ମହାପ୍ରଭୁଙ୍କ ଲୀଳା || ପଡ଼ିଗଲେ ଠାକୁର, ଦୋଷ କାହାର ?|| RathaYatra2024 || Adapa bije|| newsroom ||

Поділитися
Вставка
  • Опубліковано 9 лип 2024
  • ମହାପ୍ରଭୁଙ୍କ ଲୀଳା || ପଡ଼ିଗଲେ ଠାକୁର, ଦୋଷ କାହାର ?|| RathaYatra2024 || Adapa bije|| newsroom ||
    #srijagannathtemple #adapabije #sribalabhadra #manoranjanmishra #trending #odisha #newsroom #puri #gajapati #purijagapati

КОМЕНТАРІ • 59

  • @banashreemuduli5020
    @banashreemuduli5020 18 днів тому +5

    ପୂର୍ବ ପ୍ରସ୍ତୁତି ଅଭାବରୁ ଏପରି ଅଘଟଣ ଘଟିଛି।ବହୁତ୍ ସୁନ୍ଦର୍ ଆଲୋଚନା।

  • @sarojakumarmishra1563
    @sarojakumarmishra1563 18 днів тому +3

    ଭାଗ୍ୟ ଭଲ ଏହା ନବୀନଙ୍କ ଅମଳରେ ହୋଇନାହିଁ,ଯଦି ତାଙ୍କ ସମୟରେ ଏ ଘଟଣା ଘଟିଥାନ୍ତ ବିଜେପିକୁ ଆଉ ସମ୍ଭାଳି ହୋଇନଥାନ୍ତା ,ଓଡ଼ିଶା ବନ୍ଦ କରାଯାଇଥାନ୍ତା, ନବୀନଙ୍କ ଇସ୍ତଫା ମଗାଯାଇଥାନ୍ତା କିନ୍ତୁ ନିଜ ବେଳକୁ ଏହା ଜଗନ୍ନାଥଙ୍କ ଲିଳା ।

    • @bhagirathibehera2174
      @bhagirathibehera2174 17 днів тому

      ଜଗନ୍ନାଥଙ୍କୁ ଭିକ କିଏ ମଗେଇଲା

  • @saratachandrakarjee1227
    @saratachandrakarjee1227 17 днів тому +1

    ଦାୟିତ୍ୱ ହୀନତା ଯୁଗୁ ହେହିଛି ସବୁ,ହେ ସବୁ ସେବାୟତ ମାନଙ୍କ ପାଇଁ ହେଈଛି,

  • @anupamamishra9496
    @anupamamishra9496 18 днів тому +8

    ମନୋରଞ୍ଜନ ବାବୁ ଏହା ଦୁର୍ଘଟଣା ନୁହେଁ ଦାୟିତ୍ଵ ହୀନତା।ଏହାକୁ ସ୍ୱୀକାର କରି ଆଗକୁ‌‌ ଯତ୍ନବାନ ହେବା ଉଚିତ୍ ।

  • @user-mj9lz6mp5v
    @user-mj9lz6mp5v 18 днів тому +3

    ମନୋରଞ୍ଜନ ବାବୁ ଟିକେ ଢଳି ପଡୁଛନ୍ତି,ବୁଲେଇ ବଙ୍କେଇ ଗୋଟେ ଦଳକୁ ସମର୍ଥନ କରିବାଟା ସ୍ପଷ୍ଟ ବାରି ହୋଇ ପଡ଼ୁଛି

  • @deepakpallai9307
    @deepakpallai9307 18 днів тому +1

    ମୁଖିଆ ପ୍ରଶାସକ ଆଣଓଡିଆ କହିବାକୁ ଭଲ ଲାଗୁନ୍ ରାଜ୍ୟ 6ର ବିଶ୍ୱର ସାବୁ olରୁ ବଡ ରଥ ଯାତ୍ରା ଅନୁଷ୍ଟି ହେଚି ବାବୁ ଅମର ତାଡାରାଖ ନ କରୀ ଭୁବନେଶ୍ୱର ସାରାକାରି ବାସଭବନ ବିଶ୍ରାମ କାରୁଚନ୍ତୀ ! ଇହା ହେଚି ବିଜେପି ର ଅସଲ ଓଡିଆ ଅସମିତା 🤬

