Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଆପଣଙ୍କ ଭାଗ୍ୟ ଭଲ ଖରାଦିନେ ଯାଇଛ ବର୍ଷା ହେଇନି ନ ହେଲେ ମଜୁରୀ ଲଗେଇ bike କୁ ବୋହିବାକୁ ପଡ଼ିଥାନ୍ତା , ମୁଁ ସେ ଗାଁକୁ ଅନେକଥର ଯାଇଛି ଭଲକି ଜାଣିଛି ଲୋକମାନେ କେମିତି ହିନସ୍ତାରେ ଅଛନ୍ତି😢 ଭାଇ ଖାଲି ଅସରାଏ ବର୍ଷା ହେଲେ ଚାଲିକି ଯାଇପାରିବନି ଗୋଡ଼ ଖସିବା ସହିତ ପାଦରେ 5kg ଲେଖା ମାଟି ଲାଗିଯିବ ଜୋତା ପିନ୍ଧିକି ଚାଲିବା ମୁଷ୍କିଲ୍,
🙏🙏🙏🙏🙏ଆପଣଙ୍କର ଏ କମେଣ୍ଟରେ ଯାହା ବି ପ୍ରକାଶ କଲେ ମୁଁ ଭ୍ଲଗ ର ଯାହା ଅଧୁରା ଥିଲା ତାହାକୁ ପୂର୍ଣ୍ଣ କରିଛି , ଏବଂ ଆପଣ ପହଁରା ଶିଖିଛନ୍ତି ନା ଏମିତି ଯାଇଥିଲେ❤️❤️❤️❤️ Thanks for watching this video and subscribe this channel
ଭାଇ ଲାଗୁଛି ଏଇ ହେଲା ଦେଶର ଉନ୍ନତି ର ଛବି । ସରକାର ଗାଁ ରୁ ସହର ଉନ୍ନତି କେବଳ ମିଡ଼ିଆ ବାଲାର ପ୍ରଚାର ,କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ବହୁତ୍ ଦୁଃଖ ର ବିଷୟ, ସରକାରଙ୍କ ହଜାରେ ଯୋଜନା କିନ୍ତୁ ସବୁ ବିଫଳ ।
Laba hasda bekar
@@bhagabanmajhi5099 Aha Netamontri manonkro obohela abongsochetonotaro obhab
@@lipunpradhan2371 lobo bhainku pori to gandire dom ochhi to
ଏଇ ଗାଁ ଟି ବହୁତ ସୁନ୍ଦର ଗାଁଟେ , ଗାଁ ଟିକୁ ସଜେଇ ଦେଲେ ଆହୁରି ସୁନ୍ଦର ଲାଗିବ ଦେଖିବାକୁ,👌♥️😄 please ସରକାର ଙ୍କୁ ମୋର ଗୋଟିଏ ଅନୁରୋଧ ଏହି ଗାଁ ପାଇଁ କିଛି ପଦକ୍ଷେପ ନିଅନ୍ତୁ , 🙏 କାରଣ ଏହି ଗାଁ ଲୋକମାନଙ୍କର ବିଭିନ୍ନ ପ୍ରକାରର ଅସୁବିଧା ହେଉଥିବ ତାହା ଜଣାପଡୁଛି ,ପାଣି ସ୍ୱାସ୍ଥ୍ୟ,ପଥପଢ଼ା ଇତ୍ୟାଦି ,ତେଣୁ ସିଘ୍ର ପଦକ୍ଷେପ ନିଆଯାଉ..... ଦେଖି କି ବହୁତ୍ ଦୁଃଖ ଲାଗୁଚି.😭....please....🙏
ଧନ୍ୟ ହେ ନବୀନ ପଟ୍ଟନାୟକ ସରକାର ।
🙏🙏🙏🙏🙏 Thanks for watching this video and subscribe this channel
ଏଇଟା ଗୋଟିଏ ଘୋଡ଼ାମୁହାଁ ସରକାର, ତାକୁ ଯିଏ ଭଲରେ ଲଗାମ ଦେଇପାରିବ ସିଏ ଭଲ ଲାଭ ଉଠେଇପାରିବ
Eita BIKASH😅
Aahuri nabin patnaik ku vote diya
Kendujhar mohan majhi ro Zilla bhai
ଯୋଜନା ପରେ ଯୋଜନା ସବୁ ଆଦିବାସୀ ନାମରେ କିନ୍ତୁ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରକୃତ ରେ ପହଞ୍ଚି ପାରେ ନି.... ଗାଁ ଲୋକ ଯେଉଁ ପାଣି ପିଉଛନ୍ତି ତାହା Iron ପାଣି ଏହା ପିଇବା ପାଇଁ ଅତ୍ୟନ୍ତ ଅଯୋଗ୍ୟ....🙏🙏🙏
🙏🙏🙏🙏🙏 share this video and subscribe this channel
ଧନ୍ୟବାଦ ସାର, ବହୁତ ଭଲ ସରକାରଙ୍କ ଯୋଜନା ଜନମଙ୍ଗଳ ରାଷ୍ଟ୍ର ବିଷୟରେ ଦେଖାଇଲେ।
🙏🙏🙏🙏🙏🙏 Thanks for watching this video and subscribe this channel
ଏ ଭାଇଙ୍କୁ ବହୁତ୍ ଧନ୍ୟବାଦ୍।
ମୋତେ ସବୁ କିଛି ଠିକ୍ ଲାଗିଲା ଏବଂ ପାଣି ପାଇଁ ଯେଉଁ ଝଗଡ଼ା ହେଲା ସେଇଟା ଆପଣଙ୍କ ର ଗୋଟିଏ ଛୋଟ ହାତ ଲେଖା କାହାଣୀ ବୋଧହୁଏ😄
Right
😢😢😢😢😢
it's true
ଇ video 📷 ସମନ୍ତଙ୍କୁ share କରନ୍ତୁ plz ❤❤ ସରକାର ପାଖକୁ ପହଞ୍ଚି ବା ଦରକାର 👍👍👍
Thanks for watching this video and subscribe this channel
ଏମିତିକା ବି ଗାଁ ଅଛି ମୁ ଆଜି ଦେଖିଲି ଏତେ ଦୁଃଖ କଷ୍ଟ ସହୁଛନ୍ତି ଲୋକେ 😢
Bhai emiti bht gaon achi Sahar ru thare bhariki asi jete parucha sete gaon bhitaraku jao
This is actually an effective vlog govt should take proper action and care for the people.
