Kartik Pandian takes a jibe at Dharmendra Pradhan; Union Minister is using rude language for CM

Поділитися
Вставка
  • Опубліковано 12 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 143

  • @ghanashyamamahanta1297
    @ghanashyamamahanta1297 10 днів тому +7

    ହେ ମହାପ୍ରଭୁ ଓଡିଶାକୁ ତାମିଲ୍ କବଳରୁ ରଖିଆ କର

  • @ajayabehera155
    @ajayabehera155 10 днів тому +3

    ପାଣ୍ଡିଆନ ହଟାଓ ଓଡିଶା କୁ ଲୁଣ୍ଠନ ରୁ ରକ୍ଷା କର

  • @user-yy3zo8db4y
    @user-yy3zo8db4y 10 днів тому +3

    25 year hela sashan aame janluna

  • @somnathroutia7052
    @somnathroutia7052 10 днів тому +1

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଛାତ୍ର ଛାତ୍ରୀ ମାନକୁ ବହୁତ୍ ସାହାଯ୍ୟ କରୁଥିବାରୁ ।

  • @BadalLenka-nt1hk
    @BadalLenka-nt1hk 10 днів тому

    Such an inspirational video this is.
    ○Feeling so inspired and positive after this video, thanks!
    ○Listening to this song for the last four months and still haven’t stopped.😊😊

  • @BadalLenka-nt1hk
    @BadalLenka-nt1hk 10 днів тому

    I truly love your channel. Keep doing the best work.
    Such creative videos you’ve on this channel. Just subscribed!
    Officially the first viewer of any video on this channel.

  • @BadalLenka-nt1hk
    @BadalLenka-nt1hk 10 днів тому

    😊I’ve completed the entire playlist in one sitting.
    I’m a regular visitor on this channel.
    Wow, UA-cam is getting better at recommending videos.

  • @somnathroutia7052
    @somnathroutia7052 10 днів тому +1

    ନବୀନ ସରକାର ଲୋକମାନଙ୍କ ଦୁଃଖ ସୁଖ ରେ ସର୍ବଦା ସାହାଯ୍ୟ କରୁଛନ୍ତି ସେଥିପାଇଁ ଅନେକ ଲୋକମାନେ ମୁଖ୍ୟମନ୍ତ୍ରୀ କୁ ସର୍ବଦା ଟାର୍ଗେଟ କରୁଛନ୍ତି l

  • @BadalLenka-nt1hk
    @BadalLenka-nt1hk 10 днів тому

    Can’t stop me from commenting on this video.
    Those who edit this video need a raise.
    This song hits differently, and the lyrics are so amazing.😊😊

  • @Sunilkumarsamal456
    @Sunilkumarsamal456 10 днів тому

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @BadalLenka-nt1hk
    @BadalLenka-nt1hk 10 днів тому

    ○With such a positive video like this, you make my day.
    ○Keep doing the great work, this world needs more of it.
    ○The message you just shared in this video is truly touching. Agree with that.😊😊

  • @BadalLenka-nt1hk
    @BadalLenka-nt1hk 10 днів тому

    Wow, this video quality is awesome, how did you record this?
    I just discovered this channel and am amazed at the content quality.
    The worst part of this video is it ends so soon.😊😊

  • @BadalLenka-nt1hk
    @BadalLenka-nt1hk 10 днів тому

    I was feeling lost in life, glad that this video came at the right time.
    ○I can’t thank you enough for posting this video, it changed my perspective.

  • @subhasripanigrahi9576
    @subhasripanigrahi9576 9 днів тому

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @SwapnojSahu
    @SwapnojSahu 9 днів тому

    ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ l

  • @Sunilkumarsamal456
    @Sunilkumarsamal456 10 днів тому

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି ।

  • @sidheshsahu8265
    @sidheshsahu8265 9 днів тому

    Many times the Chief Minister has given a new scholarship to the students to study.

