But the truth is there is no "caste by birth" in sanatan... You can't even find a line on it, so don't blame caste discrimination over Sanatan... I'm a dalit too.... Jai bheem
@@odishaeducation7635sister cast and reservation system band hele mora full support,cast system pai mora 30000 lost hela,mora obc cast,2022 laptop distribution re bolangir cutt of St cuttof 454,sc460,au general 501,mora500 mark thila😢😢😢
@@ChandanKumar-sq5cmgovt post baharile kahiba khali tankara ate cut off amara ate cut off jete bele jati katha kahile SE te bele tame chhuibani paka maghia guda ka tame sabu
Tahele ghusuri charali manaku kuha mandira re puja karibe ....tume bramhana nku kuha ghusuri chareibe. Chaliba ta. Govt . Ku kuha aga sc st kota uthau samastanku general caste karu tapare chinta kariba.
Yebeta kahuchha hindu boli jete bele tume baha hebaku tukel dekhi Baku jiba sete ble kana kahiba ki mo hindu jatira pua aao mate jeo jatira jhia hele bhi chaliba kahiba ki bhai tume
Thik katha bhai . Kalia pakhare suna jati ki ajati nahi hele a Manisha mananka pakhare para achhi .mu bele bele bhabe j ae loka Mane mo Kalia saanta thu b bada bodhe nahale amane kn ucha nicha bheda bhaba rakhante ki ?
Bhai apana jeun video ti karichhanti eha sampurna mana gadha kahani ethire kichhi tathya o satya nahi..apana nije madhya jani nahanti jaha apana kahibaku prayas karuchhanti ..Apana nije kuhantu sanatana sabda kouthu asichi?
ଦେଶ ଯେତେ ବଳେ ଆଜାଦ୍ ହେଲା ସେତେବେଳେ ଭାରତର ଦେବା ଦେବି ସଂଖ୍ୟା ଥିଲା 33 କୋଟି ଆଉ ଜନ ସଂଖ୍ୟା 30 କୋଟି ତଥାପି ବାବା ସାହେବ ଆମ୍ବେଦକର ସମ୍ବିଧାନ ଲେଖିଥିଲେ one man army Indian God father baba sahib Ambadokor Jay bheem Jay Bharat
ଆମ ହରିଜନ🙏ଆମ ଜାତି ପାଇଁ ଆମେ ଗବ୍ରୀତ❤ ଜୟ ଜଗନ୍ନାଥ
Yes
ଦେବଦାସୀ ପ୍ରଥା ଅନୁସାରେ ହରିଜନ "ଜାରଜ" ସନ୍ତାନ କୁ କୁହାଯାଏ।
ମହାତ୍ମାଗାନ୍ଧୀ ଏହାର ସମର୍ଥକ ଥିଲେ।
ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ୍ ଆମ୍ବେଦକର ସ୍ପଷ୍ଟ ଭାବରେ ଜ୍ଞାତ ଥିଲେ ହରିଜନ ଜାରଜ ସନ୍ତାନ କୁ ବୁଝାଏ, ତେଣୁ ସେ ସମ୍ବିଧାନରେ ଜାତିପ୍ରଥା, ଉଚ୍ଚନୀଚ ଭେଦଭାବ ହଟାଇ "We the people of India " ଶବ୍ଦ ବ୍ୟବହୃତ କଲେ (The Constitution of India, Preamble ,page 1).
ତେଣୁ ଏଥିରେ ଗର୍ବ କାରବାର ଆବଶ୍ୟକ ନୁହେଁ।
ତୁଳସୀ ରାମାୟଣ ଅନୁସାରେ କେବଳ ବ୍ରାହ୍ମଣ ହିଁ ହରିଙ୍କ ଜନ ବା ହରିଜନ l ବ୍ରାହ୍ମଣ ନିଜକୁ ହରିଜନ କହି ଗର୍ବ କରୁ l ହରିଜନର ପ୍ରକୃତ ଅର୍ଥ ବେଧଛୁଆ l
@@satrughnanaik4393bhai kouthu paila ete maha gyana 😢
@@satrughnanaik4393 jaha jana paduchi tume jane loka dekhania hindu
ଖୁବ୍ ସୁନ୍ଦର ଭାବରେ ଆଲୋଚନା ହୋଇଛି। ଜାତିପ୍ରଥା ଏକ ବିକୃତ ମାନସିକ ଚିନ୍ତାଧାରା। ଏଥିରୁ ତୁରନ୍ତ ମୁକ୍ତ ହେବା ଆବଶ୍ୟକ।
Thanks 🙏🙏🙏 sir
ଭାଇ ଠିକ୍ କଥା କହିଲେ । ଜାତି ପ୍ରଥା ଉଠି ଯିବା କଥା
କିନ୍ତୁ ପ୍ରଥମ ରୁ ସେମାନ ଙ୍କୁ କଣ ପାଇଁ reservation ଦିଆ ଗଲା
ତାଙ୍କୁ stipend ଦିଆ ଗଲା
ସମସ୍ତେ କହୁଛ ଭୀମ ରାଓ ଆମ୍ବେଦକର ସମ୍ବିଧାନ ଲେଖିଛନ୍ତି
ମୁଁ ତ କହିବି ସେ ସବୁ ର କାରଣ
ତାଙ୍କ ମନ ଙ୍କୁ reservation ଦିଆ ଗଲା stipend ଦିଆ ଗଲା ଆମେ ପଚାରିଲେ କହିଲେ ସେ ଛୋଟ ଜାତି ସେମାନ ଙ୍କୁ ମିଳିବ
ଯଦି ସେ ସମୟ ରେ ସମସ୍ତ ଙ୍କୁ ସମାନ ଭାବ ରେ ଦେଖିଥା ନ୍ତେ ତାହେଲେ ଏବେ e video ବନେଇବା ପାଇଁ ପଡ଼ିନଥାନ୍ତା
