୍ୟ ମାନଙ୍କ ରେ କଣ ଉନତି ହେଇଚି ଖାଲି କଥା ବେଶୀ ହେଲେ ଚଳିବନି କାମ ହବା ଦରକାର

  • @katakiatoka
    @katakiatoka 3 місяці тому +30

    ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଚିନ୍ତାଧାରା, ସେବା ମନୋବୃତି , ଓଡ଼ିଶାର ବିକାଶ କଥା , ଦୀର୍ଘ 25 ବର୍ଷ ହେଲା ଦେଖିନଥିଲି , ଆଜି ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ ଏଭଳି କଥା ଶୁଣିକି ବହୁତ ଗର୍ବ ଲାଗୁଛି ଏବଂ ମୁଁ ଗର୍ବ ରେ କହିବି ମୁଁ ଜଣେ ଓଡ଼ିଆ

    • @balunkeswarprusty6499
      @balunkeswarprusty6499 3 місяці тому +1

      25 Barsha helani AME sunuthile gotia katha "apana Mane khusi taw"😂

    • @katakiatoka
      @katakiatoka 3 місяці тому

      @@balunkeswarprusty6499 ହଁ ଭାଇ

  • @sijannayak4407
    @sijannayak4407 2 місяці тому +2

    ମୋହନ ଚରଣ ମାଝି ଙ୍କ ଭଳି ମୁଖ୍ୟ ମନ୍ତ୍ରୀ କୁ ପାଇ ଓଡ଼ିଶା ଆଜି ଗର୍ବିତ ଏବଂ ବହୁତ ଭଲ ଲାଗିଲା ଯେ ମୁଖ୍ୟ ମନ୍ତ୍ରୀ ଯାହା କହୁଛନ୍ତି ପୁରା ପ୍ରାଞ୍ଜଳ ଭାବରେ କହୁଛନ୍ତି ଆପଣଙ୍କୁ ଦିଲ୍ସେ ସ୍ବାଗତମ୍ ମୋହନ ସାର୍ ❤❤❤❤❤ ଏବଂ ଶତ ପ୍ରତିଶତ ବିଶ୍ୱାସ ଓ ଭରଷା ଅଛି ମୋହନ ସାର୍ ଓଡ଼ିଶାରେ ସୁଶାସନ କରିବେ

  • @sarojkumarmahanta4387
    @sarojkumarmahanta4387 3 місяці тому +15

    ଶିକ୍ଷା ର ଉନ୍ନତି ପାଇଁ ପୁଣି ଥରେ ପ୍ରତ୍ୟେକ ଶ୍ରେଣୀରେ ପାସ୍ ଫେଲ ନିୟମ ଲାଗୁ କରାଯିବା ଦରକାର।

  • @BibhuprasadMishra-t9m
    @BibhuprasadMishra-t9m 3 місяці тому +46

    ଆଜି ବହୁତ୍ ଖୁସି ଲାଗିଲା କାରଣ ଆମ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ ସାକ୍ଷାତ କାର ଦେଲେ ❤

  • @dhaneswarpatra1921
    @dhaneswarpatra1921 3 місяці тому +498

    ଜନ୍ମ ହେବା ଦିନ ପରଠୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ ରୁ ଓଡ଼ିଆ ରେ କଥା ହେବା ପ୍ରଥମ ଥର ପାଇଁ ଶୁଣିବାକୁ 😅 ସମାଗ୍ର ଓଡ଼ିଶାବସି

    • @SibaReddy-t8f
      @SibaReddy-t8f 3 місяці тому +4

      ଓଡିଆରେ କହିଲେ କ'ଣ ବାଣ୍ଡ ମିଳିବ

    • @abhinashrout9034
      @abhinashrout9034 3 місяці тому +10

      ​@@SibaReddy-t8f
      Tamar kn nahin je tamaku miliba

    • @GaganSamantaray-kl2cp
      @GaganSamantaray-kl2cp 3 місяці тому +4

      Oh Jagannath our maudamani,you bless CM to fulfill the wish of poor odisa.

    • @GaganSamantaray-kl2cp
      @GaganSamantaray-kl2cp 3 місяці тому +4

      ​@@SibaReddy-t8fplease don't use vulgar language in comments.

