LIVE | Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | News18 Odia Exclusive

Поділитися
Вставка
  • Опубліковано 24 вер 2024
  • LIVE | Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ପ୍ରକାରର ଅଛି ସୁନା ଅଳଙ୍କାର ? | ମହଣ ମହଣ ଅଳଙ୍କାର ଦେଖିବାକୁ ଲୋକଙ୍କ ଉତ୍ସାହ | n18oc_national
    #Purinews #Ratnabhandarissue #Jayjagannath #purijagannathtemple #Purijagannathtemple #odianews #news18odialive News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y4...

КОМЕНТАРІ • 273

  • @choudhuryprasantadash5908
    @choudhuryprasantadash5908 3 місяці тому +34

    ମୋର ପିଲା ବେଳେ ମାନେ ଅଛି ବାହାର ଦେଶରୁ ଲୋକ ମାନେ ଆସିଛନ୍ତି ଜଗନ୍ନାଥଙ୍କ ରତ୍ନ ସବୁ ପରିକ୍ୟ୍ୟା ନିରିକ୍ୟ୍ୟା କରିବା ପାଇଁ ଆସିଛନ୍ତି. ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ 🌍🇮🇳🇮🇳🇮🇳🪔🪔🪔🙏🙏🙏🙏🙏👍👍👍

    • @PadmaNayak-um1xg
      @PadmaNayak-um1xg 3 місяці тому +1

      L

    • @ChandanKumarPanigrahi-bx4nq
      @ChandanKumarPanigrahi-bx4nq 2 місяці тому

      😊😊😅😅😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @HiradharPutel-ns7jj
    @HiradharPutel-ns7jj 3 місяці тому +14

    ଜୟ ଜଗନ୍ନାଥ ଶୁଆମୀ

  • @madhabbhumia2028
    @madhabbhumia2028 Рік тому +18

    ଲୋକ ଭିତରକୁ ଜାଈ ନ ପାରିଲେ ଡ୍ରନ କିମ୍ବା ରବଟ୍ ପଠାଇ ଝାନଛ୍ କରାଇବା ଉଛିତ୍ 🙏🙏🙏ଜୟ ଜଗନ୍ନାଥ

  • @minaketansarangi7530
    @minaketansarangi7530 2 місяці тому +3

    ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ବୋଲି ମୋର ବିଶ୍ବାସ। ଜୟ ଜଗନ୍ନାଥ।

  • @vickybhoi5864
    @vickybhoi5864 5 місяців тому +18

    Jay jagarnath odisha is King gold Ariya

  • @prakashmohanty5051
    @prakashmohanty5051 3 місяці тому +40

    ଆଉ ନାହଁ ସବୁ ପାଣ୍ଡୁ ଖାଇ ସାରିଲାଣି ତାକୁ ଜଗନ୍ନାଥ ମାରିବେ ଯେମିତି ସାରଥୀ କୁ ଯେମିତ ଜେଲ୍ ପଠେଇଲେ ସେମିତି ଜୟ ଜଗନ୍ନାଥ 🙏🚩

    • @batakrushnasamal345
      @batakrushnasamal345 3 місяці тому +3

      a bhai Amit kah odisha kaich bjd

    • @ssssss-ot9nt
      @ssssss-ot9nt 3 місяці тому +3

      Pandu khaila bele dekhithila na kan

    • @BaliyaHembram-q2e
      @BaliyaHembram-q2e 3 місяці тому

      ​@@batakrushnasamal345😮😮😅 by ll

    • @MonajMahanta-sr4zc
      @MonajMahanta-sr4zc 3 місяці тому

      H mip​@@batakrushnasamal345

    • @jullysamal6626
      @jullysamal6626 3 місяці тому

      Vk guha khauchu କାଇଁ
      ତୋ ବୋପା ମୋଦି nelani ପରା

  • @prafulasingh2267
    @prafulasingh2267 3 місяці тому +10

    ଯଦି ୧୯୭୮ ମସିହାରେ ଭିତର ରତ୍ନ ଭଣ୍ଡାର ଶେଷଥର ଖୋଲା ହୋଇଥିଲା ଏବଂ ପରେ ଖୋଲା ହୋଇନାହିଁ , ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରତ୍ନ ଭଣ୍ଡାର ଭିତର ଛାତରୁ ପାଣି ଗଳୁଛି ଓ କାଠ ସିନ୍ଦୁକ ନଷ୍ଟ ହୋଇଛି ବୋଲି କିଏ ଦେଖିଲେ ଏବଂ କେମିତି ଜଣାଗଲା ?

