ଆଜି କାଲି ବୋହୂଙ୍କ ଗୁଣ | Samaj O Sanskruti | Baishnaba Charan Mohanty | Odisha365

Поділитися
Вставка
  • Опубліковано 11 лис 2024

КОМЕНТАРІ • 171

  • @PaagalKhopdi
    @PaagalKhopdi 5 днів тому +9

    ଆଜ୍ଞା ବୋହୂ ଯେତେ ଭଲ ହେଲେ ବି , ଶାଶୁ ଯେମିତି ହେଉ କହିବ, ଶାଶୁ କେବେ ଜନ୍ମ କଲା ମା ହେଇ ପାରିବ ନାହିଁ ।
    ସେଇ ପୁଅ ଆଗରୁ ଟିକେ କଟୁ କଥା କହିଦେଲେ , ସେମିତି ଟିକେ ରାଗି ପୁଣି ଭୁଲିଯାଏ, ଏବେ ପୁଅ ଯାହା ଟିକେ କହୁଚି ସେ ଦୋଷ ହଉଚି ବୋହୂ ର । କି ବାହା ହେଇ ବଦଳିଗଲା

  • @sadanandasahoo3707
    @sadanandasahoo3707 Рік тому +12

    ସେଦିନ ଶାଶୁର ପାଳି ଥିଲା ଆଜି ବୋହୂର।ଏ ତ ସୃଷ୍ଟିର ନିୟମ। ଆଜିକାଲି ସମସ୍ତଙ୍କର ଗୋଟିଏ ଗୋଟିଏ।

  • @priyacharandas653
    @priyacharandas653 Рік тому +10

    ଜୟ ଶ୍ରୀ ଜଗନ୍ନାଥ
    ପୁରାଣ ଶାସ୍ତ୍ରରେ ନାରାୟଣ ଏବଂ ମହାଭାରତ ଅଧ୍ୟୟନ ର ଅଭାବ ଦେଖାଦେଇଥିବାରୁ ଏମିତି ଅବସ୍ଥା ହୁଏ। ପାଶ୍ଚାତ୍ୟ ଶିକ୍ଷା କୁ ବିଶ୍ୱାସ ଏବଂ ଇଂରାଜୀ ସଭ୍ୟତା କୁ ଅନୁକରଣ।

  • @aadhikari7615
    @aadhikari7615 Рік тому +25

    ନମସ୍କାର ଆଜ୍ଞା🙏 ବହୁତ ସୁନ୍ଦର ଉପସ୍ଥପାନା କଲେ। ଏହାଦ୍ବାରା ମୋ ଭଳି ଗାଁ ଠାରୁ ବାପା ମାଆଙ୍କ ଠାରୁ ଦୂରରେ ରହୁଥିବା ପୁଅ ମାନଙ୍କୁ କିଛିଟା ଆଶ୍ବସ୍ତି ମିଳିବ। ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

    • @anupamadash6452
      @anupamadash6452 Рік тому +1

      Mate Odia re lekhi aseni, a sabu video re base viewers dekhhi beni.

    • @susmitamallick6150
      @susmitamallick6150 Рік тому +2

      🙏🏻🙏🏻 ବହୁତ ଭଲ ଲାଗିଲା ସାର୍। ଧନ୍ୟବାଦ

    • @aadhikari7615
      @aadhikari7615 Рік тому

      @@susmitamallick6150 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @madanmohanparida3873
    @madanmohanparida3873 Рік тому +5

    ସମାଜକୁ ସଂସ୍କାର ଓ ଦିଗଦର୍ଶନ ପୂର୍ଣ୍ଣ କଥା କହିଥୁବାରୁ ଆପଣଙ୍କୁ 🙏🙏🙏

  • @minakhidas8858
    @minakhidas8858 9 місяців тому +6

    ଆଜିକାଲି ପୁଅ ବୋହୂଙ୍କୁ ଶାଶୁ ଶ୍ୱଶୁର ଦରକାର ନାହିଁ।କେବଳ ସେମାନଙ୍କ ଟଙ୍କା ଦରକାର। ସେମାନେ ଚାହୁଁଛନ୍ତି ଗାଁ ଜମିବାଡ଼ି ଘର ବିକି ତାଙ୍କ ହାତକୁ ଦେଇଦେବେ, ସେମାନେ ସହରରେ ଘର କିଣି ଅୟସରେ ରହିବେ।ଭଉଣୀ ଶତ୍ରୁ ପ୍ରାୟ। ଯେଉଁମାନେ ଗୃହିଣୀ ବୋହୂ, ସେମାନଙ୍କର ଅର୍ଥ ଲୋଲୁପତା ବେଶି। ପୁଅର କଣ ଦାୟିତ୍ଵ ନାହିଁ, ବାପାମାଙ୍କୁ ପ୍ରତିଦିନ ପଦେ କଥା ହେବାପାଇଁ?

