ମନୋଜ ଆହୁଜା ଓ ଓଡ଼ିଆ ଅସ୍ମିତା || କଣ କହିଲେ ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ || newsroom ||

Поділитися
Вставка
  • Опубліковано 28 чер 2024
  • ମନୋଜ ଆହୁଜା ଓ ଓଡ଼ିଆ ଅସ୍ମିତା || କଣ କହିଲେ ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ || newsroom ||
    #newsroom #manoranjanmishra #odisha #breakingnews #trending #bjd #bjp #congress #sahadevsahoo #chiefsecretary #cmmohanmajhi

КОМЕНТАРІ • 201

  • @user-fb8fb5qc2n
    @user-fb8fb5qc2n 2 дні тому +9

    ପ୍ରଧାନ ମନ୍ତ୍ରୀ ଗୋଟେ ମୂର୍ଖ ।

  • @brpalai9015
    @brpalai9015 2 дні тому +6

    Modi hauchhi 1 number ghara bhanga loka ta 😂😂
    Nija party pain se jete chhota au nichha politics kari hi paribe ...
    So se only chai bala au chai bala mind
    Se INDIA ra PM jadi huante 😂😂
    Didi o didi
    Kaha ku bidhawa kahi nathanta 😂😂😂

  • @bichitranayak6427
    @bichitranayak6427 2 дні тому +6

    Sahadeb sahu bjp ku support karuchi

  • @LabaKaralia
    @LabaKaralia 2 дні тому +15

    ଆପଣଙ୍କର କଥା ଅନୁସାରେ ଯଦି ଅଣ ଓଡ଼ିଆ ଆଇଏଏସ୍ ଅଫିସର ମୁଖ୍ୟଶାସନ ସଚିବ ରହିପାରିବେ ତାହାହେଲେ bjp କାହିଁକି କହୁଥିଲା ଓଡ଼ିଆ ଅସ୍ମିତା କଥା

  • @rojalinsamal9561
    @rojalinsamal9561 2 дні тому +15

    ସହଦେବ ସାହୁ ଜଣେ ବରିଷ୍ଠ ଅଧିକାରୀ ହୋଇପାରନ୍ତି ପରନ୍ତୁ ନିରପେକ୍ଷ ନୁହଁନ୍ତି।ସେସବୁସମୟରେ ବିଜେପି ସପକ୍ଷରେ କୁହନ୍ତି।

    • @ranjansamal4782
      @ranjansamal4782 2 дні тому

      Sahadeba sahioo kahanta pandian jouthi gale tanka ghar tanka vabi bantubthile na cyanide basu thillaki ate magana khia hele chaliba

    • @dibyaranjan3454
      @dibyaranjan3454 23 години тому +1

      ପାଣ୍ଡିଆ ପୁରା ବ୍ୟବସ୍ଥା କୁ ହାଇଜାକ୍ କରି ନେଇଥିଲା, ଆଉ ଆହୁଜା ଙ୍କ କାର୍ଯ୍ୟ ସେମିତି ହେବନି ବୋଲି ଆମେ ଆଶା କରୁଛୁ। କାମ କରନ୍ତୁ ଜଣା ପଡିବ

  • @BibhutiDalei-hz7xs
    @BibhutiDalei-hz7xs 2 дні тому +3

    ହେ! ଏଇଟା ବାଳ କହିବ ଯେ ଆମେ ଶୁଣିବୁ !!!!!

  • @bibhuprasadpradhan8968
    @bibhuprasadpradhan8968 2 дні тому +5

    Manoranjan sir apana ganatantra ra rakhya karantu odia asmita bjp ku bujhantu

  • @SMILAN_143
    @SMILAN_143 2 дні тому +6

    କଣ ଚାଲିଛି ଏଠି ଅତି ଫାଲତୁ ରାଜନୀତି 😂😂😂😂😂

  • @RajkumarDas-uj5nt
    @RajkumarDas-uj5nt 2 дні тому +6

    Aita kana BJP ra Odia asmita

  • @bijayraja
    @bijayraja 2 дні тому +9

    ଓଡ଼ିଶାରେ ଓଡ଼ିଆ ଲୋକଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ସାଧାରଣରେ ଓଡ଼ିଆ ଅସ୍ମିତା ବୋଲି ବୁଝାଯାଏ. ଏହା ବିଭିର୍ଣ୍ଣ ଆଳରେ କ୍ଷୁର୍ଣ ହେବାକୁ ଦିଆଯିବା ଠିକ କି ?

