ମଦ ବନ୍ଦ କଲେ ସରକାର ଭାଙ୍ଗିବ !

Поділитися
Вставка
  • Опубліковано 29 вер 2024
  • ମଦ ବନ୍ଦ କଲେ ବିଜେପିକୁ ଭାରି ପଡିବ ! #latestnews #latestupdates #politicalnews #bjp #odishabjp #seniorjournalist #odishabjp #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory #reonews #odishanews #Odianews #livenews #odishanews #Odiasamachar
    REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
    ✅ Visit us Our Website: reonews.in/
    Connect with us at our social media handles:
    ➡ UA-cam:
    / @reonews
    ➡ Facebook: / reo-n. .
    ➡ Instagram: / reonews24

КОМЕНТАРІ • 330

  • @BalakrishnaKanhar-i5t
    @BalakrishnaKanhar-i5t 3 місяці тому +46

    କିଏ କହିଲା ମଦ ଖାଲି ଆଦିବାସୀମାନେ ପିଅନ୍ତି ନାହିଁ,ଅନ୍ୟମାନେ ଅଧିକ ପିଅନ୍ତି

  • @bhagabansahu3420
    @bhagabansahu3420 3 місяці тому +79

    ସରକାର ଙ୍କୁ ସହଯୋଗ କର ମଦ ବନ୍ଦ ପାଇଁ

    • @surendramurmu2232
      @surendramurmu2232 3 місяці тому +1

      Yes

    • @dakhintudu8827
      @dakhintudu8827 3 місяці тому +2

      Yes

    • @sanjayNaik-g3k
      @sanjayNaik-g3k 2 місяці тому

      Right 😮😮

    • @shivarampradhan8049
      @shivarampradhan8049 2 місяці тому +1

      Mada band kariba ta tama sarkar pain vul hei jiba 😅

    • @sanjayNaik-g3k
      @sanjayNaik-g3k 2 місяці тому

      @@shivarampradhan8049 ତୁ ଜଦି ଗୋଟେ ମାର ସଚା ପୁଅ ତାହେଲେ ତୋ ବୋଉ କୁ ଆଉ ତୋ ଭ ଉଣି କୁ କିଏ ଜଦି ରେପ୍ କରିବ ତତେ କେମିତି ଲାଗିବ

  • @ଆସନ୍ତୁମନଛୁଆଁଗୀତଶୁଣିବା

    ସବୁ ପ୍ରକାର ନିଶା ଦ୍ରବ୍ୟ ବନ୍ଦ ହେଲେ ଲୋକ ଭଲ ଜିନିଷକୁ ଗ୍ରହଣ କରିବେ.

  • @renubalamohapatra7437
    @renubalamohapatra7437 3 місяці тому +88

    ମଦ ପାଇଁ କେତେ ପରିବାର ନଷ୍ଟ ହେଉଛି ତେଣୁ ମଦ ବିକ୍ରି ବନ୍ଦ୍ ହେବା ଦରକାର।

    • @AmiyaArtcreation-vn2mq
      @AmiyaArtcreation-vn2mq 3 місяці тому

      ପ୍ରଥମେ ନିଜ ପରିବାର କୁ ଭଲ ବାଟକୁ ଆଣନ୍ତୁ। ଆପଣଙ୍କ ଭୁଲ ପାଇଁ ଆପଣ ହିଁ ଦାୟୀ। ବେକାର comments କରିବା ବନ୍ଦ କରନ୍ତୁ

    • @ଓଡ଼ିଆପରିବାର
      @ଓଡ଼ିଆପରିବାର 3 місяці тому

      ମଦ ତମ ପାଖକୁ ଯାଉନି ତମେ ମଦ ପାଖକୁ ଯାଇ କିଣୁଛ ତେଣୁ ଚାଲି ନ ଜାଣି ବାଟର ଦୋଷ କୁ ଛାଡ଼ ନିଜ ସ୍ୱାମୀ ମାନଙ୍କୁ ସେଥିରୁ ନିବୃତ ରଖ

    • @DevidSahu-w1l
      @DevidSahu-w1l 3 місяці тому

      Amku 8000 cr. Darkar nai

    • @DevidSahu-w1l
      @DevidSahu-w1l 3 місяці тому +1

      Ration card bhali wine pain wine card karajau

    • @BhonjTarubDharmaBabuHansdah
      @BhonjTarubDharmaBabuHansdah 3 місяці тому

      Tu sala haram jada 1 no modua sethipai emiti lekhi cha

  • @rasmitabag123
    @rasmitabag123 3 місяці тому +8

    ମଦ ବନ୍ଦ ହେବା ନିହାତି ଦରକାର କେନ୍ ସଲା କହିଲା ମଦ ବନ୍ଦ୍ ନି ହେଉ ବୋଲି ଯେତେ ମଦୁଆ ପରିବାର ର ଘର ଉଜୁଡ଼ି ଜାଉଛେ ସେ କାଣା ଭରି ଦେଇ ପାରିବା କି ଯିଏ ମଦ ବନ୍ଦ ନି ହେଉ ବୋଲି କହିବା ସେ ମଦୁଆ ପରିବାର ସବୁ ରିସ୍କ ନେବା ନିହିତ ତାକେ ଜିନ୍ଦା ଜାଳି ଦେବି ,,, ମଦ ଜିନସ୍ ଟା ଘରେ ଝଗଡା ଲଗାସି ସେଥିର ଲାଗି କୁହାଯାଉଛି