  • @kamalakantaswain3827
    @kamalakantaswain3827 Рік тому +4

    ବହୁତ ସୁନ୍ଦର ବାର୍ତ୍ତା ସାର 🙏🏻🙏🏻💐🙏🏻🙏🏻

  • @akhilakumarparida6583
    @akhilakumarparida6583 Рік тому +13

    କୋଟି କୋଟି ପ୍ରଣାମ ସାର୍ ସତ କଥା କୁ ପ୍ରକାଶ କରିଥିବାରୁ ।

  • @sanjuktadalai
    @sanjuktadalai 10 місяців тому +5

    ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
    ପରସ୍ପରେ ସ୍ନେହ ଯହିଁ ଥାଏ ନିରନ୍ତର ।
    ଶାଶୁ ଶ୍ୱଶୁର , ବି ବୋହୂ ର ମନକଥା ବୁଝିବା ଦରକାର୍ । ଝିଅଟିଏ ବାପା , ମା, ଭାଇ ଭଉଣୀ ଙ୍କୁ ଛାଡ଼ି ଶାଶୁ ଘରକୁ ଆସିଥାଏ , ସ୍ଵାମୀ , ଶାଶୁ ଶ୍ୱଶୁର ଓ ନଣନ୍ଦ ଦିଅର ଙ୍କୁ ନିଜର କରିବା ପାଇଁ ଚେଷ୍ଟା କରିଥାଏ । ଆଜିକାଲି ପ୍ରାୟତଃ ଶିକ୍ଷିତା ଝିଅମାନେ ବିବାହ ପରେ ସ୍ବାମୀଙ୍କୁ ନିଜ ହାତର ଖେଳନା କଣ୍ଢେଇ କରି ମାନସିକ ଚାପଗ୍ରସ୍ତ କରାଉଛନ୍ତି । ବିଚରା ସ୍ଵାମୀ ଇଛା ଥାଇବି ବାପା ମାଆ ଙ୍କ ପ୍ରତି କର୍ତ୍ତବ୍ୟ କରିପାରୁନାହିଁ ।ଯେଉଁ ପୁଅମାନଙ୍କୁ ବିବେକବତୀ ସ୍ତ୍ରୀ ଟିଏ ମିଳିଛି ସେ ପୁଅ ଶାନ୍ତି ରେ ଜୀବନ ଅତିବାହିତ କରୁଛି । ତେଣୁ ଆମ ଭାରତୀୟ ସଂସ୍କୃତିରେ ନାରୀ ହିଁ ସାବିତ୍ରୀ ପରି ହେବା ଦରକାର୍ । ଯିଏ ଦୁହିତା ;ଦୁଇ କୁଳ ର ଅର୍ଥାତ୍ ପିତୃ କୁଳ ଓ ଶ୍ୱଶୁର କୁଳ କୁ ରକ୍ଷା କରିଥାଏ । ସେଇଭଳି ଝିଅ ହିଁ ଉତ୍ତମ ବୋହୂ , ପତ୍ନୀ ଓ ଭାଉଜ ହୋଇଥାଏ ।

    • @suryasadhika4157
      @suryasadhika4157 6 місяців тому

      ବୋହୁର ମନ ବୁଝିବାକୁ ଶାଶୁ ଶ୍ୱଶୁର ମାନଙ୍କୁ ଗୋଟେ ଟ୍ରେନିଂ ସେଣ୍ଟର୍ ପଠାଇ ଦିଆଯିବ ।

    • @sunilmallick4610
      @sunilmallick4610 2 місяці тому

      Thik kahicha

    • @dineshojha230
      @dineshojha230 3 дні тому

      Sure

  • @BijaydasDasbijay
    @BijaydasDasbijay 2 місяці тому +4

    ଆରେ ବାବୁ ପ୍ରଥମେ ତୁମେ ଚିନ୍ତା
    କର ତୁମେ ତୁମ ପୁଅ ପାଇଁ ବୋହୁ
    ଆଣିବ ନା ବୋହୁରାଣୀ ଆଣିବ l
    ଘରକୁ ବୋହୁ ଆସିଲେ ଶାଶୁ ଶଶୁର ଙ୍କ ସେବା ଶୁଶ୍ରୁଷା କରିବ, କିନ୍ତୁ ତୁମେ
    ଯଦି ବୋହୁରାଣୀ (ଚାକିରୀଆ )ଆଣିବ
    ତାହା ହେଲେ ଶାଶୁ ଶଶୁର ବୋହୁରାଣୀ ର ସେବା କରିବେ, କାରଣ ବୋହୁରାଣୀ ରୋଜଗାର କରି
    ଘରକୁ ଟଙ୍କା ଆଣିବ (ନିର୍ଲଜ ସ୍ୱାମୀ,
    ନିର୍ଲଜ ଶାଶୁ, ନିର୍ଲଜ ଶଶୁର ) l

