ହିନ୍ଦୁ କହୁଥିବା ଲୋକ ପ୍ରକୃତ ହିନ୍ଦୁ ନୁହେଁ, ରାହୁଲଙ୍କ ଭାଷଣ ଶୁଣି ଗର୍ଜି ଉଠିଲେ ମୋଦୀ ଓ ଅମିତ ଶାହ I

Поділитися
Вставка
  • Опубліковано 30 вер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 1,6 тис.

  • @DeepakNaik-z7o
    @DeepakNaik-z7o 3 місяці тому +41

    ବହୁତ ସୁନ୍ଦର ମାଡିଚାଲ ରାହୁଲ ଜୟ କଂଗ୍ରେସ

    • @nmtv3636
      @nmtv3636 2 місяці тому +4

      Jai Congress jindabad Rahul Gandhi madichala🤚🤚🤚🤚🤚🤚🤚🤚🤚🤚👍👍👍👍👌👌👌

    • @ommsaicollectionbbsr867
      @ommsaicollectionbbsr867 2 місяці тому +3

      Only bjp jay hindu🕉️

    • @Bikash_Nayak_11
      @Bikash_Nayak_11 Місяць тому

      ​@@nmtv3636shree ramanku kalpanika kahithiba party 😢

  • @user-pi5ui7qu1x
    @user-pi5ui7qu1x 3 місяці тому +147

    ମା ଘିଆ ଭାସ୍କର news ପୁରା news dekhaunu ବେ ଅଧା news ଦେଖେଇକୀ କହୁଚୁ ରାହୁଲ ଖରାପ୍ ଆମ ଓଡ଼ିଶା ଲୋକଙ୍କୁ ଅନୁରଧ 🙏 ଫୁଲ୍ news କୁ ଦେଖ ପ୍ଲିଜ 🙏🙏🙏🙏🙏

    • @AkshayKumar0506
      @AkshayKumar0506 3 місяці тому +7

      Firoz Khan nati thatu kn aasa kara jai pare. Pappu khan

    • @odishafuction
      @odishafuction 3 місяці тому +1

      Right bhaii❤❤❤❤❤❤❤❤❤❤

    • @kalingaranjan2074
      @kalingaranjan2074 3 місяці тому +5

      ଗୋଟିଏ କିମ୍ବା ଦୁଇଟି ବ୍ୟତୀତ ଓଡିଶାର 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲ ବିଜେପିକୁ ବିକ୍ରି ହୋଇସାରିଛି

    • @Msd588
      @Msd588 3 місяці тому +4

      ରାହୁଲ ଖାନ କହିବ ହିନ୍ଦୁ କିଏ😀

    • @sibasundardassibasundadas1256
      @sibasundardassibasundadas1256 3 місяці тому +1

      କଣ ପୁରା news ଦେଖିବୁ , ହିନ୍ଦୁ ଧର୍ମର ଲୋକ ହିଂସା କରନ୍ତି, ଏଇଟା ଶୁଣିବୁ ଆମେ ସବୁଠୁ ବଡ଼ ଦେଶ ଦ୍ରୋହି ତ ଏ ରାହୁଲ ଗାନ୍ଧୀ

  • @manojkumargarada
    @manojkumargarada 3 місяці тому +14

    ରାହୁଲ ହିନ୍ଧୁ ଧର୍ମକୁ ବିରୋଧ କରୁନାହାନ୍ତି, ସେ ଠିକ କହୁଛନ୍ତି 🙏ରାହୁଲ ଗାନ୍ଧୀ ଜିନ୍ଧାବାଦ 👍

    • @AkshayKumar0506
      @AkshayKumar0506 Місяць тому

      @@manojkumargarada Au kn pathan ku birodh karuchi ki

  • @sakhalovesakhi
    @sakhalovesakhi 3 місяці тому +128

    ଗୋଦୀ ମିଡିଆ ପୁରା ଭିଡିଓ ଉପଲୋଡ କରିବାକୁ ଡର ଲାଗୁଛି କି ଖାଲି ଅମିତ୍ ଶାହା ଆଉ ମୋଦି ର ଫୁଟେଜ ଦେଖାଉଛ ଦମ୍ ଅଛି ତ ପୁରା ଭିଡିଓ ଅପଲୋଡ଼ କର ସତ କଣ ଜଣା ପଡ଼ିବ

    • @sureshakumarnayak7953
      @sureshakumarnayak7953 3 місяці тому

      CONGRESS stands for scam scandal corruption and drama, ye FIROZ KHAN RA GRANDSON MUSLIM MOTHER CHRISTIAN, YE PRO PAKISTAN PRO CHINA

    • @shreyas243
      @shreyas243 3 місяці тому +5

      କାଲି ପଶ୍ଚିମ ବଙ୍ଗରେ ଏତେବଡ କାଣ୍ଡ ହେଇଛି ତମ ବାପା ରବିଶ ଆଉ ଦାଦା ଧ୍ରୁବ ରାଠି କାଇଁ ପଦେତ କହିନାଁହାନ୍ତି

    • @BabluSahu-iv3kp
      @BabluSahu-iv3kp 3 місяці тому +3

      Right

    • @panchpeerofficial874
      @panchpeerofficial874 3 місяці тому +2

      Right

    • @kalingaranjan2074
      @kalingaranjan2074 3 місяці тому +4

      ଗୋଟିଏ କିମ୍ବା ଦୁଇଟି ବ୍ୟତୀତ ଓଡିଶାର 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲ ବିଜେପିକୁ ବିକ୍ରି ହୋଇସାରିଛି

  • @prafullamajhi9979
    @prafullamajhi9979 3 місяці тому +132

    ରାହୁଲ କଥା ବୁଝି ପାରୁନି ଭାସ୍କର

    • @gitanjalipanda1480
      @gitanjalipanda1480 3 місяці тому +7

      ତୁମେ ବେସି ବୁଝାଅନି ଭାଈ😠

    • @AkshayKumar0506
      @AkshayKumar0506 3 місяці тому +6

      Firoz Khan nati Rahul Khan kn kahuchi tame bujhila

    • @dmohanty5003
      @dmohanty5003 3 місяці тому +1

      @@AkshayKumar0506. Asigala WhatsApp university graduate.

    • @debirathamajhi7846
      @debirathamajhi7846 3 місяці тому

      Jay hind

    • @deepaksahoo1440
      @deepaksahoo1440 3 місяці тому +1

      Rahul not gandhi he is papu can't dance re

  • @rajamishra2312
    @rajamishra2312 3 місяці тому +18

    Se gote Katha କହିଛନ୍ତି ଆଉ ଗୋଟେ କଥା କହୁଛି ଗୋଦି ମିଡିଆ

    • @kalingaranjan2074
      @kalingaranjan2074 3 місяці тому +1

      ଗୋଟିଏ କିମ୍ବା ଦୁଇଟି ବ୍ୟତୀତ ଓଡିଶାର 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲ ବିଜେପିକୁ ବିକ୍ରି ହୋଇସାରିଛି

    • @BOTExplained
      @BOTExplained 3 місяці тому +2

      Acha....kn kahichi Rahul kahilu.
      Maghiaaa....tu age jaiki thik se speech vdo dekh...ta pare asi comment kr ...