  • @Sisej12574
    @Sisej12574 2 роки тому +12

    ଜୟ ଜଗନ୍ନାଥ 🙏🙏
    ଏମିତି ରତ୍ନଭଣ୍ଡାର ର ବିଷୟରେ ଗଣମାଧ୍ୟମ ରେ a ପ୍ରକାର interview ପ୍ରସାରଣ ଠିକ୍ ନୁହେଁ । ଏହା ଦ୍ବାରା ବାହାରୁ ବିପଦ ଆସିପାରେ ।

    • @ranjithdangari3384
      @ranjithdangari3384 Рік тому

      Right bro bahara loka na janiba kathaa

    • @smrutipriyambadapradhan5293
      @smrutipriyambadapradhan5293 Рік тому

      Thik katha

    • @SAGAR_VLOGS7856
      @SAGAR_VLOGS7856 4 місяці тому

      Agyan Odisha loko janiba darkar na hele bhitare bhitare bhandar khali heigole ama odisha upare bipada

    • @SAGAR_VLOGS7856
      @SAGAR_VLOGS7856 4 місяці тому +1

      Ame Odia loko hauche mahaprabhu nka jodha not only sebayat ama janma mruty sabu jaganath nka thu arambha aau sesha

    • @SAGAR_VLOGS7856
      @SAGAR_VLOGS7856 4 місяці тому +1

      Ame Odia loko hauche mahaprabhu nka jodha sabu paristhithire..

  • @byangamanbalaram5651
    @byangamanbalaram5651 2 роки тому +22

    🌹ଵ୍ୟଙ୍ଗ ବାଣ 🌹
    ରତ୍ନ ଭଣ୍ଡାର ରେ, ସବୁଥିଲା 🤫
    ଏବେ ଫାଙ୍କା,,,,,
    ବିଜେଡ଼ି ସବୁ, ଗିଳି ଦେଇଛି,,,
    ସିବିଆଇ, ହନ୍ତାଳିଲେ କିଛିଟା
    ମିଳି ପାରନ୍ତା,ଆଉ ଗିଳିଥିବା ନେତା
    ବାନ୍ତି, କରନ୍ତେ,,,,,
    ଜୟ ଜଗନ୍ନାଥ
    🙏🙏🙏

    • @bhaskardas-t5q
      @bhaskardas-t5q 3 місяці тому

      Jay jaganath

    • @ranjanamallik815
      @ranjanamallik815 2 місяці тому

      ତୁ କଣାଗିଇଆଟାକି ଖୋଲାତହେଇନି ଖାଇବକିଏ

  • @tusharparamguru7738
    @tusharparamguru7738 2 роки тому +5

    Jay jagannath Prabhu Sabu Dekhuchhanti Aau Sabu Sunuchhanti. Jay jagannath Prabhu

  • @AnilkumarDas-fi1jg
    @AnilkumarDas-fi1jg 4 місяці тому +4

    Jay Jagannath

  • @Sinusahoowd2dm
    @Sinusahoowd2dm Рік тому +4

    Prabhunka katha suni mana mugdha heijauchi. 🙏🙏🙏🙏

  • @satyajena8496
    @satyajena8496 Рік тому +5

    ଜୟ ଜଗନ୍ନାଥ 🙏🙏

  • @sangramchirguni2720
    @sangramchirguni2720 Рік тому +2

    ରାଜ୍ୟ ସରକାର କାହିଁକି ଡରୁଛନ୍ତି ଆଉ ସେ ସେବାୟତ ନାଗସାପ କଥା କହୁଛନ୍ତି ରାଜ୍ୟବାସୀ ଚାହୁଛନ୍ତି ଖୋଲିବା ପାଇଁ ଏ ମାନେ କାହିଁକି ଡରl ଉଛନ୍ତି ଏ ମାନେ କl ଲେ କଣ କରିଛନ୍ତି ଶୀଘ୍ର ଖୋଲିବା କଥା

