|| ଇଏ ତ ଆରମ୍ଭ ମାତ୍ର ଆଗକୁ ଦେଖ କଣ କଣ ହୋଉଛି || socialtalk || odisha public || bjp || odisha letast news

Поділитися
Вставка
  • Опубліковано 27 чер 2024
  • Hey guys.
    Welcome back to our channel Social TalkOfficial . If you liked the video then please like it and share it with your friends. If you wanna see more of me then do subscribe to my channel!
    Affiliate links-
    camera - amzn.to/44jjrZN
    Tripode - amzn.to/3NMHXv1
    Ring light - amzn.to/46IxjhH
    WELCOME TO NEW VIDEO...........................
    SEE MY OLD VIDEO.....................
    I hope you like this video....
    #ଜୟ_ଜଗନ୍ନାଥ🙏
    ----------------------------------------------------------
    ଆମେ ଆସା କରୁଛୁ ଏହି ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗିଥିବ
    ଭିଡ଼ିଓ ଟି କେମିତି ଲାଗିଛି comment box ରେ ନିଶ୍ଚୟ comment କରନ୍ତୁ ଧନ୍ୟବାଦ
    ----------------------------------------------------------
    Socialtalkofficial, socialtalk,bjd,bjp,vk pandian , odisha public , bjd , bjp , odisha letast news ,ଇଏ ତ ଆରମ୍ଭ ମାତ୍ର ଆଗକୁ ଦେଖ କଣ କଣ ହୋଉଛି
    Share, Support, Subscribe!!!
    ...........................👍👍👍............................
    Facebook: / socialtalks9. .
    instagram link : / socialtalk111
    Channel I'd Social talk official
    / @socialtalkofficial01
    .....................🙏🙏🙏🙏🙏.........................
    YOUR ANY QUESTIONS PLEASE
    COMMENT BELOW.......................................
    AND PLEASE SUPPORT THIS CHANNEL....
    PLEASE SUBSCRIBE ...................................
    PLEASE LIKE.................................................
    PLEASE COMMENT.......................................
    ANY QUESTION COMMENT..........................
    THANKS 4 WATCHING 💞💞......................
    DISCLAIMER -
    Copyright disclaimer under section 107 of the copyright act 1976, allowance is made for "fair use" for purposes such as criticism, comments, news reporting, teaching, scholarship and research. Fair use is a use permitted by copyright statute that might otherwise be infringing. Non-profit educational or personal use tips the balance in favor for fair use.
    #socialtalkofficial
    #odisha

КОМЕНТАРІ • 722

  • @chittaranjankanhar7991
    @chittaranjankanhar7991 2 дні тому +73

    ବହୁତ ଖୁସି ଲାଗୁଛି ଆମର cm ସହିତ odia ଭାଷା ଦିପଦ ଶୁଣି ପାରୁଛୁ ଆଉଗରିବ ଙ୍କ ସହ ମିସୁଛନ୍ତି 🙏🙏💚

    • @skshitish
      @skshitish 2 дні тому +4

      Aeta bahut kam din
      Amiti sabubele mishiba thik nuha
      Loka manaka Saha mishile , rajya ageibani

    • @shruticreation5029
      @shruticreation5029 День тому +2

      ତାଙ୍କ papularity ପାଇଁ ସେ ନୂଆ ନୂଆ ମିଶୁ ଚନ୍ତି ଭାଇ ଆଗକୁ ଦେଖ କଣ କରୁ ଛନ୍ତି
      ନହେଲେ ତୋ bjp ବାଲା ଚୁର ଶଳା

    • @ghanashyamamahanta1297
      @ghanashyamamahanta1297 День тому

      ବିଜେପି ବାଲା ତୋ ଘରେ ପଶିଥିଲେ କି​@@shruticreation5029

  • @yashtvdigital1761
    @yashtvdigital1761 2 дні тому +15

    Sabu ବାଳ ଉପାଡ଼ି ଦେଇଛ

  • @sambiddehury2569
    @sambiddehury2569 2 дні тому +8

    ବିଗତ ୨୪ ବର୍ଷ ନବୀନ ବାବୁଙ୍କ ଶାସନରେ କେବଳ ଓଡ଼ିଆ IAS ଅଫିସର ହିଁ ଓଡିଶାର ମୁଖ୍ୟ ଶାସନ ସଚିବ ପଦବୀରେ ନିଯୁକ୍ତି ହେଉଥିଲେ, କିନ୍ତୁ ଦୁଃଖ ବିଷୟ ଆଜି ଜଣେ ପଞ୍ଜାବର ବ୍ୟକ୍ତି ଏବେ ଓଡିଶାର ମୁଖ୍ୟ ଶାସନ ସଚିବ | କୁଆଡେ ଗଲା ଆମ ଓଡ଼ିଆ ଅସ୍ମିତା ? ଉତ୍ତର ରଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ଦେ ଉତ୍କଳ ଜନନୀ 🙏🏻

  • @birakishorenayak1690
    @birakishorenayak1690 2 дні тому +33

    ବହୁତ ବଢ଼ିଆ, ଆଗକୁ ନିଶ୍ଚୟ ବହୁତ ବଢ଼ିଆ ହେବ ।
    ଜଗନ୍ନାଥଙ୍କର ଜୟ ହେଉ 🙏
    ଆମ ଓଡ଼ିଶା ଏକ ନମ୍ବର ହେଉ ।