    • @skshitish
      @skshitish 2 дні тому +1

      ଧନ୍ୟ ତତେ ଓଡ଼ିଶା ବାସୀ କେମିତି ହେଲୁ

  • @bkssofficial698
    @bkssofficial698 2 дні тому +4

    ଓଡ଼ିଆ ଅସ୍ମିତା ବିଜେପି ର ଝିଅ ବିଜେପି ଜନମ କରିଛି
    ତା ଝିଅ କୂ ଯଦି ବାହାର ଲୋକ ଯେ କେହି ଗେ.......ଲେ
    ତାକୁ କିଛି ବାଧଉନାହିଁ ତ ଆମର କିଛି କହିବାର nahi

  • @biswajitbehera4132
    @biswajitbehera4132 2 дні тому +4

    Pandian sir please come back.i like pandian sir

    • @chandrakantibehera9413
      @chandrakantibehera9413 2 дні тому

      Right 👍

    • @dibyaranjan3454
      @dibyaranjan3454 21 годину тому +1

      ୫ଟି ନାମରେ ଏକ ମିଛ କ୍ଷେତ୍ର ପ୍ରସ୍ତୁତକରି ପ୍ରଚୁର ଟଙ୍କା ବଟି ଆଦାୟ କରିବେ

  • @bibhutibhushandhall7659
    @bibhutibhushandhall7659 2 дні тому +6

    Where are Manoj Mishra in Pandian time

  • @allodiatech1913
    @allodiatech1913 2 дні тому +3

    ଦେଖରେ ମେଣ୍ଢା ପଲ, ସେତେବେଳେ ପଣ୍ଡିଆନ କୁ ଅଣଓଡିଆ ବୋଲି ନିର୍ବାଚନ ରେ ପ୍ରସଙ୍ଗ କରି ମୋଦି ନାରାରେ ଭାସିଲ, ଏବେ କଣ କରିବ ! ଏ ତୋ ସୁରୁବାତ ହେ....
    ଆଗେ ଆଗେ ଦେଖୋ ହୋତା ହୈ କ୍ୟା !

  • @shantatripathy9312
    @shantatripathy9312 2 дні тому +3

    Modi ka n bhagaban dia jaha kahibe sabu bele thik

  • @pitambarpradhan6348
    @pitambarpradhan6348 2 дні тому +9

    ଏଇ ବୁଢ଼ା ଦିନେ କହୁଥିଲା ଅଣ ଓଡିଆ ଶାସନ କରୁଚି ବିଜେଡ଼ି but ଆଜି ଅଣ ଓଡିଆ ଶାସନ କରିବେ ବିଜେପି ଓଡିଆ ଅସ୍ମିତା କୁଆଡେ ଗଲେ
    ମିଛୁଆ ସରକାର ବିଜେପି ସୁପର୍ ମିଛୁଆ ସବୁ ଆଦାନୀ କୁ ଦେଇଦେବେ ଏୟାରପୋର୍ଟ ଖଣି ଓଡ଼ିଶାରେ ଯାହା ବି ଅଛି ସବୁ ଆଦାନୀ କୁ ଦେଇଦେବେ ସମୟ କୁ ଅପେକ୍ଷା କର
    ସୁପର୍ ମିଛୁଆ ବିଜେପି

  • @jyotimohanty8106
    @jyotimohanty8106 2 дні тому +3

    Odisha Asmita ku Dhoka

  • @manojkumardas1991
    @manojkumardas1991 2 дні тому +7

    There is no class of ashmita here. It came when someone tried to take control from back door, unethically.

  • @gopalkrishnapattnaik5313
    @gopalkrishnapattnaik5313 2 дні тому +2

    MANOJ AHUJA SPEAKS ODIYA VERY WELL.. HE IS ODISHA CADRE VERY GOOD OFFICER. ODIA OFFICER HAS ALSO APPOINTED AS CHIEF SECRETARY OF OTHER STATE..ASMITA IS NOT APPLICABLE FOR IAS OR IPS OFFICERS. ASMITA IS APPLIED FOR POLITICIANS..

    • @SuperBichitra
      @SuperBichitra 2 дні тому

      Tate bjp tanka dauchi kire comment kariba pain .... aau bjp ku defend kari odisha ra ga@_di Maria pain

  • @pravashmishra1178
    @pravashmishra1178 2 дні тому +3

    ସହଦେବ ସାହୁ ବିଜେପି ଆ ଙ୍କ ମାନସିକତା ବିଜଡ଼ିତ ବ୍ୟକ୍ତିତ୍ଵ ବୋଲି ପ୍ରମାଣିତ ହେଉଛି 😢

  • @apartimoharana2763
    @apartimoharana2763 2 дні тому +3

    ଆପଣ କଲେ ଲୀଳା
    ଆଉ କିଏ କଲେ କିଳା

  • @ratikantarout5082
    @ratikantarout5082 2 дні тому +7

    ତୁମେ କଲେ ନିଳା ଆମେ କଲେ କିଳା

  • @bibhutibhusanmahapatra4662
    @bibhutibhusanmahapatra4662 2 дні тому +1

    No harm. He is a very effective officer and governed by the all india service rule. Since he represents the odisha cadre and has served the state for a long period , it is expected that he can serve the state more effectively. Hope for the best.