  • @JagabandhuMalik-ck5fj
    @JagabandhuMalik-ck5fj 3 місяці тому +43

    ମଦ ଖାଲି ନୁହେଁ। ମୂଖ୍ୟମନ୍ତ୍ରୀ ଆଗ ହାଣ୍ଡିଆ ମୋହୁଲି ଵନ୍ଦ କରାନ୍ତୁ। ହାଣ୍ଡିଆ ମୋହୁଲି ମଦ ଠାରୁ ଵେଶି ନିଶା।ଗଞ୍ଜଡଙ୍କ ସଂଖ୍ୟା ବଡି ଗଲାଣି।

    • @rentahansdah2289
      @rentahansdah2289 3 місяці тому +3

      Test karithila ki ha ...

    • @manasmoharana5100
      @manasmoharana5100 3 місяці тому

      Right

    • @satyabratadas3635
      @satyabratadas3635 3 місяці тому

      Adbasi mananka katha kea bujhiba

    • @JagabandhuMalik-ck5fj
      @JagabandhuMalik-ck5fj 3 місяці тому

      @@satyabratadas3635 ଆଦିବାସୀମାନେ ନିସା ଵେଶି ଖାଉଛନ୍ତି।ତେଣୁ ଅଭାବ ଵେଶି ହେଉଛି। ଆଦିବାସୀ ଅଞ୍ଚଳରେ ଵେଶି ଖଣିଖାଦନ,ସେମାନେ ପାଠ ସାଠ ପଢିଲେଣି,ଆଉ ସେମାନେ ଵେଶି ପରିଶ୍ରମି, ବାହାରୁ ଲୋକ ନ ଲଗାଇ ବରଂ ସେମାନଙ୍କୁ ଲଗେଇଲେ ଭଲ ହଁନ୍ତା।

  • @babyhial7295
    @babyhial7295 2 місяці тому +1

    You are right sir 💯💯💯💯💯

  • @ashwinisahu6584
    @ashwinisahu6584 3 місяці тому +3

    MADA BAND HEU ODISHARA SAMASTE. WEL COME KARUCHHANTI ...

  • @aratapradhan4800
    @aratapradhan4800 3 місяці тому

    Tame Madhav bhai Mori jio

  • @MaachandiMelody
    @MaachandiMelody 3 місяці тому +6

    ତୁ ମାଗିଆ ଜାଣିନୁ ମଦ ବନ୍ଦ ହଉ

  • @bankanidhinayak3070
    @bankanidhinayak3070 3 місяці тому +2

    ସରକାର ଜି ଆଗ ହିଷ୍ଟ୍ରିୟା ଙ୍କୁ ଆଗ ଦଣ୍ଡ ମିଳୁ

  • @bijuramminzlifestyle810
    @bijuramminzlifestyle810 2 місяці тому

    କାହିଁକି ନା ଆଦିବାସୀ ମାନେ ହାଣ୍ଡିଆ ପିଅନ୍ତି ଆପଣମାନେ ଆମ୍ଭମାନଙ୍କ ଘରକୁ ଆସନ୍ତିନି ହାଣ୍ଡିଆ ଯଦି ଗୋଟିଏ ନିଶା ହୁଏ ତେବେ ଆଦିବାସୀ ମାନେ ପିଅନ୍ତି ଏହାର ମାନେ ଦୁନିଆରେ ଯେତେ ପ୍ରକାର ର ନିଶା ଦ୍ରବ୍ୟ ଅଛି ଆଦିବାସୀ ମାନେ ହିଁ ପିଅନ୍ତି( ଯଥା ଦେଶୀ ମଦ, drugs, cocaine ନିଶା ଦ୍ରବ୍ୟ ପିଉଥିବେ,) କାରଣ ଆଦିବାସୀ ମାନ ଙ୍କ ପାଖରେ ଧନ - ଟଙ୍କା ପ୍ରଚୁର ଅଛି l