    • @rajamishra2312
      @rajamishra2312 3 місяці тому +1

      @@BOTExplained ଭାଷା ର ସଂଯମତା ରଖିବା ଶିଖ। Multimedia ତୋ ବାପା ର ଜଗିର ନୁହେଁ

  • @satyajitswain2773
    @satyajitswain2773 3 місяці тому +70

    Rahul Gandhi ଠିକ୍ କହୁଛନ୍ତି। He was targeting only MODI not Hindu. He is saying the real meaning of Hinduism.

    • @Bapa4207
      @Bapa4207 3 місяці тому +6

      ତୋ ଭଳି ଲୋକ ତଲୱାର ଡର ରେ ସାଲୱାର ପିନ୍ଧନ୍ତି... 👍 ତୋ ଭଳି ଜୟଚନ୍ଦ ଥିଲେ ଭାରତ ସବୁବେଳେ ନିଜ ଅସ୍ତିତ୍ୱ ହରାଉଥିବ

    • @lipun1531
      @lipun1531 3 місяці тому +1

      Hinduism 😂😂😂 gote pathan Kariba hindu kie

    • @spofficialvlogs8308
      @spofficialvlogs8308 3 місяці тому

      ❤❤❤❤

    • @spofficialvlogs8308
      @spofficialvlogs8308 3 місяці тому +1

      ​@@lipun1531Modi college ru degree karich bodhe ..

    • @lipun1531
      @lipun1531 3 місяці тому +5

      @@spofficialvlogs8308 certificate dekhiba ki
      Jie Bharatiya culture ku promote au respect na dei foreign culture karuchi se jadi gyana deba aau Kan kahibi
      Bekar hi mahatma gandhi nka name kharap karuchi feroz khan ra nati rahul khan

  • @prafuladigal2091
    @prafuladigal2091 3 місяці тому +56

    ଠିକ କହିଛନ୍ତି ରାହୁଲଗାନ୍ଦୀ

    • @ElishaNayak-t4p
      @ElishaNayak-t4p 3 місяці тому

      ଧନ୍ୟବାଦ ଭାଇ ଭଉଣୀ ଡେରି ହେଲେବି ଠିକ୍ ବିଷୟ ବୁଝିପାରୁ ଛନ୍ତି ଆମେନ୍

    • @SstarRajesh
      @SstarRajesh 2 місяці тому

      Balo congress dolo

  • @soumyaranjanmohanty4746
    @soumyaranjanmohanty4746 3 місяці тому +150

    ଓଡିଶା ରିପୋର୍ଟର ଠାରୁ ଏହିଭଳି ରିପୋର୍ଟିଂ ଆଶା କରାଯାଏନି

    • @bishnupradhan1041
      @bishnupradhan1041 3 місяці тому +11

      Rahul khan ra pada chate .50 year gote paribar ra golam tama au kn kahi pariba (pada chata loka)

    • @srksunil9516
      @srksunil9516 3 місяці тому +5

      Aau kou report aniba kotha tome kuha hele

    • @starindiadigitalcreation8644
      @starindiadigitalcreation8644 3 місяці тому +12

      Rahul gandhi ସବୁ ହିନ୍ଧୁ ମାନଙ୍କୁ କହି ନାହାନ୍ତି କେବଳ BJP ହିନ୍ଧୁ ମାନେ ଖାତ୍ରା ବଲି କହିଛନ୍ତି❤❤❤
      Exampule:-Manipur

    • @birubhai5864
      @birubhai5864 3 місяці тому +6

      Congress hotao desh bachao,
      Jai shree Ram 🚩🚩

    • @debasishmeher7942
      @debasishmeher7942 3 місяці тому +1

      ​@@starindiadigitalcreation8644ruhal gandhi kou dhamra kou jatira hindu na muslim na sikha na esai tu me kuha bhai

  • @hrushikeshkhuntuli5439
    @hrushikeshkhuntuli5439 3 місяці тому +22

    ଭଲ କଥା କହିଲେ ସମସ୍ତଙ୍କୁ ଖରାପ ଲାଗେ ଏଟା ଆମେ ସମସ୍ତେ ଜାଣିଛେ । ମୋଦି ଜି ତ ବହୁତ ହିନ୍ଦୁ ଦେଖେଇ ହଉଛନ୍ତି ତା ହେଲେ ଭାରତରେ ଗୋ ମାଂସ ବାହାରକୁ ରପ୍ତାନି କରିବାରେ ୫ ନମ୍ବର ଦେଶ ହେଇଗଲା କେମିତି । ଆପଣଙ୍କ ସରକାର ଟାଇମ୍ ରେ ବେଶି ରପ୍ତାନି ହଉଛି ଦେଖିବାକୁ ଗଲେ । ମୋଦି ଜି ଆପଣଙ୍କର ଜୁମଲା ଆଉ ବେଶୀଦିନ ଚାଲିବ ନାହିଁ । ଆପଣ ଏମିତି ଆଇନ ଗୁଡାକ ଆଣୁଛନ୍ତି ଯଉଥିରେ କି ଲୋକଙ୍କ ହକ ଛଡେଇ ନଉଛନ୍ତି ଯେମିତି ଆଗାମୀ ଦିନରେ ଲୋକେ କିଛି କହିପାରିବେନି ସରକାରଙ୍କ ବିରୁଦ୍ଧରେ ।

  • @riteshgamer65
    @riteshgamer65 3 місяці тому +22

    ସୂର୍ଯ୍ୟ ପଶ୍ଚିମ ଦିଗରେ ଉଇଁବ ନା କଂଗ୍ରେସ ଦେଶକୁ ଶାସନ କରିବ !!!
    Just a Day Dream !!!!!!

  • @ChudamaniHarpal
    @ChudamaniHarpal 3 місяці тому +15

    ସତ୍ କଥା କହିଦେଲେ ସବାକିରର ଫାଟସି,,ଆଉ କଣ କରୁଛ ହିନ୍ଦୁ ନା ରେ

  • @soumyaranjanmohanty4746
    @soumyaranjanmohanty4746 3 місяці тому +97

    ଓଡିଶା ରିପୋର୍ଟର କ୍ଷମା ମାଗ ୲ ପୁରା ହିନ୍ଦୁ ସମାଜକୁ

  • @Bapa4207
    @Bapa4207 3 місяці тому +31

    ହିନ୍ଦୁ ସହିଷ୍ଣୁତା ବୋଲି କହି କହି ପଠାଣ ଖ୍ରୀଷ୍ଟିଆନ ସବୁ ଲୁଟିଲେ ଭାରତ କୁ.... ଏ କଂଗ୍ରେସ ରାହୁଲ ଖାଁ ପାର୍ଟି ଗୋଟେ ସନାତନ ଭାରତ ବିରୋଧୀ ଦଳ.... ରାହୁଲ ଚୁତିଆ

    • @spofficialvlogs8308
      @spofficialvlogs8308 3 місяці тому +1

      Tume kn bhutia???😊😊😊

    • @Bapa4207
      @Bapa4207 3 місяці тому +1

      @@spofficialvlogs8308 ନା ତୁମ ଭଳି ତଲୱାର ଡର ରେ ସାଲୱାର ପିନ୍ଧୁଥିବା ଲୋକ.... 👍😊😊😊

    • @bharatdigal88
      @bharatdigal88 3 місяці тому +2

      Bhai christian kebe lutithila taha tame dekhichha ki

    • @Bapa4207
      @Bapa4207 3 місяці тому

      @@bharatdigal88 ଇଂଲଣ୍ଡ ରୁ କଣ ଭରତ ଦିଗଲ ଆସିକି ଲୁଟିଥିଲା 200 ବର୍ଷ..... 🤣🤣🤣

    • @ssktv4398
      @ssktv4398 3 місяці тому

      Bhai thik kahichhanti aau kebala amari Hindu Dharma ra kichhi swarthapar loka hni sethipaie dai....

