Puri Ratha Jatra 1972 | How Jagannath not moved from Charamala | Rabindra Narayan Mishra

Поділитися
Вставка
  • Опубліковано 18 лип 2021
  • Ratha Yatra Special Stories by Rabindra Narayan Mishra
    { former Administrator of Puri Shri Jagannath Temple }
    This is an information of Rath Yatra of the year 1972.
    On the day of rath yatra how Chief minister Nandini Satapathy's word of doing everything in time assurance failed by Mahaprabhu Jagannath is the theme of this video.
    Watch & Share Rath Yatra Special Stories with your family & Friends.
    #Bahuda #BahudaJatra #BahudaYatra
    #Jagannath #RathYatra #Odisha365 #JagannathMahima #Rathyatra_Special_Stories #RabindraNarayanMishra

КОМЕНТАРІ • 1,2 тис.

  • @bibhuprasadjena4547
    @bibhuprasadjena4547 Рік тому +330

    ପ୍ରାୟ ଏଗାର ବର୍ଷ ପୂର୍ବେ ମୋ ଦିଦି ଆଉ ଭିଣୋଇ ମତେ ପୁରି ଯିବା ଲାଗି ଡାକିଥିଲେ ମୋର କାନ ଭଲ ନଥିଲା ପାଚିଥିଲା doctor କହିଥିଲେ କି ପାଣି ଯେମିତି କାନରେ ନ ପଶେ ନ ହେଲେ କାନ ଖରାପ ହେଇଯିବ ମୋର କାନର ଯନ୍ତ୍ରଣା ଅସହ୍ୟ ଥିଲା ମୁଁ ଟିକେ ହଲିବିପାରୁନଥିଲି ମୁଁ ଯିବିନି ବୋଲି ଭାବୁଥିଲି...... ପୁଣି ଭଗବାନଙ୍କୁ ଡାକିକି ଗଲି ଭଗବାନଙ୍କୁ ଭରଷା କରିକି ସେଠି ସମସ୍ତେ ସମୁଦ୍ରରେ ସ୍ନାନ କଲେ ମତେ Doctor ମନାକରିଥିଲେ କିନ୍ତୁ ମୁଁ କହିଲି ମୋ କାଳିଆ ରେ ମୁଁ କଣ ତୁମକୁ ଦେଖିପାରିବିନି ନ ଗାଧେଇଲେ
    ଉଠିଲି ଆଉଥରେ କାଳିଆକୁ ଡାକିକି ମୁଁ ସମୁଦ୍ରରେ ବୁଡିଗଲି ଆଉ ମତେ ପ୍ରଭୁଙ୍କ ମୁଖ ଦିଶିଲା ସମୁଦ୍ରର ଲୁଣିଆ ପାଣିରେ ❤❤❤❤ମୁଁ ଉଠିଲି ମୋ କାନର ଯନ୍ତ୍ରଣା ଆଉ ନଥିଲା ମୁଁ ପୁରା ସୁସ୍ଥ ହେଇଗଲି ଭଗବାନ ଙ୍କର କୃପାରୁ ସତରେ ଏମିତି ଏକ ଅବିସ୍ମରଣୀୟ ଘଟଣାର ସାକ୍ଷୀ ହେଲି
    🙏❤🙏ଜୟ ଜଗନ୍ନାଥ 🙏❤🙏

    • @SmileWithPratikshya
      @SmileWithPratikshya Рік тому +5

      Mo pakhare sabda v nahi prabhu j mu apanku dakiparibi. . bass sabu bele darshana milu... Mahabahu... Seiii chakka akhire lina heijauu ee jibana🙏🙏🙏

    • @madhusmitajena3151
      @madhusmitajena3151 Рік тому +9

      Mora bi kanare gote Kona thila doctor kahile operation hele bhala haba Munda dho ibaku manakarithile sabubele kanaru Pani gade mu dine jagannath prabhunku bahut dakili kahili Prabhu mu ta apana nku bahut bhala pae Mora kn satare operation kale bhala haba apana kichhi karantu mu dekhili 2 month heigala mo kanaru kichhi Pani gadilani mu bhabili aau ta Pani gaduni mu jou doctor nku dekheithili tanka pakhaku gali sir machine pakeiki aauthare mo kana dekhile kahile kana ta aau dekhajauni se bodhe joint heigala mu janili mo Prabhu mate Daya kale mo kaliadhana

