ଭାଇରଲ ହେଉଛି ବବି ଆଉ ପାଣ୍ଡିଆନ ଙ୍କ ସିକ୍ରେଟ ଫୋନ କଲ ରେକଡିଙ୍ଗ

Поділитися
Вставка
  • Опубліковано 28 чер 2024
  • ଭାଇରଲ ହେଉଛି ବବି ଆଉ ପାଣ୍ଡିଆନ ଙ୍କ ସିକ୍ରେଟ ଫୋନ କଲ ରେକଡିଙ୍ଗ #chandramakhabar #odishanews

КОМЕНТАРІ • 285

  • @POLICEMITRA-qx4hb
    @POLICEMITRA-qx4hb 2 дні тому +19

    ଏ ମଘିଆ ଟା ବେଶି ଛୋଡ଼ି ହଉଚି, ଏ ହେଉଚି BJD ର ତଳ ଟା,

  • @sudamsamal9534
    @sudamsamal9534 2 дні тому +14

    ଏଇଟା ମାଗିହା କୁ କେହି ଦେଖବେନି ବୋଲି
    ବବି ପାଣ୍ଡିଆ ନାଁ ଲେଖି ଛାଡ଼ୁଛ

  • @s.kbehera2828
    @s.kbehera2828 2 дні тому +23

    ଏ ଶଙ୍କରା ଶଳା ଟା କଣ ? ରାଜନୀତିଜ୍ଞ ଏଟା କୁ କଣ ପଚାରୁଛନ୍ତି ମିଡିଆ ବାଲା ।
    ନା ଚନ୍ଦ୍ରମା ନିଉଜ୍ ଚାନେଲ ।
    ନା ଅସର୍ପା ଗୋଟେ ଚଢେଇ ।

  • @SantoshSingh-jx6wy
    @SantoshSingh-jx6wy 2 дні тому +7

    B J D ସବୁ ଚୋର ସେମାନେ ଅତି ରୁ ଇତି କରିଛନ୍ତୀ ବିରୋଧ କରିବେ କାହାକୁ

  • @subashpradhan3586
    @subashpradhan3586 2 дні тому +20

    ତୁମେ ବିଜେଡ଼ି ଦଳ 25 ବର୍ଷ କଣ କରିଚ ନିଜକୁ ପଚାର

  • @Yashbahi12693
    @Yashbahi12693 2 дні тому +75

    ଏଟା ଗୋଟେ ପରମ ଶଙ୍କରା 😅

    • @ramachandrasahoo2647
      @ramachandrasahoo2647 День тому

      A Gadin ku gote Lata mara

    • @roshanrajkumar1784
      @roshanrajkumar1784 23 години тому

      😂 ମଧୁର ମୂହ୍ନା 😂😂😂😂😂😂

    • @Narayan-ov8tv
      @Narayan-ov8tv 12 годин тому +2

      ଏଇଟା ପରମ ମାଗିହା ଶଙ୍କର

  • @SudhansuSwain-cm4gi
    @SudhansuSwain-cm4gi 2 дні тому +9

    କିଛି କାମ ନାହିଁ ଏମିତି ମିଡ଼ିଆ ବାଲାଙ୍କ ର ବୋଧେ

  • @subasnayak1510
    @subasnayak1510 2 дні тому +69

    ଦୁଃଖ ଲାଗେ ଓଡିଶା ର ଗଣମାଧ୍ୟମ ର ପ୍ରତିନିଧି ଙ୍କ ପାଇଁ
    ଏଇଟା କୋଉ ବାଳ ରେ ବାଳ
    ଏଇଟା ର ଯୋଗ୍ୟତା କଣ
    ଯାହାର ପ୍ରଚାର କରୁଛ
    କେବଳ ଟଙ୍କା 500 ପାଇଁ