  • @Jshdhhmdjjd
    @Jshdhhmdjjd 2 дні тому +13

    ଆବେ‌ ବିଜେପି ର ପୋସା କୁକୁର ଭାସଣତ ଭାରି ମାରୁଥିଲୁ up ର ମୁଖ୍ୟମନ୍ତ୍ରୀ ବିସୟରେ ଭିଡିଓ କରି କି ଛାଡୁଥିଲୁ ଆଉ ଏବେ ଭିଡିଓ କରି କି ଛାଡୁନୁ ରାମ ମନ୍ଦିର ନିର୍ମାଣ 1400 ସହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବେ ମାତ୍ର କିଛି ବର୍ଷା ରେ ମନ୍ଦିର ରୁ ପାଣି ବାରିଲାଣି ଏବେ କାମ 6 ମାସ ହେବ ହୋଇଛି 😅

  • @PritamsukumarPanda
    @PritamsukumarPanda 2 дні тому +9

    କିଛି ଫରକ ହୋଇନି ଖାଲି କଥା 🤭🤭🤭🤭

  • @amarcreation0655
    @amarcreation0655 2 дні тому +14

    ଯେତେ କହିଲେ କଣ ହବ ନବୀନ ନବୀନ 🙏

  • @himansumandal7215
    @himansumandal7215 2 дні тому +63

    ଇଏ ତ ଆରମ୍ଭ ଆଗକୁ ଦେଖ କଣ ହେଉଛି ,15 ,20 ଦିନ ମଧ୍ୟରେ OTET ର application fees ର ବୃଦ୍ଧି ଏବଂ OSSTET certificate download ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ୁଛି, ପୂର୍ବ ସରକାର ତ postal ରେ ପଠେଇ ଦେଉଥିଲେ। ଏଥି ପାଇଁ କିଛି ହଉ ଗୋଟେ opinion.....
    Student mananka bhul kn...

    • @pupukanha6654
      @pupukanha6654 2 дні тому +4

      ଏଇତ ଆରମ୍ଭ😂

    • @rocksoumyaranjan2610
      @rocksoumyaranjan2610 2 дні тому

      @@pupukanha6654ଏଇତ ଆରମ୍ଭ ନୁହ ଏଇତ ତୋ ବୋଉ ବିଆ,,ମାଗିଆ ଚାକିରି ଦରକାର ନା otet ରେ ୨୦୦ ଟଙ୍କା ବଢ଼ିଗଲା ତୋ ଗାଣ୍ଡୀ ଫତିଯାଉଛି

    • @rocksoumyaranjan2610
      @rocksoumyaranjan2610 2 дні тому

      ଏଇତ ଆରମ୍ଭ ନୁହ ଏଇତ ତୋ ବୋଉ ବିଆ,,ମାଗିଆ ଚାକିରି ଦରକାର ନା otet ରେ ୨୦୦ ଟଙ୍କା ବଢ଼ିଗଲା ତୋ ଗାଣ୍ଡୀ ଫାଟିଯାଉଛି

    • @gsentertainments5174
      @gsentertainments5174 2 дні тому +5

      ଦୁଇ ଗୁଣା ବିକାଶ 😂😂

    • @biranchimajhi8381
      @biranchimajhi8381 2 дні тому +4

      Magana khaiba chhada

  • @PurnachandrapradhanPurnachandr
    @PurnachandrapradhanPurnachandr День тому +5

    ହଇରେ ଭାଇନା ତୁବି ଦିନେ ମୁଖ୍ୟମନ୍ତ୍ରୀ ହବୁରେ କାରଣ ଭକ ଭକଭକ ଭାଷଣ ମାରୁଛୁ

  • @bulusethy9220
    @bulusethy9220 2 дні тому +22

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @kaliprasadsahoo2165
    @kaliprasadsahoo2165 2 дні тому +7

    ଯଦି 4 ଦ୍ବାର ଖୋଲିବା ଦ୍ଵାରା ଭକ୍ତ ମାନଙ୍କୁ ଦର୍ଶନ କରିବାକୁ ସୁବିଧା ହେଉଥିଲା,ତେବେ ରଥ ଯାତ୍ରା ସମୟ ରେ କନ୍ ଏମିତି ଅସୁବିଧା
    ହେଲା ଯେ ପୁଣି ତିନି ଦ୍ବାର ବନ୍ଦ କରିଦେଲେ

  • @pradeepsworld9966
    @pradeepsworld9966 2 дні тому +7

    ସେସବୁ କଥା ଛାଡ଼। ପ୍ରଥମେ କୁହ ଏ ନୂଆ ସରକାର ପୁରୁଣା ସରକାର ର ଯୋଜନା କୁ ନା ବଦଳେଇ କାହିଁକି ଚଳେଇବାକୁ ଯୋଜନା କରୁଛି? ଯଦି ପୂର୍ବ ସରକାର ରାଜ୍ୟ ପାଇଁ କିଛି ଜନକଲ୍ୟାଣ ଯୋଜନା କରିନଥିଲେ, ତେବେ ଏବେ ନୂଆ ସରକାର ପୁରୁଣା ସରକାର ର ଯୋଜନା ସବୁ ବାତିଲ କରୁନାହଁ କାହିଁକି?

