ଯାହା ହେଉ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ତାଙ୍କ ପାଇଁ ୱେଷ୍ଟବେଙ୍ଗଲ ଆଳୁ ପଠାଉଛି: ସୁର ରାଉତରାୟ Sura Thanks Naveen

Поділитися
Вставка
  • Опубліковано 7 вер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #SuraRoutray #NaveenPatnaik #MamataBanerjee #PotatoSupply #Odisha

КОМЕНТАРІ • 1,1 тис.

  • @sumantadehuri1432
    @sumantadehuri1432 Місяць тому +295

    Really Miss you ନବୀନ sir 🙏😭❤

    • @subratkumarsahoo9232
      @subratkumarsahoo9232 Місяць тому +2

      Sabu bjd chala

    • @sarojkumarsahoo325
      @sarojkumarsahoo325 Місяць тому +2

      Sabu nabin aue Mamta chal mohan majhi jate bale kahila fish and egg band karedebe saethu gandi fhatila

    • @bmishra64
      @bmishra64 Місяць тому +4

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @krushnachandramohanty8851
      @krushnachandramohanty8851 Місяць тому +2

      Kama heigala pare bjd chal nuhe

    • @readmcq1451
      @readmcq1451 Місяць тому +1

      ସେ ଆଉ ଆସିବନି....ତାହାର ଅଭିନୟ ସରିଗଲା

  • @akshyakumarmishra8038
    @akshyakumarmishra8038 Місяць тому +190

    Realy Nabin sir you are great 🙏💐💐💐💐

    • @bmishra64
      @bmishra64 Місяць тому

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @manasimohanty942
      @manasimohanty942 Місяць тому

      Sametou

    • @ramasoren6289
      @ramasoren6289 Місяць тому

      @@akshyakumarmishra8038 to gandire dhonya bad

  • @simpleGuy143
    @simpleGuy143 Місяць тому +86

    This is the power of our Naveen sir ❤

  • @santoshshoo7664
    @santoshshoo7664 Місяць тому +70

    ଜୟ ଜଗନ୍ନାଥ 🙏🙏🙏🙏ଜୟ ନବୀନ

  • @SmrutiranjanSamal-nk3dt
    @SmrutiranjanSamal-nk3dt Місяць тому +158

    ନବୀନ ବାବୁ ହାରିଲେ ବି ମୁଖ୍ୟମନ୍ତ୍ରୀ ଆଜି ଅଛନ୍ତି 👍👍👍

    • @nikunjadixit2379
      @nikunjadixit2379 Місяць тому +3

      Naam hi kafi hai

    • @ramasoren6289
      @ramasoren6289 Місяць тому +1

      Pelo b

    • @RSpcreation-xf5wu
      @RSpcreation-xf5wu Місяць тому +1

      Nabin babu jadi banchithanti than next election sure again nabin babu paibe

    • @ramasoren6289
      @ramasoren6289 Місяць тому

      @@RSpcreation-xf5wu Hn bhai jitibo 10 ta khonde -A/c khulitha nebo....

    • @anojdhir2889
      @anojdhir2889 Місяць тому

      ​@@ramasoren6289soren babu seita alu chopa bhitore achhi na kn😮😮

  • @ashalatabarada6192
    @ashalatabarada6192 Місяць тому +118

    Nabin sir you are great 🙏🙏🙏

  • @suranjanpradhan1971
    @suranjanpradhan1971 Місяць тому +93

    Love you Naveen sir❤

  • @bijayparida8085
    @bijayparida8085 Місяць тому +202

    ଧନ୍ୟବାଦ ନବୀନ ବାବୁ

    • @aavlogsodia
      @aavlogsodia Місяць тому +3

      Bala na. Dhanyawad

    • @ramasoren6289
      @ramasoren6289 Місяць тому +3

      Pelo na naveen

    • @user-vz4oj2cm8k
      @user-vz4oj2cm8k Місяць тому

      ଵାଣ୍ଡ ବାବୁ

    • @user-wo7bu8xe6w
      @user-wo7bu8xe6w Місяць тому

      ​@@ramasoren6289 #andhabhakt spotted 😂😂😂😂😂

    • @user-wo7bu8xe6w
      @user-wo7bu8xe6w Місяць тому

      Bhai thik kahichho , bholo relationship nathile kichhi bi heboni ,Kain Odisha CM kichhi bi kari parileni 😅

  • @niharranjanmohanty28
    @niharranjanmohanty28 Місяць тому +131

    Naveen je Naveen

  • @swadhins.k.s8902
    @swadhins.k.s8902 Місяць тому +30

    Miss you nabine sir 🙏🏻🙏🏻🙏🏻🙏🏻

  • @akshayakumarbehera3502
    @akshayakumarbehera3502 Місяць тому +133

    ବହୁତ ବହୁତ ଧନ୍ୟବାଦ ନବୀନ ସାର.