    • @DhirendraSenapati-h1g
      @DhirendraSenapati-h1g 3 місяці тому

      ଆବେ ଜାରଦ ପ୍ରଥମେ ଭାଷା ଠିକି କର 😡​@@SibaReddy-t8f

  • @bhaskarprasad5271
    @bhaskarprasad5271 3 місяці тому +109

    ଓଡ଼ିଶାର ରାଜା ଶ୍ରୀମୋହନ ମାଝୀ ଙ୍କ ଶ୍ରୀ ଅଭୟ ଚରଣେ କୋଟି କୋଟି ପ୍ରଣାମ, ଓଡ଼ିଶା ର 4.5 କୋଟି ଜନସାଧାରଣଙ୍କ ସେବା କରିବା ପାଇଁ ଶ୍ରୀଜଗନ୍ନାଥ ଆପଣଙ୍କୁ ବହୁତ ଶକ୍ତି ଦିଅନ୍ତୁ, ବନ୍ଦେ ଉତ୍କଳ ଜନନୀ 🙏 ଜୟ ଜଗନ୍ନାଥ

    • @prakasrout2636
      @prakasrout2636 3 місяці тому +1

      Jagannath nkar ashirbad ru odia cm

    • @sipunA-dt1cz
      @sipunA-dt1cz 3 місяці тому +1

      Odisha ra Raja kebela jagannath aau sabu tanka sebeka

    • @sushamadash8383
      @sushamadash8383 3 місяці тому

      Argus gives us a very polite, helpful person, very popular, innocent tribal Chief minister Mr. Mohan Majhi 👌👌🌷🌷

    • @basantarout2089
      @basantarout2089 3 місяці тому +2

      Jai jagannath swami

  • @bvijaykumar-z6e
    @bvijaykumar-z6e 3 місяці тому +1

    ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏

  • @nrusinghcharansadangi8579
    @nrusinghcharansadangi8579 3 місяці тому +6

    ଜୟ ଜଗନ୍ନାଥ 🙏
    ଜୟ ଅର୍ଗସ୍ 🙏
    ସତ୍ୟ ନିରପେକ୍ଷ ନିର୍ଭିକ
    ମା ଦୁର୍ଗା ଶକ୍ତିମୟୀଙ୍କର ଆଶିଷ
    ଭାଇ ଦୁର୍ଗାଶିଷ 🙏 ସତ୍ୟର ପ୍ରକାଶ ବିଜୟ ଓଡିଆର ବିଜୟ ଆତ୍ମ ବିଶ୍ବାସର ବିଜୟ ବିକାଶ 🙏🙏
    ସୁନ୍ଦର ବାସ୍ତବ ମନଖୋଲା ସାକ୍ଷାତକାର

  • @dagreswargoud
    @dagreswargoud 3 місяці тому +23

    ଜଗତର ନାଥ ଜଗନ୍ନାଥ ଙ୍କୁ କୋଟି କୋଟି ନମସ୍କାର...ପ୍ରଭୁ ହିଁ ରାଜ୍ୟର ସ୍ଵାଭିମାନ, ଅସ୍ମିତା ଏବଂ ଓଡ଼ିଆ ଜାତିର ଗୌରବକୁ ଫେରାଇ ଆଣିଛନ୍ତି...ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @basantarout9538
    @basantarout9538 3 місяці тому +69

    ଓଡ଼ିଶା ରେ ଯୋଗୀ ଆଦିତ୍ୟ ନାଥ ଙ୍କ ପରି ସାସନ ହବା ନିହାତି ବାଞ୍ଛନୀୟ.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

    • @SibaReddy-t8f
      @SibaReddy-t8f 3 місяці тому

      ସିଏ ବାଣ୍ଡ ଅଛି ଯୋଗି ହିମାଳୟକୁ ପଳାଈଲା

  • @t.n.timepass9800
    @t.n.timepass9800 3 місяці тому +29

    ଆମ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ର ବିକାଶ କରିବା ସହିତ ଉନ୍ନତ ରୋଜଗାର ପନ୍ଥା, ବାହାର କରନ୍ତୁ ଯେମିତି କେହି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଜିବେନାହଁ l ଯେମିତି ବାହାର ରାଜ୍ୟର ଲୋକ ମାନେ ଓଡିଶା କୁ ଦାଦନ ଖଟିବାକୁ ଆସିବେ ଏତିକି ମୋର ମୁଖ୍ୟମନ୍ତ୍ରୀ ପାଖରେ ଅନୁରୋଧ 🙏🙏🙏🙏🙏....

