ଏମିତି ଗାଁ କାହାକୁ ନ ମିଳୁ ❓ ଜନଜାତି ଝିଅ ବିବାହର ସଜବାଜ❗
Вставка
- Опубліковано 21 лют 2024
- Welcome to fresh new vlog , in this video we are showing you a tribal village, it comes under Kendujhar district Telkoi block KHUNTAPADA panchayat Kuladera Village . In this village one daughters marriage preparation by her family members in a different way . There is social unity is very good and there schedule tribe people are live in . Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #eveningfood #withoutoilsalt #tribeinindia #tribeinodisha #keonjhartriballifestyle #noroad #noelectricity #nowater #marriage
ଓଡ଼ିଶାର ଜନଜାତି ଆଦିବାସୀ ମାନଙ୍କର ସମ୍ପର୍କରେ ଏକ ବହି ପଢ଼ିଥିଲି। ୩୦ବର୍ଷ ପୂର୍ବେ। ୪୦ ଭାଗ ଆଦିବାସୀ ଥିଲେ। ପୂର୍ବରୁ ପଢ଼ିଥିଲି। ଏବେ ଆପଣ ସେମାନଙ୍କର ଜୀବନଶୈଳୀ ଦେଖାଉଛନ୍ତି। ବହୁତ ଖୁସି ଲାଗୁଛି। ଆଗେଇ ଚାଲନ୍ତୁ। ବହୁତ ବହୁତ ଧନ୍ୟବାଦ।
🙏🙏🙏🙏🙏 ଆପଣଙ୍କ କମେଣ୍ଟ ସବୁବେଳେ ଅପେକ୍ଷା କରିଥାଏ ଏବଂ ଆପଣଙ୍କ ମତାମତ ପ୍ରେରଣାଦାୟକ ଏବଂ ଭଗବାନ ଆପଣଙ୍କୁ ବହୁତ ଖୁସିରେ ରଖନ୍ତୁ
Bahut badhiya Bhai tuma video dekhiki bahut bhala laguchi so excellent
🙏🙏🙏🙏🙏 Thanks for watching this video and subscribe this channel
ଆପଣଙ୍କ ପ୍ରୟାସ ବହୁତ ଭଲ ଲାଗୁଛି
Bhai please 🙏 apananku anurodha odisha re jete Sabu tribla achanti apana all cover please ❤
Brother you are great
🙏🙏🙏🙏 Thanks for watching this video and subscribe this channel
Pradhan bhai Hull Johar nice report...Dil se salute.great job
🙏🙏🙏🙏 Thanks for watching this video and subscribe this channel
You are a great brother
🙏🙏🙏🙏🙏 Thanks for watching this video and subscribe this channel
Good innovative and creative News
👏👏👏👏🙏🙏🙏 Thanks for watching this video and subscribe this channel
ଏମାନେ ସାମାନ୍ୟ ଉନ୍ନତ ଧରଣର ସାମାଜିକ ଜୀବନ। ଗ୍ରାମାଞ୍ଚଳର ଜୀଵନ ଟିକିଏ ଭଲ ଲାଗିଲା।ମାଡ଼ି ଚାଲନ୍ତୁ। ଆହୁରି ଅନେକ ଏମିତି ଭିଡିଓ ଦେଖାନ୍ତୁ।🙏
🙏🙏🙏ଆପଣଙ୍କ କମେଣ୍ଟ ନ ପଢିଲେ ଭଲ ଲାଗେନା ଏମିତି ସବୁବେଳେ କମେଣ୍ଟ ଦେଇ ଉତ୍ସାହିତ କରନ୍ତୁ
Sir bahut bhala Lage sabu vlogs 👌
🙏🙏🙏🙏🙏 Thanks for watching this video and subscribe this channel
Bahut bahut bhal
Thanks for watching this video and subscribe this channel
Please try to cover all tribal communities of Odisha ❤
🙏🙏🙏🙏🙏ଆପଣଙ୍କର କମେଣ୍ଟ ମୋତେ ବହୁତ ଉତ୍ସାହିତ କରିଛି Thanks for watching this video and subscribe this channel
You are great brother
Thanks for the watching this video and subscribe this channel
ଇଏ ଗୋଟିଏ ଛୋଟ ଛୁଆ ହିଷ୍ଟ୍ରିଆ,
Great work
🙏🙏🙏🙏🙏 Thanks for watching this video and subscribe this channel