  • @nabakishoresubudhi2647
    @nabakishoresubudhi2647 3 місяці тому +8

    ରାହୁଲ ଖାଁ..... ରାହୁଲ ଗାନ୍ଧୀ କାହିଁକି ?

  • @ChudamaniHarpal
    @ChudamaniHarpal 3 місяці тому +22

    ଯଦି ପାଠ ପଢ଼ିଥିତ ବେଳେ ଖାଲି ହିନ୍ଦୁ ହିନ୍ଦୁ ନି ହେତ,,ଯଦି ଭାରତ ରେ ଭଲ ସେ ଗଣତନ୍ତ୍ର ଚାଲୁଥିତା ତେବେ ସବୁ ଧର୍ମ କେ ସମ୍ମାନ ଆଉ ସମାନ ଅଧିକାର ଦିଆଯିବାର କଥା କାରଣ ଭାରତ ଗୋଟେ ସର୍ବ ଧର୍ମ ସମ୍ମିଳିତ ଦେଶ

    • @tribenipatra3213
      @tribenipatra3213 3 місяці тому

      Thik katha

    • @krupasinghpatra2906
      @krupasinghpatra2906 3 місяці тому +2

      ଧର୍ମ ନାଁ ରେ ରାଜନୈତିକ କରୋଛି BJP କିନ୍ତୁ ଆମେ ସମସ୍ତେ ଭାରତୀୟ

    • @rajendraswainswain6878
      @rajendraswainswain6878 2 місяці тому

      @@ChudamaniHarpal Congratulation .You are entitle to be a leader of nation also for global interest.

  • @srgroup5149
    @srgroup5149 3 місяці тому +45

    ଲୋକ ବୁଝିଗଲେ ରାହୁଲ ଗାନ୍ଧୀ ବିଜେପି କୁ କହିଲା , ୟେ ମାହିଆ ଭାସ୍କର ବୁଝି ପାରୁନି କି ଫେକୂ ମୋଦି ରାଜନୀତି କରିଦେଲା ଯେ ସବୁ ହିନ୍ଦୁଙ୍କୁ ରାହୁଲ କହିଲା, ବାଜପେୟୀ ଙ୍କ ବିଜେପି ଦଳ ଆଉ ନାହିଁ ଏ ମାଦର୍ ଚୋ ମୋଦି ବିଜେପି ଦଳ ତାକୁ ଖାଇଦେଲା

    • @starindiadigitalcreation8644
      @starindiadigitalcreation8644 3 місяці тому +3

      Rahul gandhi ସବୁ ହିନ୍ଧୁ ମାନଙ୍କୁ କହି ନାହାନ୍ତି କେବଳ BJP ହିନ୍ଧୁ ମାନେ ଖାତ୍ରା ବଲି କହିଛନ୍ତି❤❤❤
      Exampule:-Manipur

    • @tapanmohanta553
      @tapanmohanta553 3 місяці тому +4

      Rahul gandhi next pm

    • @jenabibhuti8179
      @jenabibhuti8179 3 місяці тому

      ​@@starindiadigitalcreation8644ହିନ୍ଧୁ ନୁହେଁ ହିନ୍ଦୁ ।

    • @rkentertainment3226
      @rkentertainment3226 3 місяці тому +1

      ରାଇଟ

    • @devrajkumbhar6406
      @devrajkumbhar6406 3 місяці тому +2

      rahul ji love u

  • @padmanavsenapati9586
    @padmanavsenapati9586 3 місяці тому +12

    ମୁଁ sansad TV re ପୁରା video ଦେଖିଛି... ରାହୁଲ ଏମିତି kichhi kahi ନାହାନ୍ତି

    • @kalingaranjan2074
      @kalingaranjan2074 3 місяці тому

      ଗୋଟିଏ କିମ୍ବା ଦୁଇଟି ବ୍ୟତୀତ ଓଡିଶାର 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲ ବିଜେପିକୁ ବିକ୍ରି ହୋଇସାରିଛି

  • @ArjunDas-kl1xs
    @ArjunDas-kl1xs 3 місяці тому +17

    ରାହୁଲୁ ଜି ଏହିଭଳି ଜବାବ୍ ଦିଅ

  • @debendramishra2768
    @debendramishra2768 3 місяці тому +4

    ରାହୁଲ ଗାନ୍ଧୀ ଠିକ୍ କହିଛନ୍ତି କାରଣ ସଂସଦ ହେଉ କି ବାହାରେ ସଭାସମିତିରେ ହେଉ ଗାନ୍ଧୀ ପରିବାରର ବ୍ୟକ୍ତିଗତ ଚରିତ୍ର ଉପରେ ଟିପ୍ପଣୀ ଦେବା ଜଣେ ଦେଶର ପ୍ରଧାନମନ୍ତ୍ରୀ ନିଜର ତାନାଶାହୀ ହିଟଲର ଶାହୀ ଶାସନ ପରିଚୟ ଦେଉଛନ୍ତି ନେହେରୁ , ଇନ୍ଦିରା ଗାନ୍ଧୀ , ରାଜିବ ଗାନ୍ଧୀ , ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ ସମସ୍ତଙ୍କର ବ୍ୟକ୍ତିଗତ ଚରିତ୍ର ଉପରେ ସଂହାର କରିଛନ୍ତିି ପ୍ରଧାନମନ୍ତ୍ରୀ ଙ୍କୁ ଟିକିଏ ଲାଜ ସରମ ଲାଗିବା କଥା ସୋନିଆ ଗାନ୍ଧୀ ଙ୍କୁ ଭେଁଷ କହିଥିଲେ ତାକୁ ପୁଣି ଜନତା ଦେଶର ପ୍ରଧାନମନ୍ତ୍ରୀ କରିଛନ୍ତି ଏବଂ ଅନ୍ଧ ଭକ୍ତ ମାନେ ତାଲି ମାରୁଛନ୍ତି ବଡ଼ ଦୁର୍ଭାଗ୍ୟ ଜନକ ପରିସ୍ଥିତିରେ ଦେଶ ଗତି କରୁଛି ପ୍ରଧାନମନ୍ତ୍ରୀ କେତେ ଥର କ୍ଷମା ମାଗିଲେ ଗତ ନିର୍ବାଚନରେ ଫେକୁରାମ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ନବୀନ ପଟ୍ଟନାୟକ ଙ୍କୁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଗତ ଚରିତ୍ର ଉପରେ ନିର୍ବାଚନି ସଭାରେ ଭାଷଣ ଦେଉଥିଲେ ନବୀନ ବାବୁ ଆଉ ବଞ୍ଚିବା ମୁସ୍କିଲ ବେଡରୁ ଉଠିପାରୁ ନାହାଁନ୍ତି ଜଣେ ଦେଶର ପ୍ରଧାନମନ୍ତ୍ରୀ ହୋଇ ମହିଳାଙ୍କ ଭଳି ପର ବ୍ୟକ୍ତିଗତ ଉପରେ ମିଛ ପ୍ରଚାର କରିବା ଦ୍ଵାରା ତାଙ୍କ ପ୍ରେଷ୍ଟିଜ କେଉଁଠି ପୁଣି ତ ରାଜ୍ୟ ରେ ବିଜେପି କ୍ଷମତାକୁ ଆସିଲା ପରେ ଶପଥ ଗ୍ରହଣ ସମାରୋହ ରେ ନବୀନ ବାବୁଙ୍କୁ ଆମନ୍ତ୍ରଣ କରି ମଞ୍ଚରେ ଫେକୁରାମ ତାଙ୍କ ସ୍ବଚକ୍ଷୁରେ ଦେଖିଲେ ଟିକିଏ ଲାଜ ଲାଗିଲାନି କିପରି ଯେଉଁ ମଞ୍ଚରୁ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା କୁ ନେଇ ତାଙ୍କ ଚରିତ୍ର ଉପରେ ସଂହାର କରିଥିଲେ ସେହି ମଞ୍ଚ ଉପରେ ନବୀନଙ୍କୁ ଦେଖିଲେ ମଞ୍ଚରେ ନବୀନ ବାବୁଙ୍କୁ କେତେ କ୍ଷମା ମାଗିଲେ ଯେଉଁ ବିଜେଡି ସରକାର ୫ ଥର କ୍ଷମତା ହାସଲ କରି ୪.୫ କୋଟି ଓଡ଼ିଆ ଶାସିତ ହୋଇ ଭଲ ପାଇଥିଲେ ସେହି ୪.୫ କୋଟି ଜନତାଙ୍କୁ କେତେ କ୍ଷମା ମାଗିଲେ ପୁଣି ଆଜି ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ପର ବ୍ୟକ୍ତିଗତ ଚରିତ୍ର ଉପରେ ସଂହାର କରିବେ ସେଥିପାଇଁ ରାହୁଲ ଗାନ୍ଧୀ ଠିକ୍ କହିଛନ୍ତି ହିନ୍ଦୁ ମାନେ ହିଂସାତ୍ମକ କାର୍ଯ୍ୟକଳାପରେ କାଳାତିପାତ କରିଥାନ୍ତି ତେଣୁ ଦେଶର ପ୍ରଧାନମନ୍ତ୍ରୀ ଜଣେ ମିଛ କହିବାରେ ଏବଂ ପର ଛିଦ୍ର କରିବା ରେ ଡିଗ୍ରୀ କରିଛନ୍ତି ଓ ସେ ମିଛର ସର୍ଦ୍ଦାର ଅଟନ୍ତି ଫେକୁରାମ ଧୋକେବାଜ ବଣ୍ଡଲବାଜ ଲୁଟେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଭାରତରତ୍ନ , ପଦ୍ମଶ୍ରୀ ଓ ଶାନ୍ତିନୋବେଲ ପୁରସ୍କାରରେ ପୁରସ୍କୃତ କରିବା କଥା ।