  • @bindasmitu9795
    @bindasmitu9795 3 місяці тому +12

    ଏହା ହେଉଛି ଓଡ଼ିଆ ଅସ୍ମିତା ର କଥା ଧନ୍ୟବାଦ ଅର୍ଗସ୍ ନ୍ୟୁଜ୍ 🙏🙏🙏

  • @niranjanswain412
    @niranjanswain412 3 місяці тому +15

    ଆମ ହେତୁ ପାଇଲାଠୁ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଜ ମାତୃଭାଷା ରେ ଆମେ ତାଙ୍କୁ ଶୁଣୁଛୁ 🙏🏾

  • @rakeshpradhan2079
    @rakeshpradhan2079 3 місяці тому +8

    ପଚିଶି ବର୍ଷ ପରେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ରେ କହିବାର ସାରା ଓଡ଼ିଶା ଦେଖିଲା। ଜୟ ଜଗନ୍ନାଥ
    Great achievement for Odisha.....
    We are proud of you...

  • @hariharmohanty8551
    @hariharmohanty8551 3 місяці тому +20

    ମୋ ଓଡ଼ିଆ ମୁଖ୍ୟମନ୍ତ୍ରୀ ଓଡ଼ିଆ ରେ ଏତେ ଦିନପରେ news chhhanel କୁ ସାକ୍ଷାତ ଦେଇଥିବାରୁ ଧନ୍ୟବାଦ ଓଡ଼ିଶା ।

  • @sachikantasahoo6981
    @sachikantasahoo6981 3 місяці тому +22

    ଆରେ ବାଃ
    ବହୁତ ବଢିଆ ରେ କହୁଛନ୍ତି ଆମ ନୂଆ ମୁଖ୍ୟମନ୍ତ୍ରୀ , ମୁଁ ପ୍ରଥମେ ତାଙ୍କୁ ଏତେ ଦକ୍ଷ ବୋଲି ଜାଣି ନ ଥିଲି , କିନ୍ତୁ ଯେତେବେଳେ ଜାଣିଲି ଶିଶୁ ମନ୍ଦିର ର ଗୁରୁଜୀ ସେତେବେଳେ କଂଫର୍ମ ହେଇଗଲି ଯେ ଇଏ ନିଶ୍ଚିତ ଜଣେ ଦକ୍ଷ ନେତା ହେଇଥିବେ , ପ୍ରକୃତରେ ସେ full active , ଖୁବ ଦକ୍ଷ

  • @MithunNaik-ju3tb
    @MithunNaik-ju3tb 3 місяці тому +25

    ମୋହନ ସାରଯେମିତି ତାଙ୍କ ବାର୍ତ୍ତା ମଧ୍ୟ ସେମିତି ମୁଁ ଭାବୁଛି ଆମ ଓଡିଶା ବହୁତ ଆଗକୁ ଯିବ, ଏବଂ କେନ୍ଦୁଝର ଗଡ଼ ସ୍ମାର୍ଟ ସିଟ ହେବାବୁଲି ଭାବୁଛି,ଆଉ ketut

  • @gouraharimohanta636
    @gouraharimohanta636 3 місяці тому +9

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହୃଦୟର ଭାଷା, ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା ତାଙ୍କୁ ମହାପ୍ରଭୁ ସାହା ହୁଅନ୍ତୁ

  • @amohanty4374
    @amohanty4374 3 місяці тому +14

    ପ୍ରଥମ ଥର ବହୁତ ଖୁସିଲାଗିଲା, ଗଣମାଧ୍ୟମ ସାମ୍ନାରେ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଓଡିଶାର କଥା କହୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର |ସ୍ପଷ୍ଟ ଓଡ଼ିଆ ଖାଣ୍ଟି ଓଡ଼ିଆ ବ୍ୟକ୍ତିତ୍ୱ, ନିଆରା ମଣିଷ, ଆଦିବାସୀ ନେତା ହୃଦୟରେ ପୂଜାପାଉଥିବା ମୋହନ ମାଝୀ ❤

