Manoranjan Mishra Live: ‘Jesus Christ Was A Hindu,’ Puri Shankaracharya's Remark Draws Controversy

Поділитися
Вставка
  • Опубліковано 31 жов 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha #ManoranjanMishraLive

КОМЕНТАРІ • 3,3 тис.

  • @Br.Editz7
    @Br.Editz7 9 місяців тому +42

    ଯୀଶୁଙ୍କର ମୂଳ ଲକ୍ଷ୍ୟ ଧର୍ମ ପରିବର୍ତ୍ତନ ନୁହେଁ ମନ ପରିବର୍ତ୍ତନ ଥିଲା Sir ❤. 10:23

  • @pratyushbarik7980
    @pratyushbarik7980 Рік тому +396

    ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଏହି ଜଗତର ଏକମାତ୍ର ଉଦ୍ଧାର କର୍ତ୍ତା , ମୁକ୍ତିଦାତା ଓ ପରିତ୍ରାଣକାରୀ ପରମେଶ୍ୱର ✝️

    • @hinduhunawaamnahi.8928
      @hinduhunawaamnahi.8928 Рік тому

      Abe CONVERTED tanka lobha re naa Toki lobha re. Sala jadi GITA thare padhi thantu tebe convert hei na thantu. 🖕🖕🖕🙏🚩🚩🚩

    • @rabindrasethy3276
      @rabindrasethy3276 Рік тому +4

      Perfect...

    • @youcancallmex8079
      @youcancallmex8079 Рік тому +9

      Jay Jagannath 🙏🕉️

    • @hinduhunawaamnahi.8928
      @hinduhunawaamnahi.8928 Рік тому +4

      @@youcancallmex8079 badia bhai, ebe time asigala, jie ama hindu dharma bisaya re kahiba taku uchit jabab miliba. JAY JAGANNATH 🙏🚩🚩🚩

    • @youcancallmex8079
      @youcancallmex8079 Рік тому +4

      @@hinduhunawaamnahi.8928 Hnn bhai Nischay Jay Jagannath 🙏🕉️

  • @yahwehyireh1434
    @yahwehyireh1434 Рік тому +37

    ବିଶପ sir ଙ୍କ ସାକ୍ଷ୍ୟ 100% ସତ୍ୟସତ୍ୟା ଅଟେ l sir ପ୍ରଭୁ ଆଶୀର୍ବାଦ କରନ୍ତୁ l

  • @rajivbhatra7457
    @rajivbhatra7457 9 місяців тому +17

    ପ୍ରୋଭୁ ତୁମ ପବିତ୍ର ମହାନ୍ ନାମ ର ଧନ୍ୟ ବାଦ ହେଉ ✝️🛐🙏🙏🙏🙏🙏🙏🙋

  • @AjayKumar-lc5zi
    @AjayKumar-lc5zi Рік тому +293

    ଆନନ୍ଦିତ ହୁଅ... ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ.... Amen 💖🙏❤️🙏🙏🙏🙌🙏🙌❤️🙏🙏🙏 Hallelujah

  • @dibyadigal491
    @dibyadigal491 Рік тому +329

    ଏହା କରିବା ଦୁରା ପ୍ରଭୁଙ୍କର ସୁସୋମଚର୍ ପ୍ରଚାର ହେଲା ଧନ୍ୟବାଦ୍

  • @asharanitirky2532
    @asharanitirky2532 Рік тому +24

    Jesus said " I am the way, the truth and the life. .. Praise the Lord🙏

  • @pandabmarandi3529
    @pandabmarandi3529 Рік тому +5

    ଆଜ୍ଞା ଯୀଶୁଖ୍ରୀଷ୍ଟ ହିନ୍ଦୁ ନଥିେଲ, ଯିଶୁଖ୍ରୀଷ୍ଟ ହେଉଛନ୍ତି ସମସ୍ତ ମାନବ ଜାତିର ଉଦ୍ଧାର କର୍ତ୍ତା,ଯୀଶୁ ମୁଁ ତୁମକୁ ପ୍ରମ କରେ।।।

  • @christfellowship4802
    @christfellowship4802 Рік тому +549

    Jesus is not only for Christian... & he is not the Lord of any religion... Only Jesus Christ is the Lord of all the earth...he is only way.. Truth.. &.. Life.. He is only saviour.. 🙏❤✝️

    • @thalaivaac7847
      @thalaivaac7847 Рік тому +17

      Yes bro i love jesus

    • @Dixtrn424
      @Dixtrn424 Рік тому +13

      Praise the Lord....

    • @amossuna5064
      @amossuna5064 Рік тому +10

      That's absolutely true.

    • @Aryadeep--mv3jy
      @Aryadeep--mv3jy Рік тому +15

      Hinduism is the most ancient religion... Everything which is on the earth is related to it ..

    • @hinduhunawaamnahi.8928
      @hinduhunawaamnahi.8928 Рік тому +5

      Le Hindusim- I'M I JOKE TO YOU🤣🤣🤣🙏🚩🚩🚩

  • @FrAjayKantAdhikary
    @FrAjayKantAdhikary Рік тому +270

    ଯୀଶୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ।

  • @bbhaskarbr4490
    @bbhaskarbr4490 Рік тому +6

    Praise the Lord for this discussion about Jesus Christ

  • @herodapradhan1402
    @herodapradhan1402 Рік тому +7

    Praise the lord
    Sir ଆପଣମାନେ ସତ୍ୟ ଯୀଶୁ ଚରିସ୍ତଙ୍କ ବିଷୟରେ ଆଲଚନା କରିଥିବାରୁ ଆପଣଙ୍କୁ ଯୀଶୁ ଆଶୀର୍ବାଦ କରନ୍ତୁ ଆମେନ.