  • @prasantmohanty4880
    @prasantmohanty4880 3 місяці тому +11

    ଜମା କଂଗ୍ରେସ କୁ ଭୋଟ ଦେବା କଥା ନୁହେଁ ଏମାନେ ସରପଘାତ 🤔ଏମାନଙ୍କୁ ଭୋଟ ଦେଲେ ମୁସଲମାନ ସବୁ ଆମ ଉପରେ ରାଜୁତି କରିବେ 😔କାରଣ ମୁସଲମାନ ସଭିଏଁ କଂଗ୍ରେସ କୁ ଭୋଟ ଦିଅନ୍ତି ବିଜେପି କୁ ନୁହେଁ ଏଥିପାଇଁ ଦିଅନ୍ତି କଂଗ୍ରେସ ଆସିଲେ ଆମେ ହିନ୍ଦୁ ଙ୍କ ଉପରେ ରାଜୁତି କରିବୁ 😭

  • @santoshmarndi
    @santoshmarndi 3 місяці тому +13

    ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଠାରେ ସବୁ ଧର୍ମ ସମାନ ଭାବରେ ବଞ୍ଚିବାର ଅଧିକାର ଅଛି କେବଳ BJP ଏଠାରେ ଜୟଶ୍ରୀ ରାମ କହି ସବୁ ଧର୍ମ ମଧ୍ୟ ପାଇଁ ଅଶାନ୍ତି କରୁଛି ଏହା ହିଁ ସତ୍ୟ ।

  • @Rintupradhan34
    @Rintupradhan34 3 місяці тому +18

    Perfect speech by Rahul .. andhabhakt mane pura bhasana suni comment ku asibaku anurodha😅

    • @spofficialvlogs8308
      @spofficialvlogs8308 3 місяці тому

      ❤❤❤Bhai, Andha bhakta nku mirror dekhani.. semana nkar soch ku bjp Alia gada karichi ..ta gandagi haba hin haba....

    • @NetsBehera
      @NetsBehera 3 місяці тому

      Currect uneducatuted lokomane hindu

    • @Rintupradhan34
      @Rintupradhan34 3 місяці тому

      @@NetsBehera currently andhabhakt mane duplicate hindu... Dharma katha kahiki vote maguchanti.. original hindu kebe dharma nama re vote mageni ki jay shree ram kahiki , Rama nku ame dunia ku anilu boli kuhantini..

    • @Bikash_Nayak_11
      @Bikash_Nayak_11 Місяць тому

      ​@@spofficialvlogs8308rahulbhakta nku bhi kie bujheiba ki jou Shiva sambhu nks photo dekheuthile sei party dine Shiva thakuranka aradhya shree ramanku kalpanika kahiki shree rama aou Shiva sambhunks apaman karithhile😢😢

  • @sudhanwasundarsundaray5595
    @sudhanwasundarsundaray5595 3 місяці тому +2

    ଆରେ ଏ ପପ୍ପୁ କୁ ହିଂସାର ସଂଜ୍ଞା ଜଣା ବି ଅଛି ?😂😂😂 l ୟା ପପ୍ପୁ ସଂଜ୍ଞା ଅନୁସାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ନିଜ ସଂପର୍କୀୟଙ୍କୁ ଯୁଦ୍ଧରେ ମାରିବାକୁ, ତେଣୁ ଶ୍ରୀକୃଷ୍ଣ ତ ସବୁଠୁ ବଡ଼ ହିଂସକ ! ୟା'କୁ ସତ୍ୟର ସଂଜ୍ଞା କେବେଠୁ ଜଣା ? କ'ଣ ପରିବାରବାଦ ହିଁ ସତ୍ୟ ?😂😂😂

  • @bhagabanrana4898
    @bhagabanrana4898 3 місяці тому +18

    ରାହୁଲ ଗାନ୍ଧୀଙ୍କ ଠିକ଼୍ କହିଛନ୍ତି, ଭାରତର Record କହୁଛି ଗୋମାଂସ ରପ୍ତାନୀରେ ପୁର୍ବରୁ ଯେତେ ସରକାର ଥୀଲେ ସେମାନଙ୍କ ମଧ୍ୟରୁ BJP ପ୍ରଥମ ଗୋମାଂସ ରପ୍ତାନୀର ସରକାର