ଭାଇ ତମେ ବାବା ସାହେବ୍ ଆମ୍ଭେ କର ଙ୍କ ଆଗରୁ
ଜନ୍ମ ଗ୍ରହଣ କରିବାର ଥିଲା@@rakeshmallick776
Couta reservation kn bhala
Change heuchanti jie huantu Couta reservation rahibani
ହରି+ଜନ = ହରିଜନ
ହରି = ସ୍ଵଂୟ ଶ୍ରୀ କୃଷ୍ଣ
ଜନ = ଲୋକମାନେ
ହରିଜନ ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ ❤😊🔥💥
Right
Bala naa 😂😂😂
Wow, amiti kahiki kon tame inequality ku justify karucha😅
Ate b sata kuhani
Right
ତାହେଲେ ତୁ ହରିଜନ 😂😂😂
ମୁଁ ହରିଜନ ଏଣୁ ମୁଁ ଗର୍ବିତ,,,,, କାରଣ ଆମେ ସମସ୍ତ ଙ୍କୁ ସମ୍ମାନ କରୁ କିନ୍ତୁ ଲୋକେ ଆମକୁ ଘୃଣା କରନ୍ତି ,,,,, କିନ୍ତୁ
ନିଜ ଘର ଛାଡି ବାହାରେ ଯାଇ ,ହୋଟେଲ ରେ ,,, ସୁଦ୍ର ରନ୍ଧା ଖାଇ ଥାନ୍ତି
ଆଉ ଗାଆଁରେ ଜାତିଭେଦ କରି ଥାନ୍ତି ଛି
Mu harijana athipai garbita ...jay shree Ram
କେହି ଘୃଣା କରନ୍ତି ନାହି sir,, ନିଜ ଗୋଷ୍ଠୀ ର ଲୋକୋ ହିଁ ଏଭଳି ମାନସିକତା ସମସ୍ତଙ୍କ ମନରେ ଭାରି ଦେଇଛନ୍ତି।
ମୋ ସାଙ୍ଗ ଜଣେ sc cast ର,କିନ୍ତୁ ଜନ୍ମ ରୁ ଆମ ଭିତରେ କୌଣସି ଭେଦଭାବ ନାହି।
ଗୋଟେ ଥାଳି ରେ ଆମେ ଖାଉ।
ଆମେ ଭାଇ ଭାଇ।
ଆମ ସାହି ତାଙ୍କ ସହି ସମସ୍ତେ ପର୍ବପର୍ବାଣୀ ରେ ମିଶିକି ସବୁ କରୁ।
ଆମେ ଏ Sc,ST,obc ,general ରେ ବିଶ୍ୱାସ କରୁ ନୁ।
ଏ Sc,St,OBc,general ସମ୍ବିଧାନ ବନାଇଛି।ଆମେ ବନାଇ ନlହୁ।
କିନ୍ତୁ ଆମେ ସମସ୍ତେ ସମାନ
Thik kahichanti, mu bi jane harijan boli garbita , kintu amku Brahmana murkha samaja ghruna karuchanti bujhiparunahanti
@@ramdasbag4779 mu harijan boli garbita ...jay jagannath
@@subhalaxmi-143 mu harijan boli garbita...jay jagannath
କର୍ମ ଅନୁସାରେ ଜନ୍ମ ଅନୁସାରେ ନୁହେଁ ତାହେଲେ କାହିଁକି ବ୍ରହ୍ମଣ ଜାତି ହଜାର ହଜାର ବର୍ଷ ଧରି ମନ୍ଦିର କୁ ଧରି ବସିଛି ନିଜକୁ ଶ୍ରେଷ୍ଠ କାରି ଅନ୍ୟ ଜାତିକୁ ନିଚ୍ଚ କରିଛି ସେଭଳି ଧର୍ମ ଭାଙ୍ଗିଯିବା ଭଲ ଆରେ ମୂର୍ଖ ଧର୍ମ ମାନେ କଣ ଅନ୍ୟକୁ ଶୋଷଣ କରିବା ଅଧିକାର ରୁ ବଞ୍ଚିତ କରିବା ବାଃ ଏଟା ବଢିଆ ଧର୍ମ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏଇ ବ୍ରାହ୍ମଣ ମାନେ ମନ୍ଦିର ମନ୍ଦିର ପ୍ରବେଶକୁ ମନା କରିଥିଲେ ସେତେବେଳେ କଉଠିଥିଲା କର୍ମ .. କର୍ଣ୍ଣ ଶିକ୍ଷରୁ ବଞ୍ଚିତ କଲା କିଏ କୃଷ୍ଣ ଯଦି ଭଗବାନ କର୍ଣ୍ଣ ଜୀବନରେ ଯାହାଘାଟିଲା କାହିଁ ନ କଲା ସଂସଧନ ଏହା ମନୁ ବାଦୀ କଳ୍ପନିକ କାହାଣୀ ଆଉ ବାକି ଜାତିକୁ ନିରକ୍ଷର ଓ ଗୁଲାମ ପାଇଁ ବେଦ ଶାସ୍ତ୍ର ଓ ପୁରାଣ.. ଇଂରେଜ ମାନଙ୍କ ଦ୍ୱାରା ଆଜି ଭାରତ ବସି ଶିକ୍ଷିତ ବାବା ଜ୍ୟୋତି ରାଓ ଫୁଲେ ଙ୍କ ଅବଦାନ। ଅନ୍ଧମାନେ ଏସବୁ ବୁଝିବ କେମିତି.. ବେଦ ଶାସ୍ତ୍ର ଅନୁସାରେ ନାରୀ ଜାତି ପାପ ୟନି ସେ ଶୁଦ୍ର ସମାନ ବ୍ରାହ୍ମଣୀ ହେଲେବି ନାରୀ ପ୍ରତି ଏତେ ନ୍ୟାୟ... କ୍ରାନ୍ତକାରୀ ସାବିତ୍ରୀବାଇ ଫୁଲେ ଯଦି ନଥାନ୍ତେ ନାରୀ ଶିକ୍ଷା କେତେ ଆଗରେ ଥାଆନ୍ତା କେବେ କିଏ ଭାବିଛ..। ଏଇ ଧର୍ମ ଯୋଗୁଁ କେତେ ପ୍ରେମ ଭାଙ୍ଗିଯାଇଛି ଜାତିବାଦ ଯୋଗୁଁ ଏଇ ଧର୍ମ ଯୋଗୁଁ କେତେ ଜାତି ତଳିତଳାନ୍ତ ଏବେ ସୁଦ୍ଧା ଉତ୍ତୁରିନି କଣ ଏହା ଧର୍ମ jai bhim 🌹🙏🏿🌹
Jay bhim bhai
❤
ଠିକ କହୁଛ ଭାଇ, ଜୟ ଭୀମ ଭାଇ
But the truth is there is no "caste by birth" in sanatan... You can't even find a line on it, so don't blame caste discrimination over Sanatan...
I'm a dalit too.... Jai bheem
Thik kahu6n bhai
ଜାତି ଦୁଇ ପ୍ରକାର ଗୋଟିଏ ପୁରୁଷ ଗୋଟିଏ ନାରୀ❤ ul
Right very nice
No jati gotye siye hauchi e manba jati arthat manisha jati
Nari au purisha ovaya saman
Purusa nari jati nuhanti...manusya ra dui biparita linga
Kinnar kau jati bhai
jaymaabanadurgayoutubecheSemane Harijana.