  • @SidharthPrasadDas
    @SidharthPrasadDas 17 днів тому

    ନା ନା କାହାରି କିଛି କହିବାର ନାଇଁ, କାରଣ ବିଜେପି ମନ୍ତ୍ରୀ କହିଲେ ଲୀଳା ଏ ଠାକୁରଙ୍କର, ଆଉ ଯୋଉ ଦଳ କହିଥିଲେ ହୁଏତ ଲୋକ ମାନି ନଥାନ୍ତେ ବିଜେପି କହିଲେ ମାନିବାକୁ ପଡିବ କାରଣ ତାଙ୍କର ଠାକୁରଙ୍କ ସହ ସମ୍ପର୍କ ନିବିଡ, ସାରା ଦେଶ ଜାଣିଛି,

  • @arunkumarsahoo4076
    @arunkumarsahoo4076 18 днів тому

    ଆମେ ମାନେ ଯେମିତି ଜଗନ୍ନାଥ ମହାପ୍ରଭୁ ଙ୍କ ଭକ୍ତ।
    ସେଇଭଳି ପ୍ରଭୁ ବି କାହାରି ଭକ୍ତ।
    ସେ ତାଙ୍କ ପ୍ରଭୁଙ୍କୁ ନ ଡାକି ରଥ ଚଢିଲେ ସେଥି ଲାଗି ହୋଇ ପାରେ।

  • @pitambrarout8724
    @pitambrarout8724 17 днів тому

    ଦୋଷ ଯାହାର ବି ହେଉ ଏ ଚର୍ଚ୍ଚା ବନ୍ଦ ହେଉ ।
    ଆମେ କହୁଛନ୍ତି 'ଯଥା ଦେହି ତଥା ଦେବେ ' ।ମଣିଷଙ୍କର ଦୁର୍ଘଟଣା ହୁଏ ।ଠାକୁରଙ୍କ
    ହେଲା ।ଏଥି ପାଇଁ ଏତେ ଆଲୋଚନା କାହିଁକି ?

  • @user-zq2tq5gj1m
    @user-zq2tq5gj1m 18 днів тому +3

    ଓଡ଼ିଶା ରେ ନିରପେକ୍ଷ ଖବର ଅସମ୍ଭବ

  • @bijayamallick6797
    @bijayamallick6797 18 днів тому

    ମନୋରଞ୍ଜନ ବାବୁ ଏହା ସମ୍ପୂର୍ଣ ପ୍ରଶାସନିକ ଅପାରିଗତା କାରଣ ସେବାୟତ ମାନେ ତାଙ୍କର କର୍ତ୍ତବ୍ୟ ଠିକ ସେ ପାଳନ କରୁନାହାନ୍ତି ଆପଣଙ୍କ ଠିକ ନିଷ୍କର୍ଷ ବାହାରିଲାନି

  • @niranjansahu6654
    @niranjansahu6654 18 днів тому +1

    ମନୁଆ ବାବୁ ତମେ କହୁନ ମୋ ନ୍ୟୁଜ୍ bjp ନ୍ୟୁଜ ବୋଲି ତମେ ଭାବୁଛ ଆମେ ମାନେ କିଛି ଯାଣିପାରୁନୁ ବୋଧେ

  • @bipinamallik2803
    @bipinamallik2803 17 днів тому

    Jaya Sree Jagannatha Jaya Balarama Mahaprabhunka Daityo Hina Trutipai Law Department, Law Minister Sampurna Bhabare Dai