  • @KNOWLEDGE-xd3eu
    @KNOWLEDGE-xd3eu 2 роки тому +4

    Bahut sundar ...jay Jagnnath Swami🙏

  • @Bkentertenment
    @Bkentertenment Рік тому +6

    ଆଉ ନାହିଁ ରେ ବୁଢ଼ା ସବୁ ସେବକ ଲୁଟି ନେଇଛନ୍ତି ସେଥିପାଇଁ ଖୋଲିବାକୁ ଜାଇ ଫେଲ ହେଉଛନ୍ତି ରହସ୍ୟ ମୟ କରି ତୁମ ପରି ସେବକ ରଖିଛନ୍ତି।

  • @rajunaik5128
    @rajunaik5128 Рік тому +5

    Jay jagannatha Swami 🙏🙏🙏

  • @prahaladsahu5406
    @prahaladsahu5406 Рік тому +1

    ଜୟ ଜଗନ୍ନାଥ ହେ ମହାପ୍ରଭୁ ଅନୁମତି ଦିଅନ୍ତୁ

  • @BinodbihariTripathy-rr9pc
    @BinodbihariTripathy-rr9pc Рік тому +2

    Jaya Jagannath, Thank You Sir

  • @bilasinidas6810
    @bilasinidas6810 3 місяці тому +1

    Jay jagnatha

  • @ChittaranjanParida-qj8pt
    @ChittaranjanParida-qj8pt 3 місяці тому +2

    Jay Jagannath 🙏

  • @nirmaljena3673
    @nirmaljena3673 Рік тому +1

    ମୋର ସନ୍ଦେହ ରତ୍ନ ଭଣ୍ଡାରରେ ଚୋରା ରାସ୍ତା ଅଛି। ଯେଉଁ ରାସ୍ତାରେ ସେ ଲୋକଟି ଚୋରି କରି ଚାଲିଯାଇଛି। ବୋଧେ ବହୁତ କିଛି ଚୋରି ହୋଇଯାଇଛି।

  • @GODCREATION2155
    @GODCREATION2155 Рік тому +5

    ରତ୍ନଭଣ୍ଡାର ଦେଖିବା ତା ବିଷୟରେ ଜାଣିବା ତାର ରହସ୍ୟ ଉନ୍ମୋଚନ କରିବାକୁ ଆଜିକା ଦିନରେ ଏତେ ତତ୍ପର କାହିଁକି। ଯେପରି ନବକଳେବର ପାଇଁ ମଙ୍ଗଳାଙ୍କ ଶରଣା ପଣ ହେବାକୁ ପଡେ ସେହିପରି ରତ୍ନଭଣ୍ଡାରର ରକ୍ଷକ ଲୋକନାଥଙ୍କ ଶରଣାପନ୍ନ ହେବା ନିହାତି ଜରୁରୀ।ଏହା ନକରି ଅଯଥା ପ୍ରଭୁଙ୍କ ରହସ୍ୟ ଭେଦ କରିବା ବୋଧ୍ ହୁଏ ପ୍ରଭୁଙ୍କ ପ୍ରତି ଅବମାନନା ହେବା।

  • @tusarkantaparija8548
    @tusarkantaparija8548 Рік тому +4

    Jay shree Jagannatha 🙏

  • @chandusahoo4721
    @chandusahoo4721 2 роки тому +3

    Jay jaganatha

  • @krishnapremi2068
    @krishnapremi2068 Рік тому +4

    Valare sabukichhi samadhan heba setabele jebe manisa manare kichhi manda uddesha nathiba.... 🙏🏻jay Jagannath mahabahu ki jay🙌🏻