🙏🙏🙏🙏 Thanks for watching this video and subscribe this channel
ଭାଇ ଧନ୍ୟ ତମ ସରପଞ୍ଚ ଆଉ ଜିଲ୍ଲା ପରିଷଦ। ମା ମାନେ ଚପଲ ହାର ତିଆରି କରି ଥାଅ, ଭୋଟ ପାଇ ଭିକାରୀ ଆସିବେ 😄
୨୫ବର୍ଷ ସୁଶାସନ ର ଡିନଡିବ ବାଡ଼େଇ ଥିବା ସରକାର ଙ୍କ ଗାଲରେ ଶକ୍ତ ଚାପୁଡ଼ା ଟାଏ ଇଏ।ଆପଣଙ୍କ କାର୍ଯ୍ୟ କୁ ଧନ୍ୟବାଦ୍ ସାର ,,
Rights
🙏🙏🙏🙏ଧନ୍ୟବାଦ ସାର Thanks for watching this video and subscribe this channel
Kebe b sudhire be nahin a loko mane jete hinasta thile b bjd ku hinn vote debe murkho
ନିର୍ଲଜ ସରକାରଙ୍କୁ କଣସି ଫରକ୍ ପଡିବନି, ଭାଈ, ଭୋଟ ରେ ମତଲବ,
ଦୁଃଖ ଲାଗୁଛି 25ବର୍ଷ ଶାସନ ପରେ ଅବସ୍ଥା ଏଇଟା ଓଡ଼ିଆ ଙ୍କ ଧନ୍ୟବାଦ୍ sir
ନବୀନ ପଟ୍ଟନାୟକଙ୍କ ରାଜନୀତି ରାଜ୍ୟ ର ଶାସକ ଦଳ ବିଧାୟକଙ୍କ। ଆମ ଗାଁ ନବୀନ ଗୋଁ
Thanks
ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗେ
🙏🙏🙏🙏🙏 keep support me And subscribe this channel
Bhai a hi janajati mankara hata bajara t k dekhiba
ସରକାର ଙ୍କୁ ଏମିତି ଦୃଶ୍ୟ ଦେଖାଯିବନି 😔କୋଉଠି ନାଚ, ଗୀତ କରେଇବେ ସେଇଟା ଜାଣିଛନ୍ତି, ନବୀନ ସରକାର ଯୁଗରେ ଏମିତି ଲୋକ ଦୁଃଖରେ ରହିବେ, ଧନ୍ୟହେ ସରକାର ତମକୁ ଧନ୍ୟ, ଦୟାକରି ଦୁଖୀ ଲୋକଙ୍କ ଦୁଃଖ ଟିକେ ଦୂରକର 🙏🙏🙏
good 👍
I ❤️ LABA HASNDA
ଭାଇ ଆମ କୋରାପୁଟ ରେ ଵି ଏମିତି ରାସ୍ତା ଅଛି ଏ ସରକାର କିଛି କରୁନାହି
ଏ ଗାଁର ରାସ୍ତାର ଅବସ୍ଥା ବା କଷ୍ଟ ଦେଖି ମ ଆଖିରୁ ଲୁହ ଝରି ଆସିଲା 🙏🙏🙏
Hello sir ଏହି ବଳୀ ଗାଁ ରେ ସରକାର ଆଖି ପଡୁନି
🙏🙏🙏🙏 share this video and subscribe this channel
ଅଜବ ଗାଁ । ନବୀନ ସରକାରଙ୍କୁ ମୋର ଦୁରୁ ଜୁହାର ।
ସରପଞ୍ଚ,GRS,BDO , chairman ଅଛନ୍ତି ନା ନାହିଁ
Dhanyabad Amity village ku jai sethakara osubidhaku vlog madhyamare Odishavasinku janeirhibaru❤❤❤❤❤❤❤❤❤❤But aha Duniyara sabuthu kharap gan nuho
🙏🙏🙏🙏ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Thanks for watching this video and subscribe this channel
ଏମାନେ ଝଗଡା ହେଉ ନ ଥିଲେ ଏ ମିଡ଼ିଆ କହିଛି ଝଗଡା ହୁଅ ଭିଡିଓ କରିବା
Banda lokota tu
Badmas midia
ଖରାପ ଚିନ୍ତା ଆଗକୁ ଆସିଲେ ଲୋକ ବାଇଆ ହେଉଛି
Thik katha kahucha
ପଚିଶ ବର୍ଷ ର ସରକାର ଙ୍କ ବିକାଶ ର ଚିତ୍ର। ବାଃ ବାଃ ରେ ସରକାର ଆଉ ତମର ବିକାଶ।ଧିକ୍ ତମ ଶାସନ।
ଏପ୍ରକାର ଗାଁ ଓଡ଼ିଶାରେ ଏବେବି ରହିଛି ହେ ଭଗବାନ,, ଭାଈ ସେ ନଦୀ ନାମ କଣ କି ନଦୀ,,❤ BBSR ରୁ 🙏🙏❤❤❤❤❤❤❤❤❤❤
🙏🙏🙏🙏ସମକୋଇ Thanks for watching this video and subscribe this channel
ବହୁତ ଦୁଃଖ ର ବିଷୟ ଆମ ଭାରତରେ ମଧ୍ୟ ଏମିତି ଗାଁ ଅଛି !