    • @bmishra64
      @bmishra64 Місяць тому +2

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @Memory1024TB
      @Memory1024TB Місяць тому

      Naveen alu misan mo pelaku dekha😂😂😂😂
      Au 24 year re cold storage keteta per district....
      Ohh ki dukhha😢😢😢.....

    • @riseojha5394
      @riseojha5394 Місяць тому

      ତୋ ପେଳ କୁ ତୋ ବୋଉ କୁ ଦେଖା ତୋ ବୋଉ ତମେ ଚାଟି ଦବ 🤣🤣​@@Memory1024TB

    • @ChitaranjanMohanty-mc6nm
      @ChitaranjanMohanty-mc6nm Місяць тому

      ​@@bmishra64୧ ମାସରୁ ଅଧିକ ହୋଇଗଲା ସାର ଅପେକ୍ଷା ରହିଲା ଆମ ସରକାର ଉପରେ

    • @readmcq1451
      @readmcq1451 Місяць тому

      Sir ନା ପେଳ

  • @SanjayJena-br9dm
    @SanjayJena-br9dm Місяць тому +68

    Thank you sir 🙏🏻

  • @MunaBhai-qh9fl
    @MunaBhai-qh9fl Місяць тому +166

    ଜୟ ଜଗନ୍ନାଥ ଜୟ ବିଜେଡି ନବୀନ ପଟ୍ଟନାୟକ ସାରଙ୍କୁ ଧନ୍ୟବାଦ ମହାନ ତାଙ୍କ ମହତ ପଣିଆ 🙏🏼 ବିଜେପି ସରକାର କୋଉଠି ସୋଇଛି 🛌🏻🛌🏻🛌🏻🛌🏻

    • @brajakishorepadhi4022
      @brajakishorepadhi4022 Місяць тому +13

      କେଉଁ ଖୁସି ରେ ଧନବାନ ବେ। କଣ ୨୪ ବରଷ ରେ ଆଳୁ ମିଶନ ଫେଲ୍ ପାଇଁ ନା ଶୀତଳ ଭଣ୍ଡାର ନ କରିଥିବା ପାଇଁ। ମା ଗିହା ନବୀନ ବୁଢା।

    • @bmishra64
      @bmishra64 Місяць тому +8

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଗୋଦାମ ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @user-hc5rd3pw7t
      @user-hc5rd3pw7t Місяць тому +3

      Bhai lo au kete barsa padosi upare nirvar Kariba

    • @prabinakumaracharya7842
      @prabinakumaracharya7842 Місяць тому +1

      Thanks Naveen pattanaik

    • @user-ss7rc7cz1v
      @user-ss7rc7cz1v Місяць тому

      ​@@bmishra64tu Kari dea

  • @prasantakumarbisoyi4231
    @prasantakumarbisoyi4231 Місяць тому +109

    ମୁତ ଭାହୁଚି ଆଜିବି ନବୀନ ପଟ୍ଟନାୟକ ହିଁ ଓଡ଼ିଶାର ମୂଖିଆ ।ସେ ସରକାର ଜିଏ ହେଉଚି ହେଉଚି ହେଉ କିନ୍ତୁ ତାଙ୍କ ଦାୟିତ୍ଵ ଓଡ଼ିଶା ବାସୀଙ୍କ ସେବା ।ଜୟ ଜଗନ୍ନାଥ ଜୟ ନବୀନ ଜୟ ଉତ୍କଳ।

    • @readmcq1451
      @readmcq1451 Місяць тому +1

      Hnn କଣ କଣ ସେବା କରିଛି ଲୋକେ ବୁଝିଛନ୍ତି....ଆହୁରି ତାକୁ!!!