  • @bapuojhaofficial
    @bapuojhaofficial Рік тому +1

    ଜୟ ଶ୍ରୀ ଜଗନ୍ନାଥ

  • @bharatipanda3933
    @bharatipanda3933 Рік тому +2

    Jai Jagannath 🙏🙏🌹

  • @parikshitdashdash9251
    @parikshitdashdash9251 8 місяців тому +3

    Good night good news well come

  • @satyabratadash1586
    @satyabratadash1586 Рік тому +3

    Jay Jagannath Swami 🙏

  • @tilottamamohanty3336
    @tilottamamohanty3336 Рік тому +2

    Jai jagannath...🙏🙏

  • @prafullpal8878
    @prafullpal8878 Рік тому +15

    ରତ୍ନ ଭଣ୍ଡାର ଖୋଲିବା ନଖୋଲିବା ପାଇଁ ତର୍କ ହେବା ଉଚିତ।

  • @AnnapurnaJena-lj2xb
    @AnnapurnaJena-lj2xb 2 місяці тому

    Jay jagannath pranam 🙏

  • @lambodarpatra9254
    @lambodarpatra9254 3 місяці тому +8

    Jay jaganatha Swami Nayana patha gami bhaba tume

  • @birakishorenayak1690
    @birakishorenayak1690 Рік тому +23

    ପ୍ରଭୁ ତୁମ ଇଛା ପୂର୍ଣ୍ଣ ହେଉ, ଜଗତର କଲ୍ୟାଣ ହେଉ🙏

  • @jagadishadabar6206
    @jagadishadabar6206 Рік тому +2

    Jai jaganatha swami ki jay

  • @Nehanageswari267
    @Nehanageswari267 3 місяці тому +3

    Jaya jagannath swami bhaba tumee🙏🙏🙏

  • @gurucharanaroutray5955
    @gurucharanaroutray5955 Рік тому +2

    ଜୟ ଜଗନ୍ନାଥ 🚩🚩🚩🙏🙏🙏

  • @sunitsumanmallick3117
    @sunitsumanmallick3117 Рік тому +9

    jay jagatnath 🙏🙏🙏🚩🚩🚩

  • @RajendraPatra
    @RajendraPatra 2 місяці тому

    Jai jagannath swamy

  • @desi...kalakar2818
    @desi...kalakar2818 Рік тому +3

    ଜୟ ଜଗନ୍ନାଥ ଜଗନ୍ନାଥ 🙏🙏🙏

  • @mayapurty
    @mayapurty 2 місяці тому

    Jayjagarnath 4:51

  • @SanyaMuduli-h3o
    @SanyaMuduli-h3o 2 місяці тому

    Jey jagarnath

  • @nirupamadevi5790
    @nirupamadevi5790 Рік тому +5

    ସବୁ ଚାଲ, ରତ୍ନ ଭଣ୍ଡାର ଲୁଟ ହୋଇଛି, ରୁପା ଇଟା ଶଗଡ଼ ଶଗଡ଼ ବାହାରେ ବାହାରୁ ଥିଲା, ସୁନା ଇଟା ଶଗଡ଼ ଶଗଡ଼ ରତ୍ନ ଭଣ୍ଡାରରୁ ବାହାରିବା କଥା, ଜଗନ୍ନାଥଙ୍କ ସମ୍ପତ୍ତି ସାମାନ୍ୟ ନୁହେଁ, ନ ଖୋଲିବା ପାଇଁ ଏ ସବୁ ରହସ୍ୟ, ପ୍ରହଶନ, ଅମୁଲ୍ୟ ସମ୍ପତ୍ତି ଯେଉଁଠି ଅନ୍ଧାର କାହିଁକି, ଲୁଟିବାକୁ ବାଟ

  • @dark_tiger_03
    @dark_tiger_03 Рік тому

    Jay jagannatha same

  • @tapanmallick5919
    @tapanmallick5919 Рік тому

    jay jagannath

  • @ଡଃଟିକେଶ୍ଵରମହାରଣା-ଲ4ଲ

    ମୁଁ ହେବି ବିଶ୍ବ ମନ୍ତ୍ରୀ ଯଦି ଚା ବାଲା ପ୍ରଧାନ ମନ୍ତ୍ରୀ ଝାଡୁଦାର ମୁଖ୍ୟ ମନ୍ତ୍ରୀ ଅଟୋ ବାଲା ରାଜ୍ୟ ମନ୍ତ୍ରୀ ତିୟୁସନ ମାଷ୍ଟର ଜିଲ୍ଲା ମନ୍ତ୍ରୀ ତେବେ ବିଶ୍ବ ବିଦ୍ୟାଳୟ ର ଅଧ୍ୟାପକ ବିଶ୍ବ ମନ୍ତ୍ରୀ 😄 ଡଃ ଟିକେଶ୍ଵର ମହାରଣା ପ୍ରତାପ ସିଂହ ଦେଓ bargauda ପଇସା ଦେଲେ ସବୁ କିଛି