  • @KBTBROTHER
    @KBTBROTHER 2 дні тому +8

    ଭାଇ Electric ବିଲ ୩୦୦ ୟୁନିଟ ବାବଦରେ କିଛି କହ electric bill ଟା ଛାଡ ହେଲେ ଭଲ ହୁଅନ୍ତା

  • @jagannathmajhiodiapua2018
    @jagannathmajhiodiapua2018 День тому +3

    ଜଣା ପଡୁଛି otet ପରୀକ୍ଷା ରେ gst 50%ଲାଗିଯାଇଛି ନା 😂😂😂😂।
    Fees
    600ରୁ 900
    1000ରୁ 1400

  • @aswinimallick
    @aswinimallick 2 дні тому +7

    ଭାଇ ବହୁତ ବଢିଆ ହେଲେ ଭାଇ ଦର ଵୃଦ୍ଧି ହେଉଛି।ଆମେ ଗରିବ ଲୋକ ବହୁତ ହଇରାଣ ହେଉଛୁ।ପରିବା ତେଲ...........l

    • @user-lc1tf3up7x
      @user-lc1tf3up7x 2 дні тому

      Right 👍,
      କିନ୍ତୁ ଆମ ଓଡ଼ିଶା ରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ବଢ଼ି ଗଲେଣି ଯାହାକି ରାଜ୍ୟ ବାସୀ ଙ୍କ ପାଇଁ ବିପଦ , କିଛି ଭାବୁଛନ୍ତି ନାଁ କେବଳ ପନି ପରିବା, ପିଆଜ ଟମାଟୋ ପେଟ୍ରୋଲ ଆଖି କୁ ଦେଖା ଯାଉଛି,

  • @SomanathBiswal-g3s
    @SomanathBiswal-g3s 2 дні тому +46

    ଆରେ ଭାଇ ବିଜୁଳୀ ଆଉ ଭତା କେବେ

    • @debraj6744
      @debraj6744 2 дні тому +2

      Sesabu au milibani

    • @SushantRajput-ro4si
      @SushantRajput-ro4si 2 дні тому +3

      Are Job Kariki Khao Magana Re Khaili Hebani

    • @debraj6744
      @debraj6744 2 дні тому +2

      Ame tanku magunu semane jaun debakatha kahi vote maguthile seikatha mun kahuchi

    • @debraj6744
      @debraj6744 2 дні тому +1

      Au rahila job katha ame bekaria nuha job karuchu bujhila

    • @debraj6744
      @debraj6744 2 дні тому +1

      Au nija business bi chalauchu

  • @DillipMajhi-uw5qt
    @DillipMajhi-uw5qt 2 дні тому +4

    ନିଯୁକ୍ତି କ୍ଷେତ୍ର ରେ ସ୍ବଚ୍ଛତା ରଖନ୍ତୁ

  • @pkmd3944
    @pkmd3944 2 дні тому +41

    ଏତେ ବେଗ ଭଲ ନୁହେଁ
    ଦୃତଗତି ମହାବୀପତି
    ଜୟ ଭାରତ

    • @Singh77359
      @Singh77359 2 дні тому +2

      ଶୁଭଶ୍ୟ ସିଘ୍ରମ❤

    • @user-fx6cf8ro4s
      @user-fx6cf8ro4s 2 дні тому +2

      ଆରେ ମୂର୍ଖ ତୁ ଜାଣିନୁ ଚାଇନା ରେ bullet ଟ୍ରେନ ଘଣ୍ଟା କୁ 270 km+ ଚାଲିଛି କିଛି ତ ଅସୁବିଧା ନାହିଁ ତୁ ଓଡ଼ିଶା ର ଖରାପ ଚାହିଁ ପାଣ୍ଡୁ ଲୋକ ପକ୍କା

    • @skshitish
      @skshitish 2 дні тому

      ​@@user-fx6cf8ro4s
      Seta china ,, ata odisha
      Athi devlopment nuha
      Ata loka nku bekar karri dia jauchi

    • @user-fx6cf8ro4s
      @user-fx6cf8ro4s 2 дні тому +1

      ସେଇଟା କାହା ଭୁଲ୍ ଆମ ଜନତା ଙ୍କ ଭୁଲ୍ ଆମେ କାହିଁକି ଗୋଟେ ସରକାର୍ ଙ୍କୁ 25 ବର୍ଷ ରଖିଲେ ଆଉ ଏବେ ନୂଆ ସରକାର୍ ଆସିଲା କି ସବୁ ଶସ୍ତା କର କହୁଛ । ଏଥି ପାଇଁ ଓଡ଼ିଶା ବାସୀ ଦାୟୀ

    • @dipudas5900
      @dipudas5900 День тому

      Dhira Pani pathara Kate .mu kahuni kete ka pandita loka Mane kuhanti.