  • @SaritaSaritakalo
    @SaritaSaritakalo 2 місяці тому +1

    Nihati bhabe band heba darkar

  • @niharkantamohanty4641
    @niharkantamohanty4641 3 місяці тому

    WINE SHOULD BE STOPPED BECAUSE GOD HAS. NOT GIVEN😊

  • @Binodbariha-qu3qe
    @Binodbariha-qu3qe 3 місяці тому +1

    ମଦ ବନ୍ଦ କଲେ ସରକାର କୁ ମାଡ଼ ହେବା

  • @SubashJhankar-vf2ee
    @SubashJhankar-vf2ee 3 місяці тому +1

    ମଦ ଜଦି ବନ୍ଦ ନ ହୁଏ ଆଗାମି ନିର୍ବାଚନ ରେ ବି ଜେ ପି ସରକାର ଗଠନ କରିପାରିବ ନାହିଁ **********ମଦ ପାଇଁ ଘର ପରିବାର ଭୁସୁଡି ଜାଉଛି ଏହି ଭାଙ୍ଗିଜାଉଥିବା ଘର ସଜାଡିବେ ନା ପୁଣି ସରକାର ଘର ଭାଙ୍ଗି ବାକୁ ଲାଗି ପଡିବେ ଜଣାପଡିବ*************************

  • @upendramalik-sq9rs
    @upendramalik-sq9rs 3 місяці тому +1

    Pura band jarajau

  • @ChhandaCharanJoshi-r1c
    @ChhandaCharanJoshi-r1c 2 місяці тому +1

    Cigarette, gutkha bahut kharab

  • @rakeshkumarpradhan4991
    @rakeshkumarpradhan4991 3 місяці тому

    Bhala decision hele odisha re jete sabu bottling plant, sprit unit sabu achi ,,,jete sabu sethi job karichanti semane ta berojgar haegale ,,,,tanka katha kebe kie bhabicha....

  • @ThanaKamar-ce3ro
    @ThanaKamar-ce3ro 2 місяці тому

    Sir apan mada dhanda re badhahua chalu chhanti

  • @ajitkumarmallick2291
    @ajitkumarmallick2291 2 місяці тому

    Adibasi khusire pianti nahi mada

  • @biswajitswain1875
    @biswajitswain1875 3 місяці тому +2

    Ganjei.pau.mada.age.bandahau

  • @PadlamKhemundu-t4h
    @PadlamKhemundu-t4h 3 місяці тому

    Tikkoila.agya

  • @chandisahu6254
    @chandisahu6254 3 місяці тому

    Tourism paen bhango ku promote Kori modo bondh hou. Sir jou adibasi janajati kotha kohuchhanti seta dokanore bikri hua nahi.

  • @namitakasi811
    @namitakasi811 2 місяці тому

    Mada Banda hei ama ra atiki anurad plzzzzzz

  • @RAMA854
    @RAMA854 3 місяці тому

    A bhai tume janicho Gujarat re modo bilkul bandh modo bondh jogun Gujarat GDP dekho amo odisha ro GDP kichi nai Sethi pn development less

  • @RRbrand-qe9vp
    @RRbrand-qe9vp 3 місяці тому

    Sidha daru band karo jiska jiska Ghar ka Marta hai usi ko pata chalta hai

  • @gugulirana8672
    @gugulirana8672 2 місяці тому +1

    Mada gutukha pan madaka drabya dheha prati kheti karak

  • @manjulatasahu1765
    @manjulatasahu1765 3 місяці тому +2

    Mada band hele bahut bhala heba

  • @MECHAHo
    @MECHAHo 3 місяці тому

    Manda Banda karajau

  • @SUDARSANSAHU-mi8qh
    @SUDARSANSAHU-mi8qh 3 місяці тому

    Right katha

  • @surjyamanimallikmallik9183
    @surjyamanimallikmallik9183 3 місяці тому

    iye maagiyaku kiye pacharuchu taa

  • @JitenBag-xh6ek
    @JitenBag-xh6ek 3 місяці тому

    Right

  • @TikiBhoi-mf8hb
    @TikiBhoi-mf8hb 3 місяці тому +1

    Right sir

  • @Sonusibani143
    @Sonusibani143 3 місяці тому +29

    ଏଇ ମଦ ପାଇଁ କେତେ ପାରିବାର ନଷ୍ଟ ହୋଇଛି।କେତେ ମାଆ ମାନେ ସମ୍ମାନ ପାଉ ନାହାଁନ୍ତି। ଏ ମଦ ପାଇଁ କେତେ ପିଲା ଜୀବନ ନଷ୍ଟ ହୋଉଛି। ଏ ମଦ ଜୀବନ ନଉଛି ଲୋକେମନେ ଆକୁ ସେବନ କରି ଗାଡ଼ି ଦୁର୍ଘଟଣା ରେ ମୃତ ବରଣ କରୁଛନ୍ତି।। ଏ ଗଣ୍ଡଗୋଳ ର ବି ମୂଳ କାରଣ।।। ସବୁଥି ରେ ବରବାଦ କରୁଛି।।ତେଣୁ ମୋର ସରକାର ଙ୍କୁ ଅନୁ ରୋଧ ମଦ ବନ୍ଦ କରାଯାଉ।।।ଜୟ ଓଡ଼ିଶା। ସୁସ୍ଥ ଓଡ଼ିଶା।। କମେଣ୍ଟ ଭଲ ଲାଗିଲେ ସପୋଟ କରନ୍ତୁ।।

