What led to BJD's downfall? Ex MLA Sipra Mallick has revealed corruption within the top leadership.

Поділитися
Вставка
  • Опубліковано 30 вер 2024
  • What led to BJD's downfall? Ex MLA Sipra Mallick has revealed corruption within the top leadership.
    #satyapatha #naveenpatnaik #bjd #odishapolitics #2024elections #kendrapara #sipramallick #satyaprakashnayak #debate
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha...
    UA-cam: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

КОМЕНТАРІ • 101

  • @bhaktimarga853
    @bhaktimarga853 3 місяці тому +8

    କେତେଦିନ ଆଉ ଠକି ଥାଆନ୍ତେ . ଠକିବାର ସୀମା ଟପିଗଲା, ତେଣୁ ହାରିଲେ .

  • @alokaranjandash9853
    @alokaranjandash9853 3 місяці тому +11

    ମାଡ଼ାମ୍ ନମସ୍କାର,
    "ଆପଣମାନେ ଖୁସୀ ତ - ତା ହେଲେ ମୁଁ ବି ଖୁସି" - ଏହା ଏକ ପ୍ରହେଳିକା ଥିଲା । ଆଦୈ। ବାସ୍ତବ ନଥିଲା । ଏହା କେବଳ ଜଳୀୟ ପ୍ରଚାର ଥିଲା ।

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 3 місяці тому +7

    Madam ଆପଣ ଏବେ ବି ନବୀନ ପଟନାୟକ ଙ୍କୁ ପ୍ରଶଂସା କେମିତି କରୁଛନ୍ତି.?

  • @kedarbiswal4575
    @kedarbiswal4575 3 місяці тому +11

    ଗତ ନିର୍ବାଚନରେ ପ୍ରଶାସନିକ ଦୁର୍ନୀତି ଯୋଗୁଁ ଦଳ ହାରିଲା।
    ଓଡିଆ ଅସ୍ମିତା କାରଣ ନୁହେଁ।

  • @nareshpatro7986
    @nareshpatro7986 3 місяці тому +3

    Sabuble jitiba na kan
    Odisha loke boka nuhanti Navin nku madhya haribaku padila Hinjili re harithante kanhiki

  • @niranjanpanda8574
    @niranjanpanda8574 3 місяці тому +5

    ନବୀନବାବୁ ୨୪ ବର୍ଷ ଶାସନରେ ରହି ଓଡିଆ ଶିଖି ପାରିଲେନି, ଏହା ଏକ ଲଜ୍ଜାଜନକ କଥା ନୁହକି?

  • @bibhutibhusanbanarjee7564
    @bibhutibhusanbanarjee7564 3 місяці тому +6

    ଶିପ୍ରା ମାଡାମ୍ ଙ୍କୁ ମୋର ଗୋଟିଏ ପ୍ରଶ୍ନ ସେ ଏବେ ବିରୋଧୀ ଦଳରେ ଅଛନ୍ତି ତାଙ୍କର ଉତ୍ତର ଜଣେ ଓଡ଼ିଆ ଭାବରେ କୁହନ୍ତୁ ମହାନଦୀ କୁ ମାରିବା ପାଇଁ କେଉଁ ସରକାର ଦାୟୀ ?

  • @alokaranjandash9853
    @alokaranjandash9853 3 місяці тому +7

    ନବୀନ ବାବୁ ନିଜ ଦଳର ବହୁ ନେତାଙ୍କୁ ଜନବିରୋଧୀ କହି ବିଦା କରିଦେଇଥିଲେ, ବାସ୍ତବିକ ସେ ନିଜେ ଜଣେ ଜନବିରୋଧୀ ନେତା ଥିଲେ ।

  • @Bindas100
    @Bindas100 3 місяці тому +2

    ଭୋଟ ପାଇଁ ପଣ୍ଡିଆନ ର ମାଗଣା ଦାନ ଓ ଜଗନ୍ନାଥ ପ୍ରସଙ୍ଗ,ଭାରତ ସରକାର ଦେଉଥିବା ରାସନ କୁ ନିଜର କହି ଧରା ପଡିବା,ଝୁଲା ମୁଣି ଓ 1000 ଟଙ୍କା,କଲେଜ ପିଲା ଙ୍କୁ 9000/10000 ଦେବା,କଲେଜ ପିଲା ପଇସା ନେଲେ ସତ କିନ୍ତୁ ତାଙ୍କ ମନରେ ବିଜେଡ଼ି ପ୍ରତି ଘୃଣା ଭାବ ଜାତ ହେଲା।