ଭଲ ଲାଗିଲା। ନଳକୂପ ପାଖରେ କଳି ପ୍ରଯୋଜିତ। ସେମାନଙ୍କର ପାନୀୟ ଜଳର ଉତ୍କଟ ଅଭାବ ରହିଛି। ଲବ ହାଂସଦା ର ଲକ୍ଷ୍ୟ ଅଲଗା। ଆପଣଙ୍କ ଲକ୍ଷ୍ୟ ପଥରେ ଆଗେଇ ଯାଆନ୍ତୁ। ଆପଣ ନୁଆ ନୁଆ ଜନଜାତି ର କଥା ପ୍ରଦର୍ଶିତ କରୁଛନ୍ତି। ଖୁସି ଲାଗୁଛି। ଧନ୍ୟବାଦ।
🙏🙏🙏🙏 vlogs ରେ ଆପଣଙ୍କ comment ମୁଁ ସବୁବେଳେ ଅପେକ୍ଷା କରିଥାଏ, ଆପଣଙ୍କ comment ରେ ମୋତେ ସବୁ ମିଳିଯାଇଛି ଲାଗେ
Tqsm sir vlogs krithibru.. government ku tk news jau..
ଭାଇ,ଏହା ହେଲା ମୋ ଓଡ଼ିଶା ନବୀନ ଓଡ଼ିଶା ଓ 5Tର ଚିତ୍ର I ବିକାଶ ନାଁ ରେ ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଏହି ନାଲିପାଣି ପିଆଇବା ଦରକାର ।
Bohut bholo video ❤❤❤❤
🙏🙏🙏🙏🙏
This village belongs to our smart city of Odisha
ଏହି ଗାଁ ଟି ହେଉଛି ନବୀନ ଓଡିଶା ର ଦୃଶ୍ୟ , କେବଳ ଏହି ଗାଁ ନୁହେଁ ଆହୁରି ଅନେକ ଗାଁ ଅଛି । ଆମ ସରକାର ଯୋଗେଇ ଦେଉଥିବା ସୁବିଧା ସୁଯୋଗ ସବୁ ଯେମିତି ତେଲିଆ ମୁଣ୍ଡରେ ତେଲ ପରି
🙏🙏🙏🙏🙏 ଆପଣଙ୍କର ସୁନ୍ଦର ମତାମତ ପାଇଁ ଧନ୍ୟବାଦ Thanks for watching this video and subscribe this channel
ଭାଇ ବହୁତ୍ କଷ୍ଟ କରିକି ଭିଡିଓ କରୁଛନ୍ତି ଦେଖିକି ଭଲ ଲାଗିଲା 🙏
ଆମ ଗାଁ ବି ମାଟି ରାସ୍ତା, ବର୍ଷା ଦିନ ଯିବା ଆସିବା ବହୁତ କଷ୍ଟ ହେଉଛି,
🙏🙏🙏🙏🙏🙏 7735665773 call me and share this video and subscribe this channel
Very nice video sir Thanks Adivasi club Odisha
ଧନ୍ୟବାଦ ନମସ୍କାର ଭାଇ 🙏🙏🙏🙏🙏🙏🙏
ଧନ୍ୟବାଦ ଭାଇ
🙏🙏🙏🙏🙏🙏🙏
Thanks. Excellent work done.
ଧନ୍ୟବାଦ ନବୀନ ସରକାର ତୁମ 25ବର୍ଷ ଶାସନରେ ପାଣିପାଇଁ ଝଗଡା ଲାଗୁଛନ୍ତି
Very nice sir keep it up
ବଡ You tuber ହେବାର ନୂଆ ତରିକା
Thik kotha
Aji gote new blog aita bohut bholo heichhi sprt 10000%
🙏🙏🙏🙏🙏🙏ଆପଣଙ୍କ comment ସବୁଠୁ ନିଆରା
ନବୀନ ବାବୁ ଙ୍କ ବିକାଶ ର ଚିତ୍ର ....
This video is good video
🙏🙏🙏🙏🙏ବହୁତ ଖୁସି ହୋଇଗଲି
ସେଠିକାର ସରପଞ୍ଚ ବାବୁ କୁଆଡେ ଗଲେ😮😮
Ate sundar gan je gote v jari palstic dekilini ❤❤❤❤❤❤ 😊
🙏🙏🙏🙏🙏 ଆଜ୍ଞା, ଅତି ସୁନ୍ଦର , ଦୁନିଆ, ମନକୁ ଛୁଇଁବ, Thanks for watching this video and subscribe this channel
ଏହି ସରକାର୍ ନବୀନ ପଟ୍ଟନାୟକ କହିଛନ୍ତି ଆପଣ ମାନେ ଖୁସିତ
No 1 odisha sarat
Bahut bhala vedio.sarkaranka pakhaku nihati pahanchiba darkar.thank you..
ବହୁତ୍ ବଢିଆ
❤❤
ନବୀନ ପଟ୍ଟନାୟକ ସରକାର ପାଖକୁ ପହଞ୍ଚିବା ଦରକାର
🙏🙏🙏 Thanks for watching this video and subscribe this channel
Local Surpanch and MLA should and must do something for this village.
🙏🙏🙏🙏🙏🙏 share this video and subscribe this channel
ଇଟା, ପ୍ରାଇଜିତ ପରି ଲାଗୁଛି, ଆକୁ ଦେଖିଲେ ଲାଗୁଛି ଚଳଚ୍ଚିତ୍ର କରୁଛି
🙏🙏🙏🙏 description re address ଅଛି ତାର ଦୁଶ୍ୟ ଦେଖିଲେ ଜାଣିବେ କେତେଟା ନଇ ଓ ନଇରେ ପୋଲ ନାହିଁ Thanks for watching this video and subscribe this channel
କେବେ ଦେଖିଚୁ ଏସବୁ?? ତତେ ଚଳଚ୍ଚିତ୍ର ଲାଗୁଚି ମୁଁ ନିଜେ ଯାଇଛି ଏମିତି ଯାଗା କୁ ଯଉଠି ନଳକୂପ ମଧ୍ଯ ନାହିଁ । ମୁଁ ପଥର ଖାଲ ରେ ଥିବା ପଚା ପାଣି କୁ ପିଇ କି ଶୋଷ ମେଣ୍ଟାଇଛି ଆଉ ଗାଁ ଲୋକ ବି । ବାସ୍ତବ ଥରେ ଦେଖ ବୁଝି ପାରିବ 😢
Jagana
🙏🙏🙏🙏🙏🙏🙏 description ରେ ଅଛି ଏବଂ share this video and subscribe this channel
Khub bhalo video 👍👍👍
ଆମ ଓଡ଼ିଶାରେ ସବୁ ହେବ
This is my Village...