  • @balaramsahoo4850
    @balaramsahoo4850 2 дні тому +3

    ସହଦେବ ସାହୁ ବୋଧେ ଠିକ୍ କହୁ ନାହାଁନ୍ତି

    • @amagiha1046
      @amagiha1046 2 дні тому

      Sahdev gote Banda khai pagela

  • @amitprogrammer4847
    @amitprogrammer4847 2 дні тому +3

    बीजेपी र ये मनोज आहूजा ये पुरा khanti ओडिया

  • @user-rh5zt3tz9u
    @user-rh5zt3tz9u 2 дні тому +9

    ବି ଜେ ପି ଖାଲି 6 ମାସେ ସରକାର ଚଲଉ ,ବି ଜେ ଡି ଶାସନ କରୁଥିଲା ବି ଜେ ଡି ଶାସନ କରିବ ,ବି ଜେ ଡି ର ଦବ ଦବା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ରହିବ ,ବି ଜେ ପି ବାଲା ଅନେଇ ଥିବେ ବି ଜେ ଡି କାମ କରି ଚାଲିବ

  • @BirendraPardia-xe5cz
    @BirendraPardia-xe5cz 2 дні тому +1

    ବହୁତ ବଢିଆ ହେବ

  • @alokaranjandash9853
    @alokaranjandash9853 2 дні тому +4

    IAS Officer ମାନେ ତାଙ୍କ କର୍ତ୍ତବ୍ୟ କରନ୍ତୁ ରାଜନୀତି ନୁହେଁ, ଯେଉଁ ରାଜ୍ୟରେ କାମ କରୁଛନ୍ତି ସେ ରାଜ୍ୟ ହିତ ପାଇଁ କାମ କରନ୍ତୁ । ଏହା ହିଁ ଆଜିର ଆଲୋଚନାର ଓଡ଼ିଆ ଅସ୍ମିତା ।

    • @brpalai9015
      @brpalai9015 2 дні тому

      Aamara kichhi kahibara nai bhai .. ana odia ias rule karu ..
      Bt bjp kn pain asmita ana odia katha utheila ... Agaru kie ki kou dala utheithila ki 😂😂😂😂

    • @chandrasekharsamal9176
      @chandrasekharsamal9176 2 дні тому

      Ehi katha kie kahuchi,lajya lagiba katha.

    • @alokaranjandash9853
      @alokaranjandash9853 2 дні тому

      @@chandrasekharsamal9176 ଠିକ୍ କଥା କହିବା ଲୋକକୁ କାହିଙ୍କି ଲାଜ ଲାଗିବ

  • @user-dz8mv8vs1x
    @user-dz8mv8vs1x 2 дні тому +2

    Sabu odisa
    Lokamanku bahar state ru return anatu and sabu non odia Ku fereidiantu nija rajiyaku

  • @Abirachandramajhi
    @Abirachandramajhi День тому

    ଏଠି କଥା ହେଲା ଆହୁଜା ଜଣେ IAS officer ଓଡ଼ିଶାରେ ଚାକିରୀ କରୁଛନ୍ତି କିନ୍ତୁ ପାଣ୍ଡିଆନ୍ ଚାକିରୀ ଛାଡ଼ି ମୁଖ୍ୟମନ୍ତ୍ରୀ କୁ କିମିଆ କରି ରଖିବା ସମାନ କଥା ନୁହେଁ ।

  • @dolagobindasahoo9267
    @dolagobindasahoo9267 2 дні тому +23

    ଜଣେ ଅଣ ଓଡ଼ିଆ ଯଦି ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବେ,ତାହା ହଉଛି ଓଡ଼ିଆ ଅସ୍ମିତା ।କିନ୍ତୁ ଯଦି ଜଣେ ଅଣ ଓଡ଼ିଆ ନିଜ ସ୍ୱାର୍ଥ ପାଇଁ କାମ କରିବେ ତେବେ ଓଡ଼ିଆ ଅସ୍ମିତା ବାଧା ପ୍ରାପ୍ତ ହେବ ।

    • @amagiha1046
      @amagiha1046 2 дні тому +7

      Hn re vaunigiha to maa bia re gujurati kukura gehile Vada kete nouchu

    • @brpalai9015
      @brpalai9015 2 дні тому +3

      Ba ba re ... Tame kemiti sure se ana odia join hau hau tame taku certificate dei dela 😂😂😂

    • @chandrasekharsamal9176
      @chandrasekharsamal9176 2 дні тому +2

      Jetak bhakua tum mane.