    • @tituacharya5895
      @tituacharya5895 Рік тому +2

      ଜୟ ଜଗନ୍ନାଥ 🙏🙏

    • @bibhuprasadjena4547
      @bibhuprasadjena4547 Рік тому +1

      @@SmileWithPratikshya 🙏❤🙏 Jay Jagannath 🙏❤🙏

    • @bhabanimohanty8537
      @bhabanimohanty8537 Рік тому +1

      @@tituacharya5895 qqqq¹11

  • @Q-uee
    @Q-uee 2 роки тому +104

    ବିଶ୍ଵ ଯଦି ଆତ ଜାତ ତୁମ୍ଭ ଇଛା ମତେ
    ମୋ ଇଛା ଅନିଚ୍ଛାର ଯାଏ ଆସେ କେତେ
    ଜୟ ଜଗନ୍ନାଥ 🙏

  • @AamaGaonAamaMati
    @AamaGaonAamaMati Рік тому +17

    ଏ ଅଧମ ପାପୀ ପୁତ୍ର ର ଦୋଷାଦୋଷ କ୍ଷମା କରିବ ପ୍ରଭୁ 🙏🙏🙏
    ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @shishirmohapatra7163
    @shishirmohapatra7163 Рік тому +18

    ପ୍ରଭୁ ଜଗନ୍ନାଥ ।ଆପଣଙ୍କ ବିନା କଣ ସଂସାରରେ ସଦଗତି ଅଛି।ଆପଣ ତ ବିଶ୍ବ ନିଅନ୍ତା ।ଜୟ ଜଗନ୍ନାଥ 🙏🙏🙏।

  • @MishraRecords
    @MishraRecords 2 роки тому +123

    ତୁ କେଡେ ଭଲ ରେ କାଳିଆ, ମୁଁ ବଡ ପାପୀ ଟାଏ ରେ, ତୋତେ କୋଟି ଜୁହାର 🙏

  • @rabinarayangiri3177
    @rabinarayangiri3177 2 роки тому +18

    ହେ ପ୍ରଭୁ, କି ମହିମା ତମର. ତମ ବିନୁ ଆନ ଗତି ନାହିଁ. ତମେ ଲୀଳାମୟ. ତମେ ପରଂବ୍ରହ୍ମ. ଏ ଅକିଞ୍ଚନର ଶତକୋଟି pranama. ଘେନ ହେ କଲଠାକୁର. ଜୟ ଜଗନ୍ନାଥ.

  • @mamatabarik385
    @mamatabarik385 2 роки тому +12

    ହେ ଜଗନ୍ନାଥ!ହେ କାଳିଆ ଠାକୁର!ତୁମ କରୁଣା ହେଲେ ଏ ସଂସାର ଏମିତିକା ଘୋର ବିପତ୍ତିରୁ ଉଦ୍ଧାର ପାଇବ ପ୍ରଭୁ।ହେ ଗର୍ବ ଗଞ୍ଜନ!ରକ୍ଷା କର ପ୍ରଭୁ।ଜୟ ଜଗନ୍ନାଥ 🙏

  • @ssentertainmentsmovies
    @ssentertainmentsmovies 2 роки тому +24

    ମୋ ସାଙ୍ଗରେ ରେ ବି ଏମିତି କିଛି ଚମତ୍କାର ଘଟିଛି। ଯାହା କି ମନେ ପଡ଼ିଲେ ଆଖିରୁ ଲୁହ ଝରି ପଡ଼େ। ସେ ଲୀଳା ମୟ ର ଲୀଳା କେବଳ ସେ ହିଁ ଜାଣେ। ଜୟ ଜଗନ୍ନାଥ

  • @12tanmayray12
    @12tanmayray12 2 роки тому +14

    ବଡ଼ ଆଶ୍ଚର୍ଯ୍ୟ କଥା ଏଭଳି କଥା କୁ ବି ଲୋକ dislike କରୁଛନ୍ତି 😡

  • @Unnani
    @Unnani 2 роки тому +14

    Mu Rabindra sir nka sabu anubhuti sunichi hele e jeun anubhuti thila taha manaku ati anandita o bhaba bihwala karidela. JAY JAGANNATHA

  • @nukulchandrasahoo9318
    @nukulchandrasahoo9318 2 роки тому +2

    ଗାଳି ସହେ ମାଡ ସହେ
    ସବୁ ସହି ହସୁଥାଏ ,,,,
    ହେଲେ ସହେନାହିଁ ସେ ବଡିମା,,,
    ଜଗନ୍ନାଥ ମହିମା, ଜଗନ୍ନାଥ ମହିମା ।
    ଜଗନ୍ନାଙ୍କ ମହିମା ଅପାର ।
    ଜୟ ଜଗନ୍ନାଥ 🙏🙏🙏