  • @umeshkumar-dy8lr
    @umeshkumar-dy8lr 3 місяці тому +37

    ମହାଶୟ ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

  • @manasrout6532
    @manasrout6532 3 місяці тому +28

    ପ୍ରଥମ ଥର ପାଇଁ ଓଡ଼ିଶା ରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ news ଚାନେଲ ରେ ବାଇଟି ଦେଉଛନ୍ତି ଜୟ ଜଗନ୍ନାଥ

  • @kaliapanda6454
    @kaliapanda6454 3 місяці тому +6

    ଆପଣ ନିଶ୍ଚିତ ଭାବରେ ଓଡିଶା ରାଜ୍ୟ କୁ ଦେଶରେ ପ୍ରଥମ ସ୍ଥାନ ହାସଲ କରିବାପାଇଁ ମୁଖ୍ୟ ବିନ୍ଧାଣି ହେଇପାରିବେ. ଜଗନ୍ନାଥ ଆପଣ ଙ୍କୁ ଆଶ୍ରିବାଦ କରନ୍ତୁ.

  • @gyanabratamohanty4219
    @gyanabratamohanty4219 3 місяці тому +6

    ଓଡିଶାର ନୂଆ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶାକୁ ଭଲ ପାଇବା ନିଶ୍ଚୟ ଦେଖାଇଦେବେ, କାରଣ ଓଡିଶା ତାଙ୍କୁ ବହୁତ ବିଶ୍ୱାସ କରିଛି, ଭଲ ପାଇବା ଦେଇଛି | ଯେହେତୁ ସାରା ସରକାରୀ ବ୍ୟବସ୍ଥାକୁ ବିଜେଡି ସରକାର ନଷ୍ଟ କରିଦେଇଛି, ଏହାକୁ ସଜାଡ଼ିବାକୁ ନିଶ୍ଚୟ ସମୟ ଲାଗିବ, କିନ୍ତୁ ପ୍ରଗତି ଓ ସୁଧାର ନିଶ୍ଚୟ ହେବ | ଜୟ ଜଗନ୍ନାଥ 🙏👍🙏

  • @dakshyarajpradhan6454
    @dakshyarajpradhan6454 3 місяці тому +73

    ଜୟ ଜଗନ୍ନାଥ jai ଶ୍ରୀ ରାମଚନ୍ଦ୍ର

  • @SabitaRani-ef7ow
    @SabitaRani-ef7ow 3 місяці тому +13

    ଦୁର୍ଗଶିଷ ସାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପାଇଁ ଲୋକ ମାନେ ସତ ମିଛ ଜାଣି ପାରିଲେ ଏବଂ ନୂଆ ସରକାର ଆସିଛି ଆପଣଙ୍କୁ ସେଲୁଟ

  • @JournalOdisha
    @JournalOdisha 3 місяці тому +26

    ମୋହନ ବାବୁଙ୍କ ଦ୍ବାରା ଏଥର ଓଡିଶା ବିକାଶ ର ମାଇଲଖୁଣ୍ଟ ତିଆରି ହେବ । ଧନ୍ୟବାଦ ଅର୍ଗସ ନ୍ୟୁଜ

  • @ashokkumarsahoo4432
    @ashokkumarsahoo4432 3 місяці тому +12

    ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ଭ୍ରଷ୍ଟାଚାର ବିଲୋପ ହେବା ଉଚିତ 🙏🙏🙏

  • @batababacreation4798
    @batababacreation4798 3 місяці тому +16

    ଗୋଟେ ନୁଆ ଜିନିଷ ଦେଖିବାକୁ ମିଳିଲା
    Chief minister
    ଓଡ଼ିଆ ଭାଷା ରେ ଭାଷଣ
    ଆଉ ଏତେ ସମୟ ଧରି interview

  • @udhura224
    @udhura224 3 місяці тому +5

    ❤❤❤ you sir CM ଙ୍କ ପାଟିରୁ ଓଡ଼ିଆ ସୁଣିକି ଖୁସି ଲଗିଲା

  • @nex11ff67
    @nex11ff67 3 місяці тому +12

    ଆମ ନୂତନ ମୁଖ୍ୟମନ୍ତ୍ରୀଙ୍କ ଉପରେ କାହା ନଜର ନ ଲାଗୁ। ସାଧାରଣ ଲୋକଙ୍କ କଥା ଯେମିତି ବୁଝୁଛନ୍ତି , ସେମିତି କାମ କରିବା ସମୟରେ ତାଙ୍କୁ ସାହସ ଓ ଶକ୍ତି ଦିଅନ୍ତୁ। ❤️