  • @sibakalyanmohanty3552
    @sibakalyanmohanty3552 3 місяці тому +2

    ନବୀନ ବାବୁ ଙ୍କୁ ଦୀର୍ଘ ଦିନର ର ଶାସନ ଓଡ଼ିଶା ପାଇଁ ଅଭିଶାପ ହୋଇରହିବ।ଦୀର୍ଘ ଦିନ ପାଇଁ ଓଡ଼ିଶା ଗୋଟେ ଉଚିତ୍ ନେତା ଯେକି ଓଡ଼ିଶାର ସାଂପ୍ରତିକ ଉନ୍ନତି ର ରୂପରେଖ ନେଇ ଭବିଷ୍ୟ ରେ କାମ କରିପାରିବ।

  • @alloffyou4995
    @alloffyou4995 3 місяці тому +1

    ଆଜ୍ଞା‌ ଶିପ୍ରା ମାଡାମ‌ ଆପଣ
    କଥା ଅନୁସାରେ ରାହୁଲ ଗାନ୍ଧୀ କେତେ ପଣ୍ଡିତ ତାହା
    ଭାରତର ଲୋକେ ଭଲଭାବରେ ଜାଣନ୍ତି ?

  • @pradeepkumarjena4162
    @pradeepkumarjena4162 3 місяці тому +2

    ସତ୍ଯ ପାଠ ନିଉଜ୍ କୁ ବହୁତ ବହୁତ ଧନ୍ଯବାଦ ବହୁତ ଚେଷ୍ଟା କରିଛନ୍ତି ସରକାର
    ବଦ ଳାଇବାରେ

  • @himansupadhy9389
    @himansupadhy9389 3 місяці тому +3

    ଅତି ସୁନ୍ଦର ଭାବେ ସରଳ ଭାଷା ରେ ବୁଖାଇ ଦେଲେ, ଆମ ପ୍ରିୟ ନେତ୍ରୀ.

  • @nabinbeura3225
    @nabinbeura3225 3 місяці тому +1

    ପଚିଶି ବର୍ଷ ଗଲା . ଭରତ ଏକ୍ ଗଣତାନ୍ତ୍ରିକ ରାଷ୍ଟ୍ର .ବୁଢ଼ା ହେଲେ, ବାର୍ଦ୍ଧକ୍ୟ ଆସିଲା .ଏତେ ଲୋଭ କଣ ? କଣ asothama ହେବାକୁ ଇଛା ଥିଲା .

  • @arunkumarbehera9271
    @arunkumarbehera9271 3 місяці тому +1

    Nobin. Ro. Sobu. Doso. Nobi. Man. Valian. Jaharo. Bapa. Lokoduare. Morila.( Rkl)