  • @anantimallick9149
    @anantimallick9149 Рік тому +219

    ମନୋରଞ୍ଜନ ସାର୍ ପ୍ରକୃତରେ ଆପଣ ଜଣେ Good reporter ଆପଣଙ୍କ ପ୍ରଶ୍ନ ପାଇଁ ବହୁତ ବହୁତ ଧନ୍ୟବାଦ୍

  • @True_lines_of_God
    @True_lines_of_God Рік тому +171

    ଏହା ଦ୍ବାରା ପରମେଶ୍ବରଙ୍କ ସୁସମାଚାର ପ୍ରଚାର ହେଉ ଧନ୍ୟବାଦ୍

    • @youcancallmex8079
      @youcancallmex8079 Рік тому +3

      Jay Jagannath 🙏🕉️❤️

    • @jbabumojeshsuna9254
      @jbabumojeshsuna9254 Рік тому +2

      Amen

    • @lakrapaulinasingh
      @lakrapaulinasingh Рік тому

      Jitne mahan guru log ko pura brahmand bulao to un log ko samjh me aayega are jisu sirf AOR sirf arusalem me zamane hain AOR hamera dharm ko ji su nahi nabi log india me prachar kiye hai pagal log india pahlely bharat tha AOR jisu sirf AOR sirf hamare prabhu ke bulaye huye huye udhar karta hai unko bardan mila tha mukti dene ka samjhe hindu log zyada dimak maat khelai aapne dharm ko rakhecha kariye asyese dhongi log ke chalte india badnam huyi hai

    • @krishudey7913
      @krishudey7913 Рік тому

      Thik. Kahila bhai Jai Jesu 😂😂🙏❤

    • @kattarhindu233
      @kattarhindu233 Рік тому +1

      𝗰𝗵𝗮𝘂𝗹𝗮 𝗯𝗮𝘀𝘁𝗮 𝗻𝗮 , 𝗰𝗵𝘂𝗱𝗮 𝗰𝗵𝗲𝗲𝗻𝗶

  • @sanjeevpradhan5985
    @sanjeevpradhan5985 Рік тому +2

    God bless u monoranjan sir ,for ur good questions.thanks

  • @ratan9248
    @ratan9248 Рік тому +4

    GOD bless you brother

  • @UPTM
    @UPTM Рік тому +200

    ମନୋରଞ୍ଜନ sir ଆପଣଙ୍କୁ ପରମେଶ୍ବରଙ୍କ ଆଶୀର୍ବାଦ ସଦା ସର୍ବଦା ରହୁ ପ୍ରଭୁ ଆପଙ୍କୁ ଆପଣଙ୍କ ପରିବାର କୁ ଆଶୀର୍ବାଦ କରନ୍ତୁ

  • @rjprince6577
    @rjprince6577 Рік тому +125

    ଯୀଶୁ ଜଦି ଭାରତରେ ଆସିଥିଲେ ଇତିହାସ ରେ କାହିଁକି ଲେଖାଯାଇନାହିଁ ,ଏଇଟା ମିଛକଥା ଏ ଇଟା ମନଗଡlକତl ।

  • @lambokumar6760
    @lambokumar6760 Рік тому +5

    Thanks you sir Amen

  • @MotivationYt4You
    @MotivationYt4You 7 місяців тому +1

    ବହୁତ୍ ଭଲ ପ୍ରଶ୍ନ କରିଛନ୍ତି sir and ବହୁତ୍ ଭଲ ବିଷୟରେ ଆଲୋଚନା କରିଥିବାରୁ than you sir God bless you.

  • @susantapatamajhi
    @susantapatamajhi Рік тому +124

    ପରିଛା Sir ଠିକ୍ କହିଛନ୍ତି, tamiladu ରେ Thomas ଯୀଶୁ ଙ୍କ ଶିଷ୍ଯ ଥମାସ 7ଗୋଟି ମଣ୍ଡଳୀ ନିର୍ମାଣ କଲାପରେ ତାହାଙ୍କୁ ମାରି ଦେଲେ

  • @Pr-D.K.Pradeep
    @Pr-D.K.Pradeep Рік тому +96

    ପ୍ରଭୁ ଆପଣମାନଙ୍କୁ ଆଶିର୍ବାଦ କରନ୍ତୁ🙏

  • @sambitkumar628
    @sambitkumar628 11 місяців тому +2

    ❤️ ଜୟ ଶ୍ରୀକୃଷ୍ଣ 🙏

  • @user-yg3dn3lr5s
    @user-yg3dn3lr5s 11 місяців тому +2

    God bless you sir 🙏🙏🙏❤ Aman

  • @santoshkumarbhuyan3842
    @santoshkumarbhuyan3842 Рік тому +69

    ମନୋରଞ୍ଜନ sir ଆପଣ ଜଣେ good reporter ବହୁତ ବହୁତ ଧନ୍ୟବାଦ god bless u...

  • @ajambarsabar6528
    @ajambarsabar6528 Рік тому +75

    ମନୋରଞ୍ଜନ sir ଆପଣଙ୍କ ଯୁକ୍ତି ଉପଯୁକ୍ତ ଅଟେ. ଆପଣ ଆଜି ନିରପେକ୍ଷ ଭାବେ ବିଚାର କଲେ

  • @babajena3306
    @babajena3306 4 місяці тому +1

    ଜଗତ ଗୁରୁ କଥା ତୋମେ ମାନେ ଆଲୋଚନା କରିବାକୁ କୌଣସି ଯୋଗ୍ୟ ତା ନାଁ ସିଏ ଆମର ଦେବତା ତୁଲ୍ୟ ସମ୍ମାନ ତୋମେ ଖ୍ୟମା ମାଗ ଖୁସି ରୁହ ଜୟ ଜଗନ୍ନାଥ ସ୍ବାମୀ

  • @labapangichannel3415
    @labapangichannel3415 Рік тому +1

    ଧନ୍ୟବାଦ ମନୋରଂଜନ ସାର୍ ବହୁତ ସୁନ୍ଦର ରିପୋର୍ଟ କରି ଥିବା ରୁ

  • @Papusabar12
    @Papusabar12 Рік тому +42

    ମନୋରଞ୍ଜନ sir ଜଣେ very good repotarଆପଣଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ..... 👍👍👍