  • @niranjannaik6376
    @niranjannaik6376 3 місяці тому +12

    ଜାନକୀବାବୁ ମାନ୍ୟବର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଙ୍କପରେ,ଆଜି ନୂଆ ମୁଖ୍ୟ ମତ୍ରୀ କଂର ବକ୍ତବ୍ୟ ବହୁତ ହୃଦୟସ୍ପରସୀ,ଜାଗାନ୍ନଥ ମହାପ୍ରଭୁ ତାଙ୍କୁ ସହ ୟ କ ହୁଅନ୍ତୁ,

  • @chandrabhanubhuyan4666
    @chandrabhanubhuyan4666 3 місяці тому +5

    ସେଦିନ ରାସ୍ତା ରେ ଜଣେ ସ୍ତ୍ରୀ ଲୋକର(କାମ ଖୋଜିବାକୁ ଯାଜପୁର ରୁ ଆସିଥିବା )ପାଖକୁ ଯାଇ ପୋଲିସ ଡକାଇ ସାଙ୍ଗେ ସାଙ୍ଗେ ତାଙ୍କ ଥଇଥାନ ର ବ୍ୟବସ୍ଥା କାଳେ ଦେଖିକି ଦେଲୁମତେ ମହା ଶିକ୍ଷା ର ରଜ ରଣଜିତ ସିଂ ନକ କଥା ମାନେ ପଡିଲା ଆଉ ଆଜି ଏ ସବୁ ପ୍ରଶ୍ନ ର ସରଳ ଉତ୍ତର ଓ ବ୍ୟାଖ୍ୟା ଶୁଣି ଆଖି ଦୁଇଟା ମଝିରେ ମଝିରେ ଜକେଇ ଆସିଲା.ଲାଗିଲା ଏ ମନ୍ତ୍ରୀ ଆମକୁ ଜଦି ବହୁତ ଆଗରୁ ମିଳିଥାନ୍ତା ତେବେ ଆଜି କାମ ଖୋଜିବାକୁ ନିଜକୁ ଦାଦନ ର ପରିଚୟ ଦେଉନଥାନ୍ତେ.ନବୀନ ପଟ୍ଟନାୟକ ପଟ୍ଟନାୟକ ଙ୍କୁ 24 ବର୍ଷାରେ କେବେ ଦିନେ ଶୁଣିନଥିଲୁ. ଆଜି 10ଦିନ ମନ୍ତ୍ରୀ ହଉ ହଉ ସୁନ୍ଦର ସାକ୍ଷାତକର ଦେଇ ଓଡିଶା ବାସୀଙ୍କ ମନ ଜିତିଗଲେ.. 👍🏼👍🏼ମୋହନ ସାର. ଜୟ ଜଗନ୍ନାଥ

  • @saratchandrapatra8919
    @saratchandrapatra8919 3 місяці тому +5

    ପୂର୍ବ ମୁଖ୍ଯମନ୍ତ୍ରୀ କେବେବି ସାକ୍ଷାତକାରକୁ ଆସନ୍ତି ନାହିଁ । କାଗଜରେ ଯାହା ଲେଖିକି ଆଣିଥାନ୍ତି, pressmeet ରେ ତାହାକୁ କେବଳ ପଢିଦିଅନ୍ତି ଓ ଚାଲିଯାଆନ୍ତି । ୨୪ ବର୍ଷ ପରେ ଆଜି ଗର୍ବ ଲାଗୁଛି, ଓଡିଶାର ମୁଖ୍ୟମନ୍ତ୍ରୀ ସାକ୍ଷାତକାରରେ ବସିଛନ୍ତି ।

  • @ShortWorld-6rt
    @ShortWorld-6rt 3 місяці тому +11

    ଆଜି ବହୁତ୍ ଖୁସି ଲାଗୁଚି ମୁଖ୍ୟମନ୍ତ୍ରୀ ନିଜେ ଆଜି ମିଡିଆ ସାମ୍ନା କୁ ଆସି ଓଡ଼ିଶା ବାସି ଙ୍କୁ ସାହସ ଦେଉଛନ୍ତି ବିଶ୍ୱାସ ହଉନି.. ଜଗନ୍ନାଥ ମୋହନ ମାଝୀ sir ଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରେ ରହିବାକୁ ଆଶିର୍ବାଦ କରନ୍ତୁ...