    • @sudarsanbehera4884
      @sudarsanbehera4884 2 дні тому +2

      ବାଣ୍ଡର ନାଁ ଅଛି ହେଲେ ୟାରନା ନାହିଁ କିନ୍ତୁ ମିଡ଼ିଆ ବାଲା ବୁମ୍ ନେଇ ତାମୁହଁ ରେ ମାଡୁଛନ୍ତି

    • @asisdas9977
      @asisdas9977 2 дні тому +3

      ଆପଣ ଜାଣିବା ଆବଶ୍ୟକ ଯେ ଆପଣ ଯାହାଙ୍କୁ କହୁଛନ୍ତି ୫୦୦ ଟଙ୍କା ରେ ବିକି ହେଇ ଯାଇଛି ଜଣଙ୍କ ହେଲେ +୨ ଶିକ୍ଷକ ଜଣେ ମୂର୍ଖ କି ଅନ୍ଧ ଭକ୍ତ ନୁହନ୍ତି.. ସେ ଯାହା କହିଛନ୍ତି ଅପ୍ରିୟ ସତ କଥା.. ଆପଣ ଯଦି ନିରପେକ୍ଷ ହୋଇ ଭାବିବେ.. ଦଳ ସବୁ ଭୁଲିକି ଗୋଟେ third person view ରେ.. ତାହାଲେ ଜାଣି ପାରିବେ ସବୁ ସତ କଥା.. ସବୁ କଥାରେ BJP କୁ ସମର୍ଥନ ଦେବା ଆଉ କିଛିଟା ହାତ ଗଣତି ନେତାଙ୍କ ପାଇଁ ଆଜି BJD ଜିତି ପାରିଲାନି.. ଆଉ କିଛି ଜଣ କହୁଛନ୍ତି କି ସେ କଂଗ୍ରେସ ରୁ funding ପାଉଛନ୍ତି ବୋଲି.. କଂଗ୍ରେସର manifesto ରେ ମନ୍ଦିର ମସଜିଦ ଲେଖା ହୋଇ ନଥିଲା କିନ୍ତୁ BJP ର କଣ ପାଇଁ ଲେଖା ହେଇଚି.. ଆମ ଧର୍ମ କଣ ଏତେ ଶସ୍ତା ଯେ ଲୋକ ଆସିକି ରାଜନୀତି କରିକି ଭୋଟ ମାଗିବେ ଆଉ ଆମେ କିଛି ନ ଭାବି ନ ପଢି ଭୋଟ ଦେବା ମଧ୍ୟ? ପ୍ରଧାନ ମନ୍ତ୍ରୀ କହିଲେ ଯେ ସିଏ ଶ୍ରୀ ରାମ ଙ୍କୁ ଆଣିଛନ୍ତି ବୋଲି.. ଏହି କଥା ଟି କହିବା କଣ ଠିକ? NEET ପରୀକ୍ଷା paper leak ବିଷୟ ରେ କହିବା ସମୟ ରେ ରାହୁଲ ଗାନ୍ଧୀଙ୍କ mic ବନ୍ଦ କରିବା କଣ ଠିକ? ମଣିପୁର ରେ ଏତେ ଲୋକ ମରିଲେ ପ୍ରଧାନ ମନ୍ତ୍ରୀ ସେଇଠି କି ଗଲେନି କି ସେ ବିଷୟ ରେ କଥା ଭି ହେଲେନି ସେଇଟା କଣ ଠିକ? ଗୁଜୁରାଟ ର ଶ୍ରମିକ ଙ୍କୁ ଆଣିକି ରାମ ମନ୍ଦିର ବନା ହେଲା କିନ୍ତୁ ଆସିକି ଏଠି ଭାଷଣ ରେ କହିବା କି ତାମିଲ ରୁ ଶ୍ରମିକ ଆସିକି ଓଡିଶା ରେ କାମ କରୁଛନ୍ତି କହିବା କଣ ଠିକ? ୧୫ ଲକ୍ଷ ଟଙ୍କା ଆସି ଥାନ୍ତା ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ କୁଆଡେ ଗଲା ସେ ଟଙ୍କା ଆପଣ ସରକାର କୁ ପଚାରି ପାରିବେ କି? ୬ କୋଟି ନିଯୁକ୍ତି ଆସି ଥାନ୍ତା କୁଆଡେ ଗଲା ସରକାର କୁ ପଚାରି ପାରିବେ କି? COVID Vaccine ଖରାପ ବାହାରିଲା ପରେ ଜନତା ଙ୍କୁ କିଛି ନ କହି Website ରୁ ଫଟୋ ହଟେଇ ଦେବା କଣ ଠିକ? କହିଲେ କି କଂଗ୍ରେସ ୭୦ ବର୍ଷ ରେ ସବୁ ଧନ ଖାଇ ଗଲା, ତାହାଲେ ଭାରତ ର ସବୁଠୁ ଧନୀ ଦଳ BJP ୧୦ ବର୍ଷରେ ହେଲା କେମିତି? ଯଦି ବିଶ୍ୱାସ ହଉନି ତାହାଲେ ନିଜେ Google ରେ search କରନ୍ତୁ.. ଛାଡ଼ନ୍ତୁ ସେ katha ଏବେ ଆପଣ ଏହି ଶିକ୍ଷକଙ୍କ ବିରୁଦ୍ଧ ରେ କହୁଛନ୍ତି.. ମୁଁ ଯଦି ଆପଣ ଙ୍କୁ BJP କି ବିଜେଡି ରୁ funded ବୋଲି କୁହେ.. ଆପଣ ଙ୍କୁ ଭଲ ଲାଗିବ ତ? ସବୁ ବେଳେ ଭାବି ଚିନ୍ତି କମେନ୍ଟ କରନ୍ତୁ.. ବନ୍ଦେ ଉତ୍କଳ ଜନନୀ! ଜୟ ହିନ୍ଦ! ଜୟ ଭାରତ! ଜୟ ସମ୍ବିଧାନ!🇮🇳