  • @dayanandabehera7187
    @dayanandabehera7187 17 днів тому

    ସାର୍ ରଥ ଉପରେ କମ୍ ସେବାୟତ ରଖନ୍ତୁ କମ୍ ଘଣ୍ଟୁଆ ରଖିଲେ କିଛି ଅସୁବିଧା ହେବନି

  • @Aama_gan_khabar
    @Aama_gan_khabar 17 днів тому

    ଉପସ୍ଥାପନା ଶୈଳୀ ଭଲ ଲାଗିଲା ।କିନ୍ତୁ ସରକାର ଙ୍କୁ କ୍ଲିନଚିଟ ଦେଲା ଭଳି ମନେ ହେଲା ।

  • @nanditamohanty6696
    @nanditamohanty6696 18 днів тому +1

    Bahut kasta lagila emiti ghatana kebe agaru hei nathila

  • @samparksathi
    @samparksathi 18 днів тому +1

    ମନୋରଞ୍ଜନ ବାବୁ ଭୁଲ୍ ଉପସ୍ଥାପନା କରୁଛନ୍ତି। ଆପଣ କହୁଛନ୍ତି ଏତେବଡ଼ ରଥଯାତ୍ରାରେ ଏପରି ଭୁଲ ହୋଇଯାଏ। ଏପରି ଭୁଲ୍ କରନ୍ତୁ ନାହିଁ।

  • @saratachandrakarjee1227
    @saratachandrakarjee1227 17 днів тому

    କାଲି କାଲି ରେ ସେତି ରୁଣ୍ଡ ହେବାର କଣ ଦରକାର ହେତେ ସେବାୟତ ସେଟି ରଇବା ଦରକାର ନାହିଁ, କାଲି ଦେକାହି ହେବା ପାଇଁ କେତେ ସେବାୟତ ସେଟି ଯାହାନ୍ତି

  • @bhagirathibehera2174
    @bhagirathibehera2174 17 днів тому

    ମିଶ୍ର ବାବୁ ଆପଣ ଥାଉ ଥାଉ ନବୀନ ବାବୁ ହାରିଲେ କାହିଁକି ? ବାବୁ ଙ୍କ ଦେହ ଭଲ ଅଛିତ

  • @niranjansahu6654
    @niranjansahu6654 18 днів тому +1

    ମନୁଆ ତୁମ ଭଳି ସାମ୍ବାଦିକ ମାନଙ୍କୁ କୁକୁର କାମୁଡ଼ିବା ଦରକାର

  • @user-kn4zs7ni4k
    @user-kn4zs7ni4k 17 днів тому

    Aganita odisha basi thakuranku namaskar karuchhanti je sebayat mananku ara janmare alga janma heu

  • @DebasisBhoi-se5jg
    @DebasisBhoi-se5jg 18 днів тому +1

    ଳିଳା ନା। ମାଁ ଗି ଆ କିଳା

  • @trinathsethi5036
    @trinathsethi5036 18 днів тому +1

    Manoranjan babu BJP ku ghantghodei rakhantu

  • @AKHANKHI
    @AKHANKHI 17 днів тому

    Manoranjan babu apanathike khauchanti loka khaichanti BJP saport super❤

  • @deepakroutray6568
    @deepakroutray6568 18 днів тому +1

    Manoranjan Babu , you are correct

  • @nanditamohanty6696
    @nanditamohanty6696 18 днів тому

    Right👍👍

  • @user-mj9lz6mp5v
    @user-mj9lz6mp5v 18 днів тому +1

    ଘର ଚାବି ହଜୁଛି?, ରତ୍ନଭଣ୍ଡାରର ଚାବି ହଜିବନି କାହିଁ?

