ପୁଅ କଲେ ଭୁଲ ହେଲେ ରାଜ୍ୟପାଳରୁ ଇସ୍ତଫା ଦେବେ ରଘୁବର ଦାସ...

Поділитися
Вставка
  • Опубліковано 26 жов 2024

КОМЕНТАРІ • 294

  • @PrahalladNayak-wn7sm
    @PrahalladNayak-wn7sm 3 місяці тому +81

    ନିଜ ଅଯୋଗ୍ୟ ପୁତ୍ର ପାଇଁ ଇସ୍ତଫା ଦେବା ମହାନତାର ପରିଚୟ.

  • @RambilasNaik
    @RambilasNaik 3 місяці тому +27

    ଏ ମିତି ଗୁଣ ପାଇଁ ବିହାରୀ ମାନେ ସବୁ ରାଜ୍ୟ ରେ ମାଡ଼ ଖାଉଛନ୍ତି ଆଉ ସବୁ ରାଜ୍ୟ ରୁ ତୋଡ଼ା ଖାଉଛନ୍ତି

  • @pramodkumarvlogs4429
    @pramodkumarvlogs4429 3 місяці тому +28

    ପ୍ରଥମ କଥା ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରି ଜେଲ୍ ପଠାନ୍ତୁ.ଦ୍ବିତୀୟ କଥା ରାଜ୍ୟପାଳଙ୍କୁ ଅନ୍ଯତ୍ର ରାଜ୍ୟକୁ ବଦଳି କରାଯାଉ.
    ଓଡିଶାରେ ରହି ଓଡିଆ ଖାଦ୍ୟ ଖାଇ ଓଡିଆ ଲୋକଙ୍କୁ ମାଡ ମାରିବ ଏ କଥାକୁ କେବେ ହେଲେ ଓଡିଶାବାସୀ ସହି ପାରିବେନି.
    ଜୟ ଜଗନ୍ନାଥ

  • @joykrishnamishra1785
    @joykrishnamishra1785 3 місяці тому +19

    ଶୀଘ୍ର ଇସ୍ତଫା ଦିଅନ୍ତୁ

  • @saratranjanbehera6661
    @saratranjanbehera6661 3 місяці тому +55

    ଧର୍ମେନ୍ଦ୍ର ବାବୁ ଏତିକି ବେଳକୁ ଗଲ କୁଆଡେ... ଯିଏ ଓଡ଼ିଆ ଅସ୍ମିତା ନାଁ ରେ ପ୍ରବଳ ପବଳ ହାୱା କରେ ସେଇ ଧର୍ମେନ୍ଦ୍ର ପ୍ରଧାନ କଉଠି ଲୁଚିଛ.....? କାଇଁ ଲୁଚିଛ ଧର୍ମେନ୍ଦ୍ର ବାବୁ

    • @bikashchandrasahoo7713
      @bikashchandrasahoo7713 3 місяці тому +2

      Thik

    • @thabirkumarharjan2893
      @thabirkumarharjan2893 3 місяці тому +1

      Wait for 2029 BJP sarkar

    • @archanabarik2330
      @archanabarik2330 3 місяці тому +1

      Sala chora tautor kouthi luchi chhi....😡😡

    • @nuelbaa8392
      @nuelbaa8392 3 місяці тому +1

      Sir, hati kede antore padibo boli sabu jugithile,ebe sabu fuss.......Mr Dharmendra pradha, mam Aparajita etc.etc.sabu gatua musa😂😂😂
      .