  • @JudhistirPradhan-di3cm
    @JudhistirPradhan-di3cm Місяць тому +1

    ସଂସ୍କାର ବିଷୟ ରେ ଆଜିର ବୋହୁ ମାନଙ୍କ ର କାର୍ଯ୍ୟ ଶୈଳୀ ବିଷୟ ରେ ବହୁତ ସୁନ୍ଦର ବାର୍ତା ଦେଇ ଥିବାରୁ ବହୁତ ବହୁତ ଧନ୍ୟବାଦ sir

  • @sonukhansonukhan8387
    @sonukhansonukhan8387 Рік тому +2

    Welcome. Sir. Allright. Advsice

  • @sonali_barik
    @sonali_barik Рік тому +4

    Mausa 🙏 bhala katha kahile, hele mausa emiti pua achhanti joumane bahare rahiki bapa maa nka prati besi kartybya rahuchhi, besi chinta karuchha to, hele pakhare thiba pua mane setiki bujjhunahanti

  • @YUM__TUM
    @YUM__TUM Рік тому +4

    Sabu thik kahile...hele juga badaluthae..samaya anusare samaste badalijiba thik.....jhia jete bele bapa ghara chadiki jae..tara astitwa sarijae....swami au sasu sasura ra seba re jiban sarijae...hele nija pain bhabibara samaya pae nai ... Bandhana jodi ba pain khai bohu dayi nuhe . Ubhaya paribara ra dayitwa...🙏

  • @Sm111-w8s
    @Sm111-w8s 16 годин тому

    Thank you so much sir

  • @sadasibabehera1876
    @sadasibabehera1876 Рік тому +8

    ବାପା , ମା ସେବା ବିନା ଜୀବନ ଅକାରନ

  • @sunakarsamantaray9737
    @sunakarsamantaray9737 10 місяців тому +1

    ଏବେ ବାପା ବୋଉ
    ମାନେ ଅଭ୍ୟସ୍ତ ହୋଇ ଗଲେଣି ।

  • @debendradhal5935
    @debendradhal5935 Рік тому +6

    ଅତି ସୁନ୍ଦର ଉପସ୍ଥାପନା ଧନ୍ୟବାଦ

  • @ajayadas7142
    @ajayadas7142 Рік тому +5

    ଅଧିକାଂଶ ବୋହୁ ଶୃଙ୍ଖଳିତ ଜୀବନ ଯାପନ କରିବା ପସନ୍ଦ କରୁ ନାହାଁନ୍ତି। ଉଦ୍ଭଟ ଆଧୁନିକ ଜୀବନ ଯାପନ ସେମାନଙ୍କୁ ବିପଥଗାମୀ କରୁଛି । ସେମାନେ ନଷ୍ଟ ହୋଇ ଯାଇ, ବିବାହ ପରେ ମଧ୍ଯ, ଅସଦ୍ ଚରିତ୍ର କୁ ଅବିରୋଧ ସହ ବଞ୍ଚିବାକୁ ଚାହୁଁଛି । ତେଣୁ ଶାଶୁ ଶଶୁର ଙ୍କ ଠାରୁ ଦୂରେଇ ଯାଇ, ସେମାନେ ନିର୍ବିବାଦ ଜୀବନ ଯାପନ କରୁଛନ୍ତି ।

  • @krantiveer7427
    @krantiveer7427 Рік тому

    Hm hm pura thik katha mo heart ra katha ta au tqq

  • @manjuladash7193
    @manjuladash7193 13 днів тому

    ଅତି ସୁନ୍ଦର ଉପସ୍ଥାପନା

  • @babulapatiarbabulapatiar8338
    @babulapatiarbabulapatiar8338 Рік тому +6

    ସମ୍ପର୍କ କଣ ଜାଣିବା ଦରକାର ଭଲ କଥା ଟେ କହିଲେ 🙏🙏🙏🙏

  • @sumantsenapaty1929
    @sumantsenapaty1929 Рік тому +1

    Great msg to society

  • @suudarsansahoo9950
    @suudarsansahoo9950 Рік тому +2

    Bahut sundar upastapana sir

  • @biplabkumardas3893
    @biplabkumardas3893 17 днів тому

    You are absolutely right sir

  • @shivanathnaik3230
    @shivanathnaik3230 Рік тому +5

    ଦୁଇ ଜଣ ଯାକ ଚାକିରୀ କଲେ ଏମିତି ଅସୁବିଧା ହୁଏ । ଯିଏ ଯେଉଁ ପ୍ରକୃତିର ତାଙ୍କୁ ସେହି ପ୍ରକୃତି ର ଜୀବନସାଥୀ ମିଳନ୍ତି ।

  • @pravakarparida3042
    @pravakarparida3042 Рік тому +2

    Bahut bhal lagila, Jay Sri Jagannath

  • @abodhbehera1013
    @abodhbehera1013 Рік тому +1

    Bahut badhiya Katha Kahila Sir

  • @nayakindira6549
    @nayakindira6549 Рік тому

    Namaskar. Bahut bhala lagila

  • @meerapattnaik2634
    @meerapattnaik2634 Рік тому

    Very nice
    You are great

  • @santosinibadatya3530
    @santosinibadatya3530 Рік тому +1

    Bahut bhalo katha ti share korile bapa mu bahut kichhi sikhili ethiru. Tq so much for such a beautiful inspiration video.