🙏🙏🙏🙏 ଦେଖାତ ହେଲାନି ଆପଣଙ୍କ ସହ Thanks for watching this video and subscribe this channel
❤❤ from kandhamal, bhai mu first tum vloge dekuchi... ଆଦିବାସୀ ଗାଁ ର ସମସ୍ୟା ସାରା ବିଶ୍ଵ ଦେଖିବ ଭାଇଙ୍କୁ ଅଶେଷ ଅଶେଷ ଦନ୍ୟବାଦ 🙏🙏
Clearly visible...Development!
ଏଇଟା ହେଉଛି " ଆମ ନବୀନ ଓଡ଼ିଶା " .....
ମୁଖ୍ୟମନ୍ତ୍ରୀଙ୍କ ଆଖି ଫୁଟି ଗଲାଣି ଆଖିକି ଆଉ ଦିଶୁନି
Dekhkar yah lagta hai ki pahle se plan kya gaya tha. Kyunki bolo Hans rahe Hain jab ladai kar rahe. Water problem ko mast mast dikhaya hai.thankyou.
🎉😅
Ama odisha news manankara kama bhai tume karuchha❤
Awesome vlog
ଭାଇ ଲଢ଼େଇ ହେଲl ବେଳେ ସ୍ତ୍ରୀ ଲୋକ ମାନେ ହସୁ ଛନ୍ତି ଯେ 😂😂
Now more emphasis to this village.
Super hoichi
It's very fun thanks
🙏🙏🙏🙏🙏🙏🙏🙏 share this video and subscribe this channel
Absolutely perfect ❤❤❤❤❤❤❤❤❤❤
ଦେଖିବା ଏଥର ଓଡ଼ିଶାରେ ପଦ୍ମ ଫୁଟିଲାପେଖରୀ ନିଶ୍ଚିତ ଖେଳାହେଵ,
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏
Very nice video ❤
ଓଡିଶା ସରକାର ନିଜ ଚଷମା ଖୋଲି ଦେଖନ୍ତୁ ।
5t village bro
5T pro 😂
ହେ ଭଗବାନ ଏତେ ନିରୀହ ଗାଁ ର ଏ କି ଦୁର୍ଦଶା 🥴🥴🥴
Nice video
🙏🙏🙏🙏 please SUBSCRIBE this channel
Dhanyawad Bhai 🎉🎉🎉🎉
ଚୋର, ବଦମାସ୍,
🙏🙏🙏🙏🙏🙏
Bohut bohut bhala lagila Bhai tomo....... Video..... Asa koruchi ahuri bohut bhala bhala video amo pain anonontu..... Dhanyabad...
Super video
ମୋର ସରକାର ଙ୍କୁ ଅନୁରୋଧ ଯେ ଏ ଇ ଗାଆଁ ପାଇଁ କିଛି କରନ୍ତୁ
apana mane khusi ta
ଓଡ଼ିଶାରେ ଏମିତି ଅନେକ ଗାଁ ଅଛି।କିନ୍ତୁ ଏ ନବୀନ ସରକାର ୫୦ ବର୍ଷ ସାଶନ କରିଲେ ବି
Nice vloge
ଦେଖ ନବୀନ ବାବୁ ତୁମ ସ୍ବପ୍ନ ର 1 ନମ୍ବର ଓଡିଶା...
ଭଡୁଆ ପାଣ୍ଡୁକୁ ଦେଖା ଏ ଦୃଶ୍ୟଉଡି ରାଜକୋଷ କରିଲା ଭସ୍ମ 😢
I like your videos
Ok
Jhagada lagila bele ମୁହଁ ରେ ହଁସ ଥିଲା ଭଳି କାହିଁ ଲାଗୁଥିଲା
Planning kori video bona hauchi bhai 😊
Planing bholo heichi
24 ବର୍ଷ ର ନବୀନ ପଟ୍ଟନାୟକ ସରକାରଙ୍କ ଉନ୍ନତି.
Exactly Apne state ka problem ko solve karne ke bad.