    • @archanabarik2330
      @archanabarik2330 3 місяці тому

      @@nuelbaa8392 sabu chora nka meli BJP re......😡😡

  • @hadibandhunaik3464
    @hadibandhunaik3464 3 місяці тому +35

    ଠିକ କଥା ଇସ୍ତଫା ଦିଅନ୍ତୁ

  • @jullysamal6626
    @jullysamal6626 3 місяці тому +48

    ଇସ୍ତଫା ଦିଅନ୍ତୁ ରାଜ୍ୟପାଳ
    ରାଷ୍ଟ୍ରପତି ବି
    CM କାଇଁ ବୁଝୁନି

  • @maushumisoy904
    @maushumisoy904 3 місяці тому +31

    ତୁରନ୍ତ ରାଜ୍ୟ ଛାଡ଼ି ଚାଲି ଯିବା ଉଚିତ୍, କଥା ନୁହେଁ କାମରେ ଦେଖାଇବା ଉଚିତ୍,

  • @LovelyGiraffes-jp2xd
    @LovelyGiraffes-jp2xd 3 місяці тому +21

    ଜାଗି ଉଠ ଓଡ଼ିଆ ଭାଇ ମାନେ ଅଣ ଓଡ଼ିଆ ଆସି ଆମ ଘରେ ପଶି ବାଡେଇବା ଘଟଣା କେତେ ନିନ୍ଦନୀୟ ଇଏ କଣ ଓଡ଼ିଆ ଅସ୍ମିତା 😢😢

  • @upendrakumarmohanty6320
    @upendrakumarmohanty6320 3 місяці тому +11

    ପ୍ରଧାନମନ୍ତ୍ରୀ କାର୍ଯାନୁଷ୍ଠାନ ଗ୍ରହଣ କରିବେ

    • @2019TANMAYEETPS
      @2019TANMAYEETPS 3 місяці тому +1

      ସେ ମାଗିହା କଣ କରିବ

  • @ajitkumarpanda6388
    @ajitkumarpanda6388 3 місяці тому +37

    ଆମେ ଆଶା କରିବା bjd ସରକାର ଯାହା କରୁଥିଲେ bjp ସରକାର ତାହା କରିବା ଠିକ୍ ନୁହଁ,,,ଲୋକଙ୍କ ର ଆଶା ଭରଷା ଧୂଳିସାତ ନ ହେଉ,ଯିଏ ବି ଦୋଷ କରିଥିବ ଦଣ୍ଡ ପାଉ,,,,,,

    • @archanabarik2330
      @archanabarik2330 3 місяці тому

      BJD sarkar BJP sarkar pari Kukura Nuhen...

  • @ranajitkumarmohanty9740
    @ranajitkumarmohanty9740 3 місяці тому +32

    ସୁବିଧାବାଦୀ ଅସ୍ମିତା ll

  • @RambilasNaik
    @RambilasNaik 3 місяці тому +7

    ରାଜ୍ୟ ପାଳ ର ଝିଅ କୁ କରୁଥିଲା ବୋଧେ ସେଥିପାଇଁ ଓଡ଼ିଆ ଅଫିସର କୁ ହାତ ଉଠେଇଲା

  • @brahmaachary3955
    @brahmaachary3955 3 місяці тому +35

    ଓଡ଼ିଆ ଅସ୍ମିତା , ବିହାରୀ ଗୁଣ୍ଡା ଶାସନ

  • @sanvideo1480
    @sanvideo1480 3 місяці тому +1

    Good sir thanks 🙏

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 3 місяці тому +7

    ଚୋରଙ୍କ ର ମୁହଁ ଟାଣ ଏବେ ବି ଜେ ପି ବାଲାଙ୍କ ପାଟିରେ ..... ପଶିଛି ନିଲଠା ଗୁଡାକ ସେମାନଙ୍କୁ ଲାଜ ଅଛି ବାଳ ଜିତିଲା ପରେ ସବୁ କାଢି ପକେଇ ବେ କହୁଥିଲେ ,କଥାରେ ନାହିଁ ବାପ ବାପ