    • @tribenipatra3213
      @tribenipatra3213 3 місяці тому

      Right

    • @gitanjalipanda1480
      @gitanjalipanda1480 3 місяці тому

      ତୁ ବେଶି ଜାଣିଛୁ😠😠

    • @niranjannaik6376
      @niranjannaik6376 3 місяці тому

      ଗୋ ମାଂସ ରପ୍ତାନି,ଗୋ ହତ୍ୟା,କଣ ହିନ୍ଦୁତ୍ୱ,ଗାଈ ଆମ ମା,ବନ୍ଦ କରାଯାଉ, maak

  • @chandrakantatandi1556
    @chandrakantatandi1556 3 місяці тому +3

    ରାହୁଲ ଗାନ୍ଧିଙ୍କ କଥା କୁ ଭଲ ଭାବେ ଶୁଣନ୍ତୁ, ଭଲ କହିଛନ୍ତି ନା ଖରାପ ,ଲୋକ ବୁଝି ପାରୁନାହାନ୍ତି ,ଅଯୋଧ୍ୟା କୁ ନେଇ କଣ କହୁଛନ୍ତି ରାହୁଲ , ଆଉ ପୁରା ନେଉଜ୍ ଦେଖନ୍ତୁ

  • @BhalSanjay
    @BhalSanjay 3 місяці тому +7

    ରହୁଲୁ ବାବୁ ଫଟ ଧରି କହିଦେଲେ . ଆମେ ହିନ୍ଦୁ ହିନ୍ଦୁ. କାହିଁ ରାମଦେବ ପ୍ରାଣ ପ୍ରତିଷ୍ଠା ବେଳେ କୁଆଡେ ଯାଇଥିଲେ. ଯଦି ଯାଇଥନ୍ତେ ତେବେ କଂଗ୍ରେସ 50 ସିଟ ରେ ରହିଥନ୍ତେ. କାରଣ ମୁସୁଲିମ ଭୋଟ କୁଆଡେ ଯାଇଥନ୍ତା. ଭୋଟ ସରିଲା ପରେ କହୁଛନ୍ତି କଣ ନା ହିନ୍ଦୁ

  • @bikramroutaray935
    @bikramroutaray935 3 місяці тому +11

    ରାହୁଲ ପାଗଳ ହାଇଗଲାଣି...

  • @Msd588
    @Msd588 3 місяці тому +23

    ରାହୁଲ ନେଜେ ହିନ୍ଦୁ ନୁହଁ

    • @GoutamDas-tu9xf
      @GoutamDas-tu9xf 3 місяці тому +3

      Rahul ji is the best ...

    • @pinku393
      @pinku393 3 місяці тому

      ​@@GoutamDas-tu9xfpathana chua😅😅

    • @GoutamDas-tu9xf
      @GoutamDas-tu9xf 3 місяці тому

      @@pinku393 tb bi bada pathana, to khandan bi pathana

    • @GoutamDas-tu9xf
      @GoutamDas-tu9xf 3 місяці тому

      @@pinku393 to ghara kauthi ...

    • @GoutamDas-tu9xf
      @GoutamDas-tu9xf 3 місяці тому

      @@pinku393 tu hanuman ji nkara pic rakhi bada Hindu heigalure narana ...

  • @AbhimanyuNaik-dm3gn
    @AbhimanyuNaik-dm3gn 3 місяці тому +15

    ରାହୁଲଗାନ୍ଧି କଣ କହିଛନ୍ତି ଆଗଭଲସେ
    ବୁଝ ତାପରେ ଲେଖିବ ଅନ୍ଧ ଭକ୍ତ ଗୁଡାକ

  • @deepanjalibarik2195
    @deepanjalibarik2195 3 місяці тому +11

    ଲୋକତନ୍ତ୍ର କେବେ ହେଇ ପାରିବନି ଏ ରାଷ୍ଟ୍ର, କେବଳ ଲୋକତନ୍ତ୍ର ନାଁରେ ରାଜତନ୍ତ୍ର ର ଭ୍ରଷ୍ଟାଚାର ଚାଲୁଛି ଏବଂ ଚାଲିବ 😊

  • @duryodhansahoo3718
    @duryodhansahoo3718 3 місяці тому +2

    ଏଥି ପାଇଁ ଆର ଇଲେକ୍ସନ କୁ BJP ସଫା ହେବ

  • @deepaklenka5297
    @deepaklenka5297 3 місяці тому +17

    ଏ ପାଗଳ କୁ କିଏ ନେତା ବୋଲି କହୁଛି।

  • @satyajitdigal5017
    @satyajitdigal5017 3 місяці тому +2

    ରାହୁଲ କହିଥିବା ର ବୟାନ ସମସ୍ତଙ୍କୁ ଶିଖିବାର ବିଷୟ ପୁଣି ଶୃଙ୍ଖଳିତ ହେବାର ବିଷୟ ହିଂସା ନ କରିବାର ବିଷୟ । ତେଣୁ ହିନ୍ଦୁ ନାମରେ ଯେଉଁ ହିଂସା ଅତ୍ୟାଚାର ଦୁର୍ନୀତି ହେଉଅଛି ତାହାକୁ ରକା ଯାଇ ସମ୍ବିଧାନ କୁ ବଞ୍ଚାଇ ଦେଶରେ କାର୍ଯ୍ଯ କରିବାକୁ ହେବ । ସଂସଦରେ ଅନେକ ବର୍ଷ ପରେ ଶିଖିବାର ବିଷୟ ରାହୁଲ ji କହିଛନ୍ତି ।

    • @tribenipatra3213
      @tribenipatra3213 3 місяці тому

      Hn kintu oma odia Mane bujhiparunahanti yaduseyadu bakuchhanti

  • @mantumahananda961
    @mantumahananda961 3 місяці тому +5

    Rahul sir best topic kahichhanti a news bale video adite cut karichhanti

  • @banabiharipattanayak2744
    @banabiharipattanayak2744 3 місяці тому +5

    Rahul Gandhi kathaku samaste clearly bujhibaku chesta karantu.

  • @Medico_zone848
    @Medico_zone848 3 місяці тому +6

    First Watch the full video uploaded by sansad tv...then give ur opinion...

  • @harekrushnapagal1405
    @harekrushnapagal1405 3 місяці тому +2

    ତୁ ଅସୁର ରାଣ୍ଡି ପୁଅ ରାଉଳ ଖେ ପପୁ
    ଆବେ ଅସୁର ଘୁଷୁରୀ ଚୁଦା ରାଉଳ ଖେ ପପୁ ତୁମ ବାପ ଗେ।ଶାପ ଭାରତ ରେ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଗାନ୍ଧୀ ବଂଶ ବାଦ୍ ଖେଙ୍ଗରେସ କରି ଭାରତ ରେ ହିନ୍ଦୁ ମୁସଲମାନ ଭିତରେ ଏକତା ନଷ୍ଟ କରି ଛନ୍ତି
    ସଵୁ ଦିନ ପାଇଁ ଭାରତ ରେ ହିନ୍ଦୁ ମୁସଲ ମନ କରି ଦିର୍ଗ 70 ହେଲା ଭାରତ କୁ ସୁଶଣ କରୁଥୀଲ
    ଏବେ ସାରା ଭାରତୀୟ ହିନ୍ଦୁସ୍ତାନୀ ଜାଣି ଗଲେଣି ରାଣ୍ଡି ପୁଅ ରାଉଳ ଖେ ପପୁ ଆଗାମୀ ଦିନରେ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ତ ପେଣ୍ଟ
    ଖୁଲି ବିଛୁଆତି ରେ କୁକୁରୁ ପିଟା ଦେଵେ ଆବେ ରାଣ୍ଡି ପୁଅ
    ରାଉଳ ଖେ ପପୁ ତୁ ମଲା ଯାଏ କୁକୁର ଚୁଦା ଆମ ଶତ୍ୟ ସନାତନ ବିଶ୍ବ କଲ୍ୟାଣ ମୟ ହିନ୍ଦୁ ଧର୍ମ କୁ ବଦନାମ୍ କରି କରି ମରିବୁ 😂😢😮😅