Apana khusi ta thanks
🙏🙏🙏🙏🙏Thanks for watching this video and subscribe this channel
Very good job bhai
ଭାଈ କେତେ ପଇସା ଦେଇ ଭିଡିଓ ବୋନେଇଛ। ସୋତ ଝଗଡ଼ା ପରି ତୋ ଲାଗୁନି। Vloging ନା ରେ କମେଡି ଭିଡିଓ ବୋନେଇ ଦେଲୋ ଯେ।
????😂
ଏଠିକାର ରାଜନେତାଙ୍କ ମୁଣ୍ଡରେ ମୁଁ _।ଭାଷା ଦେଖୁନାହିଁ।ବାଳ ସରକାର ଆଖିରେ ବା- ବାଜିଛି।ଛି ଛି ରେ ରାଜନୀତି।
Hm
ଏମିତି ଗାଁ କଣ ଓଡିଶା ରେ ଅଛି? 5T ଅଧ୍ୟକ୍ଷ ଦୟାକରି ଏହି ଭିଡ଼ିଓ ଟିକୁ ଦେଖନ୍ତୁ l
🙏🙏🙏🙏 ଆଜ୍ଞା
ଆପଣଙ୍କ ଭାଗ୍ୟ ଭଲ ଖରାଦିନେ ଯାଇଛ ବର୍ଷା ହେଇନି ନ ହେଲେ ମଜୁରୀ ଲଗେଇ bike କୁ ବୋହିବାକୁ ପଡ଼ିଥାନ୍ତା , ମୁଁ ସେ ଗାଁକୁ ଅନେକଥର ଯାଇଛି ଭଲକି ଜାଣିଛି ଲୋକମାନେ କେମିତି ହିନସ୍ତାରେ ଅଛନ୍ତି😢 ଭାଇ ଖାଲି ଅସରାଏ ବର୍ଷା ହେଲେ ଚାଲିକି ଯାଇପାରିବନି ଗୋଡ଼ ଖସିବା ସହିତ ପାଦରେ 5kg ଲେଖା ମାଟି ଲାଗିଯିବ ଜୋତା ପିନ୍ଧିକି ଚାଲିବା ମୁଷ୍କିଲ୍,
🙏🙏🙏🙏🙏ଆପଣଙ୍କର ଏ କମେଣ୍ଟରେ ଯାହା ବି ପ୍ରକାଶ କଲେ ମୁଁ ଭ୍ଲଗ ର ଯାହା ଅଧୁରା ଥିଲା ତାହାକୁ ପୂର୍ଣ୍ଣ କରିଛି , ଏବଂ ଆପଣ ପହଁରା ଶିଖିଛନ୍ତି ନା ଏମିତି ଯାଇଥିଲେ❤️❤️❤️❤️ Thanks for watching this video and subscribe this channel
ଭାଇ ଲାଗୁଛି ଏଇ ହେଲା ଦେଶର ଉନ୍ନତି ର ଛବି । ସରକାର ଗାଁ ରୁ ସହର ଉନ୍ନତି କେବଳ ମିଡ଼ିଆ ବାଲାର ପ୍ରଚାର ,କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ବହୁତ୍ ଦୁଃଖ ର ବିଷୟ,
ସରକାରଙ୍କ ହଜାରେ ଯୋଜନା କିନ୍ତୁ ସବୁ ବିଫଳ ।
Laba hasda bekar
@@bhagabanmajhi5099 Aha Netamontri manonkro obohela abongsochetonotaro obhab
@@lipunpradhan2371 lobo bhainku pori to gandire dom ochhi to
ଏଇ ଗାଁ ଟି ବହୁତ ସୁନ୍ଦର ଗାଁଟେ , ଗାଁ ଟିକୁ ସଜେଇ ଦେଲେ ଆହୁରି ସୁନ୍ଦର ଲାଗିବ ଦେଖିବାକୁ,👌♥️😄 please ସରକାର ଙ୍କୁ ମୋର ଗୋଟିଏ ଅନୁରୋଧ ଏହି ଗାଁ ପାଇଁ କିଛି ପଦକ୍ଷେପ ନିଅନ୍ତୁ , 🙏 କାରଣ ଏହି ଗାଁ ଲୋକମାନଙ୍କର ବିଭିନ୍ନ ପ୍ରକାରର ଅସୁବିଧା ହେଉଥିବ ତାହା ଜଣାପଡୁଛି ,ପାଣି ସ୍ୱାସ୍ଥ୍ୟ,ପଥପଢ଼ା ଇତ୍ୟାଦି ,ତେଣୁ ସିଘ୍ର ପଦକ୍ଷେପ ନିଆଯାଉ..... ଦେଖି କି ବହୁତ୍ ଦୁଃଖ ଲାଗୁଚି.😭....please....🙏
ଧନ୍ୟ ହେ ନବୀନ ପଟ୍ଟନାୟକ ସରକାର ।
🙏🙏🙏🙏🙏 Thanks for watching this video and subscribe this channel
ଏଇଟା ଗୋଟିଏ ଘୋଡ଼ାମୁହାଁ ସରକାର, ତାକୁ ଯିଏ ଭଲରେ ଲଗାମ ଦେଇପାରିବ ସିଏ ଭଲ ଲାଭ ଉଠେଇପାରିବ
Eita BIKASH😅
Aahuri nabin patnaik ku vote diya
Kendujhar mohan majhi ro Zilla bhai
ଯୋଜନା ପରେ ଯୋଜନା ସବୁ ଆଦିବାସୀ ନାମରେ କିନ୍ତୁ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରକୃତ ରେ ପହଞ୍ଚି ପାରେ ନି.... ଗାଁ ଲୋକ ଯେଉଁ ପାଣି ପିଉଛନ୍ତି ତାହା Iron ପାଣି ଏହା ପିଇବା ପାଇଁ ଅତ୍ୟନ୍ତ ଅଯୋଗ୍ୟ....🙏🙏🙏
🙏🙏🙏🙏🙏 share this video and subscribe this channel
ଧନ୍ୟବାଦ ସାର, ବହୁତ ଭଲ ସରକାରଙ୍କ ଯୋଜନା ଜନମଙ୍ଗଳ ରାଷ୍ଟ୍ର ବିଷୟରେ ଦେଖାଇଲେ।
🙏🙏🙏🙏🙏🙏 Thanks for watching this video and subscribe this channel
ଏ ଭାଇଙ୍କୁ ବହୁତ୍ ଧନ୍ୟବାଦ୍।
🙏🙏🙏🙏🙏 Thanks for watching this video and subscribe this channel
ମୋତେ ସବୁ କିଛି ଠିକ୍ ଲାଗିଲା ଏବଂ ପାଣି ପାଇଁ ଯେଉଁ ଝଗଡ଼ା ହେଲା ସେଇଟା ଆପଣଙ୍କ ର ଗୋଟିଏ ଛୋଟ ହାତ ଲେଖା କାହାଣୀ ବୋଧହୁଏ😄
Right
😢😢😢😢😢
it's true
ଇ video 📷 ସମନ୍ତଙ୍କୁ share କରନ୍ତୁ plz ❤❤ ସରକାର ପାଖକୁ ପହଞ୍ଚି ବା ଦରକାର 👍👍👍
Thanks for watching this video and subscribe this channel
ଏମିତିକା ବି ଗାଁ ଅଛି ମୁ ଆଜି ଦେଖିଲି ଏତେ ଦୁଃଖ କଷ୍ଟ ସହୁଛନ୍ତି ଲୋକେ 😢
🙏🙏🙏🙏🙏 Thanks for watching this video and subscribe this channel
Bhai emiti bht gaon achi Sahar ru thare bhariki asi jete parucha sete gaon bhitaraku jao
This is actually an effective vlog govt should take proper action and care for the people.