ଭଲ କଥା ଟିଏ, ସତରେ କେହି କେବେ ଜାତି ଭେଦ ଉପରେ ଭାସିନଯାଇ ଆମେ ସବୁ ଭାଇ ଭାଇ ହେଇ ଏକାଠି ରହିବା ❤❤❤🙏🙏🙏
Hei paribani ame alaga dharm nebu
@@ChandanKumar-sq5cm Tama education ra level kn tama katha re janapaduchhi😊
@@odishaeducation7635sister cast and reservation system band hele mora full support,cast system pai mora 30000 lost hela,mora obc cast,2022 laptop distribution re bolangir cutt of St cuttof 454,sc460,au general 501,mora500 mark thila😢😢😢
@@odishaeducation7635 hmm
@@ChandanKumar-sq5cmgovt post baharile kahiba khali tankara ate cut off amara ate cut off jete bele jati katha kahile SE te bele tame chhuibani paka maghia guda ka tame sabu
ମୋ ଅନୁସାରେ ସାରା ଦୁନିଆ ରେ କେବଳ ଗୋଟିଏ ଜାତି ରହିବା ଆବଷ୍ୟକ ତାହା ହେଉଚି ମାନବ ଜାତି ମଣିଷ ର ମଣିଷ ପଣିଆ ହିଁ ତା ପରିଚୟ ଦୟା ଧର୍ମ ହି ମଣିଷ ର ପ୍ରଥମ ପରିଚୟ ଜୟ ଜଗନ୍ନାଥ
ଭାଇ ଯଦି କେହିବି ଏ video ଦେଖୁଛ ଗୋଟେ କଥା ମୋ ତରଫରୁ ସବୁ ନାମ ଶେଷରେ ସନାତନ ଲେଗେଇଲେ ଭଲ ହେବ କେହିବି ଜାତି ପ୍ରଥା ଉଠେଇ ପାରିବେନି
Thank you🙏 a sabu bhagabankar lila
Jati pratha band heba darkar
@@kabitamohanta1718Sanatana kebal india re achhi sara sansar re nahi iswar sarw sansar re achhanti kebal india re nuhe
Bhai gotiyye jati hele samaste kou nama re nija parichay deiparibe
ଜାତିରେ ହରିଜନ କିନ୍ତୁ ସେମାନଙ୍କ ହୃଦୟ ନିର୍ମଳ
Yes bro
Really
Bhai bahut bahut dhanyawad 😭😭😭💯✅🙏🙏🙏
ମଣିଷକୁ ମଣିଷ ଭଳିଆ ବେବହାର କର ତାହାଲେ ତୁମେ ମଣିଷ ବୋଲି ଜଣାଜାଏ ଉଚ ନିଚ କହୁଥିବା ଲୋକ କେବେ ସେ ମଣିଷ ନୁହେଁ ଜୟ ଜଗନ୍ନାଥ
Semiti hele tume bramahna hei thile kana kari thanta jadhi tumar gharako jadhi keu harijana asanti kana tume gharako pasibabu deva .....
@@sukultudu137 tu harimaagihari ki
@@sukultudu137 magiha biaru janma hebunita aao kaothire janma hebu
Right bhai🙏🙏🙏
Tahele ghusuri charali manaku kuha mandira re puja karibe ....tume bramhana nku kuha ghusuri chareibe. Chaliba ta. Govt . Ku kuha aga sc st kota uthau samastanku general caste karu tapare chinta kariba.
ଭାଇ ବୋହୁତ ଭଲ ଲାଗିଲା ❤ କିନ୍ତୁ ଆଜିବି ଆମ ଗାଁ ରେ 😢 ହରିଜନ ସବ୍ଦକୁ ବାରୁଛନ୍ତି ମନ୍ଦିର ଭିତରକୁ ଯିବାକୁ ହରିଜନଙ୍କୁ ମନା ଷ୍ଟେଟ୍ ଗୋଭେର୍ମେଣ୍ଟ ଙ୍କୁ ମୋର ନିବେ ଦନ ଏହି କି ଯେ ଏହା ଉପରେ ତଦନ୍ତ କରାଯାଉ ❤❤❤❤
tama address kuha tempel address kuha
Kau district?
Government kitchi karibani bro jaha Kariba katha tume mane hni kariba
Village...
Mote horijono kohi mo sohito kehi sango huonti nahi 😢😢
ଆମେ ସମସ୍ତେ ହରିଜନ,ଆମେ ସମସ୍ତେ ସନାତନ
ହରିଜନ ଅର୍ଥ ଜାରଜ ସନ୍ତାନ
Yes we all are harijan
Yeah correct!! 👍👍@preetidivine4054
ଭାଈ ମାନେ କେତେକ ହରିଜନ ଅଛନ୍ତି ଭଲ ଅଟନ୍ତି ଆଉ କେତେକ ହରିଜନ ଅଛନ୍ତି ଭଗବାନ ଙ୍କୁ ମାନନ୍ତି ନାହଁ ହେବେ ବି ଗାଈଗୋରୁ ମାରିକାଉଛନ real Hindus not eat beef
Bandatana na
ବହୁତ ସୁନ୍ଦର ମତାମତ ଏବଂ ଉଚ୍ଚ କୋଟୀର ଅଟେ
ସୁନ୍ଦର ଅତି ସୁନ୍ଦର ଭାବରେ କହିଛନ୍ତି ସାର୍ ନମସ୍କାର
ବହୁତ୍ ବଢିଆ ଲାଗିଲା ସୁନିକୀ l କିନ୍ତୁ ତଥା କଥିତ ହିନ୍ଦୁ ଧର୍ମ ରକ୍ଷାକାରି ଧର୍ମ ଧ୍ଵଜାଧାରି ମାନେ ସୁଦ୍ର ଦଳିତ ହରିଜନ ମାନଙ୍କୁ କୌଣସି ମନ୍ଦିର ଧର୍ମସ୍ତଳି ରେ ପ୍ରବେଶ ନିଷେଧ କରୁଛନ୍ତି ଅତ୍ୟାଚାର କରୁଛନ୍ତି । ଏହି ସବୁ କଥାନି ସଙ୍କରା ଚର୍ଯ୍ୟ ମାନଙ୍କୁ ବୁଝାଇଲେ ଭଲ ହୁଅନ୍ତା
😢😢😢😢😢😢
Karuthile vai ebe ta bahut kam au jadi kie karuchanti tahele mote e mail karantu tar charipurusha mane pakeidebi
@dishaoflife554 Tame nije tama dharma ra rakhyaka...tame bhalapauthiba devta ra photo rakha, mutri rakha puja kara...