  • @ratankumarmahapatra7086
    @ratankumarmahapatra7086 Рік тому +14

    ଲୀଳା ମୟ ମହାପ୍ରଭୁ ତୁମେ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩🚩

  • @motivationalvideo2673
    @motivationalvideo2673 Рік тому +12

    ହେ ପ୍ରଭୁ ବିଶ୍ଵ ନିଅନ୍ତା ସମସ୍ତ ଜନ ଓ ସାର ପୃଥିବୀର କଲ୍ୟାଣ କର ପ୍ରଭୁ, ଜୟ ଜଗନ୍ନାଥ

  • @soumyakant934
    @soumyakant934 2 роки тому +29

    Satare Jagannath mahaprabhu nka sambandhare Mora eka bishesh anubhuti achhi Mora clg re exam thae exam sarila pare mun gharaku baharila blku dekhili bike leak, clg pakhre gote bike repair dokan thae mun jtble bike leak maribaku gali se bike repairing loka kahila mun kariparibini mun khali dokan kholichhi abhada asile ghar ku jibi mun sethu kahili hu kara jadi abhada asila mo kama adha re rakhiki gharaku jiba heri. Epate mun Mane mane Jagannath nku dakili hey prabhu ethi au jou dokan achhi band achhi mo ghara ethu 40 k. m. Mun kmt jibi. Prabhu tame jadi satre thiba tahele mo bike leak mariba complete haba au tapre abhada asiba. Bike tiari karuthiba loka ti majhire majhire rahuthae puni kama karuthae. Au seshare seia hela mo bike leak mara sarila au sange sang abhada asila. Satre mo jaga ke de mahan😍.. Jay Jagannath🙏

  • @asmitkumarsahoo8255
    @asmitkumarsahoo8255 2 місяці тому +16

    ମୋର କାଳିଆ ସହ ଭାବ ଜଡ଼ିତ।।।ମୁ କଥା ହୋଇଛି ଓ ସ୍ୱପୋନ ରେ ଦେଖିଚି ଜାଗା କୁ

  • @janmejaytripathy4386
    @janmejaytripathy4386 2 роки тому +10

    Mo aja mote ae katha ti kohithilee...
    I miss u aja...♥️♥️♥️

  • @subhammishra1801
    @subhammishra1801 2 роки тому +11

    କରି କରାଉ ଥାଉ ତୁହି
    ତୋ ବିନୁ ଅନ୍ୟ ଗତି ନାହିଁ
    🙏🏻🙏🏻🙏🏻🙏🏻🙏🏻🙏🏻

  • @sabitaswain5513
    @sabitaswain5513 2 роки тому +64

    ଗର୍ବ ଗଞ୍ଜନ ନରହରୀ
    ଭାବକୁ ନିକଟ ଅଭାବକୁ ଦୂର..... କୃପାମୟ କରୁଣା ସିନ୍ଧୁ 🕉️🕉️🕉️🙏🙏🙏🙏

    • @shaktiSart
      @shaktiSart 2 роки тому +1

      ଗର୍ବ ଗଞ୍ଜନ ନରହରି
      ଗର୍ବ ନ ସହନ୍ତି କାହାରି,,, ଜୟ ଜଗନ୍ନାଥ

    • @laxmibehera9658
      @laxmibehera9658 Рік тому

      @@shaktiSart kj ml ljmmjjjjmlj

  • @motivation1019
    @motivation1019 Рік тому +1

    Ati sundar gyan, explanation. Jai Jagannath 🙏

  • @prasenjitsengupta6392
    @prasenjitsengupta6392 Рік тому +3

    Om Jagannath Swami Nayana Patha Gami Bhaba Tume . Jay shree Jagannath 🙏🙏🙏🙏🙏

  • @bbiswal910
    @bbiswal910 Рік тому +6

    କେତେ ମୁଁ ଡାକୁଛି ତୋତେ ରେ ମୋ ର କଳା ଠାକୁର
    ତୁଳସୀ ବନେଇ ଶ୍ରୀଅଙ୍ଗେ ରଖ ସାଆନ୍ତେ ମୋର
    ❤️କାଳିଆ ସାଆନ୍ତ ❤️

  • @sdigitize6006
    @sdigitize6006 Рік тому +7

    Mishra Sir worked as Devotee at Sri Temple .
    His devotion is Inspiring. He speaks as it is.