  • @philurout
    @philurout 4 місяці тому

    Sir Namaskar Thanku Really sir❤❤❤❤

  • @odishareport4891
    @odishareport4891 9 днів тому

    ସତ କଥା ସାର୍

  • @jyotiranimohanty8779
    @jyotiranimohanty8779 Рік тому +7

    ବହୁତ ଭଲକଥା କହିଲେ ସାର 🙏

  • @Diptimayeepandavloge
    @Diptimayeepandavloge Рік тому

    Ekdum right katha mausa kebal apana thik katha kahile

  • @rajlaxmipradhan2629
    @rajlaxmipradhan2629 Рік тому +1

    Namaskar 🙏 Bahut bhalaheichi

  • @anupamasahoo2549
    @anupamasahoo2549 Рік тому +1

    ସବୁ ବାପାମାଆ ପିଲା ମାନଙ୍କୁ ସେମିତି ପିଲାବେଳୁ ଗଢ଼ିଛନ୍ତି, ତେଣୁ ଦୋଷ ପିଲାମାନଙ୍କର ନୁହେଁ ।

  • @GuptanchalRatha
    @GuptanchalRatha 6 місяців тому

    Excellent Sir. Reality....

  • @thirdeye9492
    @thirdeye9492 Рік тому +15

    ପୁଅକୁ ପଢାଉ ଚାକିରୀ ପାଇଁ
    ଜୋଇଁ କିଣିଆଣୁ ଯୌତୁକ ଦେଇ
    ବାପା ମା' କୁ ଛାଡୁ ବୃଦ୍ଦାଶ୍ରମରେ
    ବୁଡି ରହୁ ପଇସା ରୋଜଗାରେ
    ପିଲା ଦେଖିଲେନି କିଛି ସଂସ୍କାର
    ତେଣୁ ଆଚରନ୍ତି ଏଇ ବେଭାର "
    ସମୟୋପଯୋଗୀ ସମୀକ୍ଷା ପାଇଁ ସାଧୁବାଦ 🙏❤️

    • @bikramswain2468
      @bikramswain2468 Рік тому +1

      ବହୁତ୍ ଶିକ୍ଷଣୀୟ ଏବଂ ଜୀବନ ଉପଯୋଗୀ ପଦ। ବୁଝିଲା ଲୋକ ବୁଝିଲା।
      ନବୁଝିଲା ଲୋକ ବୁଡି ମରିଲା। ଜୟ ଜଗନ୍ନାଥ 🙏

    • @damayantidas5308
      @damayantidas5308 6 місяців тому

      ସତକଥା

    • @Panigahifamily
      @Panigahifamily 6 місяців тому +2

      କିନ୍ତୁ ବୋହୁ ମାନଙ୍କ ର ସବୁ ଭୂଲ୍ ନ ଥାଏ

  • @bhagyalaxmikanungo9736
    @bhagyalaxmikanungo9736 11 місяців тому

    ପ୍ରଣାମ ଆପଣଙ୍କ ସମାନ ଓ ସଂସ୍କୃତି ଟି ଅତ୍ୟନ୍ତ ଉପାଦେୟ ପୂଣ୍ଣ

  • @suvashchandraswain391
    @suvashchandraswain391 Рік тому

    Great, real facts

  • @rejeshmoharana1561
    @rejeshmoharana1561 3 місяці тому

    Jay Jagannath Swami

  • @aswinikumardash2237
    @aswinikumardash2237 Рік тому +3

    Educative advice for educated persons.

  • @sabitanayak4716
    @sabitanayak4716 Рік тому +42

    ଆଜ୍ଞା !ଏପରି ହେଉଛି କି 85ବର୍ଷର ଶାଶୁ ଶ୍ବଶୁର ର ଯତ୍ନ ନେବାର ବଳ 60/65ବର୍ଷର ପୁଅ ବୋହୁ ପାଖରେ ନାହିଁ,ରୋଗଗ୍ରସ୍ତ। ଏପଟେ ବେରୋଜଗାର ପୁଅର ବୋଝ ସେପଟେ ମାବାପାଙ୍କ ଅଭିଯୋଗ। ଅତିଷ୍ଠ ହୋଇପଡେ ମଣିଷ। ଏ କଥାକୁ ବି ଥରେ ଲୋକ ସମ୍ମୁଖ କୁ ଆଣନ୍ତୁ ଦୟାକରି ।