  • @somnathroutia7052
    @somnathroutia7052 10 днів тому

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @BadalLenka-nt1hk
    @BadalLenka-nt1hk 10 днів тому

    There are very few UA-camrs I follow seriously. And, you’re one of them.
    ○Wow, this is the kind of content, keep me visiting youtube.😊😊😊

  • @subhasripanigrahi9576
    @subhasripanigrahi9576 9 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।

  • @BadalLenka-nt1hk
    @BadalLenka-nt1hk 10 днів тому

    ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.😊😊

  • @somnathroutia7052
    @somnathroutia7052 10 днів тому

    ମାନ୍ୟବର ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ବିକାଶ କୁ ଗୁରୁତ୍ୱ ଦେଇ ଆସିଛନ୍ତି ଯାହା ଦ୍ୱାରା ଓଡିଶା ବାସୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି lସେହି ଭଳି ମହାନ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ନିଶ୍ଚୟ ସ୍ୱାଗତ କରିବେ l

  • @dibyadas8144
    @dibyadas8144 7 днів тому

    Odisha people never seen such a hard worker like Vk Pandian

  • @subhasripanigrahi9576
    @subhasripanigrahi9576 9 днів тому

    ଆଜି ଓଡିଶାବାସୀ ଗର୍ବ ଅନୁଭବ କରୁଛି ଯେ ଏଭଳି ରୂପାନ୍ତରଣ ପୂର୍ବରୁ ହୋଇନଥିଲା ,କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ଏହି ସବୁ ବିକାଶ ମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @sidheshsahu8265
    @sidheshsahu8265 9 днів тому

    ନବୀନ ବାବୁ ଓଡିଶାରେ ଥିବା ସମସ୍ତ ମା ଭଉଣୀ ମାନଙ୍କୁ ଖୁସିରେ ରଖିବା ପାଇଁ ସଦା ସର୍ବଦା ଚେଷ୍ଟା କରିଥାନ୍ତି l

  • @PuspanjaliSahu-cq9og
    @PuspanjaliSahu-cq9og 10 днів тому

    😢ଯେତେ ବେଳେ ବି ଓଡ଼ିଶାର ହେଉ ନିର୍ବାଚନ ବିଜେଡି ହିଁ ଜିତିବ ଏଥିରେ କୌଣସି ସନ୍ଦେହ ନାହିଁ ଓଡ଼ିଶାରେ ପୁଣି ବାଜିବ ଶଂଖ l

  • @subhasripanigrahi9576
    @subhasripanigrahi9576 9 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @Sunilkumarsamal456
    @Sunilkumarsamal456 10 днів тому

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @somnathroutia7052
    @somnathroutia7052 10 днів тому

    ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବିକାଶ ପାଇଁ ସେଥ୍ ପାଇଁ ଓଡ଼ିଶା ବାସୀ ତାଙ୍କୁ ଏତେ ଭଲପାଇବା ଦେଉଛନ୍ତି ।

  • @Sunilkumarsamal456
    @Sunilkumarsamal456 10 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିଷ୍ପତି ନେବେ ଓଡିଶା ର ଉର୍ନତି ପାଇଁ ନେବେ ଏବଂ ଏବେ କରାଯାଉଥିବା ସବୁ କଥା ମିଥ୍ୟା ଏବଂ ଗୁଜବ ଅଟେ ଏହା ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ ବାବୁ l

  • @somnathroutia7052
    @somnathroutia7052 10 днів тому

    5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ମଧ୍ୟ ତାଙ୍କର କିଛି କ୍ଷତି ହେବ ନାହିଁ ବରଂ ବିରୋଧୀ ଦଳଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରୁଛନ୍ତି.

