Jibana Do Chhakire Ashara Alok Ep 419 29 JUNE 2024

Поділитися
Вставка
  • Опубліковано 1 жов 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 419#OdishaTV #OTV

КОМЕНТАРІ • 193

  • @dushasanpradhan7917
    @dushasanpradhan7917 2 місяці тому +197

    ହେ ସରକାର କଣ ମିଳୁଛି ଆପଣଙ୍କୁ ଏ ମଦରୁ କି ଦୁଃଖ ଏ ପରିସ୍ଥିତି ଟିକେ ତ ବଦଳାଇ ଦିଅ ମଦ ବନ୍ଦ କରିଦିଅ ମୁଁ ଆପଣଙ୍କ ନିକଟରେ ଚିର ଋଣୀ ରହିବି ଏବଂ ହୃଦୟର ରୁ ବିଶ୍ୱାସ କରିବି ଆଶାରେ ରହିଲି 🙏🙏🙏🙏🙏🙏

  • @sisirkumarbehera6276
    @sisirkumarbehera6276 2 місяці тому +35

    ଏମିତି ସ୍ତ୍ରୀ ଲୋକଙ୍କୁ ଭଗବାନ ଶକ୍ତି ଦିଅନ୍ତୁ

    • @rajendrasahuraju5804
      @rajendrasahuraju5804 2 місяці тому

      ଖାଲି ସ୍ତ୍ରୀ ନୁହେଁ ଭାଇ ଦେବୀ ତୁଲ୍ୟ ସମ୍ମାନ 😂

  • @mamaslyfstyle7546
    @mamaslyfstyle7546 3 місяці тому +44

    ମୁଖ୍ୟ ମନ୍ତ୍ରୀ ଙ୍କୁ msg କରନ୍ତୁ ମଦ ବନ୍ଦ କରନ୍ତୁ କେତେ ପରିବାର ନଷ୍ଟ ହେଉଛି

    • @Jayansh2110
      @Jayansh2110 2 місяці тому +1

      Sabu Nisa kebala mada nuha

    • @pravatilatadash6313
      @pravatilatadash6313 2 місяці тому

      ମଦ ବନ୍ଦ କରନ୍ତୁ ଦୟାକରି।ବହୁ ପରିବାର ନଷ୍ଟ ହେଇ ଯାଉଛି। ସମାଜ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି।

    • @gangstergamer4372
      @gangstergamer4372 Місяць тому

      Vai tem tank Ghar chaluch ki. Ans...

  • @sukantswain3641
    @sukantswain3641 2 місяці тому +26

    Otv କୁ ମୋର ଅନୁରୋଧ ସେମାନେ ଏବେ କିପରି ଚଳୁଛନ୍ତି, ଦୟାକରି ଗୋଟେ ଗୋଟେ ଅଧ୍ୟାୟ ଦେଖେଇଲେ ଆମେ ବହୁତ ଖୁସି ହେବୁ l

  • @DAMBURU798
    @DAMBURU798 Місяць тому +22

    ଏହି ଭଳି ସ୍ତ୍ରୀ କୋଟିଏ ରେ ଗୋଟିଏ 🙏🙏🙏

  • @samirsmr4706
    @samirsmr4706 2 місяці тому +67

    Kie kie mihir das nku miss karucha like kara😢😢😢

    • @DAMBURU798
      @DAMBURU798 Місяць тому

      Really miss you sir 😭😭😭

    • @sasmitarana106
      @sasmitarana106 Місяць тому +1

      Mu bahut miss karuchi mihir sir...nko 😢

    • @SuriyaSadangi
      @SuriyaSadangi 19 днів тому

      Mu bi besi miss karuchhi​@@sasmitarana106

  • @tapanbarik779com4
    @tapanbarik779com4 2 місяці тому +9

    ଏଇ ଭଳି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳିବେ ନାରୀ ଜାତି ପାଇଁ ଏକ ଉଦାହରଣ ମୁଁ ହୃଦୟରୁ ପ୍ରଣାମ କରୁଛି କଥାରେ ଅଛି କାନ ଥିଲେ ସୁନା ନାହିଁ ସୁନା ଥିଲେ କାନ ନାହିଁ ,କୁହ ଜଗନ୍ନାଥ କାହାର ଦୋଷ ଆମ ଭାଗ୍ୟର ନା କଲା କର୍ମ ର ⭕❗⭕ଧନ୍ୟବାଦ୍ ଓଟିଭି ପରିବାର କୁ ଉଜୁଡ଼ିଯାଇଥିବା ଘର କୁ ସଜାଡୁ ଥିବାରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା 🙏🙏🙏❤️💜💚🧡💙