  • @debarajsarangi8819
    @debarajsarangi8819 3 місяці тому +1

    ପାଣ୍ଡିଆ ଅତି ଲୋଭ କଲା ,ଓଡିଶା କୁ ଶାସନ କରିବାକୁ ,ଚାରି ପାଞ୍ଜିରୁ ଦଳ ଗଲା ଆଉ ସେ ବି ଗଲା ।

  • @pkpanda1371
    @pkpanda1371 3 місяці тому +1

    କଂଗ୍ରେସ ନେତ୍ରୀ ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ରୁ କାହିଁକି ପରାସ୍ତ ହେଲେ ସେ କୁହନ୍ତୁ। ବିଜେଡ଼ି ସିପ୍ରା ମଲ୍ଲିକ ଙ୍କୁ ଟିକେଟ ଦେଇ ଥିଲେ ହାରି ଯାଇ ଥାଆନ୍ତେ। ସେଥି ପାଇଁ ଗଣେଶ୍ୱର ବେହେରା ଙ୍କୁ ବିଜେଡ଼ି ଟିକେଟ ଦେଲା।
    ସତ୍ୟ ପ୍ରକାଶ ନାୟକ... କଂଗ୍ରେସ ରୁ ପୁରୀ ଲୋକ ସଭା ନିର୍ବାଚନ ରେ ଲଢ଼ି ଥିଲେ। ଲୋକେ ସତ୍ୟ ନାୟକ ଫି ଙ୍ଗି ଦେଲେ। କଂଗ୍ରେସ get out କରି ଦେଲା। ପରିସ୍ଥିତି ଦେଖି ରାଜନୀତି କରା ଯାଏ। ସିପ୍ରା ମଲ୍ଲିକ ଦିନେ ବିଜେଡ଼ି ଦଳ ଗୁଣ ଗାନ କରୁ ଥିଲେ। ନିନ୍ଦୁକ୍ ମାନଂକ ର TV channel ରୁ ଆମର କିଛି ଶିଖିବା ର ନାହିଁ।

    • @subratrout647
      @subratrout647 3 місяці тому

      ସତ୍ୟ ନାୟକ ନିଜେ ବାହାରି ଆସିଲେ କଂଗ୍ରେସ ଦଳ ରୁ

  • @shivaprasadsamal8665
    @shivaprasadsamal8665 3 місяці тому +1

    Sipra Mallik nije gaddar, tankara integrity nahin as like father Prahallad Mallik. Prahallad Mallik was next man to Biju Babu & was Bari MLA from Utkal Congress defeating Congress tall leader Surendranath Dwibedi. But Prahallad Mallik betrayed Biju babu, left Biju babu company,joined Janaki Babu Congress. Similarly daughter Sipra Mallik became MLA from BJD in Kendrapada and ultimately at last stage of Nabin Babu left BJD joined Congress for a mere self interest MLA ticket. Sipra is not ideal n proper person to opine n furnish analytical comment on BJD defeat.

  • @felixnayak6317
    @felixnayak6317 3 місяці тому +1

    Bjp ର ଲକ୍ଷ କଂଗ୍ରେସକୁ ହରାଇବା, କାରଣ କଂଗ୍ରେସକୁ ହରାଇ ପାରିଲେ bjp ଜିତବ!

  • @dukhishyam_sundaray
    @dukhishyam_sundaray 3 місяці тому +1

    Bada bada neta ekathihoithile, 25 barsha durniti kale.ekchhatra chalaile. Overall Nabin pattanaik nikama thile.Time will prove it clearly soon.

  • @subashpatra6884
    @subashpatra6884 3 місяці тому +1

    Nabina.babu..nija.haataru..sasan.dori.ku.chhadi.pandiaku..deba..bjd.haribar.karan.😊

  • @arabindmohapatra9685
    @arabindmohapatra9685 3 місяці тому +1

    Naveen bbu ruled 24 years for only bureaucrats

  • @pallimadhuriodiafolksong2771
    @pallimadhuriodiafolksong2771 3 місяці тому +1

    ମାଡାମ ଠିକ୍ କହୁଛନ୍ତି

  • @sanghamitradalabehera4889
    @sanghamitradalabehera4889 3 місяці тому +1

    Ebe ta siea congress netri...yanku question heba Katha nize Kai harile...congress Kai harila? Bjd hariba question yanku Kai pacharuccha?

  • @dr.purnendutripathy5263
    @dr.purnendutripathy5263 3 місяці тому +1

    ନବୀନ ବାବୁ ଅଜଣା ଚାଉଳ ଭାତ ଖାଉଥିଲେ?

  • @prasant6260
    @prasant6260 3 місяці тому +1

    Nabin + pandian =Bjd 0. But Nabin + Bjd = Bjd is HERO.