  • @SwapnojSahu
    @SwapnojSahu 9 днів тому

    ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ପାଣ୍ଡିଆନ ସାର ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ଲାଗିପଡିଛନ୍ତି ହେଲେ ଧର୍ମେନ୍ଦ୍ର ବାବୁ ଆପଣ କେନ୍ଦ୍ର ମନ୍ତ୍ରୀ ଥାଇ କଣ କରିଛନ୍ତି ତାର ଉତ୍ତର ରଖନ୍ତୁ l

  • @somnathroutia7052
    @somnathroutia7052 10 днів тому

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5t ଅଧ୍ୟକ୍ଷ ଲୋକଙ୍କ ସବୁ ସମସ୍ୟାର ସମାଧାନ କରି ଲୋକଙ୍କୁ ଆସକ୍ତି ପ୍ରଦାନ କରିଛନ୍ତି।

  • @somnathroutia7052
    @somnathroutia7052 10 днів тому

    ମାନ୍ୟବର ନବୀନ ପଟ୍ଟନାୟକ ବାବୁ ଓଡ଼ିଶା ବାସୀଙ୍କ ଭଲ ପାଇଁ ସର୍ବଦା ଲଢ଼ିଛନ୍ତି ଓ ଆଗକୁ ବି ଲଦିବେ l

  • @sidheshsahu8265
    @sidheshsahu8265 9 днів тому

    ଓଡ଼ିଶା ର ସାମୁହିକ ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁ ବେଳେ ଚେଷ୍ଟିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ l

  • @SwapnojSahu
    @SwapnojSahu 9 днів тому

    5t ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ପ୍ରଚାର ଓ ପ୍ରସାର କରିବାର ଶୈଳୀ ଲୋକମାନଙ୍କୁ ବହୁତ ଅନୁପ୍ରାଣିତ କରୁଛି l

  • @Sunilkumarsamal456
    @Sunilkumarsamal456 10 днів тому

    ରାଜ୍ୟର ବିଜେପି ଦଳ ସବୁବେଳେ ଜନବିରୋଧୀ କାର୍ଯ୍ୟକରିବାକୁ ଖୁବ ପସନ୍ଦ କରନ୍ତି ତାଙ୍କୁ ଓଡିଶା ବାସୀ କେବେବି କ୍ଷମା କରିବେନାହିଁ l

  • @dibyadas8144
    @dibyadas8144 7 днів тому

    No body from politics or service working like him.....

  • @sidheshsahu8265
    @sidheshsahu8265 9 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାଏକ ଙ୍କୁ ତଳେ ପକେଇବା ପାଇଁ ବିରୋଧୀ ମାନେ ସର୍ବଦା ଚେଷ୍ଟା କରନ୍ତି ହେଲେ କେବେ ସଫଳ ହେଇନାହାନ୍ତି କାରଣ ଓଡ଼ିଶାର ଜନତା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ କାମ ରେ ବିଶ୍ୱାସ ରଖନ୍ତି।

  • @PuspanjaliSahu-cq9og
    @PuspanjaliSahu-cq9og 10 днів тому

    Pandian Sir thinks how everything will be good for the people in future.

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    I pray to God that a leader like Dharmendra never comes.

  • @PuspanjaliSahu-cq9og
    @PuspanjaliSahu-cq9og 10 днів тому

    ଓଡିଶା ମାଟି ଓ ଓଡିଶା ବାସୀଙ୍କୁ କେମିତି ସମ୍ମନ ଦିଆଯାଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନବୀନ ପୋଟ୍ଟନାୟ ଙ୍କ ଠାରୁ ବିଜେପି ଦଳ ନେତା କିଛି ସିଖବା ଦରକାର l

  • @Sunilkumarsamal456
    @Sunilkumarsamal456 10 днів тому

    ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

  • @Sunilkumarsamal456
    @Sunilkumarsamal456 10 днів тому

    ଗାଁକୁ ଗଡୁଛି ବିକାଶର ବସ୍ । ଫିଟୁଛି ଅପହଞ୍ଚ ଇଲାକାକୁ ବାଟ । ଗାଁ ଗାଁକୁ ରାସ୍ତା ଓ ଗମନାଗମନରେ ସୁବିଧା ଆଣିଛନ୍ତି ଆମ ନବୀନ ସରକାର ।

  • @sidheshsahu8265
    @sidheshsahu8265 9 днів тому

    He is the leader of this country, a servant of the soil, the architect of the new Odisha... There is no alternative to a great Chief Minister who considers public service as the highest religion...

