Delhi CM Arvind Kejriwal criticizes BJP's Sambit Patra for calling Lord Jagannath ‘bhakt’ of PM Modi

Поділитися
Вставка
  • Опубліковано 19 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 740

  • @rajendraghadai7503
    @rajendraghadai7503 23 дні тому +81

    ବିନାଶ କାଳେ ବିପରିତ ବୁଦ୍ଧି
    ବିଜେପି ର ବିନାଶ ସମୟ ଆସିଲାଣି

  • @ecoedutainment-ecot5802
    @ecoedutainment-ecot5802 23 дні тому +105

    ହାରିବୁ ହାରିବୁ ଏହାର ଜବାବ୍ ତୋତେ ପୁରୀ ବାସୀ ଦେବେ

    • @RizingTrader
      @RizingTrader 23 дні тому +4

      Lekhiki rakhe se hin jitiba vala vote re jitiba

    • @iconicindrajit3660
      @iconicindrajit3660 23 дні тому +1

      haaa..haaa..haaa.. e pandu janata dala khali drama karuchanti

    • @BirenMohapatraBirenMohapatra
      @BirenMohapatraBirenMohapatra 23 дні тому

      Pandu 4june re bhangibu taa anndu

    • @RajBharadwaj23
      @RajBharadwaj23 23 дні тому +3

      Puri jagannadh swamy blessings always Navin patnaik, In puri BJD MP Arur Patnaik will win

    • @RajBharadwaj23
      @RajBharadwaj23 23 дні тому +4

      Modi Acting dramas with Odisha people, Odisha people self confidence is BJD

  • @143Susanta
    @143Susanta 23 дні тому +48

    ଏହା ଠିକ ହେଲାଣି ଆମର ଆସ୍ତାକୁ ଆମର ପରମ୍ପରା ସାଡେ ଚାରି କୋଟିଙ୍କର ଯିଏ ମଉଡମଣୀ ତାଙ୍କୁ ଅପମାନ ହେଇଛି ଆମେ ଆମର ମହାପ୍ରଭୁଙ୍କର ଅପମାନ ସହିପାରିବୁନି ଆମକୁ ନ୍ୟୟ ମିଳୁ ନହେଲେ ଆମେ ନିଜକୁ ନିଜେ ଜଳାଞ୍ଜଳି ଦେଇଦେବୁ 🙏🙏🙏🙏

    • @Vikash_Vlogs8452
      @Vikash_Vlogs8452 23 дні тому +1

      କେବେ ଆସିବ ସେ ଦିନ ..? 😂😂 ସେ କ୍ଷମା ପ୍ରାର୍ଥନା କରିସାରିଲାଣି ରେ । ଆଛା ଯେତେବେଳେ ଜଗନ୍ନାଥଙ୍କୁ ଗାଁ ଗାଁ ରେ ରିକ୍ସା ରେ ବୁଲେଇକି ଚାନ୍ଦା ଆଦାୟ କରା ଯାଉଥିଲା ସେତେବେଳେ ତୁ କେତେଥର ଜଳାଞ୍ଜଳି ଦେଇଥିଲୁ କିରେ ? ଟାଉ ଟର!!! 😮😮😂

    • @MAHABIRVLOG440
      @MAHABIRVLOG440 23 дні тому

      Sei chaula ebe free re prasada paibaku miluchhi ...sabu pravunka ichha

    • @Smart_boy_Asit_vlogs
      @Smart_boy_Asit_vlogs 23 дні тому

      ​@@Vikash_Vlogs8452 tu mg gote odisha ra alia

    • @S.kVain625
      @S.kVain625 23 дні тому

      ମୁଁ ସମ୍ବିଟ୍ ପାଟ୍ରାଙ୍କ ମତକୁ ସମର୍ଥନ କରେ ଯେ ମୋଦୀ ଜୀ ପ୍ରକୃତ ଭଗବାନ, ଏହି ଜଗନ୍ନାଥ ତାଙ୍କ ସାମ୍ନାରେ କିଛି ନୁହେଁ।
      ଆମର ପ୍ରକୃତ ଭଗବାନ ହେଉଛନ୍ତି ମୋଦୀ ଜୀ କାରଣ ମୋଦୀ ଜୀ ହିଁ ମୁସଲମାନମାନଙ୍କ ବୁଦ୍ଧି ନଷ୍ଟ କରିଛନ୍ତି।

    • @Mithi03278
      @Mithi03278 22 дні тому

      He Bhagwan!!!! Ete Bada Andhbhakt . Bhagvan garba kebe b sahibeni. Tora sahas kemti hela ama Mahaprabhunka upare Modiku rakhibaku???

  • @ecoedutainment-ecot5802
    @ecoedutainment-ecot5802 23 дні тому +94

    ପୁରୀବାସୀ ଯଦି ସତରେ ଭଲଥାଉଥିବେ ଜଗନ୍ନାଥଙ୍କୁ ଏହାର ଜବାବ୍ ଜରୁର୍ ଦେବେ

    • @djhbbbsr..2735
      @djhbbbsr..2735 23 дні тому +6

      BjP ku vote mu debi ❤

    • @RizingTrader
      @RizingTrader 23 дні тому

      Mg murkha aeita kebe kahiba katha ki .. seita patiru slip Kari jaichi ..... Ate role karani thakura thik janichanti.... Lekhiki rakhe 100 💯 jitiki asuchi

    • @mrsachinkumar6295
      @mrsachinkumar6295 23 дні тому +1

      Jay jagannath

    • @pradoshbehura3794
      @pradoshbehura3794 23 дні тому +2

      ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଭଲ ପାଉଥିବା ସମସ୍ତେ BJP କୁ ଭୋଟ ଦେବେ।