  • @bhikeshsabar8144
    @bhikeshsabar8144 3 місяці тому +10

    ଇସ୍ତଫା ଦିଅ

  • @salilakumardalai2787
    @salilakumardalai2787 3 місяці тому +24

    ଇସ୍ତଫା ତୁରନ୍ତ ଦେଇଦିଅ

  • @mohanhembram427
    @mohanhembram427 3 місяці тому +4

    ମୋହନ ସରକାର ଦାୟୀ ରାଜ୍ୟପାଳ କୁ ବିଦାୟ ନେବା ଉଚିତ୍

  • @ratikantajenaratikanta9421
    @ratikantajenaratikanta9421 3 місяці тому +2

    Pratibada jordar heba darkar

  • @swapneswarpaikaray1229
    @swapneswarpaikaray1229 3 місяці тому +1

    ନିଜ ରାଜ୍ଯରେ ଅଲୋଡା ଅଯୋଗ୍ୟ ଅନ୍ୟ ରାଜ୍ୟରେ ସର୍ବୋଚ୍ଚ ଆସନରେ ଥଇଥାନ।ପୁତ୍ର ମୋହ ଧୃତରାଷ୍ଟ ।

  • @biranchinarayanmohanty4699
    @biranchinarayanmohanty4699 3 місяці тому +3

    ବିଜେପି ର ଏଇଟା ଅସଲ ପରିଚୟ

  • @sanjayadas7539
    @sanjayadas7539 3 місяці тому +3

    ସେ ଯିଏ ହୁଅନ୍ତୁ ନା କାହିଁକି ଦୋଷୀ ଦଣ୍ଡ ପାଇବା ନିହାତି ଦରକାର।

  • @debendraamat4776
    @debendraamat4776 3 місяці тому +4

    ସରକାରୀ ଚାକିରୀଆକୁ ମାଡ ମାରିବା ବହୁତ ଭୁଲ

  • @rabindranathrout2937
    @rabindranathrout2937 3 місяці тому +3

    ଆମର ଏ ରାଜ୍ୟ ପାଳ ଦରକାର ନାହି

  • @giridharigsahani7584
    @giridharigsahani7584 3 місяці тому +10

    Right ❤❤❤❤❤❤❤

  • @bhoibiswanath4
    @bhoibiswanath4 3 місяці тому

    ମୋ ବିଚାରରେ ରାଜ୍ୟପାଳ ଇସ୍ତଫା ଦିଅନ୍ତୁ ଓ ତାଙ୍କ ପୁଅକୁ ଗିରଫ କରାଯାଉ ତୁରନ୍ତ (ଜୟ ଜଗନ୍ନାଥ, ଜୟ ବିଜେପି )👏🇮🇳

  • @mahendrasoren456
    @mahendrasoren456 3 місяці тому +2

    ଇସ୍ଥାପ ଦେବା ଦରକାର

  • @satyabaspatel4001
    @satyabaspatel4001 3 місяці тому +12

    Bhal heba istapha dele

  • @pradeeptakumarpanda1054
    @pradeeptakumarpanda1054 3 місяці тому +1

    Thanks too much sir

  • @sureshchandradash3653
    @sureshchandradash3653 3 місяці тому +3

    Right katha sir Rajyapal rigaein diantu

  • @dhirendrakumarguru980
    @dhirendrakumarguru980 3 місяці тому +15

    Odia Asmita ! Sabu nataka angya ... 😢

  • @niranjannayakgreatodisha2342
    @niranjannayakgreatodisha2342 3 місяці тому +9

    ଠିକ କଥା

  • @bijayswain4460
    @bijayswain4460 3 місяці тому +2

    ତାର ତଦନ୍ତ ହେବା ଦରକାର। ସୁଖିଲାରେ ଜନକୁ ବଦନାମ କଣ ପାଇଁ! କୁନ୍ଦୁଲି ପୀଡ଼ିତା ପାଇଁ କେତେ କାନ୍ଦୁଥିଲେ ଆଜ୍ଞା?

  • @chakarasahoo276
    @chakarasahoo276 3 місяці тому +7

    Vidyadhar Bhai jindabd

  • @baradakantatripathy972
    @baradakantatripathy972 3 місяці тому +11

    Rajyapala ohari jantu

  • @giridharigsahani7584
    @giridharigsahani7584 3 місяці тому +7

    Region to be Governer

  • @pradeshojha9089
    @pradeshojha9089 3 місяці тому

    Right

  • @vlogdisbilitybapunu
    @vlogdisbilitybapunu 3 місяці тому +2

    Ld ଓଡ଼ିଆ ଅସ୍ମିତାକୁ ସମ୍ମାନ ଦିଅନ୍ତୁ ରାଜ୍ୟ ସରକାର.

  • @munsarkhan9381
    @munsarkhan9381 3 місяці тому +4

    Yes sir good ❤

  • @purusottamnayak7939
    @purusottamnayak7939 3 місяці тому +2

    ଜୋତା ନ ଚାଟିଥିଲେ ମର୍ଡର କରିଥାଆନ୍ତେ ନା କଣ?

