ବଦଳିବା କେତେ ଜରୁରୀ, କିଏ ଏହି ରେଭେନ୍ସା ?| Ravenshaw University Name Change Row | Dharmendra Pradhan |OR

Поділитися
Вставка
  • Опубліковано 15 вер 2024
  • କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ନିଆଁ ଲଗାଇଛି । ରେଭେନ୍ସାଭିଆନଙ୍କ ମଧ୍ୟରେ ଏହାକୁ ନେଇ ଆସୁଛି ବଡ଼ ପ୍ରତିକ୍ରିୟା । ତେବେ ନାଁ ବଦଳିବା ଜରୁରୀ କି ନାହିଁ ତାହା ତ ପଛ କଥା ହେଲେ କାହିଁକି ଏକଥା ଉଠିଲା ଏହା ପଛର କି କାରଣ ଅଛି । ତେବେ ଏହି ପ୍ରସଙ୍ଗରେ ଆଲୋଚନା ତ କରିବା ପ୍ରଥମେ ଜାଣିବା କିଏ ଏହି ରେଭେନ୍ସା । କାହିଁକି ତାଙ୍କ ନାଁରେ ହୋଇଥିଲା ରେଭେନ୍ସା କଲେଜ ।
    ବଦଳିବା କେତେ ଜରୁରୀ, କିଏ ଏହି ରେଭେନ୍ସା ? | Ravenshaw University Name Change Row | Dharmendra Pradhan | Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ravenshawuniversity #DharmendraPradhan #namechangerow #Odisha

КОМЕНТАРІ • 891

  • @gurunathagamango3130
    @gurunathagamango3130 15 днів тому +136

    ମାନନୀୟ ଶିକ୍ଷା ମନ୍ତ୍ରୀ ମହାଶୟ ଆପଣ ରେଭେନ୍ସା କଲେଜର ନାମ ବଦଳେଇ ବାର ପରିବର୍ତ୍ତେ ରେଭେନ୍ସା ଠାରୁ ଆଉ ବଡ ରୁ ବଡ଼ କଲେଜ ନିର୍ମାଣ କରନ୍ତୁ ।ଏହା ମୋର ବ୍ୟକ୍ତିଗତ ଇଚ୍ଛା କରୁ ଅଛି ।

    • @JagamohanNaik-x5o
      @JagamohanNaik-x5o 15 днів тому +3

      Right katha

    • @santoshbehera1687
      @santoshbehera1687 15 днів тому

      @@gurunathagamango3130 କଣ ପାଇଁ କଲେଜ ହେବ ।କଲେଜରେ ପିଲା ହେଉ ନାହାନ୍ତି । ଖାଲି ମାଳ ମାଳ କଲେଜ କରିବା ପିଲା ନଥିବେ କି ମାଷ୍ଟର ପଢାଇବା ପାଇଁ ନଥିବେ । ଯେଉଁ ଧଳା ବାବୁ ମାନେ ନାମ ବଦଳାଇ ଦରକାର ଅନୁଭବ କରୁଛନ୍ତି ସେମାନେ ସେମାନଙ୍କ ନାମକୁ ପ୍ରଥମେ ବଦଳାନ୍ତୁ। ତାହାଛଡା ରେଭେନ୍ସା ଯେଉଁ ଇଂରେଜ ସମୟରେ ଭିତ୍ତି ସ୍ଥାପନ ହେଲା ସେ କଣ ନଅକ ଦୁର୍ଭିକ୍ଷ କୁ ନିଜ ପକେଟରେ ପୁରାଇ ଇଂଲଣ୍ଡ ରୁ ଆଣିଥିଲା । ରାଜା ଆସିଲେ ଦାଣ୍ଡରୁ ବୁଝିଲେ ମୂଳରୁ ମୂଳରୁ । କେବଳ ଭାଇ କ୍ଷମତା ଅଛି ନିଜ ବଡ଼ିମା ଦେଖାଇବା । ନ ହେଲେ କିଏ ପଚାରେ ।ଯଦି ମନ୍ତ୍ରୀ ସାର ଚାହୁଁଛନ୍ତି ଗଂଗାଧର ମେହର କଲେଜ ନାମ କୁ ପରିବର୍ତ୍ତନ କରି ମାଆ ସମଲେଶ୍ବରୀ ମହାବିଦ୍ୟାଳୟ କରନ୍ତୁ ଓ ସେ କଲେଜର ନାମକୁ ବଲାଙ୍ଗୀର ଜିଲ୍ଲାକୁ ଫେରାଇ ଦେବେ କି ?

    • @tapasdharua2754
      @tapasdharua2754 15 днів тому +1

      Yes

    • @pradeepkumarpanda7626
      @pradeepkumarpanda7626 15 днів тому

      @@gurunathagamango3130 Se kama bi arambha heithila kintu Nabin sarkar lethargy pain jana suna. 25 barsare 5 barsara kama karithile.

    • @narasinghpattjoshi1802
      @narasinghpattjoshi1802 15 днів тому +2

      ଠିକ କଥା କହିଛନ୍ତି ଧରମେନ୍ଦ

  • @sangrammishrabargarh251
    @sangrammishrabargarh251 15 днів тому +22

    ନାମ ବଦଲାଇବାର ଆବଶ୍ୟକତା ନାହିଁ। ଏମିତି ହେଲେ ଇତିହାସ , ସଂସ୍କୃତି ଲୋପ ପାଇଯିବ। ଇଂରେଜ ମାନେ, ରେଲ ଚଲାଚଲ,,ଡାକଚଳା କରିଥଲେ, ତାହା କଣ ବନ୍ଦ କରାଯିବ।

    • @siddhartharath9130
      @siddhartharath9130 15 днів тому

      Daka ghara bartaman adarakari helani . Sethi pain daka gharaku Anya kama díajibaku byabastha hauchhi.

  • @kalandimurmu3303
    @kalandimurmu3303 15 днів тому +13

    ଦରିଦ୍ର ମାନଙ୍କ ଜୀବନ ଧାରାକୁ ବଦଳାଅ ଧର୍ମେନ୍ଦ୍ର ପ୍ରଧାନ,କଲେଜ ନାମ ବଦଳାଇ ସ୍ୱାର୍ଥବାଦୀ ରାଜନେତା ଭାବେ ଦୁର୍ନାମ ନିଅ ନାହିଁ। ଲୋକେ ବହୁତ ସଚେତକ ଓ ଜ୍ଞାନୀ ଅଟନ୍ତି। 1940/45 ର ଓଡିଶା ନୁହେଁ।

  • @soumyaranjanswain8855
    @soumyaranjanswain8855 15 днів тому +90

    ଅନେକ ସମସ୍ୟା କୁ ଆଗେ ସମାଧାନ କରାଯାଉ ରେଭେନ୍ସା ଗୋଟିଏ ସମସ୍ୟା ନୁହେଁ ତା ପରେ ବି ତୁମେ କେବେ ଆଗରୁ ପରିବର୍ତ୍ତନ ର ଦାବୀ କରି ନ ଥିଲ କଣ ଆଜ୍ଞା ଭିତରେ କିଛି ଅଛି କି

    • @sohamjena2222
      @sohamjena2222 15 днів тому +3

      Aagyan samasya Samadhan paain bata baharuchhi dirgha 24 Barsha sasan re jeun samasya thila jeuthipaain samasya segudikara nirakaran bartaman kara jauchhi . Eita bi gute samasya .

    • @ramaniroutray2262
      @ramaniroutray2262 15 днів тому +3

      ​@@sohamjena2222ଏଇଟା କେମିତି ଗୋଟେ ସମସ୍ୟା tk ବୁଝେଇ ଦବ କି?

    • @prafullarana3965
      @prafullarana3965 15 днів тому

      ​@@sohamjena2222କି ପ୍ରକାର ସମସ୍ୟା TE ravenshaw ଙ୍କ ବିଷୟରେ ଜାଣିନ ଯଦି ଯାଇ ଇତିହାସ ବହି ଦେଖ ଆଉ ଶିକ୍ଷା କ୍ଷେତ୍ରରେ ସେ kn କରିଛନ୍ତି ଦେଖ । ଆଉ ହଁ ରେଭେନ୍ସା ଗୋଟେ ନାମ ନୁହେଁ ଏଥିରେ ପଢୁଥିବା ପିଲାମାନଙ୍କ ପାଇଁ ଏହା ଗୋଟେ emotion hela .