  • @ranjanmohanty267
    @ranjanmohanty267 3 місяці тому +1

    ମାଡମ ନମସ୍କାର, ଆପଣଙ୍କ ଏକଦମ ସତ କଥା ପଦାକୁ ଆଣିଛନ୍ତି।

  • @ajaykumarbehera5018
    @ajaykumarbehera5018 3 місяці тому +1

    ଓଡ଼ିଶାବାସୀ, ଆ ଉ, ନବୀନ,ମୁଁହ,ଚାହିବେନାହି

  • @gokulanandadas4048
    @gokulanandadas4048 3 місяці тому

    BJD ହରିବର କାରଣ ଶିପ୍ର madam nijey ,କାରଣ ଯେତେଦିନ ପର୍ଯ୍ୟନ୍ତ madam bjd re thile Pandian nka ଗୁଣଗାନ କରୁଥିଲେ ,ମାତ୍ର ଠିକ୍ ନିର୍ବାଚନ ବେଳେ ticket na ପାଇବାରୁ ଆଜି bjd ra apaguna ଗାଇବାକୁ ଆରମ୍ଭ କଲେ ,ଏହା ସଚ୍ଚୋଟ ରାଜନୀତିଜ୍ଞ ନକର ନୀତି ନୁହେଁ , Madam Ebey jeun mata rakhichhanti purbaru kaana ehasabu anubhaba କରିପାରୁ ନ ଥିଲେ , ନିର୍ବାଚନର ବହୁ ପୂର୍ବରୁ bjd durniti re dubijaithila ,Madam ସେତେବେଳେ bjd chhadi Cong re ଯୋଗଦେଇ ପ୍ରଶଂସାର ପତ୍ର ହୋଇପାରିଥାନ୍ତି ,

  • @bhagyadharanayak
    @bhagyadharanayak 2 місяці тому

    BJDହାରିବାର ମୂଖ୍ୟ କାରଣ
    ପାଣ୍ଡିଆନ୍ ଙ୍କ ସକ୍ରିୟତା ଓ
    ନବୀନଙ୍କ ନିଷ୍କ୍ରିୟତା ,
    ନେତୃତ୍ୱ ମାରଣ ନୀତି
    ପ୍ରତିପକ୍ଷ ଦଳ ଉପରେ
    ବିଶ୍ୱାସ,

  • @asimdas1013
    @asimdas1013 3 місяці тому

    Ma'am ଆପଣ ଟହଲି ମଲ୍ଲିକଙ୍କ ପ୍ରକୃତ ଦାୟାଦ ହୋଇଥିଲେ- ବିଜେଡି କି କଂଗ୍ରେସ ନୁହେଁ ବିଜେପି ର ପ୍ରାର୍ଥୀ ହୋଇଥାନ୍ତ

  • @arabindmohapatra9685
    @arabindmohapatra9685 3 місяці тому +1

    Cenntre does not negelect rather state fails to provide land to rail.

  • @srisaidesignvastu9209
    @srisaidesignvastu9209 3 місяці тому

    ବିଜେଡ଼ି ତଳସ୍ତରରେ କାମ କରିନାହିଁ , ଓଡ଼ିଆ ଅସ୍ମିତା ସବୁ ନେତା ଚାହିଁ ଲେ, ଲୋକଙ୍କ ର ମତଲବ ନାହିଁ ! ବିଜେଡ଼ି ର କାମ ତଳସ୍ତରରେ ଲୋକ ଉପଲବ୍ଧି କରିପାରିଲେ ନାହିଁ !୨୦୧୪,୨୦୧୯ ଭୋଟ ଟଙ୍କା ଦ୍ବାରା କିଣା ହେଈଥିଲା ୨୦୨୪ ରେ ଲୋକ ବିଜେଡ଼ି ଦଳ ପ୍ରତି ସମ୍ପୁର୍ଣ୍ଣ ଅସନ୍ତୁଷ୍ଟ ରହିଲେ !

  • @AchintyaBiswal
    @AchintyaBiswal 3 місяці тому +1

    Mote laguchhi Sipra Madam ebebi BJD re achhanti.

  • @DhirenMalik-q9j
    @DhirenMalik-q9j 2 місяці тому

    Sripa. Malik ନବୀନ ପଟ୍ଟନାୟକ ମାଗିଆକୁ ଠିକ୍ ସେ ଜାଣି ନାହିଁ

  • @pramodapradhan9257
    @pramodapradhan9257 Місяць тому

    ନବୀନ କହୁଥିଲା ଆପନ ମାନେ ଖୁସିତ କିନ୍ତୁ ବି ଜେ ଡି ନେତା ମାନେ ଯିଏ ପ୍ରକୃତ ନେତା ସେମାନଙ୍କୁ ତଡିଦେଲେ ନବୀନ ବାବୁ ଯିଏ ତେଲ ମାରିଲା ସିଏ ବିଭିନ୍ନ ପଦବୀ ପାଇଲା ନବୀନ ଭାବିଲା ମୋ ନାମରେ ଭୋଟ ଘରେ ଶୋଇକି ଭାବିଲା ରାଜ୍ୟ ମୋର କିନ୍ତୁ ଜନତା କଣ ଦେଖେଇଦେଲେ

  • @digambarbehera1022
    @digambarbehera1022 3 місяці тому +1

    ସିପ୍ରା ମଲ୍ଲିକ କାହିଁକି ହାରିଲେ ?