    • @satyabratasahoo2577
      @satyabratasahoo2577 День тому

      ​@@asisdas9977ଯଦି ଶିକ୍ଷିକ ତାହା ହେଲେ ଅନ୍ଧ ଭକ୍ତ ପରି କଂଗ୍ରେସ ବଚନ କାହିଁକି ଶୁଣଉଛି ସେ ଜାଣି ନାହିଁ କି ଆମ ରାଜ୍ୟ କୁ କଂଗ୍ରେସ କେତେ ବର୍ଷ ଧରି ଶାସନ କରି ରାଜ୍ୟ ରେ କ'ଣ ବିକାଶ କରିଛି , ସେ ଅନ୍ଧ ଭକ୍ତ କୁ ଟିକିଏ ପଚାର

  • @subratdas2582
    @subratdas2582 2 дні тому +3

    Media ବନ୍ଧୁ ମାନଙ୍କୁ ମୁ କହୁଛି, ବନ୍ଧୁ ଏ ଟୋକା ଟା କିଏ କି, ତାର ବାଇଟ୍ସ ନେଉଛ, ଏଇଟା ଗୋଟେ ଷ୍ଟାଣ୍ଡାର୍ଡ less ଟୋକାଟେ

  • @Trupti-lj4ed
    @Trupti-lj4ed 2 дні тому +4

    ପବନ ଜଉଆଡେ ଶଙ୍କରା ସେଇ ଆଡେ 😂😂😂😂😂😂😂😂😂😂

  • @satyanayakodiavlogs
    @satyanayakodiavlogs 2 дні тому +4

    ଏଇଟା ଗୋଟେ ବହକା ଟେ ଏଇଟାକୁ କଣ କହିବି ମୋର ଭାଷା ନାହିଁ

  • @ranjitsabar6103
    @ranjitsabar6103 2 дні тому +6

    ବେକାର news ଫାଲତୁ କଥା

  • @saratparida1946
    @saratparida1946 2 дні тому +10

    ଶଳା କୁକୁର ବହୁତ୍ ବକ ବକ ହେଉଛି

  • @SamirKumarDalei1375
    @SamirKumarDalei1375 2 дні тому +15

    ଏଟା ପରମ ମାଘିଆ ଟା

  • @CHHABIPRADHAN-cf8ce
    @CHHABIPRADHAN-cf8ce 2 дні тому +31

    ଏଇଟା କିଏ . ଏଇଟା ହେଲା ବିଦେଶୀ papu ର କୁକୁର

  • @amiyakumardas744
    @amiyakumardas744 2 дні тому +41

    ତୋ ଓପରେ ଆଗ action ନେବା କଥା

  • @ajaybadjena6799
    @ajaybadjena6799 2 дні тому +20

    ବି ଜେ ଡି ର କମଳ ଯାକ ବାଳ,ମିଛ କହିବା ଅଭ୍ୟାସ ଗତ ପେଷା,

  • @niranjanmajhi3134
    @niranjanmajhi3134 2 дні тому +17

    ଏଇଟା ତା ଜେଜେ ମା ସହ comedy ଭିଡିଓ କରିବା ଲୋକ। ସେ ରାଜନୀତି ବିଷୟରେ କଣ ଜାଣିଛି ତାକୁ ପଚାରୁଛ।