🙏🙏🙏🙏 Thanks for watching this video and subscribe this channel
ଭାଇ ଧନ୍ୟ ତମ ସରପଞ୍ଚ ଆଉ ଜିଲ୍ଲା ପରିଷଦ।
ମା ମାନେ ଚପଲ ହାର ତିଆରି କରି ଥାଅ, ଭୋଟ ପାଇ ଭିକାରୀ ଆସିବେ 😄
🙏🙏🙏🙏 Thanks for watching this video and subscribe this channel
୨୫ବର୍ଷ ସୁଶାସନ ର ଡିନଡିବ ବାଡ଼େଇ ଥିବା ସରକାର ଙ୍କ ଗାଲରେ ଶକ୍ତ ଚାପୁଡ଼ା ଟାଏ ଇଏ।
ଆପଣଙ୍କ କାର୍ଯ୍ୟ କୁ ଧନ୍ୟବାଦ୍ ସାର ,,
Rights
🙏🙏🙏🙏ଧନ୍ୟବାଦ ସାର Thanks for watching this video and subscribe this channel
Kebe b sudhire be nahin a loko mane jete hinasta thile b bjd ku hinn vote debe murkho
ନିର୍ଲଜ ସରକାରଙ୍କୁ କଣସି ଫରକ୍ ପଡିବନି, ଭାଈ, ଭୋଟ ରେ ମତଲବ,
ଦୁଃଖ ଲାଗୁଛି 25ବର୍ଷ ଶାସନ ପରେ ଅବସ୍ଥା ଏଇଟା ଓଡ଼ିଆ ଙ୍କ ଧନ୍ୟବାଦ୍ sir
ନବୀନ ପଟ୍ଟନାୟକଙ୍କ ରାଜନୀତି ରାଜ୍ୟ ର ଶାସକ ଦଳ ବିଧାୟକଙ୍କ। ଆମ ଗାଁ ନବୀନ ଗୋଁ
🙏🙏🙏🙏 Thanks for watching this video and subscribe this channel
Thanks
ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗେ
🙏🙏🙏🙏🙏 keep support me And subscribe this channel
Bhai a hi janajati mankara hata bajara t k dekhiba
ସରକାର ଙ୍କୁ ଏମିତି ଦୃଶ୍ୟ ଦେଖାଯିବନି 😔କୋଉଠି ନାଚ, ଗୀତ କରେଇବେ ସେଇଟା ଜାଣିଛନ୍ତି, ନବୀନ ସରକାର ଯୁଗରେ ଏମିତି ଲୋକ ଦୁଃଖରେ ରହିବେ, ଧନ୍ୟହେ ସରକାର ତମକୁ ଧନ୍ୟ, ଦୟାକରି ଦୁଖୀ ଲୋକଙ୍କ ଦୁଃଖ ଟିକେ ଦୂରକର 🙏🙏🙏
good 👍
I ❤️ LABA HASNDA
ଭାଇ ଆମ କୋରାପୁଟ ରେ ଵି ଏମିତି ରାସ୍ତା ଅଛି ଏ ସରକାର କିଛି କରୁନାହି
🙏🙏🙏🙏 Thanks for watching this video and subscribe this channel
ଏ ଗାଁର ରାସ୍ତାର ଅବସ୍ଥା ବା କଷ୍ଟ ଦେଖି ମ ଆଖିରୁ ଲୁହ ଝରି ଆସିଲା 🙏🙏🙏
Hello sir ଏହି ବଳୀ ଗାଁ ରେ ସରକାର ଆଖି ପଡୁନି
🙏🙏🙏🙏 share this video and subscribe this channel
ଅଜବ ଗାଁ । ନବୀନ ସରକାରଙ୍କୁ ମୋର ଦୁରୁ ଜୁହାର ।
Thanks for watching this video and subscribe this channel
ସରପଞ୍ଚ,GRS,BDO , chairman ଅଛନ୍ତି ନା ନାହିଁ
Dhanyabad Amity village ku jai sethakara osubidhaku vlog madhyamare Odishavasinku janeirhibaru❤❤❤❤❤❤❤❤❤❤But aha Duniyara sabuthu kharap gan nuho
🙏🙏🙏🙏ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Thanks for watching this video and subscribe this channel
ଏମାନେ ଝଗଡା ହେଉ ନ ଥିଲେ ଏ ମିଡ଼ିଆ କହିଛି ଝଗଡା ହୁଅ ଭିଡିଓ କରିବା
Banda lokota tu
Right
Badmas midia
ଖରାପ ଚିନ୍ତା ଆଗକୁ ଆସିଲେ ଲୋକ ବାଇଆ ହେଉଛି
Thik katha kahucha
ପଚିଶ ବର୍ଷ ର ସରକାର ଙ୍କ ବିକାଶ ର ଚିତ୍ର। ବାଃ ବାଃ ରେ ସରକାର ଆଉ ତମର ବିକାଶ।ଧିକ୍ ତମ ଶାସନ।
🙏🙏🙏🙏🙏 share this video and subscribe this channel
ଏପ୍ରକାର ଗାଁ ଓଡ଼ିଶାରେ ଏବେବି ରହିଛି ହେ ଭଗବାନ,, ଭାଈ ସେ ନଦୀ ନାମ କଣ କି ନଦୀ,,❤ BBSR ରୁ 🙏🙏❤❤❤❤❤❤❤❤❤❤
🙏🙏🙏🙏ସମକୋଇ Thanks for watching this video and subscribe this channel
ବହୁତ ଦୁଃଖ ର ବିଷୟ ଆମ ଭାରତରେ ମଧ୍ୟ ଏମିତି ଗାଁ ଅଛି !