  • @madhusudanparida4161
    @madhusudanparida4161 3 місяці тому +1

    Madam Sipra Mallick is a nice & popular personality. But she made mistake by joining in Congress & defeated. I have a great regards for her outstanding debate.

  • @bhagabanchaini2149
    @bhagabanchaini2149 3 місяці тому +1

    Excess everything is very bad

  • @umeshrout3599
    @umeshrout3599 3 місяці тому

    ତାଂକ କୁକର୍ମ ଦାୟି ଅନ୍ୟାୟର ସୀମା ଲଂଘନ କରିଯାଇଥିଲା ଜୟଶ୍ରୀରାମ।

  • @swarnamohanty3121
    @swarnamohanty3121 3 місяці тому +1

    25 barsa power re rahile, anti incumbecy badhi badhi critical level pari hei jai.

  • @sibaprasadmishra7263
    @sibaprasadmishra7263 3 місяці тому +1

    A chalunu group re thile... A kana kahibe ???

  • @dhirenbehera4036
    @dhirenbehera4036 2 місяці тому

    Ganeshwar Behera has owned by huge margin probably highest by any MLA.Sipra Malik is not a comparable leader. Had BJD given her ticket,BJD would have lost this kendrapara seat.

  • @bibhudattamishra2471
    @bibhudattamishra2471 3 місяці тому

    Caste census equality ku nehi debate Karo imithi narrative gutiko dissucion Kari possitive heu ki negative heu BJD fyaad milichu lok dissucion karuchi apna Mane issue jouta important sehita narrative karanthu caste census social justice equality every field re

  • @Mishkasgarden
    @Mishkasgarden 3 місяці тому

    Sulochana,sulata,ipsita,Elina,Srimayee emane bjd ra ..

  • @nareshpatro7986
    @nareshpatro7986 2 місяці тому

    Rajaneta ziro officers Hero
    Odisha Itihash re kebe hoinathila
    Pandian kuade gala
    BJD ku khatam kariba Lagi Navin responsible

  • @dambarudharghana2030
    @dambarudharghana2030 3 місяці тому +1

    No democracy was there in BJD. So, it lost the election.

  • @RajatkumarBoxi
    @RajatkumarBoxi 3 місяці тому +1

    Due to Colonial attitudes

  • @gayatrimuduli5352
    @gayatrimuduli5352 2 місяці тому

    Asmita painki vote bjp ku jaini.Asmita katha uthau thiba bjp leader nka vitare bahara neta thile.
    Only durniti grasta sarkari byabastha dayi.
    Pandian aji b Naveen babu nka taraf ru bjd ku control karu chanti

  • @RABISHANKARGhosh-z5e
    @RABISHANKARGhosh-z5e 3 місяці тому

    NABIN BABU OUR EX HONOURABLE CHIEF MINISTER WAS HONEST MAN. BUT HONEST CADRE NOT SUPPORTED BY BJD HIGH COMMAND AS THEY DESERVES. GOD MAY BLESS YOU 🙌 ALL OUR ODISSA LEADERS OF ALL PARTIES AND PEOPLE OF OUR ODISSA JAY JAGANNATH. THANKS

  • @nareshpatro7986
    @nareshpatro7986 2 місяці тому

    Ganjam re kichi karinahanti Navin eithi ziro Navin haru Haru jitigale
    Kiye pacharu nathile yes ur absolutely right

  • @gayatrimuduli5352
    @gayatrimuduli5352 2 місяці тому

    Sabu stara re Durniti re ubutubu hau thiba bjd sarkar re ana-niswasi hei loke bjp ku vote dele. Anya kichi karan sete gurutya purna nuhe