  • @bipinamallik2803
    @bipinamallik2803 17 днів тому

    Daityohina Tritipai, Daityohina Mantabyapai Law Minister Turanta Estafa Diuntu

  • @JitendraRout-oj8mf
    @JitendraRout-oj8mf 17 днів тому

    ଆଛା ମନୋରଞ୍ଜନ ବାବୁ ଆଗରୁ ଇତିହାସରେ ଏମିତି ହେଇନି ଏହା ପ୍ରଥମ ତୁମେ ବିଜେଡି କହିଥିଲା କଣ ଘଟିଥିଲା ଯେ ସେକହୁଥିଲେ ଆପଣ ପାଖରେ କିଛି ଭିଡିଓ ଅଛି ପୋଷ୍ଟ କରନ୍ତୁ ଏ କଥା ସାଧାରଣ କଥା ନୁହେଁ ତୁମେ ବଜେପି ର ଦଲାଲ୍ ମିଡ଼ିଆ ବାଲା ସରକାର ଙ୍କ ଅବହେଳାକୁ ଲୁଚାଇ ସଫେଇ ଦଉଛ ତୁମେ ମାଳିକା କୁ ଅପମାନ କରୁଛ ତୁମେ ଏହାକୁ ବିଶ୍ୱାସ କରୁନ ତୁମେ ଓ ତୁମ ପ୍ରଶାସନ ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁ ଏହାର ବିଚାର ଓଡ଼ିଶା ବସି କରିବେ ସମସ୍ତଙ୍କ ସାମ୍ନାରେ ତଥ୍ୟ ସେବାୟତ ଗଜପତି ମହାରାଜା ଦଇତାପତି ଜଗନ୍ନାଥ କମିଟି ର ସଦସ୍ୟ ଜଗୁନୀ ନାନା ସୂର୍ଯୟନାରାୟଣ ରଥ ଶର୍ମା ଏମାନେ ସମସ୍ତେ ମିଛୁଆ ସାଢ଼େ ଚରୀକୋଟି ଓଡ଼ିଆ ଙ୍କ ଠାକୁର ଙ୍କ ପ୍ରତି ଥିବା ବିଶ୍ୱାସ ଭାବନା ଭକ୍ତି ମିଛ ତୁମେ ସାଲେ ମିଡ଼ିଆ ବାଲା ଓ ପ୍ରଶାସନ ଠିକ୍ ଏହାର ବିଚାର ଆପଣଙ୍କ ହାତରେ ଦେଖନ୍ତୁ କି ଭଳି ଭାବରେ ମନୋରଞ୍ଜନ ବାବୁ କହୁଛନ୍ତି ଏହାକୁ ଗୁରୁତର ଭାବରେ ନିଆଯାଉ ଯାଉ ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ନମସ୍କାର

  • @AKHANKHI
    @AKHANKHI 17 днів тому

    👌👌👌💯💯💯👍

  • @kb42001
    @kb42001 18 днів тому

    ମନୋରଞ୍ଜନ ବାବୁ ଏମିତି କୁହନ୍ତୁ ନାହିଁ ଦୟାକରି

  • @bhagabannayak5002
    @bhagabannayak5002 18 днів тому

    Kahara ztruti Nahi Prabhu Nkara Lila Ranitikariba Thinuhe

  • @manojkumarmohanty1972
    @manojkumarmohanty1972 18 днів тому

    During pohandi sebayata should not use mobail.

  • @sanjeevpaikray977
    @sanjeevpaikray977 17 днів тому

    Prayaschita pain jaha sastriya bidhan achhi taha kariba jaruri .

  • @DEKU_BAKKA
    @DEKU_BAKKA 18 днів тому +1

    Bjp sarakar dai

  • @BijayKumarGhanaoffical
    @BijayKumarGhanaoffical 18 днів тому +1

    ଇଏ ପୁରା ଦାୟିତ୍ଵ ହୀନ କାମ 😡

  • @shreerajarampuri
    @shreerajarampuri 17 днів тому

    Atiprabala loka tkuranku tala adaku tanuchhanti pachhapate thiba sebaka sambhali parunahanti