    • @iconicindrajit3660
      @iconicindrajit3660 23 дні тому +2

      mun v bjp ku vote debi......kichi farak padiboni🤣

  • @kailashchandrasahoo6773
    @kailashchandrasahoo6773 23 дні тому +82

    ଭାଜପା କହିଲା ମହାପ୍ରଭୁଙ୍କ ଠାରୁ ବଡ଼ ମୋଦି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସକୁ କୁଠାରଘାତ ଅହଂକାରୀ ବିଜେପି ପର୍ଯ୍ୟଟକ ପ୍ରତିଦିନ ଓଡ଼ିଶା ମାଟି, ଜାତିର କରୁଛନ୍ତି ଅପମାନ #BJPAntiOdisha

    • @saikulkarni1106
      @saikulkarni1106 23 дні тому

      Apposition ne bolna hi nhi chahiye
      Jo sanatan ko Dengue keh de woh aaj s.patra ko sikhayenge

    • @S.kVain625
      @S.kVain625 23 дні тому

      ମୁଁ ସମ୍ବିଟ୍ ପାଟ୍ରାଙ୍କ ମତକୁ ସମର୍ଥନ କରେ ଯେ ମୋଦୀ ଜୀ ପ୍ରକୃତ ଭଗବାନ, ଏହି ଜଗନ୍ନାଥ ତାଙ୍କ ସାମ୍ନାରେ କିଛି ନୁହେଁ।
      ଆମର ପ୍ରକୃତ ଭଗବାନ ହେଉଛନ୍ତି ମୋଦୀ ଜୀ କାରଣ ମୋଦୀ ଜୀ ହିଁ ମୁସଲମାନମାନଙ୍କ ବୁଦ୍ଧି ନଷ୍ଟ କରିଛନ୍ତି।

    • @pradyutgiri1999
      @pradyutgiri1999 22 дні тому

      ​@@saikulkarni1106Stalin bola 😂😂.., president ko Kun nehin bulaya Ram Mandir makn😂😂

    • @saikulkarni1106
      @saikulkarni1106 22 дні тому

      @@pradyutgiri1999 invitation tha bhai kuch karno se nhi aa paye woh , per jab woh free hua tab shrimati draupadi ji mandir gayi puja bhi ki oor Maharashtra ke Congress ke neta ne bola ki mandir ko shudh karna chahiye
      Ye hai INDI alliance

  • @papinbehera3939
    @papinbehera3939 23 дні тому +87

    ଯଦି ଏ କଥା ହୃଦୟ ରୁ ଆସିଥାଏ ଭଗବାନ ସହିବେନି କିନ୍ତୁ ଭୁଲ ବଶତ ହେଲେ ସମୟ ତାର ସଠିକ ଜବାବ ଦେବ

    • @user-vf2sw4xf6b
      @user-vf2sw4xf6b 23 дні тому +10

      Jadi bhulre baharichi ta hele sia bhul kahin magunahni

    • @umakantapatra3267
      @umakantapatra3267 23 дні тому +2

      Gute katha kahila purbaru dasathara bhabiba katha na.... Neta para....

    • @rakeshkumarpal726
      @rakeshkumarpal726 23 дні тому +3

      Dictator ku Khushi Kariba pain odia asmita ku bikri karuchanti a bhali loka ... Amanaku desh ru kadhiba katha

    • @samirbehera4466
      @samirbehera4466 23 дні тому +3

      PM Modi bi bhagaban nku mundia marila bele jota pindhi ki mundia mariba ta bi kan bhul re....... ଛି ଛି ଛି

    • @nilanchalaphotography1437
      @nilanchalaphotography1437 23 дні тому +4

      ହାଇରେ BJP ର ଲୋକ କହିଲା ବୋଲି ଭୁଲ ରେ କହିଦେଲା ଯଦି BJD ର କେହି କହିଥାନ୍ତା ତାହେଲେ ଖାଲି ନିୟା ଜଳିଥାନ୍ନ୍ତା କିଛି ଦିନ ପୁର୍ବରୁ ଦଇତାରି ପଣ୍ଡା କହିଥିଲେ ଓଡିଶା ର ଜଗନ୍ନାଥ ନବୀନ ପଟ୍ଟନାୟକ ଏ BJP ବାଲା ପୁରା କେତେ କଣ କହିଲେ
      ଜୟ ଜଗନ୍ନାଥ 🙏🙏🙏

  • @swarajk314
    @swarajk314 23 дні тому +55

    ଯିଏ ରାମ ଙ୍କ ନାଁ ରେ ରାଜନୀତି କରୁଛି , ଜଗନ୍ନାଥ ଙ୍କ ନାଁ ରେ ଏଠି ରାଜନୀତି ଖେଳୁଛି , ଏ ସବୁ ସେ ଡକାୟତ୍ ମାନଙ୍କ ପାଇଁ ଅତ୍ୟନ୍ତ ସାମାନ୍ୟ କଥା , ଏ ସବୁ ପରେ ବି ଓଡ଼ିଶାବାସୀ ସେଗୁଡ଼ାଙ୍କ ଟାଉଟର ଗପ ଶୁଣି ତାଳି ମାରୁଛନ୍ତି wah 👏

    • @RizingTrader
      @RizingTrader 23 дні тому

      Jo bolna hai bolo ab wo aa rahe hain

    • @samirbehera4466
      @samirbehera4466 23 дні тому +1

      Sabu odisha basi tali marinahanti only andha bhakt......... Samastanku kahiba ta thik habani

