❤ love you brother . And you are great person in odisha. ସମସ୍ତେ ଯଦି ଭାଇ ଙ୍କୁ ସତରେ ଭଲ ପାଉଛନ୍ତି ! ତେବେ ସମସ୍ତେ love you brother comment କରନ୍ତୁ ! ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଦୟାକରି ଏହି ଭିଡିଓ share, କରନ୍ତୁ 🙏🙏
ନିଆତି କରିବୁ ଭାଇ 👍👍👍👍
ଭାଇ ମୁଁ share କରି ଦେଇଛି ❤
Jay jagannath bhai keonjhar anandapur
Bhai killi paul gharaku thare jantu🙏🏻🙏🏻❤❤
Ok bro
କେଉଁ ଭାଇ ମାନେ ଚାହାଁନ୍ତି 2024 ସୁଧା ଲବ ଭାଇର 1 Million Subscriber ହେଇଯାଉ ବୋଲି. 👍🏻
Mu
@@ranjansahooranji7889 ❤️❤️❤️
🙏ଜୟ ଜଗନ୍ନାଥ 🙏
ମୁଁ ଚାହେଁ ❤️
@@trilochananayak2590 ଜୟ ଜଗନ୍ନାଥ 🙏🏻🙏🏻🙏🏻
I am
କିଏ କିଏ ଲବ ଭାଇଙ୍କୁ DIL ସେ ଭଲ ପାଉଛ ସେମାନେ Like କର ❤
❤❤❤❤
🚩ଜୟ ଜଗନ୍ନାଥ 🚩
@@murmubt5256tq❤
Like no kole kn hobo ki
Me
ଦେଶ ବିଦେଶ ର କାହାଣୀ ମୋତେ ବହୁତ୍ ଭଲ ଲାଗେ ।ତମେ ମୋତେ ସେସବୁ ଯୋଗେଇ ଦେଇଛ ଏ ଅବସର ସମୟରେ ।ତମ ପରି ପୁଅ ଓଡ଼ିଶା ପାଇଁ କାମ୍ୟ। ମୁଁ ଜଣେ ଛାର କବି ।ତମ ଆଖିରେ ମୁଁ ବହୁତ୍ କଥା ଦେଖିଲି ।ତେଣୁ ତମକୁ ଅଜସ୍ର ଧନ୍ୟବାଦ ଜଣାଉଛି ।ଭଗବାନ ତମର ମଙ୍ଗଳ କରନ୍ତୁ ।
Good bro
ସତରେ ଆମେ ଧନ୍ୟ ତୁମକୁ ଆମ ଓଡ଼ିଶାରେ ପାଇକି।😊। ଶ୍ରୀ ଜଗନ୍ନାଥ ତୁମକୁ ଏମିତି ଖୁସି ରେ ରଖନ୍ତୁ।❤❤❤❤❤❤❤
କିଏ କିଏ ମାନୁଛନ୍ତି ଦୁନିଆର ସବୁଠାରୁ ବଡ଼ ଯଦ୍ଧା Maa'
# kpdshiba ❤❤❤❤❤ i love maa
Mu Bhai ☺️
🙏ଜୟ ଜଗନ୍ନାଥ 🙏
ମୁଁ ❤️
❤❤❤
Mu
Zz@@trilochananayak2590
ସତରେ ଭାଇ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମର ଏତେସବୁ ଅବଦାନ ପାଇଁ,, ଧନ୍ୟବାଦ❤ ❤❤❤
🙏ଜୟ ଜଗନ୍ନାଥ 🙏
ବାହାର ଜାଗା ର ଦୃଶ୍ୟ ଦେଖିବା ପାଇଁ ଆମେ ବହୁତ୍ ଖୁସି ଅନୁଭବ କରୁଚୁ ଜୟ ଜଗନ୍ନାଥ ❤❤❤
🙏ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ
ଭାଇ, ଆପଣଙ୍କ ଭିଡିଓ ଦେଖି ବହୁତ କିଛି culture ବିଷୟଗୁଡ଼ିକ ଜାଣିପାରୁଛୁ,so lots of thanks and good bless you.