  • @satyadas6658
    @satyadas6658 18 днів тому

    Nirpekha sambadikata karibaku chesta karantu...biased nuhe

  • @DastgirKhokhar-tz3pn
    @DastgirKhokhar-tz3pn 17 днів тому

    Ati graba .hatalanka

  • @satyadas6658
    @satyadas6658 18 днів тому

    Irresponsible statements of law minister and Dy CM pravati parida

  • @prabhatakumarnayak7713
    @prabhatakumarnayak7713 16 днів тому

    Sambadika badali jaichhanti

  • @gopalkrishnapattnaik5313
    @gopalkrishnapattnaik5313 18 днів тому

    BADATHAKUR IS VERY ANGRIED GOD.. LORD JAGANNATHA PROTECTS WORLD & CONSOLE BADATHAKURA.TIME IS GOD . WHEN DWARAKA DROWNED INSIDE SEA , JAGANNATH TOLD REGARDING THAT TO BALARAM. NOBODY IS ABOVE KOKUA OR TIME.

  • @pramodkumarkar9039
    @pramodkumarkar9039 16 днів тому

    Manoranjan Babu, you are beating the bush. Mahaprabhu is the brother of Daitas. Hence Prabhu is their family members. So it is futile to discuss.

  • @madhusudanparida4161
    @madhusudanparida4161 18 днів тому

    Manoranjan Babu, honourable deputy CM & law minister has given irresponsible & baseless comments about the incident. This is absolutely man made mistake & carelessness by sebayats. 🙏🙏

  • @binodbiswal7558
    @binodbiswal7558 18 днів тому

    ନେହେରୁ ଦୋଷୀ

  • @Sambhunath_Patra
    @Sambhunath_Patra 18 днів тому

    Jay Jagannath

  • @gadadharaswain4487
    @gadadharaswain4487 18 днів тому

    👍

  • @narendrakumardas3214
    @narendrakumardas3214 18 днів тому

    Panda mananku danda darkar

  • @bidyadharswain54
    @bidyadharswain54 18 днів тому

    No sabotage was done by servitor.s it isa accidendeal case no invenstigation should conduct on this matter. Wecan not convict any body.

  • @DastgirKhokhar-tz3pn
    @DastgirKhokhar-tz3pn 17 днів тому

    Kalire.hua.dharmanasa.

  • @santoslibaliarsingh1782
    @santoslibaliarsingh1782 18 днів тому

    Manaranjan babu Apana sampurna posya hoijaichhanti..odissa basi nku bhulantu nanhi.....purbaru Jaganath mahaprabhu thare tike dhali padithile.Birodhi ajira sashaka dala...Bjd sarkarnku kathagadare baseithile..Aji kavhadi khandia kalapare..andhabhakta chup.mahaprabhunka Lila...

  • @BijayKumarGhanaoffical
    @BijayKumarGhanaoffical 18 днів тому

    Pura kopo karibe Bhul katha kahuchhanti

  • @BijayKumarGhanaoffical
    @BijayKumarGhanaoffical 18 днів тому

    Mobile ta chadi paru nahanti

  • @ajayakumarbehera5230
    @ajayakumarbehera5230 18 днів тому +1

    ଏକ ଦମ ରାଇଟ 👌👌😇

  • @kanhaparida5884
    @kanhaparida5884 18 днів тому

    ସେଵକ ମାନେ ଅଵିଵେକି,ଗର୍ଵୀ, ଅହଂକାରୀ ।

  • @banshidharpatra5160
    @banshidharpatra5160 18 днів тому

    ଏହି ମନୋରଞ୍ଜନ କହୁଥିଲା ରତ୍ନ ଭଣ୍ଡାରର ଚାବି ପାଣ୍ଡିଆଁନ ନେଇ ଯାଇଛି, ଏବେ କହୁନାହିଁ ଚାବି କେଉଁଠି ଥିଲା, ଆମ ଓଡ଼ିଆ
    କିଛି କୁହନ୍ତି ନାହିଁ ଅନ୍ୟ ରାଜ୍ୟରେ ପିଟନ୍ତି