  • @Loveyouall-o6c
    @Loveyouall-o6c 3 місяці тому +8

    ରାଇଟ ସାରେ ରାହୁଲ ଗାନ୍ଧୀ

  • @bishnumandi9701
    @bishnumandi9701 3 місяці тому +1

    ତମେ ବୁଝି ପାରୁ ନ କାରଣ ସେ ହିନ୍ଦୁ ମାନଙ୍କୁ କହି ନାହାନ୍ତି। ସେ ଏହା ଧର୍ମ ନାମରେ ରାଜନୀତି କରୁଥିବା ଭାଜପା କହୁଛନ୍ତି। ତମେ ମିଡ଼ିଆ ହେଉଛ ମଦୀ ର ଚାମଚ ବା ଅଇଁଠା ଖିଆ କୁକୁର

  • @bishnuoram2795
    @bishnuoram2795 3 місяці тому +3

    Yeh odia news godi media heigala ,rahul BJP wala nku kahichi news dekhaibar achi toh bhal se dekhao

  • @sritansws
    @sritansws 3 місяці тому +11

    ରାହୁଲ ବାୟା ଖାନ ସବୁ ବେଳେ ସନାତନୀ ବିରୋଧୀ ବୟାନ ଦେଉଛି

  • @parbatimahali9194
    @parbatimahali9194 3 місяці тому +3

    Bhagwan to samastankoro dukho bujhonti kintu amo democracy re modi ku Bhagaw bhabichhu hele modi kn koruchhonti loko upore otyachar koruchhonti.😢😢
    kebe anya ku nya bhabore karjo koribe sebe jai bhagawan boli believe koribi (👉.manipur, neet)😢😢😢

  • @gunanidhinaik3699
    @gunanidhinaik3699 3 місяці тому +1

    ହିନ୍ଦୁ ଏକ ଧର୍ମ ନୁହେଁ ଏକ ଉପାସନା ପଦ୍ଧତି ।ଏହା ବହୁ ବର୍ଷ ପୁର୍ବେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

  • @nk444dileexpress5
    @nk444dileexpress5 3 місяці тому +6

    ହିନ୍ଦୁ ଗୁଟେ ଧର୍ମ ନା ହିନ୍ଦୁ ଗୁଟେ ଭାଇଚାରା ମୁଶଲ୍ମାନ୍ ଗୁଟେ ଭାଇଚାରା ଧର୍ମ ତ ଶନାତନ ଏଠି ଆମେ ମାନେ ଶବୁ ଶନାତନ ଧର୍ମ ରେ

    • @lipun1531
      @lipun1531 3 місяці тому

      Aau tike research kara janiba bharat ro loko nku hindu kuhajae arab countries dwara
      Muslim hele foreign culture ethi loko nku convert karuchhanti

  • @hemantanaik881
    @hemantanaik881 3 місяці тому +2

    ହିନ୍ଦୁ ସମାଜ କୁ କହୁ ନାହିଁ ଏଇଟା BJP ଓ RSS ସମାଜ କୁ କହୁଛି ଏମାନେ ହିନ୍ଦୁ ର ଖୋଳ ପିନ୍ଧି ଧର୍ମ ର ରାଜନୀତି କରୁଛନ୍ତି ସମ୍ପୁର୍ଣ ଭିଡିଓ ଦେଖାନ୍ତୁ।

  • @smartboyjitu9310
    @smartboyjitu9310 3 місяці тому +18

    Rahul is currect

  • @MrX-cx3no
    @MrX-cx3no 3 місяці тому +2

    Rahul Gandhi କଥାଟା ବଦଳାଇ ନାହାନ୍ତି, ଆପଣଙ୍କର ରିପୋରର୍ଟିଙ୍ଗ କରିବାରେ ହିଁ ଭୁଲ୍ ରହିଛି 😮

  • @PrashantPadhy-zw6fo
    @PrashantPadhy-zw6fo 3 місяці тому +6

    ରାହୁଲ ଗାନ୍ଧି ପାଗଳ ହୋଇ ଗଲା

  • @soumyaranjanbehera8329
    @soumyaranjanbehera8329 3 місяці тому +7

    ହାଇବ୍ରିଡ ପିଲାର କି ଭାଷଣ କୁଆଡେ ହିନ୍ଦୁ ଧର୍ମର ଲୋକ ହିଂସ୍ର

  • @User-Verified
    @User-Verified 3 місяці тому +3

    Rahul Gandhi:- Hindu kabhi hinsha nehin kr saktaa aur ye BJP ke loog khud ko Hindu bolta hai aur nafrat karte hai
    Godi media;- cut paste karo kuch bi karo hindu Muslim ladai karke modi ko jitaa do😂😂😂

  • @JaydevDas-e7l
    @JaydevDas-e7l 3 місяці тому +9

    ରାହୁଲ୍ ଗାନ୍ଧୀ କୁ ଭାରତରୁ ଭାର କରା ଯାଉ ଏ ଭଉଣି ଘିଆ କୁ ମାର 😡🚩ଜୟ ସନାତନ🚩💪

    • @gourabsabar9764
      @gourabsabar9764 3 місяці тому

      ଭାଇ ରେ jai Santana କୋହୁଛ ପୁଣୀ ଅଭଦ୍ର ଆଉ ହିଂସ୍ର ଭାଷା କାଡୁଛନ୍ତି । ଛି ଛି

    • @Medico_zone848
      @Medico_zone848 3 місяці тому

      Bro full video dekha...tapare truth janiba

  • @MuOdia1994
    @MuOdia1994 3 місяці тому +29

    ସେ ସବୁକହିପାରିବେ କାହିଁକି ନା ସେ ଭାରତର "ପପୁ ଭାଇ "

    • @srgroup5149
      @srgroup5149 3 місяці тому +1

      ଧିରେ ଧିରେ bjp ୱାଲେ ଜାଣିଲେଣି ଗଙ୍ଗାଧର ( ପପୁ ଭାଇ) ହିଁ ଶକ୍ତିମାନ

    • @AnjanaBehura
      @AnjanaBehura 3 місяці тому +1

      Jay Rahul jee

  • @padmanavsenapati9586
    @padmanavsenapati9586 3 місяці тому +1

    ଭୁଲ ଉପ stapana kara jauchhi ye channel ଦ୍ଵାରା.... ମୂଳରୁ video dekhao jana ପଡିବ

  • @bhaktimarga853
    @bhaktimarga853 3 місяці тому +3

    ଆରଥରକୁ ଶୂନ୍ୟ ହୋଇଯିବେ ଜଣାପଡୁଛି.