  • @alekh123vai
    @alekh123vai 3 місяці тому +1

    ଠିକ୍ କଥା

  • @DevendraGaya
    @DevendraGaya 3 місяці тому +8

    Jay jaganath sir ❤❤❤❤❤❤❤❤❤

  • @bijayaharichandan1592
    @bijayaharichandan1592 3 місяці тому +3

    ❤☑️ଆପଣ ଠିକ କହିଛନ୍ତି

  • @mnsirmathematics269
    @mnsirmathematics269 3 місяці тому

    ଛି ଛି ଆଉ ରଘୁବୀର ସମ୍ମାନ ଜନକ ରାଜ୍ଯ ପାଳ ପଦବୀ ଇସ୍ଥଫା ଦେଇ ଅଯୋଗ୍ୟ ପୁତ୍ର କୁ ଧରି ନିଜ ରାଜ୍ଯ କୁ ପଳାନ୍ତି।

  • @bishnupriyapradhan1152
    @bishnupriyapradhan1152 3 місяці тому +8

    Rastrapati nku bhala lagila ta?

  • @chinmayakumarmohapatra697
    @chinmayakumarmohapatra697 3 місяці тому +9

    Should resign bcz of prestige

  • @rakeshbehera2519
    @rakeshbehera2519 3 місяці тому

    Right 👍👍👍 ekdum right 👍

  • @debendramohakud8831
    @debendramohakud8831 3 місяці тому

    Very clear & effective information here.............

  • @ranjitsagaria
    @ranjitsagaria 3 місяці тому +4

    Shameless Governor should immediately step down

  • @kartikpatra2346
    @kartikpatra2346 3 місяці тому

    ରାଜ୍ୟ ପାଳ ଆଉ ମୋହନ ବାବୁ ଇସ୍ଥଫା ଦିଅ
    ତମେ ଠିକ କରୁନ ଚାବି ମୋଦିଠୁ ନେଇଆସ ନହେଲେ ଦୋଷୀକୁ ଦଣ୍ଡ ଦିଅ ନହେଲେ ରାଜନୀତି ଛାଡ଼

  • @kshyamanidhibehera3803
    @kshyamanidhibehera3803 3 місяці тому

    ସାର୍, ବିଗତ ଦିନରେ ରାଜ୍ୟରେ ଯାହା ସବୁ ହେଇଥିଲା ସେତେବେଳେ ଏଇମିତି ସ୍ୱର କରି ଥିଲେ ବୋଧେ ଭଲ ହେଇଥାନ୍ତା । ସେତେବେଳେ କିଏ କେତେଥର ଇସ୍ତଫା ଦେଇଥିଲେ ତାହା ମଧ୍ୟ ଆପଣ ଜାଣିଥିବେ ।

  • @bishnupriyapradhan1152
    @bishnupriyapradhan1152 3 місяці тому +6

    Lajya

  • @krushnasamal7485
    @krushnasamal7485 3 місяці тому +1

    You are absolutely right.

  • @rasmiranjanbehera7396
    @rasmiranjanbehera7396 3 місяці тому

    ରାଜ୍ୟପାଳ ଇସ୍ତପl ଦେବା ଦରକାର

  • @lakhinarayandas8505
    @lakhinarayandas8505 3 місяці тому

    ଯୋଗ୍ଯ ପିତାର ଯୋଗ୍ଯ ସନ୍ତାନମାନଙ୍କର ଲଜ୍ଜ୍ୟା ନାହିଁ। ଯେଉଁଦିନ ଘଟଣା ଘଟିଲା ସେହି ଦିନ ମହା ମହିମ ରାଷ୍ଟ୍ରପତିଙ୍କର କାର୍ଯ୍ୟାନୁଷ୍ଠାନ ନିୟୋଜିତ ଥିଲେ। ମହା ମହିମଙ୍କର ଏଠାରେ କିଛି କରିବାର ଅଛି କି ନାହିଁ