    • @Samalmanoj2429
      @Samalmanoj2429 23 дні тому

      ଠିକ କଥା ଭାଇ

    • @achutanandabehera155
      @achutanandabehera155 23 дні тому

      ଭାଇ ବଲକଥା କହିଲା

    • @swarajk314
      @swarajk314 23 дні тому

      @@RizingTrader ସେଟା ତ ସମୟ କହିବ , ଆଉ ରହିଲା କିଏ ଆସିବ ଯିବ ସେ କଥା ମୁ ଉଠେଇନି , କେନ୍ଦ୍ର ରେ ଥିବା ଏଇ ଭଳିଆ ନାମଜାଦିଆ ମନ୍ତ୍ରୀ ଥାଇକି ଯାହା ନ ଥାଇକି ବି ସେଇଆ ଯିଏ ଜଗନ୍ନାଥ ଙ୍କୁ ଅବମାନନା କରୁଛି

  • @akhayakumar2230
    @akhayakumar2230 23 дні тому +102

    Arugs TV ୱାଲା ଗୋବର ପାତ୍ର କୁ ପଚାରୁ

    • @prabhaspatra987
      @prabhaspatra987 23 дні тому +8

      Argus ae news dekheibani

    • @ODISHABHAI-eq8jq
      @ODISHABHAI-eq8jq 23 дні тому +2

      ଅର୍ଗସ ହେଉଛି ଏକ, ବିବାଦୀୟ ଚାନେଲ, ସବୁ ଠାରେ କଲି କୁ ବଡେ

    • @saisuryaofficial2552
      @saisuryaofficial2552 23 дні тому +4

      tama nadia tv kn dekheithila asabu jetebele amara pattnaik daitari panda pratapa dev kahithile odisha ku jagannath nka pain nuhe nabin pain odisha parichaya

    • @saisuryaofficial2552
      @saisuryaofficial2552 23 дні тому +3

      @@ODISHABHAI-eq8jq aji kouthu abudhi sabu asuchi ho tala chata chama chakar heiki sesare jagannath nku danda ra bhikari kari chaula magibaku padila ....

    • @akhayakumar2230
      @akhayakumar2230 23 дні тому +2

      @@saisuryaofficial2552 ଭାଈ ତମେବି jaganntha ଙ୍କୁ ବିରୋଧ କରୁଛ

  • @manoranjanbehera6749
    @manoranjanbehera6749 23 дні тому +13

    Very soon people of Puri will betray such type of unsocial person.

  • @yudhistirshukla5537
    @yudhistirshukla5537 23 дні тому +20

    Patra is unsocial and iggo person😂😢😮😅😊

  • @ManojKumar-vj6mr
    @ManojKumar-vj6mr 23 дні тому +4

    Bjp ବାଲାଙ୍କୁ please vote ଦିଆନି ନହେଲେ ମୋର ଏ ସଂକୃତି ର ଓଡିଶା ଭାସିଯିବ

  • @kamakshyaprasadnanda3556
    @kamakshyaprasadnanda3556 23 дні тому +15

    ଚକାଆଖି ସବୁ ଦେଖୁଛି, ସମୟ ଆସୁଛି ହିସାବ କରିବ କାଳିଆ. ସମ୍ବିତ ପାତ୍ର ଗୋଟେ କୁହା ମୁଣ୍ଡା କପିଳା. ବିଜେପି ଆସିଲେ ଓଡିଶା ରେ ନଙ୍କ ଦୁର୍ବିକ ପଡିବ. ଲୋକ ଅନାହାରେ ମରିବେ.ବିଜେପି ଜିତିଲେ june 15 ପରେ ଦେଖିବେ କିପରି ଦରଦାମ ବଢିବ. ଗୋଟିଏ ବିକଳ୍ପ ଜୟ କଂଗ୍ରେସ. ଜୟ ରାହୁଲ ଗାନ୍ଧୀ

    • @S.kVain625
      @S.kVain625 23 дні тому

      ମୁଁ ସମ୍ବିଟ୍ ପାଟ୍ରାଙ୍କ ମତକୁ ସମର୍ଥନ କରେ ଯେ ମୋଦୀ ଜୀ ପ୍ରକୃତ ଭଗବାନ, ଏହି ଜଗନ୍ନାଥ ତାଙ୍କ ସାମ୍ନାରେ କିଛି ନୁହେଁ।
      ଆମର ପ୍ରକୃତ ଭଗବାନ ହେଉଛନ୍ତି ମୋଦୀ ଜୀ କାରଣ ମୋଦୀ ଜୀ ହିଁ ମୁସଲମାନମାନଙ୍କ ବୁଦ୍ଧି ନଷ୍ଟ କରିଛନ୍ତି।

    • @hjkvvc
      @hjkvvc 22 дні тому +1

      To sesa time asilani jaganath nka Saha gote Manish ku tulana karuchu binasa kale biparita budhi

    • @prasannagourah671
      @prasannagourah671 22 дні тому

      ​@@S.kVain6253:53

  • @ajitkumarmuduli33
    @ajitkumarmuduli33 23 дні тому +19

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @kanhuchsahoo5097
    @kanhuchsahoo5097 23 дні тому +26

    Argus tv kuade gala

    • @user-nt4vl6yp3g
      @user-nt4vl6yp3g 23 дні тому

      ଅର୍ଗୁସ TV ମାଘିଆ ଆଜି ସୋଇପଡିଛି। BJD ଯଦି କେହି ଟିକେ କିଛି ଭୁଲ କରିଦେଲା ତାହେଲେ ଦୁର୍ଗା ଶ୍ରୀ କୁ ନିଦାହବନି। ଆଜି କେଉଁଠି ସୋଇଛି