  • @KunaNayak.447
    @KunaNayak.447 Рік тому +87

    ମନରଞ୍ଜନ sir ଆପଣ ପ୍ରକୁତରେ reporter ଆପଣଙ୍କ ପ୍ରଶ୍ନ ପାଇଁ ଧନ୍ୟବାଦ ପ୍ରଭୁ ଯୀଶୁ ପଥ ସତ୍ୟ ଓ ଜୀବନ ତାଙ୍କ ଅନୁଗାମୀ ମାନେ ସତ୍ୟ
    ସେ ଦିବାକର ମିଶ୍ର ଙ୍କୁ କିଛି ଜଣା ନାହିଁ ସେ ୟା ତାଠୁ ଶୁଣିକି କହୁଛନ୍ତି ଇତିହାସ ବିଷୟରେ ତାଙ୍କୁ କିଛି ଜଣା ନାହିଁ

  • @dibakar6574
    @dibakar6574 Рік тому +2

    ଅନୁରୋଧ କରେ ଦୟାକରି ନ ଜାଣିକୀ କୈାଣସି ଭାବନା କି କଳ୍ପନା କରି କାହା ବିଷୟରେ କୁହନ୍ତି ନାହିଁ ।🙏 Jadi proof achi please share korontu...... Aanu radha koruchi reporter sirn ku histry proof magontu..... Nohele shankaracharya nko upere action nia jau..... ଧନ୍ୟବାଦ 🙏

  • @mitiniyapradhan418
    @mitiniyapradhan418 10 місяців тому +1

    Pastor ଆଜ୍ଞା ଆପଣ ବହୁତ ଭଲ ଭାବରେ ସତ୍ୟତା କୁ କହିଛନ୍ତି . ମନରଞ୍ଜନ ଆଜ୍ଞା ଆପଣ ବି ବହୁତ ଭଲ ପ୍ରଶ୍ନ କରିଛନ୍ତି ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ

  • @manokantdigal9782
    @manokantdigal9782 Рік тому +20

    ମନୋରଞ୍ଜନ ସାର୍ ଆପଣ ଖୁବ୍ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ
    ଗୁଡ଼ିକ ଦ୍ବାରା ଏହି ବିବାଦର ଆଲୋଚନା କରିଛନ୍ତି
    ଏବଂ ଠିକ୍ ମନ୍ତବ୍ଯ ମଧ୍ୟ ରଖିଛନ୍ତି । ଏଣୁ , ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଇଶ୍ଵର
    ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ତଥା ଆପଣଙ୍କ କାର୍ଯ୍ୟକୁ ମଧ୍ୟ ଅଶେଷ ଆଶୀର୍ବାଦ କରନ୍ତୁ
    । ପରମ ଇଶ୍ଵର ଗୌରବ ପା'ନ୍ତୁ ।
    🙏🙏🙏

  • @pratapheprika5780
    @pratapheprika5780 Рік тому +77

    ସତ୍ୟ ସର୍ବଦା ସତ୍ୟ ହିଁ ହୋଇଥାଏ। ତାକୁ କେହି ବଦଳେଇ ପାରିବେ ନାହିଁ। ଯୀଶୁ ଖ୍ରୀଷ୍ଟ ଜଣେ ଐତିହାସିକ ବ୍ୟକ୍ତି ଯେ କି ଇତିହାସ କୁ ୨ ଭାଗରେ ବିଭକ୍ତ କରିଛନ୍ତି, ଖ୍ରୀଷ୍ଟପୂର୍ବ ଓ ଖ୍ରୀଷ୍ଟାବ୍ଦ

  • @adyasha938
    @adyasha938 9 місяців тому +1

    Monaranjan sir very nice commentment i like it ... ଯୀଶୁ ପଥ ସତ୍ୟ ଓ ଜୀବନ । Thank you very so much sir🙏🙏🙏🙏🙏

  • @albanbisoi4108
    @albanbisoi4108 9 місяців тому +1

    ଧନ୍ୟବାଦ ମନୋରଞ୍ଜନ ବାବୁ ।

  • @hamonvlogvideos9723
    @hamonvlogvideos9723 Рік тому +95

    Manoranjan Mishra Is Great Person...Praise The Lord...

  • @prafullabarik7085
    @prafullabarik7085 Рік тому +111

    ଯେତେବେଳେ ଜଣଙ୍କର ମାନସିକ ବିକୃତି ଘଟେ ସେତେବେଳେ ସେ ଏ ପ୍ରକାରର ବିବୃତି ଦିଏ । ଶଙ୍କରାଚାରଯ୍ୟ ପ୍ରଥମେ ଏ କଥା ଜାଣି ରଖିବା କଥା ଯେ ପୁରୀରେ ଜଗନ୍ନାଥ ଧାମର ପ୍ରତିଷ୍ଠା କେବେ ହେଇଥିଲା ଆଉ ପ୍ରଭୁ ଯିଶୁଙ୍କର ଜନ୍ମ କେବେ ହେଇଥିଲା । ଅଯଥା କାହାରି ଧର୍ମକୁ ଆକ୍ଷେପ କରି କୌଣସି ଆରୁଚିକର ମନ୍ତବ୍ୟ ଦେବା ଠିକ୍ ନୁହେଁ ।

    • @chitrasenyoutube3589
      @chitrasenyoutube3589 Рік тому +1

      🙏🙏👍

    • @amarendrasarangi740
      @amarendrasarangi740 Рік тому +5

      ତମେ କୋଉଠୁ ସର୍ବଗ୍ନ୍ୟ ଆସିଲ କି? ପଶ୍ଚିମ ଦେଶ ରୁ ଆସିଛ ବୋଧେ। ଏବେ କ ଜଗନ୍ନାଥ ମନ୍ଦିର ନିର୍ମାଣ 10 ସତାବ୍ଧି ରେ ହେଇଚି। ତାହା ପୂର୍ବରୁ ଜଗନ୍ନାଥ ଥିଲେ ଆଉ ସେହି ସ୍ଥାନ ରେ ଅନ୍ୟ ପ୍ରକାର ମନ୍ଦିର ରେ ପୂଜା ହେଉଥିଲା। ଓଡ଼ିଆ ହେଇ ୟେ ସବୁ ଜାଣିନ। ମଦଲା ପାଞ୍ଜି ଲେଖା ଅଛି ଖୀ.ପୁ 300 ରୁ। ଓଡିଶା ଆଉ ଅଦିଆ ସଭ୍ୟତା ବିଷୟ ରେ ଜଣ।।।।।