    • @sadhucharandas4517
      @sadhucharandas4517 Рік тому

      Iiiiiiiii8li8i8i lo

    • @damayantidas5308
      @damayantidas5308 6 місяців тому

      ସତକଥା

    • @namitatoppo7196
      @namitatoppo7196 Місяць тому

      Correct

    • @lipianshuvlogs
      @lipianshuvlogs Місяць тому

      ଯାହା କହିଲେ ସତ କଥା ,ଏଥିରୁ କଣ ଶିଖିଲେ ପାଠୁଆ ବୋହୂ ଆଣ ସତ ହେଲେ ଚାକିରିଆ ବୋହୂ ନୁହେଁ ,ପୁଅ ମାନଙ୍କୁ ବି କହିଦିଅ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ ୱାଇଫ୍ କରି ସ୍ତ୍ରୀ କୁ ଘରେ ରଖୁ ତାହାଲେ ଘରେ ଶାନ୍ତି ରହିବ ପଇସା ଲୋଭ କରି ଯଦି ଚାକିରିଆ ଝିଅ ବାହା ହେବ ,ତାହାଲେ ନିଜ ଜୀବନ ସହ ଘରେ ବାପା ମା ଓ ଛୁଆ ପିଲାମାନଙ୍କ ଜୀବନ ନଷ୍ଟ ହେବ ତା ପରେ ଛାଡ଼ପତ୍ର ,ନିଜର ଯେତିକି ଇନକମ୍ ସେତିକିରେ ଚାଲିଲେ ଶାନ୍ତି ,ଆଗ ଯୁଗରେ ଆମ ବାପା ଯେତିକି ରୋଜଗାର କରୁଥିଲେ ସେତିକି ରେ ଆମେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳୁଥିଲେ ,ଏବେ ଜାଣି ଜାଣି ନିଜ ର ଖର୍ଚ୍ଚ ଏମାନେ ନିଜେ ବଢାଇଛନ୍ତି ଆଉ କହୁଛନ୍ତି ଆମକୁ ପଇସା ଅନ୍ତୁନି ସ୍ତ୍ରୀ ଚାକିରି କରିବ ,ଆରେ ଅନ୍ତୁନୀ କଣ ସବୁ ଜିନିଷ ର ରେଟ ବଢ଼ିଲେ କଣ ହେଲା ସେମିତି ଦରମା ବି ବଢ଼ିଛି ,ତାହାଲେ ତମକୁ ପାଞ୍ଚ ପ୍ରାଣୀ ଚଳିବାକୁ ପାଉନି କଣ,ଏଥିପାଇଁ ତୁମର ଆୟ ଅନୁସାରେ ବ୍ୟୟ ର ପରିମାଣ ବଢି ଯାଉଚି ,ଝିଅ ମାନେ ବି ପାଠ ପଢ଼ିବାର ମାନେ ନୁହେଁ ଯେ ଚାକିରି କରିବା ପଇସା ରୋଜଗାର କରିବା ,ଏଥିପାଇଁ ପାଠ ପଢନ୍ତି ନିଜ ଛୁଆ କୁ ଘରେ ପଢେଈ ପାରିବ ଭଲ ସଂସ୍କାର ଦେଇ ଗଢି ପାରିବ ତା ନୁହେଁ ଯେ ଘରେ ଦୁନିଆ କାମ ଥାଇ ତୁମେ ବାହାରେ ଯାଇ ପର କାମ କରି ବା ଚାକିରି କରି ପଇସା ଆଣିବା ,ଏପଟେ ପୁଅ ମାନଙ୍କର ବେକାରୀ ସମସ୍ୟା ବଢି ଚାଲିଛି ସବୁଆଡେ ଝିଅ ମନକୁ ଆଗେ ଚାକିରି ସୁବିଧା ମିଳିବା ହେତୁ ,,ଏଥିପାଇଁ ପୁଅ ମନେ ଆଗେ ଠିକ୍ ରୁହନ୍ତୁ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ wife jhia ବାହା ହୁଅନ୍ତୁ ,ଏହା ଦ୍ଵାରା ଛାଡ଼ପତ୍ର ବି କମିଯିବ ଆଉ ନିଜ ଘରେ ଶାନ୍ତି ରହିବ ,