  • @basumandal6209
    @basumandal6209 3 місяці тому

    Joyguru joy sree Jagannath OK SIR

  • @subaldas3254
    @subaldas3254 3 місяці тому

    ଜୟ ଜଗନ୍ନାଥ।
    ମହାମହିମ ରାଷ୍ଟ୍ରପତି ପୁରୀ ରାଜଭବନରେ ପୁରା ରାଷ୍ଟ୍ରୀୟ ସୁରକ୍ଷା ବଳୟ ମଧ୍ୟରେ ମହଯୁଦ୍ ଥିବା ସମୟରେ ସେହିଠାରେ ଜଣେ ସରକାରୀ ASO ଙ୍କୁ ମାଡ଼ମାରିବା କେତେ ଗ୍ରହଣୀୟ।
    ଏପରି ଘଟଣା ମହାମହିମଙ୍କ ଜ୍ଞାତସାରକୁ ନିଶ୍ଚିତ ଆସିଥିବ।

  • @2019TANMAYEETPS
    @2019TANMAYEETPS 3 місяці тому

    ରାଇଟ ସାର ଏବେ ଓଡ଼ିଆ ଅସ୍ମିତା କୁଆଡେ ଗଲା ମାଗିହା

  • @bibhutibhusanbehera5464
    @bibhutibhusanbehera5464 3 місяці тому

    ଇସ୍ତଫା ଦେବା ଉଚିତ ହେବ ନହେଲେ ଇଜ୍ଜତ ଯିବ

  • @rabinarayan2414
    @rabinarayan2414 3 місяці тому

    ସବୁ କିଛି ସେଟିଂ ହେଇଗଲାଣି, ତେଣୁ ଆପଣ ଯାହା କହିଲେ ବି କିଛି ଫରକ୍ ପଡିବନି ଏଇ BJP ଗ୍ୟାଙ୍ଗ କୁ ....

  • @name7904
    @name7904 3 місяці тому +1

    😮 ଓଡ଼ିଶା ବାଶି ଧ୍ୟାନ ଦିଅନ୍ତୁ , ଯଦି ରାଜ୍ୟପାଳ ର ପୁଅ ଏତେ ବଡ଼ ଧରଣର ଜଘନ୍ୟ ଅପରାଧ କରିଛି , ତା'ହେଲେ ତା'କୁ ଦଣ୍ଡ ନଦେଇ ବର୍ତ୍ତମାନ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ଉପରେ ଏତେ ପ୍ରାଧାନ୍ୟ ଦଵା କ'ଣ ନିହାତି ଆବଶ୍ୟକ ?

  • @dhirenmohapatra4584
    @dhirenmohapatra4584 3 місяці тому +2

    ଆଦର୍ଶ ଦେଖାଇଲେ । ବହୁ ଧନ୍ୟବାଦ

  • @sachitradas6257
    @sachitradas6257 3 місяці тому +2

    Thik kahile

  • @sukantasahoosahoo1937
    @sukantasahoosahoo1937 3 місяці тому

    Rajya pala Haye Haye

  • @rnk6817
    @rnk6817 3 місяці тому

    He should resign.ପୁଅ କୁ ନୈତିକତା ଶିଖାଇ ନି.and govt should not select these bloody politicians as GOVERNER..a governer should be a person of intellectual and repute ଜଣେ ନେତା ର ପୁଅ ସବୁ ବେଳେ ହାରାମ ଏକ ବିହାରୀ ସଉ ବିମାରି

  • @DhanaKumbhar-n2s
    @DhanaKumbhar-n2s 3 місяці тому

    ଇସ୍ତଫା ଦେଉ

  • @gandharbbiswal6649
    @gandharbbiswal6649 3 місяці тому

    ଶଳା ବିଜେଡ଼ି ଵାଲା କଣ ପାଇଁ ସୋଇ ରହିଛି । କେବେ ତମ ନିଦ ଭାଙ୍ଗିବ

  • @BIJAYBISOI-re6jg
    @BIJAYBISOI-re6jg 3 місяці тому +3

    Yes

  • @preetihembramofficial
    @preetihembramofficial 3 місяці тому

    ରାଜ୍ଯପାଳ ପୁଅର ଅପକର୍ମ ପାଇଁ ଇସ୍ତଫା ଦିଅନ୍ତୁ।

  • @sureshchandrabhoi5409
    @sureshchandrabhoi5409 3 місяці тому

    ଏ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା କଣ ବୁଝିବେ. ଏମାନେ ତ ଭଲଭାବେ ଦିପଦ ଓଡ଼ିଆ କହିଜାଣନ୍ତି ନାହିଁ. ସେମାନଙ୍କ ପାଇଁ ଅସ୍ମିତା ଅର୍ଥ ବୁଝିବା କଷ୍ଟ.