    • @pradeepkumarpanda7626
      @pradeepkumarpanda7626 15 днів тому

      @@ramaniroutray2262 Eita nua katha nuhe e bisayare agaru bi bar bad bibad heichi. English re gote proverb achhi- "Man doesn't live in bread alone". Bujhi paruthibe.

    • @saubhagya4105
      @saubhagya4105 15 днів тому

      @@ramaniroutray2262 ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଇଂରେଜ ମାନେ କିପରି ଆମକୁ ନିର୍ଯାତନା ଦେଉଥିଲେ ଆମେ ଭାସଣ ଦେଇଥାଉ ।
      ରେଭେନ୍ସା ରେ ଲାଗିଥିବା ପଇସା ଆମର,କାରିଗର ଭି ଆମର ,ତେବେ ସ୍ଵାଧୀନତା ପରେ ଏକ ଇଂରେଜ ନାମ ରେ ଏହା ରହିବାର କୌଣସି ଯଥାର୍ଥଥା ନାହିଁ ।
      ଯଦି ଭାଇସ ରୟ ହାଉସ ରାଷ୍ଟ୍ରପତି ଭବନ ହୋଇପାରିଲା ତେବେ ରେଭେନ୍ସା ବି ଓଡ଼ିଶା ର ଜଣେ ମହାପୁରୁଷ ଙ୍କ ନାମରେ ରହିବାରେ କୌଣସି ଅସୁବିଧା ନାହିଁ ।

  • @saratranjanbehera6661
    @saratranjanbehera6661 15 днів тому +5

    ଏଇ ପାଗଳ ଆଉ ନିର୍ଲଜ ଧର୍ମେନ୍ଦ୍ର ପ୍ରଧାନ କୁ ରେଭେନ୍ସା ପରୀ ଜ୍ଞାନ ମନ୍ଦିର କୁ ଭଲ ପାଉଥିବା ଭାଇ ଭଉଣୀ ମାନେ ତୀବ୍ର ବିରୋଧ କରନ୍ତୁ, ଯେମିତି ଆଉ ଏମିତି ପାଗଳାମି ତା ଜୀବନରେ କେବେ କରିବ ନାହିଁ...
    ଯେଉଁ ଧର୍ମେନ୍ଦ୍ର ନିଜ ବାପାକୁ ଦୁରେଇ ଦେଇ ପରେ କେବଳ ରାଜନୀତି କରିବ ବୋଲି ସିଏ ଆମକୁ କଣ ଓଡ଼ିଆ ଅସ୍ମିତା ଶିଖେଇବ , ୟାକୁ ତୀବ୍ର ବିରୋଧ କରନ୍ତୁ ସମସ୍ତେ

  • @kalandimurmu3303
    @kalandimurmu3303 15 днів тому +5

    I am old RAVENSHAWVIAN, NEVER TO BE CHANGED ......I LOVE MY RAVENSHAW UNIVERSITY, CUTTACK. ...ଟି. ଇ. ରେଭେନ୍ସା ଙ୍କ ନାମରେ ହିଁ ରହିବ,ରହିବ।।।ବିଶ୍ବ ଇତିହାସ ରେ ସ୍ଥାନ ରହିଛି। ବିଶ୍ବବାସୀ ରେଭେନ୍ସା ମହାବିଦ୍ୟାଳୟ//ରେଭେନ୍ସା ବିଶ୍ଵବିଦ୍ୟାଳୟ ଭାବେ ଜାଣନ୍ତି।
    I PROUD TO BE A RAVENSHAWVIAN...... ❤

    • @pradeepkumarpanda7626
      @pradeepkumarpanda7626 15 днів тому

      @@kalandimurmu3303 Why T.E.Ravenshaw? And why this pro-colonial mind-set on your part? Did he fund the college from his purse? What would you say of British mishandling of famine and death ? They sanctioned for a college when our people reacted.

    • @anushreenaik7585
      @anushreenaik7585 15 днів тому

      ​@@pradeepkumarpanda7626କିଛି ବ୍ରିଟିଶ ସୁଶାସକ ମଧ୍ୟ ଅଛନ୍ତି,,, ତାଙ୍କ ଅବଦାନ ରହିଛି ଶିକ୍ଷା କ୍ଷେତ୍ରରେ....ସେଥିପାଇଁ ଆଜି ତମେ ଏତେ ଇଂରାଜୀ ରେ କଥା ବାର୍ତ୍ତା କରୁଛ

  • @jyotiprakashdas3182
    @jyotiprakashdas3182 15 днів тому +16

    Ravenshaw is just not a name. It carries the history. No need to change the name.

  • @bansidharpatra4251
    @bansidharpatra4251 15 днів тому +6

    The World Famous name of Ravenshaw University should not be changed at all. This is one of the glory of Odisha. We strongly protest it. At one time I was a student of this huge and renounced educational institution.

  • @Sumanta-i7d
    @Sumanta-i7d 15 днів тому +12

    ଏଇ ସରକାର ଖାଲି ନାଁ ବଦଳାଇ ବା ଜାଣିଛି। କାମ କିଛି ନାହିଁ।

  • @pranabbarik5452
    @pranabbarik5452 15 днів тому +4

    କେନ୍ଦ୍ର ମନ୍ତ୍ରୀଙ୍କ କିଛି କାମ ନଥିବାରୁ ଏମିତି ଗୋଟେ ନିଜସ୍ଵ ମତ ଦେଇଛନ୍ତି ତାଙ୍କୁ ନେଇ ଆମ୍ଭେମାନେ ଗୋଟିଏ ପାଲା ଚଳାଇଛନ୍ତି
    ଜୟ ଜଗନ୍ନାଥ

  • @debeshkumarbiswal4509
    @debeshkumarbiswal4509 15 днів тому +24

    ରେଭେନ୍ଶା ନାଁ ଟା
    ବହୁତ ସୁନ୍ଦର ଲାଗେ

  • @panchananpradhan2397
    @panchananpradhan2397 15 днів тому +92

    ନା ବଦଳ କରିବା କିଛି ଆବଶ୍ୟକତା ନାହିଁ ।

    • @pradeepkumarpanda7626
      @pradeepkumarpanda7626 15 днів тому +1

      @@panchananpradhan2397 Achhi. Ravenshaw was responsible for mishandling of Odisha famine that killed thousands of people. He was the Commissioner 1865 to 1878.

    • @anushreenaik7585
      @anushreenaik7585 15 днів тому

      ​@@pradeepkumarpanda7626 ଆଉ କିଛି ଥାଉ କି ନ ଥାଉ,, ରେଭେନ୍ସା ବିଶ୍ଵବିଦ୍ୟାଳୟ ର ନାଁ ବଦଳେଇବା ଗୋଟେ ଅଯୌକ୍ତିକ ନିରର୍ଥକ ଅଟେ,,,,, କଟକ କଲେଜ ର ମୂଳଦୁଆ ରେଭେନ୍ସା ସାହେବଙ୍କ ପ୍ରଚେଷ୍ଟାରେ ହେଇଥିଲା ଯେହେତୁ ତାଙ୍କ ନାଁ ରେ ରହିବା ଉଚିତ୍,, ତାଙ୍କର ଶିକ୍ଷା କ୍ଷେତ୍ରରେ ମହାନ ଅବଦାନ ରହିଛି,,,, କେତେ , ସ୍ୱାଧୀନତା ସଂଗ୍ରାମୀ ଏହିଠାରେ ପାଠ ପଢ଼ିଛନ୍ତି,,, ସେମାନେ କିଛି ନାଁ ପରିବର୍ତ୍ତନ ପାଇଁ ସ୍ଳୋଗାନ ଉଠେଇ ନଥିଲେ ତ ଧର୍ମେନ୍ଦ୍ର ମହାଶୟ ଙ୍କର କିଛି ଅଧିକାର ନାହିଁ ନାଁ ପରିବର୍ତ୍ତନ ପାଇଁ। ସେ ଆଗେ ରଙ୍ଗ ବଦଳେଇବା ନାଁ ବଦଳାଇବା କାମ ଛାଡ଼ି ପରୀକ୍ଷା ରେ ଯେଉଁ ସ୍କାମ୍ ହେଉଛି ତାହା ରୋକନ୍ତୁ,,,,