  • @golakmaharna4164
    @golakmaharna4164 2 дні тому

    ତୁମକୁ ବହୁତ ଧନ୍ୟବାଦ. ତୁମ ପାଇଁ ଆମେ ସବୁ ନୂଆ ରାଜନୀତି ଜାଣି ପାରୁଚୁ

  • @mithunapradhan2321
    @mithunapradhan2321 2 дні тому +7

    Modi 10 ବର୍ଷରେ କଣ କରିଛନ୍ତି ତୁ କଣ କହିବୁ ଜନତା କହୁଛନ୍ତି ଶୁଣ 😮
    1 ,ଦର ବୃଦ୍ଧି ହୋଇଛି 😂
    2, ଗ୍ୟାସ୍ ସିଲିଣ୍ଡର୍ 400 ରୁ 1200😂
    3, education ରେ ସବୁଠୁ ଅଧିକ gst😂
    4, ଚୁଡ଼ା ମୁଢ଼ିରେ gst😂
    5, electrol bond 😂
    6, ଗୋ ମାଂସ କମ୍ପାନୀ ରୁ ଚାନ୍ଦା ଆଦାୟ କରିଛି 😂
    7,ପେଟ୍ରୋଲ diesel ⛽ 110 ପାର 😂
    8,ସବୁ କମ୍ପାନୀ କୁ ଆଦାନୀ କୁ ବିକୁଛି😂
    9,2 cor ଚାକିରି ମିଳିନି 😂
    10 ,15 laks ଟଙ୍କା ମିଳିନି 😂
    11,ହିନ୍ଦୁ ମୁସଲିମ ପରିବାର ବାଦ କହି ଲୋକଙ୍କୁ ମଧ୍ୟରେ ମାଡ଼ ଗୋଳ କରନ୍ତି 😂
    12,kishan କୁ ବିରୋଧ କରି ବାଟରେ କଣ୍ଟା ବାଡ ରଖିଛ 😂
    13,kishan ଆୟ 2022 ସୁଦ୍ଧା 2 ଗୁଣ ହବ କାହିଁ ହେଉନି 😂
    14,8500 cor ଟଙ୍କା ର ପ୍ଲାଇନ୍ ରେ ଉଡୁଛି ,3 lak ଟଙ୍କା ର ବ୍ଲେଜର 😂ଆଉ 2 lak ra pen 🖊️ ଧରୁଛି 😅
    15, ସ୍ୱଚ୍ଛ ଭାରତ ଅଭିଯାନ ରେ ସବୁ ଅଳିଆ ନେତା କୁ ନିଜ waising messine ରେ ସଫା କରୁଛି 😂
    16, ସବୁ godi media ku ନିଜ ଦଳ ରେ ସାମିଲ କରୁଛ 😂
    17, ଲୋକୁଙ୍କ ED,CBI KAHI ଡରୁଛ😂ଆଉ ନିଜ ଦଳ ରେ ସାମିଲ କରୁଚ 😂
    18 ,ଦୁନିଆ ର ସବୁ ତୁ ଭ୍ରଷ୍ଟଚର୍ କୁ ନିଜ ଦଳ ରେ ରଖିଚ 😂 ହେମନ୍ତ ବିଶ୍ୟ ଶର୍ମା ,ଅଜିତ ପାୱାର,ନବୀନ ଜିନ୍ଦଲ , ଶିବ ରଜ ସିଂ ଚୱନ୍, ଏପରି ନେତା ମାନେ କୁ ନେଇ ନିଜ ଦଳ ରେ ରଖିଚ 😂
    ଆଉ ତୋର ଯଦି ସାହାସ ଅଛି JAY SHREE RAM ଙ୍କ ସହିତ JAY JAGANNATH କହ 🙏

    • @prasantapadhan6192
      @prasantapadhan6192 2 дні тому +1

      Congress zindabad
      Rahul gandhi zindabad
      Osadudhin oweshi zindabad
      Sonia Gandhi zindabad
      Sarat Patnaik zindabad.......
      Congress
      Congress
      Congress laoo desh bachaoo
      2029 re Congress jitiba support kara samaste

    • @sambalpuri411
      @sambalpuri411 2 дні тому

      ​@@prasantapadhan6192banda kariba

  • @Samaruhardwork
    @Samaruhardwork 2 дні тому +9

    Bhai malkangiri dist ରେ pani ପାରିବ dara badi ଚାଲିଛି, ଆଳୁ =40 କେବେବି ଏତିକି ହେଇ ନଥିଲା

  • @SUBHANKARSAMAL317
    @SUBHANKARSAMAL317 2 дні тому +26

    ମୁଁ ଜାଣିଛି NEET scam ଉପରେ ତମେ ଭିଡ଼ିଓ ବନେଇବନି, କାରଣ ସେଇ କାମ ତ ତମ BJP ଅନ୍ଧଭକ୍ତ କରିଛି।

    • @sainik8950
      @sainik8950 2 дні тому

      Bhai Bihar ra tejaswi jadab karichhi barang army pending bharti uparekichhilekha seita BJP karichhi

    • @lilamayasahu6669
      @lilamayasahu6669 2 дні тому

      Subhu tu bana

  • @Devil_Kanha_2.0
    @Devil_Kanha_2.0 День тому

    ଧନ୍ୟବାଦ୍ 😊

  • @HrudanandaSahu-ey8vt
    @HrudanandaSahu-ey8vt 2 дні тому +4

    Non Odia ku chief secretary, prasasana ra mukhya baneidele, ea kau type ra odia asmita 😅

  • @abhimanyubarik2099
    @abhimanyubarik2099 2 дні тому

    ସୁନ୍ଦର ଉପସ୍ଥାପନା

  • @user-mk9wj6hq3x
    @user-mk9wj6hq3x 2 дні тому +18

    ତୁ ଆଉ ରାଉ ରାଉ ହ ନା ସମସ୍ତେ ଭୋଟ ଦେଇଛନ୍ତି ଆଉ ସମସ୍ତେ ଜାଣିଛନ୍ତି କଣ ହେବା ତୁ ଭାବୁଛୁ ତୁ ଏକା bjp ku ଜିତେଇ ଦେଇଛୁ

    • @rajeshkumarmahanta6359
      @rajeshkumarmahanta6359 День тому

      Se ta kahi ni se jiteichi boli ,tor paduchhi bodhe

    • @user-mk9wj6hq3x
      @user-mk9wj6hq3x День тому

      ତତେ କହିଲି ଯାହାକୁ କହିଲି ସେ କହୁ

    • @ssktv4398
      @ssktv4398 День тому

      ତୋତେ ଏତେ ବାଧୁଛି କାହିଁକି....?

    • @user-go9hq3jv2k
      @user-go9hq3jv2k 22 години тому

      Se bahut bhala katha kahuchhanti tume kanpain jaluchha .....