  • @BadalLenka-nt1hk
    @BadalLenka-nt1hk 10 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଏବଂ ପାଣ୍ଡିଆନ ସାର୍ ଙ୍କୁ ତଳେ ପକେଇବା ପାଇଁ ବିରୋଧୀ ମାନେ ସର୍ବଦା ଚେଷ୍ଟା କରନ୍ତି ହେଲେ କେବେ ସଫଳ ହେଇନାହାନ୍ତି କାରଣ ଓଡ଼ିଶାର ଜନତା ମୁଖ୍ୟମନ୍ତ୍ରୀ ନବୀନ ବାବୁ କାମ ରେ ବିଶ୍ବାସ ରଖନ୍ତି ଏବଂ କହିବା କଥାକୁ କାମରେ କରି ଦେଖାନ୍ତି।😊😊

  • @Sunilkumarsamal456
    @Sunilkumarsamal456 10 днів тому

    ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ lଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @DebasisBhoi-se5jg
    @DebasisBhoi-se5jg 10 днів тому

    Right sir

  • @somnathroutia7052
    @somnathroutia7052 10 днів тому

    ରାଜ୍ୟ ତଥା ରାଜ୍ୟ ବାସୀ ଙ୍କ ସ୍ବାର୍ଥ ବିଜେଡ଼ି ପାଇଁ ସର୍ବୋପରି ।

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    Dharmendra wants that there should be no BJD government in Odisha.

  • @Sunilkumarsamal456
    @Sunilkumarsamal456 10 днів тому

    ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦିନକୁ ଦିନ ଉନ୍ନତି ଦିଗକୁ ଗତିକରୁଛି l ଉନ୍ନତ ହସ୍ପିଟାଲ ସାଙ୍ଗକୁ ଡାକ୍ତର ଓ ଶିକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି l

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    To make BJP win, Dharmendra has forgotten to introduce himself. We know this will never happen.

  • @dibyadas8144
    @dibyadas8144 7 днів тому

    ୨୦୨୪ରେ ଆମକୁ ନବୀନଙ୍କ ଭଳି କର୍ମବୀର ଦରକାର ।‌

  • @Sunilkumarsamal456
    @Sunilkumarsamal456 10 днів тому

    ସାରା ରାଜ୍ୟ ବାସୀ ଜାଣି ସାରିଲେଣି ନବୀନ ମଡେଲ ହେଉଛି ବିକାଶର ମଡେଲ ସେଥି ପାଇଁ ହିଁ ସବୁ ଲୋକମାନେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ବିଜୟ ମୁକୁଟ ପିନ୍ଧାଇବେ ଓଡିଶା ବାସି l

  • @SwapnojSahu
    @SwapnojSahu 9 днів тому

    The crores of women in Odisha who have become self-reliant today is the contribution of Chief Minister Naveen Patnaik.

  • @36bp_srustisamikshya50
    @36bp_srustisamikshya50 10 днів тому

    Biju babu jaha bhi swapna dekhi thile odisha ku neiki khub jaldi pura haba boli loka ka asa rahichi

  • @subhasripanigrahi9576
    @subhasripanigrahi9576 9 днів тому

    Mr. Pradhan ku jadi vote kariki jita jiba ta loka ka abasta kn haba seita samaste janichanti sethipain vote thik loka ku diantu

  • @dibyadas8144
    @dibyadas8144 7 днів тому

    Pandian sir is chosen by CM to head the alround development works..

  • @BadalLenka-nt1hk
    @BadalLenka-nt1hk 10 днів тому

    ଭି କେ ପାଣ୍ଡିଆନ ଜଣେ ବିଜୁ ଜନତା ଦଳ ର ନେତା ସେ ବିଜେଡି ସରକାରଙ୍କ ସପକ୍ଷରେ କହିବାରେ ବିଜେପି ର ଅସୁବିଧା କେଉଁଠି ରହିଲା ବୁଝା ପଡୁ ନାହିଁ!😊😊

  • @subhasripanigrahi9576
    @subhasripanigrahi9576 9 днів тому

    ଭି କେ ପାଣ୍ଡିଆନ ଜଣେ ବିଜୁ ଜନତା ଦଳ ର ନେତା ସେ ବିଜେଡି ସରକାରଙ୍କ ସପକ୍ଷରେ କହିବାରେ ବିଜେପି ର ଅସୁବିଧା କେଉଁଠି ରହିଲା ବୁଝା ପଡୁ ନାହିଁ!