🙏🙏🙏🙏 Thanks for watching this video and subscribe this channel
ଭଲ ଲାଗିଲା। ନଳକୂପ ପାଖରେ କଳି ପ୍ରଯୋଜିତ। ସେମାନଙ୍କର ପାନୀୟ ଜଳର ଉତ୍କଟ ଅଭାବ ରହିଛି। ଲବ ହାଂସଦା ର ଲକ୍ଷ୍ୟ ଅଲଗା। ଆପଣଙ୍କ ଲକ୍ଷ୍ୟ ପଥରେ ଆଗେଇ ଯାଆନ୍ତୁ। ଆପଣ ନୁଆ ନୁଆ ଜନଜାତି ର କଥା ପ୍ରଦର୍ଶିତ କରୁଛନ୍ତି। ଖୁସି ଲାଗୁଛି। ଧନ୍ୟବାଦ।
🙏🙏🙏🙏 vlogs ରେ ଆପଣଙ୍କ comment ମୁଁ ସବୁବେଳେ ଅପେକ୍ଷା କରିଥାଏ, ଆପଣଙ୍କ comment ରେ ମୋତେ ସବୁ ମିଳିଯାଇଛି ଲାଗେ
Tqsm sir vlogs krithibru.. government ku tk news jau..
ଭାଇ,ଏହା ହେଲା ମୋ ଓଡ଼ିଶା ନବୀନ ଓଡ଼ିଶା ଓ 5Tର ଚିତ୍ର I ବିକାଶ ନାଁ ରେ ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଏହି ନାଲିପାଣି ପିଆଇବା ଦରକାର ।
🙏🙏🙏🙏🙏🙏 Thanks for watching this video and subscribe this channel
Bohut bholo video ❤❤❤❤
🙏🙏🙏🙏🙏
This village belongs to our smart city of Odisha
ଏହି ଗାଁ ଟି ହେଉଛି ନବୀନ ଓଡିଶା ର ଦୃଶ୍ୟ , କେବଳ ଏହି ଗାଁ ନୁହେଁ ଆହୁରି ଅନେକ ଗାଁ ଅଛି । ଆମ ସରକାର ଯୋଗେଇ ଦେଉଥିବା ସୁବିଧା ସୁଯୋଗ ସବୁ ଯେମିତି ତେଲିଆ ମୁଣ୍ଡରେ ତେଲ ପରି
🙏🙏🙏🙏🙏 ଆପଣଙ୍କର ସୁନ୍ଦର ମତାମତ ପାଇଁ ଧନ୍ୟବାଦ Thanks for watching this video and subscribe this channel
ଭାଇ ବହୁତ୍ କଷ୍ଟ କରିକି ଭିଡିଓ କରୁଛନ୍ତି ଦେଖିକି ଭଲ ଲାଗିଲା 🙏
ଆମ ଗାଁ ବି ମାଟି ରାସ୍ତା, ବର୍ଷା ଦିନ ଯିବା ଆସିବା ବହୁତ କଷ୍ଟ ହେଉଛି,
🙏🙏🙏🙏🙏🙏 7735665773 call me and share this video and subscribe this channel
Very nice video sir Thanks Adivasi club Odisha
🙏🙏🙏🙏🙏 Thanks for watching this video and subscribe this channel
ଧନ୍ୟବାଦ ନମସ୍କାର ଭାଇ 🙏🙏🙏🙏🙏🙏🙏
ଧନ୍ୟବାଦ ଭାଇ
🙏🙏🙏🙏🙏🙏🙏
Thanks. Excellent work done.
🙏🙏🙏🙏 share this video and subscribe this channel
ଧନ୍ୟବାଦ ନବୀନ ସରକାର ତୁମ 25ବର୍ଷ ଶାସନରେ ପାଣିପାଇଁ ଝଗଡା ଲାଗୁଛନ୍ତି
Very nice sir keep it up
🙏🙏🙏🙏🙏 Thanks for watching this video and subscribe this channel
ବଡ You tuber ହେବାର ନୂଆ ତରିକା
🙏🙏🙏🙏 share this video and subscribe this channel
Thik kotha
Aji gote new blog aita bohut bholo heichhi sprt 10000%
🙏🙏🙏🙏🙏🙏ଆପଣଙ୍କ comment ସବୁଠୁ ନିଆରା
ନବୀନ ବାବୁ ଙ୍କ ବିକାଶ ର ଚିତ୍ର ....
🙏🙏🙏🙏🙏 share this video and subscribe this channel
This video is good video
🙏🙏🙏🙏🙏ବହୁତ ଖୁସି ହୋଇଗଲି
ସେଠିକାର ସରପଞ୍ଚ ବାବୁ କୁଆଡେ ଗଲେ😮😮
🙏🙏🙏🙏🙏 share this video and subscribe this channel
Ate sundar gan je gote v jari palstic dekilini ❤❤❤❤❤❤ 😊
🙏🙏🙏🙏🙏 ଆଜ୍ଞା, ଅତି ସୁନ୍ଦର , ଦୁନିଆ, ମନକୁ ଛୁଇଁବ, Thanks for watching this video and subscribe this channel
ଏହି ସରକାର୍ ନବୀନ ପଟ୍ଟନାୟକ କହିଛନ୍ତି ଆପଣ ମାନେ ଖୁସିତ
No 1 odisha sarat
🙏🙏🙏🙏🙏 Thanks for watching this video and subscribe this channel
Bahut bhala vedio.sarkaranka pakhaku nihati pahanchiba darkar.thank you..
ବହୁତ୍ ବଢିଆ
🙏🙏🙏🙏🙏 Thanks for watching this video and subscribe this channel
❤❤
🙏🙏🙏🙏 share this video and subscribe this channel
ନବୀନ ପଟ୍ଟନାୟକ ସରକାର ପାଖକୁ ପହଞ୍ଚିବା ଦରକାର
🙏🙏🙏 Thanks for watching this video and subscribe this channel
Local Surpanch and MLA should and must do something for this village.