    • @prasantkumarsamantaray2522
      @prasantkumarsamantaray2522 Місяць тому

      ସବୁ ବ୍ଲକ ରେ କୋଲଡ଼ ଷ୍ଟୋର, ଚାଷ ପାଇଁ ଦରଦାମ, କୃଷି ଯନ୍ତ୍ରପାତି ପାଇଁ

    • @କଳ୍କୀ
      @କଳ୍କୀ Місяць тому

      ନବୀନ ତାଙ୍କ ଜାଗା କେହି ନେଇ ପାରିବେ ନାହିଁ

    • @user-lz3sg9jo1n
      @user-lz3sg9jo1n Місяць тому +1

      Mo balana

    • @readmcq1451
      @readmcq1451 Місяць тому

      @@କଳ୍କୀ se ପେଳ ର ଜାଗା ନେଇକି କିଳା ନେବାର ନାହିଁ.... ହିଞ୍ଜଡ଼ା ଜାଗା ନେଇକି ତାଳି ମାରିବାର ନାହିଁ

  • @JayJagannath0307
    @JayJagannath0307 Місяць тому +36

    Thank You Naveen Babu

  • @ashoksamal7683
    @ashoksamal7683 Місяць тому +70

    ଧନ୍ୟବାଦ ସୁର ଭାଇ,

  • @ChandraShekharMuduli-nv2tb
    @ChandraShekharMuduli-nv2tb Місяць тому +18

    Right sura Bhai ❤❤

  • @RAJESWARIROUT-co7ps
    @RAJESWARIROUT-co7ps Місяць тому +65

    Naveen sir🙏❤

  • @papunibiswalpapunibiswal6778
    @papunibiswalpapunibiswal6778 Місяць тому +20