    • @smrutirekhapandasubh9406
      @smrutirekhapandasubh9406 Рік тому

      Rights

    • @prafullabarik7085
      @prafullabarik7085 Рік тому +7

      @@amarendrasarangi740 ଇତିହାସରେ ସେମିତି କିଛି ପଢ଼ିଛ କି ? ମାଦଳା ପାଞ୍ଜି ଇତିହାସ ନୁହେଁ ।

    • @amarendrasarangi740
      @amarendrasarangi740 Рік тому +3

      @@prafullabarik7085 ଇତିହାସ କାହାକୁ କୁହନ୍ତି ପ୍ରଥମେ ଜାଣ । ତା ପରେ କହିବୁ କୋଉଟା ଇତିହାସ ଆଉ କୋଉଟା ଇତିହାସ ନୁହେଁ।

  • @rahulkhura2321
    @rahulkhura2321 Рік тому +3

    Good... questions....sir
    The lord.. Jesus.. Christ bless you ❤️🙏
    And always.. protect... your.. family 🙏❤️
    We.. always.. prayer for you and your family 🙏❤️✨

  • @christodantading3236
    @christodantading3236 Рік тому +2

    Praise the lord

  • @motivationvlogs.1587
    @motivationvlogs.1587 Рік тому +11

    ମନୋରଞ୍ଜନ ସାର୍ Thank you ଭଲ ପ୍ରଶ୍ନ କରିଥିବାରୁ । ପ୍ରଭୁ ଆପଣମାନଙ୍କୁ ଆଶିର୍ବାଦ କରନ୍ତୁ ।

  • @biswambarjenaofficial4511
    @biswambarjenaofficial4511 Рік тому +87

    Manoranjan sir is asking the question in legal ways... Thank you

  • @mojeshdeogam6299
    @mojeshdeogam6299 8 місяців тому

    ମନୋରଞ୍ଜନ ସାର୍ good reporter . ଆପଣଙ୍କ ର ପ୍ରତିଟି ପ୍ରଶ୍ନ ଅତି ମୁଲ୍ଯବାନ୍ । thanks🙏

  • @two20ankit8
    @two20ankit8 Рік тому +2

    Thanks sir 🙏 ଯୀଶୁଙ୍କ ବିଷୟରେ ଜାଣିଥିବା ପାଇଁ

  • @rabindrakumarmohanty9415
    @rabindrakumarmohanty9415 Рік тому +79

    ଶଙ୍କରାଚାର୍ଯ୍ୟ ଯାହା କହିଲେ ତାକୁ ନେଇ ହିନ୍ଦୁ ଖ୍ରୀଷ୍ଟିଆନ କୈାଣସି ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ ନୁହେଁ।କାରଣ ସତ୍ୟ ସବୁବେଳେ ସତ୍ୟ ହୋଇଥାଏ।

    • @bindusagarkhatua6337
      @bindusagarkhatua6337 Рік тому +1

      Thik khaichanti bhai, Jai jagannath 🙏

    • @chandrasekharnayaka9658
      @chandrasekharnayaka9658 Рік тому +2

      Right bro

    • @TheMrsukanta
      @TheMrsukanta Рік тому +1

      JAY JESU
      who is sankaracharya

    • @amoncreation4180
      @amoncreation4180 Рік тому +7

      Bhai History jeumane padhinahanti semane murkhami katha kahibe. History re jisu nka janma pare hin christabda au masiha arambha heithila. Jisu 1st christabda ru 33 1/2christabda re mara hele. Tebe puri mandira kebe tiari hela au jisu kebe puri mandira ku asithile?

    • @malatikandeyang4925
      @malatikandeyang4925 Рік тому +1

      Jisu janma itihas 2bhag christa purba and christabdha .jisu patha saty thanks God🙏 amen

  • @bekhempal4083
    @bekhempal4083 Рік тому +56

    Jesus Christ is true

  • @ratnakarkhora9654
    @ratnakarkhora9654 Рік тому +1

    ଯେଉଁ ବ୍ୟକ୍ତି ଇତିହାସ ଓ ପୁରାଣ ଭିତ୍ତିରେ ପ୍ରଭେଦ ଜାଣି ପାରି ନାହାଁନ୍ତି, ଏପରି ଆଲୋଚନା ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ କିପରି?

  • @sangramofficial1960
    @sangramofficial1960 5 місяців тому

    ରିପୋର୍ଟିଂ ଠିକ କରୁଥିବା ରୁ ଧନ୍ୟବାଦ ପ୍ରକୃତ ରେ ଯୀଶୁଖ୍ରୀଷ୍ଟ ସୋନାତନ କାରଣ ତାଙ୍କର କୋଉଣ ସି ଅନ୍ତ ନାହିଁ ସେ ଆଦି ଓ ଅନ୍ତ ସେ 🙏

  • @broken5744
    @broken5744 Рік тому +47

    Good question manaranjan sir 🙏 ପ୍ରଭୁ ଯିଶୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ଆଶୀର୍ବାଦ କରନ୍ତୁ

  • @helperboy9769
    @helperboy9769 Рік тому +67

    ଭଲ ପ୍ରଶ୍ନ କରିଥିବାରୁ କନକ ଟିଭି ର ଏଡ଼ିଟର ମନୋରଞ୍ଜନ Sir ଙ୍କୁ ଧନ୍ୟବାଦ, I really appreciate to Manaranjan sir for asked good questions.