    • @user-nt4vl6yp3g
      @user-nt4vl6yp3g 23 дні тому

      ଅର୍ଗୁସ TV ମାଘିଆ ଆଜି ସୋଇପଡିଛି। BJD ଯଦି କେହି ଟିକେ କିଛି ଭୁଲ କରିଦେଲା ତାହେଲେ ଦୁର୍ଗା ଶ୍ରୀ କୁ ନିଦାହବନି। ଆଜି କେଉଁଠି ସୋଇଛି

    • @papunnahak4895
      @papunnahak4895 23 дні тому +2

      Se magia soipadila khali pandu bisayare kahiba

    • @SAGAR42817
      @SAGAR42817 22 дні тому

      Ki katha kahila vai mana ku chhuila

    • @SAGAR42817
      @SAGAR42817 22 дні тому

      😮😮😮😮😮

  • @rihankamal5247
    @rihankamal5247 23 дні тому +14

    OTV au Kanan TV ku dekha jiboni aa news ta

  • @srikantpatnaik2849
    @srikantpatnaik2849 23 дні тому +32

    ଏହା ନୂଆ ନୁହେଁ l ପୂର୍ବରୁ ଶ୍ରୀ ମନ୍ଦିର ପ୍ରକଳ୍ପ କୁ ବିରୋଧ କରୁଥିଲେ l ଏମାନେ ସବୁ ଶ୍ରୀ ରାମ ଙ୍କ ଭକ୍ତ l କାଶୀ ବିଶ୍ୱନାଥ ବିକାଶ ପାଇଁ ମୋଦୀ 4000 କୋଟି ଦେଲେ କିନ୍ତୁ ପୁରୀ ପ୍ରକଳ୍ପ ପାଇଁ ଟଙ୍କାଟିଏ ନାହିଁ l

  • @ecoedutainment-ecot5802
    @ecoedutainment-ecot5802 23 дні тому +14

    କ'ଣ କଲୁରେ ଧର୍ମଛଡ଼ା

  • @sarojjena6706
    @sarojjena6706 23 дні тому +5

    ବିଜେପି ରାମକୁ ନେଇ ରାଜନୀତି କରୁଥିଲେ ଏବେ ପ୍ରଭୂ ଜଗନ୍ନାଥ ଙ୍କୁ ନେଇ ରାଜନୀତି ବିଜେପିର

  • @ajitkumardang2433
    @ajitkumardang2433 23 дні тому +13

    Andha bhakta maane ehi katha ku kahidebe aama boss thik kahi chhanti boli..

  • @user-ob7se6xn6l
    @user-ob7se6xn6l 23 дні тому +6

    I request to directorate general of police odisha fast arrest tosambit patra mp candidate puri. Constituency.please

  • @parsuramsahoo7509
    @parsuramsahoo7509 23 дні тому +35

    Maa ଘିଆ ପେଳର ଟିଙ୍କ କୋଉ ବାଣ୍ଡ୍। ଓଡ଼ିଆଏ ଜୟ ଜଗନ୍ନାଥ ମହାପ୍ରଭୁ ତୋର ଗର୍ବରଖିବେନି ତୋର ପାଟି ପଡ଼ିଯିବାରେ ତୁସଲା ଓଡ଼ିଶାର କଳଙ୍କ କେନ୍ଦ୍ରରେ ମନ୍ତ୍ରୀ ହେଇଯିବୁ ଏକା ଥରକରେ ମୋଦି ତୋ ମା ଘଇତା

  • @rameshnayak1721
    @rameshnayak1721 23 дні тому +5

    ଡକ୍ଟର ସମବିତ ପାତ୍ର ମହାସୟ ଏକ ଟିବିସୋରେ କହିଥିେଲ ତାଂକ ଶିକ୍ଷାଗତ ଯୋଗୟତା ର ପରମାଣ ଦେଖାଇଥିଲେ ତାହା କପି କରି ପାଇଥିଲେ ବୋଧେ, ତାଂକର କି ଗଯାନ ଵା ସୁପର, ଜଗନ୍ନାଥ ହେଛଂତି ମୋଦିଂକର ଭକତ ୱା

  • @mragrncy9144
    @mragrncy9144 23 дні тому +8

    It will defeat BJP in odisha. If BJP does not suspend him immediately. Tomorrow it will be headline in most news.

  • @user-sg1xb1pn8r
    @user-sg1xb1pn8r 23 дні тому +2

    ଓଡ଼ିଆ ଜାତିର ମ ଉଡମଣୀ ଶ୍ରୀ ଜଗନ୍ନାଥଙ୍କୁ ନେଇ ଏପରି ମନ୍ତବ୍ୟ ଦେବା
    ବଡ଼ ଦୁଃର୍ଭାଗ୍ୟ ଜଗନ୍ନାଥ ଙ୍କ ଭକ୍ତ ତାର ଉଚିତ ଜବାବ ଦେବେ ଜୟ ଜଗନ୍ନାଥ

  • @debabratapattanaik407
    @debabratapattanaik407 23 дні тому +13

    He prabhu ethara bi apana sadbudhi diantu

  • @santoshkumardash3543
    @santoshkumardash3543 23 дні тому +28

    ଜାତୀୟ ନୁହେଁ ଆନ୍ତର୍ଜାତୀୟ ସ୍ତର ରେ ନିନ୍ଦା ହେଉଛି । ପ୍ରଭୁ ଜଗନ୍ନାଥ ବିଶ୍ୱ ବ୍ରହ୍ମାଣ୍ଡ ର ପ୍ରଭୁ..