    • @user-mk9wj6hq3x
      @user-mk9wj6hq3x 21 годину тому

      ଅନ୍ୟକୁ ଆକ୍ଷେପ କରିବାକୁ ଭଲ କୁହାଯାଏ ନାଇ ନିଜେ ନିଜ କର୍ମ କରିଚାଲ ଦେଖିବା ସମସ୍ତେ ଭଲ କହିବେ ଯେତେ କହିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେନି କି ମୋହନ ମାଝି ବିରୋଧୀ ଦଳର ନେତା ହେବେନି ତେଣୁ ଆମେ ନିଜକୁ ଏତେ ଗର୍ବ କରିବା ଠିକ୍। ନୁହଁ କି ନିଜକୁ ଏତେ ମହାନ ଭାବିବା ଉଚିତ୍ ନୁହଁ

  • @rabirajcreatar
    @rabirajcreatar День тому

    ଜୟ ବିଜେପି ସରକାର ଜୟ ମୋଦି ଜି ଜୟ ମୋହନ ମାଝି ବେଷ୍ଟ ଓଡ଼ିଶା ସରକାର 🎉🎉🎉

  • @ashishmohanty6474
    @ashishmohanty6474 2 дні тому +1

    ଓଟିଇଟି ଯୋଗ୍ୟତା ପରୀକ୍ଷା ଫିସ୍ କାହିଁକି ବଢ଼ିଛି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କର ।

  • @MunaMeher-tp1gv
    @MunaMeher-tp1gv 2 дні тому +2

    Welcome Bhai.
    Best information.
    Jay jagannath..🙏🙏🙏

  • @odishafreefiregamers4606
    @odishafreefiregamers4606 2 дні тому +6

    JOB କେବେ ବାହାରିବ?

    • @ChandanKumar-gh6lr
      @ChandanKumar-gh6lr День тому

      Freefire thu durei rohile janiparibo job kete baharichhi

  • @sagarmilikhusi
    @sagarmilikhusi 2 дні тому +5

    Jay jagannath bhai

  • @niharranjanbarik9427
    @niharranjanbarik9427 2 дні тому +1

    ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଲେ ରାଜ୍ୟର ପ୍ରଥମ ବିଜେପି ସରକାର କିନ୍ତୁ ୪୩ ବର୍ଷ ପରେ ରାଜ୍ୟର ମୁଖ୍ୟ ସଚିବ ହେଲେ ଅଣଓଡ଼ିଆ ଅଫିସର। ବି.ଭେଙ୍କଟରମଣ ଶେଷ ଅଣଓଡ଼ିଆ ଅଫିସର ଭାବେ ୧୯୮୦ ମାର୍ଚ୍ଚ ୨୯ରେ ମୁଖ୍ୟ ସଚିବ ଦାୟିତ୍ବରୁ ଅପସାରିତ ହୋଇଥିଲେ।
    #sameonbjp #odiaashmita #ChiefSecretary #nonodia #odisha #india

  • @tlcbishnuprasadgandha7496
    @tlcbishnuprasadgandha7496 2 дні тому

    Bahut badhia

  • @hemendrasingh2043
    @hemendrasingh2043 2 дні тому +16

    ପରିବା ଦର ଟା ବଢ଼ି କି ରହୁ ଚାଷୀ ଙ୍କର ଡବଲ ଆୟେ ହେଉଛି

    • @jagannathmajhiodiapua2018
      @jagannathmajhiodiapua2018 День тому

      ସାର ପିଡ଼ିଆ ମେଡ଼ିସିନ ଯୋଉ ବଢ଼ିଛି ସେଇ ଅନୁସାରେ ପରିବା ବଢିବ ନା

  • @narayanpandit117
    @narayanpandit117 2 дні тому +5

    Jay Jagannath 🙏🙏🙏 Jay shree Ram ❤❤❤

  • @apparaohikaka2944
    @apparaohikaka2944 2 дні тому

    ବହୁତ ଭଲ ଲାଗୁଛି ନୂଆ ସରକାର

  • @Divyanshu-hx7dt
    @Divyanshu-hx7dt 2 дні тому +7

    ଆଛା ଭାଇ ଆମର ନୂଆ ମୂଖ୍ୟ ଶାସନ ସଚିବ କ'ଣ ଜଣେ ବିହାରୀ....? ଆମ ଓଡ଼ିଆ ଅସ୍ମିତା କୁଆଡେ ଗଲା କାଇଁ କହୁନ ତ????😂😂😂😂😂

    • @shaktiprasad5897
      @shaktiprasad5897 2 дні тому

      ତମ question ର answer ଦିଆ ଯିବ ନାହିଁ 😂
      ଦୟା କରି question ପଚାରନି 😂

    • @Truptipm
      @Truptipm 2 дні тому

      ହଁ ଭାଇ ଇଏ କୌଣସି ନେତା ନୁହଁନ୍ତି ଯେ ଯାହାକୁ ହେଲେ seat ରେ ବସେଇ ଦେବେ, 😅😅😅.

    • @shaktiprasad5897
      @shaktiprasad5897 2 дні тому +1

      @@Truptipm Au Odia Asmita 🥺😂

    • @Truptipm
      @Truptipm 2 дні тому +1

      @@shaktiprasad5897 bhai wait and watch... amaku tk wait ta kariba ku heba na.. khali sabu thire birodh ta thik nae na.... janaku aame ete barsa dele. Abe yanku deba.. vala na lagile next au kaha ku change kariba.. sethire kan achhiii j.. !!! ଜୟ ଜଗନ୍ନାଥ !!!