  • @pramodsatpathy2014
    @pramodsatpathy2014 Рік тому +1

    Jay jagannath🙏🙏🙏

  • @dillipcreation9338
    @dillipcreation9338 Рік тому +2

    Jay Jagannath, Jay Maa Subhadra, Jay Balabhadra🙏🙏🙏🌹🌹🌹🌺🌺🌺

  • @SukantaSahu-tz9ed
    @SukantaSahu-tz9ed Рік тому

    🙏ପ୍ରଭୁ ନି ଲା

  • @sunilbehera4758
    @sunilbehera4758 Рік тому

    jay sri jagannath 🙏🙏🙏🙏🙏🙏🙏

  • @Biswajit2019-n3y
    @Biswajit2019-n3y Рік тому +1

    Ratna Bhandar kholi dekha jau.. Majhi re Majhi re check karajiba darkar. JAI JAGANNATH🙏

  • @gopalchandrarath3171
    @gopalchandrarath3171 Рік тому +4

    ଏସବୁ ମିଛ କଥା ମନ ଗଢ଼ା କଥା ସବୁ ଲୁଟି ନେଇଛନ୍ତି

  • @sairamsatapathy8539
    @sairamsatapathy8539 Рік тому +26

    Excellent person with excellent thought.

  • @prafulasingh2267
    @prafulasingh2267 3 місяці тому +1

    News ଓଡ଼ିଶା ବ୍ୟତିତ ଅନ୍ୟ କୌଣସି ବିଦ୍ୟୁତ ଗଣମାଧ୍ୟମ ଏପର୍ଯ୍ୟନ୍ତ ସମ୍ବାଦ ପରିବେଷଣ କରିନାହିଁ ।
    ପ୍ରଶ୍ନ ? କେବେ ଏହି ସାକ୍ଷାତକାର ହୋଇଥିଲା ?

  • @swainludu2262
    @swainludu2262 3 місяці тому

    Jay jagannath ❤❤❤

  • @KhirodaPradhan
    @KhirodaPradhan Рік тому

    Jaya jaganntha

  • @gopalchandra6455
    @gopalchandra6455 5 місяців тому +4

    ସବୁ ସମ୍ପତି କୁ ସରକାରକୁ ହସ୍ତାନ୍ତ କରାଯାଉ, ଏହା ଓଡିଶା ଜନତାଙ୍କ କାମରେ ଲାଗିବ l
    ଭୟ ଥୟ କିଛି ନାହିଁ, ଏଟା ଗଣା ଯାଇ ପାରିବ, ଅସୁବିଧା କିଛି ନାଇଁ, ସାପ, ଝିଟିପିଟି କାମୁଡି ଦେବ, ଭୁତ ବାହାରିବ ସେମିତି କିଛି ନୁହେଁ l

    • @twinkleiiii9126
      @twinkleiiii9126 5 місяців тому +2

      😮 ete bhala chintadhara sarkar aku neiki khaiba apekhya eha jagannath nka pakhare rahiba uchhit 🙏

    • @bhaskardas-t5q
      @bhaskardas-t5q 3 місяці тому

      Ata jau jagara achhi sai jagara rohiba uchhit

  • @barsharanimahapatra6815
    @barsharanimahapatra6815 Рік тому +1

    Jay Jagannath 🙏😌❤️

  • @soudaminimallick2064
    @soudaminimallick2064 2 роки тому +9

    A sabu gopana re rahu
    🙏🙏🙏JAY JAGANNATH🙏🙏🙏🙏🙏🙏🙏🙏🙏🙏🙏

  • @ଶ୍ରୀଜଗନ୍ନାଥମହିମା

    ମିଛକଥା କହିବାରେ ଧୁରନ୍ଧର

  • @sudhansugardia2700
    @sudhansugardia2700 3 місяці тому

    Jay jeogonath❤❤

  • @prafullpal8878
    @prafullpal8878 Рік тому +1

    ରତ୍ନଭଣ୍ଡାର ଏବଂ ଓଡ଼ିଶା ଇତିହାସ ସମ୍ପର୍କରେ କିଛି ଅଛି କି?