🙏🙏🙏🙏🙏🙏 share this video and subscribe this channel
ଇଟା, ପ୍ରାଇଜିତ ପରି ଲାଗୁଛି, ଆକୁ ଦେଖିଲେ ଲାଗୁଛି ଚଳଚ୍ଚିତ୍ର କରୁଛି
🙏🙏🙏🙏 description re address ଅଛି ତାର ଦୁଶ୍ୟ ଦେଖିଲେ ଜାଣିବେ କେତେଟା ନଇ ଓ ନଇରେ ପୋଲ ନାହିଁ Thanks for watching this video and subscribe this channel
କେବେ ଦେଖିଚୁ ଏସବୁ?? ତତେ ଚଳଚ୍ଚିତ୍ର ଲାଗୁଚି ମୁଁ ନିଜେ ଯାଇଛି ଏମିତି ଯାଗା କୁ ଯଉଠି ନଳକୂପ ମଧ୍ଯ ନାହିଁ । ମୁଁ ପଥର ଖାଲ ରେ ଥିବା ପଚା ପାଣି କୁ ପିଇ କି ଶୋଷ ମେଣ୍ଟାଇଛି ଆଉ ଗାଁ ଲୋକ ବି । ବାସ୍ତବ ଥରେ ଦେଖ ବୁଝି ପାରିବ 😢
Jagana
🙏🙏🙏🙏🙏🙏🙏 description ରେ ଅଛି ଏବଂ share this video and subscribe this channel
Khub bhalo video 👍👍👍
🙏🙏🙏🙏🙏 Thanks for watching this video and subscribe this channel
ଆମ ଓଡ଼ିଶାରେ ସବୁ ହେବ
This is my Village...
🙏🙏🙏🙏 ଦେଖାତ ହେଲାନି ଆପଣଙ୍କ ସହ Thanks for watching this video and subscribe this channel
❤❤ from kandhamal, bhai mu first tum vloge dekuchi... ଆଦିବାସୀ ଗାଁ ର ସମସ୍ୟା ସାରା ବିଶ୍ଵ ଦେଖିବ
ଭାଇଙ୍କୁ ଅଶେଷ ଅଶେଷ ଦନ୍ୟବାଦ 🙏🙏
🙏🙏🙏🙏🙏🙏 share this video and subscribe this channel
Clearly visible...Development!
🙏🙏🙏🙏🙏 Thanks for watching this video and subscribe this channel
ଏଇଟା ହେଉଛି " ଆମ ନବୀନ ଓଡ଼ିଶା " .....
ମୁଖ୍ୟମନ୍ତ୍ରୀଙ୍କ ଆଖି ଫୁଟି ଗଲାଣି ଆଖିକି ଆଉ ଦିଶୁନି
🙏🙏🙏🙏 Thanks for watching this video and subscribe this channel
Dekhkar yah lagta hai ki pahle se plan kya gaya tha. Kyunki bolo Hans rahe Hain jab ladai kar rahe. Water problem ko mast mast dikhaya hai.thankyou.
🎉😅
🙏🙏🙏🙏🙏 Thanks for watching this video and subscribe this channel
Ama odisha news manankara kama bhai tume karuchha❤
Awesome vlog
🙏🙏🙏🙏 Thanks for watching this video and subscribe this channel
ଭାଇ ଲଢ଼େଇ ହେଲl ବେଳେ ସ୍ତ୍ରୀ ଲୋକ ମାନେ ହସୁ ଛନ୍ତି ଯେ 😂😂
Now more emphasis to this village.
Super hoichi
🙏🙏🙏🙏 Thanks for watching this video and subscribe this channel
It's very fun thanks
🙏🙏🙏🙏🙏🙏🙏🙏 share this video and subscribe this channel
Absolutely perfect ❤❤❤❤❤❤❤❤❤❤
🙏🙏🙏🙏 Thanks for watching this video and subscribe this channel
ଦେଖିବା ଏଥର ଓଡ଼ିଶାରେ ପଦ୍ମ ଫୁଟିଲା
ପେଖରୀ ନିଶ୍ଚିତ ଖେଳାହେଵ,
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏
Very nice video ❤
🙏🙏🙏🙏 Thanks for watching this video and subscribe this channel
ଓଡିଶା ସରକାର ନିଜ ଚଷମା ଖୋଲି ଦେଖନ୍ତୁ ।
5t village bro
🙏🙏🙏🙏 Thanks for watching this video and subscribe this channel
5T pro 😂
ହେ ଭଗବାନ ଏତେ ନିରୀହ ଗାଁ ର ଏ କି ଦୁର୍ଦଶା 🥴🥴🥴
🙏🙏🙏🙏🙏🙏 share this video and subscribe this channel
Nice video
🙏🙏🙏🙏 please SUBSCRIBE this channel
Dhanyawad Bhai 🎉🎉🎉🎉
ଚୋର, ବଦମାସ୍,
🙏🙏🙏🙏🙏🙏
Bohut bohut bhala lagila Bhai tomo....... Video..... Asa koruchi ahuri bohut bhala bhala video amo pain anonontu..... Dhanyabad...
Super video
🙏🙏🙏🙏🙏 Thanks for watching this video and subscribe this channel
ମୋର ସରକାର ଙ୍କୁ ଅନୁରୋଧ ଯେ ଏ ଇ ଗାଆଁ ପାଇଁ କିଛି କରନ୍ତୁ
apana mane khusi ta
🙏🙏🙏🙏 Thanks for watching this video and subscribe this channel
ଓଡ଼ିଶାରେ ଏମିତି ଅନେକ ଗାଁ ଅଛି।
କିନ୍ତୁ ଏ ନବୀନ ସରକାର ୫୦ ବର୍ଷ ସାଶନ କରିଲେ ବି
Nice vloge
🙏🙏🙏🙏🙏 Thanks for watching this video and subscribe this channel
ଦେଖ ନବୀନ ବାବୁ ତୁମ ସ୍ବପ୍ନ ର 1 ନମ୍ବର ଓଡିଶା...
🙏🙏🙏🙏🙏🙏 share this video and subscribe this channel
ଭଡୁଆ ପାଣ୍ଡୁକୁ ଦେଖା ଏ ଦୃଶ୍ୟ
ଉଡି ରାଜକୋଷ କରିଲା ଭସ୍ମ 😢