  • @RABISHANKARGhosh-z5e
    @RABISHANKARGhosh-z5e 3 місяці тому

    BJD PARTY GOVERNMENT ONLY WRONG TO SUPPORT BLINDLY TO CENTRAL BJP GOVERNMENT IN CENTRAL LEVEL IN EACH BILL AND SOFT CORNER TOWARDS STATE LEADERS UNDER ESTIMATING THEIR ORGANIZATION NAMASTE 🙏

  • @debrajbehera8341
    @debrajbehera8341 3 місяці тому

    Thank you Satya Babu for your presentation. We like your channel 🙏

  • @nirmalkumarbehuria6411
    @nirmalkumarbehuria6411 3 місяці тому +1

    Madam is saying very perfect points

  • @nareshpatro7986
    @nareshpatro7986 2 місяці тому

    Navin bi harile Navin Hinjili re bi harithante Biju Babu nka photo gayeb No power no BJD

  • @gopalkrishnapattnaik5313
    @gopalkrishnapattnaik5313 2 місяці тому

    PANDIAN MIGHT BE GOLD , ODISHA PEOPLE NEVER ACCEPT HIM IN PAST , PRESRNT OR FUTURE.

  • @chinmayachirasundarjena
    @chinmayachirasundarjena 3 місяці тому

    A sipra Mallick jete bele BJD ra MLA thila bina lancha re Lokalnka kama Karu nathila. Athi besi bhdra Delhi hauchi

  • @santoshsahoo2727
    @santoshsahoo2727 3 місяці тому

    Nabin babu nispati nabaku kie? Nabin babu janiparu nahanti tanka against re kie kantabanji ladhuchhi.

  • @ghanashyampadhan8352
    @ghanashyampadhan8352 3 місяці тому +1

    Ticket nai paela birodh karuchhu

  • @nareshpatro7986
    @nareshpatro7986 2 місяці тому

    Pandian lagi Odisha barbad hela BJD harila Navin ji is responsible for it

  • @prafulasingh2267
    @prafulasingh2267 3 місяці тому

    ସିପ୍ରା ଅପା ଅବଶ୍ୟ ଠିକ କହୁଛନ୍ତି କିନ୍ତୁ
    ସାର୍ ସିପ୍ରା ଅପା କଂଗ୍ରେସ ନମିଶି ବିଜେପିରେ ମିଶିଥିଲେ , ଆପଣ ସିପ୍ରା ଅପାଙ୍କୁ ଏପରି ପ୍ରଶଂସା କରି ଥାଆନ୍ତେ କି ?
    ଏବଂ ସିପ୍ରା ଅପା ବିଜୁ ଜନତାଦଳ ରେ ଟିକେଟ ପାଇଥିଲେ ବା ଅନ୍ୟ କୌଣସି ପଦପଦବୀ ପାଇଥିଲେ , ବିଜେଡି ଛାଡ଼ି ନଥିଲେ , ଏପରି କରିଥାଆନ୍ତେ କି ?
    ବୋଧହୁଏ ନାଁ ,,,,,
    ଧନ୍ୟବାଦ

  • @manishapattanayak2152
    @manishapattanayak2152 3 місяці тому

    କୁକୁର ଭଳିଆ ଭୁକୁଚି ଏହି ବୁଢା ସାମ୍ବାଦିକ😂

  • @jchoudhury274
    @jchoudhury274 3 місяці тому

    ନବିନ ବାବୁ ଯଣେ ଇମିତି ନେତା ଯିଏ କି ଓଡ଼ିଶା ବିଷୟରେ କିଛି ଜାଣି ନାହାନ୍ତି MLA MP ନେତା ମନ୍ତ୍ରୀ କିମ୍ବା ସାଧାରଣ ଲୋକଙ୍କ ସହ ମିଶି ନାହାନ୍ତି cm ଅଫିସ ରେ 24 ବର୍ଷ ବିତେ ଇ ଛନ୍ତି ୟା ଙ୍କୁ କିଏ କରୁଥିଲା World no 1 CM ଛି ଛି ଛି ଲଜ୍ୟl ର କ ଥା ଜୟ ଜଗନ୍ନାଥ

  • @BhawaniPrasad-b9c
    @BhawaniPrasad-b9c 2 місяці тому

    NABINA PUBLIC MONEY ATMASAT KARIBARU BJD HARILA.BIJU MAD PAIN HARIBA NAZIR ACHI.