  • @papunswain574
    @papunswain574 Рік тому +2

    ଜୟ ଜଗନ୍ନାଥ 🙏🙏🙏🙏 sir ଆପଣଙ୍କୁ 🙏🙏 ବହୁତ ବଢିଆ ଲାଗିଲା ଏଇ ଅମ୍ବୃତ ବାଣୀ ଜୟ ମହାପ୍ରଭୁ ଜୟ କାଳିଆ ସାନ୍ତ 🙏🙏🙏🙏

  • @rudranarayansahoo5674
    @rudranarayansahoo5674 2 роки тому +2

    ବହୁତ୍ ଭଲ ଲାଗିଲା ଏତେ ସବୁ ପୁରୁଣା କଥା ଶୁଣି 😘

  • @twinklyjena9757
    @twinklyjena9757 2 роки тому +5

    Jay jagannath
    Sorry I'm 12 hour late to watch this vdo
    Jay jagannath

  • @biranchinarayanmohapatra4491
    @biranchinarayanmohapatra4491 2 роки тому +78

    କିଏ ଅଭାଗା dislike କରୁଛନ୍ତି।
    ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ। 🙏🙏🙏

  • @rasmitasahu2248
    @rasmitasahu2248 2 роки тому

    Namaskar bapa
    Bahut badhia bhakti re kahuchhanti
    New jenerson pila mane janiparibe
    Jagannath nka mahima 🙏🙏🙏🙏🙏🙏🙏🙏🙏

  • @nabakishornayak2760
    @nabakishornayak2760 Рік тому +1

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏 ଆପଣଙ୍କ ଲାଗି ଆଜି ଆମେ ମହାପ୍ରଭୁଙ୍କ କଥା ଶୁଣି ପାରୁଛନ୍ତି
    ପ ପ୍ରଭୂ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ 🙏🙏🙏

  • @subratdash3664
    @subratdash3664 2 роки тому +21

    ଜୟ ଜୟ ଜଗନ୍ନାଥ 🙏🙏
    ଦିବ୍ୟ ସୁନ୍ଦର ଉପସ୍ଥାପନା 🙏🙏

  • @poonpundas9187
    @poonpundas9187 Рік тому +15

    Jay Jagannath. This is a true fact. During this Ratha Yatra I was in Puri. This event had happened infront of my eyes.

  • @akashswain311
    @akashswain311 11 місяців тому

    A mausa badhia kuhanti bahut badhia lage apanka katha mausa
    .❤❤❤❤❤
    .

  • @JAYSINGH-xl1zb
    @JAYSINGH-xl1zb 2 роки тому +1

    जय जग्रनाथ महाप्रभु.
    जय बलभ्रद जी.
    जय माता सुभ्रद्रा जी.
    आप ने महाप्रभु जग्रनाथ जी कि महीमा बता कर हम सभी पर उपकार किया है।
    इस उम्र में आपने सन् 1972 कि स्मरण को बता कर हमें हमारे इतिहास को ताजा कर दिया है।आप कि विनम्राता और ज्ञान को शत् शत् नमन।
    जय सिंह.
    बिरमित्रापुर.
    उडिसा.
    दिनांक.28.07.2021.

  • @shadows7666
    @shadows7666 2 роки тому +11

    ହେ ମାଧବ ମଧୁ ସୁଦନ ଶ୍ରୀ କୃଷ୍ଣ ଗୋବିନ୍ଦ ନାରାୟଣ

  • @purusottamreddy2992
    @purusottamreddy2992 2 роки тому +4

    ଆପଣ ଏମିତି ମହାବାହୁ ଙ୍କ କଥା କହୁ ଥାଆନ୍ତୁ ,,, ଆମେ ଏମିତି ଶୁଣୁଥିବା । ଆପଣ ବହୁତ ଭଲ କୁହୋନ୍ତି । ବହୁତ୍ ଭଲ ଲାଗେ ଆପଣ ଏମିତି କହିଲେ । ବହୁତ୍ ଖୁସି ଲାଗେ ।।। ହରିବୋଲ

  • @bijaymohanty2248
    @bijaymohanty2248 2 роки тому +1

    ଅହଙ୍କାର ଯୋଗୁଁ ଗର୍ବ ବୃଦ୍ଧି ପାଏ ।
    ମନରେ ଗର୍ବ ବୃଦ୍ଧିପାଇଲେ ଗର୍ବଗଞ୍ଜନ ନିଶ୍ଚିତ ତାର ଉତ୍ତର ଦିଅନ୍ତି । ବଳିଷ୍ଠ କ୍ଷମତା ଲୀଳାମୟଙ୍କ ଇଚ୍ଛା ଓ ଅନିଚ୍ଛାରେ ପରିପ୍ରକାଶ ମାତ୍ର,ମାତ୍ର ଜ୍ଞାନୀ ନିଜ ତ୍ରୁଟି ଠିକ ସମୟରେ ବୁଝି ଆତ୍ମ ସମର୍ପଣ କରିଥାଏ,ବିଜାତି ଅଜ୍ଞାନୀ ନିଜ ମନରୁ ସମସ୍ତ ଭୟ ଓ ଆଶଙ୍କା ପରିତ୍ୟାଗ କରି,ଶେଷ ପରିଣାମ କୁ ଅପେକ୍ଷା କରେ ।