  • @manasranjandas3264
    @manasranjandas3264 3 місяці тому

    ଇସ୍ତଫାପତ୍ର ରାଷ୍ଟ୍ରପତି ଙ୍କୁ ପଠାଇବା ଆବଶ୍ୟକ ଏବଂ tanka ପୁଅ କୁ ଦଣ୍ଡ deba ଦରକାର

  • @bikramkesharidas3917
    @bikramkesharidas3917 3 місяці тому

    ସବୁ ଠାରୁ ଆଗୁଆ ଚାନେଲ ଗଲେ କୁଆଡେ। କାଇଁ ଏ ସବୁକୁ ପ୍ରସାରଣ କରୁ ନାହାଁନ୍ତି

  • @bollywoodhungama4016
    @bollywoodhungama4016 3 місяці тому

    Right sir. 😊

  • @saratkumargajendra1001
    @saratkumargajendra1001 3 місяці тому

    ରାଜ୍ୟପାଳଙ୍କ ପୁଅ କଣ ଆଇନରୁ ବାହାରେ? ବିଜେପି କତୃପକ୍ଷ ମୁଁହ ଖୋଲନ୍ତୁ, ପାଣ୍ଡିଆ ପାଇଁ ଯେଉଁ ସ୍ୱର ବାହାରୁଥିଲା, ଲଳିତ ଦାସ ପାଇଁ ଦବି ଯାଉଛି କାହିଁକି? ଓଡ଼ିଆ ଲୋକ ମାନଙ୍କ ଜନ୍ମ କଣ ଅତ୍ୟାଚାରିତ ହେବା ପାଇଁ??? କିଏ ଏହାର ଉତ୍ତର ଦେବ? ଓଡ଼ିଆ ଅସ୍ମିତାର ସ୍ୱର ଦବି ନ ଯାଉ

  • @samirnaik9773
    @samirnaik9773 3 місяці тому +6

    BJP hin apori karnam

  • @2019TANMAYEETPS
    @2019TANMAYEETPS 3 місяці тому

    ଧର୍ମେନ୍ଦ୍ର ବାବୁ ଓଡ଼ିଆ ଅସ୍ମିତା କୁଆଡେ ଗଲା ପାଟି ପୁରା ଚୁପ କଣ ପାଇଁ ମୋଦି ବାବୁ କୁଆଡେ ଗଲା ଆପଣଙ୍କ ଅସ୍ମିତା ସସ୍ମିତା ରଶ୍ମିତା

  • @mrsahuhk1972
    @mrsahuhk1972 3 місяці тому

    ରହିଯା ରଘୁ । ନାମ ନେବୁ ।

  • @sewanayak945
    @sewanayak945 3 місяці тому +1

    ଖାଲି ଭୋଭୋ ଭୋକିବ 😜

  • @surajmahammad3800
    @surajmahammad3800 3 місяці тому

    Right sir

  • @CongresskaPiyar
    @CongresskaPiyar 3 місяці тому

    Right Jay Bharat Mata ki Jay nyaay Dena chahie sir Jay Rahul Gandhi Jay Priyanka Gandhi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🇮🇳🫡🛕🌺🕌⛪🙏🙏🙏

  • @pramodpanda8976
    @pramodpanda8976 3 місяці тому

    Right Right Right satakatha

  • @sadasivadash1713
    @sadasivadash1713 3 місяці тому

    ରାଜ୍ୟପାଳ ଏ ପର୍ଯ୍ୟନ୍ତ ଇସ୍ତପା ଦେଇନାହାନ୍ତି କାହିଁକି, ମୂଖ୍ୟମନ୍ତ୍ରୀ ବି ଏଥିପାଇଁ ଦାୟୀ, ଏହାହିଁ ଓଡ଼ିଆ ଅସ୍ମିତା, BJD ମୁଖ୍ୟ ବିରୋଧୀ ଦଳ ଭାବେ କରୁଛି କଣ ?