  • @rahulkhura2321
    @rahulkhura2321 Рік тому +1

    God bless you all ....❤️
    Praise the lord 🙏

  • @daviddigal9574
    @daviddigal9574 Рік тому +1

    ରିପୋଟର୍ ସାର୍ ଠିକ୍ ପ୍ରମାଣ ସହ ପ୍ରଶ୍ନୋତ୍ତର ପାଇଁ ଧନ୍ଯବାଦ୍

  • @thimannayak6295
    @thimannayak6295 Рік тому +41

    ହିନ୍ଦୁ ଧର୍ମ ର ଯେତେବେଳେ ଯାହା ମନରୁ ଆସିଲା ତାହା ଇତିହାସ ।କେତେ ଦିନ ଲୋକଙ୍କ ଭକୁଆ ବନାଥିବେ ?

    • @pravanaik3108
      @pravanaik3108 Рік тому +1

      Right bro

    • @mythoughts3907
      @mythoughts3907 10 місяців тому

      Ri8

    • @nitishvlogs5467
      @nitishvlogs5467 4 місяці тому

      ସନାତନ ଧର୍ମ ସ୍ରୁଷ୍ଟି ର ଆରମ୍ଭ ରୁ ହିଁ ଏହା ସନାତନ ଧର୍ମ କୁ କେହି ତିଆରି କରିନାହାନ୍ତି

  • @dibyadigal491
    @dibyadigal491 Рік тому +11

    ଯାହାବି ହେଉ ଟିଭିରେ ପ୍ରସାରିତ ହୋଇଛି ଏହା ସମ୍ଭବତଃ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବାରେ ଆପଣ ସକ୍ଷମ ହେବେ

  • @sunitabhatra6009
    @sunitabhatra6009 Рік тому +1

    ଏହା ଦ୍ବାରା ଇଶ୍ବରଙ୍କ ସୁସମାଚାର ପ୍ରଚାର ହେଉଛି praise the Lord glory to God

  • @sangramofficial1960
    @sangramofficial1960 5 місяців тому

    ଗଞ୍ଜେଇ ଟାଣି ନିଶା ରେ ବାବା ମାନେ ଏଭଳି ମନ୍ତବ୍ୟ ଦିଅନ୍ତି ନୂଆ କଥା ନୁହ praise the lord

  • @thalaivaac7847
    @thalaivaac7847 Рік тому +11

    ଯୀଶୁ ଆପଣ ଓ ଆପଣଙ୍କର ପରିବାର କୁ ଆଶୀର୍ବାଦ କରନ୍ତୁ 🙏 ଅମେନ୍ 🙏

  • @dibyaranjan6797
    @dibyaranjan6797 Рік тому +55

    Jesus said " I am way, truth, and Life, He is Lord for all

    • @sriradhakadas5204
      @sriradhakadas5204 Рік тому +1

      Krishna said -I am the god . I am the destination when you know me there is nothing to know more so surrender to me .

    • @sushreesubhasmitanayak4169
      @sushreesubhasmitanayak4169 Рік тому +3

      @@sriradhakadas5204 then u must have follow only lord Krishna. Not other Gods. Then why are you following so many Gods? It's better follow one.

    • @sriradhakadas5204
      @sriradhakadas5204 Рік тому

      @@sushreesubhasmitanayak4169 control your words . Because hinduism has only and only 1 single God called parambrahma . And vedas said no one is equal and upper than him . That one single God manifest himself into 2 parts called purush and prakriti . So purus is male God .prakriti is female goddess. And these 2 are source of all . And as there is only one God . He may known as krishna, mahakali , sadashiva. And these all are one tatva who are seen in different forms and names by their devotees. As I love the charecter of lord krishna too much and believe in gaudiya vaishnabism for us lord krishna is parambramhan (supreme God )srimati Radha rani is adyashakti (supreme goddess) . Because sanatana dharma is not consist a boundary it has no limit thus can recognise by various mahatma's by various forms in which all have only one aim to get mokhya and that mokhya also end on bhakti means selfless love for God .

    • @christfellowship4802
      @christfellowship4802 Рік тому +2

      Jesus said don't do adultery... But what says krishna about that.... 🤔

    • @sriradhakadas5204
      @sriradhakadas5204 Рік тому

      @@christfellowship4802 krishna said to follow your own varna system ( the 4 types of people in society based upon their work not from birth ) to make any relationship one must bind in marriage system. And I can understand what you want to speak you just indirectly said krishna do adultery then I can told you you just know zero about krishna. Krishna is pure as pious (amrita ) to which no poison can destroy . Once upon a time when narad visited dwarka he see krishna with every wife that every wife had his own krishna. That means he marry them to give them respect in society. And also follow the regular basis of marriage system .there is no adultery do you understand.

  • @Bagunsamadofficial
    @Bagunsamadofficial Рік тому +2

    ହଲେଲୁୟା 🙌
    Praise the Lord!!🙏

  • @lalmohonbhuyan2449
    @lalmohonbhuyan2449 Рік тому +1

    Manaranjan mishar sir ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ଏବଂ ଜବାବ..

  • @user-jk4vf6yw6t
    @user-jk4vf6yw6t Рік тому +30

    ଶଙ୍କର acharya ଙ୍କର ମନ ପରିବର୍ତ୍ତନର ସମୟ ଆସିଲା।

  • @biliyampradhan1879
    @biliyampradhan1879 Рік тому +62

    ମୁଁ ମନୋରଞ୍ଜନ ମିଶ୍ର ସାର ଙ୍କୁ ଅନୁରୋଧ କରୁଛି, ଦୟାକରି ସେ ଶଙ୍କରାଚାର୍ଯ୍ୟ ବାବା ଙ୍କ ସହ ଆଲୋଚନା କରନ୍ତୁ, ଲୋକ ଙ୍କୁ ଏଭଳି ହଇରାଣ କରିବା ଉଚିତ ନୁହେଁ।

    • @simonjageranga5615
      @simonjageranga5615 Рік тому +1

      Manoranja sir jaha Satya sehita pacharuchanti .jadi shankaracharya nka Saha katha hele semane monare jaha thika and hindu manankara sapatare kahibe.