  • @aarttadash6653
    @aarttadash6653 3 місяці тому +43

    ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ପରେ ଶୁଦ୍ଧ ଓଡ଼ିଆ ରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବାକୁ ମିଳିଲା । ବହୁତ୍ ଖୁସି ଲାଗିଲା

    • @prakashtripathy2647
      @prakashtripathy2647 3 місяці тому +1

      Sata katha janaki babu jane bhal odia cm thile kintu tanku basanta biswal fasai Cm ru bida kala ta sahit congress odisha ru mula pocha hoe gala kintu basanta biswal tar sasti paila ta sahit ta pua b

    • @MonglalaSoren
      @MonglalaSoren 26 днів тому

      Mahan.bhai.jindabad

  • @biplabprasadbehera6640
    @biplabprasadbehera6640 3 місяці тому +34

    ଓଡ଼ିଶା ଇତିହାସ ର ସବୁଠାରୁ ଭଲ ଓଡ଼ିଆ ମୁଖ୍ୟମନ୍ତ୍ରୀ ଯିଏ କି ଲୋକ ଙ୍କ ମୁଖ୍ୟମନ୍ତ୍ରୀ ଖାଣ୍ଟି ସୋଳ ଅଣା ଓଡ଼ିଆ ମୁଖ୍ୟମନ୍ତ୍ରୀ ❤

  • @RatanTudu639
    @RatanTudu639 3 місяці тому +11

    ମୁଁ first time 24 ୟାର ପରେ ମୁଖ୍ୟମନ୍ତ୍ରୀ ର ଓଡ଼ିଆ ରେ କଥା ଶୁଣିଲି.. ଏବେ ଆମ ଓଡ଼ିଆ ମୁଖ୍ୟମନ୍ତ୍ରୀ ପରି ଲାଗୁଛି.. ବହୁତ ଖୁସି ଦେଖି 🙏🙏

  • @SumantaNayak-pf4cf
    @SumantaNayak-pf4cf 3 місяці тому +16

    ଓଡ଼ିଶାର,, ମୁଖ୍ୟ ମନ୍ତ୍ରୀ,, ଆମ ଓଡ଼ିଆ ପୁଅ ❤❤

  • @banitabehera8767
    @banitabehera8767 3 місяці тому +17

    ଓ ମାୟ ଗଡ଼ ଏ ଆଖି ଆଜି ଜାହା ଦେଖିଲା ଏ କାନ ଯାହା ଶୁଣିଲା 24ବରଷ ପୁର୍ବ ରୁ ଶୁଣି ପାରୁ ନଥିଲା ଜୟ ଜଗନ୍ନାଥ ଜୟ ଶ୍ରୀ ହନୁମାନ

  • @DhirendraSenapati-h1g
    @DhirendraSenapati-h1g 3 місяці тому +14

    ଆମ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ଢେରସାରା ଶୁଭେଚ୍ଛା 🎉🎉❤❤❤

  • @SunakarNayak-cj8qv
    @SunakarNayak-cj8qv 3 місяці тому +13

    ଧନ୍ୟ ବାଦ ନୂଆ ମୁଖ୍ୟ ମନ୍ତ୍ରୀ ଓ ଅର୍ଗୁସ chanala ସାମ୍ବାଦିକ ମହାଶୟଙ୍କ ସହ ଆଲୋଚନା କରି ସାଧାରଣ ଜନତା ବହୁତ୍ ଖୁସି ହୋଇ ଗଲେ। ଆପଣ ମାନଙ୍କୁ ସାରା ଓଡ଼ିଶାର ପୁରପଲ୍ଲୀ ରେ ଆନନ୍ଦ ଉଳସର ଅଭିନନ୍ଦନ ଜଣାଉଛି। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ।