  • @dolagobindasahoo9267
    @dolagobindasahoo9267 2 місяці тому +37

    ନିଶା କବଳିତ ଯେତେସବୁ ଅଛ
    ପ୍ରଫୁଲ୍ଲକୁ ଟିକେ ଦେଖ ।
    ସବୁ ଥାଇ ମଧ୍ୟ କିଛି ନାହିଁ ତାର
    ଖାଲି ଦୁଃଖ ନାହିଁ ସୁଖ ।

  • @odishac.c5306
    @odishac.c5306 2 місяці тому +39

    ହେ ଈଶ୍ୱର , ଏ ଭଉଣୀ ଦୁଃଖ ଦୁର କର
    ହେ ଈଶ୍ୱର, ଏତେ ଭଲ ଏ ଭଉଣୀ
    ମନରେ ଦୁଃଖ ଥିଲେବି, କ'ଣ କହିବି ଭାଷା ନାହିଁ,ମଣିଷ ପରି ମଣିଷ ଟିଏ,

  • @harishnayak8993
    @harishnayak8993 2 місяці тому +25

    ପ୍ରଫୁଲ୍ଲ ଭାଇ ତମେ ବହୁତ୍ ଭଲ ସ୍ତ୍ରୀ ଆଉ ଅତି ସୁନ୍ଦର୍ ବାପା ମା ପାଇଚ, ପ୍ରଫୁଲ୍ଲ ଭାଇ ତମେ ମନ୍ଦ ଛାଡ଼ି ନିଜ ପରିବାର ସାଙ୍ଗରେ ଖୁସିରେ ରୁହ ଏତିକି ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜୟ ଜଗନ୍ନାଥ

  • @himanshugochhayat464
    @himanshugochhayat464 2 місяці тому +12

    ମଦୁଆ ଲୋକ ପରିବର୍ତ୍ତନ କ୍ଷଣିକ ପାଇଁ

  • @sangamaifarming
    @sangamaifarming 3 місяці тому +40

    ଆଶା ର ଆଲୋକ ଆସି ଗଲା ପରେ ବଦଳି ଗଲା ସଂସାର କୁ ପୁଣି ଦେଖା ଇ ଲେ ଭଲ ହୁଅନ୍ତା

  • @Santosh-sipra-shorts
    @Santosh-sipra-shorts Місяць тому +2

    ମାଉସୀ ଜଉ କହିଲେ କଉ ଶାଶୁ ରୋଷେଇ କରୀକୀ ବୋହୂ କୁ ଡାକିବ ନାହିଁ ଆ ଖାଇବୁ ବୋଲି କିନ୍ତୁ ମୁ ମୋ ବୋହୂ ଡାକିଛି ଆ ଖାଇବୁ, ମାଉସୀ ହୁଏତ ଦେଖି ନ ଥିବେ ଏମିତିକା ଶାଶୁ ବୋହୂ କୁ, କିନ୍ତୁ ମୋ ଦେହ ପ୍ରାୟେ ଭଲ ରୁହେନି ବୋଲି ମୋ ଶାଶୁ ରୋଷେଇ କରୀକି ମତେ ଖାଇବାକୁ ଦିଅନ୍ତି ମତେ ଘଷି ବି ଦିଅନ୍ତି, ଯେତେବେଳେ ମୋ ଦେହ ଭଲ ରୁହେ ତାଙ୍କ ସେବା ମୁଁ କରେ, ଜଗତ ର ନାଥ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖ 🙏🙏🙏🙏🙏🙏🙏🙏🙏