  • @sagarprasad7195
    @sagarprasad7195 15 днів тому +9

    ରଙ୍ଗ ମିସ୍ତ୍ରୀ ସରକାର କାମ ରଙ୍ଗ ପରିବର୍ତ୍ତନ କରିବା ନାମ ପରିବର୍ତ୍ତନ କରିବା।

  • @karunakarkisan1143
    @karunakarkisan1143 15 днів тому +6

    ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ଏବେ ଧର୍ମେନ୍ଦ୍ର ଦୁର୍ଭିକ୍ଷ ପଡ଼ିବ l

  • @swarajroutray.2980
    @swarajroutray.2980 15 днів тому +41

    ଦେଶରେ ବହୁତ ସମସ୍ୟା ରହିଛି , ମୁଖ୍ୟତଃ ଦରଦାମ ବୃଦ୍ଧି କମା। ଏ ବାଜେ କଥା କାହିଁକି ମୁଣ୍ଡରେ ପଶୁଛି।

    • @Bharecagroworld2894
      @Bharecagroworld2894 15 днів тому +2

      ଡାଲି ତେଲ ପାଇଁ ସରକାର ଗଢା ଜାଇନି ଡାଲି ତେଲ ମୁଣ୍ଡ ବିକିଲେ ପଡୋଶୀ ଦେଶ ପରି ହବ

    • @pradeepkumarpanda7626
      @pradeepkumarpanda7626 15 днів тому

      Sei samasya sei samasya, ehi samasya ei samasya. Golami mansikata jogu daradam bi badhu chi. Ame depend karuchu Anya upare chasa chhadi, pakhala khai kharabele soiba dwara.

    • @ramaniroutray2262
      @ramaniroutray2262 15 днів тому

      ଆରେ ଭାଇ ଲୋକଙ୍କୁ ଭୁଆଁ ବୁଲେଇବାକୁ ଗୋଟେ ପ୍ରୟାସ ଆଉ... ଏମିତି ସବୁ ଗପ ଶୁଣେଇଲେ କାଳେ ଲୋକେ ତାଙ୍କ ସମସ୍ୟା ଭୁଲି ଏଇଥିରେ ମାତିବେ !

    • @bijaydeep6310
      @bijaydeep6310 15 днів тому

      Eamane dhyan ru hatauchanti. Loko manaknku. Sethi pain esabu natak

    • @avenger9871
      @avenger9871 15 днів тому

      Biju university kale bhala haba

  • @NarandraGiri-or4dq
    @NarandraGiri-or4dq 15 днів тому +64

    ଆରେ ଭାଇ ଇଏ ରଙ୍ଗ ଆଉ ନା ବଦଳାଇବା ସରକାର ।ଏମାନେ ଓଡ଼ିଶାର ବିକାଶ କରନ୍ତୁ ବା ନରକରନ୍ତୁ ,କିନ୍ତୁ ରଙ୍ଗ ବଦଳାଇବା ଓ ନାମ ବଦଳାଇବାରେ ଏମାନେ ପାରଙ୍ଗମ ହାସଲ କରିଛନ୍ତି

    • @sudhanshusingh6394
      @sudhanshusingh6394 15 днів тому +4

      ତମ ଘରେ ରଙ୍ଗ ମାରିଲେଣୀ ନା ନାହି😅😅😅

    • @GayadharMallick-rp2dy
      @GayadharMallick-rp2dy 15 днів тому +5

      Hair କଥା କହନା. ରେଭେନ୍ସା ର ନାଁ change କରି ଡ଼କ୍ଟର ହରେକୃଷ୍ଣ ମହତାବ university ରଖାଯାଉ. Engrage😂ଗଲେଣି କିଛି ଲୋକ ତାଙ୍କ ପେ..... ଚାଟିବା ରେ ବ୍ୟସ୍ତ. ଆମ ମାଟିର ଜିନିଷ ଆମ ମହାପୁରୁଷ ଙ୍କ ନାଁ ରେ ରଖା jau

    • @gopumotivator
      @gopumotivator 15 днів тому +2

      ତୋ ଘରର ରଂଗ ମଧ୍ୟ ବଦଳିବ 😂😂😂

    • @sudhanshusingh6394
      @sudhanshusingh6394 15 днів тому +2

      @@gopumotivator 3 ମାସରେ ଗାଣ୍ଡିରୁ ବାମ୍ଫ ବାହାରିଲାଣି ଆହୁରି ଅଛି ରୁହ ବେସ୍ତ କାହିଁକି🤣🤣🤣

    • @gopumotivator
      @gopumotivator 15 днів тому +1

      @@sudhanshusingh6394 ତୋ ଭଳି ଚର ମାନଙ୍କ ଗାଣ୍ଡିରୁ କେବଳ ବାମ୍ଫ ବାହାରୁଛି ଆଉ କାହାରି ନୁହଁ।

  • @srisaidesignvastu9209
    @srisaidesignvastu9209 15 днів тому +13

    ଓଡ଼ିଶା ରେ English ଅପେକ୍ଷା ଓଡିଆରେ ସରକାରି କାର୍ଯ୍ୟାଳୟ ତଥା କୋର୍ଟ ଜଜ୍ ମେଣ୍ଟ ପାଇଁ ଚେଷ୍ଟା କର ! ଅଯଥା ଫାଲତୁ କାମପାଇଁ ନାଁ ନେଇପାରିବେ ନାହିଁ ! ବରଂ ବିଜେପି ଓଡ଼ିଶା ରୁ ସଫା ହେବାପାଇଁ ଚେଷ୍ଟା କରୁଛ!

    • @pradeepkumarpanda7626
      @pradeepkumarpanda7626 15 днів тому

      @@srisaidesignvastu9209 Ekatha Janki bele o Nabin bele bi uthithila.

  • @juanapradhan8725
    @juanapradhan8725 15 днів тому +127

    ଯଦି ଆପଣଙ୍କ ଗାଣ୍ଡିରେ ଦମ୍ ଅଛି ସେଇପରି କଲେଜ ବନାଇକି ଦେଖ
    ଜଣେ କରିଥିବା କଲେଜର ନା ବଦଳାଇବା ପାଇଁ ତୁ କିଏ ରେ

    • @gopumotivator
      @gopumotivator 15 днів тому +14

      ନାଁ ନିଶ୍ଚୟ ବଦଳିବ, ତୋର ଦମ୍ ଅଛି ତ ଅଟକାଇ ଦେଖ😂😂😂😂

    • @DebasishSenapati-nd8kx
      @DebasishSenapati-nd8kx 15 днів тому

      To ଗାଣ୍ଡୀ ରେ ଦମ ଅଛି ଯଦି କରିକୀ ଦେଖା ଶଳା ମେଣ୍ଢା ଘୀହା😂😂😂​@@gopumotivator

    • @Bharecagroworld2894
      @Bharecagroworld2894 15 днів тому +1

      😂😂😂😂😂😂😂😂​@@gopumotivator

    • @mr_india_89
      @mr_india_89 15 днів тому +1

      @@gopumotivator😂😂😂

    • @ramanujanstudyclub
      @ramanujanstudyclub 15 днів тому

      ​Godse rakhel ra pila bhasan deu a6e😂😂😂😂​@@gopumotivator

  • @vlogging602
    @vlogging602 15 днів тому +6

    ଧର୍ମେନ୍ଦ୍ର ପ୍ରଧାନ ନିଜ ନା ବଦଳେଇ ଦିଅ

  • @ShashikantGadanayak
    @ShashikantGadanayak 15 днів тому +4

    ପ୍ରଥମେ ଓଡିଶାରେ ସରକାରୀ କାର୍ଯ୍ୟ ଓଡ଼ିଆ ରେ ହେଉ..

  • @bishnuprakashsuna
    @bishnuprakashsuna 15 днів тому +7

    As an education minister, better start a new university in Odisha.