  • @pradipkumardasdas7184
    @pradipkumardasdas7184 10 днів тому

    Our CM our hero
    Jay Jagannath🙏

  • @subhasripanigrahi9576
    @subhasripanigrahi9576 9 днів тому

    ଭିକେ ପାଣ୍ଡିୟାନ ସାର ଛାତ୍ର ଛାତ୍ରୀ ମାନଙ୍କୁ କହିଛନ୍ତି । ନିଜ ଓପରେ ଆତ୍ମବିଶ୍ୱାସ ରହିଲେ ଜୀବନରେ ବହୁତ ଆଗକୁ ବଢିପାରିବେ ଓ ଆଗକୁ ବଡ଼ କାମ କରିପାରିବେ ।

  • @dibyadas8144
    @dibyadas8144 7 днів тому

    ଆଜି ଯଦି ଓଡିଶା ଅଗ୍ରଣୀ ରାଜ୍ୟଭାବରେ ପରିଚିତ ତାହା କେବଳ ପାଣ୍ଡିଆନ ବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ସେ ସବୁଠାରେ ଚର୍ଚ୍ଚିତ l

  • @dibyadas8144
    @dibyadas8144 7 днів тому

    VK Pandian can make Odisha shine in 10 years

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    Dhamendra calls the Chief Minister of Odisha bad just for the sake of victory.

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    Everyone knows Dharmendra very well and they know that he will not win.

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    Odisha needs a government like BJD so that Odisha can develop.

  • @PuspanjaliSahu-cq9og
    @PuspanjaliSahu-cq9og 10 днів тому

    Odisha basinka mana re sabu bele sankha china prati Prema and sneha rahi thila au rahichi and rahiba juga juga dhriki

  • @Sunilkumarsamal456
    @Sunilkumarsamal456 10 днів тому

    BJP ଦଳର ଚାଲ ଆଉ ଚଳିବ ନାହିଁ ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି ତାଙ୍କର ଚାଲ ,ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ପୁନର୍ବାର ବିଜୁ ଜନତା ଦଳକୁ ଆଶୀର୍ବାଦ କରିବେ ଓ ପୁଣିଥରେ ସରକାର ଗଠନ କରିବାର ସୁଯୋଗ ଦେବେ ।

  • @SwapnojSahu
    @SwapnojSahu 9 днів тому

    Honorable Chief Minister Naveen Patnaik wants to became a leader to lead again Odisha on the path of progress and growth of odisha after achieving 24 years of success

  • @Thevlogsside
    @Thevlogsside 10 днів тому

    Ama odisha dasa ra mukhya mantri rakhiba ra dasa ra rajya savya sava

  • @36bp_srustisamikshya50
    @36bp_srustisamikshya50 10 днів тому

    Naveen babu tanka sara jiban odisha basi kn pain deichanti ama subjida pain kama karichanti sethi pain tanku kebe bhi bhuliba katha nhi

  • @sidheshsahu8265
    @sidheshsahu8265 9 днів тому

    A government like BJD brings a good thing for Odisha.

  • @SwapnojSahu
    @SwapnojSahu 9 днів тому

    Nabin babu ki tanka dala ra loko thaka nuhanti.loko nku sabu pratisruti dia kama kariki dakhaichanti .pandiyan babu nka sahajog re sabu jinisha agaku jaichi odisha

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    A leader like Dharmendra can only help BJP government.