  • @chintamanimoharana2678
    @chintamanimoharana2678 2 дні тому +18

    ଭୁବେଶ୍ବର aripot ଆଦାନୀ କୁ ଟେକି ଦିଆଯିବ, 17କୋଇଲା ଖଣି ନିଲାମ ହେବ,mobile richarge ବଢିଲା ଆକାଶ ଛୁଆଁ ଦରଦାମ,paper liki houe ଲକ୍ଷେ ଲକ୍ଷେ ଛାତ୍ର ଙ୍କ bhabistytta ଅନ୍ଧାର ହେଲା BJP କଣ nakruchi

  • @rabirajcreatar
    @rabirajcreatar День тому

    ବହୁତ ଭଲ ଲାଗିଲା ତମ ଭିଡିଓ ଦେଖିକି ଭାଇ ମୁଁ ତମକୁ ଗୋଟିଏ ଅନୁରୋଧ କରୁଛି ସବୁ ବେଳେ ଠିକ ଆଉ ସତ khabar ରେ ଭିଡ଼ିଓ ଅପଲୋଡ଼ କର ଦେଖିବ channel ଆହୁରି grow କରିବ ଜୟ ଜଗନ୍ନାଥ ଜୟ ବିଜେପି ସରକାର ଜୟ ମୋଦି ଜି ଜୟ ମୋହନ ମାଝି

  • @Sukantdas2646
    @Sukantdas2646 День тому

    ❤❤❤ bahut khusi laguchhi

  • @sunilkar4472
    @sunilkar4472 2 дні тому +20

    ଭତା ୩୦୦୦ ଆଉ ଵିଜୁଳୀ ବୀଲ କୁଆେଡ ଗଲା

  • @ashwinisahu6584
    @ashwinisahu6584 2 дні тому +2

    GOOD 👍 BRAVE LEADER

  • @sagarkumarpal
    @sagarkumarpal 2 дні тому

    Super said bhai, perfect analysis ❤❤👌

  • @BishnuPrasadBehera-st6fm
    @BishnuPrasadBehera-st6fm 2 дні тому +11

    Hmm Bhai eita arambha matra agaku trailer achhi sethi pain ta jio recharge plan badhila, otet form apply bi fee badhila, au panipariba ra rate bi badhila. Dekha agaku kn kn badhichhi. Au odisha kete gariba houchhi .odishare ki bharatare banchiba bohut kasta .bhabuchhi mun mo vote au mo family ra vote guda Padma ku dei bhul karichhi. Mo sahita jie eka mata sie like kara

  • @dj.narayan.gm.08
    @dj.narayan.gm.08 День тому

    ଭାଇ ନବମ ରୁ ଦ୍ଵାଦଶ ପଯ୍ୟନ୍ତ ଛାତ୍ର ମାନଙ୍କୁ ଲାପଟପ୍ ମିଳିବ ବୋଲି ଆମ ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ କହିଥିଲେ କଣ ମିଳିବ ନ ନାହିଁ please ଏହି ବିଷୟରେ ଆଲୋଚନା କରନ୍ତୁ jay hind jay bharat Jay sri ram jay jagannath 🙏🙏🙏

  • @devendrakar1478
    @devendrakar1478 18 годин тому

    Very Good

  • @manojkumarnath1913
    @manojkumarnath1913 2 дні тому

    ଭାଈ ଧନ୍ୟବାଦ୍ ye ଭିଡିଓ ପାଇଁ

  • @LaxmidharaBehera-hc5pi
    @LaxmidharaBehera-hc5pi 2 дні тому +1

    🙏🙏🙏 ଜୟ ଜଗନ୍ନାଥ 🚩🚩🚩

  • @baruncreation8489
    @baruncreation8489 2 дні тому +10

    ହଇରେ BJP କୁକୁର monoj ahuja କୋଉ ଓଡ଼ିଆ ଅସ୍ମିତା କିରେ

    • @bapisadangi3373
      @bapisadangi3373 2 дні тому

      ପାଣ୍ଡୁପେଳଚଟା କିରେ 🐌 ଫାଟିଗଲା କାଟୁଚି ଯୋଜନା ରହିଛି ଲୁଙ୍ଗି ଟେକି ବିଜେଡି ନେତ୍ରୀ ଙ୍କୁ ବେଶ୍ୟା କାର୍ଯ୍ୟ କରିବାପାଇଁ ବାଧ୍ୟ ଖୁସି ତ ଅଳିଆଗଦା ବିଜେଡିଦଳ କୁତାରତଳ ଖାଇବ

    • @balakramtudu6173
      @balakramtudu6173 18 годин тому

      Reply ଦେବନି ଏ ମାଆ ଗିହାଁ BJP ଅନ୍ଧ ଭକ୍ତ

    • @bapisadangi3373
      @bapisadangi3373 17 годин тому

      @@balakramtudu6173 ହୋଇରେ ପାଣ୍ଡୁପେଳଚଟା 🐌 ଗେଣ୍ଡା ଫାଟିଗଲା କାଟୁଚି ଯୋଜନା ରହିଛି ତୋର ଭଉଣୀ ପାଇଁ ତ୍ୟାଗର