  • @dumarbhatra7910
    @dumarbhatra7910 15 днів тому +13

    ରେଭେନ୍ସାର ନାମ ବଦଳିଲେ କଟକର ଅସ୍ତିତ୍ବ ରହିବ ନା କଲେଜ ର ଅସ୍ତିତ୍ବ ରହିବ । ମୂର୍ଖ ମାନଙ୍କ କଥାକୁ କାହିଁକି ଶୁଣୁଛ ।

  • @karunakarkisan1143
    @karunakarkisan1143 15 днів тому +3

    ଏବେ ମଧ୍ୟ ଇଂରେଜ ଶାସନ କବଳରୁ ରାଜ୍ୟ ତଥା ଦେଶ ପୁରା ମୁକ୍ତ ନୁହଁ l

  • @user-RRM
    @user-RRM 14 днів тому

    Ravenshaw is a pride, an emotion. I feel proud when I say I'm a ravenshawvian.
    ଦମ୍ ଅଛି ତ ସେମିତି ଏକ କଲେଜ ଖୋଲି ଦେଖାଅ। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ପରିବର୍ତ୍ତେ ତା'ର ସମସ୍ୟାର ସମାଧାନ କରାଯାଉ।
    ନାଁ ବଦଳାଇବା କୁକର୍ମ କରନି। ଏଗୁଡ଼ିକ ନୀଚ୍ଚ ରାଜନୀତି।

  • @karunakarkisan1143
    @karunakarkisan1143 15 днів тому +5

    ନିଜେ ଜଣେ ଦେଶର ଶିକ୍ଷା ମନ୍ତ୍ରୀ ହୋଇ ଶିକ୍ଷାର ଉଚ୍ଚକୋଟୀର ଗବେଷଣା ପାଇଁ ନୂତନ ନାମରେ ନୂଆଁ ବିଦ୍ୟାଳୟ କରୁ ନାହାଁନ୍ତି କାହିଁକି l ଏ ଦୂର୍ବୁଦ୍ଧି କିପରି ମନକୁ ଆସୁଛି l

    • @pradeepkumarpanda7626
      @pradeepkumarpanda7626 15 днів тому

      @@karunakarkisan1143 Tame bodhe agaru khabar kagaz padhu nathila ki TV dekhu nathila. Ekatha Dharmendra Pradhan nua kahuni. Agaru buddhijeevi mane kahi asuchanti.

    • @karunakarkisan1143
      @karunakarkisan1143 15 днів тому +1

      @@pradeepkumarpanda7626 ତୁମ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଦେବ ପ୍ରଥମେ ସେ ନିଜ ପରିବାରର ନାଁ ଓ tytile କୁ ଠିକ୍ କରନ୍ତୁ l

    • @karunakarkisan1143
      @karunakarkisan1143 15 днів тому +1

      @@pradeepkumarpanda7626 ତୁମ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଦେବ ପ୍ରଥମେ ସେ ନିଜ ପରିବାରର ନାଁ ପରିବର୍ତ୍ତନ କରନ୍ତୁ l tytle ମଧ୍ୟ ପରିବର୍ତ୍ତନ କରନ୍ତୁ l

  • @bhabadattamishra4475
    @bhabadattamishra4475 15 днів тому +2

    Ravenshaw college ର ନାଁ change କରି ଲାଭ କିଛି ମିଳିବ ନାହିଁ, ଏହା ମଧ୍ୟ ଓଡିଶା ପାଇଁ ଏକ ସ୍ମୁତି, ସବୁ ସ୍ମୃତି ମଧୁର

  • @mr.rakesh6006
    @mr.rakesh6006 15 днів тому +8

    ଏମିତି ଯଦି ନାଁ ବଦଲାଇବା ଅନେକ school and college ଅଛି

  • @bidyutlatanayak2183
    @bidyutlatanayak2183 15 днів тому +22

    ତମ ବାପା ନା ରେ କଲେଜ କର ସେ ଓଡିଶା ରବହୁ ଉନ୍ନତି କରିଛନ୍ତି।

  • @anandabehera-cg1wi
    @anandabehera-cg1wi 15 днів тому +41

    ନଁ। ବଦଳାଇ ବା ଦରକାର ନାହିଁ ନୂଆ କଲେଜ କରାଯିବା ଦରକାର ରେଭେନ୍ସା ନଁ। ଥାଉ ,

    • @swagatlenka7847
      @swagatlenka7847 15 днів тому

      Kn pai re maghea.....revensa kn...ta bapa naaa

  • @biswal9555
    @biswal9555 15 днів тому +4

    ନରିଆ ମୋଦୀ ବିଶ୍ଵବିଦ୍ୟାଳୟ ରଖାଯାଉ

  • @debendranathmalik1386
    @debendranathmalik1386 15 днів тому +33

    ଯେମିତି ସର୍ଦାର ପଟେଲ ଇଣ୍ଟରନେସ୍ନାଲ୍ କ୍ରିକେଟ୍ ଷ୍ଟାଡିୟମ୍ ର ନାମ ବଦଳାଇ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ ହେଲା ସେମିତି ରେଭେନ୍ସା ର ନାମ ବଦଳାଇ ମୋହନ ମାଝୀ ମହାବିଦ୍ୟାଳୟ ହେବ। ଏହା ହିଁ BJP ର ଅବଦାନ। କେବଳ ନାମ ଆଉ ରଙ୍ଗ ବଦଳାଇବା।

    • @pradeepkumarpanda7626
      @pradeepkumarpanda7626 15 днів тому

      Tu gote murkha. Cricket stadium na sarakar badali nahanti. Association badalaichi. Sarakar chhota stadium ku bada kalapare. Ethire Modira Contribution thila.
      Ravenshaw college Ravenshaw saheb nka bapa tankare hei nathila, buhjilu? Golami mabasikata chhade. Lokanka tax tankare heithila.

    • @allinone00001
      @allinone00001 15 днів тому

      Epic😂

  • @manojparida2852
    @manojparida2852 15 днів тому

    ଧନ୍ୟବାଦ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର Sir 🙏

  • @hadibandhupradhan722
    @hadibandhupradhan722 15 днів тому +12

    Jaha helebi revensa ama odisa ra mangal chinta karithile

    • @bibhuprasadmishra4325
      @bibhuprasadmishra4325 15 днів тому +1

      Jete dina gulam thila Salam karuthila, bartaman ta bharatiya sikhya ku kehi agaku neichanti.

    • @Economics365
      @Economics365 15 днів тому

    • @ramaniroutray2262
      @ramaniroutray2262 15 днів тому +1

      ରେଭେନ୍ସା sir ଓଡ଼ିଶାରେ ବହୁତ development କରିଥିଲେ ଯାହାକି ଏବେକା ସରକାର ଚିନ୍ତା ବି କରି ପାରିବେନି l ସେତେବେଳେ ଓଡ଼ିଶାର ଲୋକେ ଜଙ୍ଗଲ ଆଦିବାସୀ ମାନଙ୍କ ଭଳି ଜୀବନ ଯାପନ କରୁଥିଲେ l

  • @santoshbehera1687
    @santoshbehera1687 15 днів тому +2

    ଆଉ କିଛି କରିପାରୁ ନାହ ଖାଲି ଏମିତି କରୁଥାଏ । ଆରେ ଭାଇ ଧର୍ମେନ୍ଦ୍ର ବାବୁ ବୋଧେ Revenshaw ପାଠ ପଢି ନାହାଁନ୍ତି ତେଣୁ ରାଗରେ ବଦଳାଇବାକୁ ମନ ବଳାଇଛନ୍ତି । ଧର୍ମେନ୍ଦ୍ର ବାବୁ ତାଙ୍କ ନା କି ତାଙ୍କ ପରିବାର ନା କୁ ପ୍ରଥମେ ବଦଳାନ୍ତୁ । ଯିଏ ଭାବୁଛନ୍ତି ସେମାନେ ବୋଧହୁଏ ସେଠି ପଡିନାହାନ୍ତି ।

  • @binayakrai9009
    @binayakrai9009 15 днів тому +38

    ରେଭେନ୍ସା ନାମ ବଦଳାଇ ବା ବଡ ଭୁଲ ହେବ

  • @surendrapatra5731
    @surendrapatra5731 15 днів тому +62

    ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ରଖାଯିବ ବୋଧେ ଯେମିତି କି ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ହେଇଛି😂

    • @pradeepkumarpanda7626
      @pradeepkumarpanda7626 15 днів тому +2

      @@surendrapatra5731 Tame kahinki semiti bhabucha? Golami manasikata chhada. Dharmendra Pradhan ebe kahila na ta agaru buddhijivi kahuthile? News bodhe agaru janu thila.