    • @Milita9
      @Milita9 3 місяці тому

      ହଁ ସତ ସାର୍,, କହିଲ, ନମସ୍କାର

    • @Milita9
      @Milita9 3 місяці тому

      ମଦ ବନ୍ଦ କରିଦିଅ, ମଦ ଜଦି କିଏ ବନ୍ଦ କରେ ନାହିଁ ସିଏ ସଇତାନ୍

  • @HARIHAR-MBJ
    @HARIHAR-MBJ 3 місяці тому +13

    ସାର୍ ଆପଣ ବି ଟିକେ ଟିକେ ପିଉଛନ୍ତି ବଧେ ସେଥି ପାଇଁ ଏମିତି କଥା କହୁଛନ୍ତି। ବିହାରରେ ମଦ ବଧ କରୁଛନ୍ତି ଏଠି କଣ ପାଇଁ ହେବ ନାହିଁ।😢😢😢😢😢😢😢😢

    • @aratisahu2605
      @aratisahu2605 2 місяці тому

      Kea kohila Moda miluchi hele chora re think se kuho

  • @j.padhan2136
    @j.padhan2136 3 місяці тому +39

    ମଦ ଯଦି ବନ୍ଦ ନ ହୁଏ next ଭୋଟ ଦେବୁନି

  • @bijuramminzlifestyle810
    @bijuramminzlifestyle810 3 місяці тому +11

    ମଦ ଖାଲି କଣ ଆଦିବାସୀ ପିଅନ୍ତି ଆଉ ଆପଣମାନେ ମଦ କୁ ଦୂର ରୁ ଜୁହାର ହଉଛନ୍ତି କି?

  • @pratapkumarjena1829
    @pratapkumarjena1829 3 місяці тому +2

    ଏଇଟା ଗୋଟେ ପରମ ମଦୁଆ ସେଥି ପାଇଁ ତାକୁ ବାଦୁଛି ଶଳା ଏଇ ମଦ ପାଇଁ କେତେ ଧନ ଜୀବନ ନଷ୍ଟ ହୋଉଛି ତୁ ଶଳା କୋହୂଚୁ ମଦ ବନ୍ଧ ନ ହେଉ ଶଳା ତୋ ଘରେ ତୋ ଛୁଆ ମାଇକିନା ମିଶି କି ପିଅ କି ବାଳ ଭାଷଣ ମାରୁଛୁ ତୋ ଘରେ ଟିକେ ଗି ମାହାଗୀୟା ଏ ନବୀନ ପଟ୍ଟନାୟକ ଘୋଡ଼ା ମଦୁଆ ବୋଲି ଆଜି ଘରେ ଘରେ ମଦର୍ ପସରା ମେଲାଇ ଦେଇଛି ଗାଁ ଠୁ ସହର ସବୁଠି ସେ ପାନ ଦୋକାନ ହୋଊ କି ସେ ଚା ଦୋକାନ ହୋଉ ଶଳା ପିଲା ଠୁ ଝିଅ ମାଇକିନା ସମସ୍ତେ ଅଭ୍ୟାସ ରେ ପଡ଼ି ଛନ୍ତି ଆଉ ତୁ କୋହୁଚୁ ମଦ ବନ୍ଦ ନ ହେଉ ତୋ ଘର ପାଇଁ ଟ୍ରିପିୟେ ଖଣ୍ଡ ଠୁଳ କରି ରଖି ଦେ ଘଇତା ମାଇପ ପି ପି ଉପରକୁ ଚାଲି ଯିବ ଶେଷରେ, ବାଳ ଖାଉ ଥିବ ଆଉ ଶଳା ତୋହରି କଥାରେ ମଦ ବନ୍ଦ କରିବ ନାହିଁ ସରକାର

  • @Sonusibani143
    @Sonusibani143 3 місяці тому +2

    Mada Banda hau sabu all odisha re Banda hau ...kanhiki Naa Nisa pain kete paribara vasi galeni. Mada Banda hau ....Nisa mukta odisha hau. .. ଏ ହା ହିଁ ମୁଁ ସରକାର ଙ୍କୁ ବିନୀତ ଅନୁରୋଧ କରୁଛି।।।।

  • @DamayantiDas-lp7bk
    @DamayantiDas-lp7bk 2 місяці тому +4

    ମଦ ବନ୍ଦ୍ ହେଲେ ସମସ୍ତେ ଭଲରେ ରହିବେ

  • @santoshswain7624
    @santoshswain7624 3 місяці тому +3

    Mada bandh heu.
    Sampurna odisha re.
    Nisa mukta odisha heu.