    • @lipianshuvlogs
      @lipianshuvlogs Місяць тому

      ଯାହା କହିଲେ ସତ କଥା ,ଏଥିରୁ କଣ ଶିଖିଲେ ପାଠୁଆ ବୋହୂ ଆଣ ସତ ହେଲେ ଚାକିରିଆ ବୋହୂ ନୁହେଁ ,ପୁଅ ମାନଙ୍କୁ ବି କହିଦିଅ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ ୱାଇଫ୍ କରି ସ୍ତ୍ରୀ କୁ ଘରେ ରଖୁ ତାହାଲେ ଘରେ ଶାନ୍ତି ରହିବ ପଇସା ଲୋଭ କରି ଯଦି ଚାକିରିଆ ଝିଅ ବାହା ହେବ ,ତାହାଲେ ନିଜ ଜୀବନ ସହ ଘରେ ବାପା ମା ଓ ଛୁଆ ପିଲାମାନଙ୍କ ଜୀବନ ନଷ୍ଟ ହେବ ତା ପରେ ଛାଡ଼ପତ୍ର ,ନିଜର ଯେତିକି ଇନକମ୍ ସେତିକିରେ ଚାଲିଲେ ଶାନ୍ତି ,ଆଗ ଯୁଗରେ ଆମ ବାପା ଯେତିକି ରୋଜଗାର କରୁଥିଲେ ସେତିକି ରେ ଆମେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳୁଥିଲେ ,ଏବେ ଜାଣି ଜାଣି ନିଜ ର ଖର୍ଚ୍ଚ ଏମାନେ ନିଜେ ବଢାଇଛନ୍ତି ଆଉ କହୁଛନ୍ତି ଆମକୁ ପଇସା ଅନ୍ତୁନି ସ୍ତ୍ରୀ ଚାକିରି କରିବ ,ଆରେ ଅନ୍ତୁନୀ କଣ ସବୁ ଜିନିଷ ର ରେଟ ବଢ଼ିଲେ କଣ ହେଲା ସେମିତି ଦରମା ବି ବଢ଼ିଛି ,ତାହାଲେ ତମକୁ ପାଞ୍ଚ ପ୍ରାଣୀ ଚଳିବାକୁ ପାଉନି କଣ,ଏଥିପାଇଁ ତୁମର ଆୟ ଅନୁସାରେ ବ୍ୟୟ ର ପରିମାଣ ବଢି ଯାଉଚି ,ଝିଅ ମାନେ ବି ପାଠ ପଢ଼ିବାର ମାନେ ନୁହେଁ ଯେ ଚାକିରି କରିବା ପଇସା ରୋଜଗାର କରିବା ,ଏଥିପାଇଁ ପାଠ ପଢନ୍ତି ନିଜ ଛୁଆ କୁ ଘରେ ପଢେଈ ପାରିବ ଭଲ ସଂସ୍କାର ଦେଇ ଗଢି ପାରିବ ତା ନୁହେଁ ଯେ ଘରେ ଦୁନିଆ କାମ ଥାଇ ତୁମେ ବାହାରେ ଯାଇ ପର କାମ କରି ବା ଚାକିରି କରି ପଇସା ଆଣିବା ,ଏପଟେ ପୁଅ ମାନଙ୍କର ବେକାରୀ ସମସ୍ୟା ବଢି ଚାଲିଛି ସବୁଆଡେ ଝିଅ ମନକୁ ଆଗେ ଚାକିରି ସୁବିଧା ମିଳିବା ହେତୁ ,,ଏଥିପାଇଁ ପୁଅ ମନେ ଆଗେ ଠିକ୍ ରୁହନ୍ତୁ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ wife jhia ବାହା ହୁଅନ୍ତୁ ,ଏହା ଦ୍ଵାରା ଛାଡ଼ପତ୍ର ବି କମିଯିବ ଆଉ ନିଜ ଘରେ ଶାନ୍ତି ରହିବ , ଏ ଚକିରିଆ ଝିଅ ଘରକୁ ଠିକ୍ ସେ time ଦେଇପରିବେନି ସେଇଠୁ ଝଗଡ଼ା ଆରମ୍ଭ ହେବ

  • @NandiniguruNandiniguru-qg1wf
    @NandiniguruNandiniguru-qg1wf Рік тому +1

    ଚାଷ କାମ ଯାହାର କେତେ ସୁଖ ତାହାର ତେଣୁ ସମସ୍ତେ ଚାକିରି ପଛରେ ଗୋଡ଼େଇ ଏଇ ଅବସ୍ଥା ମା ବାପା ମାନେ ପିଲାମାନଙ୍କୁ ଚାକିରି କରି ବଡ଼ ଲୋକ ହେବାକୁ ଚାହିଁଲେ ଚାଷ କରିବାକୁ କେତେ ଜଣ ମା ବାପା ଚାହୁଁ ଛନ୍ତି ? ତେଣୁ ଯାହା ହେଉଛି ଭଲ ହେଉଛି

  • @satrughanasahoo1118
    @satrughanasahoo1118 8 місяців тому

    Absolutely right, true fact thanks for your valuable talking

  • @nimaicharansaraf9181
    @nimaicharansaraf9181 Рік тому +2

    Jay Jagannath

  • @Trupti-qd7bk
    @Trupti-qd7bk Рік тому

    Bahutsundara bichara sir

  • @SANDHYARANI-n1r
    @SANDHYARANI-n1r Місяць тому

    Right katha bhai

  • @parikshitdashdash9251
    @parikshitdashdash9251 Рік тому

    Good. News

  • @mamatasethi5799
    @mamatasethi5799 Рік тому

    Nice comments for our society

  • @sekharghosh939
    @sekharghosh939 Рік тому

    Bhala advise

  • @Sa-mp7ux
    @Sa-mp7ux Рік тому

    Bahut sundar sundar

  • @puspamanjari9392
    @puspamanjari9392 Рік тому +4

    ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ପରମ୍ପରା କୁ ଆପଣାଉ ଥିବା ବାପା ମା ଏସବୁକୁ ଆପଣେଇ ନେବା ଉଚିତ

  • @giridharipanda1287
    @giridharipanda1287 26 днів тому +1

    The problems are 80% intentional and 20% situational.Is it correct?