  • @Mishkasgarden
    @Mishkasgarden 3 місяці тому

    Sipra Apananku bahut bahut dhanyabad sie jeun dalare thantu na kanhiki ati bhadra , namra, ethipain tanka prati mora bahut bhala paiba ,o sanman

  • @nareshpatro7986
    @nareshpatro7986 2 місяці тому

    Savubele jiti pariba nahi Navin Naam re vote nshi yeha pramanita kale loke

  • @himanshubehera3478
    @himanshubehera3478 3 місяці тому +1

    କିଏ ଇଏ ମହିଳା

  • @sunilmuduli5475
    @sunilmuduli5475 3 місяці тому +2

    ବହୁତ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି।

  • @dr.ratnakarmohapatra1463
    @dr.ratnakarmohapatra1463 3 місяці тому +1

    We are with you. Thanks

  • @pkpanda1371
    @pkpanda1371 3 місяці тому

    ସତ୍ୟ ପ୍ରକାଶ ନାୟକ, ସିପ୍ରା ମଲ୍ଲିକ ଏତେ ଭଲ କିନ୍ତୁ ଭୋଟ ରେ କେହି ପଚାରିଲେ ନାହିଁ। ସତ୍ୟ ପ୍ରକାଶ ନାୟକ ଏହି ବିଷୟ ଉପରେ ଆଲୋଚନା ହେଉ।

  • @rabindrakumarmohapatra3734
    @rabindrakumarmohapatra3734 2 місяці тому

    Madam you are absolutely right.

  • @madhusudannayak9353
    @madhusudannayak9353 3 місяці тому

    Ekachatra.sasanra.sample.dek hauthila

  • @bibhurath6751
    @bibhurath6751 Місяць тому

    Madam kebal pandia sala jogu apri hela

  • @nareshpatro7986
    @nareshpatro7986 2 місяці тому

    Boby kiye sabh Paribarbd ku prasya diyagla

  • @prasantakumarsahoo8366
    @prasantakumarsahoo8366 2 місяці тому

    Bjd re thila ବେଳେ bohut tekuthile

  • @nareshpatro7986
    @nareshpatro7986 2 місяці тому

    Sabh khani pani re durniti hoichi

  • @sughosedas9588
    @sughosedas9588 3 місяці тому

    Baba Jay Jagannath haraela =100%

  • @PrahalladNayak-wn7sm
    @PrahalladNayak-wn7sm 3 місяці тому

    ପ୍ରକୃତ ସତ୍ୟ.

  • @bharatmahapatra3505
    @bharatmahapatra3505 3 місяці тому

    You are correct madam

  • @johaarg5019
    @johaarg5019 3 місяці тому

    bjd lost bcoz freindship with bjp who ditched bjp in a similar way bjp ditched bsp shivasena and all others it is the characteristics of Modi Shah

  • @manojabehera5509
    @manojabehera5509 2 місяці тому

    Good discussion.

  • @prasannkumarnayak1398
    @prasannkumarnayak1398 3 місяці тому

    😂😂😂

  • @ajaykumarbehera5018
    @ajaykumarbehera5018 3 місяці тому

    Jetebele,vupindar,babu,dalare,,misile,seidina,tharu,bjd ku😮

  • @NKUpadhyay-io2pt
    @NKUpadhyay-io2pt 2 місяці тому

    shatakatha.

  • @BiswajitMohanty-w2m
    @BiswajitMohanty-w2m 2 місяці тому

    Pandian dai

  • @jyotirmayeesamal3266
    @jyotirmayeesamal3266 3 місяці тому

    Madam namaskar 🙏Good discussion

  • @golakbiharimohanty8816
    @golakbiharimohanty8816 3 місяці тому

    Thanks Satya Babu.

  • @mukundacharannayak4667
    @mukundacharannayak4667 3 місяці тому

    Valueless Statement.

  • @rishipattanaik5402
    @rishipattanaik5402 3 місяці тому

    thank you sir

  • @sunitapadhan8054
    @sunitapadhan8054 3 місяці тому

    Vgood