Bhai Ama.. Gaon adaku asaa ya thhuuu adhika khatarnak.. Lokanka chali chalani dekhibaku miliba 😮😮
From Malkangiri
🙏🙏🙏🙏🙏 share this video and subscribe this channel
Beautiful beautiful beautiful🌹
🙏🙏🙏🙏🙏🙏
Good job 👍👍👍👍
🙏🙏🙏🙏 Thanks for watching this video and subscribe this channel
Great bro
🙏🙏🙏🙏 Thanks for watching this video and subscribe this channel
Bhai tumo voice ta anugulia banty pari laguchhhi
🙏🙏🙏🙏ପୂରା ଖୁସି କରିଦେଲେ କିନ୍ତୁ ଆପଣ ଏମିତି ଉତ୍ସାହିତ କରନ୍ତୁ Thanks for watching this video and subscribe this channel
Very nice brother
🙏🙏🙏🙏 Thanks for watching this video and subscribe this channel
Super 👍👍🙏🙏
🙏🙏🙏🙏 ଆପଣଙ୍କ କମେଣ୍ଟ ବହୁତ ଉତ୍ସାହିତ କଲେ ଗତ ଭ୍ଲଗରେ କମେଣ୍ଟ କରିନଥିଲେ🙏🙏🙏🙏🙏
Apanaka video na dekhile rati re nida hueni😊❤
ଆପଣେଙ୍କ କମେଣ୍ଟ ନଦେଲେ ମୋତେ ଭ୍ଲଗ କରିବାକୁ ଇଛା ହୁଏନି ଏଣୁ ସବୁବେଳେ ଏମିତି କମେଣ୍ଟ କରୁଥାନ୍ତୁ
Anil bhi.very good
Anil Bhai mutumaku Jagannath nka pakhare parthana karu achi
🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️👏👏👏ଆପଣଙ୍କୁ ବି ଭଗବାନ ଭଲରେ ରଖନ୍ତୁ
Very nice
🙏🙏🙏🙏 Thanks for watching this video and subscribe this channel
ଅନିଲ ଭାଇ ଆମ ଠାକୁରମୁଣ୍ଡା ପଣା ସଂକ୍ରାନ୍ତି ଉଡା ଜାତର କୁ ଥରେ ଆସ ମୟୁରଭଂଜ ମ ନାମ ଅଭିମନ୍ୟୁ ଦାସ ଘର ଚକୁଳିଆ
🙏🙏🙏🙏 7735665773 କଲ କରନ୍ତୁ କଥା ହେବା
Amit Gara jhio milile Bogut bholo .Kaili na niria gaa
UA-cam thumnel re Kn Emiti lekhi Chhanti.... Bhai.... ᱰᱷᱚᱰᱣᱟ
🙏🙏🙏🙏🙏 Thanks for watching this video and subscribe this channel
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ଭାଇ ମାନେ ଆଉକେମିତି ଅଛନ୍ତି ଏହି village ଭିଡିଓ କେମିତି ଲାଗିଲା କୁହନ୍ତୁ 🙂🙂🇮🇳
🙏🙏🙏🙏🙏 Thanks for watching this video and subscribe this channel
ଜନଜାତି ମାନକଂର ହାଟ ବଜାର ବଲକ ଟିକେ ଦେଖାନ୍ତୁ
🙏🙏🙏🙏 Thanks for watching this video and subscribe this channel
Sir Malyagiri kebe jibe😊
🙏🙏🙏🙏ଯିବି Summer season re
Sir keonjhara ra jadipada gaon ku jantu😊😊
🙏🙏🙏🙏 Thanks for watching this video and subscribe this channel
Anil,bhai,tame,haha,adibasi
Manakhara,paribes,bujhi,kahucha
Setipai,tamoku,donyabd,bhai
🙏🙏🙏🙏 Thanks for watching this video and subscribe this channel
Sarkar jaha debe sehi ame suji baku pade
❤❤❤❤❤❤❤❤❤❤🎉🎉🎉🎉🎉🎉🎉❤❤u bro
Thanks for watching this video and subscribe this channel
ତୃଣମୂଳ ସ୍ତରରୁ ବିଭିନ୍ନ ଜନଜାତି ମାନଙ୍କ ଜୀବନ ଚର୍ଯ୍ୟା କୁ ସୁନ୍ଦର ଭାବରେ ପ୍ରଦର୍ଶନ କରୁଛ।ହେଲେ ହେଡ଼୍ ଲାଇନ୍ ଗୁଡ଼ିକ କାହିଁକି ଏପରି ଦେଉଛ।ବଜାର୍ ଟେ ଦେଖାଇଲ ଲେଖିଲ ସବୁଠାରୁ ଖରାପ୍ ଖାଦ୍ୟ ମିଳୁଥିବା ବଜାର ।ଏବେ ଲେଖୁଛ ଏପରି ଗାଁ କାହାକୁ ନମିଲୁ।କହିବକି କାହିଁକି?