  • @asutoshbiswal7173
    @asutoshbiswal7173 2 дні тому +6

    Jai shree Ram 👏👏

  • @aryansmali5482
    @aryansmali5482 День тому +1

    praise the Lord brother christians manonka pai konn koribe

  • @pherichibaluarabana
    @pherichibaluarabana День тому

    ଗୋଟେ ମାସ ରେ ଗୋଟେ କାମ ହଉ

  • @bhagyabatimajhi2360
    @bhagyabatimajhi2360 2 дні тому +1

    Jaya jagannatha bhai

  • @rajumajhi185
    @rajumajhi185 День тому

    Veri good video

  • @lasmarndi439
    @lasmarndi439 2 дні тому

    Good news

  • @nirojputelputel
    @nirojputelputel 19 годин тому

    Good 👍

  • @kalpatarugauntia2942
    @kalpatarugauntia2942 День тому +1

    Kire ଦରଦାମ, ନିଯୁକ୍ତି, ପେଟ୍ରୋଲ ଦର,ବିଜୁଳି, ର ସମାଧାନ କେବେ 😢

  • @user-uq1fg1eu2m
    @user-uq1fg1eu2m 2 дні тому +1

    Thank you Bhai

  • @suchismitajyoti3242
    @suchismitajyoti3242 2 дні тому

    Thanks bhai

  • @sangramkishoreojha7837
    @sangramkishoreojha7837 День тому +2

    ଆରେ ମାଘିଆ ପନିପରିବା କେତେ rate ହେଲାଣି ଜାଣିଚୁ ନା ଜାଣିନୁ... ଲୋକ କଣ ଖାଇବେ କେମିତି ବଂଚିବେ... ସେ କଥା ସରକାର କୁ ଜଣା

  • @manojmohanty7368
    @manojmohanty7368 2 дні тому +10

    ଓଡ଼ିଆ ଅସ୍ମିତାରା ଦ୍ୱାହି ଦେଉଥିବା ଦଳ କଣ ଓଡିଶାରୁ ବା କୌଣସି ଓଡ଼ିଆକୁ chief secretary କରିବାକୁ ପାଇଲେନି...... ମନୋଜ ଆହୁଜାଙ୍କୁ କେନ୍ଦ୍ରରୁ ପଠା ହେବାରୁ ମୁଣ୍ଡପତି ସାଦରେ କୌଣସି ପ୍ରତିକ୍ରିୟା ନ ଦେଇ ଗ୍ରହଣ କରିନେଲେ 😂😂

    • @user-go9hq3jv2k
      @user-go9hq3jv2k 22 години тому

      Pradeep jena nka tweet bodhe dekhiba chief secretary advice dianti tanka katha mantri mandal rakhile rakhibe nahele nahi.......

  • @archanasatapathy9392
    @archanasatapathy9392 День тому

    Jay jagannath 🙏🏼👌🏼

  • @gelusahoo9430
    @gelusahoo9430 2 дні тому +2

    300 unit electric bill kebe free deba

  • @dalumahakud2723
    @dalumahakud2723 2 дні тому

    ଆପଣ ଙ୍କୁ ଅନୁରୋଧ ଚୋର ମାନଙ୍କୁ କାର୍ଯ୍ୟନୁଷ୍ଠାନ ନିଆଯାଉ 🙏🙏

  • @subhamdash2047
    @subhamdash2047 2 дні тому +3

    Bhai bahut bhala kama karucha ....tomoku vetibaku chahunchi ...Jay Jagganatha

  • @b.creative9360
    @b.creative9360 2 дні тому +5

    Jay jay sri ram 🚩🚩

  • @user-ei7cx5oq3r
    @user-ei7cx5oq3r 2 дні тому

    ଭୁବନେଶ୍ୱର ର ଜଳ ନିଷ୍କାସନ ସମସ୍ୟା ସମାଧାନ ପଦକ୍ଷେପ ନେଲେ ରାଜ୍ୟ ଏବଂ ରାଜଧାନୀ ବାସୀଙ୍କ ମନ ଜିଣିବା ସହ ଦୀର୍ଘ ଆୟୁଷ ହେବ BJP ର l ଜୟ ଜଗନ୍ନାଥ / ଶ୍ରୀରାମ ଜୟ ଓଡିଶା / ଭାରତ l

  • @Ramesh.marndi
    @Ramesh.marndi 2 дні тому

    Bahut.bhalakatha.kahilabhai

  • @udaynathray4251
    @udaynathray4251 2 дні тому +11

    ପାଣ୍ଡିଆନ ହଜାର ହଜାର କୋଟି ଟଙ୍କାର ଓଡ଼ିଆ ରାଜସ୍ବ ହଡ଼ପ କଲା. ପାଣ୍ଡିଆନ ବିରୁଦ୍ଧରେ ଯଥାଶୀଘ୍ର ପଦକ୍ଷେପ ନିଆଯାଉ

    • @gopinathdehury5745
      @gopinathdehury5745 2 дні тому +2

      R8

    • @marndibabuproductioncuttac8337
      @marndibabuproductioncuttac8337 21 годину тому

      ଆଉ neet exam scam ହେଲା ସେଇଟା କାହା ଉପରେ ଆକ୍ସନ ନିଆଁ ଯିବ କୁହ ମାଘିଆ ମୋଦି

  • @metraveler
    @metraveler День тому +1

    ଓଡ଼ିଆ ଅସ୍ମିତା କୁଆଡେ ଗଲା??