  • @lilyhati2185
    @lilyhati2185 23 години тому +1

    ମିଡ଼ିଆ କୁ ନ ଡରି ନିଭୟର ସହିତ କହିଥିବାରୁ ବହୁତ ବହୁତ ଧନ୍ୟବାଦ

  • @srisaidesignvastu9209
    @srisaidesignvastu9209 2 дні тому +8

    ତୂମେ ଜାଣିବାକୁ ବହୁତ ସମୟ ଲାଗିବ ! ରାଜନୀତି ହେଉଛି ଡହରା , ଚୋର ନୀତି ,ଭଦ୍ରଲୋକ ରାଜନୀତି ଠାରୁ ଦୁରରେ ରୁହନ୍ତି !

  • @harikrushnabehera7452
    @harikrushnabehera7452 7 годин тому

    ବହୁତ ସୁନ୍ଦର ଉପସ୍ଥାପନା 👍👍👍👍👍👍

  • @chinmayakhatua8667
    @chinmayakhatua8667 2 дні тому +5

    shame on this so called media taking bite from one cartoon

  • @hrudanandasahuofficial
    @hrudanandasahuofficial 2 дні тому +2

    ବିଜେଡିଦଳ ଛି ଛି

  • @santilatanayak8427
    @santilatanayak8427 2 дні тому +11

    ଏ ବହୁତ ବଡ ଜ୍ଞାନୀ ବୋଲି ମୁଁହ କୁ ବଙ୍କା କରୁଛି

  • @malkangiridesiboy2428
    @malkangiridesiboy2428 2 дні тому +18

    ଏହି ଲୋକ କିଛି ଜାଣିନି ଆକୁ ପଚାରିଲେ କ'ଣ କହିବ ! ଭକୁଆ ଭାଣ୍ଡା ...

  • @pranaya3971
    @pranaya3971 2 дні тому +18

    ଏଇ ବାଡିଖିଆ ର ମୁହ ଦେଖିଲେ ପିଟି ବାକୁ ଇଛା ହୁଏ।

  • @pradipchakra7182
    @pradipchakra7182 2 дні тому +3

    ତୋର where about କଣ ? ତୁ କଣ ଜାଣିଛୁ?

  • @odishacitynews
    @odishacitynews 2 дні тому +1

    Lekin ek second 🤔

  • @sachikantapatel4665
    @sachikantapatel4665 2 дні тому +5

    Right point

  • @ganeshsahu7883
    @ganeshsahu7883 2 дні тому +5

    Bjd କିଛି କହିବା ଭି ଦରକାର ନାହିଁ ଜନତା ଭୋଟ ଦେଇଛନ୍ତି ସେଇ ଜନତା ବୁଝିବା ଭି ଦରକାର
    Bjp ଭି election asile କହୁଥିଲେ ସେମିତି bjd ଭି election ଆସିଲେ ହିଁ କହିବା ଦରକାର ନ ହେଲେ ଜନତା କରିବା ଭୁଲ କେମିତି ବୁଝିବେ ।

  • @dr.girijashankarbal1028
    @dr.girijashankarbal1028 День тому +1

    ଏଇଟା ଗୋଟେ କୋଉ ଲୋକ ତାଙ୍କୁ ସାମ୍ବାଦିକ କଣ ପଚାରୁଛନ୍ତି

  • @lipunbarik5530
    @lipunbarik5530 2 дні тому +36

    ବିଜେପି ବିରୁଦ୍ଧ ବହୁତ୍ କୁହେ ଏଇ ଲୋକ

    • @Stutee24
      @Stutee24 2 дні тому

      Bhai ea pura khatakhat congresia

    • @sanghamitradas371
      @sanghamitradas371 2 дні тому +2

      Aba khangress 2g neta

    • @Stutee24
      @Stutee24 День тому +1

      @@sanghamitradas371 bahut birakta Lage ei lokara katha sunile,deshadrohi bhali lage😄😄