  • @sanjayNaik-g3k
    @sanjayNaik-g3k 2 місяці тому +3

    କେତେ ମା ଭଉଣି ଙ୍କ ଇଜତ ଜାଊଛି ଏଇ ମଦ ପାଇଁ ତେ ଣୁ ମୋର ଅନୁରୋଧ ମଦବନ୍ଦ ହେଉ ଆଉ ଆମ ମା ମାଉସି ଭ ଉଣି ମାନେ ଖୁସି ରେ ରୁହନ୍ତୁ ଜୟ ଜଗନ୍ନାଥ

  • @santoshineekarmi6805
    @santoshineekarmi6805 2 місяці тому +3

    କଦଳୀ ଖାଇବୁ ଶଳା ମଦ ରେ ଓଡ଼ିଶା ଏକ ନମ୍ବର ହେଳାଣି ମଦ ବଦ୍ଧ ହେଉ

  • @brajaraj6894
    @brajaraj6894 3 місяці тому +4

    Band karo

  • @SatrughanBehera-s5c
    @SatrughanBehera-s5c 3 місяці тому +9

    ମଦ ପାଇଁ କେତେ ପରିବାର ବରବାଦ ହେଉଛି

    • @surendramurmu2232
      @surendramurmu2232 3 місяці тому

      modi Saroka aaponoko hospital gudikore 5p.jobles rokhontu

  • @santoshdas5717
    @santoshdas5717 3 місяці тому +5

    ଯିଏ ସବୁ coment ଦେଉଛ। ତୁମେ କେହି ସବୁ ମଦ ପିଉନ। ସତିଆ ପୁରୁଷ ଦେକେଇହଉଚ୍ଚ। ଶଳା ସବୁ ମଦୁଆ

  • @SonuBhaiVlogs1m
    @SonuBhaiVlogs1m 3 місяці тому +4

    Emideatly mada band kara jai..mo family re mada pie 4 jana mrutyu barana kaleni au ama gaon re 100 ru above dmada pei death kaleni💀💀💀ଆଉ ରହିଲା ରାଜସ୍ବ ଟିକସ କଥା ଭାଇ ମୋ ପରିବାର ଦୀର୍ଘ 20 ବର୍ଷ ହେବ ମଦ ପାଇଁ ନାହିଁ ନ ଥିବା କଷ୍ଟ ଦୁର୍ଦ୍ଦଶା ଭୋଗି ଆସୁଛି, ଦୀର୍ଘ 20 ବର୍ଷ ରେ ପରିବାରର ଆର୍ଥିକ ଅବସ୍ଥା ପୁରା ଖସି ଖସି ଆସି ଶେଷ ମୁହୂର୍ତ୍ତ ରେ ପହଞ୍ଚିଲାଣି ,,ଆମ ଗ୍ରାମରେ ଦୀର୍ଘ 20 ବର୍ଷରେ 100 ରୁ ଅଧିକ ଲୋକ ମଦ ପିଇ ସଡ଼କ ଦୁର୍ଘଟଣା,ମଦ ପିଇ ଲିଭର୍ ଖରାପ, କିଡନୀ ରୋଗ,ହାର୍ଟ ଆଟେକ୍,ମଦ ପିଇ ବ୍ରେନ୍ ଷ୍ଟ୍ରୋକ,ମଦ ପିଇ ମୂର୍ଡର୍,ମଦ ପିଇ ସୁଇସାଇଡ,ମଦ ପିଇ ପାଗଳ ,ମଦ ପିଇ ,ଏଭଳି ଆମ ଗ୍ରାମର ପ୍ରତ୍ୱେକ୍ ପରିବାର ରେ ଘଟୁଛି,,ଯଦି ରାଜ୍ୟର ମଦ ପାଇଁ ରାଜସ୍ବ ବୃଦ୍ଧି ହୋଉଛି,ଏପଟେ ଲୋକଙ୍କ ପରିବାର , ଗାଁ ବରବାଦ ହେଇ ଚାଲିଛି ,ଆଜ୍ଞା ସାତ କହୁଛି ,ଆପଣ ଓଡ଼ିଶା ର ପ୍ରତେକ୍ ଜିଲ୍ଲା ର ଗାଁ ମାନଙ୍କୁ ଥରେ ଯାଇ ଦେଖନ୍ତୁ ପଚାରନ୍ତୁ ସେଠିକାର ପରିବାର ,ସାହି ପଡିଶା ରେ କଣ ଲୋକଙ୍କ ବିକାଶ ହୋଇଛି, ଅପଙ୍କୁ ସଠିକ୍ ଉତ୍ତର ମିଳିଯିବ,,ଧନ୍ୟବାଦ୍,,ଜୟ ହିନ୍ଦ୍🇮🇳🇮🇳🇮🇳🚩🙏🙏

  • @PadminiofficialYouTubechann
    @PadminiofficialYouTubechann 3 місяці тому +3

    Adivasi mantri adivasi mananko sahito anya mananka Katha chinta koruchhanti se bholi loko ku bhagaban maniba Katha. Mane loko mananku Bipodo ru rokhya koriba❤❤❤❤