    Jay Naveen Babu really miss you naveen babu❤❤❤

  • @user-wi8je1li9t
    @user-wi8je1li9t Місяць тому +100

    Nabin sir love you

  • @aloksahu5659
    @aloksahu5659 Місяць тому +60

    Hai Navin babu ame tama fan❤❤❤

  • @user-lt2hg9hj3p
    @user-lt2hg9hj3p Місяць тому +37

    Miss u Naveen babu
    Odisa ra heart

  • @ODISHABHAI-eq8jq
    @ODISHABHAI-eq8jq Місяць тому +25

    ଜୟ ନବୀନ 🙏🏻🙏🏻🙏🏻🙏🏻🙏🏻❤️❤️🙏🏻🙏🏻🙏🏻🙏🏻

  • @puspitaparida6284
    @puspitaparida6284 Місяць тому +49

    Right 👍👍

  • @skbcreation5539
    @skbcreation5539 Місяць тому +7

    ଏ ସବୁ ରାଜନୀତି ଭାଇ ଓଡିଶା ଲୋକ କୋଉଠୁ ବୁଝିବେ

  • @pradeepsahoo6484
    @pradeepsahoo6484 Місяць тому +62

    Our best cm Naveen sir

    • @manasimohanty942
      @manasimohanty942 Місяць тому +2

      Pura world ra 🌟

    • @nandansahu3832
      @nandansahu3832 Місяць тому

      Nabin au hebani​@@manasimohanty942

    • @deepakkumardas3895
      @deepakkumardas3895 Місяць тому +1

      ମୋନମୋହନ ଯାଦୁ ମଲମ ଭଲ କାମ କରିଚି ଭଲ କାମ କରୁଚି, double ଇଞ୍ଜିନ ସରକାର ki kamal

  • @kritipattanaik5205
    @kritipattanaik5205 Місяць тому +12

    Thank you Navin sir

  • @ranjeetjena3419
    @ranjeetjena3419 Місяць тому +41

    Naveen sir great

  • @simunswain2659
    @simunswain2659 Місяць тому +20

    Great Naveen Patnaik sir 🙏🥰

  • @ChandanBarik-l7b
    @ChandanBarik-l7b Місяць тому +39

    I miss you naveen sir❤❤❤

    • @ramasoren6289
      @ramasoren6289 Місяць тому

      @@ChandanBarik-l7b ta gandi ku mone poduchhi ki bhai

  • @SureshChandraSahoo-qs4bp
    @SureshChandraSahoo-qs4bp Місяць тому +26

    Right 👍 sura sir ❤❤

  • @anantakumardas5544
    @anantakumardas5544 Місяць тому +11

    Nabin sir is the best CM not only in odisha but in the world

  • @nirmalamallick3367
    @nirmalamallick3367 Місяць тому +21

    Thank you cm Naveen sir

  • @himansusekhar3325
    @himansusekhar3325 Місяць тому +16

    Thanks Naveen Patnaik sir

  • @PrakashPradhan-v7q
    @PrakashPradhan-v7q Місяць тому +23

    Thanku Navin sir

  • @dambarudharpadhan370
    @dambarudharpadhan370 Місяць тому +25

    Thanks 🙏

  • @karunakarmohanty89
    @karunakarmohanty89 Місяць тому +39

    ଧନ୍ୟବାଦ ନବୀନ ପଟ୍ଟନାୟକଙ୍କ ଜୟ ଜଗନ୍ନାଥ

  • @SimaBadajena
    @SimaBadajena Місяць тому +10

    Naveen sir ❤❤❤

  • @ComedyDays-h3h
    @ComedyDays-h3h Місяць тому +23

    ନବୀନ ବାବୁ ସବୁବେଳେ ଓଡ଼ିଶା ପାଇଁ ଥିଲେ ଅଛନ୍ତି ଆଉ ରହିବେ ମଧ୍ୟ

  • @ashoksamal7683
    @ashoksamal7683 Місяць тому +58

    ସୁରଭାଇ ବିଜେପି ଵାଲା ଙ୍କୁ ବୁଝେଇ ଦିୟନ୍ତୁ ନବୀନ ପଟ୍ଟନାୟକ, ବିଷୟରେ, ଆପଣ ଜଣେ ସ୍ପଟ ବାଦୀ ନେତା,

    • @bmishra64
      @bmishra64 Місяць тому +4

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @user-ct2rg8gg8n
      @user-ct2rg8gg8n Місяць тому

      Thik kahila

    • @panditmoharaj2687
      @panditmoharaj2687 Місяць тому +2

      ତୁ ଯେତେ ତେଲ ମାରିଲେ ବି କେଉଁ ଦଳ ରେ ନୁହେଁ 😅😅😅
      ଖାଲି ବାଉଳି ହେଉଛି ଏ ସୁର

    • @ajcreation7339
      @ajcreation7339 Місяць тому

      ​@@bmishra64sahari loka bujhi paribeni sir

  • @s....p7120
    @s....p7120 Місяць тому +18

    ଜୟ ନବୀନ ସାର 🙏🙏🙏

  • @SwarnaMohanty-pm8gm
    @SwarnaMohanty-pm8gm Місяць тому +19

    Naveen sir super 🎉

  • @user-sj6vw5kw7h
    @user-sj6vw5kw7h Місяць тому +28

    Jay jaganath sir ❤❤❤❤❤❤❤

  • @subashbarik377
    @subashbarik377 Місяць тому +13

    Thanks Naveen Patnaik sir ❤❤❤

  • @sambarianaik6490
    @sambarianaik6490 Місяць тому +16

    Best cm Naveen sir ❤❤❤❤❤

  • @Shorttimememory121
    @Shorttimememory121 Місяць тому +8

    I love you Nabin sir💐🙏

  • @pabi94
    @pabi94 Місяць тому +9

    Only NAVEEN have the quality to lead Odisha.

  • @dukhishyampradhandukhishya3024
    @dukhishyampradhandukhishya3024 Місяць тому +14

    Jay Nabin sir Jay Jagannath bande utkal janani.