@@laxmiprasadnaik1256karichhanti kn karibu
Tate kouthi mana houchhi kaha
ଯିଏ ହରି☝️ଙ୍କ ପ୍ରିୟ ସେ ହରିଜନ ମୁଁ ଗର୍ବିତ ହରିଜନ ମୁଁ ସନାତନି ହିନ୍ଦୁ ଶ୍ରୀ ହରି☝️ଙ୍କ ସନ୍ତାନ ଜୟ ସତ୍ୟ ସନାତନ ଜୟ ଶ୍ରୀରାମ ଜୟ ଜଗନ୍ନାଥ👏👏
Jay bhim
@@akc-ku758 ଜୟ ଭୀମ ଜୟ ସୀତା ରାମ👏
Jai Jai shree Ram 🌹 very nice very beautiful. Jai jagannath. 💯🙏🙏🙏
ଜ୍ଞାନୀ ଗୁଣି ଯେତେ ମହର୍ଷି ବାଲ୍ମୀକି ମାତା ଶବରୀ ରବି ଦାସ ବନି ଗଲେ ମୁଣ୍ଡ ବିକା ଯେତେ ଭୀମଟା ବନି ଗଲେ ମୁଁ ଗର୍ବିତ ଯେ ମହାନ୍ ତପସ୍ୱୀ ମାତା ଶବରୀ ଙ୍କ ପୁତ୍ର ଓ ବଂଶଜ ଜୟ ଶ୍ରୀ ରାମ👏👏👏
ଜ୍ଞାନୀ ଗୁଣି ଯେତେ ମହର୍ଷି ବାଲ୍ମୀକି ମାତା ଶବରୀ ରବି ଦାସ ବନି ଗଲେ ମୁଣ୍ଡ ବିକା ଯେତେ ଭୀମଟା ବନି ଗଲେ ।ମୁଁ ଗର୍ବିତ ଯେ ମହାନ୍ ତପସ୍ୱୀ ଶବରୀ ମାତାଙ୍କ ପୁତ୍ର ଓ ବଂଶଜ ଜୟ ଶ୍ରୀ ରାମ👏👏
ଧନ୍ୟବାଦ୍ ଆଜ୍ଞା ସୁନ୍ଦର ବିଷୟ ଲୋକ ଲୋଚନକୁ ଆଣିଲେ
Jeu Dharm sata sei dharm ku jibe loka isae Dharm hi sata setipai jauchanti jey isumassi..Jesus..❤❤❤❤❤
ଆଜି କେବଳ duplicate ବ୍ରାହ୍ମଣଙ୍କ ପାଇଁ ଆମ ସନାତନ ଧର୍ମ ନାଶ ହେବା ରେ ଅଛି ଆଉ କାହା ପାଇଁ ନୂହେଁ. ତେଣୁ jadi ସନାତନ ଧର୍ମ ଆଗକୁ ଯିବାର ଅଛି ତାହେଲେ ଏଇ duplicate ବ୍ରାହ୍ମଣ ଉଚିତ୍ ଶିକ୍ଷା ଦିଆ ଯାଉ .ସେମାନେ ବୁଝିବା ଦରକାର ଅଛି ଭାରତର ସନାତନ ଧର୍ମ ଆଉ ସବୁ ସମାନ ଜାତି କଥା କହନ୍ତି ନାହିଁ .
ଏହି ଜାତିପ୍ରଥା କୁ ହଟାଇଲେ ସମସ୍ତେ କେତେ ସୁନ୍ଦର ଭାବରେ ଜୀବନ ଯାପନ କରିପାରନ୍ତି l ଜାତିପ୍ରଥା ହୋଟିଲେ ହି ହିନ୍ଦୁ ରାଷ୍ଟ୍ର ସମ୍ଭବ ହେବ ।❤❤❤❤ Only love. Cast ହେଉଚି ଗୋଟିଏ ତାହା ହେଉଛି ମଣିଷ ଜାତି। Love to any one।❤❤❤❤❤❤
@@TRUEWORLDGRAVITY ଯଦି ଜାତି ବାଦି ଖତମ ହେଇଯିବ । ମନୁବାଦ୍ଦି ର ଦୁକାନ ବନ୍ଦ ହେଇ ଯିବ ସେଥି ପାଇଁ ଜାତିବାଦ ଖାତମ୍ ହେଇ ପାରିବ ନାହିଁ।
ହରି ଜନ ମାନେ ହରି ଙ୍କ ପୁତ୍ର ଆମେ ସମସ୍ତେ ହରିଙ୍କ ପୁତ୍ର ଜେ ଶ୍ରୀ କ୍ରୀଷ୍ଣା ❤ 😊
ପ୍ରମାଣ ଦିଏ
ଆରେ ଭାଇ ହରିଜନ ମାନେ ହେଲେ ମନ୍ଦିର ରେ ନର୍ତ୍ତକୀ ସାଜି ଥିବା ବେଶ୍ୟା ଙ୍କ ପୁତ୍ର... ଆଉ ବେଶ୍ୟା ଜନ୍ମ କରି ଥିବା ପୁତ୍ର କୁ ହରି ଙ୍କୁ ଦାନ କରି ଦିଏ...
ସେଥିପାଇଁ ତାଙ୍କ ସେମାନଙ୍କୁ ହରିଜନ କୁହା ଯାଏ
ଭଗବାନ ଙ୍କ ନଜରରେ ସମସ୍ତେ ସମାନ ସମସ୍ତେ ତାଙ୍କ ସନ୍ତାନ ସେଥିପାଇତ ପୁରୀ ବଡ଼ଦାଣ୍ଡ ସମସ୍ତଙ୍କ ପାଇ ଖୋଲାଅଛି ଜେ ଜଗନ୍ନାଥ 🙏🙏
ଅନିରୁଧ୍ୟ ମହାରାଜ ଙ୍କ ଭାଗବତ ଶୁଣ ଶବୁପ୍ରଶନ୍ନ ର ଉତ୍ତର ପାଇଜିବ
ମୁଁ ଜଣେ ହରିଜନ ପିଲା ଆମ ଗାଁ ରେ ବି କିଛି ଲୋକ ଜାତି ବାରୁଛନ୍ତି ମୋତେ ଭାରି ଦୁଃଖ ଲାଗେ ଆଉ ରାଗ ବି ଲାଗେ ନିରାଟ ସତ୍ୟକଥା କହିଛନ୍ତି ଭାଇ ଆପଣଙ୍କୁ ଧନ୍ୟବାଦ 🙏🚩🚩
Sata kahila bhai mu be jane harijana semiti ama gan re chalichi
Hii Bhai mu bi jane hari jana pila aame friend hei pariba
Instagram id dia
ଶଶୁର ପିଏ ରକ୍ତ ନେଲା ବେଳେ କହୁ ନାହାଁନ୍ତି ହରିଜନ ବୋଲି
@@badaldkl7921 sata kahila bhai amananku mada darkar khali
ବହୁତ ସୁନ୍ଦର କଥା ହରିଜନର ଅର୍ଥ ଭଲଭାବରେ ବୁଝାଇ ଥୀବାହେତୁ ମୁଁ ବହୁତ ଖୁସି. କିନ୍ତୁ ସତକଥା କହିବାକୁ ଗଲେ ହରିଜନ ମାନଙ୍କୁ ବହୁତ ଅଛୁଆଁ ଭେଦଭାବରଖୀ ହରିଜନ ସମାଜ କଣ ନବୁଝିବା ଲୋକ ମାନେ ଘୁର୍ଣ୍ୟ ଚକ୍ଷ୍ୟୁ ରେ ଦେଖୁଛନ୍ତି ତେଣୁ ଆପଣଙ୍କୁ ମରକୋଟିନିବେଦନ ହରିଜନ ର ଅର୍ଥ ସମସ୍ତେ କେମିତିଜାଣିପାରିବେ ତାର ବ୍ୟବସ୍ଥା କରଯାଉ ଓ ହରିଜନ ଶବ୍ଦ ର ଅର୍ଥ ଅଛୁଆଁ ଓ ଘୁର୍ଣ୍ୟ ମନୋଭାବ ଯେଉଁମାନେକି ଆମେ ବଡ଼ଜାତୀ ବୋଲି ହୃଦୟରେ ଗର୍ବ କରୁଛନ୍ତି ସେମାନେ ସହଜରେ ବୁଝିପାଇ ଘୃଣା ନକରି ବାର ବାଟ କରିବାର ସୁବ୍ୟବସ୍ଥା କରାଯାଉ.