    • @sanghamitradas371
      @sanghamitradas371 День тому

      @@Stutee24 purapuri thik katha kahucha

    • @nirmalbehera523
      @nirmalbehera523 День тому

      BJP kan tam bapa na jejebapa

  • @user-uv5nj3fr1j
    @user-uv5nj3fr1j 20 годин тому +1

    ଏ ମିଡ଼ିଆ ଵାଲା ଗୁଡା ଏତେ ଶସ୍ତା ହେଇଯାଉଛନ୍ତି କାହିଁକି... ଏସସ୍ତା ଲୋକ ଗୁଡ଼ାଙ୍କୁ କାହିଁକି ଦେଖାଉଚି

  • @sarat1294
    @sarat1294 2 дні тому +3

    Bjd କାହିଁକି ବିରୋଧୀ ଦଳ ଭୂମିକା ତୁଲେଇ ପାରୁନି ? 24 ବର୍ଷ କମେଇଛି ଏବେ ପ୍ରକୃତ ରାଜନୀତି କରନ୍ତୁ

  • @sangrambiswal6375
    @sangrambiswal6375 23 години тому +1

    Bhai badhia katha kahile dhanyawad apananku😂

  • @bibhuprasadcreation2512
    @bibhuprasadcreation2512 2 дні тому

    Welcome Bhai best suggestion,,🎉🎉🎉🎉🎉🎉🎉🎉🎉🎉😢

  • @trilochansahoo1299
    @trilochansahoo1299 10 годин тому +1

    Bhai Sabas 👍

  • @user-fh6jj7xe5y
    @user-fh6jj7xe5y 22 години тому +2

    ଏ ଚସମିସ କିଏ ଭାଇ ଏଟାକୁ ଲାଟିନ ସଫା କରାନତୁ 👈🏻👈🏻👈🏻

  • @kshirodkumarbehera5105
    @kshirodkumarbehera5105 2 дні тому +1

    ବିଜେପି ଆକ୍ସନ ନେବା ପୂର୍ବ ରୁ ଶହେଥର ଚିନ୍ତା କରୁଛି ଏବେ।

  • @bibhutijena3428
    @bibhutijena3428 2 дні тому +6

    Eataku age pita

  • @lalpatimohanta571
    @lalpatimohanta571 2 дні тому +8

    ଏgalua ଏକ ଦିନରେ ଏ ଲୋକ ସାରା ବ୍ରହ୍ମାଣ୍ଡ ର ଚୁଗ୍ଲି କରିବ । ଏହାର କଥାକୁ କେହି ଶୁଣନ୍ତି ନାହିଁ।

  • @user-ku8ud9jd1v
    @user-ku8ud9jd1v День тому +2

    ନବୀନ ବାବୁ ଏକ ନମ୍ବର ହାରାମୀ। କାରଣ ସେ ହେଉଛନ୍ତି ବିଜେଡିର ସୁପ୍ରିମୋ। ତାଙ୍କ ଜ୍ଞାତସାରରେ ସବୁ ହୋଇଛି। ସେ ଅନୀତି କରିଛନ୍ତି ଏବଂ କରାଇଛନ୍ତି।
    ଆଉ ଗୋଟିଏ କଥା ସାମ୍ବାଦିକ ଭାଇ, ବିଜେପି ମୁଖ୍ଯମନ୍ତ୍ରୀ ତ କିଛି କରୁନାହାନ୍ତି ବୋଲି କହୁଛ, ତେବେ ତୁମେ ଟିକେ ମୂର୍ଖମନ୍ତ୍ରୀ ହୋଇ ସବୁ କରିକି ଫାଡିକି ଦେଖେଇ ଦେଲ, ଦେଖିବା। ତୁମକୁ ମୁଖ୍ଯମନ୍ତ୍ରୀ ହେବାକୁ କେହି ତ ମନା କରିନି? ଯେମିତି ତାକତ ଦେଖେଇ ୟୁଟ୍ୟୁବରେ କଥା କହୁଛ, ସେମିତି ତାକତ ଦେଖେଇ ମୁଖ୍ଯମନ୍ତ୍ରୀ ହୁଅ। କିଛି କରିକି ଦେଖାଅ। ଖାଲି ବକ୍୍ୱ ୱାସି କରିବା ଟା ମୂର୍ଖାମୀ। ତେଣୁ ତୁମେ ଯାହା ହୋଇଥିବ ବୁଝି ନିଅ।

  • @ParabirPanda-to3rh
    @ParabirPanda-to3rh 2 дні тому

    The CM is forced to be silent over the corruption cases...