  • @Rudransh4949
    @Rudransh4949 2 місяці тому +6

    ସବୁ ଘର ଭାଙ୍ଗି ବାର କାରଣ ଵିଭାହିତା ଝିଅ ର ବାପ ଘରେ ଭୂମିକା

  • @kalpanamishra1750
    @kalpanamishra1750 2 місяці тому +12

    ଏତେ ସୁନ୍ଦର ମା ସ୍ତ୍ରୀ ଭାଇ ସୁଧୁରିଜା

  • @susantasushama1328
    @susantasushama1328 3 місяці тому +40

    ଏଇ ପରିବାର ଟା ଫୁଲୁ ଅଳିଆ ପରିବାର ବଡ଼ ପୁଅ ତା ସୀୂକୁ ହଇରାଣ କରୁଚି ସାନ ପୁଅ ଆଦିବାସୀ ଝିଅ କୁ ବାହା ହେଇକି ରହିଚି ଘରକୁ ପଚାରୁନୁ ଝିଅକୁ ତା ସୌମି ଛାଡ଼ି ଦେଇଚି ଏ ସଳେ ଜେଲ୍ ଜିବା ଦର୍କାର

    • @TapanKumarNaik-s7y
      @TapanKumarNaik-s7y 3 місяці тому +2

      ତୁମେ କହିଦେହେଲା

    • @anantacharannaik150
      @anantacharannaik150 3 місяці тому

      Ka ghare ekathi samaste dhouchhanti?

    • @sampadasahoo6889
      @sampadasahoo6889 2 місяці тому

      Jiy piuchhi mada siye gadha maa bapa stree pilanku samman dia ghare bisrunkhala karani ghara joda bhangani

    • @sampadasahoo6889
      @sampadasahoo6889 2 місяці тому

      Duheeta nku chota akhire dekhani ghare semanka janma paini Kali lagani etiki Mora request

  • @Barsha-pani31
    @Barsha-pani31 2 місяці тому +4

    ନିଶା ଖାଉଥିବା ପ୍ରତ୍ୟେକ ଘର ଭାଙ୍ଗିବା ସ୍ୱାଭାବିକ,,,😢😢😢

  • @pinkymishra333
    @pinkymishra333 3 місяці тому +12

    ଶାଶୁ ବହୁ perfect

  • @pinkinayak1389
    @pinkinayak1389 2 місяці тому +4

    ତମେ ଭଲ ସ୍ତ୍ରୀ ଟିଏ ପାଇଛ

  • @rajendrasahuraju5804
    @rajendrasahuraju5804 2 місяці тому +3

    ଏହି ସ୍ତ୍ରୀ ଙ୍କୁ ମର କଟି ପ୍ରଣାମ 😂😂😂

  • @abhayajena9099
    @abhayajena9099 3 місяці тому +6

    ମଦୁଆ ସବୁ କରିଦେବି କୁହନ୍ତି କିନ୍ତୁ ଯଥା ପୂର୍ବ ତଥା ପର, emotinal ନହେଇ ତାକୁ କଡା ଭାବରେ ଠିକ କରିବା ଵେବସ୍ତା କଲେ vala

  • @ReenaTravel143
    @ReenaTravel143 2 місяці тому +6

    Kia kia meher sir ku miss karucha 😢

  • @santoshthatoi8286
    @santoshthatoi8286 2 місяці тому +7

    Ea stree kete bhala mun hrudaya ru
    Namaskar karuchhi

  • @abhayajena9099
    @abhayajena9099 3 місяці тому +3

    ତାକୁ ସମସ୍ତେ ଆଶ୍ୱାସନା ଦେଇ ସେ ଏମିତି ହେଇଚି, ମୁଣ୍ଡ ଖରାପ ନୁହେଁ, ସେ roll କରୁଥିଲା, ତାକୁ totaly ବାନ୍ଧି କି ଉପାସ ପକେଇ ଦିଅନ୍ତୁ, ସେ ଠିକ ହେଇଯିବ

  • @jaduho3824
    @jaduho3824 2 місяці тому +2

    Sabu mada aau nisa drabyara jogu esabu ghatana dinaku dina bodhibare lagichhi

  • @KingOfRost-df9ou
    @KingOfRost-df9ou 3 місяці тому +3

    ଏ ପୁଅ ଜାଣିସିଆଣିଆ ଶଳା

  • @SarojkantaSahoo-j4q
    @SarojkantaSahoo-j4q 2 місяці тому +5

    ମା ତୁମକୁ ସଲାମ୍ ❤

  • @mamatasethi1017
    @mamatasethi1017 3 місяці тому +6

    Akhi re luha asigala 😢😢😢😢

  • @sudhakarnayak2958
    @sudhakarnayak2958 2 місяці тому +2

    Prafol Babo please Tack your Family Jay Jagannath

  • @amarbag5933
    @amarbag5933 3 місяці тому +8

    ଅନୁରୋଧ କରୁଛୁ ମତେ ଆଶାର ଆଲୋକ ର ଫୋନ୍ ନମ୍ୱର୍ ଲେଖନ୍ତୁ କାହିକିଁ ନା ଗୋଟିଏ ପରିବାର ସ୍ବାମୀ ସ୍ତ୍ରୀ ଅଲଗା ଅଲଗା ରହୁଛନ୍ତି ଆଶାର ଆଲୋକ ର ଯୋଗା ଯୋଗ କରିବୁ