Bohut bholo lagila❤❤❤
ଖୁବ୍ ଭଲ କଥା ଟେ ଭିଡିଓ ମାଧ୍ୟମ ରେ ପ୍ରକାଶ କଲେ thank
❤❤❤ thank u Sar Pranam
ଆମ ସନାତନ ଧର୍ମ ଅନୁସାରେ ସମସ୍ତେ ହିନ୍ଦୁ ଆମର ଗୋଟିଏ ଜାତି ତାହା ହେଉଚି ହିନ୍ଦୁ
Yebeta kahuchha hindu boli jete bele tume baha hebaku tukel dekhi Baku jiba sete ble kana kahiba ki mo hindu jatira pua aao mate jeo jatira jhia hele bhi chaliba kahiba ki bhai tume
@@ShesadebMirdha hahaha..one day identity of brahmins will disappear
ତେବେ ହିନ୍ଦୁ ଧର୍ମରେ ଏତେ ଭେଦଭାବ କାହିଁକି ଅଛି ଯେ ? ସବୁ ମିଥ୍ଯା ।।।।
@@kingjamesraitakjr7536sanatan dharm ku badnam karuibaku chahu thiba loka bahar karichi
You right bro
ଭାଇ ଭିଡ଼ିଓ ରେ କଥାଟା ମନକୁ ଛୁଇଁଲା ♥️👌
ଆପଣଙ୍କର ଏହି ସୁନ୍ଦର ଏବଂ ସତ୍ୟ କାହାଣୀ ଶୁଣି ମୋତେ ବହୁତ୍ ଭଲ ଲାଗିଲା।
ଜୟ ଶ୍ରୀ ଜଗନ୍ନାଥ🌹🌺🌼🌸🏵️🪔🚩🕉️❣️🙏
ହର ହର ମହାଦେବ🌹🌺🌼🌸🏵️🪔🚩🕉️❣️🙏
Tama pakhare badhe manisa paniyaa nahi athi paai amiti tumo muha ru katha gudaa ka aasu badhe tume ki6i padhi naaha au tumoku kihe badhe sikhya deba paai nahi sethii paai ki6i jani ni tuma .।
ବହୁତ ସୁନ୍ଦର କଥା ❤❤
କାଳିଆ ପାଖରେ ଯାତି ଅଯାତି କିଛିନାହିଁ କି ଯମରାଜ ପାଖରେ ଧନିଗରିବ କିଛିନାହିଁ
ସବୁ ମିଛ 😂😂😂😂
ତେବେ ବ୍ରାହ୍ମଣ ମାନେ କାହିଁକି ଆଦିବାସୀ ମାନଙ୍କର ଜିନିଷ ଛୁଇଁବା ମନା କରନ୍ତି??
Lakhmi chandala jati gharaku jaithibaru Jagannatha lakhminku nija ghare prabesa koribaku mona korithile
Jagannatha puran podha
✅️
Thik katha bhai . Kalia pakhare suna jati ki ajati nahi hele a Manisha mananka pakhare para achhi .mu bele bele bhabe j ae loka Mane mo Kalia saanta thu b bada bodhe nahale amane kn ucha nicha bheda bhaba rakhante ki ?
ଭାଇ ହରିଜନ ଶବ୍ଦ ବ୍ୟବହାର କରିପାରିବେ ନାହିଁ ଭାରତୀୟ ସୁପ୍ରିମକୋର୍ଟ ରଦ କରି ଛନ୍ତି ଜୟ ଭିମ୍ ଜୟ ଭାରତ
ମୂର୍ଖ ମାନେ
Au bhai kn kuha jiba
କୋର୍ଟ ମନାକରିଛନ୍ତି କହିବାକୁ ହେଲେ କୋର୍ଟ କହିଛନ୍ତି କଣ ଦଲିଲ ରେ ଲେଖିବାକୁ
@@Abhimanyu97762 ଦଲିଲ ରେ ଲେଖା ହୁଏ ଜିଏ ଯେଉଁ ଜାତିର ସେୟା ହିଁ ଲେଖା ହୁଏ ହରିଜନ ନୁହେଁ କେଉଁ ମସିହାର ଦଲିଲ ଭଲରେ ପଢନ୍ତୁ
ହରିଜନ କୁ. ଜନହରି କହିବା?
ଆପଣଙ୍କୁ ଧନ୍ୟବାଦ !! ଇତିହାସକୁ କେବେ ହେଲେ ଲୁଚାଇ ରଖିପାରିବେ ନାହିଁ। ଗୈାତମ ବୁଦ୍ଧଙ୍କ ପୂର୍ବରୁ "ଜମ୍ବୂଦୀପ "ଥିଲା ଭାରତର ନାମ ସେହି ସମୟରେ ନାଗ ବଂଶର ରାଜା ମାନେ ରାଜ୍ୟସ୍ତ କରୁଥିଲେ।ତାଙ୍କୁ କଫି କରି ବର୍ତ୍ତମାନ ଭିବିନ୍ନ କାଳ୍ପନିକ ଦେବା ଦେବୀ ସୃଷ୍ଟି କରାଯାଇଛି।ବୈଦ୍ଧ ଭିକ୍ଷୁକଙ୍କୁ ମାରି ମଠ, ଗୁମ୍ଫା ସବୁ ବର୍ତ୍ତମାନ ମନ୍ଦିର କୁହାଯାଉଛି। ଆପଣ ବିଶ୍ଵାସ କରିବେ ନାହିଁ। "ଗୈାତମ ବୁଦ୍ଧଙ୍କ ସ୍ତୂପ "ବର୍ତ୍ତମାନ ଶିବଲିଙ୍ଗ, ଗୈାତମ ବୁଦ୍ଧଙ୍କୁ କେତେ ବେଳେ ବିଷ୍ଣୁ, କେଦାରନାଥ, ତିରୁପତି ବାଲାଜୀ ଏମିତି କେତେ କ'ଣ ରୂପେ ବ୍ରାହ୍ମଣ ମାନେ ବୁଦ୍ଧ ମୂର୍ତ୍ତିକୁ ଶାଢ଼ୀ ଅଳଙ୍କାର ସଜାଇ ବେପାର ଚଳାଉଛନ୍ତି।ସତ୍ୟ ସାମ୍ନାକୁ ଆସିଲାଣି!! କୁହାଯାଏ ପୁରୀ ଜଗନ୍ନାଥ ମନ୍ଦିରର ପୃର୍ବରୁ ବୈଦ୍ଧ ମଠ ଥିଲା। ଅନେକ କଥା ଆପଣ କହୁନାଆନ୍ତି। ଇତିହାସ ଭଲ କରି ଅଧ୍ୟୟନ କରି ଭିଡିଓ ବଦଳାନ୍ତୁ?