  • @mochiramsahu4814
    @mochiramsahu4814 3 місяці тому +3

    ମଦ ବନ୍ଦ କଲେ ସରକାର ହଟହଟା ହେବ । ବେ ଆଇନ ମଦ ବନ୍ଦ କର । total ବନ୍ଦ କରନି

  • @ashokkumardas6003
    @ashokkumardas6003 3 місяці тому +9

    ମଦ ମଦ କଣ ହେଉଛି ସରକାର୍, 300 ବିଜୁଳି free କୁଆଡେ ଗଲା, ଦାଦନ ଶ୍ରମିକ କଥା କୁଆଡେ ଗଲା, ୟା ଉପରେ ନଜର ନ ରଖି falut ଧନ୍ଦା ଉପରେ ଏତେ ନଜର କାହିଁକି, ସିଆଡେ ପରିବା ମାହାଙ୍ଗା ହେଲା, ମୋବାଇଲ recharge ମହଙ୍ଗା ହେବାକୁ ଯାଉଛି ସେଗୁଡ଼ାକ ଦେଖା ଯାଉ ନାହିଁ,

  • @bijuramminzlifestyle810
    @bijuramminzlifestyle810 3 місяці тому +2

    ମଦ କୁ ଏଇ ବଡ଼ ବଳିଆ ବଳ ବଳିଆ ଟଙ୍କା ବାଲା ଅଧିକ ପିଅନ୍ତି ଏହି କଥା ମାତାଲି ବଳବଳିଆ କୁହନ୍ତି ତାଙ୍କର ମନ୍ତବ୍ୟ ବିଚାର ଏମାନଙ୍କର ଦୋଷ ଯାଏ ଆଦିବାସୀ ମାନଙ୍କ ଉପରେ l କାହିଁକି ନା ଆଦିବାସୀ ମାନଙ୍କ ପାଖରେ ଟଙ୍କା ଗଛ ଲଗା ହୋଇଅଛି

  • @tudurusikaofficial7504
    @tudurusikaofficial7504 3 місяці тому +1

    Khali adibasi piuchanti Bala Anya loko piu nahanti

  • @DamayantiDas-lp7bk
    @DamayantiDas-lp7bk 2 місяці тому +1

    ନିଶାମୁକ୍ତ, ଓଡିଶା ଜୟ ଶ୍ରୀରାମ

  • @emanuelmallick8846
    @emanuelmallick8846 3 місяці тому +3

    Mada pura banda karajau

  • @NiranjanSamal-e5f
    @NiranjanSamal-e5f 3 місяці тому +1

    Total odisha ru mad band heba darkar

  • @durjyadhanmajhi7417
    @durjyadhanmajhi7417 3 місяці тому

    ଶଳା ମନ୍ଦୁଆ କି

  • @raghunathmuduli2392
    @raghunathmuduli2392 3 місяці тому +1

    Ex cm ta mada ra bhakta thile 😂😂 mada baand kale ex cm nku bhari dukha haba😂😂

  • @SaritaSahu-ou2vb
    @SaritaSahu-ou2vb 3 місяці тому +2

    Hye pravu kebe mada band kariba....

  • @Sonusibani143
    @Sonusibani143 3 місяці тому +3

    Total nisa ବନ୍ଦ

  • @gobindasoren5689
    @gobindasoren5689 3 місяці тому +9

    ୟେ ଶଳା ପୂର୍ଖଟ ମଦୁଆ ଟା, ସେଇଥିପାଇଁ କହୁଛି।।।। ଯାହା ବି ହେଉ ମଦ ଓଡ଼ିଶାରେ ବନ୍ଦ ହେଉ ❤❤❤❤❤

  • @BikashDeogam-f8p
    @BikashDeogam-f8p 3 місяці тому +1

    ଏହିଟା ସିଆର ହେବ ଭାଇ l

  • @srikantakumarranginduniaa1943
    @srikantakumarranginduniaa1943 3 місяці тому +2

    ନିଶାଦ୍ରବ୍ୟ ସବୁ ବନ୍ଦ କରାଯାଉ

  • @basudevmallick598
    @basudevmallick598 3 місяці тому +1

    Khali nka adibasi mada piyanti , au any mane kn khira piyanti, ehi loka khali adibasi janjati katha kahichanti, sabu Ade mada counter khola heichi samaste kn janajati