  • @nukulchandrasahoo9318
    @nukulchandrasahoo9318 2 роки тому +1

    ବହୁତ ସୁନ୍ଦର କଥାମୃତ ।

  • @sanjaychoudhury8096
    @sanjaychoudhury8096 Рік тому +5

    Jay Jagannath Swami 🙏🙏🙏🙏

  • @subhap7868
    @subhap7868 2 роки тому +16

    ମହାପ୍ରଭୁ ହେ........
    ତୁମେ ହିଁ ସତ,ହେ କୃପାନିଧି ତୁମ ବିନୁ ଅନ୍ୟ ଗତି ନାହିଁ ମଣିମା 🙏🙏.....

  • @naturelovermisssuna2754
    @naturelovermisssuna2754 Рік тому +2

    ଜୟ ଜଗନ୍ନାଥ 🙌🙏🙌 ପ୍ରଭୁଙ୍କ ମହିମା ଅପାର 🥰🥰 ମହାପ୍ରଭୁ ଜଗନ୍ନାଥଙ୍କ ମହିମା କଥା ଶୁଣି ଭକ୍ତି ଆନନ୍ଦରେ ମୋ ଦେହର ଲୋମ ଟାଙ୍କୁରି ଉଠିଲା ⭕❗⭕

  • @alokblog4u734
    @alokblog4u734 11 місяців тому

    Apana nkara a anubhuti sunila belaku akhi ru luha asijauchi 🙏🙏 jai jagannath 🙏

  • @sarbeswarbarik3992
    @sarbeswarbarik3992 2 роки тому +38

    ମହାପ୍ରଭୁଙ୍କର ଜୟ ହେଉ 🙏🏻

  • @DEVSHILPI2021
    @DEVSHILPI2021 2 роки тому +12

    Every odia should watch this...🙏🏻

    • @ODISHA365
      @ODISHA365  2 роки тому +1

      Thanks
      Invite your family & friends to watch & subscribe Odisha365

  • @susantpanigrahi7594
    @susantpanigrahi7594 Рік тому

    Ati sundar katha vala lagela sunike

  • @urmilamahapatra1082
    @urmilamahapatra1082 2 роки тому

    Jay jagannath 🙏🙏💖💖🌹🌹
    Sir apanku Mor dandabata pranam 🙏🙏apana bi jane debansi sir 🙏🙏

  • @universallaw7291
    @universallaw7291 2 роки тому +11

    1972 ମସିହା ରେ ଛେରାପହଁରା କିଏ କରିଥିଲେ?ଗଜପତି ମହାରାଜା ନା ଆଉ କିଏ?ଭୁଲ୍ କରିବ ତ ଦଣ୍ଡ ପାଇବ।ସେ ଦିନ ପ୍ରଭୁ ଜଗନ୍ନାଥ ଯାହା କରିଥିଲେ ପୁରା ଠିକ୍ କରିଥିଲେ💪👍

  • @GopalDas-nj7fi
    @GopalDas-nj7fi 2 роки тому +1

    ଜେଜେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।🙏
    ଜୟ ଜଗନ୍ନାଥ।♥️♥️
    ଜୟ ଶ୍ରୀକୃଷ୍ଣ ।♥️♥️
    ଜୟ ଶ୍ରୀ ରାମ । ♥️♥️

  • @bhagirathiswain2680
    @bhagirathiswain2680 28 днів тому +1

    Jay Jagannath Swami 🌹🙏🙏🌹

  • @prabhu289
    @prabhu289 2 роки тому +6

    Jai Jagannath...Jai Jagannath...Jai Jagannath...So inspirational incident....

  • @bishnupadajena1942
    @bishnupadajena1942 2 роки тому +8

    କୋଟି କୋଟି ପ୍ରଣାମ କାଳିଆ ଠାକୁର 🙏🙏🙏🙏🙏

  • @bhabesh688
    @bhabesh688 2 роки тому

    Aapanku bahut bahut dhanyabad.