    • @AnantaNayak-ng3ke
      @AnantaNayak-ng3ke 2 дні тому +3

      Well done pandian sir

    • @quest138
      @quest138 2 дні тому +2

      ତମକୁ ହିଁ କୁହାଯାଏ ଗୋବରା ସଂଗଠନର ଫେକୁ. ଅନ୍ଧଭକ୍ତ #ଛି ଅଲଜ୍ୟା 😭😭😭😭

  • @dibyaranjan3454
    @dibyaranjan3454 22 години тому +1

    ପାଣ୍ଡିଆ ମୁଖିଆଙ୍କୁ ନିଶା ଦେଇ ଶାସନ ବ୍ୟବସ୍ଥା କୁ କବଜ୍ଜା କରିନେଇଥିଲା। ଜନପ୍ରତିନିଧୀ ଗୈଣ ମନେକରୁଥିଲେ, ସେମାନଙ୍କର କାର୍ଯ୍ୟ କରିବାର ସ୍ବାଧୀନତା ନଥିଲା।ପାଣ୍ଡିଆ ଏଇ ଦିଚାରିଟା ଯୁବନେତାଙ୍କୁ ହାତ ବାରିସୀ କରି ଓଡିଶା ଟାକୁ ପୁରା କବଜ୍ଜା କରିନେଇଥିଲା।ରାଜ୍ୟର ସବୁ କ୍ଷେତ୍ରରୁ ପ୍ରଚୁର ମାତ୍ରାରେ ବଟି ଆଦାୟ କରୁଥିଲେ ୫ଟି ନାମରେ ।କୈଣସି ଅଫିସର ପିଣ୍ଡିଆ ବିନା ଅନୁମତିରେ କୈଣସି ବି କାର୍ଯ୍ୟ କରି ପାରୁନଥିଲେ, ପାଣ୍ଡିଆ ବିନା ଅନୁମତିରେ ରାଜ୍ୟର ପତ୍ରଟିଏ ବି ହଲେଇ ଦେଉନଥିଲା, ଓଡିଶାରେ ଓଡିଆଙ୍କ ସ୍ବାଧୀତନା ଛଡେଇ ନିଆଯାଇଥିଲା। ରାଜ୍ୟର ଭଲ ପାଇଁ ଯିଏ ପଦିଏ କହିଲା ତାକୁ ଜେଲ୍ ରେ ପୁରେଇଲେ।ଗଣତନ୍ତ୍ର ର ହୁଲିଆକୁ ପୁରା ପରିବର୍ତ୍ତନ କରିଦେଇଥିଲା ପାଣ୍ଡିଆ, ଓଡିଶାର ସର୍ବେସର୍ବା ଭାବିନେଇଥିଲା ପାଣ୍ଡିଆ। ୫ଟି କରି ୫ତାମିଲ୍ ଓଡିଶାଙ୍କୁ ଓଡିଆଙ୍କୁ ଲୁଟ୍ କରୁଥିଲେ।ସେଇଥିପାଇଁ ଓଡିଆ ଅସ୍ମିତା କଥା ଉଠିଥିଲା ରାଜ୍ୟରେ। ଜଣଙ୍କର କାର୍ଯ୍ୟ ସୈଳି କୁ ଦେଖି ଓଡିଆ ଅସ୍ମିତାର କଥା ଉଠିଥିଲା ଜଣଙ୍କର ନିଯୁକ୍ତି କୁ ନେଇ ନୁହଁ

  • @gangadhardash3430
    @gangadhardash3430 2 дні тому

    🎉🎉🎉

  • @babajeesamal6821
    @babajeesamal6821 День тому

    ଆଜ୍ଞା ମୁଁ କହିବି ଅସ୍ମିତା କେବଳ ଓଡ଼ିଆ ଭାସା ,ଓଡିଶୀ ସଂଗୀତ, ପାଇକ ବିଦ୍ରୋହ ଇତ୍ୟାଦି ରେ ଅଛି। ମହା ନଦୀ କଥା ।ପ୍ରଥମେ ମୋଦି ଏସବୁ ପ୍ରସଙ୍ଗ ରେ କା ମ କରିବା ଦରକାର।