  • @kamallochannayak5477
    @kamallochannayak5477 2 місяці тому +3

    Mo akhira luha asigola vauni pain

  • @SanjayKumarMohanty-c7u
    @SanjayKumarMohanty-c7u 2 місяці тому +2

    Bhala family...nisa ujadi deichi family ku....

  • @shivarai7907
    @shivarai7907 2 місяці тому +1

    Modo kete jibono nasto karuchi 🙏🙏🙏🙏🙏

  • @dipakkumarbal8318
    @dipakkumarbal8318 2 місяці тому +2

    ସୁନ୍ଦର ପଦକ୍ଷେପ l ଆନ୍ତରିକ ଧନ୍ୟବାଦ 🙏

  • @birakishoresahoo3080
    @birakishoresahoo3080 3 місяці тому +7

    Prafulla ra wife nkar padaku juhara.

  • @manojnaik1347
    @manojnaik1347 3 місяці тому +3

    Just treatment need to this person he is addicted to alcohol an narcotics... please guide an consultant to psychiatrist doctor

  • @KunilatasahooKunilatasahoo
    @KunilatasahooKunilatasahoo 3 місяці тому +7

    Bohu sasu best

  • @SarojkantaSahoo-j4q
    @SarojkantaSahoo-j4q 2 місяці тому +2

    ମା ତୁମକୁ ସଲାମ୍

  • @ShyamprasadDas-c7n
    @ShyamprasadDas-c7n 3 місяці тому +6

    Nisa mnisaku bhala batare nia nahi kanta batare nia jaha pare nijara jiban nasta hoijaee❤❤❤😂😂😂🎉🎉🎉😢😢😢😮😮😮😅😅😅😊😊😊l❤you❤❤❤🎉🎉🎉

  • @birakishoresahoo3080
    @birakishoresahoo3080 3 місяці тому +7

    Jagannath nku prarthana prafulla nisa chhadidiantu.

  • @santoshdakua5079
    @santoshdakua5079 2 місяці тому +2

    Mada band karajai😢😢😢

  • @prasannabehera1461
    @prasannabehera1461 2 місяці тому +1

    Ebe Mada band heba mu Khusi

  • @Parthasarathipatra-tn3fr
    @Parthasarathipatra-tn3fr 2 місяці тому +4

    God🙏🙏🙏 bless you with your family Always welcome🙏🙏🙏 Otv

  • @banalatapattnaik2602
    @banalatapattnaik2602 2 місяці тому +1

    Mu anek. Asharalok dekhichhi bt. This is something. Specal. Niara charitra. Thanks. God bless u

  • @KANHAJethi-i6q
    @KANHAJethi-i6q 2 місяці тому +2

    A didi sabutu bhala

  • @pintuu_official
    @pintuu_official 2 місяці тому +2

    Amt bahuu duniya re..... Paibenii

  • @manasmallick738
    @manasmallick738 2 місяці тому +1

    ପ୍ରଫୁଲ୍ଲ ଟା ମିଠା ମାଡୁଆ ,

  • @sasmitamohapatras.m
    @sasmitamohapatras.m 3 місяці тому +4

    Khali mada drkr madua swaminku

  • @MamoniMaity-k8f
    @MamoniMaity-k8f Місяць тому

    ଶୁପର୍,ଭଉଣୀ,ଭାଇକୁ,ନିଜର,କରିନୀଓ

  • @sairamsatapathy8539
    @sairamsatapathy8539 Місяць тому

    We want some episode after the case resolved between husband and wife. What is the result ? How this type of programs of otv will more famous..

