ବନ୍ଦ ହୋଇଯିବ ମଦ ! || BJP Govt To Ban

Поділитися
Вставка
  • Опубліковано 25 чер 2024
  • #ରାଜ୍ୟ_ସରକାର_ନେଇପାରନ୍ତି_ବଡ_ନିଷ୍ପତ୍ତି
    #ଓଡ଼ିଶାରେ_ବନ୍ଦ_ହୋଇଯିବ_ମଦ!
    ଓଡିଶା ହେବ ମଦମୁକ୍ତ ଓ ନିଶାମୁକ୍ତ । କମିବ ନିଶା ବ୍ୟବହାର । ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର । ଯଦିଓ ଗତ କିଛି ଦିନ ଧରି ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର କ୍ୟାମ୍ପେନ ଚାଲିଛି, ନୂଆ ସରକାରଙ୍କ ପାଖରେ ବିଭିନ୍ନ ଫୋରମ ତରଫରୁ ଦାବି ମଧ୍ୟ କରାଯାଉଛି ତେଣୁ ଏହାକୁ ବିଚାରକୁ ନେଇପାରନ୍ତି ସରକାର। ଏହାରି ଭିତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କର ବଡ଼ ବୟାନ ମଧ୍ୟ ଆସିଛି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Odisha #SpecialStory #LiquorFreeOdisha #nityanandagond #GovernmentOfOdisha #Bhubaneswar #Wine #SocialSecurityMinister

КОМЕНТАРІ • 47

  • @Raj.creation605
    @Raj.creation605 2 дні тому +13

    ଖାଲି ମଦ ବନ୍ଦ କଲେ ହେବନି, ତା ସହିତ ଧଳା ଯାହାର, ଗଞ୍ଜେଇ,ଆଲ ନିଶା ବନ୍ଦ ହେବା ଦର କର ତାହାଲେ ଯାଇ ସୁସ୍ଥ ସମାଜ ଗଢି ପାରିବେ

  • @swapnatripathy3311
    @swapnatripathy3311 2 дні тому +23

    ନିଶା କମ୍ ନୁହେଁ ପୁରାପୁରି ବନ୍ଦ ହେବାଦରକାର

  • @biswaranjanmohapatra2518
    @biswaranjanmohapatra2518 2 дні тому +4

    ଅଧିକାଂଶ ରାଜ୍ୟରେ ଭଗବତ୍ ଗୀତା 🎉 କୁ ସ୍କୁଲ୍ ପାଠ୍ୟକ୍ରମ 🎉ରେ ଯୋଗ କରିଛନ୍ତି
    🎉 ଗୋଟେ ସୁସ୍ଥ ସମାଜ ଗଠନ କରିବା ଉଦ୍ଦେଶ୍ୟରେ🎉
    ଆମ ଜଗନ୍ନାଥ ଙ୍କ ରାଜ୍ୟ 🎉ରେ କେବେ ହେବ ଭଗବତ୍ ଗୀତା 🎉କୁ ସ୍କୁଲ୍ ପାଠ୍ୟକ୍ରମ ରେ ଯୋଗ 🎉🎉

  • @kunujanikunujani8347
    @kunujanikunujani8347 2 дні тому +2

    ଯଥା ଶୀଘ୍ର ବନ୍ଦ୍ କରରେ ସରକାର,।

  • @chhabimohanty9255
    @chhabimohanty9255 2 дні тому +5

    ଆଗ ତ କରି କି ଦେଖାନ୍ତୁ ଖାଲି କହିଲେ କଣ ହେବ

  • @laxmansahoo4681
    @laxmansahoo4681 2 дні тому +7

    ମଦ ସମ୍ପୂର୍ଣ ବନ୍ଦ ନ ହେଲେ ବିଜେପି ଜନ ଆକ୍ରୋଶର ଶିକାର ହେବ 🎉

  • @Gobinda375
    @Gobinda375 2 дні тому +5

    Jay jagannath swami Jay🙏🌹❤good👍

  • @sudhansusekharsahu4010
    @sudhansusekharsahu4010 2 дні тому +6

    Good 👍

  • @mamatabadaraita9212
    @mamatabadaraita9212 2 дні тому +4

    Very very thanks 🙏🙏 sir.