  • @caranjanksahoo
    @caranjanksahoo 2 дні тому

    ସହଦେବ ସାହୁ ସାର୍, ଏ କି ପ୍ରଳାପ, ରାଜ୍ୟ ଅସ୍ମିତା, ପୁଣି ଦେଶ ଅସ୍ମିତା, ହା ହା

  • @user-fq5gb9ep9e
    @user-fq5gb9ep9e 2 дні тому

    ଆମରି ଭାଷାରେ ଆମ ସାସନ
    ନ କଲେ ପୁଣି ଯିବେ ମୋହନ ।
    ମନୋଜ ବାବୁ,ଆପଣ ଓଡିଆ ଆମ ର ପୁର୍ବତନ ସାସନ ମୁଖ୍ୟ ବି ଓଡିଆ,ଆପଣଙ୍କର ଓଡିଆ ଭାଷା ଆମେ ଶୁଣି ପାରୁଛୁ ଓ ବୁଝି ପାରୁଛୁ ସେପରି ଆମ ମାତୃ ଭାଷାକୁ ସରକାରଙ୍କର କାର୍ଯ୍ୟାଳୟର ମୁଖ୍ୟ କାମ ହେଉ ।ଆମ ଭାଷାରେ ଆମ ସାସନ କାର୍ଯ୍ୟ ଚାଲୁ ।

  • @debiprasadmishra2699
    @debiprasadmishra2699 День тому

    ମୋଦୀ ଜାଣନ୍ତି ଖେଳ ଆଉ ପ୍ରେମ ରେ ନିୟମ ନାସ୍ତି। ଲକ୍ଷ୍ଯ ହାସଲ ହେବାର ଅଛି।

  • @user-fq5gb9ep9e
    @user-fq5gb9ep9e 2 дні тому

    ମନୋଜ ବାବୁ ଏ ଦୁନିଆଁର ସର୍ବ ଶ୍ରେଷ୍ଠ ସାମ୍ବାଦିକଙ୍କ ଭିତରେ ୧ ନମ୍ଭର ମୋ ନିଷ୍ପତି ରେ ।

  • @Kalpataruyatratadka
    @Kalpataruyatratadka 2 дні тому +2

    Pandian kaha bhalia kama karuthila

  • @user-mz6ge2gm9f
    @user-mz6ge2gm9f 2 дні тому +1

    BJP kana odia asmita kahiba.

  • @user-zf8jo6ut4h
    @user-zf8jo6ut4h 22 години тому

    ସହଦେଵ ସାହୁ କଣ କହିବେ ଓଡିଶା ର ଓଡ଼ିଆ ଯାହା କହିବେ ତାହା ହବ ସେ କଣ କହିବେ

  • @sagarnaik5508
    @sagarnaik5508 День тому +1

    Pandian Jane political leader,se odisha govt ku hadap karibaku try Karu thila.

  • @bishnucharantripathy8938
    @bishnucharantripathy8938 День тому

    Is journalists are neutral? Please honestly speak Mr Mishra, are Indian print and electronic media people not supporting BJP 😢 blindly?

  • @user-xq3nn6ze6k
    @user-xq3nn6ze6k 2 дні тому

    Effective news 🙏👌

  • @nrusinghlenka7937
    @nrusinghlenka7937 2 дні тому +1

    Setebele kuade jaithile jetebele Modi Amit saha au dharmendra Pradhan kahuthile.bharat heichi one nation ame sabu indian.ethi asmita ra katha uthei politics karucha .sei asmita bjp ku jabab Dena.wait kara.

  • @sudhansugantayet2786
    @sudhansugantayet2786 2 дні тому +1

    Sahadev sahoo kana kahuchanti se janinahanti
    People were expecting an odia chief secy

  • @raghunandanmishra1318
    @raghunandanmishra1318 17 годин тому

    By the name of Asmita can we change to odiya chief justice in High Court

  • @GaganSamantaray-kl2cp
    @GaganSamantaray-kl2cp 2 дні тому

    Pandian tried to be head of odisa and did not allow MLAs and people of odisha to meet CM.He distributed tickets in election, even didn't allow to stage of political meeting.

  • @nayaksacademy8154
    @nayaksacademy8154 День тому

    Odia Asmita is applicable in case of CM not for Govt servants according the law.it should known by everyone.