  • @rabindratudu5215
    @rabindratudu5215 2 дні тому +1

    ଶଙ୍କର ମାଡ ଜାଗା ଦେଖି ବାଜଲା

  • @surendranarayanpanda8021
    @surendranarayanpanda8021 2 дні тому +9

    ତୁମେ ଗୋଟିଏ ବୁମ ଧରିକି ବାଇଟ ନେଉଥିଲ..ଏବେ କଣ ମିଡିଆ ରେ ବାଇଟ ଦେଲଣି.କିଛି ବୁଝିହେଉ ନାହିଁ.

  • @manoranjanpati2077
    @manoranjanpati2077 День тому +1

    କାଇଁ ତମ ସପ୍ତଗିରି ଟାଇଗର ଦର ଦାମ କମେଇବେନି। ଏଟା ଗୋଟେ ପଇସା ଖିଆ କୁହାଲିଆ।

  • @trilochanbehera8674
    @trilochanbehera8674 2 дні тому +2

    Maa ghia heading gote kahucha gote

  • @pradeepkumarsinha803
    @pradeepkumarsinha803 2 дні тому +2

    ଯଦି କହିବା ମୁତାବକ ଠିକ ହୁଏ, ତେବେ GRAM PANCHYAT AND URBAN ELECTION ,BJP ପାଇଁ ବଡ ସମସ୍ୟା ହେବ..

  • @user-mo4ol9gs1n
    @user-mo4ol9gs1n День тому

    Sankara You are the ultimate magic

  • @laxmidharbarik5867
    @laxmidharbarik5867 2 дні тому

    Right sabu dala saman

  • @akhilkumarraj1931
    @akhilkumarraj1931 День тому

    କାହାର କିଛି ହେବନୀ, ଯାହାହେବ ଓଡ଼ିଶାବାସୀଙ୍କର ।

  • @durgeshpatra4498
    @durgeshpatra4498 День тому +1

    ଏ ବାଳ ଲୋକ କୁ କଣ ପଚାରୋଛ

  • @ajaysahoo0243
    @ajaysahoo0243 21 годину тому

    You are right

  • @pramodpanda8976
    @pramodpanda8976 2 дні тому

    Right Right Right

  • @budhiramnahak3209
    @budhiramnahak3209 4 години тому +1

    ଆଜି କଣ ଭ୍ରୂଲତା ଭଙ୍ଗୀ କମି ଯାଇଛି .ଠାଣି ବି ଫାଙ୍କା ଫାଙ୍କା ଲାଗୁଚି

  • @pramodrout1879
    @pramodrout1879 2 дні тому +2

    Right 👍

  • @nareshchadarasahu9844
    @nareshchadarasahu9844 10 годин тому

    Very very good news

  • @Lakshmikanta-kz6ct
    @Lakshmikanta-kz6ct День тому +1

    କଂଗ୍ରେସ ଟା ଏଇଟା

  • @birupakhyapanda8513
    @birupakhyapanda8513 2 дні тому +1

    ଏ ମାଇ ଗିଆ ସବୁ ପାଣି ଛି

  • @seemapanda5689
    @seemapanda5689 2 дні тому +1

    BJD has lost its relevance Navin Patnaik has no right to be an opposition leader his party is party of goons Pandian Bobby Das and Raghunandan should be suspended immediately otherwise everyone will loose respect for Navin Patnaik

  • @AbhisekSahoo418
    @AbhisekSahoo418 2 дні тому +2

    Ei kiye be....

  • @niranjanpradhan4800
    @niranjanpradhan4800 2 дні тому

    ଏ ଶଙ୍କର ବାବୁ ଠିକ୍ କହିଛନ୍ତି ❤❤❤

  • @warriorboy6813
    @warriorboy6813 2 дні тому +1

    Recording kahin

  • @durjyadhanmajhi7417
    @durjyadhanmajhi7417 11 годин тому

    Good bro

  • @chandramanipradhan2198
    @chandramanipradhan2198 2 дні тому +1

    Call ରେକର୍ଡିଙ୍ଗ?