    • @kapilasmahakur8371
      @kapilasmahakur8371 23 дні тому +4

      Ratna bhandara chabi Gala kuaade jawab dio 😠

    • @greatindia3103
      @greatindia3103 23 дні тому +2

      @@kapilasmahakur8371 I agree with you👍

    • @agriculturenaturevillager7531
      @agriculturenaturevillager7531 23 дні тому +1

      Jaga ku dandare baseila bhika mageila
      Ratna katha chhada
      Kichhi hebani sambit patra upare jaga ra ashirbad rahiba
      Bcz vdo ru clear janapaduchhi sia bhul re kahichhi garba re nuhne

    • @hjkvvc
      @hjkvvc 22 дні тому

      Chabi hajigale augote tala chabi change heipariba jaganath nka respect feribaki

  • @masterpriyanshu9
    @masterpriyanshu9 23 дні тому +18

    Ama o TV bhi godi media

    • @jmb9306
      @jmb9306 23 дні тому +1

      BJP controlled TV

  • @ranjitmohanty8979
    @ranjitmohanty8979 23 дні тому +2

    Everyone complaint against Sambit patra,But no one demand what should be the action taken against Sambit Patra.

  • @dweepayannanda6552
    @dweepayannanda6552 23 дні тому +5

    Jai Jagannath 🙏

  • @user-kk9mn4uj1n
    @user-kk9mn4uj1n 23 дні тому +1

    ମୃତ୍ୟୁ ସମୟ ଆସି ଗଲା ଏମାନଙ୍କର

  • @sunilranjanbhol1805
    @sunilranjanbhol1805 23 дні тому +3

    .ଜଗନ୍ନାଥଙ୍କୁ ଏଇ ନେତା ମାନେ ଭିକ ମଗାଇଛନ୍ତି

  • @Mithi03278
    @Mithi03278 23 дні тому +7

    BJP bala samastanka katha ku nei Rajaniti karibe. Kintu tanka patiru ete bada katha khasigala ama Maha Prabhunka pai; but BJP supporters asi ethi excuses dauchanti kan na bhul re khasigala. Ete bada papa karibaku se Sambit Patra ra sahas kemti hela?? Aau Ratnabhandara ama bada thakura nkara. Taku kholibe boli Assam cm tharu Rajnath singh jae asi ethi phutani maruchanti, seita kan personal property BJP ra!!Nija limit re ruhantu BJP wala ; nahele ye just arambha hela Mahaprabhunka Lila; agaku ahuri anartha haba j Odisha ru kichhi b vote paibeni.

  • @sanjayakumarjena2416
    @sanjayakumarjena2416 23 дні тому +6

    Modi bhul magantu

  • @bimalsahoo2954
    @bimalsahoo2954 23 дні тому +8

    Otv bala kan puri aaji jainathile ki.bjd bala kouthi kan kale aaguaa news chhaduchanti.aaji kuaade jaithile.

  • @rameshjena8993
    @rameshjena8993 23 дні тому +1

    PERHAPS DR. SAMBIT PATRA HAS GONE MAD. HE SHOULD BE ADMITTED IN A MENTAL HOSPITAL SOON. THANKS.

  • @basantsahoo44
    @basantsahoo44 23 дні тому +2

    ଭଗବାନଙ୍କ ଲୀଳା, ମୋଦି ର ଅହଙ୍କାର ଭଗବାନ ସହିପାରିଲେ ନାହିଁ, କାହା ମାଧ୍ୟମରେ ମୋଦିର ମନକଥା କହିଦେଲେ

  • @videosvillage7655
    @videosvillage7655 23 дні тому +1

    Mahaprabhu watching everyone's intention

  • @PravashKumarsahuSahu
    @PravashKumarsahuSahu 22 дні тому +1

    ଓଡ଼ିଆ ଲୋକ ଭୋଟ ଦିଅନ୍ତୁ ନାହିଁ ସମ୍ବିତ କେ

  • @ratikantranjit7188
    @ratikantranjit7188 23 дні тому +1

    My God , what a statement?

  • @SachinidhiBardhan
    @SachinidhiBardhan 23 дні тому +3

    Don't excuse , don't comparison God with human.

  • @adityakumarpradhan9730
    @adityakumarpradhan9730 23 дні тому +4

    After all tea seller

  • @jaydevpradhan9433
    @jaydevpradhan9433 23 дні тому +8

    How Modi accept this statement.? Why Modi did not protest it?

  • @BikashDas-vj2ws
    @BikashDas-vj2ws 23 дні тому +1

    ବିଜେପି, ବିଜେଡି ଦୁଇ ପାର୍ଟି ପ୍ରଭୁ ଜଗନ୍ନାଥ ଙ୍କୁ ଅପମାନ କରିଛନ୍ତି ।

  • @prasantapradhan2719
    @prasantapradhan2719 22 дні тому +1

    ମୋଦି ଉପସ୍ଥିତ ରେ ସମ୍ବିତ ପାତ୍ର, ଜଗନ୍ନାଥ ସଂସକୁର୍ତ୍ତୀ କଥା ଉଠାଇ, ପରେ ଭୁଲ ମାଗିବା ଯାହା ଗୋଇଠା ମାରି ବିଷ୍ଣୁ କହିବା ତାହା.