  • @user-mg9sm4je6j
    @user-mg9sm4je6j Місяць тому +5

    Naveen Sir great 🙏🙏🙏

  • @user-ts8iv2fh9b
    @user-ts8iv2fh9b Місяць тому +21

    Odisha ra best cm nabin sir 🙏

  • @RabiMuduli-bq5gn
    @RabiMuduli-bq5gn Місяць тому +7

    ଜୟ ନବୀନ sir🎉🎉🎉🎉

  • @bibhisanpatra5226
    @bibhisanpatra5226 Місяць тому +27

    Nabeen sir jindabad❤❤❤

  • @manoranjanmullick3487
    @manoranjanmullick3487 Місяць тому +12

    💚 he Naveen tume dhanya 🙏

  • @santoshkandi1398
    @santoshkandi1398 Місяць тому +1

    ସତରେ ନବୀନ ପଟ୍ଟନାୟକ ତମକୁ ଆମେ କେବେ ଭୂଳିବୁନୁ!! Miss U Sir 🙏🙏

  • @sunilrauto5923
    @sunilrauto5923 Місяць тому +5

    ସୁର ନବୀନ ଆଳୁ ଆଣି ନାହିଁ
    ମୋହନ ଆଳୁ ଆଣିଲେ

  • @rashmiranjanmohanty8526
    @rashmiranjanmohanty8526 Місяць тому +2

    Politics and Power Always Doesn't Works...A Good Human Always In People Service 🙏🏻Thank You Naveen Sir 🙏🏻

  • @ChandraShekharMuduli-nv2tb
    @ChandraShekharMuduli-nv2tb Місяць тому +6

    Really nabinbabu is the great CM odisha ❤❤💐💐💐💐🙏🙏🙏

  • @maacharchikadj2019
    @maacharchikadj2019 Місяць тому +8

    Nabin is great person thanks

  • @SudiptaKumarSahoo2525
    @SudiptaKumarSahoo2525 Місяць тому +10

    ଯଦି ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ ଆଳୁ ମିସନ ସଫଳ କରିଥାନ୍ତେ ତେବେ ଓଡ଼ିଶା ବାସୀ ଆଜି ଏ ଅବସ୍ଥାର ସମ୍ମୁଖୀନ ହେଇନଥାନ୍ତେ ।

    • @subhraodishavlogs
      @subhraodishavlogs Місяць тому

      Right bro....Sabu ethi nabin baya.....Emiti lokanku baneichi kichi bujhiparunahanti

  • @Ambassador_Christ
    @Ambassador_Christ Місяць тому +15

    Naveen Patnaik ❤❤

  • @sanjaynayak80
    @sanjaynayak80 Місяць тому +3

    Right 👍... Good job by Naveen Pattnaik.

    • @bmishra64
      @bmishra64 Місяць тому

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

  • @manjutripathy4117
    @manjutripathy4117 Місяць тому +2

    ସମସ୍ତ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଉଚିତ୍.... ହୀନ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଜନସାଧାରଣଙ୍କ ପାଇଁ କାମ କଲେ ଦେଶ ଓ ଜାତିର ଉନ୍ନତି ସମ୍ଭବ ହୋଇପାରିବ... ଶାସ୍ତା ରାଜନୀତି ରୁ କଣ ମିଳିବ... Jay jagannath

    • @bmishra64
      @bmishra64 Місяць тому

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

  • @user-mx1oi9gx4z
    @user-mx1oi9gx4z Місяць тому +13

    I miss you Naveen Patnaik sir

  • @Babaphakiryoutube
    @Babaphakiryoutube Місяць тому +4

    ସୁର ରାଉତ ରାୟ ଗୋଟେ ପାଗଳ କେବଳ viral ହେବୁ

  • @Nabintechnicalchannel
    @Nabintechnicalchannel Місяць тому +3

    Thankyou nabin sir ❤❤

  • @BijayYadav-ik9jy
    @BijayYadav-ik9jy Місяць тому +1

    Thanks Naveen sir 💚

  • @trilochanpradhan4835
    @trilochanpradhan4835 Місяць тому +3

    Right

  • @User29938
    @User29938 Місяць тому +2

    Real Hero Naveen sir. ❤ U sir

  • @bijaykumarparida8226
    @bijaykumarparida8226 Місяць тому +3

    Miss you Navin sir

  • @routsusanta7816
    @routsusanta7816 Місяць тому

    ଯଦି ଏହା ସତକଥା ନବୀନ ସାର୍ ବହୁତ,, ବହୁତ ,, ବହୁତ,, ବହୁତ,,ବହୁତ ଧନ୍ୟବାଦ,, କିନ୍ତୁ ପରୀ, ବେବିନା,, ମମିତା,, ପିହୁ,, ଇତିଶ୍ରୀ ଏମାନଙ୍କୁ ନ୍ୟାୟ ଦେଇ ସେମାନଙ୍କ ପରିବାରକୁ ଆଶାର କିରଣ ଦିଅନ୍ତୁ ସାର୍