🙏🙏🙏🙏🙏 ଆଜ୍ଞା ଦୁଃଖିତ ଏମିତି ଆଉ ଲେଖିବନି ଏମିତି ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଭଗବାନ ଆପଣକୁ ଭଲରେ ରଖନ୍ତୁ
Thank u bro♥️♥️
Thanks for watching this video and subscribe this channel
Kou dist?
Kou gaon?
Bhai sahara re 30 barsha hela rahuchi, sata kahuchi bhai sahara ra sukha shanti bisa thu km nuha, au amananka jibana baikuntha ru km nuha❤
ଆପଣଙ୍କ କମେଣ୍ଟ ସବୁଠୁ ନିଆରା ମୋର ଯେଉ ଭ୍ଲଗରେ କମେଣ୍ଟ ଦିଅନ୍ତିନି ବହୁତ ନିରାଶ ହୁଏ ଏମିତି ଅନେକ ସୁନ୍ଦର ମତାମତ ଦିଅନ୍ତୁ 🙏🙏🙏🙏ଭଗବାନ ଆପଣଙ୍କୁ ବହୁତ ବହୁତ ଭଲରେ ରଖନ୍ତୁ
Bhai amti vlog karutha au ame dekhuthibi😊😊😊😊
🙏🙏🙏🙏 Thanks for watching this video and subscribe this channel ❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏🙏🙏🙏🙏
ଭାଇ , କରଞିଆ ଲୋକ ଚଳଣି , ପରମ୍ପରା ଆଉ ସେଠାକାର ଜୀବନ ଶୈଳୀ ଉପରେ vlogବନାନ୍ତୁ ।ଜାଣିବାକୁ ବହୁତ ଇଛା।ମୁଁ 1992 ରେ ଦଶମ ଶ୍ରେଣୀ ରେ ଥିଲାବେଳେ "କରଞିଆ ଡାଏରୀ" ପୁସ୍ତକରେ ସେଇ ବିଷୟରେ ପଡିଥିଲି।
🙏🙏🙏ଅତି ସୁନ୍ଦର ଏବଂ ମୁଁ ନିହାତି ଯିବାକୁ ଚେଷ୍ଟା କରିବି Thanks for watching this video and subscribe this channel
Bhai amiti ganku gale pariba manji alaga alga semananku diantu
🙏🙏🙏🙏🙏🙏
Bhai tumar Ghar kouthi ❤❤❤❤❤
🙏🙏🙏🙏🙏 Thanks for watching this video and subscribe this channel
ଭାଇ ଆମ ଗାଁ କୁ ଟିକେ ଆସିବେକି
🙏🙏🙏🙏ଠିକଣା ଦିଅନ୍ତୁ and Thanks for watching this video and subscribe this channel
ଭାଇ ତୁମେ ଓଡ଼ିଶା ର ପ୍ରକୃତ ସତ୍ୟକୁ ଏ ଭିଡ଼ିଓ ମାଧ୍ୟମରେ ଦେଖେଇ ପାରୁଛ! ସେଥିପାଇଁ ମୁ ଆପଣଙ୍କୁ ଧନ୍ୟବାଦ ଦେଓଉଛି ! 🙏ଭାଇ ସରକାର ଏଠି ମିଛରେ ବାହା ବାହା କରୁଛି ଆମେ ସବୁ ସୁବିଧା ଦେଓଉଛୁ ବୋଲି ! ଆମେ ସରକାର କୁ ଏଠି ଦୋଷ ଦେଇକି କିଛି ଲାଭ ନାହିଁ କାରଣ 25 ବର୍ଷ ଧରି ଆମେ ନିଜେ ନିଜକୁ ଠକୁଚେ ! ଭାଇ ସମୟ ଆସିଛି ପରି ବର୍ତନ ହେବାର 🙏 ମୁ ସାରକରକୁ ଦୋଷ ଦେଓଉନାହିଁ ଯାହା କରିଛି ଭଲ କରିଛି ! କିନ୍ତୁ ଅଧିକ ଦିନ ସେ ଜାଗାରେ ବସିଲେ ସେମାନେ ନିଜର ବାପାର ଜମିବୋଲି ଭାବିନେଇଛନ୍ତି !