    • @anushreenaik7585
      @anushreenaik7585 15 днів тому

      ​@@pradeepkumarpanda7626ଗୋଲାମି ତ ତମେ ବି କରୁଛ😂😂😂 ଇଂରାଜୀ ରେ ମତ ଲେଖିବା ଛାଡ଼ି ଓଡ଼ିଆ ରେ ଲେଖ

    • @pradeepkumarpanda7626
      @pradeepkumarpanda7626 13 днів тому

      @@sunilsahu934 Bhasa-sahitya alaga. English bhasa sangare ame Odia bhasa ku anadekha karunu. Naanka durbhikya bele dine nuhe ki mase nuhe 2 barsa parjyanta 15 lakya Odia loka male. Setebele Ravenshaw commissioner thila. Se maghia kana karuthila? Pare ta papa dhoila. Kintu papa besi karichi. College bi sie basei nathila agaru heithila. Sie khali upgrade kala. Ta nija tankare nuhe, govt artha re.

  • @ranjankumarbiswal6022
    @ranjankumarbiswal6022 15 днів тому +50

    ଓଡ଼ିଶା ରେ ନିଟ ଘୋଟାଲା ହୋଇନିକି ଧର୍ମେନ୍ଦ୍ର ଏ ବିଷୟରେ କିଛି କହିବାଦରକାର

    • @ajitakar4373
      @ajitakar4373 15 днів тому

      Name change sarkar 😄😄😁🩰

    • @avenger9871
      @avenger9871 15 днів тому

      Supreme court ku pachara

  • @amarprasadbehera
    @amarprasadbehera 15 днів тому +9

    ତୋ ବାପା ନା change କରିଦେ ଭଲ ହେବ

    • @dharmanarayandas8729
      @dharmanarayandas8729 15 днів тому

      Exactly...e mg mana Kara seita heba darakar

    • @pratapchandramahanand1405
      @pratapchandramahanand1405 15 днів тому

      Tama na dharmendra kahili hela. Tame kn dharma kama karucha. Tama na age Adharmendra hau. Tapare sabu change heba.

  • @manojdalua1428
    @manojdalua1428 15 днів тому +6

    ନାଁ ବଦଳେଇବା ରାଜନୀତି ଛାଡ଼ନ୍ତୁ କିପରି ରାଜ୍ୟର ବିକାଶ ହୋଇପାରିବ ସେ ବିଷୟରେ ଚିନ୍ତା କଲେ ଭଲ ହେବ

  • @ranjitsahu9526
    @ranjitsahu9526 15 днів тому

    ବହୁତ୍ ସୁନ୍ଦର ପଦକ୍ଷେପ
    ମୁଁ ବି ସେୟା ଭାବୁଥିଲି ବହୁତ୍ ଦିନ ତଳେ

  • @Nkr0509
    @Nkr0509 15 днів тому +1

    School college ର ନାମ ରେ କଣ ଅଛି? ଏପରି ବ୍ୟବସ୍ଥା, ନିୟମ, ମୌଳିକ ସୁବିଧା ଓ ଶିକ୍ଷା ବ୍ୟବସ୍ଥା କରନ୍ତୁ ଯାହାଫଳ ରେ ଏହି ଅନୁଷ୍ଠାନ ବିଶ୍ୱ ଦରବାର ରେ ସ୍ଥାନିତ ହେବ
    🙏ବୋଧେ ଆମର ଗୋଟିଏ ବି ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ତାଲିକା ରେ ନାହିଁ 😢

  • @unkumar7627
    @unkumar7627 15 днів тому +9

    Naa badaliba jaruri nuhen.

  • @hrusikeshmallik3221
    @hrusikeshmallik3221 15 днів тому +1

    ଏଭଳି ଧର୍ମେନ୍ଦ୍ରର ପାଗଳାମି ସ୍ପଷ୍ଟ, ଅଯୋଗ୍ୟ ବିଜେପି ସରକାରଙ୍କ କେନ୍ଦ୍ରମନ୍ତ୍ରୀ

  • @sanjayarout3164
    @sanjayarout3164 15 днів тому +15

    ଶଳା ଚୁଟିଆ ଏମିତି ଗୋଟେ କଲେଜ କରୀ ଦେଖାଅ ତା ପରେ ନାମ ବଦଳି ବା କଥା ଚିନ୍ତା କରିବ

  • @uniquecollection8253
    @uniquecollection8253 15 днів тому +1

    ଯୋଉ ଦଳ ର ବାପା ମା ଠିକ ନାହିଁ . ସେ ସବୁ ବେଳେ ରଙ୍ଗ ବଦଳାଇବା କୋଉ ଠି ନାମ ଵଦଳିବା କାମ କରେ .ନିଜ ଦମ ରେ ସେ କିଛି କରି ପାରେନା ..

  • @littlequeenrakhi
    @littlequeenrakhi 15 днів тому

    Very good disistion thanks

  • @user-tz5ve1qf3u
    @user-tz5ve1qf3u 15 днів тому +8

    ଯାହା ହେଉ ସେ ଜଣେ ଭଲ ଲୋକ ଥିଲେ ବୋଲି ସେହି ସମୟରେ ଏହି Collage ହୋଇପାରିଛି ତୁମର ଦମ ଥିଲେ ଏମିତି collage ଖୋଲନ୍ତୁ ମହାଶୟ,ଆପଣଙ୍କ କାମ କେବଳ ନାମ ବଦଳାଇବା ବୋଧେ

  • @narendrakumarjena2486
    @narendrakumarjena2486 15 днів тому

    Correct discussion

  • @n.k5469
    @n.k5469 15 днів тому +15

    ଯିଏ ବି ନାମ ବଦଳାଇବାକୁ କହୁଛନ୍ତି, ସେହି ମାନେ ପ୍ରକୃତ ଇତିହାସ କଥା ଜାଣି ନାହାନ୍ତି, ସେଥି ପାଇଁ ଏହି ଭିଡିଓ ରେ ଜଣେ ଛାତ୍ର କହିଛନ୍ତି ।Jai Ravenshaw 🎉🎉❤❤❤

  • @tapannayak4187
    @tapannayak4187 15 днів тому +13

    ନାଁ ପରିବର୍ତ୍ତନ ହେଉ,କୃଷ୍ଣ ଚନ୍ଦ୍ର ଭଞ୍ଜଦେଓ ଙ୍କ ନାଁ ରେ କଲେଜ୍ ହେବା ଆବଶ୍ୟକ

    • @ramakhilar8020
      @ramakhilar8020 15 днів тому +2

      Au kan na kahuna Tam nare karidebe

    • @MJ-ur6th
      @MJ-ur6th 15 днів тому

      😂😂😂​@@ramakhilar8020

    • @Shivsakti-24
      @Shivsakti-24 15 днів тому

      Bala katha

    • @anushreenaik7585
      @anushreenaik7585 15 днів тому

      ତୋ କଥାରେ,,,, କହୁନୁ ତୋ ନାଁ ରେ କରିଦେବା ପାଇଁ,,ତୁ ବୋଧେ ଏ ବିଶ୍ୱବିଦ୍ୟାଳୟ ରେ ଛାତ୍ରୀ ନୁହେଁ,,ତୋର ସେତିକି ବି ଦମ୍ ନାହିଁ ଏଠି ପାଠ ପଢିବାକୁ,,,ତୋ ଆଗ ନିଜ ନାଁ ବଦଳା

  • @sipufixmix6903
    @sipufixmix6903 14 днів тому

    ରଙ୍ଗ ବଦଳାଇ ଭଗୁଆ ରଙ୍ଗ କରାଯାଉ
    ଜୟ ଭାଜପା
    ଜୟ ମୋଦି
    ଜଉ ଧର୍ମେନ୍ଦ୍ର

  • @user-cw9gp5ty9f
    @user-cw9gp5ty9f 15 днів тому +8

    ଗାଁ ଗଣ୍ଡାରେ ଗଣ୍ଡା ଗଣ୍ଡା ସେଣ୍ଟ୍ ଜାଭିଏର ସ୍କୁଲ, ବ୍ରଟିଶ ପବ୍ଲିକ ସ୍କୁଲ ଥିବା ବେଳେ ଗୋଟିଏ ସୁପରିଚିତ, ସୁପ୍ରତିଷ୍ଠିତ ମହାବିଦ୍ୟାଳୟ କି ବିଶ୍ବବିଦ୍ୟାଳୟର ନାମ ବଦଳାଇ ଦେଲେ କି ଯଶ ମିଳିବ ? 1866 ମସିହାରେ ଓଡ଼ିଶାର ଦୁଃସ୍ଥିତି ,ଦୂରାବସ୍ଥାପାଇଁ କ'ଣ ରେଭେନ୍ସା ମହାଶୟ ଦାୟୀ ?