  • @kamalakantabindhani8896
    @kamalakantabindhani8896 3 місяці тому

    Odisha ra Governor Raghuvar Das immediately resign deba Sahita Odisha ru Bidaya Niantu

  • @ranjannayak7751
    @ranjannayak7751 3 місяці тому

    Good student Congress 👍👍

  • @jaydhanraj8864
    @jaydhanraj8864 3 місяці тому

    ଦେବା ଦରକାର । ସେଇଟା ସମ୍ବିଧାନ ର ନିୟମ......

  • @janmejayaswain2612
    @janmejayaswain2612 3 місяці тому

    ମୁଖ୍ୟମନ୍ଢ ଵହୁତ ସରଳ ଵ୍ୟକ୍ତି ,ତାଙ୍କୁ ଏହି କଥାରେ ଟିକିଏ ଲଜ୍ୟା ଲଗୁଛି ,ତେଣୁ ଚୁପ୍ ,

  • @ranajitchhatar6909
    @ranajitchhatar6909 3 місяці тому

    ଏଇ ହେଇଛି ଓଡିଆ ଅସ୍ମିତା, ଡବଲ ଇଂଜିନ

  • @DebaDurlia-jx7qh
    @DebaDurlia-jx7qh 3 місяці тому

    Right bai histapa deba darkar

  • @antaryamirout304
    @antaryamirout304 3 місяці тому

    Thank you sir.

  • @KanhaiMajhi-pp8ll
    @KanhaiMajhi-pp8ll 3 місяці тому

    ଏଇଠି ତାମିଲ ଶାସନ ବିହାରୀ ଶାସନ ବାଳ ଓଡ଼ିଆ ସବୁ ମେଣ୍ଢାମାତୃ ଚୁଦ ଅର୍ଗସ ଵାଲା ଗଲା କୁଆଡେ

  • @DhirendraPanda-yk9gd
    @DhirendraPanda-yk9gd 3 місяці тому

    👍👍👍👍👍👍👍👍👍

  • @fuse8283
    @fuse8283 3 місяці тому

    😮😮😮 ଆବେ ମାଗିଆ କହିଲୁ ଠିକ୍ ଅଛି ହେଲେ ଆଗରୁ କୋଉଠି ଶୋଇଥିଲୁ ମମିତା, ପରି case ରେ କେବେ ପାଟି ଖୋଲିଥିଲୁ ଆରେ ମାଗିଆ

  • @ramachandrasahoo1470
    @ramachandrasahoo1470 3 місяці тому

    Right Katha kahuchanti

  • @pravakarbarik7900
    @pravakarbarik7900 3 місяці тому

    ହେ ଜଗନ୍ନାଥ ତୁମେ ପାପିଙ୍କୁ ଦଣ୍ଡ ଦିଅ

  • @arjungamango8543
    @arjungamango8543 3 місяці тому +2

    ନରସଂହାର Rss

  • @dukhishyamdas9176
    @dukhishyamdas9176 3 місяці тому

    ସମସ୍ତେ ଚୋର କିଏ ଅଭିଯୋଗ କରିବେ cm ଏବଂ sec ସବୁ ନିରବ 😮

  • @raghunath7355
    @raghunath7355 3 місяці тому

    ଓଡ଼ିଶାର ରାଜ୍ୟପାଳ ନିଜର ପୁତ୍ର କୁ ଡରୁଛନ୍ତି ଶେଭଳିଆ ରାଜ୍ୟପାଳ ଓଡ଼ିଶା ର ଜନତା କୁ କି ପ୍ରକାର ନ୍ୟାୟ ଦେବେ ବୋଲି ଓଡ଼ିଶା ରେ ଓଡ଼ିଆ ଲୋକେ ଏଥରକ ବୁଝ ରେ ଅମଣିଷ

  • @sushiapadhan2479
    @sushiapadhan2479 3 місяці тому

    ହଇରେ ମଗହିଆ ମମିତା କେସ କୁ ନେଇ କମେଟ କରୁଛୁ ଜଉ କେସ ପଦାକୁ ବାହାରିବା ବା ଯେତେ ନେତା ଦୋଷୀ ହେବେ ତାକୁ ତମେ ବିଜେପି ବଳେ ତମ ଘରେ ରଖିଛ ଆଉ ତମ ଘରେ ଗେହୁ ଛନ୍ତି

  • @JajatiKar
    @JajatiKar 3 місяці тому

    Action must be taken