  • @bijayanandasatpathy9488
    @bijayanandasatpathy9488 2 дні тому +2

    Are murkha cm kahidele boli 7 dinare ate acception karuchha kemity. Tk kichhi dina wait kari ki bhasana dele sova paeba. Kahiki abe kahuna 24 barsare kan hoechhi. Taha kahibara dam nahni.

  • @AsitBallavRoy
    @AsitBallavRoy 2 дні тому +2

    Thanks for impartial bite.

    • @Ansha157
      @Ansha157 2 дні тому

      Thik katha
      Please subscribe 🙏🙏🙏

  • @harekrushnabehera3138
    @harekrushnabehera3138 День тому

    ବା..... କଥା । ବବି ପାଣ୍ଡିଆର ନାଁ ଲେଖି ପରମ ଶଙ୍କରାକୁ ଆଗକୁ ଆଣିବାରେ ତାଠୁ ଏ ଗଣମାଧ୍ୟମ କେତେ ମାଲ୍ ନେଇଛି ?

  • @Keonjhar.m
    @Keonjhar.m День тому

    କଉ ଦଳକୁ ମାଫିଆମାନେ ଟଙ୍କା ଦେଇଛନ୍ତି ବିଜେପି କୁ ନାଁ ବିଜେଡିକୁ ଟିକେ କହିଥିଲେ ଭଲ ହୋଇଥାନ୍ତା

  • @koshlimoujchannel5975
    @koshlimoujchannel5975 2 дні тому

    Dhana jadi 3100 heba chaula kg 70 haba kana ta hela

  • @keshabjena6623
    @keshabjena6623 День тому

    Right bhai

  • @user-du3xv1kl9s
    @user-du3xv1kl9s 2 дні тому +1

    ଏ ଛତରା କବି କଣ ଜାଣିଛି ତାକୁ ପଚାରୁଛ? ୟା କୁ ଓଡ଼ିଶାର ସବୁ ଜିଲ୍ଲାର ଝିଅ ମନେ ଚପଳ ମାରି ଗୁହ ଖୁଏଇବେ

  • @dr.h.parthasarathi885
    @dr.h.parthasarathi885 2 дні тому +1

    ଦୁଃର ବକରା

  • @sudhirkhatei6660
    @sudhirkhatei6660 11 годин тому +1

    ଶଳା

  • @BijayaBehera-rz3jf
    @BijayaBehera-rz3jf 2 дні тому

    Supur

  • @amrjitbiswal7243
    @amrjitbiswal7243 2 дні тому

    ଭାଇ କୁ ମୁଖ୍ୟ ମନ୍ତ୍ରୀ କରିବା କଥା

  • @ManmathaSahu-g1m
    @ManmathaSahu-g1m День тому +1

    24barsa hela bjd neta mane odisa ku khola karidele aukana achij

  • @amulyabarik6743
    @amulyabarik6743 2 дні тому

    Odia asmita can not applicable in all cases.

  • @subratdas2582
    @subratdas2582 2 дні тому +3

    ତୁ ପେଲେଇ ପୁଅ, ରାଣ୍ଡି ପୁଅ ଅନନ୍ତା,... ଛୋଡ଼ି ପୁଅ ତୁ ସବୁ ଜାଣିଚୁ ଆଉ... ତୋତେ ମୁଖ୍ୟ ମନ୍ତ୍ରୀ ର ତଳ ଟା କରି ଦବା

  • @SankirtankanharSankar
    @SankirtankanharSankar 2 дні тому

    କ'ଣ ଶଙ୍କର ମାଡ ଜାଗା ଦେଖି ଟିକିଏ ମାଡ଼ ହେଉ

  • @petergaming3115
    @petergaming3115 День тому

    24 barsa odisha basinku jemiti pachharu agaru marichanti

  • @bharatiyaainodia1885
    @bharatiyaainodia1885 22 години тому +1

    ତୁମେ କଂଗ୍ରେସ ପାଇଁ କେତେ ମାଫିଆ ଠାରୁ ଆଦାୟ କରିଛ କୁହ ।

  • @arjunrout9853
    @arjunrout9853 2 дні тому

    25 ବର୍ଷରେ ବିଜେଡି ଆଉକିଛି ସମସ୍ୟା ରଖିଛିକି 😂😂😂

  • @user-rn1hn3bj7y
    @user-rn1hn3bj7y 2 дні тому +1

    Many many thanks 🎉🎉🎉

    • @Ansha157
      @Ansha157 2 дні тому

      Thik katha
      Please subscribe 🙏🙏🙏🙏

  • @budhurammarai7423
    @budhurammarai7423 2 дні тому

    Bjd congress ଗୁଟେ ଏଟକାଟା ଜାଣିନି ଙ୍କ ଗ୍ରେସ୍ ସବୁ BJD ରେ ଜାଉଛନ୍ତି

  • @GaribCeo
    @GaribCeo День тому

    Why can’t the Police track their mobile and find their location ??