    • @pradeepkumarpanda7626
      @pradeepkumarpanda7626 15 днів тому

      @@user-cw9gp5ty9f Ravenshaw mahasaya kie? Jane British karmachari. Se tanka bapa tankaru College kholina thile.

  • @Manas_Bhoi
    @Manas_Bhoi 15 днів тому

    Bahut sundar 👌👌👌

  • @arjunmohanta233
    @arjunmohanta233 15 днів тому +2

    ଏ କଲେଜ ନାମ ରଖା ଯାଉ ଧର୍ମେନ୍ଦ୍ର ଇଉନିଭର୍ସିଟି .....ଧନ୍ୟ ତୋର ପ୍ଲାନ୍....ଧନ୍ୟ ଶିକ୍ଷା ମନ୍ତ୍ରୀ😂😂😂

  • @chittaranjandas7140
    @chittaranjandas7140 15 днів тому +1

    No. No change. It is symbol of Revenswa glorious history.

  • @arjunofficials1087
    @arjunofficials1087 15 днів тому +8

    ଯଦି କରିବାର ଅଛି Central University କର ନାଁ କୁ ପରିବର୍ତନ କର ନାହିଁ..

  • @rahasbiharimoharana6672
    @rahasbiharimoharana6672 15 днів тому

    କଂସ ଶ୍ରୀକୃଷ୍ଣଙ୍କର ଶତ୍ରୁ ଥିଲେ ମଧ୍ୟ କୃଷ୍ଣଙ୍କର ଅନ୍ୟ ନାମ କଂସାରି।

  • @ONLYSTUDY856
    @ONLYSTUDY856 15 днів тому +24

    ନବୀନ ଙ୍କର ଶିକ୍ଷାଗତ ଯୋଗ୍ୟତା ଆଉ ଧର୍ମେନ୍ଦ୍ର ଙ୍କ ଶିକ୍ଷାଗତ ଯୋଗ୍ୟତା ରେ ସେତେ କିଛି ଫରକ ନାହିଁ. 24 ବର୍ଷ ରେ ନବୀନ ବାବୁଙ୍କ ମନକୁ ରେଭେନ୍ସା ପ୍ରତି ଏଭଳି ମାନସିକତା ଆସିଲାନି କାହିଁକି?? ରାଜନୀତି ରେ ଶିକ୍ଷା ଅପେକ୍ଷା କୁଶ୍ଚିତ ମାନସିକତା ରହିବା ନିହାତି ଜରୁରୀ ଏଇଟା BJP ର କର୍ମକର୍ତ୍ତା ବାରମ୍ବାର ପ୍ରମାଣ କରୁଛି. ଆଜି ଯଦି ଅଟଳ ଜୀ ବଞ୍ଚିଥାନ୍ତେ ତେବେ ସେ ଆଜିର ଭାଜପା ସରକାରଙ୍କୁ ଦେଖି ପ୍ରଥମ ବ୍ୟକ୍ତି ଭାବରେ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଦେଇ ଥାନ୍ତେ. ସତରେ ଏବେବି କଣ ଓଡିଶା ବାସୀଙ୍କୁ ବୋକା ଓ ନିର୍ବୋଧ ବୋଲି ପ୍ରମାଣ କରାଯିବ. ନ ଅଙ୍କ ଦୁର୍ଭିକ୍ଷ ବିଷୟରେ ପ୍ରାୟ ସମସ୍ତେ ପଢ଼ିଛନ୍ତି କିନ୍ତୁ ବିଶେଷ କରି ଗୋଟେ Civil Service Aspirant କୁ ପଚାରନ୍ତୁ ସେ ବେଶ ଭଲ ଭାବେ Sir ରେଭେନ୍ସା ଙ୍କ ଭୂମିକା ନ ଅଙ୍କ ଦୁର୍ଭିକ୍ଷ୍ୟ ବେଳେ କଣ ଥିଲା ସେ ବୁଝେଇଦେଇପାରିବ. ଧନ୍ୟ ତୁମେ BJP. ଇଂରେଜ ମାନେ ସିନା ଚାଲିଗଲେ ହେଲେ ତାଙ୍କ policy " Divide & Rule " କେବଳ ତୁମ ଦଳକୁ ହିଁ ଦେଇଗଲେ. ଅସଲି ଭାରତ କଣ ଆଉ ଭାରତ ଦେଶର ଆଭିମୁଖ୍ୟ କଣ ଆମେ ତୁମ ଠାରୁ ଶିଖୁଛୁ.

    • @ratnakargochhi318
      @ratnakargochhi318 15 днів тому

      Au gote biswa bidylaya Kara ta na adharmendra pradhan nama diya

    • @ratnakargochhi318
      @ratnakargochhi318 15 днів тому

      Au gote biswa bidylaya Kara ta na adharmendra pradhan nama diya

    • @ratnakargochhi318
      @ratnakargochhi318 15 днів тому

      Au gote biswa bidylaya Kara ta na adharmendra pradhan nama diya

    • @ratnakargochhi318
      @ratnakargochhi318 15 днів тому

      Au gote biswa bidylaya Kara ta na adharmendra pradhan nama diya

    • @ratnakargochhi318
      @ratnakargochhi318 15 днів тому

      Au gote biswa bidylaya Kara ta na adharmendra pradhan nama diya

  • @swastiprasaddas5508
    @swastiprasaddas5508 15 днів тому +9

    କଲେଜ୍ ର ନାଁ ବଦଳାଇବା କ'ଣ ନିହାତି ଆବଶ୍ୟକ! ଯୋଉ କଥା ଓଡିଶା ରେ ବଦଳିବା କଥା ତାହତ ହୋଇପାରୁନି, ଶାସନ ଭାର ହାତକୁ ଆସିଲା ପରେ ମନ ଇଚ୍ଛା କାମ କଲେ ଏହା ଗ୍ରହଣ ଯୋଗ୍ୟ ନୁହେଁ.

  • @nibasmohanty3794
    @nibasmohanty3794 15 днів тому

    Sir
    God decision

  • @gourangameher7427
    @gourangameher7427 15 днів тому +2

    Dharmendra Babu prathamare tanka maa bapa ku badalantu..

  • @manaswinisatapathy6176
    @manaswinisatapathy6176 15 днів тому +1

    Ravenshaw college is the pride of odisha

  • @Mihir_9157
    @Mihir_9157 15 днів тому +6

    ଆମ ଓଡ଼ିଶାର ସବୁଠାରୁ ବଡ଼ ଚୋରା ହଉଛି ଧର୍ମେନ୍ଦ୍ର ପ୍ରଧାନ . ରେଭେନ୍ସା କଲେଜ ର ନାମ ଆମ ଓଡ଼ିଶା ରାଜ୍ୟର ଗୌରବ , ରେଭେନ୍ସା କଲେଜ ର ନାମ ବଦଳାଇ ଦେଲେ ଆମ ଓଡିଶାର ଭାଗ୍ୟ କଣ ବଦଳି ଜୀବ କି ??

  • @surendramoharana6643
    @surendramoharana6643 15 днів тому +10

    College gadhibare revenswa ka abadana rahichi, nama chenge kariba kichhi aabasakya nahi.

  • @NirabatiBhoi
    @NirabatiBhoi 15 днів тому +1

    Krishna chandra Bhanja Deo should be named in place of Ravenswa University.

  • @ramaniroutray2262
    @ramaniroutray2262 15 днів тому +6

    ଇତିହାସ ଭଲଭାବେ ନ ଜାଣି ଏମିତି ମନ୍ତବ୍ୟ ଦେଇ ନିଜ ମୂର୍ଖତାର ପରିଚୟ ଦେଲେ ଧର୍ମେନ୍ଦ୍ର ବାବୁ

    • @pradeepkumarpanda7626
      @pradeepkumarpanda7626 15 днів тому

      @@ramaniroutray2262 Dharmendra babu ekatha first kahi nahanti. Agaru buddhi jibi mane kahichhanti. Semane itihas janichhanti.