    • @biliyampradhan1879
      @biliyampradhan1879 Рік тому +4

      ଶଙ୍କରାଚାର୍ଯ୍ୟ ଏହାର ସଠିକ୍ ପ୍ରମାଣ ଦେବା ଦରକାର, ଅନ୍ୟ ମାନେ ତଥ୍ୟ ଥିବ ବୋଲି ଭାବୁଛନ୍ତି, ଏହା ର ସଠିକ୍ ପ୍ରମାଣ ସହିତ ପ୍ରଚାର କରିବା ଦରକାର

    • @niminimibadora1983
      @niminimibadora1983 Рік тому +2

      @@biliyampradhan1879 tik katha

    • @ambedbhuyan6042
      @ambedbhuyan6042 Рік тому +2

      ଭୁଲ ମନ୍ତବ୍ୟ ଏଇଠି ପ୍ରଥମେ ଶଙ୍କରାଚାର୍ଯ୍ୟ ଦେଇଛନ୍ତି. ମନୋରଞ୍ଜନ sir ଙ୍କୁ ଅନୁରୋଧ କରିବା ଠିକ ହେବ ନାହିଁ.....

    • @sukultudu137
      @sukultudu137 Рік тому +2

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି?😁😁

  • @someshkumar6729
    @someshkumar6729 5 місяців тому

    ଯୀଶୁଙ୍କ ବିଷୟ ଆଲୋଚନା କରୁଥିବାରୁ❤🙏🙏thank you sir..

  • @sipunrout8631
    @sipunrout8631 Рік тому +6

    ଜଗନ୍ନାଥ ସ୍ଵାମୀ
    ନୟନ ପଥ ଗାମୀ
    ଭବ ତୁମେ 🙏

  • @timothy956
    @timothy956 Рік тому +55

    Very good discussion about the Jesus Christ, thank for KANAK NEWS reporter Monaranjan Mishra

  • @chandrasekharnayaka9658
    @chandrasekharnayaka9658 Рік тому +25

    ପୁରୁଣା ଇତିହାସ ପଦାକୁ ଆସୁ,ଆଗାମୀ ପିଢ଼ି ସେ ଇତିହାସ ପଢ଼ନ୍ତୁ ଆଉ ଜାଣନ୍ତୁ । ସତ୍ୟ କଣ ବୋଲି ।

    • @amarendrasarangi740
      @amarendrasarangi740 Рік тому

      Jagad guru is correct. Christians deliberately hiding this facts.Can christian community say on where about of Jesus Christ during his 25 years of unknown period. Jesus christ stayed in Kashmir and then at puri during that period.

    • @malatikandeyang4925
      @malatikandeyang4925 Рік тому

      Right

    • @moviez1102
      @moviez1102 Рік тому

      Right 🔥🔥

  • @bbrothersrinubhai3628
    @bbrothersrinubhai3628 Рік тому +1

    ପ୍ରଭୁ ଯୀଶୁ ହେକ ମାତ୍ର ତ୍ରାନଣକର୍ଥା ଈଶ୍ୱର praise the lord Amen ହଲ୍ଲେଲୁୟା ମନୋ Parivartan karo bhai o bauni mane Amen 🙌🙌
    🎚️🎚️🎚️🎚️🎚️🎚️🎚️

  • @jeebitlima4007
    @jeebitlima4007 7 місяців тому +1

    ଇତିହାସ ବୋହି ଜାଣିଛନ୍ତି କି ପୋଛାରୋନ୍ନ୍ତୁ sir 1850ଖ୍ରୀଷ୍ଟାବ୍ଦରେ 1740 ଖ୍ରୀଷ୍ଟାବ୍ଦରେ କାହିଁକି ଇତିହାସ ବୋହି ରେ କଣ ପାଇ ଲେଖାଯାଉଛି 1580ମୋସିହାରେ 1440ମୋସିହାରେ କଣ ପାଇଁ ଲେକା ଯାଉଛି ।।।। ଶତାବ୍ଦୀରେ। ସବୁ ଦର୍ମୋ ପାଇ ସବୁ

  • @dharmarajpradhan61
    @dharmarajpradhan61 Рік тому +23

    ଆମେ ଆଜି ଖୁସି ଅଟୁ
    ଯୀଶୁଖ୍ରୀଷ୍ଟ ଆଜି ଶଙ୍କରାଚାର୍ଯ୍ୟ ଙ୍କ ହୃଦୟରେ କାର୍ଯ୍ୟ କରିଛନ୍ତି
    ନିଶ୍ଚିତ ସେ ମନ ପରିବର୍ତ୍ତନ କରିବେ
    ଆମେନ୍🙏

    • @hinduhunawaamnahi.8928
      @hinduhunawaamnahi.8928 Рік тому +5

      Pela naa, kebala gotie dharma SATYA SANATAN DHARMA. baki ee budhisim, chirstan, Islam ee sabu gote gote majhub., 🙏🙏🖕🖕🖕🚩🚩🚩 Sala CONVERTED. tanka lobha re naa toki lobhare.

    • @sasmitajena4141
      @sasmitajena4141 Рік тому

      @@hinduhunawaamnahi.8928 tu ta gote bada pandita...😂

    • @hinduhunawaamnahi.8928
      @hinduhunawaamnahi.8928 Рік тому +1

      @@sasmitajena4141 tu jaare lobhi converted

    • @narithiknayak3666
      @narithiknayak3666 Рік тому

      @@hinduhunawaamnahi.8928 Dimag kaam karta hai ya nehi aapka???agar sahi se dimag kaam karta hoga to aisi baat aap nehi kehete...look before you leap..