  • @NSkantKumar
    @NSkantKumar 3 місяці тому +1

    ସତ କଥା ହିଁ କହିଲେ ରାହୁଲ୍ !! ଶାସ୍ତ୍ରଗତ ଭାବରେ ହିନ୍ଦୁ = ବ୍ୟଭିଚାର, ଚୋରି, ଠକ, ହତ୍ୟା, ହିଂସା, ନଗ୍ନତା, ବିଭେଦ, ଛୁଆଁ ଅଛୁଆଁ, ଜାତିଭେଦ, ଘୃଣା, ସ୍ବାର୍ଥପରତା, ଲମ୍ପଟ, ମିଥ୍ୟା, କପଟ

  • @Debendrdeuri
    @Debendrdeuri 3 місяці тому +7

    ରାହୁଲ ଗାନ୍ଧୀ ମୁସଲମାନ ଔରସ ରୁ ଜନ୍ମ
    ତେଣୁ ସେ ଏମିତି କହୁଛି

    • @binayaktripathy857
      @binayaktripathy857 3 місяці тому +1

      Achha emiti katha ki ta bapa musalman maa bi muslim wa bhai wa mana na padega aap ko 😂😂😂

  • @snehasishmohanty8447
    @snehasishmohanty8447 3 місяці тому +1

    ରାହୁଲ ଗାନ୍ଧିଙ୍କ ଚୋରତାକୁଦଣ୍ମ୍ମ୍ନମିଳୁଜୟଜଗନାଥ

  • @PrabakarMajhi-xj4it
    @PrabakarMajhi-xj4it 3 місяці тому +5

    ରାହୁଲ ଟିକ୍ କହୁଛନ୍ତି ହିନ୍ଦୁ ଲୋକ ବଲ ମନ୍ଦ ବିଚାର କରିବା କଥା ମଣିପୁରରେ କୈ ଧର୍ମ ଲୋକ,କୈ ଧର୍ମ ଲୋକଙ୍କୁ ମାରିଦିଆଯାଥିଲା।

  • @Vijaya070
    @Vijaya070 3 місяці тому +1

    ଭାଇମାନେ ଏ ଶଳା ଭାସ୍କର news କୁ unsubscribe କର। ଏ ଶଳା full ଫୁଟେଜ ଦେଖଉଣି। ରାହୁଲ୍ କୁ ଖରାପ କରିବା ପାଈଁ ଏ news ଜାଲ ଚଲେଇଛି

  • @krishna1275
    @krishna1275 3 місяці тому +14

    Rahul is right ✅️... Bhaskar news what about NTA NET ?

    • @kailashrout5427
      @kailashrout5427 3 місяці тому

      To baapa Rahul gandhi

    • @sanjibmalik4219
      @sanjibmalik4219 3 місяці тому

      ​@@kailashrout5427u to bapa...

    • @sabchangasi4580
      @sabchangasi4580 3 місяці тому

      ​@@kailashrout5427Tu goteiye mendha gihan, full video dekho.

  • @sanjayabidika645
    @sanjayabidika645 3 місяці тому +1

    ପ୍ରିୟ ରାଷ୍ଟ୍ର ପତି ଏହା ଏ ପରି ହିଂସା କଥା ଆଜି ରାହୁଲ କହିଛି, ତେଣୁ ଆମ ଦେଶରେ ହିନ୍ଦୁସ୍ତାନ କୁହାଯାଉଥିବା ସତ୍ୱେ ଆଜି ଆମ ହିନ୍ଦୁ ଧର୍ମ କୁ ନିନ୍ଦା କରିଛି ତେଣୁ ଆଇନ ହିସାବରେ ଯେଉଁ ମାନେ ରାଷ୍ଟ୍ର ଦ୍ରହୀ ଧର୍ମ ଦ୍ରହୀ ଜନ ଦ୍ରହୀ ଏମାନଙ୍କୁ ଫାଶୀ ଦେବାନିୟମ ଅଛି ନ ହେଲେ ଆଗାମୀ ସମୟରେ ଆମ ଦେଶ ଲୁପ୍ତ ହୋଇଯିବ ଆମ ଦେଶ ହେଉଛି ଧର୍ମର ଦେଶ 🌹ଜୟ ଜଗଦୀଶ୍ଵର 🌹

  • @surykantbehera5042
    @surykantbehera5042 3 місяці тому +11

    ଏଇଟା ଗୋଟେ ବୁଢ଼ା ପାଗଳା ଟା ରେ,,କେତେବେଳେ କଣ କହୁଛି ଜାଣି ପାରୁନି

  • @MILUNAYAK-n1k
    @MILUNAYAK-n1k 2 місяці тому +2

    ମା ଘିଆ ତୋ ବୂଉ ବିଆ ରାହୁଲ ଗାନ୍ଧୀ

  • @sitakantabiswal9627
    @sitakantabiswal9627 3 місяці тому +4

    ଭୁଲ୍ ଅର୍ଥ କାଡ଼ିକି କୁହା ନାହିଁ।କେଉଁ ମାନଙ୍କୁ କୁହା ଯାଇଛି ତାହା ତୁମେ ନିଜେ ଶୁଣ।

  • @sanjaymallick6667
    @sanjaymallick6667 3 місяці тому +1

    ସେଥିପାଇଁ congress କୁ voting କରିବା କଥା ନୁଁହ.

  • @unnesanews
    @unnesanews 3 місяці тому +15

    ଭସିଆ ତମେ ବ୍ୟାଖ୍ୟା କରନି ,ଆମେ ବୁଝୁଛୁ ।

  • @sudarsanmallick1923
    @sudarsanmallick1923 3 місяці тому +1

    ଯେଉଁ ଲୋକ ହିନ୍ଦୁନାମରେ ହିଂସା କରନ୍ତି
    ସେମାନଙ୍କୁ ହିଂସ୍ର କହିଛନ୍ତି ବୋଧ୍ ହୁଏ ସମାଜକୁ ନୁହେଁ ।ଭଲ ଭାବରେ ଶୁଣ

  • @vrajstudio7204
    @vrajstudio7204 3 місяці тому +3

    ରାହୁଲ ଗାନ୍ଧୀ ଭାଷଣ ଟିକେ ଭଲ ଲାଗେ ନୀ ଅହଂକାର କଥା କହିସନ

  • @Jayshreeramjayhanuman-tc4jc
    @Jayshreeramjayhanuman-tc4jc 3 місяці тому +1

    ଏ rahulgandhiku ଫରେନ୍ ପଠାଇ ଦିଅ।

  • @srisaidesignvastu9209
    @srisaidesignvastu9209 3 місяці тому +5

    ରାହୁଳ ଗାନ୍ଧୀ ଭେଣେଇ ଜମିଚୋର

  • @sanatannaik4054
    @sanatannaik4054 3 місяці тому +1

    ଏ ଅସଭ୍ୟ କୁ କିଏ ସମର୍ଥନ କରୁଛି କିଏ ଭୋଟ ଦେଉଛି ତମୁଂହରେ ଲାଜନହି

  • @Modernindia9
    @Modernindia9 3 місяці тому +4

    Rahul gandhi iindabad se kebala modi ku kahichhanti

  • @drswayamprakashparida862
    @drswayamprakashparida862 3 місяці тому +1

    ରାହୁଳ ଗୋଟିଏ ବଧ ପାଗଳ । ତାକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କର ବିଚାର ମଧ୍ୟ ବଡ ବିଚିତ୍ର ।

  • @pradipkumarbiswal4590
    @pradipkumarbiswal4590 3 місяці тому +38

    I am a proud Hindu

  • @Tiger-t8r
    @Tiger-t8r 3 місяці тому +1

    ଗୁଳିମାରୀକର ରାହୁଲ ଗାନ୍ଧୀ କେ ଉଡେଦେମୀ କେବେ ଗୁଟେ ଭଲ nesw ଦେଖା ତ 🙏🚩

  • @ranjandas9540
    @ranjandas9540 3 місяці тому +9

    ଗିରଫ କରାଯାଉ

    • @swagatkumarsahoo8350
      @swagatkumarsahoo8350 3 місяці тому +1

      Bhai jai tk full video dekha Jani pariba real thing kan....se sabu dharma ku respect deiki kahichi .... short clip katiki tamaku dekhuchanti aoo Tamara brain wash Kara jauchi .....Bhai thare full video dekha realty of Bhaskar channel kan Jani pariba...