  • @panditnilamanipanda6638
    @panditnilamanipanda6638 23 дні тому +1

    ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପ୍ରଥମେ ଶଙ୍କରାଚାର୍ଯ୍ୟ ଙ୍କଠାରୁ ଅଧିକ ଧର୍ମଞ୍ଜାନୀ ଓ ଅଧିକ ରାମଭକ୍ତ ହୋଇ ଅଭିନୟ କଲେ। ତାଙ୍କର ମହାନ ଚାଟୁକାର ମାନେ ମହାପ୍ରଭୁଙ୍କ ଠାରୁ ଅଧିକ ଵୋଲିମୋଦୀଙ୍କୁ କହିବା ମହାଭୁଲ୍ ଅଟେ।

  • @user-bv8co7fn2e
    @user-bv8co7fn2e 23 дні тому +12

    Giraf kara

  • @user-cl8he2de7c
    @user-cl8he2de7c 23 дні тому +1

    ଭୁଲରେ ପାଟିରୁ ଵାହାରି ଯାଇଛି ସେଥିପାଇଁ ରାଜନୀତି କର ନାହିଁ

  • @pravatsahoo2612
    @pravatsahoo2612 23 дні тому +1

    ଯେଉଁ ଦଳ ରାଷ୍ଟ୍ରର ପତିଙ୍କୁ ରାଷ୍ଟର ପତ୍ନୀ କହୁଛି ତାଙ୍କୁ ଜବାବ ଦେବେ

  • @debadattamohanty6740
    @debadattamohanty6740 23 дні тому +1

    କୁଆଡେ ଗଲେ ସେ ଧରମା,ବିହାରୁଣି, ଚନ୍ଦା ମନମୋହନ କୋଉଠି ଲୁଚିଛ

  • @iranpolai7379
    @iranpolai7379 23 дні тому +1

    Mr sambit
    Should not give this type of statement. This proves the over excitement of sambit.

  • @SradhanjaliMohanty-ip3gp
    @SradhanjaliMohanty-ip3gp 23 дні тому +5

    Tu au odissa re rahibuni

  • @srikantajena8698
    @srikantajena8698 23 дні тому +2

    Argus au Otv ku samaste unsubscribe kara

  • @saukatallikalapahad8833
    @saukatallikalapahad8833 23 дні тому +1

    ୟା ପରେ, ମୋଦି ଙ୍କର ମୁର୍ତ୍ତି ତିଆରି କରି ଭଗବାନ ବୋଲି ପୁଜା ଆରମ୍ଭ କରିବାକୁ କହିବେ।

  • @bijaypatra9105
    @bijaypatra9105 23 дні тому +1

    ନବୀନ ସଖା ସେ ପୁରା ପୁରୀ ସୁନ୍ଦର ହୋଇଛି ବିଜେପି ଖାଇ ଦବ ପୁରୀ ଟାକୁ ଏ ଥର ପୁରୀ ଲୋକ ତାଟିଆ କାମୁଡି ବେ ତା ପରେ ମଜା ଆସିବ

  • @peaceisprosperity3203
    @peaceisprosperity3203 23 дні тому +1

    ହର ହର ମୋଦି, ମୋଦି ଖୋଦ ବିଷ୍ଣୁ ଅବତାର ବୋଲି ଆଗ ରୁ କୁହା ଯାଇ ସାରିଛି... ଆଉ କୋଉ କଟର ସନାତନୀ ମୁହଁ ରୁ କିଛି ବାକ୍ୟ ବାହାରୁ ନାହିଁ ଜଗନ୍ନାଥ ସେନା କୋଉଠି ସୋଇଛି?
    ଓଡ଼ିଆ ଅସ୍ମିତା ଵାଲା କାହିଁ କି ଚୁପ?

  • @manoranjandash3134
    @manoranjandash3134 23 дні тому +1

    କେଡେ କେଡେ କଥା ଦୁଃଖ ଲଗନ୍ତା ନାହିଁ କି ।କଥା ମାଜିଲେ ମୋଟ ।

  • @Jaybhim20244
    @Jaybhim20244 23 дні тому +1

    ବିନାଶ କାଳେ ବିପରୀତ ବୁଦ୍ଧି। ପ୍ରଭୁ ଜଗନ୍ନାଥ ହିଁ ଏହାକୁ ଏଭଳି କୁହା କରାଇଛନ୍ତି।

  • @biplabsarangi5681
    @biplabsarangi5681 23 дні тому

    thik katha

  • @bulukhuntia7880
    @bulukhuntia7880 23 дні тому +1

    ଯାହାକୁ କାଷ୍ଠ ଲାଗୁଚି ସେ ଜଗନ୍ନାଥ ଙ୍କ ପରିଚୟ ହଜାର ଦେଈ ଗେଣ୍ଡା ପ୍ରମୁଖ କହିବା କେତେ ଠିକ୍ ?

  • @prafullakumarsahoo1917
    @prafullakumarsahoo1917 23 дні тому

    ମହାପ୍ରଭୁ ଜଗନ୍ନାଥ ଓ ତାଙ୍କ ଅଗଣିତ ଭକ୍ତ ମାନଙ୍କୁ ସମ୍ବିତ ପାତ୍ର ତାଙ୍କ ସଦ ହୃଦୟରୁ କ୍ଷମା ପ୍ରାଥନା ମାଗିଛନ୍ତି ମହାପ୍ରଭୁ ଜଗନ୍ନାଥ ତାଙ୍କୁ କ୍ଷମା କର 🙏🏾🙏🏾🙏🏾କିନ୍ତୁ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରନାହିଁ

  • @Mm-dr03
    @Mm-dr03 23 дні тому +2

    #BoycottBJP

  • @rajeshkumargouda481
    @rajeshkumargouda481 23 дні тому +13

    Aga nabin nku kuha se jaiki thare jagannath nku darshan karantu 😂

  • @proactivethinkwellwin1807
    @proactivethinkwellwin1807 23 дні тому

    କଥା ରେ କିଛି ଅଛି।।

  • @baburambarik7903
    @baburambarik7903 23 дні тому

    ତୁମ ମାନଙ୍କ ପରି ସସ୍ମିତ ପାତ୍ର ନୁହନ୍ତି heis a sober honest and broad minded leader

  • @RanjanMohanta-jd2vg
    @RanjanMohanta-jd2vg 23 дні тому +1

    It is slip of tongue

  • @NarayanNayak-wf8cg
    @NarayanNayak-wf8cg 23 дні тому +20

    ଏଟା ଅହଙ୍କାର ନୁହେଁ ତେଲ ମରା କଥା, ଏମିତି କହିବା ଟା ନିହାତି ଅଭଦ୍ରାମି, କିନ୍ତୁ ନବିନ ବାବୁ ଏବେ ଟୁଇଟ୍ କରୁଛନ୍ତି ଯେତେବେଳେ ପ୍ରତାପ ବାବୁ କହୁଥିଲେ ସେତେବେଳକୁ କୁଆଡେ଼ ଥିଲେ

    • @RizingTrader
      @RizingTrader 23 дні тому

      Se robot ra kichi kama nai pandu jaha kahuchi nabin ra account ku use kariki asabu Twit heichi ...

    • @RizingTrader
      @RizingTrader 23 дні тому

      Nabin kou kale lokanka birodhare kahuthila... Nabin pattanaik setiki bujhi paribani au Twit Kan kariba

    • @BirenMohapatraBirenMohapatra
      @BirenMohapatraBirenMohapatra 23 дні тому

      Sambit bhai bhul magisarilenii Bhai amane sabu pandu chakara

    • @S.kVain625
      @S.kVain625 23 дні тому

      ମୁଁ ସମ୍ବିଟ୍ ପାଟ୍ରାଙ୍କ ମତକୁ ସମର୍ଥନ କରେ ଯେ ମୋଦୀ ଜୀ ପ୍ରକୃତ ଭଗବାନ, ଏହି ଜଗନ୍ନାଥ ତାଙ୍କ ସାମ୍ନାରେ କିଛି ନୁହେଁ।
      ଆମର ପ୍ରକୃତ ଭଗବାନ ହେଉଛନ୍ତି ମୋଦୀ ଜୀ କାରଣ ମୋଦୀ ଜୀ ହିଁ ମୁସଲମାନମାନଙ୍କ ବୁଦ୍ଧି ନଷ୍ଟ କରିଛନ୍ତି।

  • @srimantswain-zn1ko
    @srimantswain-zn1ko 23 дні тому

    Ati ahankar.

  • @tarakantabehera2372
    @tarakantabehera2372 23 дні тому

    Jay Jagannath 🙏🙏

  • @user-ym6dw2ow9e
    @user-ym6dw2ow9e 23 дні тому

    ଆପଣ ଜଣେ ବିଜ୍ଞ ବ୍ୟକ୍ତି ପାଠରେ, କିନ୍ତୁ ସାଠରେ ଜଣେ ବିଜ୍ଞ ବ୍ୟକ୍ତି ହେବାକୁ ଚେଷ୍ଟା କରନ୍ତୁ ପରନ୍ତୁ ଯୁଗେ ଯୁଗେ ସ୍ରଷ୍ଠା ଭକ୍ତର ପ୍ରାପ୍ୟ ଦେଇ ଆସୁଅଛନ୍ତି l

  • @sudamgiri7334
    @sudamgiri7334 23 дні тому

    Done knowingly to belittle the Akhila Brahmanda Pati.

  • @ChefBhanjaKishore
    @ChefBhanjaKishore 23 дні тому

    ଜଗତ ପିତା ପ୍ରଭୁ ଶ୍ରୀ ଜଗନ୍ନାଥ, ଜୟ ଜଗନ୍ନାଥ 🙏

  • @birabarsethy6473
    @birabarsethy6473 23 дні тому

    ହାରିବ

  • @manojpradhan3618
    @manojpradhan3618 23 дні тому

    Jai Jagannath swami 🙏🙏🙏

  • @Aryan_Demin
    @Aryan_Demin 23 дні тому

    ସବୁ ଭୁଲ ରେ ଓଲଟା ଭାରି ପଡ଼ିଛି ଆଉ କିଛି ନୁହେଁ

  • @bijanmishra5021
    @bijanmishra5021 23 дні тому

    ଏ ଭୁଲ୍ ର ପ୍ରାୟଶ୍ଚିତ୍ତ ପାଇଁ ମୁକ୍ତିମଣ୍ଡପ ର ବ୍ରାହ୍ମଣମାନଙ୍କ ର ପରାମର୍ଶ ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନାଆଯାଉ।

  • @user-qr2zs8ih4c
    @user-qr2zs8ih4c 23 дні тому

    This is politics no things else 🎉🎉🎉

  • @sukanyabiswal1376
    @sukanyabiswal1376 23 дні тому

    Jay Jagannath 🙏

  • @kashinathbehera393
    @kashinathbehera393 23 дні тому

    ପ୍ରଭୁ ଶ୍ରୀରାମ ଓ ମହାପ୍ରଭୁ ଜଗନ୍ନାଥ ଉଭୟ ଭଗବାନ । ମାତ୍ର ମହାପ୍ରଭୁ ଜଗନ୍ନାଥ ସ୍ୱୟଂ ବିଷ୍ଣୁ । ତାଙ୍କୁ ସ୍ୱୟଂ ଭଗବାନ ବିଶ୍ୱକର୍ମା ଗଢିଛନ୍ତି । ତାଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ର, ତାଙ୍କର ଧାମ ଚାରି ଧାମ ମଧ୍ୟରୁ ଗୋଟିଏ । ଭୁଲରେ କହିଥିଲେ ଅଲଗା କଥା । ଯଦି ଜାଣି ଶୁଣି କହିଥିବେ, ସର୍ବନାଶ ହୋଇଯିବେ । କାରଣ ତାଙ୍କ ଉପରେ କେହିନାହିଁ । ଆମ ଓଡ଼ିଶା ବାସୀ ମଧ୍ୟ ତାଙ୍କୁ ନେଇ ରାଜନୀତି କରିବାକୁ କେବେ ସାହସ କରିନାହାନ୍ତି । ବାକି ସବୁ ତାଙ୍କ ସାମନାରେ ମାମୁଲି ।