  • @janekkumargiri
    @janekkumargiri 2 місяці тому +3

    A bahu ku salute

  • @ShyamaghanaPala
    @ShyamaghanaPala 2 місяці тому +3

    Stre bahut bhala

  • @sangitapradhan4156
    @sangitapradhan4156 2 місяці тому +1

    Satare bhai Amiti family miliba bahut kasta

  • @sankarbhuyan4463
    @sankarbhuyan4463 Місяць тому

    Nija ghra katha bahare pakeideba kichi darakar nahi nija bhitare solv kariba darkar,bekar katha

  • @Akhaya-y2q
    @Akhaya-y2q 2 місяці тому

    ଶଳାଜେଲଦଣ୍ଡଦରକାରଭ୍ଉଣୀକୁଭଗଵନଭରସାହେସରକାମଦବନ୍ଦ୍କର

  • @PradyumnaKumar-q4f
    @PradyumnaKumar-q4f Місяць тому

    Ye bhauni nka bhali stree ajika samayare nahanti
    Hele ye kulangar

  • @smitalatadalei4494
    @smitalatadalei4494 2 місяці тому +3

    Emeti Maa jagate saha thyanks

  • @SarojkantaSahoo-j4q
    @SarojkantaSahoo-j4q 2 місяці тому

    ବୋହୂ ନହିଁ yemaakudebikuhajiba

  • @jhirgaoram7384
    @jhirgaoram7384 Місяць тому

    Nisa nibarana Kendra kouthi achi sar mate janantu pliz sar moparisthiti v amiti rahuchi

  • @nirakarjena3457
    @nirakarjena3457 2 місяці тому +1

    Great wife

  • @anantakishornayak1073
    @anantakishornayak1073 2 місяці тому

    ଏପରି ବୋହୂ କୋଟିରେ ଗୋଟିଏ ମିଳେ,ମାଆ ତମେ ବୟସରେ ମୋ ଠାରୁ ବହୁତ ଛୋଟ, ତଥାପି ତମ ପାଖରେ ମୋ ମୁଣ୍ଡ ନତ ହେଉଛି।ଭଗବାନ ତମକୁ ସହାୟ ହୁଅନ୍ତୁ।

  • @PARIVAR.n.g.o
    @PARIVAR.n.g.o Місяць тому

    ବହୁତ ସୁନ୍ଦର ଉପସ୍ଥାପନା, ମାର୍ମିକ୍ ଶଦ୍ଦ ସଂଯୋଜନା,ଶିଖର କବି ଙ୍କ ବିଷୟ ରେ ଅନେକ କିଛି ଜାଣି ହେଳା, ଶୁଭେଛା ଓ ଶୁଭ ଅଭି ନନ୍ଦନ🎉❤❤

  • @parbhatinaik240
    @parbhatinaik240 3 дні тому

    Bhai re bodali jao kahikina mobhai bi emiti ame bohut 😭😭😭auu dhukha re ochu maa bapa mu