    • @RajendraRajendra-di4uk
      @RajendraRajendra-di4uk 3 місяці тому +1

      Kahiki,kipari,kemeti,,bhai,,kaha,,tk

  • @santubehera2657
    @santubehera2657 3 місяці тому +2

    ପ୍ରକୃଟ ସତ କହିଲେ ଚାକିରି ପଳେଇବ ଏ ମାନେ ହଉଛନ୍ତି 1 no ଚତୁକର

  • @secretarykendumunda6915
    @secretarykendumunda6915 3 місяці тому +32

    Jay Sri Ram

  • @lipshaglorychannel1230
    @lipshaglorychannel1230 3 місяці тому +1

    Bhagban ko bich me kyun laa reheho jay shree krishna 🥰🥰🙏🙏🙏🙏

  • @akshayakumarbehera3502
    @akshayakumarbehera3502 3 місяці тому +3

    ଠିକ କହିଲେ ରାହୁଲ.

  • @sankarmahankuda1252
    @sankarmahankuda1252 3 місяці тому +1

    କଂଗ୍ରେସ ହିନ୍ଦୁ ବିରୋଧୀ ଦଳ ସାହସ ଅଛି ଅନ୍ୟ ଧର୍ମ ନା ରେ କହିକି ଦେଖ

  • @surojlohar8918
    @surojlohar8918 3 місяці тому +5

    Super Saha ji ❤❤❤

  • @ajitakumarsahoo9458
    @ajitakumarsahoo9458 3 місяці тому +1

    Buddhist religion Nayagarh town odisha lndia Welcome

  • @anandnagesh7697
    @anandnagesh7697 3 місяці тому +4

    Rahul Gandhi jidabad 😊😊😊😊😊😊😊😊😊😊

  • @TrilochanNaik-f9u
    @TrilochanNaik-f9u 3 місяці тому +1

    ରାହୁଲ ଗାନ୍ଧୀ ପାଗଳ ହାଇଗଲାଣି ବେଉଡ଼ା

  • @prafullakumarsamantaray2493
    @prafullakumarsamantaray2493 3 місяці тому +6

    ରାହୁଲ ଗାନ୍ଧୀ ହେଉଛନ୍ତି ବର୍ଣ୍ଣ ଶଙ୍କର ।ସେ ହିନ୍ଦୁ ଧର୍ମ ବିଷୟ ରେ ପରାମର୍ଶ ଦେବା ଦୁଃଖ ଦାୟକ ।

  • @Bindass0839
    @Bindass0839 3 місяці тому +1

    ଏ ସବୁ କଣ ଅଧା news ଆଣି କି ସମସ୍ତ ଙ୍କୁ confuse କରୁଛ full video upload କର 👍👍👍

  • @krishnaprasadrath
    @krishnaprasadrath 3 місяці тому +4

    Bahut bada gambheera bisaya🙏 Jai ♥️🇮🇳🔥 Hind 🙏

  • @niranjannaik6376
    @niranjannaik6376 3 місяці тому +1

    ହିନ୍ଦୁ ମୁ ସଲମାନ ବ୍ୟାଖ୍ୟା କରି ବାକୁ ସମ୍ବିତ ବାବୁ m.p.ହେଇ ନାହାନ୍ତି ଆପଣ,ଓଡିଶାର ବିକାଶ କଥା କୁହନ୍ତୁ,ଓଡିଶାରୁ ଅଣ ଓଡ଼ିଆ ଅଫିସର ବିଜେଡି ର ପ୍ରଚାରକ ମାନଙ୍କୁ ତଡିବା ପାଇଁ ଆମାସରକାରଙ୍କୁ ସାହାଯ୍ୟ କରନ୍ତୁ,ଏ କଥା ପାର୍ଲିଆମେଣ୍ଟେ ରେ ଉଠାନ୍ତୁ.ପ୍ରବଚନ ମଣ୍ଡପ ନୁହେଁ ପାର୍ଲିଆମେଣ୍ଟ. ତେବେ କୋଟି କୋଟି ଧନ୍ୟ ବାଦ ର ପାତ୍ର ହେବେ ଆପଣ.

    • @niranjannaik6376
      @niranjannaik6376 3 місяці тому

      ରାହୁଳଜୀ ଆପଣ,ସମ୍ବିଧାନ କଥା କୁହନ୍ତୁ ଧର୍ମ ବ୍ୟାଖ୍ୟା ରୁ ନିବୃତ ହୁଅନ୍ତୁ ଅଯଥା ସମୟ ନଷ୍ଟ ହେଉଛି,

  • @AshokkumarMahalik-z7w
    @AshokkumarMahalik-z7w 3 місяці тому +4

    ମାଗିହା ରାହୁଳ ଆମେ ହିନ୍ଧୁ ତୁ ମାଗିହା ସଲା ମୁସଲମାନ ରକତ ତର ସରିରରେ ଲାଗିଲେ କାହିକିନା ତୋର ମାଁ ଗୋଟେ ମୁସଲମାନ କୁ ବିବାହା କରିଥିଲା ତୁମା ଗିହା ତୁହିନ୍ଦୁକୁ ନିନ୍ଧା କରୁଛୁ

    • @birendrabag6775
      @birendrabag6775 3 місяці тому

      Rahul ra katha tk bujh re bhai se kharap kahani.... Se bhala kahi6i

  • @NABAGHANAKARJEE
    @NABAGHANAKARJEE 3 місяці тому +2

    ରାହୁଲ ହିନ୍ଦୁ ନୁହେ ସେ ଯେ ନିଜର ଧର୍ମ ନିଜର ଜାତି ନିଜର ଦେଶ ସମ୍ମାନ ନାହିଁ ନିଜର ଧର୍ମ ଅପମାନିତ ସେ ବୀରୁଧ ଦଳର ନେତା କିଏ ଦେଲା।

  • @arunkumarsingh673
    @arunkumarsingh673 3 місяці тому +4

    Maa Gia Bhaskar this BHABE bhasan analysis karunu

  • @JOHANBAGHA-cf1sw
    @JOHANBAGHA-cf1sw 3 місяці тому +2

    Rahul Gandhi jindabad

  • @narendraparida3927
    @narendraparida3927 3 місяці тому +4

    Rahul akela bjp par bhari

  • @AaradhayaBiswal
    @AaradhayaBiswal 3 місяці тому +2

    Rahul sir ❤️🙏 Jay sambidhan 🙏❤️

  • @tariniprasadprusty2396
    @tariniprasadprusty2396 3 місяці тому +5

    Raul is right

  • @BhaktabandhuBasantara
    @BhaktabandhuBasantara 3 місяці тому +1

    ଆବେ ଚୋର ରାହୁଲ ଗାନ୍ଧୀ।ବକ୍ ବାସ ବନ୍ଦ କରୋ।

  • @srimatisahoo7534
    @srimatisahoo7534 3 місяці тому +2

    ଏ କଂଗ୍ରେସ କୁ ବୁଡେଇ ଦେଲା। ପାକିସ୍ତାନରେ ଯାଇ ରହୁ

  • @Rintupradhan34
    @Rintupradhan34 3 місяці тому +2

    Sata kahile jumla party ra g phatiba....