  • @abhibiswal8750
    @abhibiswal8750 2 місяці тому +1

    ପ୍ରଥମେ ଓଡିଶାର ପ୍ରତେକ ଧର୍ମନୁଷ୍ଠାନ ଗୁଡ଼ିକ ରେ ବନ୍ଦ କରାଯାଉ

  • @LaxmipriyaDenisa
    @LaxmipriyaDenisa 2 місяці тому

    ଏଇ ଭଦ୍ର ଲୋକ ବୋଧେ ମଦ ପିଇଅନ୍ତି, ସେଥିପାଇଁ ମଦ ବନ୍ଦ କୁ ଏ ବିରୋଧ କରୁଛନ୍ତି, କି ଇଏ ମଦ ବେପାର କରୁଚନ୍ତି ଲାଭ ପାଉଛନ୍ତି, ସେଥିପାଇଁ ମନା କରୁଛନ୍ତି, plz, ସରକାର ଙ୍କୁ ଏତିକି ଅନୁରୋଧ ଓଡିଶା ରୁ ସବୁପ୍ରକାର ନିଶା ଦ୍ରବ୍ୟ ବନ୍ଦ କରାଯାଉ, ବହୁତ ପରିବାର ର ଛୁଆପିଲା ଖୁସି ରେ ରହିବେ, ସେ ଦେଶୀ ହଉ କି ବିଦେଶୀ ସବୁ ବନ୍ଦ ହଉ 🙏🙏🙏🙏🙏🙏🙏

  • @pitambrapadhan4264
    @pitambrapadhan4264 2 місяці тому

    ଆରେ ହାରାମି ଲୋକ, ଫୁଶି, ବାଣ୍ଡ, ମଦୁଆ ମାନଙ୍କ tk ଖୁସି ପାଇଁ, ମଦ କେତେ ଜୀବନ ନେଉଛି ତୁ ଜାଣି ପାରୁନୁ, ତତେ କଣ ନିଶା ମହାରଣା ପେଲିଛି, ଯାହା ଜଣା ପଡୁଛି ଏ ବ୍ୟକ୍ତି ଝିଅ ବେପାର ବି କରୁଥିବ , ଆରେ ଏ ଲୋକ ଟା ଖାଣ୍ଟି ଅଭଦ୍ର ଟା ରେ 😮

  • @mankilugun
    @mankilugun 2 місяці тому +1

    Odisha mein daru bhand karne se achcha hoga ankal.. kuchh to develop hoga....

  • @sarojbisoyi2209
    @sarojbisoyi2209 2 місяці тому

    Mada ବନ୍ଦ ହେଲେ ବ୍ଲାକ ରେ ବିକ୍ରୀ ହବ ଆଉ mp MLA mane pibe se mane ବସି basi monthly mota ଅଙ୍କର ପଇସା ପାଇବେ ଜଣା ପଡିବନି ମଦ ର ret kete

  • @Krish-n4i
    @Krish-n4i 3 місяці тому +3

    ସବୁ ଥିରେ ଆଦିବାସୀ ......କଥା କଣ

  • @birendrakumarmeher2378
    @birendrakumarmeher2378 2 місяці тому +1

    ମଦ ପିଇବା ନିଶା ଖାଇବା ବନ୍ଦ କରାଯାଉ

  • @NationalScreen
    @NationalScreen 3 місяці тому +1

    ନିଶା ମୁକ୍ତ ଓଡିଶା

  • @ManjuShree-cz4qy
    @ManjuShree-cz4qy 3 місяці тому

    ଆଦି ବାସି ମଣିଷ ନୁ ହନ୍ତିକି ?
    ଆଦିବାସୀ ମନ୍ତ୍ରୀ ହେଲେ ଆଦିବାସୀ ମନ୍ତ୍ରୀ
    ଆଦିବାସୀ ରାଷ୍ଟ୍ର ପତି ହେଲେ ଆଦିବାସୀ ରାଷ୍ଟ୍ର ପତି କହିଛନ୍ତି
    କିନ୍ତୁ ଓବିଶି ଜେନେରାଲ ନେତା ମନ୍ତ୍ରୀ ହେଲେ ଓବିସି ଜେନେରାଲ କହୁନାହାନ୍ତି

  • @rabinarayanbehera9656
    @rabinarayanbehera9656 2 місяці тому +2

    right sir mada bilkul band naheba darakar.

  • @shreenikashort1363
    @shreenikashort1363 3 місяці тому +1

    Mada band kale sarkar bhangibani next time b bjp asiba

  • @rentahansdah2289
    @rentahansdah2289 3 місяці тому +1

    Jadi odisha re Mada band Kara no paruchha tebe Mada ku plastic batala re packing kale bhala huanta ....plastic tharu kacha bahuta dangerous....... Athi prati sarka dhyana deba darakar.