  • @srisaidesignvastu9209
    @srisaidesignvastu9209 2 роки тому +1

    ଜୟ ଜଗଦିଶ ହରେ ।
    କେଶବ ଧୃତ ଜଗନ୍ନାଥ ଶରୀର ଜଗଦୀଶ ହରେ ।

  • @dipanjandutta7361
    @dipanjandutta7361 2 роки тому +4

    HEY KALIA....HEY MAHALAXMI.....HEY BALABHADRA......HEY SUBHADRA MATA....amar sob icche puron koro pravu.....tumi to jano sob......kripa koro prabhu...❤❤❤🙏🙏🙏🙏👏

  • @prakashsisa7304
    @prakashsisa7304 Рік тому +3

    Jay Jagannath Swami 🙏🙏🙏

  • @shyamaghana6484
    @shyamaghana6484 2 роки тому

    Jay Jagannath rabindra Narayana Mishra sir apananka kahiba oo bujheiba saeli bahut Sundar lage

  • @kailashmishra9860
    @kailashmishra9860 20 днів тому

    ମୁ ପ୍ରଭୁ ଢଗନାଥଙ୍କ କୃପା ଥରେ ମୋର ବିପଦ ସମୟରେ ପାଇସାରିଛି। ଢୟ ଜଗନ୍ନାଥ।

  • @manaswineepattanaik8339
    @manaswineepattanaik8339 Рік тому +4

    Jay Jagannath 🙏

  • @upendranathkar3554
    @upendranathkar3554 2 роки тому +38

    Jagannath, The Lord of all the universe can give us the bhakti to call Him.Pure heart, sacred thought are the lovable traits to attract the Lord jagannath towards you.

  • @subhashree-shreyanshikhurd9956

    ଜୟ ଜଗନ୍ନାଥ 🙏 ଆପଣଙ୍କୁ ବହୁତ ଧନ୍ୟବାଦ ଆମଙ୍କୁ ଏଇ କଥାଟି ଶୁଣାଇଥିବାରୁ

  • @manasranjanmishra9536
    @manasranjanmishra9536 Рік тому +1

    Jay Jagannath Swami...

  • @abhipshatripathy584
    @abhipshatripathy584 2 роки тому +3

    Jai Jagannath

  • @biswarekhamamslearningchan6273
    @biswarekhamamslearningchan6273 2 роки тому +3

    Hey pravu tumaku koti pranam

  • @soumyadas4780
    @soumyadas4780 2 роки тому

    ଜୟ ଜଗନ୍ନାଥ 🙏🙏ମୋତେ ଆପଣଙ୍କ କଥା ଶୁଣିବାକୁ ବହୁତ ଭଲଲାଗେ...ମୋର ବହୁତ ଇଚ୍ଛା ସତରେ କେବେ ଆପଣଙ୍କୁ ଦେଖନ୍ତିକି.... ଜାଣିନି କେବେ ଏ କଥା ସମ୍ଭବ ହେବ..... ତଥାପି ମୋର ତାଙ୍କ ଉପରେ ବିଶ୍ୱାସ....ଆପଣ ଭଲରେ ଆଉ ସୁସ୍ଥ ରୁହନ୍ତୁ..... ତାଙ୍କ ମହିମା ଏମିତି ଶୁଣାଉଥାନ୍ତୁ.... ମହାଶୟ!ଆପଣ ମୋର ପ୍ରଣାମ ଘେନ କରନ୍ତୁ 🙏🙏...ଜୟ ଜଗନ୍ନାଥ

  • @debasispradhan4887
    @debasispradhan4887 2 роки тому +8

    ଜୟ ଜଗନ୍ନାଥ🙏
    ଧନ୍ୟ ଧନ୍ୟ ଧନ୍ୟ ହୋଇଗଲି ଆପଣଙ୍କୁ ଶ୍ରବଣ କରି♥️🙏

  • @diptimayeebehera564
    @diptimayeebehera564 2 роки тому +6

    Jaya Jagannath 🙏🙏🙏❤️

  • @brajamohanty6220
    @brajamohanty6220 Рік тому +1

    ମହାଶୟ ଆପଣଙ୍କ ପଦାରବିନ୍ଦରେ ଅନନ୍ତ କୋଟି ପ୍ରଣାମ। ମୁଁ ହେତୁ ପାଇଲା ବେଳୁ ଦେଖିଛି ତିନି ଠାକୁର ରଥରେ ବସି ସାରିବା ପରେ ଛେରା ପହଁରା ହୋଇଥାଏ।ତା ପରେ ରଥଯାତ୍ରା ଆରମ୍ଭ ହୁଏ। କେବେ ଦେଖାଯାଇନାହିଁ ଜଗନ୍ନାଥ ରଥରେ ପହଣ୍ଡି ନହୋଇ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ହେବାର। ଏପରି କାର୍ଯ୍ୟ ୧୯୭୨ ମସିହାରେ କିପରି ହେଲା।

  • @renupravamohapatra1036
    @renupravamohapatra1036 2 роки тому +1

    Jay Jagannath Swami,
    Thanks for uploading.