  • @siwaliklenka946
    @siwaliklenka946 2 місяці тому +2

    Suxh an innocent family. Praying for their well-being

  • @hrudanandasahuofficial
    @hrudanandasahuofficial 2 місяці тому +1

    ଭଲପଦକ୍ଷେପ ଧନ୍ୟବାଦ 🙏

  • @DipakkumarSethi-ql8sl
    @DipakkumarSethi-ql8sl 2 місяці тому

    A madua pakhare kehi ruhani kadapi sia chhadibani kadapi

  • @jagabandhunayak2635
    @jagabandhunayak2635 2 місяці тому +1

    🎉🎉🎉

  • @amarbag5933
    @amarbag5933 3 місяці тому +6

    ସାର୍ ଅସାର ଆଲୋକ ଫୋନ୍ ନମ୍ୱର୍ ଲେଖନ୍ତୁ

  • @narottambhoi5218
    @narottambhoi5218 3 дні тому

    ସେ ଲୋକ ଟା ଖରାପ

  • @manosmitmaharana1235
    @manosmitmaharana1235 2 місяці тому +2

    Like only sasu maa nka pain

  • @sahadebapradhan1405
    @sahadebapradhan1405 2 місяці тому +1

    Dhanya bad bhauni tume jane bhal stri❤🙏

  • @susantasushama1328
    @susantasushama1328 3 місяці тому +2

    ଅଳିଆ ପରିବାର

  • @GajendraNaik-i7h
    @GajendraNaik-i7h 2 місяці тому

    🙏🙏🙏sir modo band karajau cmsir knu message karontu modo pain kan kan heu chhi🙏🙏🙏

  • @rajeshkhora9711
    @rajeshkhora9711 2 місяці тому +2

    Bahut sundor gentle family

  • @pradiptparida8206
    @pradiptparida8206 2 місяці тому +1

    ନିଶା କେବେ ଛାଡି ପାରିବନି

  • @DipakkumarSethi-ql8sl
    @DipakkumarSethi-ql8sl 2 місяці тому

    Emiti maa stree bhagyare thile milib

  • @SusantaNayak-z9g
    @SusantaNayak-z9g Місяць тому

    Am odia ghar ra laxmi a bou ky koti koti pranam

  • @suryanarayansahu5375
    @suryanarayansahu5375 2 місяці тому

    ସରକାର ତୁରନ୍ତ ମଦ ବିକ୍ରି ବନ୍ଦ କରି ଦେଶକୁ ବଞ୍ଚାଅ ନିଜ ସରକାର ର ନାମ ରଖ। ଦେଶ ବଞ୍ଚାଅ।

  • @kaliakalia1905
    @kaliakalia1905 2 місяці тому +1

    Mor gote problem achhi

  • @tanmay8849
    @tanmay8849 3 місяці тому +1

    Mu. Mada. Chhadibi. He. Prabhu. Tume. Janithiba. Kathata. Ketedur. Sata

  • @bishnupatra5332
    @bishnupatra5332 2 місяці тому +1

    Good couple God bless you both

  • @anantacharannaik150
    @anantacharannaik150 3 місяці тому +2

    E sabu vandami

  • @SarojkantaSahoo-j4q
    @SarojkantaSahoo-j4q 2 місяці тому

    ବୋହୂ ନହିଁ yemaakudebikuhajiba

  • @SudhirSubudhi-nj5lf
    @SudhirSubudhi-nj5lf 2 місяці тому

    Jeun mane etharu jiba pare bhalare sansara karuchanti..semanku bhi majhire majhire dekhantu..ahuri loka inspair hebe..

  • @bablubagar2680
    @bablubagar2680 Місяць тому

    miss u mihir sir

  • @sehenshabhai6507
    @sehenshabhai6507 Місяць тому

    Wife is no-1.…. person

  • @MukeshSharma-v4r3n
    @MukeshSharma-v4r3n 2 місяці тому

    ମଦ ବନ୍ଦ ହେଇଯାଉ ସବୁ ଝାମେଲା ଠିକ୍ ହେଇଯିବ

  • @prajnabehera6138
    @prajnabehera6138 2 місяці тому

    Prafula bhai tame diamond pari wife paichha Mada jibana Barbados karidaba

  • @PramodKumar-oi2yj
    @PramodKumar-oi2yj Місяць тому

    Gotia bhala bohu gotia bhala sree heiparicha didi bhagaban bhalere rakhantu ❤❤❤❤❤

  • @SrinibasMalik-bd6mo
    @SrinibasMalik-bd6mo 2 місяці тому

    Please kemiti jogajogkariheba proses nombardiantu aasar aalok kujibapai,🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @somanathswain9946
    @somanathswain9946 Місяць тому

    Bhala madua tia 25:28

  • @UmakantRoul
    @UmakantRoul 3 місяці тому +3

    bahut sundar

  • @PDPUBLICREACTION
    @PDPUBLICREACTION Місяць тому

    Best family

  • @SarojkantaSahoo-j4q
    @SarojkantaSahoo-j4q 2 місяці тому

    ବୋହୂ ନହିଁ yemaakudebikuhajiba❤ 41:16 41:21

  • @SusilKumar-v7j
    @SusilKumar-v7j Місяць тому

    😅 no clue by

  • @ashokkumardas6003
    @ashokkumardas6003 2 місяці тому

    ସବୁ ର ମୂଳ କାରଣ ମଦ, କଣ ମିଳୁଛି ନିଜ ପରିବାର କୁ ଭଲ ରେ ଦେଖ

  • @PravatiMili
    @PravatiMili 2 місяці тому

    A chhadibani nisa .

  • @jatrafanshakshay3245
    @jatrafanshakshay3245 2 місяці тому

    Sir athiki asithiba sabu famili kemiti Chang houchhanti katha dei katha rakhuchhanti ki nai se guda upare gote episode kara jau

  • @BhanuRana-v2b
    @BhanuRana-v2b Місяць тому

    Hii

  • @jagannathsethi6674
    @jagannathsethi6674 2 місяці тому

    .madua 😂