  • @OMPRAKASHYADAV-pv6vj
    @OMPRAKASHYADAV-pv6vj 3 місяці тому

    Om

  • @kamuprasantkumar1201
    @kamuprasantkumar1201 Рік тому

    Prabhu apekholebe apekshya karantu

  • @Reenabehera0
    @Reenabehera0 2 місяці тому +1

    ❤❤❤❤❤❤❤❤❤❤❤ Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @narottammahanta4044
    @narottammahanta4044 2 місяці тому

    ଲୁଟି ନେଇଥିବା ରତ୍ନ କୁ ପୁନର୍ବାର ଉଦ୍ଧାର କରାଯାଉ

  • @manucdas9626
    @manucdas9626 Рік тому

    Jai Jagannath, samastnkar bhala hau , Mangala Hau hey Saanta !

  • @bipinamallik2803
    @bipinamallik2803 Рік тому

    Jaya Sree Jagannatha Swami Jaya Ratnavandra Jaya Jagannatha Jaya

  • @deepameher3635
    @deepameher3635 Рік тому

    Bahuta acchi ..samasta nku kichhi kichhi miliba

  • @LaxmipriyaSundaray-lj2xu
    @LaxmipriyaSundaray-lj2xu 4 місяці тому

    Jay jagannath 🙏🙏⚫‼️⚫🙏 pravu

  • @hi-yx8fc
    @hi-yx8fc Рік тому +15

    One of the best servant and devotee of lord jagannath sriman Mishra mahodaya.

  • @sagarkumarnayak8033
    @sagarkumarnayak8033 Рік тому

    Good news 👏

  • @sudhirkumarmohanty562
    @sudhirkumarmohanty562 Рік тому +3

    Kichhi nathiba ,sabu loot heijaithiba.

  • @HemanteHemanta
    @HemanteHemanta 4 місяці тому +1

    ଜେମିତି ମଉଶା କହିଚନ୍ତି ସେମିତି ହିଇତ ରା ମ ମନ୍ଦିର ତିଆରି ହେନିତ ତାହେଲେ ଜାଣିଲେ କେମିତି ମୋଦି କଟକରେ news ରେ କହିଲେକେମିତି ତାମିଁଲାଡୁ ଗଲାକେମିତି

  • @rashmiranjanparidarashmira9668

    Sir barambara gotie katha kahuchanti jadi Manda udesya neiki jiba mariba thik...🥺🙏 Prabhu sabu Tori Lila...

  • @anilkumarbharati2155
    @anilkumarbharati2155 Рік тому

    Har har mahadev 🙏🙏🙏

  • @jayashreeroutray7737
    @jayashreeroutray7737 3 місяці тому

    🙏🏻🙏🏻🙏🏻

  • @madhabnayak8361
    @madhabnayak8361 2 роки тому +3

    1978 list ku verification karajau, Govt permission darkar

  • @sanjayapadhan-ci1mg
    @sanjayapadhan-ci1mg 3 місяці тому

    🙏🙏🙏🙏

  • @pramilapani9960
    @pramilapani9960 Рік тому +3

    JAY JAGANNATH🙏❤🙏❤

  • @indranirajhans9876
    @indranirajhans9876 Рік тому

    Ram ram🙏🙏🙏 ram ram🙏🙏🙏

  • @nrusinghcharanswain8335
    @nrusinghcharanswain8335 2 роки тому +1

    Jai jaganath 🙏🙏🙏

  • @nirmaljena3673
    @nirmaljena3673 Рік тому

    ସନ୍ଦେହ ଚୋରା ରାସ୍ତାରେ ଚାଲିଗଲା। ଯେଉଁ ରାସ୍ତାକୁ ଏବେ ଖୋଳି ଦିଆଯାଇଛି ।

  • @parsuramnayak4093
    @parsuramnayak4093 Рік тому +1

    Misra sir jahakahuchanti thik kahuchanti..

  • @suniledas8947
    @suniledas8947 2 місяці тому

    ,,, ❤❤

  • @gangadharbiswal2606
    @gangadharbiswal2606 Рік тому +1

    Mishra babu pranam. You are a Brahmin and ex- temple administrator. Now you have not clarified about the keys of Internal Room of the Ratna Vandar. Similarly you did not tell whether there are lock and keys of the wooden boxes and where the keys are. It is process and simple thing to take the account of the Ratna Vandar, but the temple administrator,.Govt and the King of Puri are silent and inactive about Ratna Vandar.If it will be kept secret by the agnya of Prabhu, then atleast Puja Panda, King and Law Minister should see the vandar.
    Hay Jagannath.