  • @trinathpattnaik4593
    @trinathpattnaik4593 Місяць тому +5

    Great Nabin sir jindabad

  • @kunalnahak2562
    @kunalnahak2562 Місяць тому

    The real hero odisha Naveen Patnaik sir 🙏🙏🙏🙏 all ways

  • @jayjagannathremix8628
    @jayjagannathremix8628 Місяць тому +3

    🙏👍

  • @sabitajena1665
    @sabitajena1665 Місяць тому +1

    Nabin Babu Harigale Sata HELE Ama ମାନକ ମନ ରେ Nabin Babu Achanti Jete Nua ମୁଖ୍ୟମନ୍ତ୍ରୀ ହେଲେ ବି ଆମ ନବୀନ Babu ଙ୍କ ତଲେ ସବୁ
    Miss You Nabin Babu 😭🥺

  • @bmishra64
    @bmishra64 Місяць тому +6

    ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @deepakmohanty116
      @deepakmohanty116 Місяць тому +1

      Haan Sabu Bala chindeiba,jala jala dekha jauchi.

  • @kamalsahoo3966
    @kamalsahoo3966 Місяць тому

    ଜୟ ନବୀନ ପଟ୍ଟନାୟକ 🙏🏿🙏🏿🙏🏿🙏🏿🙏🏿

  • @ashokpraharaj2492
    @ashokpraharaj2492 Місяць тому +6

    Nabin bina ଆମେ ସବୁ ପାଗଳ

    • @ShibasankarHansdah-um4wd
      @ShibasankarHansdah-um4wd Місяць тому

      ଆଉ ନବୀନ ବି ମହପାଗଲ ବଜେଟ ପାଇଁ ଚିଠି ଲେଖିଥିଲେ କେନ୍ଦ୍ରରୁ ଅଧିକ ଅର୍ଥ ଆସିଥାନ୍ତା

  • @surendranathrath504
    @surendranathrath504 Місяць тому +4

    ସତରେ ସୁରବାବୁ, ଆପଣ ନିଶ୍ଚିତ ପଞ୍ଚାବନ ବର୍ଷ ଧରି ରାଜନୀତି କରୁଥିବା ନେତା, ଆପଣଙ୍କ ଭାଷା ଉନ୍ନତ କୋଟୀର, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଙ୍କ ନା ଧରି ଡାକନ୍ତି। ନିଶ୍ଚିତ ତୁମ ପୁଅ ପାଇଁ ଜିତିଲେ, ତା ସ୍ତ୍ରୀ ବି ତୁମ ପାଇଁ ଗଲା। ନବୀନ ପଟ୍ଟନାୟକ କ'ଣ ମମତା ବାନାର୍ଜୀଙ୍କ ବସ୍ ? ସତରେ ତମେ ପାଦଚଟା।

    • @akshayakumarbhol4132
      @akshayakumarbhol4132 Місяць тому

      ଛୋଡ଼ିପୁଅ ଟା ପୁରା ଶସ୍ତା ଲୋକଟା । ବାଣ୍ଡ କୁ ସବୁବେଳେ ରାଉ ରାଊ ହଉଛି ।

  • @BijayaPanda-st7ry
    @BijayaPanda-st7ry Місяць тому

    The power of Naveen pattanaik super 👍❤

  • @ssentertainment4591
    @ssentertainment4591 Місяць тому +15

    ସୁର ତୋ ପୁଅକୁ କହୁନୁ, ହେଲିକପ୍ଟର ରେ ଆଳୁ ଆଣି ଯୋଗେଇବ

  • @sudiptacharles5174
    @sudiptacharles5174 Місяць тому +1

    Really Naveen pattinik sir 🙏 i miss you i love you. World's No pm.❤❤❤❤❤❤

  • @boommedia4734
    @boommedia4734 Місяць тому +4

    Nabin sir 🙏

  • @truptiranjan863
    @truptiranjan863 Місяць тому

    ❤ U Naveen Sir Always 🙏🏻

  • @biplabnotes
    @biplabnotes Місяць тому +11

    ଭାଷା କହିବ ଦେଖି ଚାହିଁ ବାଇଟ୍ ଦିଅ ସୁର ବୁଢ଼ା

  • @SudarshanNayak-wo3nx
    @SudarshanNayak-wo3nx Місяць тому

    We. all Odisha people miss you thank you for this work

  • @user-ks2ey1rx5h
    @user-ks2ey1rx5h Місяць тому +15

    ସତକଥା କହିଲସୁରଭାଇି

  • @JayantaKumarRout-ne4ru
    @JayantaKumarRout-ne4ru Місяць тому +1

    Thank You Naveen Patnaik Sir.