  • @user-tt1qh5ye9l
    @user-tt1qh5ye9l 2 дні тому

    Great interview

  • @sureshchandradas88
    @sureshchandradas88 2 дні тому

    Odia ashmita issue with VK Pandian is different . It has nothing to do with Manoj Ahuja, the newly appointed CS . Do end this topic now

  • @quest138
    @quest138 2 дні тому

    ମଉସା ଜଣଙ୍କ ୬୦ବର୍ଷ ଯାଏଁ ଚାକର ରହି ରହି ଅବସର ପରେ ମଧ୍ୟ ଚାକରାମି ଓ ଗୋଲାମୀଗିରି ଭୁଲିପାରୁନାହାଁନ୍ତି। ଖାଲି କୁହାଯାଇଛି ନା କୁକୁର ଲାଙ୍ଗୁଡ଼ ୧୨ବର୍ଷ ପରେ ବି ବଙ୍କା।

  • @PrasantaMohapatra-yg8fo
    @PrasantaMohapatra-yg8fo 2 дні тому +1

    ଓଡ଼ିଆ ଅସ୍ମିତା କୁ ନେଇ ଅନେକ ଵାଜ୍ଯେ ଚର୍ଚ୍ଚା ନ ହେବା ଉଚିତ୍। ଓଡ଼ିଆ ଅସ୍ମିତା କୁ ବିଜେଡି ଅନେକ ଉପହାସ କରିଥିଲା,।ଯାହା ଅତ୍ୟନ୍ତ ଅ ସହିଷ୍ନୁ ହୋଇ ଯାଇଥିଲା।
    ତା ଛଡା ଶ୍ରୀ ଆହୁଜା ଓଡ଼ିଶା କେଡର ର।

    • @jullysamal6626
      @jullysamal6626 2 дні тому

      Bjp ଆଣୁଚି ଓଡ଼ିଶା କାଡ଼ର୍ ଆଉ bjd vk କିଛି କରିନି ଓଡ଼ିଶାରେ ଲଜ୍ଜ୍ୟା ନାହିଁ ରେ ଗୁଣ୍ଡା ଦଳ

  • @ganeswarpanda2367
    @ganeswarpanda2367 2 дні тому

    Modi jaha kahibe Manoj babu Taha karibe Mohan majhi cm playing doll of Modi ji

  • @ambikaaroma2299
    @ambikaaroma2299 2 дні тому

    Now he is very competent may be but when you are raising the issue of odia Asmita why not in Monoj Ahuja's case... Now bjp should answer

  • @user-cu7id5si3p
    @user-cu7id5si3p 2 дні тому

    😂😂Aheuchi modi ra Bjp ra Odia asimita. Michua dala. Modi hatao

  • @AshokPanda-qt4qn
    @AshokPanda-qt4qn День тому

    Dhanyabada sahadeb Sir Apan Sathik Bhabare Bujhei bara Saili re Ame pura Bujhigalu Apana nku Bhagaban Derghau Karithanti Aha Mor Maa Samalei nkar pakhare Prathana 🙏

    • @AshokPanda-qt4qn
      @AshokPanda-qt4qn День тому

      Orissa ku nijar Bhabile Kounasi Asubidha hebananhi Nija Swartha nku Tyagakari Rajya ra Unnati re Dusti denle Asmita ra Kichhi prabhab padinanhi.Modi jee Jane Rajniti Byakti Asmita ame Bujhigalu AME Bharati GotiA Samaste Bharat Matara Santan

    • @AshokPanda-qt4qn
      @AshokPanda-qt4qn День тому

      Manoranjan Babu Dhanyabad Mu Apankar Matare100%Akamata

    • @AshokPanda-qt4qn
      @AshokPanda-qt4qn День тому

      Asmita Bisyare Pratyak Anustanre Charcha heba katha Aha mor Matamata Bahut Sundar Alochana Ghare Ghare Asmita ra Bisayare Charcha hebele Amar Nichhaya Mangal heba Dhanyabad Sir🙏

  • @Binodkumarpanigrahi2187
    @Binodkumarpanigrahi2187 День тому

    ମନ୍ତବ୍ୟ ଠିକ୍ ନୁହଁ, ଏକ ପଖିଆ କଥା କହନ୍ତି

  • @jaherayo6978
    @jaherayo6978 15 годин тому

    BJP 25 ବର୍ଷ ଶାସନ କରୁ ତୁଳନା କରିବା ତାପରେ ଉତ୍ତର ଠିକ୍ ଦେବା😂😮😅

  • @mojibuddinkhan5754
    @mojibuddinkhan5754 2 дні тому

    Ha....ha.....