    • @hinduhunawaamnahi.8928
      @hinduhunawaamnahi.8928 Рік тому

      @@narithiknayak3666 pehele nahi karta tha magar ab barabar kar raha hai. Tum jaise converted ke marne main bada maja aata hai.,, 🖕🚩🚩🚩

  • @ambedbhuyan6042
    @ambedbhuyan6042 Рік тому +50

    Thank God
    ଜୟ ଯୀଶୁ
    Thank you ମନୋରଞ୍ଜନ sir

  • @sinipriyadarshnimallik5342
    @sinipriyadarshnimallik5342 Рік тому +1

    Praise the Lord🙏🙏🙏

  • @anantapradhan3603
    @anantapradhan3603 Рік тому +1

    ସବୁ ମିଛ ସାର୍, ସେ ନିଜ ସମୟରେ ଜନ୍ମ ହୋଇ କିଛି ଭଲ କାମ କରି ମରିଗଲେ ା ଆମେ ଆମ ସମୟରେ ଜନ୍ମ ହୋଇ ମରିବା ା କାରଣ ବନ୍ଚିଥିବାଯାଏଁ ହିଁ ମଣିଷ କିମ୍ବା କୌଣସି ଜୀବ ନିଜ ସାମର୍ଥ୍ଯ ଅନୁସାରେ କାହାକୁ ସାହାଯ୍ୟ, ଦୟା, କ୍ଷମା ଉଦ୍ଧାର, ସତ୍କାର, ସେବା ସତ୍କର୍ମ ଇତ୍ୟାଦି କରିଥାଏ ମଲାପରେ ନୁହେଁ ।

  • @Vijaya070
    @Vijaya070 Рік тому +16

    Please sir manoranjan continue this interview

  • @purannanda1748
    @purannanda1748 Рік тому +28

    ଶଙ୍କରାଚାର୍ଯ୍ୟ ଇତିହାସ ର କ'ଣ ଜାଣି ଅଛି। ଯଦି ପୃଥିବୀ ପୃଷ୍ଠରେ ଯିହୁଦି ବା ଇସ୍ରାଏଲ ନ ଥାନ୍ତେ ତେବେ ମନୁଷ୍ୟର ଇତିହାସ ଜାଣିବା ଅସମ୍ଭବ ଅଟେ।

  • @badhasoren2420
    @badhasoren2420 10 місяців тому +1

    Good reporter sir
    I proud of you

  • @Samuelsanu-vs6em
    @Samuelsanu-vs6em 11 місяців тому

    Sri ଏଗୁଡ଼ାକ ସବୁ ମିଛ ଜଣାପଡିଛି sir ଦେକନ୍ତୁ ଏହିଲୋକତା କତା କହୁଛି ଆଡେଇ ତେଡ଼ାଇ ଏତିକିରେ ତ ଜଣାପଡିଛି ❤❤

  • @lovesongs7640
    @lovesongs7640 Рік тому +12

    ଶଙ୍କରାଚାର୍ଯ୍ୟ ଗୋଟେ ଭଗବାନ ନୁହ ,ଯୀଶୁ ଖ୍ରୀଷ୍ଟ ଜଣେ ଜିହୁଦୀ ଧର୍ମ ଥିଲେ ମଧ୍ୟ ସେ କେବେ କୌଣସି ଧର୍ମ ପାଇଁ ଆସି ନଥିଲେ ସେ ମଣିଷ ର ପାପ କୁ ଧୌତ କରିବା ପାଇଁ ଆସିଥିଲେ ।

  • @subashnisika4226
    @subashnisika4226 Рік тому +13

    Praise the lord ❤️🙏 .. hallelujah

  • @jeebitlima4007
    @jeebitlima4007 7 місяців тому +1

    ସବୁ ମୋନିଷ ମଙ୍ଗଳ ଗୃହୋକୁ ଚାଲି ଗଲେ ହେବ sir

  • @nirelpurty2652
    @nirelpurty2652 Рік тому +1

    Thanks manaranja sir God bless you

  • @susamachhatria1694
    @susamachhatria1694 Рік тому +20

    Many many thanks to respected Dharma Guru for bringing this question in to social media. Also big thanks to kanaka news channel for doing debate over this topic. Many people will come to know about Lord Jesus Christ that he is the Lord of all. Because it is written in the Bible..All nation will bow down before him and will confess before him.. Jesus Christ is the lord🙏🙏❤️🥰 hallelujah 🔥🔥 lastly thare is victory only in truth. Thank you Lord Jesus for your unconditional love towards this earth.

  • @srifullahadranga6794
    @srifullahadranga6794 Рік тому +21

    Praise the Lord jesus christ

  • @munmun.begum97
    @munmun.begum97 Рік тому +1

    I respect every religion, but when someone says any wrong statement about Jesus, then you must accept it or die, "Jesus is unique, he's the alpha and the omega, the king of kings, the lord of lords, the image of the invisible God, the first and the last, the beginning and the end"
    END OF THE DISCUSSION❤

  • @prakashkdigal5027
    @prakashkdigal5027 Рік тому +2

    Parichha sir I salute your brif clarification of the topic.
    Whatever may be if we take it positively Jesus is discussed in many channels

  • @SatyabadiMandika_1983
    @SatyabadiMandika_1983 Рік тому +15

    Thank you Bishop Paricha,for explaining the truth....

  • @jisuhisatyagodblessyou9514
    @jisuhisatyagodblessyou9514 7 місяців тому

    ଯୀଶୁ ଙ୍କୁ ଜୁ ମାନେ ଜାଣନ୍ତିନି ସେ ମାନେ ଏମିତି ମନ ଗଢ଼ା କାହାଣୀ କହନ୍ତି ବିନା ପ୍ରମାଣ ରେ କିଏ ମାନ କି ନ ମାନ ପ୍ରଭୁ ଯିଶୁ ଧର୍ମ ପରିବର୍ତ୍ତ କରି ବାପାଇଁ ଆସି ନ ଥିଲେ ମନ ପରିବର୍ତ୍ତନ କରିବାକୁ ଆସି ଥିଲେ ❤❤ ପ୍ରଭୁ ଯିଶୁ ତୁମ ମହିମା ହେଉ ଜୟ ହେଉ ଜୁ ଭାଇ ଭଉଣୀ ମାନେ ତୁମକୁ ଜାଣି ନାହାନ୍ତି ଜାଣନ୍ତୁ ✝️❤️😘🕯️🥰🙌🏻 god bless you brother 🙌