Fake story by nav budhha😂
False story
ତମ ଧର୍ମ ର ବାପ ହେଉଛି ସନାତନ ଧର୍ମ . କେଉଁଠୁ ଚାଲିଆସୁଛନ୍ତି ସବୁ 😂
Jay bhim
@@akc-ku758 chota bhimm🤣🤣
ବହୁତ ଉତ୍ତମ କଥା ଜୟ ଶ୍ରୀରାମ
ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ ଓ ଆପଣଙ୍କ ଚ୍ୟାନେଲକୁ ଆଉ ଏଭଳି ଅନେକ ତଥ୍ୟ ଆଣିବାକୁ ଅନୁରୋଧ ।
Magya
ବହୁତ ସୁନ୍ଦର ଭାବରେ କହି ଦେଖାଇଛ
Where is his facts to his story
କୃତଜ୍ଞତା ର ସହିତ ଧନ୍ୟବାଦ ଅର୍ପଣ କରୁଅଛି sir ଏହି ଭିଡିଓ ପାଇଁ... ଜୟ ହିନ୍ଦ ଜୟ ଭାରତ
Bohut Sundar Katha kahuchhanti sir 🙏 jay shivsackti 🙏♥️🌹♥️🙏
ମୁଁ ବି ହରିଜନ। କିନ୍ତୁ ବହୁତ୍ ଦୁଃଖର କଥା। ମୋ ଗାଁ ରେ 100 ପ୍ରତିଶତ ହରିଜନ ଜାତି କୁ ଘୃଣା କରି ଆସୁଛନ୍ତି ଗାଁ ର କୌଣସି ପୂଜା ହେଲେ ହରିଜନ ମାନଙ୍କୁ ବରଣ କରା ଯାଏ ଛୁଇଁ ଦେଲା ପାଣି କୁ ପିଅନ୍ତି ନାହିଁ।
ଏବେ ମୁଁ ନୂଆପଡ଼ା ସହରରେ ରୁହେ। ଏଠି ଜାତି ପ୍ରଥା। ଦିନେ ଘର ଭଡ଼ା ପାଇଁ ଗୋଟେ ପଡା କୁ ଗଲି ସିଏ ରହିବ କହିଲା ଆଉ ଆଧାର କାର୍ଡ ମହିଳା ମୁ ବି ଖୁସି ହୋଇ ଦେଇଦେଲି। କିନ୍ତୁ ମୋ ଜାତି ଜାଣିଲା ପରେ ସିଏ ମନା କରି ଦେଲା ।
ମୁଁ ଅନେକ ଜାଗା ରେ ମୋ ଜାତି କୁ ନେଇ ଘୃଣିତ ହେଇ ଆସିଛି।
Jagannath apanakna sahita ochi bhai
@@bharatkumarnial893 Congress party sabu dine sasan karbar lagi st sc reservation baharkariche au Congress party ehire dayi hai
Hnn Bhai mate bi sei problem face karibaku padichi kintu mate ghara bhada na milibaru michha kahiki rahibaku padila
ମୁ ବି ଜଣେ ହରିଜନ ପିଲା
ଆମ ଗାଁ ରେ ଆଜିବି ଭୋଜି ହେଲେ ଆମକୁ ଅଲଗା ଖାଇବାକୁ ଦେଉଛନ୍ତି ଆଉ ଅଲଗା ଲୋକଙ୍କୁ ଭଲ ଜାଗାରେ ଖାଇବାକୁ ଦେଉଛନ୍ତି
କଣ ଭାଇ ଆମେ କଣ ଏତେ ଖରାପ
ପ୍ରଭୁ ଆପଣ ବିଚାର କରିବେ
ଜୟ ଜଗନ୍ନାଥ
Sorry bhai ame sobu saman❤
😢😢suniki dukha lagila but tame true way re ruha sabu thik heijiba
Kau district bhai?
😒😒
Kulamani tome kou district ru.....
ବହୁତ ସୁନ୍ଦର ଭାବରେ ଜାତିପ୍ରଥା ବିଷୟରେ କହିଛନ୍ତି ଯାହା କି ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ ।
ଏପରି ଭିଡ଼ିଓ ନିମନ୍ତେ ଆହୁରି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି l ଭଲ ଲାଗିଲା l ଜୟ ସନାତନ.......
ଜୟ ଭଗବାନ 🕉️
ଧର୍ମ କିଛି ନାଇ ମାନବତା ହି ଧର୍ମ
💯 Your right bro. ✔️ mue naese harijan hele. Bhal ke bhal kahemu na ho
ଧର୍ମ ର ମାନେ ଜାଣିଛୁ ଆଗେ?
Jah dharayati sa dharmah.
ଅର୍ଥାତ୍ ଯାହା ଧାରଣ କରିବା ଯୋଗ୍ୟ ତାହା ଧର୍ମ l
Bahut bhala lagila ,Harijan bisayare kichhi janiparili
ମୁଁ ହରିଜନ ଜନ୍ମ ପାଇଁ ବହୁତ ଗର୍ବିତ ଆଜ୍ଞା
ସତରେ ଭାଇ ଏଇ ଜାତି ଅଜାତି ପାଇଁ,,, ମୁଁ ଆମ ଗାଁ ର,,,କୌଣସି ଭୋଜିକୁ ବି ଯାଏନି। କାରଣ ଆମେ ଛୋଟ ଜାତିର। ଆଜି ପର୍ଯ୍ୟନ୍ତ କେହି ଡାକିବି ନାହାନ୍ତି,,,ଆମ ଗାଁ ର ପିଲା ବି ସବୁ ସେମିତି। ସେଥି ପାଇଁ ମୁଁ କାହା ସହ ମିସେନି।
😮😢 soo sad
Thik karicha , jouthi sanmaan nahi sethiki kn pain jibaa
😂😂
Bohut bholo jaino
ମୋ ଭାଇ ଆପଣଙ୍କ ମନ୍ତବ୍ୟ ମୋତେ ବହୁତ ଦୁଃଖ ଦେଲା ଆପଣ ନିଜେ କହୁଛନ୍ତି ଆମେ ଛୋଟ ଜାତି । ମନରୁ ଜାତି ଭାବନା ଦୂର କରନ୍ତୁ । ଆମେ ସମସ୍ତେ ସମାନ । ଯେ ପ୍ରକୃତରେ ମଣିଷ ବିର୍ଯ୍ୟ ରେ ଜନ୍ମିତ ସେ କାହାକୁ ଛୋଟ ବୋଲି ଭାବିବ ନାହିଁ।
ଖୁବ୍ ଭଲ କଥା ଟିଏ କହିଲେ ଆପଣ। ସଭିଏ ସନାତନ ଆଉ ହରି ଙ୍କ ସନ୍ତାନ। ତେଣୁ କୋଟା ସିଷ୍ଟମ ସଂରକ୍ଷଣ ଆଦିର ସୁବିଧା ସମସ୍ତଙ୍କୁ ସମାନ ଭାବେ ମିଳୁ।
Thank you
ଆମେ ରାଜି ତମ କଥାରେ ବିଭାଗର ମାନେ ଝିଅ ଦିଆ ନିଆ ହେଉ
Cota bramhana manankara mandirare 100 persent semane Mandira chadi diantu dalita tanku arakyana dei debe Raji ta
ସମସ୍ତେ ପାଉଛନ୍ତି କୋଟା,
Ryt
ଭାଇ ନମସ୍କାର, ଆପଣ ଙ୍କୁ କୋଟି କୋଟି ଧନ୍ୟବାଦ, ଆପଣ ଯାହା ଉପସ୍ଥାପନ କଲେ ତାହା ଅକ୍ଷରେ ଅକ୍ଷରେ ସତ ,ସତ୍ୟ ସନାତନ ଧର୍ମକୁ ନଷ୍ଟ କରିବା ପାଇଁ ବିଧର୍ମିଗଣ ଚକ୍ରାନ୍ତ କରି ଶେଷ କରି ପାରି ନାହାଁନ୍ତି , ମାତ୍ର କୁଚକ୍ରି ଙ୍କ ଚକ୍ରାନ୍ତ ରେ ଶିକାର ହୋଇ ଥିବା ବର୍ତମାନ ର ପଥଭ୍ରାଷ୍ଟ ବିଧର୍ମୀ ମାନେ ସନାତନ ଧର୍ମର ପରମ ଶତ୍ରୁ।ହିନ୍ଦୁ ସମାଜ ଏକ ହେଲେ କଳା ବାଦଲ ସବୁଦିନ ପାଇଁ ହଟି ଜୀବ। ଜୟ ସତ୍ୟ ସନାତନ 🙏🏻🇮🇳🙏
ଏହା କେମିତି ହେବ?