🙏🙏🙏🙏Thanks for watching this video and subscribe this channel
A
Bhai Aparna nka nambare mate tike.dei .paribe
7735665773 Thanks for watching this video and subscribe this channel
Bhai missionary ru thu rakhya kara🙏🏻
🙏🙏🙏🙏🙏
Apananku laja laguni khali bag pain nabina ku dhanyabad dauchanti chaula ta center dauchi
🙏🙏🙏🙏🙏 Thanks for watching this video and subscribe this channel
ବ୍ୟାଗ କଥା ପଚାରିପାରିଲ, ଚାଉଳ କିଏ ଦଉଚି ପଚାରିପାରିଲ ନାହିଁ।
🙏🙏🙏🙏 ପଚାରିବି ଏବଂ ବହୁତ ପଚାରିଛି ଆଜ୍ଞା ଏବଂ ମତାମତ ପାଇଁ ଧନ୍ୟବାଦ Thanks for watching this video and subscribe this channel
Help India odisha channel thu kichi sikha nija income pain video banaucha tike lokanku help kara lokanka view re paisa kamaucha😊
🙏🙏🙏🙏🙏🙏 Thanks for watching this video and subscribe this channel
ପୂର୍ବ ଭିଡିଓ ରେ ଥିବା ଗାଁ ଗୁଡିକ ଅପେକ୍ଷା ଏ ଗାଁ ଟି ଟିକିଏ ଉନ୍ନତ ଧରଣର ଲାଗୁଚି, କାରଣ କକ୍ରୀଂଟ ରାସ୍ତା ଅଛି, ସବୁଠୁ ବହୁତ ଭଲ ଲାଗୁଚି, ସ୍ବଛ ନିର୍ମଳ ଲୋକଙ୍କ ସହିତ ଭିଡିଓ କରୁଛନ୍ତି ଓ ଲୋକଙ୍କ ସମାସ୍ୟା ଭିଡିଓ ମାଧ୍ୟମରେ ସମାଧାନ କରୁଛନ୍ତି, ବହୁତ ବଡ ପ୍ରୟାସ, ଧନ୍ଯବାଦ
🙏🙏🙏🙏 ଆପଣଙ୍କର କମେଣ୍ଟ କେବେ ଆସିବ ଅପେକ୍ଷା କରିଥିଲି ମୁଁ ବହୁତ ଖୁସି ଯାହେଉ ଆପଣଙ୍କ କମେଣ୍ଟ ମୋ ପାଇଁ ଆଶୀର୍ବାଦ
ମୋତେ ପରା ଥଣ୍ଡା ଜ୍ବର ଟା ହେଇଥିଲା, ଏବେ ଭଲ ଟିକେ ଲାଗୁଚି, ତା' ପରେ କମେଣ୍ଟ ଦେଲି, ପାରପାଂରିକ ରୀତିନୀତି ଗୁଡାକ ସୂଚେଇ ଦଉଚି ଆପଣଙ୍କ ର ସମସ୍ତ ଭିଡିଓ ବହୂତ ବଢିଆ ଭଲ କାମ
Bhai e bag e gariba nanak tax re kau nabin babunka paitruka sampati nuhe
🙏🙏🙏🙏 Thanks for watching this video and subscribe this channel
@@CharigarhVlogs1614 ok
тнαик уσυ вяσтнєя
🙏🙏🙏🙏 Thanks for watching this video and subscribe this channel