  • @naturerelaxsound3959
    @naturerelaxsound3959 8 місяців тому

    ଆଜିଠୂ ସବୁ ହିନ୍ଦୁ ଯୀଶୁ ଙ୍କୁ ପର୍ଥନା କରିବେ 🙏

  • @Prashantlimaoffial
    @Prashantlimaoffial Рік тому +11

    Good job repoter sir God bless you👏👏👏

  • @muralidharmajhi5548
    @muralidharmajhi5548 Рік тому +18

    Jesus ହିଁ ଉଦ୍ଧାରକାରୀ. Praise the Lord

  • @Jcpc_devarayamjal
    @Jcpc_devarayamjal 8 місяців тому +1

    ଯୀଶୁଖ୍ରୀଷ୍ଟ ଧର୍ମ ନୁହଁ କିନ୍ତୁ ଜୀବନ ପରିବର୍ତ୍ତନ କରିଥାଆନ୍ତି।

  • @prajwalitanag3820
    @prajwalitanag3820 Рік тому

    Bishop sir o manaranjan sir 🙏🙏🙏 ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ

  • @sndaringbadi5154
    @sndaringbadi5154 Рік тому +14

    ଐତିହାସିକ ତଥ୍ୟ ଯଦି ପ୍ରମାଣ କରିଦିଏ ଯେ ଯୀଶୁ ହିନ୍ଦୁ ଥିଲେ ତାହା ହେଲେ ଆମେ ବିଶ୍ୱାସ କରୁ l ଯଦି ଯୀଶୁ ହିନ୍ଦୁ ଥିଲେ ତାହା ହେଲେ ହିଦୁ ମାନେ ଯୀଶୁଙ୍କୁ କାହିଁକି ପୂଜା କରୁନାହାନ୍ତି?

    • @skcenaomniverse7786
      @skcenaomniverse7786 Рік тому +2

      କାରଣ ଯୀଶୁ ଭଗବାନ କି ଦେବତା ନୁହେଁ ଯୀଶୁ ଜଣେ ସାଧାରଣ ମଣିଷ

    • @sushreesubhasmitanayak4169
      @sushreesubhasmitanayak4169 Рік тому

      @@skcenaomniverse7786 😁😁😁

    • @sasmitajena4141
      @sasmitajena4141 Рік тому

      @@skcenaomniverse7786 tahale krusna kn debata...jisu ta mariki uthithile..tahele krusna kn pani marigala..uthilani

    • @skcenaomniverse7786
      @skcenaomniverse7786 Рік тому +1

      @@sasmitajena4141 ଯୀଶୁ ମରିକି 3ଦିନ ପରେ ଯୀଶୁର ସୁଧ ଭୋଜି ସରିଲା ଆଉ ଯୀଶୁ ଭୂତ ହୋଇକି ଉଠିଥିଲେ ତାଙ୍କ କିଛି ଚେଲାଙ୍କୁ ଦେଖାକଲା ପରେ ଯୀଶୁକୁ ଯମ ନେଇଗଲେ

    • @skcenaomniverse7786
      @skcenaomniverse7786 Рік тому +1

      @@sasmitajena4141 ଜଗନ୍ନାଥ ଆଜି ବି ଅଛନ୍ତି ପୁରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ କାଠ ମୂର୍ତ୍ତି ଭିତରେ କୃଷ୍ଣଙ୍କ Heart ଅଛି ଆଜିବି ସେଇ ଜଗନ୍ନାଥ ମୂର୍ତ୍ତିର ଛାତିରେ ଛୁଇଁଲେ ଧକ ଧକ କରେ

  • @RahulKumar90780
    @RahulKumar90780 Рік тому +11

    God bless you Manoranjan Mishra sir

  • @prafuloddu5571
    @prafuloddu5571 Рік тому +2

    Praise the Lord
    Jesus Christ will be blessed you abundantly Reporter sir

  • @sayondigal
    @sayondigal Рік тому +1

    Thank you kankak news brabhu nka susamachar prachar ku aghaku badheibaku sahajya kale .... praise the lord

  • @amagaonodissa8893
    @amagaonodissa8893 Рік тому +10

    2000 ପୂର୍ବର କଥା ଶଙ୍କରଆଶ୍ଚର୍ଯ୍ୟ କେମିତି ଜାଣିଛି ମିଛୁଆ ବାବା

    • @amarendrasarangi740
      @amarendrasarangi740 Рік тому

      ତୁ ତ ସବୁ ଜାଣିଚୁ।।

    • @pinkiabhilipsharani8348
      @pinkiabhilipsharani8348 Рік тому

      @@amarendrasarangi740 tame kana janicha ki Jesus ra bisaya re

    • @amagaonodissa8893
      @amagaonodissa8893 Рік тому

      ଯୀଶୁ ଖ୍ରୀଷ୍ଟ ପୁରୀ ଆସିବା ତ ଦୂରର କଥା ଭାରତ କୁ ମଧ୍ୟ ଆସିନାହାନ୍ତି। ଆସିଥିଲେ ଯୀଶୁଖ୍ରୀଷ୍ଟଙ୍କ ଶିଷ୍ୟ ଥୋମାସ କେରଳ ଟୁ ତାମିଲନାଡୁ ତାହାଙ୍କୁ ସେହି ତାମିଲନାଡୁ ରେ ହିଁ ମାରି ଦିଆଗଲା ।

    • @amarendrasarangi740
      @amarendrasarangi740 Рік тому

      @@VitaminProtin-vc1uq Haan tu sethire pilot thilu bujhilu?

    • @pinkiabhilipsharani8348
      @pinkiabhilipsharani8348 Рік тому

      @@amarendrasarangi740 hoo Tama janicha

  • @harishmachho475
    @harishmachho475 Рік тому +15

    Praise the lord ✝️🙏✝️

  • @pilatpradhan4801
    @pilatpradhan4801 Рік тому +8

    God bless you sir 🙏🙏🙏🙏❤❤❤

  • @papubaliarsing6190
    @papubaliarsing6190 8 місяців тому +1

    🤗🤗 dhaya👏🙌jisu kanak news madhymar susamachar pahnchael

  • @danielsabar4920
    @danielsabar4920 Рік тому +18

    Praise the Lord 🙏🙏🙏🙏🙏.