  • @prafullpal8878
    @prafullpal8878 Рік тому +1

    ରତ୍ନ ଭଣ୍ଡାର ବିଷୟରେ ମହାଲକ୍ଷ୍ମୀ ବି ଜାଣି ନାହାନ୍ତି।

  • @bhagbansethi336
    @bhagbansethi336 Рік тому

    ଏ ପ୍ରଭୁ ପ୍ରଫେଟେ ଲୋକ

  • @gopalkrishnapattnaik5313
    @gopalkrishnapattnaik5313 2 роки тому +3

    TEMPLE ADMINISTRATION MAY DO ELECTRIFICATION OF RATNABHANDARA DURING REPAIRING. ALL MUST PRAY TO LORD. SINCE LAST 50YEARS OR MORE INNER RATNABHANDARA HAS NOT BEEN VERIFIED..PROPERTY OF JAGANNATH CAN NOT BE EVALUATED . IT IS DUTY &ONE FORM OF RITUAL TO SAFEGUARD THE PROPERTY OF LORD. ALL PLACES OF TEMPLE HAVE BEEN ELECTRIFIED EXCEPT RATNABHANDARA.

  • @kalantinayak8094
    @kalantinayak8094 5 місяців тому

    ଆପଣଙ୍କୁ କୋଟି କୋଟି ପ୍ରଣାମ

  • @kalpanarautaray5844
    @kalpanarautaray5844 Рік тому

    Ratna vandara rahasya_ vandara gharu lokanathanka parjyanta eka sudanga tiari hoichhi. Tara rakshyaka sarpa devata. Semane yuga yuga ru achhanti. Tankara khadyara sabu subidha mandhya achhi.

  • @sanjuktabisoi9241
    @sanjuktabisoi9241 2 місяці тому

    Jay jagarnnath 🙏🙏,bhitaraku galabele chacking hela, but bahariba pare ta au check hoini, free re gale sidha van re basigale,

  • @saraswateemahankuda6500
    @saraswateemahankuda6500 3 місяці тому

    😊

  • @Ashokbeuria
    @Ashokbeuria 3 місяці тому

    ତମେ ଜଗ ନାଥକୁ କହୁଛ ଜିବିତ ଠାକୁର ଚୋରି ହେଲେ ତାର ବିଚାର କରୁନାହି କାହିକି ଠାକୁର

  • @SuryaKantasukla
    @SuryaKantasukla Рік тому

  • @itishreekhunti7803
    @itishreekhunti7803 Рік тому

    Jai jagananth 🙏🙏
    Sir where are you staying 🙏🙏

  • @akashswain5031
    @akashswain5031 Рік тому

    କଣ ଦରକାର ଅଛି ନିଆ ରେ ହାତ ପୁରେଇ ବା

  • @prafullpal8878
    @prafullpal8878 Рік тому

    ରତ୍ନଭଣ୍ଡାର ଖୋଲାଯିବା ଯଥାର୍ଥତା କ'ଣ? ଏହାର ସାର୍ବଜନୀନତା ହେଲେ କଣ ହେବ?

  • @dhrubaswain2855
    @dhrubaswain2855 3 місяці тому

    ତୁ ଜାଣି ରାଜ୍ୟକୁ ବିପଦ ଆଣିବା ମିଡିଆ ଗୁପ୍ତ ଜିନିଶ ଗୁପ୍ତରେ କରାଯାଏ
    ଏମିତି ଖୋଲା ଖୋଲି ବିତର୍କ ନୁହେଁ
    ଜାହାକି ଲୋଭ ମାଡି ଆଶିବ
    ତୁତ ଓଜନ ପଇସା ସବୁ ବୁଝେଇ ଦେଲୁ ଭାଗ ପାଇବୁ
    ୪୬ ବର୍ଷ ହେଲା ଦେଖି ନାହାନ୍ତି
    କାରଣ କଣ ଭିତରେ ଭିତରେ
    ମୂଷାହେଇ ନାହାନ୍ତି ତ ଅଧିକାରୀ