  • @sijannayak4407
    @sijannayak4407 2 місяці тому +2

    ମୋହନ ସାର୍ ଆମେ ଓଡ଼ିଶା ବାସୀ ସ୍ବପ୍ନ ରେ ବି ଭାବି ନଥିଲୁ ଆପଣଙ୍କ ଭଳି ମୁଖ୍ୟ ମନ୍ତ୍ରୀ ପାଇବୁ ବୋଲି ଆଜି ଆମେ ଓଡ଼ିଶା ବାସୀ ବହୁତ ଖୁସୀ ❤❤❤❤❤❤❤❤❤

  • @NarayanRaita-id3lg
    @NarayanRaita-id3lg 3 місяці тому +3

    ଆମ ମୂଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ବାବୁଙ୍କ ଭାଷା ଯେମିତି ତାଙ୍କ ହ୍ରୃଦୟ ସେମିତି ମୋର ଆଶା ସୁନିଶ୍ଚିତ ଓଡ଼ିଶା ବିକାଶର ପ୍ରଗତି ହେବ ❤ ଜୟ ଜଗନ୍ନାଥ ❤🙏🙏🙏

  • @DR.B.NAYAK1980
    @DR.B.NAYAK1980 3 місяці тому +12

    ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି l ସୁନ୍ଦର ନୈତିକ ବାର୍ତ୍ତା ଶୁଣି ଖୁସି ଲାଗିଲା l 🙏

  • @kumarprahllada6197
    @kumarprahllada6197 3 місяці тому +30

    Nice Discussion 👍🏻 ଆମ ମୁଖ୍ୟମନ୍ତ୍ରୀ ସବୁ ପ୍ରଶ୍ନର ଉତ୍ତର କେତେ ସୁନ୍ଦର ଭାବରେ ବ୍ୟାଖ୍ୟା କଲେ ❤

  • @Pzxxxxxx
    @Pzxxxxxx 3 місяці тому +19

    "ଆମ ମୁଖ୍ୟ ମନ୍ତ୍ରୀ " ଶୁଣି ଲେ emotional ଲାଗୁ ଚି

  • @priyabrat000
    @priyabrat000 3 місяці тому +6

    ଥାନା ରେ ସାଧାରଣ ଲୋକଙ୍କୁ ଯେମିତି ଉଚ୍ଚ ପଦସ୍ତ ଅଧିକାରୀ IIC ଆଉ SDPO ମାନେ ବ୍ୟବହାର କରନ୍ତି , ଥାନା ର ତଳିଆ କର୍ମଚାରୀଙ୍କୁ ଙ୍କୁ ବି ତା ଠୁଁ ଅଧିକା ଖରାପ ବ୍ୟବହାର କରିଥାନ୍ତି, BJP ସରକାର ଙ୍କୁ ଅନୁରୋଧ, ଏହା ଉପରେ କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ। ଏବଂ କିଛି guidelines,Rule ଅଣାଯାଉ। 😢😢😢

    • @hkmagic7945
      @hkmagic7945 3 місяці тому +2

      ପ୍ରତିଟି ସରକାର ହାଇ ସ୍କୁଲ ପାଇଁ ବହୁତ୍ କିଛି କରିଛି ଆଜ୍ଞା , ଦୟାକରି ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷକ ପ୍ରତି କିଛି କରନ୍ତୁ ଆଜ୍ଞା । CONTRACTUAL ପ୍ରଥା ଉଚ୍ଛେଦ ହେଉ । #JUNIOR_TEACHER 🙏 Mohan Charan Majhi

  • @ramakantnayak9786
    @ramakantnayak9786 3 місяці тому +6

    ମୃତ୍ୟୁ ନିଶ୍ଚୟ ହେବ, କିନ୍ତୁ ମୃତ୍ୟୁ ପୃବରୁ ଆପଣ ଏମିତି କାମ କରନ୍ତୁ, ଓଡିଶା ର ଇତିହାସ ଚିର କାଳ, ମନେ ରଖି ବ 🙏🙏🙏🙏🙏🙏🙏🙏🙏🙏🙏