  • @user-qr2zs8ih4c
    @user-qr2zs8ih4c 23 дні тому

    ଆଉ ନବୀନ ପଟ୍ଟନାୟକ ଙ୍କୁ ଜଗନ୍ନାଥ ସହିତ ତୁଳନା କରିବା କେତେ ସଠିକ୍❓❓❓❓❓❓❓❓

  • @aswininayak4636
    @aswininayak4636 23 дні тому +1

    BJP ର ଅହଂକାର ଦୁର୍ଯୋଧନ ଭଳି ଚୂର୍ ମାର୍ ହୋଇଯିବ ଅପେକ୍ଷା କର ମହାପ୍ରଭୁ ଆମ ଇଷ୍ଟ ଦେବତା ସେ ସବୁ ଦେଖନ୍ତି

  • @DJsanjaysahoo
    @DJsanjaysahoo 23 дні тому

    Jay jagannath

  • @amiyaparida2276
    @amiyaparida2276 23 дні тому

    👍🌷🌷

  • @saikulkarni1106
    @saikulkarni1106 23 дні тому +1

    Apposition ne bolna hi nhi chahiye
    Jo sanatan ko Dengue keh de woh aaj s.patra ko sikhayenge

  • @user-eg2mb2pt7w
    @user-eg2mb2pt7w 23 дні тому

    ଯେତେ ବେଳେ ଡାଲା ଅଟ ରେ ଜଗନ୍ନାଥ ଙ୍କୁ ବୁଲାଉ ଥିଲେ ମାଘିଆ କଂଗ୍ରେସ କୋଉଠି ସୋଇଥିଲେ

  • @commonman.273
    @commonman.273 23 дні тому

    ପୁରୀ ବାସୀ ସମ୍ବିତ ପାତ୍ର ର ଲେଖା ଛିଡ଼େଇ ଦିଅ

  • @Lat4566
    @Lat4566 23 дні тому

    ରାଜନୀତି କରିବାକୁ, କେଜରିୱାଲ କୁ ଗୋଟେ ବିଷୟ ମିଳିଗଲା ।

  • @ajayarout8392
    @ajayarout8392 23 дні тому

    ଜୟ ଜଗନ୍ନାଥ 🙏🏻

  • @nirmalamohanty9519
    @nirmalamohanty9519 22 дні тому

    BJP will be punished for the statement of Sambit Patra.

  • @rameshchandranayak575
    @rameshchandranayak575 23 дні тому

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓ ଶ୍ରୀରାମଚନ୍ଦ୍ରଙ୍କୁ ନେଇ ତୁମେ ବିଧର୍ମୀ ମାନେ ଯେପରି ରାଜନିତୀ କରୁଛ, ଦିନେ ଏହାର ଫଳ ନିଶ୍ଚିତ ଭୋଗିବ।

  • @mangulupalai4686
    @mangulupalai4686 23 дні тому

    ସେ ତ ଭୁଲ ମାଗିଲେ ଓ ଉପବାସ କରିଛନ୍ତି ଅଜଣାନ୍ତା ରେ ଏମିତି ହେଇଚି

  • @sunilranjanbhol1805
    @sunilranjanbhol1805 23 дні тому

    ସମସ୍ତେ ଜାଣିଛନ୍ତିସମ୍ଭିତ ପାତ୍ର ଏଇ କଥା ଭୁଲ ରେ କହିଛନ୍ତି । ଅଜଥା ରାଜନିତୀ

  • @sabitapadhi6433
    @sabitapadhi6433 23 дні тому

    ସମ୍ବିତ ଭାଇ ଭଲ ଲୋକ ଭୁଲ ରେ କହି ଦେଲେ ତାହା କୁ ଏ ତେ ରଙ୍ଗ ଦିଆ ନ ଯାଉ

  • @surendragandhi1852
    @surendragandhi1852 23 дні тому

    Sir sambit ji where are you????? 🤧👏❤️🇮🇳❤️👏🤧 we love you sir 🤧❤️🤧🙏🙏😍🥰

  • @sumantkumarpaikaray5612
    @sumantkumarpaikaray5612 22 дні тому

    Jay jagannath,

  • @bhagabatabisoi5758
    @bhagabatabisoi5758 23 дні тому

    Jay Jagannath

  • @rajandramahakud5914
    @rajandramahakud5914 23 дні тому

    ଜୟ ଜଗନ୍ନାଥ

  • @user-ju1yy1yz6l
    @user-ju1yy1yz6l 23 дні тому

    Jay jagannath swami

  • @manoranjanpanda3509
    @manoranjanpanda3509 23 дні тому

    Visuals dekhao ....

  • @rabindragaudu2406
    @rabindragaudu2406 23 дні тому

    Hey prabhu ରକ୍ଷା କର

  • @RudraPrasad..
    @RudraPrasad.. 23 дні тому

    He says once but now all are saying that several times 😂