  • @user-cu7id5si3p
    @user-cu7id5si3p 2 дні тому

    Sahadeba babu tume odia hisabare kahithile bhala hoithanta

  • @heroic_nilko0001
    @heroic_nilko0001 2 дні тому +8

    ଓଡ଼ିଆ ଅସ୍ମିତା ପଣ୍ଡିଆନ ନୁହେଁ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ନଷ୍ଟ ହୋଇଛି।

  • @jullysamal6626
    @jullysamal6626 2 дні тому

    Vk kai rajniti କରିବ କାଇଁ cm ହେବ ତମେ ଦୁହେଁ bi ହାରାମି

  • @madhusudanparida4161
    @madhusudanparida4161 2 дні тому

    This is absolutely baseless comments & violation of Odia Asmita.

  • @jullysamal6626
    @jullysamal6626 2 дні тому

    ତୁ ବୁଢ଼ା ମରୁନୁ ଭୁଲ କହୁଚୁ
    ମୋଦି ଭାବିଲା ମୂର୍ଖ ମୋଦି ସପ୍ତମ
    ତୋ ଆଦର୍ଶ ନାଁରେ ବୁଢ଼ା ହାରାମି

  • @user-cu7id5si3p
    @user-cu7id5si3p 2 дні тому

    Sahadeba babu Bjp katha kahuchanti😢

  • @ganeswarpanda2367
    @ganeswarpanda2367 2 дні тому

    Cm Gujurati or Panjabi hele odia Asmita badhiba. Ha ha odia bahut boka E sabu chatukar of bjp and godi media

  • @babajicharanparida161
    @babajicharanparida161 21 годину тому

    V kPandian was not chief secretary

  • @bishnucharnrana3282
    @bishnucharnrana3282 2 дні тому +4

    ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁଙ୍କ ମତାମତ ବାସ୍ତବଧର୍ମୀ ।

  • @skshitish
    @skshitish 2 дні тому

    ଏ ସବୁ ଗୁଜୁରାତି ଟ୍ରେନିଂ
    ତୁମେ ଦୁହେଁ bjp ର କୁକୁର ଆମେ ଜାଣିଲୁ
    ଏବେ ଲାଗୁଚି ଆମେ bjp କୁ ଭୋଟ ଦେଇକି ଭୁଲ କଲୁ

  • @santilatapanda1386
    @santilatapanda1386 2 дні тому

    Senior sir Bhala kahu chhanti

  • @santilatapanda1386
    @santilatapanda1386 2 дні тому

    BJP neta kahuthile odisha ra odiaa ashmita kathaa Abe Anoodia

  • @Law_justice2020
    @Law_justice2020 День тому

    Aeta political party representative

  • @rabinarayansahoo2237
    @rabinarayansahoo2237 2 дні тому +2

    ଜଣେ ଅଣଓଡିଆ ଅଧିକାରୀ ଯଦି ଓଡିଆଙ୍କ ପାଇଁ କାମ କରି ଓଡିଶାର ସ୍ଵାର୍ଥ ଜଗିଲେ, ଏଠି ଓଡିଆ ଅସ୍ମିତାପାଇଁ ଅସୁବିଧା କ'ଣ ରହିଲା।ଆମ ମୂଖ୍ୟମନ୍ତ୍ରୀ ତ ଓଡିଆ, ଓଡିଆ କହୁଛନ୍ତି।ଆଗରୁ ନବୀନବାବୁ ଓଡିଆ କହିପାରୁ ନଥିଲେ।ପାଣ୍ଡିଆନ୍ ମୂଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ଦେଖୁଥିଲେ।

  • @birakishoresahoo3080
    @birakishoresahoo3080 День тому

    Odia asmita Chief secretary pada upare bicharya nuhen CM pada upare adharita.Jehetu Pandian back door re CM pain chestia heuthile jeuthipain odisha basi asmita katha uthaile boli bhabuchhi.

  • @user-cu7id5si3p
    @user-cu7id5si3p 2 дні тому

    Wow re odisha wow re odia. Athuru jana padila odisha basi ki prkara loke. Amaku tamili, panjbi agaku akiy sasana karibe dekha jiba

  • @dukhishyampradhandukhishya3024
    @dukhishyampradhandukhishya3024 23 години тому

    Narendra Modi jane vibhajanakari ghrunashrustikari rajaneta.Tame Modir chatalu.Modi Odisha ra asmita ku kutharaghat karichhanti Jay Jagannath bande utkal janani.

  • @SanjayaSahoo-bn9uc
    @SanjayaSahoo-bn9uc 16 годин тому

    Sahadeb sir nirapekhya nuhanti

  • @arunkumarbehera9271
    @arunkumarbehera9271 2 дні тому

    Senatagiri. Korebanahin

  • @prahalladpradhan3606
    @prahalladpradhan3606 23 години тому

    Pandia kebe Netahebabpli sopndekhinthile.