  • @lira_vloger
    @lira_vloger 2 дні тому +1

    ସେପଟେ ଖଣି ବିକ ଗଲାଣି ,,, ଏୟାରପୋର୍ଟ ବିକା ହବ ଅବସ୍ଥା ରେ ,,, ଆସୁ ଆସୁ ବିକା ବିକୀ start ଛି ଛି Ban BJP

  • @hemaraj108
    @hemaraj108 2 дні тому +1

    Jai shree ram to all sanatani

  • @user-eg7ii7nb6p
    @user-eg7ii7nb6p 2 дні тому +4

    ସତ କଥା ❤

  • @sadanandmohanty3537
    @sadanandmohanty3537 2 дні тому +1

    Jay jagannath 🙏🙏🙏🙏🙏

  • @PitamFN
    @PitamFN 2 дні тому

    Very good ❤❤🎉🎉🎉🎉

  • @joshopatel5086
    @joshopatel5086 2 дні тому

    Vary good mohan sarkha

  • @Sdmusiczonev2
    @Sdmusiczonev2 День тому

    ଭାଇ ସବୁ ରେଟ୍ ଆକାଶ ଛୁଆଁ ହେଉଛି ସବୁ ଜିନିଷର ଦର ଦାମ କେବେ କମିବ ଚାଉଳ କୁ ଗରିବ ଲୋକ ହାତ ମାରିବା କୁ ଡର ଲାଗୁଛି ନୂଆଁ ସରକାର ଆସିଲା ପରେ ସବୁ ରେଟ୍ ଖାଲି ବଡୁଛି ଆମକୁ ଖାଇବାକୁ ଚାଉଳ 40ଟଙ୍କରେ କିଣିଲା ବେଳକୁ g ଫାଟି ଯାଉଛି

  • @STATUSKING-uq2sf
    @STATUSKING-uq2sf 2 дні тому

    Very nice 👍

  • @rajkumarmondal3085
    @rajkumarmondal3085 2 дні тому +1

    Right brother

  • @hiramanimahanta2362
    @hiramanimahanta2362 2 дні тому +1

    Ja hau aji a sabu suni dhanya

  • @mitrabhanunaik9415
    @mitrabhanunaik9415 День тому

    Jai jagannath

  • @dharmyodha4083
    @dharmyodha4083 День тому

    ଉତ୍ତମ

  • @lipipuspapriyadarshini1022
    @lipipuspapriyadarshini1022 2 дні тому

    Bro apananka video bahut bhala laguchhi.good person good human being always support justice.you are absolutely a justice full social talker and spreads well social things among human beings and creates social awareness . Good job bro. Long live.

    • @himansumandal7215
      @himansumandal7215 2 дні тому

      @@lipipuspapriyadarshini1022 totally biased social talker ,if you don't believe, you can watch full play list , and I am not a bjp hater or any party hater and also not a supporter of any party.....

  • @SstarRajesh
    @SstarRajesh 2 дні тому

    Good job Bhai ❤❤❤❤🎉🎉🎉🎉

  • @user-kj9pf2nl5w
    @user-kj9pf2nl5w 2 дні тому +5

    ❤❤❤❤❤

  • @user-kg3ow6ot3e
    @user-kg3ow6ot3e 2 дні тому +4

    Supar

  • @BalarambhatraBalaram-wc5tp
    @BalarambhatraBalaram-wc5tp День тому

    ସବୁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ସେଠାରେ

  • @metraveler
    @metraveler День тому

    ଆଉ ଭାଇ ନୂଆ ମୁଖ୍ୟ ଶାସନ ସଚିବ ବିଷୟରେ କଣ କହିବେ???

  • @SaritaMallik-fj8wb
    @SaritaMallik-fj8wb День тому

    ଆଗକୁଦେଖ କଣ କଣ ହେଉଛି ଭାଇରେ ମେଘ ଗରଜିଲେ କିଛିହେବନି ବରସା ହେବା ଦରକାର

  • @user-re4fv1vl4i
    @user-re4fv1vl4i 2 дні тому +2

    300 unit

  • @RajeevkumarNayak-br2fm
    @RajeevkumarNayak-br2fm 2 дні тому +1

    JAY JAGANNATH 🚩

  • @indiangrow2376
    @indiangrow2376 День тому +1

    ଦୋମ ଅଛି ତୋ ଦର ଦାମ ବଢୁଛି ସେ ବିଷୟରେ ଭିଡିଓ ବୋନା ଆଉ

  • @user-qs3yo7dl7d
    @user-qs3yo7dl7d 2 дні тому

    Bohut bhalo CM bhai

  • @user-gq4yk4ut5v
    @user-gq4yk4ut5v 21 годину тому

    Right

  • @asgameng.2562
    @asgameng.2562 2 дні тому +2

    Ye khali kn kn hauchi bjp ra paisa khaiki 😂😂😂😂

  • @TUMBHAIVLOG
    @TUMBHAIVLOG День тому

    ଉନ୍ନତି ହେଇଛି ସେଗୁଡିକ ହେଲା-
    1- ପନିପରିବା ର ଦାମ
    2-ମୋବାଇଲ ରିଚାର୍ଜ
    3-ସାର୍ଟିଫିକେଟ ଅନଲାଇନ ଡାଉନଲୋଡ଼ Rs-500
    *ଆଉ ଯାହା ବାକି ରହିଲା ଆପଣ ମାନେ ମନେ ପକେଇବେ!

  • @ashiskumarbehera6185
    @ashiskumarbehera6185 15 годин тому

    ହଁ ପୁରା ସତ.... ନହେଲେ ୫ଦିନ ମଧ୍ୟରେ ଏକ ଲକ୍ଷ୍ୟ ଲୋକଙ୍କୁ ମିଶିବା କଣ କମ କଥା କି ଜଗତ ଟାଉଟର ଏ ମିଡ଼ିଆ ଵାଲା l ଖାଲି ଗ୍ୟାରେଣ୍ଟି ଗ୍ୟାରେଣ୍ଟି କହି ଚାଲିଲେ l 😂😂😂😂😂

  • @milibahalia6294
    @milibahalia6294 2 дні тому +3

    ଠିକ୍

  • @gopalsankhual3721
    @gopalsankhual3721 2 дні тому +1

    Madichalo Bhai so thanks

  • @ashisswain8499
    @ashisswain8499 День тому

    Right bhai