ଉତ୍ତର - ଯାହାକୁ ଅଛୁଆଁ କହୁଛନ୍ତି ସେମାନଙ୍କୁ ନିଜର ଝିଅ ପୁଅ ବାହା କରେଇବା
ଆପଣ ଏହା କରିପାରିବେ କି ଯଦି ହଁ ତେବେ ଆପଣଙ୍କ କଥା ସତ୍ୟ ନାହଁ ତ ଆପଣ ଏହି ମିଛ କଥା କୁ ଆଉ କାହାକୁ କୁହନ୍ତୁ ନାହିଁ 🙏
Ati sundar bhabe bhujhei chhanti kintu lokonku sachetan hebar absyak achi 🙏🙏🙏
🙏🙏 bahut badhia bahut sundar bhai
ଏଇ ଜାତି ପ୍ରଥା ଏ ସମାଜ ରୁ ନ ଗଲେ ଏହା ହିଁ ଦିନେ ହିନ୍ଦୁ ଧର୍ମ ର ବିନାଶର କାରଣ ହେବ
👍👍👍
Sata katha
Definitely 🎉🎉🎉🎉
True fact
Its true bro 100%
ଭଗବାନ କାହାର ଦୁଃଖ ସହି ପାରନ୍ତିନି, କର୍ମ ଫଳ ତୁରନ୍ତ ଦିୟନ୍ତି.ଉଚ୍ଚ ନୀଚ ଜାତି ଭେଦ. ତାର ଫଳ ସ୍ୱରୂପ ଆଜିର ଦିନରେ SC, ST ମାନଙ୍କୁ ବଡ ପଦବୀରେ ସ୍ଥାନ ମିଳୁଛି 😄, ଆମ ରାଷ୍ଟ୍ରପତି କିଏ? 😄😄😄, God is always for all🙏
କୃଷ୍ଣ ହିଁ ହରିଜନ!ଆଉ କେହି ନୁହନ୍ତି ହରିଜନ।
Bhai apana jeun video ti karichhanti eha sampurna mana gadha kahani ethire kichhi tathya o satya nahi..apana nije madhya jani nahanti jaha apana kahibaku prayas karuchhanti ..Apana nije kuhantu sanatana sabda kouthu asichi?
Hare babu krusna nanda gauda thile
@@prafullaprafulla-ik1jkକ୍ରୁଷ୍ଣଗଉଡ ବୋ ଲି କେମିତି ଜାଣିଲ ହୋ
ହେଲେ ତୁମକୁ ମନ୍ଦିର ପ୍ରବେଶ ନିଷେଧ କାହିଁକି
apana hI kahi diantu sanatan kaouthi aasichi
Bohut sundara video anichhanti thank you ❤❤❤
Bahut bhala lagila suniki Bhai dhanyawad,,
Thanku sir ❤❤❤❤
Very nice bhala katha kahile sir dil ku chhuin gala mora
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Bando Bando Bando mane
@@mahatudu2103jisu giha jisu giha jisu giha mane😂😂😂😂😂
Right.my.big.bro.veery.veery.good.jab.jay.sree.raam.jay.sanatan
🎉🎉ਦਗੱਸ਼
ତୁମକୁ ଧନ୍ୟବାଦ ଭାଇ, ଏ ଜ୍ଞାନ ଭିଡିଓ ଦେଇଛ 🙏କଟି କଟି 🙏ଜୟ ଜଗନ୍ନାଥ
Thanks bro beautiful speech
ସମୟ ଆସିବ ସେର୍ସ୍ଟ ଜାତି କହୁଥିବା ଲୋକେ ନିଶ୍ଚିତ ଦିନେ ପତନ ହେବ ସମୟ ଥାଉ ଥାଉ ସୁଧିର ଯାଆନ୍ତୁ ଜୟ ଭିମ୍
Yes
Dhanyabad bhai
Bahut Sundar baat aap bole Hain Guru ji aapke charanon mein koti koti pranam,🙏🙏🙏🙏🙏🙏🙏🙏🙏🙏🙏
ସାର୍ ବହୁତ୍ ଭଲ କଥାଟିଏ କହିଲେ ଏସବୁ ତଥ୍ୟ ଗୁଡ଼ିକ ସାରା ଓଡ଼ିଶା ବାସି ଜାଣିବା ଦରକାର୍
ଜୟ ଜଗନ୍ନାଥ
ଅତି ସୁନ୍ଦର ସତ୍ୟତା
ବହୁତ ଭଲ ତଥ୍ୟ
ଜାତି ଧର୍ମ ମଣିଷ ସମାଜରେ ରହିବା ଉଚିତ୍। ଏହା ଦ୍ବାରା ମଣିଷ ସମାଜ ନିଜ ନିଜ ଗୋଷ୍ଟି ମଧ୍ୟରେ ଏକ ସମାନତାରେ ବାନ୍ଧି ରହେ । କିନ୍ତୁ ମଣିଷ ସମାଜ ଜାତି ଧର୍ମ ନାଁରେ ଓ ଶାସ୍ତ୍ରର କିଛି ଅନ୍ଧବିଶ୍ୱାସରେ ପଡ଼ି ଛୁଆଁ ଅଛୁଆଁ, ଉଚ୍ଚନୀଚ, ଘୃଣା, ବାଛବିଚାର ଆଦି କରି ଆସୁଛି, କିନ୍ତୁ ଏହା କରିବା ଉଚିତ୍ ନୁହେଁ। ସମଗ୍ର ମାନବ ସମାଜ ଯଦି ସମାନ, ତା ହେଲେ ସବୁ ଜାତି ଧର୍ମ ବି ସମାନ। କେହି କାହାର ଉର୍ଦ୍ଧରେ କି ନିନ୍ମରେ ନୁହନ୍ତି।
Right sir
ସୁନ୍ଦର୍ ଉପସ୍ଥାପନା। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଜୟ ଭୀମ
Bhai e voice Mr gajapati bhai Kara
Bahut badhia sundar katha kahichhanti
ଦେଶ ଯେତେ ବଳେ ଆଜାଦ୍ ହେଲା ସେତେବେଳେ ଭାରତର ଦେବା ଦେବି ସଂଖ୍ୟା ଥିଲା 33 କୋଟି ଆଉ ଜନ ସଂଖ୍ୟା 30 କୋଟି ତଥାପି ବାବା ସାହେବ ଆମ୍ବେଦକର ସମ୍ବିଧାନ ଲେଖିଥିଲେ one man army Indian God father baba sahib Ambadokor Jay bheem Jay Bharat
Bhai 33 koti pachhara logic janichhan ki..33 koti ra artha hauchi 33 prakar .