  • @mamatasahoo7838
    @mamatasahoo7838 День тому

    Padian, pai, jadi, odia, asmita, gola, vote, nala, aba, BJP, kan, karuchi, monaj, ahuja, kahiki

  • @Bahadhulbariha
    @Bahadhulbariha 22 години тому

    ଚୋର ପୁସି ବିଜେପି bale👍

  • @mohansenapti3526
    @mohansenapti3526 День тому

    Manoj babu apna a sir nku knhiki studio ku dakichhanti a bjp sapoter

  • @user-wi8je1li9t
    @user-wi8je1li9t 22 години тому

    Ea houci odia asmita bjp ra

  • @PanchananNayak-hv2eq
    @PanchananNayak-hv2eq 2 дні тому

    Aparajita bihari asmits

  • @saratchandradash1233
    @saratchandradash1233 2 дні тому

    What is the meaning of odia asmita? Mohan Babu think it

  • @tusarkantanayak6084
    @tusarkantanayak6084 2 дні тому

    ତା ମାନେ ମୋଦି ଭୁଲ ଲୋକ

  • @dukhishyampradhandukhishya3024
    @dukhishyampradhandukhishya3024 23 години тому

    Sahadev BJP ra padachata neta.Jay Jagannath.

  • @pritiranjankusumanjali6544
    @pritiranjankusumanjali6544 День тому

    Pandianmukhya mantri hebaku birod karuthhle se ovar heuthhila

  • @jullysamal6626
    @jullysamal6626 2 дні тому

    ମନୋରଞ୍ଜନ b ଭକୁଆ
    A ବୁଢ଼ା କୁ ସମୁଦ୍ରରେ ଫିଙ୍ଗିଦିଓ

  • @arunkumarbehera9271
    @arunkumarbehera9271 2 дні тому

    Eapandian. Nuhonti. Odia. Osmosmitaku. Mokchibenahin

  • @tusarkantanayak6084
    @tusarkantanayak6084 2 дні тому

    ତମେ ଯାହା କହିବ ବେଦରେ ଗାର

  • @aksahoo346
    @aksahoo346 День тому

    Odia asmita kanhiki uthila 24 barsa hela uthunathila abe kanhiki uthila. Pandian nijaku sarbe sarba vabuthile cm nabin babu nka tharu uchare thile tenu asmita katha uthila.

  • @user-cu7id5si3p
    @user-cu7id5si3p 2 дні тому

    Sahadeba babu modi odia asmita. Akn odia asmita? Tahale pandiya kn tamili sasana kala odisha ku Abe panjap sasan chaliba 😂😂

  • @sibaranjanmahanty3443
    @sibaranjanmahanty3443 2 дні тому +1

    Vk pandian kn odisha pai karanahanti

  • @brpalai9015
    @brpalai9015 2 дні тому

    Ye mahasaya hauchhanti bjp chamacha ... 😂😂 So se mu other news bi dekhichhi only bjp support ku kahibe 😂😂😂

  • @SuruBari
    @SuruBari День тому

    PM sambidhan Jani kahitile na najani kahitile. ....?

  • @santilatapanda1386
    @santilatapanda1386 2 дні тому

    Vote neigale next nei jibe ki

  • @padmacharanpatnaik7959
    @padmacharanpatnaik7959 2 дні тому

    Odiya Asmita absolutely has nothing to do with posting of an non-odiya Chief Secretary to whom science of Public Administration describes as the immediate public servant of the State and its Government headed by the Chief Minister on whom such Asmita is bestowed.The Chief Secretary is always under the instant control of the Chief minister whose only duty under the constitutional framework is to implement and carry out the official guidelines of the Republic of India ie the Central Government and as well as the State Government mainly the cabinet decisions of the State , and for such implementations and implementation of all State laws and rules, the Chief Secretary commands direct control over all the paid servants of the State as the Head of State 's Bureaucracy.
    Odiya Asmita is not related to the chief secretary as an invitee to a function can not command or claim particular food items for him as it is the concern and desire of the host who has invited. No such Asmita can be claimed in derogation of the constitutional norms of the Republic and likewise immatured occasions may arise in future to demand an Odiya Governor and an Odiya Chief Justice in Odisha in the name of such Asmita which is exclusively the concern and subject matter of the political Government of the State.

  • @mohansenapti3526
    @mohansenapti3526 День тому

    Onaodia sahiba abe mukshya sasana sachiba tebe dharmedar babu tamara odisha ashmita kuade gala