  • @madanmohandisari1617
    @madanmohandisari1617 3 місяці тому +11

    ଆପଣଙ୍କ ସାକ୍ଷାତକାର ଆମ ମନକୁ ଛୁଇଁଲା ସାର, ଓଡିଶା ବିକଶିତ ସହିତ ଜନତାଙ୍କୁ ସୁବିଧା ମିଳୁ ଏୟା ଆମର ଆଶା, ଜୟ ଶ୍ରୀରାମ ଜୟ ଜଗନ୍ନାଥ

  • @ganeshswainblog3061
    @ganeshswainblog3061 3 місяці тому +107

    ଯେଉଁ ଭଦ୍ର ବେକ୍ତି ଙ୍କୁ ମୋହନ ସାର୍ ପସନ୍ଦ ନୁହେଁ ଏ ଇଣ୍ଟର୍ ଭିଉ ଦେଖନ୍ତୁ ନାହିଁ

  • @introvert7960
    @introvert7960 3 місяці тому +23

    He is the right candidate as cm of odisha

  • @sarbeswarputel2253
    @sarbeswarputel2253 3 місяці тому +2

    Jay Shree Ram 🙏🏻

  • @LambodarKanhar-sc4bd
    @LambodarKanhar-sc4bd 3 місяці тому +4

    Sir ପ୍ରତି ଗାଁ କୁ ଟୋପେ ପାଣି ଦିଅନ୍ତୁ ଆଉ ଶ୍ୱାସ୍ଥ୍ୟ ଦିଅନ୍ତୁ.

  • @pramodbisoyi3332
    @pramodbisoyi3332 3 місяці тому +14

    ଏମିତିକା ମୁଖ୍ୟମନ୍ତ୍ରୀ ର ଆବଶ୍ୟକ ଥିଲା..... ଓଡିଶା ଏଥର ଆଗକୁ ଯିବ..... ନବୀନ ଗୋଟିଏ ଅପାଙ୍ଗ ଥିଲା..

  • @higyus2730
    @higyus2730 3 місяці тому +35

    ସରଳ ନିଷ୍କପଟ ବେକ୍ତିତ୍ୱ 🙏

  • @madanmohanrout9018
    @madanmohanrout9018 3 місяці тому +27

    ଭଲ ଓଡିଆ କହୁଛନ୍ତି। ସରଳ, ନିର୍ମଳ, ସହଜ କଥା! ସାମାନ୍ୟ ଓ ସାଧାରଣ ପରିଵାରରୁ ଓ ସ୍ଥାନରୁ ଧୀରେ ଧୀରେ ସେଵା ମାର୍ଗରେ ଗତି ପଥରେ ଚାଲି ଚାଲି ଆଜି ରାଜ୍ୟର ମୁଖ୍ୟ! ଆଶା ରଖୁଛି ନିଷ୍କପଟ, ନ୍ୟାୟପରାୟଣ, ସକ୍ରିୟ ଓ ଦୃଢ ଶାସନର ପୃଷ୍ଠପୋଷକ ଭାଵେ ଯଶଲାଭ କରିବେ!

    • @Jayanti566
      @Jayanti566 3 місяці тому

      🙏🙏🙏🙏🙏

  • @sujatanayak8146
    @sujatanayak8146 3 місяці тому +40

    ସାର୍ ସମଗ୍ର ଓଡ଼ିଶାବାସୀ ଆପଣଙ୍କ ଠାରୁ ଏଇ ଆଶା ରଖିଛି କି ଅନ୍ୟାୟ ଅତ୍ୟାଚାର ଶୋଷଣ ରୁ ମୁକ୍ତି। ସରକାର ପ୍ରାୟୋଜିତ ପ୍ରକଳ୍ପ ର ସୁବିନିଯୋଗ। ଗରିବ ଓଠ ରେ ହସ। ଦୋଷୀ କୁ ଉପଯୁକ୍ତ ଦଣ୍ଡ ଓଡିଆ ସଂସ୍କୃତି କୁ ବଜାୟ ରଖିବାର ଅଭିନବ ପ୍ରୟାସ।

  • @badrinarayanpati9552
    @badrinarayanpati9552 3 місяці тому +10

    ଆମେ ଓଡ଼ିଆ ସବୁଠୁ ବଢ଼ିଆ ନୁହଁ କୋଢ଼ିଆ
    ଚାଲ ଗଢ଼ିବା ସୁନ୍ଦର ଓଡ଼ିଶା