Satiya kan sir
Jadi sanaatana Dharma satiya tebe dalita manaku mandira prabesa nahii kahii ki?
Siba,Ram kebala ucha jati ra vagaban ki
ଆପଣ ଜେତେ କହିଲେ କ ଣ ହେବ ଯେ ପରଯନ୍ତ କଲିଯୁଗ ଥିବ ସେ ପରଯନ୍ତ ଏ କଥାକୁ କେହି ବି ବିଶ୍ବାସ କରିବେ ନାହିଁ ଜୟ ଶ୍ରୀ ରାମ
ହରିଜନ ଜାତି କିଏ ତିଆରି କରିଛି ଏହି ସରକାର କରିଛି କଣ ପାଇଁ ସରକାର ଜମି ପଟା ରେ ଜାତି ଲେଖୁଛି
Tama ghara pata cheak kara
ମୁଁ ଚେକ କରିଛି ତୁମେ ଦେଖ
@@Abhimanyu97762100% right, schhloraship apply, admission re ,job re,cast laguchhi
Think bhai Hari Jana laka nka ra pata hauni 😢😢
Very good video.Thank you Sir
Keep it up bro 👍 your videos are interesting...
Bahut bhala video bhai.....ame aji bi achhua
Harijan jati Jay ❤
ବାହ୍ମୁଣ ହିଁ ମନୁଶ୍ମୃତି ମାଧ୍ୟମରେ ଏଭଳି ଜାତି ଭେଦ ସୃଷ୍ଟି କରି ଆମ ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛି । ସମସ୍ତେ ଏକତ୍ରିତ ହୋଇ ଚକ୍ରାନ୍ତକାରୀ ବାହ୍ମୁଣ ଙ୍କ ଉପରେ ପ୍ରତିଶୋଧ ନିଅ ।
Aa ne
Hatred by all defeated by none
Proud Unapologetic Odia Hindu Brahmin 🗿
Thanks for this video ❤😊
Absolutely right sir❤
Bahut bhala katha bhai samastanku janeiba pain dhanya baad❤❤
Thiki kahichanti 👍 very good
Jai bhim. Thanks baba sahab. Amaku reservation milichi. Mo family re sabu government job karuchhanti
Ta kn chodi pakeicha ebe bi ganda murkha hin aau govt job kete loka paibe max to max 1% population rest aji bi same hi kama karuchanti
ହରିଜନ ଅର୍ଥାତ ହରିଙ୍କ ଜନ(ଲୋକ), ଏ ହରି କିଏ ? ପ୍ରଥମେ ହରିଙ୍କୁ ଖୋଜାଜାଉ ତାପରେ ତାଙ୍କ ଲୋକ (ହରିଜନ) କିଏ ଜଣା ପଡ଼ିଯିବ ।
Right
You won my respect sir
Absolutely right❤❤❤❤❤❤
Mana ku chuinlaa katha ti 😊
I love India
Sundar katha bastu. Tie besikhaniya ate ❤
❤❤❤bahut bhala lagilaa
Hari om Tatsat,Trahimam Bhagavate Vasudevay Namo namah.Jay Sanatana,Jay Sree Hari Ebam,Jay Harijan.🙏🙏🙏💅💅💅Namaste.
ମନୁବାଦି ଆଧାରରେ ଆଧାରୀତ ।
Aie jati pain aji mate sabubele dukha Casta sahibaku paduchii 😭😭😭😭😭😭😭😭
Kn hela other caste marriage koricho ki😂
Intercaste marriage kari6 ki sister??
Happy re ruha lyf tym
🙏🙏
Au family sahita b contact re ruha
Respect Brother good lesson to all 🙏
Bohut bhala video heichi❤
Jai jagannath 🙏
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
❤❤❤❤ ବହୁତ୍ ଭଲ ଲାଗିଲା ଭାଇ ଆପଣଙ୍କ ଭିଡିଓ । ଆମେ ସମସ୍ତେ ଏକ ହେଲେ ଦେଶ ବଢିବ ଓ ଉନ୍ନତି ଆଡ଼କୁ ଗତି କରିବ ।❤❤❤
Harijana jatira lokamananku ghruna karibara karana Semane ,A khadya khau chhanti jahaku Ama Hindu dharmare gomata bolipujakaru jahara khira bhagabananka pujare large taku mansakari khauchhanti A umadhya ghusuri pods E mananka mansakhauchhnti jadisemanehindu ,ta,E sabukama kahiki karuchhanti tenukari E mananku nicha nature banana karagala
ବେଳେ ବେଳେ ଦୁଃଖ ଲାଗୁଛି ମୁଁ ହିନ୍ଦୁ ଧର୍ମ ରେ କାହିଁକି ଜନ୍ମ ନେଲି ମାଗିଆ ପଠାଣ ଏଠାରେ ହଜାରେ ଭଲ ଜାତି ଝୀଅକୁ ପ୍ରେମ ଜାଲରେ ପକାଏ ଧୋକା ଦବା ମାରିବା ଗୋଟିଏ ଖେଳ ସେ ଭଲ ତାକୁ ଘରେ ପୁରେଇ ଛନ୍ତି କିନ୍ତୁ ହରିଜନ ନୁହେଁ
Bhai tame bi pana ki😂😂
@@ratikantanaik7183 ତମେ ଖଣ୍ଡିଆ କି ସେଥିପାଇଁ ଆଉ କିଛି ଦିନ ଅପେକ୍ଷା କର ହିନ୍ଦୁ ନଥିବ ଖାଲି ପଠାଣ ଛୁଆ ଜାତି କଲେ ବାନ୍ତି ପଠାଣ କଲେ ଶାନ୍ତି ହିନ୍ଦୁ ଝୀଅ ଏବେ ପଠାଣ ହାତରେ ମରିବେ ଆମେ ହିନ୍ଦୁ ପାଣ ହେଉ ରକ୍ତ ସଂଗ୍ରହ ବେଳେ କଥା ବାର୍ତ୍ତା
Kouthire divisons nahi tike kahiba aga Islam Christianity kouthire nahi?
You have explained very well. We r all human beings. Respect eachother
Bahut bahut dhanyavaad Bhai. 100%correct🙏
Very very beautiful. True fact.
Yes, True Fact.🛕🛕
🍌🍌🍌🍌
absolutely right
ଆତ୍ମ ସମୀକ୍ଷା କରନ୍ତୁ ଦଳିତକୁ ଆଦର କରନ୍ତୁ ,
Bahuto bhalo bhidio dekheile bhai Dhanya bad