  • @drcsk21
    @drcsk21 Рік тому +3

    Jai Jagannatha❤

  • @jyotsnaranipanda4793
    @jyotsnaranipanda4793 2 роки тому +16

    Sir ,pranam. Sir I want to meet you, to touch your feet...the way you are blessed by Mahaprabhu because of your humbleness...the way you have devoted yourself in service of Mahaprabhu...Sir please bless me...🙏

  • @kshyamanidhichandrakar891
    @kshyamanidhichandrakar891 2 роки тому +1

    Jai Jagannath ki jai

  • @chinmay_kar
    @chinmay_kar Рік тому

    ମୋ ପ୍ରଭୁ ଆଉ ତାଙ୍କ ମହିମା ସବୁବେଳେ ମହାନ |
    ହେ କୃପାସିନ୍ଧୁ ଆପଣଙ୍କ କୃପା ହେଲେ ଜଣେ ପଙ୍ଗୁ ଭି ପାହାଡ ଚଢି ଯାଇପାରେ | ହେ ପରମାନନ୍ଦ ପରମେଶ୍ୱର ଆପଣଙ୍କ କୃପାଦୃଷ୍ଠି ଏ ସଂସାର ଉପରେ ସଦା ସର୍ବଦା ଥାଉ ଆଉ ମୋ ଭଳି ତୁଚ୍ଛ ଭକ୍ତକୁ ଆପଣଙ୍କ ପରମ ସାନ୍ନିଧ୍ୟ ପ୍ରାପ୍ତ ହେଉ | ଜୀବନରେ ପ୍ରତିଟି ମୁହୂର୍ତ୍ତେ ମୋ ଦ୍ୱାରା କୌଣସି ନା କୌଣସି ପାପ ହେଉଛି | ଆପଣ ସେ ପାପରୁ ମୋତେ ମୁକ୍ତ କରନ୍ତୁ ପ୍ରଭୁ |
    ଜୟ ଶ୍ରୀ ଶ୍ରୀ ଶ୍ରୀ (ଅନନ୍ତ କୋଟି ଶ୍ରୀ ) ଜଗନ୍ନାଥ ମହାପ୍ରଭୁ 🙏
    ଆପଣଙ୍କ ଚରଣରେ କୋଟି କୋଟି ପ୍ରଣାମ 🙏🙏🙏

  • @sunilnath3572
    @sunilnath3572 2 роки тому +5

    ❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️

  • @nishikantapal6481
    @nishikantapal6481 2 роки тому +3

    ଜୟ ପ୍ରଭୂ କରୁଣା ସିନ୍ଧୁ 🙏🙏❤️❤️🙏🙏🙏🌹🌹🌹

  • @satyabratsahoo3461
    @satyabratsahoo3461 Рік тому

    ହେ ବଳିଆର ଭୁଜ ଜଗନ୍ନାଥ ସତରେ ତମେ ଖୁବ୍ ଆପଣାର ହୋଇଯାଅ ଭାବରେ ଲୋଢୁଥିବା ଲୋକ ପାଖରେ । କାହାର ଗର୍ବ ଦମ୍ଭକୁ ସହି ପାରନା । ଖର୍ବ କରିଦିଅ ଅହଂକାରକୁ । ତମକୁ ହୃଦୟର ଈଶ୍ବର ରୂପରେ ବରଣ କରି ମୋ' ଜୀବନ ଧନ୍ୟ ହୋଇଛି। ତମ ବାହୁ ଛାୟା ତଳେ ରଖିଥାଅ ପ୍ରଭୁ । ଜୟ ଜଗନ୍ନାଥ।

  • @thinkaboutstudy70
    @thinkaboutstudy70 2 роки тому +1

    Jay Jagannath MOHAPRABHU apankapadatale koti koti pranam🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @harapriyachoudhury4245
    @harapriyachoudhury4245 Рік тому +6

    Jay Jagannath Swami,Jay Jagannath Seami, Jay Jagannath Swami,Jay Jagannath Mahaprabhu 🙏🏽🙏🏽🙏🏽🙏🏽🙏🏽❤❤❤❤❤❤❤❤❤❤❤❤❤❤❤