  • @nilamadhabasamantaray3509
    @nilamadhabasamantaray3509 2 дні тому +3

    ବହୁତ୍ ଭଲ ନିଷ୍ପତ୍ତି

  • @asutoshbiswal7173
    @asutoshbiswal7173 2 дні тому +3

    Good news 👍👍

  • @birendranaik2355
    @birendranaik2355 2 дні тому +1

    Very good

  • @sinigahembramsiniga8356
    @sinigahembramsiniga8356 День тому +1

    ମଦ ବଂଦ୍ ହେଲେ ରଶି ହାଣ୍ଡିଆ ର ଚାହିଦା ବଢିବ । ରଶି ହାଣ୍ଡିଆ ବଂଦ୍ ହେଲେ ମୋହନ ସରକାର ☝️ଏକ୍,ଦମ୍ 👋 ବାଏ ବାଏ 🖐️ଖତମ, 🤫ଗାୟା😛

  • @manasranjandas7029
    @manasranjandas7029 2 дні тому +1

    Pura puri Stop karajau 🙏

  • @bhismadas7687
    @bhismadas7687 2 дні тому +1

    Welcome

  • @AbhaykumarBhol-qx7im
    @AbhaykumarBhol-qx7im 2 дні тому +4

    Good. News

  • @manojbhue6547
    @manojbhue6547 День тому

    Right

  • @kabitarout8617
    @kabitarout8617 2 дні тому +1

    Jay jagannth

  • @kabitarout8617
    @kabitarout8617 2 дні тому +1

    Very very good

  • @diptimayeepanda3795
    @diptimayeepanda3795 2 дні тому

    Jhia Bahu nka jiban nasta houchi mada pai jaldi band karidionti sarkar🙏🏻

  • @bhismadas7687
    @bhismadas7687 2 дні тому

    Jay. Babu. Sing. With. Mantr. Mohoday

  • @rabinarayanmishra2036
    @rabinarayanmishra2036 2 дні тому

    Jay Shree Ram

  • @sakshisamvit5104
    @sakshisamvit5104 День тому

    Welcome❤❤❤

  • @kunujanikunujani8347
    @kunujanikunujani8347 2 дні тому +1

    ଭଲ ହେଲା ମୁଁ ସଲ୍ପ ବିକୁଛି,।

  • @diptimayeepanda3795
    @diptimayeepanda3795 2 дні тому

    Good 🙏🏻 odisha bjp sarkar best

  • @goutamnarayanrauta1315
    @goutamnarayanrauta1315 2 дні тому

    ତୋ ମା ବି- ଓଡ଼ିଆ ମନ୍ତ୍ରୀ

  • @balabhadratantytanty8917
    @balabhadratantytanty8917 15 годин тому

    Daru ban jaldi karo

  • @RRbrand-qe9vp
    @RRbrand-qe9vp День тому

    Jaldi band karo daru dasi bidasi dono

  • @SubashSwain-zp8pg
    @SubashSwain-zp8pg 2 дні тому

    Quick niyantu

  • @KunasSahoo-bc8vi
    @KunasSahoo-bc8vi 2 дні тому

    Bala kariba

  • @tophanswain08
    @tophanswain08 2 дні тому

    2029 government chaing

  • @sudampadhan3314
    @sudampadhan3314 День тому

    Bhal kam karbarlagi bichar karmu, kam karmu enta sarkar ra kamheba k ? Gote nispati re bandh karajau.

  • @TrinathMajhi-dw2pc
    @TrinathMajhi-dw2pc 2 дні тому

    E bua amke adebad dand milba re bua😂😂😂😂😂

  • @keyboardboysushil
    @keyboardboysushil День тому

    Good Disision

  • @pratappopping6291
    @pratappopping6291 2 дні тому

    Good job

  • @routking8192
    @routking8192 2 дні тому +2

    ଭାରତରେ bjp ସରକାର ଭାରତରେ ମଦ ବନ୍ଦ କାହିଁକି କରୁନାହାନ୍ତି

  • @parameswar6568
    @parameswar6568 2 дні тому +1

    😮😮😮ବନ୍ଦ ହେବାଦ୍ରକାର

  • @chandramajhi8049
    @chandramajhi8049 День тому

    Sabu nisaa drabya bandaheu khaali madanuhe

  • @balabhadratantytanty8917
    @balabhadratantytanty8917 15 годин тому

    Dhara podile 10 sal jail heu

  • @kabitarout8617
    @kabitarout8617 2 дні тому

    Very good