  • @aaditisaofficial....3168
    @aaditisaofficial....3168 Місяць тому +18

    Nabin bhali kehi hei paribeni ......

  • @user-xx4sz2wq2v
    @user-xx4sz2wq2v Місяць тому +2

    Jay Naveen sir

  • @jugalkishoremohapatra7922
    @jugalkishoremohapatra7922 Місяць тому +11

    Great nabin sir and sura Babu BJP ଗୁଡାକ ମାଘୀ ଆ ଜାତି ବଡ଼ ମାଘୀ ଆ ଆମର PM AND ଶାହା ବଡ଼ ବେହିଆ

    • @bmishra64
      @bmishra64 Місяць тому

      ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ମହାଜ୍ଞାନୀ ସୁର ରାଉତରାୟ, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

    • @satyapandaofficial4844
      @satyapandaofficial4844 Місяць тому

      ​@@bmishra64Hau ame bi dekhibu

  • @gitanjalidas5581
    @gitanjalidas5581 Місяць тому +1

    Thank you 😢😢❤❤ naveen sir 😢❤❤🙏🙏

  • @RajuBhoi-m1v
    @RajuBhoi-m1v Місяць тому +3

    Nabin Babu jindabad❤❤❤

  • @brundabanrout9655
    @brundabanrout9655 Місяць тому +1

    ନବୀନ ପଟ୍ଟନାୟକ ସାର ଧନ୍ୟବାଦ ଜୟ ଜଗନ୍ନାଥ

  • @DilMobile-rb7se
    @DilMobile-rb7se Місяць тому +3

    Love you nabin sir

  • @Trilochanprusti
    @Trilochanprusti Місяць тому

    Thanks Naveen sir you are great

  • @asisgiri7021
    @asisgiri7021 Місяць тому +4

    🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳ନବୀନ ର ମାଗି ଖାଇବା ର 24 ବର୍ଷ ର ପୁରୁଣା ଅଭ୍ୟାସ ଅଛି, ଓଡ଼ିଶା ରେ ଆଳୁ, ର ଅଭାବ, ଶୀତଳ ଭଣ୍ଡାର ର ଅଭାବ 😷 ନବୀନ ପଟ୍ଟନାୟକ କରିଛି,😁😁😁 ମତେ ଲାଗୁଛି ଏ ସବୁ ନବୀନ ଆଉ ପାଣ୍ଡୁ ର ରାଜନୀତି,ଯଦି ମମତା ଆଳୁ ଦେବନି କହୁ ଥିଲା, ତେବେ ନବୀନ କହିଲେ ଦେଲା କେମିତି, ଏ ସବୁ ଡ୍ରାମା କେବଳ ନବୀନ ର ଆଳୁ ଦୋଷ ମାତ୍ର ,🌷🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @harishchandragond7658
    @harishchandragond7658 Місяць тому +3

    Thank you so much sir. BJD

  • @AbhijitSahu-cq7wz
    @AbhijitSahu-cq7wz Місяць тому +1

    Thank naveen sir❤❤❤

  • @manojdikshit1308
    @manojdikshit1308 Місяць тому +15

    ଆତ୍ମହତ୍ୟା କରିଦିଅ ସୁର ବାବୁ ପୁଅ ଦୁଃଖରେ

  • @SUSANTAKUMARBISWAL-gq5kk
    @SUSANTAKUMARBISWAL-gq5kk Місяць тому +4

    ସୁର ପାଗଳ କହୁଥିଲା ମଲା ପର୍ଯ୍ୟନ୍ତ ମୁଁ congress ବିନା କୌଣଷି ଦଳର ପ୍ରଚାର କରବି ନାହିଁ।ସଳା ଅମଣିଷ ପାଣ୍ଡିଆନ୍ ର ଗିତ ଗାଉଛି।ଆକୁ ଆଗରୁ ମାଗଣା ସବୁ ମିଳୁଥିଲା।