  • @user-pi1lc5ov3i
    @user-pi1lc5ov3i 15 днів тому +19

    ବାଳ ସରକାର ନାମ ଆଉ ରଙ୍ଗ ବଦଳେଇବା ସରକାର

    • @sudhanshusingh6394
      @sudhanshusingh6394 15 днів тому

      ତତେ ଗାଣ୍ଡୀ ମାରିଲେ କି😅😅😅

  • @arogyaBira
    @arogyaBira 15 днів тому +8

    ନିକମ୍ମା ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ନାମ ଅନୁସାରେ Ravenshaw ର ନାମ ଦିଆ ଯାଉ

  • @kalandicharantripathy3316
    @kalandicharantripathy3316 15 днів тому

    ଭଗବାନ ଆପଣଙ୍କୁ ସଦବୁଦ୍ଧିଦିଅନ୍ତୁ

  • @sonu16626
    @sonu16626 15 днів тому +7

    ଅନାବଶ୍ୟକ ମନ୍ତବ୍ୟ ଦେଇଛନ୍ତି ମାନ୍ୟବର ଶିକ୍ଷାମନ୍ତ୍ରୀ, ରେଭେନ୍ସା କହିଲେ ଓଡ଼ିଶା ଶିକ୍ଷାର ପ୍ରାଣକେନ୍ଦ୍ର- ଏହାର ନାମ ପରିବର୍ତ୍ତନ ର କୌଣସି ପ୍ରୟୋଜନ ନାହିଁ .

  • @ramaniroutray2262
    @ramaniroutray2262 15 днів тому +1

    ବିଦେଶୀ ଲୋକ ହେଇ ଯାହା କରି ଯାଇଥିଲେ, ତୁମେ ଶଳା ପା ସେଇ ସବୁକୁ ବିକି ଭାଙ୍ଗି ଖାଇ କି ରାଜନୀତି କରୁଛ ! ତୁମ ଚଉଦ ପୁରୁଷରେ ଏମିତିଆ ଗୋଟେ କଲେଜ କରିକି ଦେଖାଅ ତ ?

  • @GyanaSB
    @GyanaSB 15 днів тому

    କିଛି ପରିବର୍ତ୍ତନ ହେଲେ ସବୁବେଳେ ପ୍ରଥମେ ସମସ୍ତେ ବିରୋଧ କରନ୍ତି।
    ତାପରେ ସବୁ ଧୀରେ ଧୀରେ ଠିକ୍ ହୋଇଯାଏ।

  • @NarayanGond-gz3bn
    @NarayanGond-gz3bn 15 днів тому +1

    Odisha Top Quality Education Institute Why change Revensha College name Why Need

  • @smilequeen8358
    @smilequeen8358 13 днів тому

    ବିଦ୍ୟାଳୟ ର ନାମ ପରିବର୍ତ୍ତେ ନୂତନ ବିଦ୍ୟାଳୟ କୁ ନିର୍ମାଣ କରାଯାଉ ଯେହେତୁ ଇତିହାସ ଆମରି ଦୁର୍ବଳ ନହେଉ ।

  • @sumitramarandi5085
    @sumitramarandi5085 15 днів тому

    ନିଜ ନାଁ ଟା change କରିଦଉନ କଣ ପାଇଁ ଆମର କିଛି ଅସୁବିଧା ନାହିଁ ସେଇ ପୁରୁଣା ନାମ ଆମର ଦରକାର୍ revenshaw university ର ବହୁତ କିଛି histry ଅଛି ଦୟାକରି ତା ସହିତ politics ନ ହଉ ଯିଏ revenshaw student sieaa ଜାଣିଛି revenshaw ନା ରେ ଗୋଟେ vibe ଅଛି ଆଊ ଯଦି ସିଏ ଖରାପ ମଣିଷ ହୋଇଥାନ୍ତେ ତାହାଲେ ଏତେ ବଡ University ଖୋଲିନଥାନତେ ସେଇଟା ପୁଣି ବ୍ରିଟିଶ ଅମଳରେଏଇ ସବୁ ଫାଲତୁ କଥା ଚିନ୍ତା ନ କରି ଓଡ଼ିଶା ର ଉନ୍ନତି ବିଷୟରେ ଟିକେ ଚିନ୍ତା କରାଯାଉ

  • @PUSPALATASAHOO-o3x
    @PUSPALATASAHOO-o3x 15 днів тому

    Yes it is necessary

  • @niranjanrout3754
    @niranjanrout3754 15 днів тому

    Good Suggestion 👍

  • @pradeepmuduli1766
    @pradeepmuduli1766 15 днів тому

    Name changer sarkar

  • @purnachandradas8467
    @purnachandradas8467 15 днів тому

    ଶିକ୍ଷା ମନ୍ତ୍ରୀ ଆପଣ ନାମ ବଦଳାଇବା ରାଜନୀତି ନ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇ ତଥା ଅତ୍ୟାଧୁନିକ କଲେଜ ସ୍ଥାପନ କଲେ ଭଲ ହେବ ।

  • @santoshkumarmishra2620
    @santoshkumarmishra2620 15 днів тому +4

    ଓଡିଶା ରେ କୌଣସି ଇଂରେଜା ନାମ ରହିବା ଉଚିତ ନୁହେଁ. ନାମ ପରିବର୍ତ୍ତନର ସମୟ ଆସିଛି. ତେଣୁ କୃଷ୍ଣଚନ୍ଦ୍ର ଗଜପତି ଙ୍କ ନାମରେ ରେଭେନ୍ସା କଲେଜ୍ ଟିକୁ ପରିବର୍ତ୍ତନ କରାଯାଉ

  • @yesbasanta
    @yesbasanta 15 днів тому +1

    କୃଷ୍ଣ ଚନ୍ଦ୍ର ଭଞ୍ଜ ଙ୍କ ନାମ ରଖାଯାଉ।❤ ଆମ ଜାଗା ଆମ ପଇସା । ଇଂରେଜ ନାମ😡।ଅବଶ୍ୟ ଗୋଲାମ ମାନଙ୍କୁ କଷ୍ଟ ହେବ

  • @debashisdash5186
    @debashisdash5186 14 днів тому

    ଏ ସବୁ ପରେ ବି ଆଉ ଗୋଟେ କଥା ଯେତେବେଳେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଗଣ ଯେପରିକି ମଧୁ ବାବୁ,ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପରି ମହାନ୍ ବ୍ୟକ୍ତି ମାନେ ଯେତେବେଳେ ରେଭେନ୍ସାରେ ପାଠ ପଢି ଛନ୍ତି ଆଉ ତାଙ୍କର ନାମ କୁ ନେଇ କୌଣସି ଅସୁବିଧା ହେଇନି ସେଥିରେ ଧର୍ମେନ୍ଦ୍ର ପ୍ରଧାନ ୟାକୁ ନେଇ ରାଜନୀତି କରିବା ଶୋଭା ପାଉନି।।।

  • @krushnamohanprusty2728
    @krushnamohanprusty2728 8 днів тому

    ରେଭେନ୍ସା ମହାବିଦ୍ୟାଳୟ ନାମକୁ ବଦଳେଇବା ଦେଶକୁ ଓ ରାଜ୍ୟକୁ କି ସୁବିଧା ସୁଯୋଗ ସୃଷ୍ଟି କରିବ ? ଧର୍ମେନ୍ଦ୍ର ବାବୁ ନିଜ ଦକ୍ଷତା ଓ ପାରଦର୍ଶିତା ମନ୍ତ୍ରୀତ୍ବ ସମୟରେ ପ୍ରଦତ୍ତ ବିଭାଗରେ ନୂଆ କିଛି କରି ଦେଖାଇବାର ସୁଯୋଗ ପ୍ରଶସ୍ତ !🎉

  • @thabiramajhi2392
    @thabiramajhi2392 15 днів тому

    ଆବେଗମ ୟ ନାମ,ଶିକ୍ଷା କ୍ଷେତ୍ରରେ ଗର୍ବ ଓ ଗୌରବ।ଅନ୍ୟ ନାମ ଦେଲେ ବି ସେମିତି ଶିଃହରନ ଓ ପୁଲକ୍ ସୃଷ୍ଟି ହେବନି, If Reveneshwae name is abolished,So that British chapters should be removed from Indian History.Past enlightens the present nd present dreams for future.I am not a revenshwa student.But I feel proud of it.