  • @truptiranipurohit4025
    @truptiranipurohit4025 8 місяців тому

    Nice message sir

  • @dr.digarajbrahma113
    @dr.digarajbrahma113 Рік тому +1

    Beautiful positive discussion. Thanks .

  • @nityaswarups111
    @nityaswarups111 Рік тому

    Baishnab Sir nka katha khub sundor

  • @kapildash588
    @kapildash588 Рік тому

    ଆପଣ ବହୁତ ବଢିଆ କଥା କହିଛନ୍ତି। ଧନ୍ୟବାଦ

  • @pramilabarik3626
    @pramilabarik3626 Рік тому +1

    Bhahut sundara

  • @shibanandasena4017
    @shibanandasena4017 Рік тому +1

    you have chosen that life for you and for your children.

  • @sanjuktamishra5642
    @sanjuktamishra5642 10 місяців тому +1

    Brilliant analysis. Without any malice towards anybody he has tried to find the reasons for the disintegration of the family structure. This change is inevitable as we move from being an agrarian society to being an industrial one.

  • @budhiapanda5644
    @budhiapanda5644 Рік тому +2

    Very good

  • @swarnalatasamantray3202
    @swarnalatasamantray3202 Рік тому +3

    Sir namaskar

  • @pranatipanda4675
    @pranatipanda4675 Рік тому

    ଭାଇ ,ଆପଣଙ୍କ ସବୁ କଥା ଶୁଣି ବହୁତ ପ୍ରଭାବିତ ହୁଏ

  • @suudarsansahoo9950
    @suudarsansahoo9950 Рік тому

    Ati sundar katha

  • @technicalms7412
    @technicalms7412 9 місяців тому

    Good speach ❤❤❤❤❤

  • @nirunayak5297
    @nirunayak5297 Рік тому

    Sir kete satkatha kahile...bahut bhal lagila sunikari

  • @secretrahul7987
    @secretrahul7987 Рік тому

    Right katha ❤😢😢😢

  • @krushnasahu7514
    @krushnasahu7514 Рік тому

    👌.

  • @sheelamishra3889
    @sheelamishra3889 Рік тому

    ଏ କଦମ୍ ଠୀ କ୍,🙏🙏🙏

  • @sasmitadas6667
    @sasmitadas6667 Рік тому

    Right sir sata katha ti kahile

  • @sisirpanda9356
    @sisirpanda9356 Місяць тому

    ସତ କହିଛନ୍ତି ଆଜ୍ଞା । ପୁଅ ବୋହୂଙ୍କ ସାଥେ ବାପା ମାଆଙ୍କ ସମ୍ପର୍କ କେମିତି ଢିଲା ହୋଇଗଲାଣି । ତଥାପି ପିଲାମାନେ ବାପା ମାଆଙ୍କ ସହିତ ଯୋଗାଯୋଗ ରଖିବା ଉଚିତ । ନହେଲେ ଜରାଶ୍ରମ ହିଁ ଶେଷ ବିକଳ୍ପ । ପ୍ରଣାମ ଆଜ୍ଞା ।

  • @namanmalik5345
    @namanmalik5345 Рік тому +3

    Sir Pranam, apananka katha bahut bhalalagila. Gote jhia sasu gharaku kete asha nei jaithae j sethi sasu swasura taku ta bapa maa nka pari bhalapaibe. Kintu hue olata. Aji samaja ete change hoigalani j, jeun bohu agaru hingsa kapata maada gaali sahiki rahuthila. Aji se nije sasu swasura nku atyachar karuchhi. Kahinki ? Jadi se sasu ghare tike sneha paithanta jeun asha nei sasu gharaku asithila tahele se kebe b sasu swasura nka prati anyay atyachar karinathanta. Dhire dhire samaya emiti badalichalichhi..... Apana thik kahile, saburi mulare Sneha ra importance achhi. Sehi sneha hin sabu samparka ku baandhi rakhiba.

  • @bijayakumarkhandual1599
    @bijayakumarkhandual1599 2 місяці тому

    Namaskar sir.apanapatha pradarsak.

  • @PournamashiPrusty
    @PournamashiPrusty Рік тому

    👌👌

  • @eleemakitchen2285
    @eleemakitchen2285 Рік тому

    I am proud of u sir 🙏.
    Apana bahut sundar katha kahuchhanti.
    100% real fact.
    Mo bhai bhauja samaste service holder.
    Hele semane samaste bahut bhala.
    Bapa maanka katha bahut bhalase bujhanti.

  • @diptimayeesingh6284
    @diptimayeesingh6284 Рік тому +1

    Pranam sir 🙏🙏♥️❤️

  • @sureshDanimatior
    @sureshDanimatior Рік тому

    ଖୁବ୍ ସୁନ୍ଦର ଉପସ୍ଥାପନା, ଓ ସମାଜର ନିଛକ ଛବି...