  • @jitendranayak1419
    @jitendranayak1419 2 дні тому

    ନାରଣ କଣ ନଦେଖିଲା ଆରେ ଏୟତ ବିଜେପି ବିରୁଦ୍ଧ ଦେଖ କଣ କହୁଛି 😂😂😂😂😂

  • @user-fq5gb9ep9e
    @user-fq5gb9ep9e День тому +1

    ତୁ ଗୋଟେ ପରମ ବେହିଆ ଶଂକର ମାଡ କହି ନିଜକୁ ଆଉ ପଣ୍ଡିତ ଦେଖାନି ହାରାମି ତୋ ଉପରେ ସ୍ବତନ୍ତ୍ର ଫୋକସ୍ ରହିଲାଣି,କେବେ ହଜିଜିବୁ ସେହି ଅଜଣା ସ୍ଥାନ ରେ କେହି ବି ନଥିବେ ,ପାଣି ବି ନଥିବ ଖଲି ଗୋଟିକିଆ ଘର । ବାସ୍ ।

  • @damodardash1273
    @damodardash1273 4 години тому

    ଓଡ଼ିଆ competent IAS ନାହାନ୍ତି.

  • @puspapanda8111
    @puspapanda8111 День тому +1

    Eita kichhi janinire.

  • @RamachandraSahani-nk5hh
    @RamachandraSahani-nk5hh 11 годин тому

    Sankar,Bhai,dhanya,bad,

  • @kirttiranjanbaral8907
    @kirttiranjanbaral8907 2 дні тому +1

    ସଙ୍କରା ତୁ ରାହୁଲ ପାଖକୁ ଯା

  • @girishchandramajhi6007
    @girishchandramajhi6007 2 дні тому +2

    Tu b jau avadra vedeo dei thilujhia bisayare se sabu ra action haba katha

  • @Deba245
    @Deba245 День тому +1

    Eie kie ba

  • @mitumishra3216
    @mitumishra3216 2 дні тому

    Tike Chasa Kale Jani Paribu

  • @LaxmikantaMishra-db3mh
    @LaxmikantaMishra-db3mh 2 дні тому +1

    Prtp deba gharepandian babooby achannti

  • @user-fq5gb9ep9e
    @user-fq5gb9ep9e День тому +1

    ଏ ବାବୁ କେତେ ବେଲେ B J D ଦଳ କୁ ଟେକି ଦେଉଛନ୍ତି ତ କେତେବେଳେ B J P ଦଳ କୁ ବି ଛାଡୁ ନାହାନ୍ତି ।ଆହୁରି ଦର ହେବ ଚାଷୀ ପିଲା ବର୍ତ୍ତମାନ ପାଠ ଚାକିରିଆ ସେମାନେ ଆଉ ଚାଷ କଋବ୍ବେ ଆଶା ଛାଡ ଆହୁରି ଚଢା ଦର ଦରକାର
    ୨- - ଧିର ପାଣି ପଥର କାଟେ ୧୫/୨୦,ଦିନର ମୁଖ୍ୟମନ୍ତ୍ରୀ,କେମିତି ଖଣି ମାଫିଆ ପଡିବେ ଧର୍ଯ୍ୟ ଧର ଅଭଦ୍ର ଙ୍କ ଭଳି ଏଣୁ ବେକାଋଆ ଋପୋଟର ଆଗରେ ବକ ବାଜି ନ ହୋଇ ଚୁପ୍ ରହ ।

  • @user-mt5yo1fv3n
    @user-mt5yo1fv3n 20 годин тому

    Eas

  • @chittaranjanray6449
    @chittaranjanray6449 2 дні тому +1

    Aitta congress party ra loka

  • @murildhar2463
    @murildhar2463 5 годин тому +1

    Yaku pachari ki labhalo miluchi aau kie miluni