  • @arjunbadra8995
    @arjunbadra8995 3 місяці тому +1

    କେବଳ ଆଦିବାସୀ ନୁହଁ ସାରା ଭାରତୀୟ

  • @emanuelmallick8846
    @emanuelmallick8846 3 місяці тому +6

    Mahan Majhi jindaba

  • @BiswaranjanSahu-t8p
    @BiswaranjanSahu-t8p 3 місяці тому +4

    Liquor should be banned at any cost we don't need revenue

  • @ajitminiyaka3747
    @ajitminiyaka3747 3 місяці тому

    ତର ଗାଣ୍ଡି ରୁ କଥା କହୁଚୁ
    ମଦ ସମ୍ପଦ ବୋଲି
    ମଦ ସମ୍ପଦ ki ରେ ବୁଡ଼ା

  • @DevidSahu-w1l
    @DevidSahu-w1l 3 місяці тому +2

    Jaha hau, jemti hau band kara

  • @pitabasanayak-u3b
    @pitabasanayak-u3b 2 місяці тому

    ଏ ମଉସା ମଦ ଖାଲି ଆଦିବାସୀ ଲୋକ ପିଉଛନ୍ତି ଆଉ କୋଉ ବାସି ପିଉ ନାହାନ୍ତି ମଉସା ତମେ କୋଉ ବାସି ମ

  • @sangramkumar2417
    @sangramkumar2417 2 місяці тому

    Mu gornment ku request koruchi ,,,amo odisharu sobu prokar Nisha droby bond korajau,,,ghutka tobaco gonjei sigarate khoeni sobu bond karo

  • @jindaloversingalboy
    @jindaloversingalboy 2 місяці тому +1

    Jadi mada banda nahela agli bar Congress sarkar

  • @Sonusibani143
    @Sonusibani143 3 місяці тому +1

    Nisa mukta odisha hau

  • @KRISHNAMDKRISHNAMD-qc4xy
    @KRISHNAMDKRISHNAMD-qc4xy 3 місяці тому

    ଶଳା ହାରାମି ଛୁତିଆଟା ମାଦାରଛଦ ମାଗଣା କିଆ ଲୋକମାନେ ଏମିତି ହେଉଛ ୨୫ବର୍ଷ ସାଶନ କଲ କୀ ପେଳଟା କରିପକେଇଲ ମାଗିହା ମଦ ବଦକରାଯାଉ ମୁଁ କହିଲି

  • @KrishnaNaik-hx5zf
    @KrishnaNaik-hx5zf 3 місяці тому

    Ta.hele.tomo.ghare.bodhe.sabu.madua

  • @jaduhemram9930
    @jaduhemram9930 3 місяці тому +1

    mohan sir kan janini.sie b jane adibasi.

  • @purnabhatra1246
    @purnabhatra1246 2 місяці тому

    ମଦ ବେପାର କରି ଚଲୁ ଚନ୍ତି ସେମାନେ କଣ କରିବେ କେମିତି ଛଲିବେ😢😢

  • @BasantaRout-su5jh
    @BasantaRout-su5jh 2 місяці тому

    ମଦ ବନ୍ଦ୍ କରନାହିଁ ନହେଲେ ରାସ୍ତାରେ ନୀଆଜଳବ

  • @rockdeepak255
    @rockdeepak255 3 місяці тому +2

    Madaa bonda karajau👍

  • @lbibhu1437
    @lbibhu1437 3 місяці тому

    Mada jadi banda karule ate katha tahale mada pi gadi chaleile bi free kara jau kichhi bi fine police jemiti na neu pura bad karajau

  • @jaduhemram9930
    @jaduhemram9930 3 місяці тому

    mada band kari hebani.adibasinkara parampara mada handia thu.mohan kan jani paruni sie b adibasi.adibasi besi pravita hebe.sesare adibasi bindhi debe dhanu tirare.

  • @hemantarout9587
    @hemantarout9587 3 місяці тому

    Hare krishna kan bhina bharata bhitare achamane bharatara niama manibaku badhya tame jaha kahucha seta tama bektigata katha ama odisha kan bharata dharu bhina

  • @SatyabhamaNayak-d1g
    @SatyabhamaNayak-d1g 2 місяці тому

    Ama pari chhasha basa kari be o mula majura kariki chalibe au kamiti chalibe bhai budhi thile muthe kariki khai pariba

  • @sangeetaNaik-wv4db
    @sangeetaNaik-wv4db 3 місяці тому +2

    ଏଇ ସଲା ତ 1 ନଂ madli

  • @RohitMajhi-l6g
    @RohitMajhi-l6g 2 місяці тому

    Haire maa.....ha Khali adibasi Mane mad piuchhan aru tor bua baba Mane ni pibar

  • @rameshbariha9369
    @rameshbariha9369 3 місяці тому

    ଆରେ ମୃଖ ସରକାର ମନ୍ଦିର ଖୁଲିଲ କାଣାଟା ହେଲା ପୁଣି ଖାପିଲ ତ ସେହିଭଳି ତ ହେବ

  • @UmakanthMallika
    @UmakanthMallika 2 місяці тому

    ମଧ. ବନ୍ଦ. ହେଲେ. ମୋଡ଼ି. ଫାଇର 😅😅😅

  • @ajitkumarmaharana9275
    @ajitkumarmaharana9275 3 місяці тому

    A lokar kathare mada nimna sreni Bala khaantu au tale ruhantu au bbsr re bada bàda building heu.....gariba jhumpudi Mari rahu