  • @LokanathBehera-i4h
    @LokanathBehera-i4h 8 місяців тому

    ସାର୍ ନମସ୍କାର ଆପଣଙ୍କ କଥା ଯୁକ୍ତି ଯୁକ୍ତ କିନ୍ତୁ ଏବେର ପରିବେଶ ପରିସ୍ଥିତି ଅଲଗା ହୋଇଗଲାଣି ସବୁକିଛି ମୂଳରେ ଅର୍ଥ ପାଖ ରେ ଅର୍ଥ ନଥିଲେ ସବୁ ଅନର୍ଥ ,ଆପଣଙ୍କ କଥା କୁ ମୁଁ। ସ୍ଵାଗତ କରୁଛି ଧନ୍ୟବାଦ୍

  • @crazyyyy-cp5ih
    @crazyyyy-cp5ih Рік тому +2

    Salute

  • @pritamdasmohapatra2511
    @pritamdasmohapatra2511 Рік тому

    Sir aapono prkrutpre philosopher aapnaku pranam.

  • @manojkumardas4302
    @manojkumardas4302 Рік тому

    Nice update

  • @JudhistirPradhan-di3cm
    @JudhistirPradhan-di3cm Місяць тому

    ୟେ କଳି ଯୁଗ ରେ ଭାଗ୍ୟରେ ଥିଲେ ସଂସ୍କାରି ବୋହୁ ମିଳେ

  • @gyanendranayakkumar5071
    @gyanendranayakkumar5071 Рік тому +1

    Thanks.

  • @maakitchenette
    @maakitchenette Місяць тому

    ସରକାର ସବୁ ଦୋଷ

  • @santoshbasantia2837
    @santoshbasantia2837 Рік тому

    Good advice sir

  • @sradhhasoumyafamily
    @sradhhasoumyafamily Рік тому +1

    ଯାହା ହେଉ ସାର୍ ଆପଣ ଏକଥା ଟିକୁ ଭଲ ଭାବେ ବୁଝି ପାରିେଲ। ଏବଂ ତାହା ସମସ୍ତ ଲୋକ ବୁଝିବା ପାଇଁ ଆପଣଙ୍କ ର ଏହି ପ୍ରୟାସ ବାସ୍ତବରେ େଗୗରବପୂର୍ଣ୍ଣ।
    🙏🙏🙏🙏🙏🙏🙏

  • @amareshdasdas7816
    @amareshdasdas7816 Рік тому +1

    Sir Apananku pranama

  • @anupamabumpy
    @anupamabumpy 11 місяців тому +1

    Thik kahile sir.kintu jou pua ,bohu pkhare rahuchanti....bohu jete kama kale bi tara mahatya nahin.khali bohu ra bhul khojibare besta. bujhunahanti.khali

  • @harekrushnapradhan3453
    @harekrushnapradhan3453 12 днів тому

    Des ka Bhool, 1st point, Govt, bhoou , Service beta nehi,beta service beta nehi

  • @rabimeleka6413
    @rabimeleka6413 11 місяців тому

    Exactly

  • @aishwaryasarangi1084
    @aishwaryasarangi1084 Рік тому

    As always neutral.... 🙏👌🙇‍♀️

  • @prakashbhuyan8948
    @prakashbhuyan8948 Рік тому

    Good

  • @rabindranathbarik664
    @rabindranathbarik664 9 місяців тому

    Correct sir

  • @samiraswesh6348
    @samiraswesh6348 Рік тому +1

    🙏🙏🙏🙏

  • @madhusmitadhala6478
    @madhusmitadhala6478 Рік тому

    Right

  • @pujabehera5685
    @pujabehera5685 Рік тому

    ଚାକିରି ଗୋଟିଏ ଜୀବନ ରେ ନିହାତି ଆବଶ୍ୟକ ସାର୍ ନହେଲେ ଆଜିକାଲି ଯୁଗ ଯାହା ଭିକ ମାଗିବାକୁ ପଡିବ.... କିନ୍ତୁ ଆମେ ଆମ ଗୁଣ ସଂସ୍କାର କୁ ଛାଡିବାନି 🙏

  • @jyotikantadash2477
    @jyotikantadash2477 Рік тому

    Thik katha.

  • @sabitanayak4716
    @sabitanayak4716 Рік тому +1

    କଣ ଜନ୍ମ ଦେଇ ଥିବା ମା ବାପା ପୁଅର ସୁଖିଲା ମୁହଁ ଦେଖି ତା କଷ୍ଟ ବୁଡିଯିବା ଉଚିତ ନୁହେଁ ।ମାଆବାପ ଜନ୍ମ କରିଛନ୍ତି ବୋଲି କର୍ତ୍ତବ୍ଯ କରିବ ପୁଅକୁ ଜନ୍ମ କରିଛ ବୋଲି କର୍ତ୍ତବ୍ଯ କରିବ ।ମଝି ପାହାଚ ର ଦୁଃଖ ବା କିଏ ବୁଝେ !