  • @jitendersahu8468
    @jitendersahu8468 15 днів тому

    ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ନିଜେ ଦାନବ ରୁ ମାନବ ହୁଅ.

  • @arabindamishra4045
    @arabindamishra4045 13 днів тому

    ରେଭେନ୍ଶା ର ନାମ ପରିବର୍ତନ ର ଅନାବଶ୍ୟକ ଓ ଅବାଂଛିତ ପ୍ରସ୍ତାବ ସେଇ ବ୍ୟକ୍ତି ଦେଇଛନ୍ତି ଯିଏ କି ରେଭେନ୍ଶାରେ କେବେ ଛାତ୍ର ରହି ନାହାନ୍ତି। ତେଣୁ, ରେଭେନ୍ଶା ଯେ ଓଡ଼ିଶାର ଗର୍ବ, ଗୌରବ, ଅଭିମାନ, ସ୍ୱାଭିମାନ ଓ ଭାବାବେଗ ତାହା ସେ ଜାଣିବେ କେଉଁଠୁ ?

  • @LISTENBHARAT
    @LISTENBHARAT 15 днів тому +5

    ରେଭେନ୍ସା ବିଶ୍ୱବିଦ୍ୟାଳୟ କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ପଦକ୍ଷେପ ନେବାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କୁ ଅନୁରୋଧ। ରେଭେନ୍ସା ର ନାମ ପରିବର୍ତ୍ତନ କରା ନଯାଉ।

  • @tarun-zl2vh
    @tarun-zl2vh 15 днів тому

    ଧର୍ମେନ୍ଦ୍ର ବାବୁ, ଦୟା କରି ଆପଣ ଏପରି ନାମ ବଦଳେଇବା ରାଜନୀତି ଛାଡ଼ନ୍ତୁ। ବରଂ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାରେ ପଦକ୍ଷେପ ନେଲେ ଭଲ ହେବ।

  • @subashjagaranga2544
    @subashjagaranga2544 15 днів тому +19

    ଏବେ ଯଦି ନାମ ବଦଳାଇବ ଆଗରୁ କାହିଁକି କଲେଜ୍ ତିଆରି କଲନାହି ଏବେ କୋଉଠୁ ଶିଖି ଆସିଲ ନାମ ବଦଳାଇବ

    • @saubhagya4105
      @saubhagya4105 15 днів тому

      ରାଷ୍ଟ୍ରପତି ଭବନ ବି ଆଗରୁ ଭାଇସରୟ ହାଉସ ଥିଲା ।
      ରେଭେନ୍ସା ନା ବଦଳିବା ନିହାତି ଜରୁରୀ ।

    • @smrutirekhabehera7453
      @smrutirekhabehera7453 15 днів тому

      Na Ravenshaw name badaleiba thik nuhe

  • @user-yr1nf8tg2b
    @user-yr1nf8tg2b 15 днів тому

    ଆମ ଦେଶ ର କିଛି ନାଗରିକ ଶାସିତ ହେବା ପସନ୍ଦ କରନ୍ତି, ଶାସକ ହେବା ପାଇଁ ନୁହେଁ.

  • @masahansdah5336
    @masahansdah5336 15 днів тому

    I love Revensa callege

  • @amarendrapalai3238
    @amarendrapalai3238 15 днів тому

    ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ ତାଙ୍କ ବାପା ନାମ ବଦଳାଇ ଦିଅନ୍ତୁ।

  • @sushantakumar3045
    @sushantakumar3045 15 днів тому

    Revensha ତ ସେ ସମୟ ରେ ଶିକ୍ଷା ର ଉନ୍ନତି ପାଇଁ ଏହି University ତିଆରି କରିଥିେଲ। ଆପଣ ପ୍ରଥମେ ସେହିପରି ଗୋଟିଏ University ତିଆରି କରନ୍ତୁ ତାପରେ ଆପଣ ଙ୍କ ଇଛା ଅନୁସାରେ ନାମକରଣ କରନ୍ତୁ। ତେଣୁ Revensha ର ନାମ ପରିବର୍ତ୍ତନ ନ କରି ତାର ଉନ୍ନତି ଉପରେ ଧ୍ୟାନ ଦେବା ଉଚିତ୍।

  • @papunpradhan2.0
    @papunpradhan2.0 15 днів тому +8

    ଯଦି ସେମିତି ହୁଏ ତାହେଲେ ଏ ସରକାର ସବୁଦିନ ପାଇଁ ଓଡ଼ିଶା ଇତିହାସରେ ନାମ ବଦଳା ଆଉ ରଙ୍ଗ ବଦଳା ସରକାର ହୋଇ ରହିଯିବ

  • @ManojBadanayak.2640-m
    @ManojBadanayak.2640-m 15 днів тому

    ଭିଡ଼ିଓ ଶେଷ ରେ ଜଣେ ଭାଇ ଭୁଲ କହୁଛନ୍ତି.. ଏତେ ଶିକ୍ଷା ଅର୍ଜନ କରିକିବି ଏମିତି କହୁଛନ୍ତି.. ଯଦି ସେ ଲୋକ ମାନଙ୍କୁ ଅଥ୍ୟାଚାର କରିଥାନ୍ତେ କଣ ଏହିପରି ବିଧ୍ୟାଳୟ ଆମମାନଙ୍କୁ ଦେଇଥାତେକି...
    ଓଡ଼ିଆ ଓଡ଼ିଶାବାସୀ ବଧେ ସରକାରଙ୍କୁ ଲଜ୍ୟା ଲାଗୁଛି ସେଥିପାଇଁ ନାମ ହୋଟେଇ ଆଉ ଏକ ନାମ ଦେବାକୁ ଚାହୁଁଛି...

  • @sambhunathmohapatra4928
    @sambhunathmohapatra4928 15 днів тому

    Don't change the name of Revensha University because it is the pride of Odisha.This name is the identification of Odisha & have been circulated not only all over Indian but also all over the world.

  • @Trailokyabarik-n7e
    @Trailokyabarik-n7e 15 днів тому +2

    MUN BI CHANGE HEBA DARKAR NETAJI SUBASH CHADRA BOSE UNIVERSITY RAHIBA DARKAR

  • @Iamunknown409
    @Iamunknown409 15 днів тому

    ସେ ଯାହା ବି ହେଉ ସମସ୍ତେ ଜାଣିଛନ୍ତି ରେଭେନସା collage ଜଣେ ଇଂରେଜ ବ୍ୟକ୍ତି କରିଥିଲେ କାଇଁ କେତେ ଆମଳାରୁ ରହିଆସିଛି ଓଡିଶା ପାଇଁ ଗୋଟେ ଶିକ୍ଷା କେନ୍ଦ୍ର ଆମ ଓଡ଼ିଆ ପାଇଁ ଗୌରବ କେତେ history ଅଛି ସେ collage ର କେବଳ odisha ନୁହଁ ଓଡିଶା ବାହାରେ ମଧ୍ୟ ପ୍ରସିଧ ତାର ନାମ ବଦଳାଇବା କଣ ଜରୁରୀ 🤬🤬 ସରକାର ଯଦି ହେଇଚ ଦେଶ ପାଇଁ, ରାଜ୍ୟ ପାଇଁ କାମ କର କଉ collage, କାହାର ନା ବଦଳେଇ ଦେଲେ ତାର real history କଣ ଲିଭିଯିବ କି 🤬 ( ରଙ୍ଗ ବଦଳା ସରକାର ରେ ଭାଇ 😔) ଆଉ କିଛି ସରକାର ର ଆଖିକୁ ଦିଶୁନି ଏସବୁ ଜଳ ଜଳ କରି ଦିଶୁଚି 😭

  • @jnrout5117
    @jnrout5117 8 днів тому

    ଇଂଗ୍ରେସ ସରକାର ଆମ ଦେଶକୁ କିଛି ଶିଖେଇକି ଯାଇଛନ୍ତି railway ଏମିତି ଅନେକଗୁଡିଏ କିଛି ଖାଲି ନାମ change କଲେ ମଣିଷ ର ପ୍ରକୃତି change ହୁଏନି . ଠିକ ସେ medical NIT Exam ସ୍ୱଚ୍ଛତା ସହ କର

  • @ghasinayak4616
    @ghasinayak4616 15 днів тому

    I support💪 Pradhaan Babu