  • @anuz_kumar
    @anuz_kumar 2 роки тому +8

    Jay Jagannath Swami ki ja 🙏🙏🙏😭😭❤️❤️🔥🔥🔥🎉

  • @pramilabarik3626
    @pramilabarik3626 2 роки тому

    Jay Jagannath swami pranama sir God bless u

  • @gurunaik1238
    @gurunaik1238 2 роки тому

    Bahut sundar lagila

    • @ODISHA365
      @ODISHA365  2 роки тому

      Thanks
      Subscribe Odisha365 & Press Bell icon select ALL for new video notification, invite your family & friends to Watch odisha365

  • @someshawarachary4490
    @someshawarachary4490 2 роки тому +5

    जय जगन्नाथ स्वामी नयन पथ गामी भब तुमे

  • @sabitamangaraj8297
    @sabitamangaraj8297 2 роки тому +4

    Jai jagannath swami prabhunka mahima apar

  • @krishnanarayanisahoo6624
    @krishnanarayanisahoo6624 Рік тому

    Jai Jagannath 🙏. Mo pravu.

  • @himadritanaya1876
    @himadritanaya1876 Місяць тому

    Jay Jagannath 🙌🏻🙏🏻

  • @rajeshnayak5236
    @rajeshnayak5236 10 днів тому

    ଆହା କି ଲୀଳା ମୟ ଲୀଳା କଳା ଠାକୁର
    ତୁମ କଳlରେ ବୋଳି ହେଲେ ସରା ସନସlର ,ତୁମ ଲୀଳା ତୁମକୁ ହିଁ ଆଗୋଚୋର୍ ❤❤❤❤❤

  • @Anilkumarnayak4203
    @Anilkumarnayak4203 Рік тому +1

    Jay Jagannath swami

  • @sabitamangaraj8297
    @sabitamangaraj8297 2 роки тому +4

    Prabhu apanaku koti koti pranam

  • @aloksharma4394
    @aloksharma4394 Рік тому +3

    Jay Jaganath 🙏🙏🙏

  • @archanatales
    @archanatales 2 роки тому

    Jay Jay Jagannath 🙏...Sir apana nku mora pranam 🙏..ati sundar upasthapana..!!..

  • @manoibmt
    @manoibmt 2 роки тому

    Jai Jagannath Swami Nayana Pathagami Bhava Tume 🙏🙏🙏

  • @aswanibehera8591
    @aswanibehera8591 2 роки тому +5

    Jay jagannath Swami 🙏🙏🙏

  • @sibanipriyadarshininanda2145
    @sibanipriyadarshininanda2145 2 роки тому +5

    Jay jagannath 🙏

  • @lakhanjena1102
    @lakhanjena1102 11 місяців тому

    Jai Jaganath mahaprabhu samashtika mangal karantu Shubh ratry vandan 🌹🙏

  • @reenabehera7789
    @reenabehera7789 11 місяців тому +1

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @soulwelfare3976
    @soulwelfare3976 Рік тому +3

    Jai jagannath Swami ji jai baldau bhaiya Jai maata subhadra Jai shree hari krishna jagannath Swami ji 🚩🙏🥺🥺❣️🙏🙏

  • @PREMANANDAPAUL-wb5bg
    @PREMANANDAPAUL-wb5bg Рік тому +3

    🙏 ଜୟ ଜଗନ୍ନାଥ ମହାପ୍ରଭୁ ପାଦେ ଶରଣ 🙏

  • @UNIQUE_Word
    @UNIQUE_Word 2 роки тому +1

    Jay Jagannath Swami Nayana Patha Gami Vabah Tume.. 🙏🏻🙏🏻🌼🌸🏵️💐🌻🌼

  • @dr.lokanathpaital5839
    @dr.lokanathpaital5839 Рік тому +1

    Prabhu sabu tuma ichha. Jay Jagannath

  • @mr.ashok678
    @mr.ashok678 2 роки тому +31

    Sir pranam
    May we know the event from you ,that happened in the year 1994 Rathajatra where Sri Jaganath during pahandi bije
    remained inside the gumuti of Srimandira for around 3 hours in spite of all trials by sebakas.Around 4pm Sri Gajapati Maharaj made a Mike announce (I do not remember what he said) at Singhadwara after that Sri Jaganath moved . His Ratha moved too late and remained near Raja nahara on that day.
    Kindly make a video information for all of us describing the real matter .

  • @pratyushanayak5342
    @pratyushanayak5342 2 роки тому +14

    Goosebumps..🙏⚫❗⚫🙏 🙌🚩

  • @deepakkumarparida3098
    @deepakkumarparida3098 2 роки тому

    Jai Jagannath....!

  • @deepakkumarmangaraj4278
    @deepakkumarmangaraj4278 2 роки тому

    Dhanyavaad babu