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra babu kara ete munda kahinki bindhuchi jana nhi ete din helani kendra mantri thiaki ta kichi kariparile nhi

  • @36bp_srustisamikshya50
    @36bp_srustisamikshya50 10 днів тому

    Naveen babu ka pain samaste sahas karichanti ki odisha basi ka bhala pain bjd ra neta mane nija adu bhi pada khep neichanti

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra babu sabu bele loka ka khyati karichanti kichi bhi labha kari nahanti sethipain odisha basi tanku bhala panti nhi

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan ka ehi bhalia parikrama patha re rok daba ta loka mana ka mana re tanka pain ghruna srusti karichi

  • @debarapadhan9785
    @debarapadhan9785 10 днів тому +1

    Pandian barbad karideba bjd ku

  • @36bp_srustisamikshya50
    @36bp_srustisamikshya50 10 днів тому

    Bjp ra neta mane khali micha prati sruti deiki election time pare luchiba janichanti tanka pakhare au kauna si bhi rasta nhi

  • @girijamarndi7956
    @girijamarndi7956 10 днів тому

    V kartikeyan pandiyan...tome bht kamo karicha...nai ki...chup pandiyan..tote mado bajibo...

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan kendra mantri heiki bhi kichi bhi kama kariki dekhei pari nahanti khali sukhila gapa gapichanti

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan loka mana ka tharu paisa neiki tanku thaki ki tanka paisa khaiba hi janichanti

  • @subratroutsubratrout5598
    @subratroutsubratrout5598 10 днів тому +2

    Jay bjd

  • @36bp_srustisamikshya50
    @36bp_srustisamikshya50 10 днів тому

    Mr.pradhan kara loka ku thakiki tanka paisa khaiba ku bhala lage oo taku hairaam karibata tanka kama

  • @Tamildog_Blog
    @Tamildog_Blog 10 днів тому

    Tuma Jaraja Santana kehi dekhajaunahanti!!!

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan ka bhalia loka jadi odisha re jiti jibe kichi din bhitare hi odisha ku khola kariki palei be

  • @Tamildog_Blog
    @Tamildog_Blog 10 днів тому

    Hay🙏🙏🙏 Kalapahada…

  • @36bp_srustisamikshya50
    @36bp_srustisamikshya50 10 днів тому

    Bjd ra ek matra mantra ki odisha ku ek nua odisha re pari nata karibe boli oo loka mu sabu subhida debe boli

  • @36bp_srustisamikshya50
    @36bp_srustisamikshya50 10 днів тому

    Bjp khali loka ka paisa khaiki ana bwansha kariba janichi kau bhi kama ra nuhe neta mane bhi sabu michua atan ti

  • @karunakarbehera3365
    @karunakarbehera3365 10 днів тому

    Vote for Bjp, Go back vk pandian, We need a young active odia CM

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan ka dwara kara jai thiba parikrama parti rok bhakta manaka hrudaya ku aghata pohncheichi

  • @natabarsail2085
    @natabarsail2085 10 днів тому

    Odisha re CM pandian Naveen pattanaik nuha

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan kara kichi kama nhi sakalu uthiki khali eita hi bhabuchanti jj kemiti bjd na re kn micha kahibi

  • @kailashranjan5349
    @kailashranjan5349 10 днів тому

    Pandu pura dahara katha kahuchi....bhagban maaf karibeni

  • @Abhinna_Sundar_Nayak
    @Abhinna_Sundar_Nayak 10 днів тому

    As much as BJD is just our work, BJD has done a lot for us.

  • @somnathroutia7052
    @somnathroutia7052 10 днів тому

    BJD ସରକାର ଆସିଲେ ଓଡ଼ିଶା ପାଇଁ ଅନେକ ପ୍ରକାର ସହଯୋଗ କରିବେ ମୁଖ୍ୟମନ୍ତ୍ରୀ l

  • @36bp_srustisamikshya50
    @36bp_srustisamikshya50 10 днів тому

    Dharmendra pradhan ta thile hi michua ebe bjd tanka pura rupa samasta ka agaku anichi

  • @sidheshsahu8265
    @sidheshsahu8265 9 днів тому

    Naveen sarkar ka pain ebe sara odishara muha re hasa fhutichi ebang samasta ku bhala bhaba re tanka mana jiti chi