ଯାହା ହଉ ଆପଣଙ୍କ ପାଇଁ ଆମେ ଓଡିଶା ବାସି ଗର୍ବିତ ଅନୁଭବ କରୁଛୁ...ପ୍ରଭୁ ଆପଣଙ୍କୁ ଆଶ୍ରୀଆଦ କରନ୍ତୁ !❤❤❤
🙏ଜୟ ଜଗନ୍ନାଥ 🙏
ତୁ ତା କରି କଥା କହୁଛି କାହାକୁ ଦିଶୁନି।
@@supravapradhan8166Santali re ameti katha barta karnti au sound suna jae dekha jaeni Madam
@@supravapradhan8166mayurbhanjia bhasa suni nahanti adhikansa loko emiti bhasa re hin katha huanti
ଯାହା ହେଉ ଆପଣଙ୍କ ପାଇଁ ଆମେ ଓଡିଶାବାସୀ ଗର୍ବିତ ଅନୁଭବ କରୁଛୁ... ପ୍ରଭୁ ଜଗନ୍ନାଥ ଆପଣଙ୍କ ଭ୍ରମଣ ଚଲାପଥ କୁସୁମିତ କରନ୍ତୁ 🙏🙏🙏
@@kuchhtonayahe4500prabhu kn pai dekhibe prabhu kn pH rakhi chha nti tanka bina ta Patra haleni ❤
Good
@@kuchhtonayahe4500 ହଁ ପ୍ରଭୁ ଦେଖୁଛନ୍ତି 🙏
ତମ ସବୁ ଭିଡିଓ ବହୁତ ଭଲ ଲାଗେ ଭାଇ ଜଲଦି ଜଲଦି ଭିଡିଓ ଛାଡନ୍ତୁ ଖୁବ୍ ଶୀଘ୍ର 1 million subscribe ହେଇଯାଉ କଣ କହୁଛ ଭାଇ ମାନେ ଜୟ ଜଗନ୍ନାଥ
ବହୁତ ଭଲ ଲାଗିଲା।
ବହୁତ ସୁନ୍ଦର ଭିଡିଓ
Massai Tribe ମାନଙ୍କର ଖାଦ୍ୟ କଣ ଏବଂ ସେମାନେ ଚାଷବାସ କରନ୍ତିି କି ନାହିଁ ବର୍ଷା ହୁଏ କି ନାହିଁ ଟିକେ କହିବ ♥️ very amazing vdeo❤ପୂର୍ବ କାଳର ମଣିଷ ଦେଖିଲା ପରି ଲାଗୁଛି ❤ଭଗବାନ ତୁମକୁ ଭଲରେ ରଖନ୍ତୁ❤❤❤THANK YOU ଭାଇ
Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି
❤️❤️❤️❤️❤️
Long live LABA long live.
ଏବେ ବି ପୂର୍ବ ପୁରୁଷ ମାନଙ୍କ ଜନଜାତି ପରମ୍ପରା ବଞ୍ଚି ରହିଛି ❤
ବହୁତ ଭଲ ଲାଗିଲା।। ଅତି ଭଲ ଲାଗିଲା ଯେ ଜଣେ ଓଡିଆ ଭାଈ କଂର ବିଡିଓ।। 👌👌🙏🙏🌷
ବହୁତ ହି ଭଲ ଲାଗୁଛି ଭାଇ
ଆଫ୍ରିକାନ ଭଲି ଦେଖାଯାଉଥିବା ଝିଅ ଟି Santali ଝିଅ ❤❤❤
Se Kolkata ra jhia aau professional re staff nurse aau mo junior
Pura African voli dekhajau6i😂😂
@@mansingtudu230wb ru staff nurse siye
🙏ଜୟ ଜଗନ୍ନାଥ 🙏
Yes she is Anupama mandi
ବହୁତ ବହୁତ ଧନ୍ୟବାଦ, ଯାହାହେଉ ଆପଣ ଙ୍କ ପାଇଁ ଆମ୍ଭେମାନେ ବାହାର ଦେଶର କିଛି ଝଲକ ଦେଖିପାରୁଛୁ, ଧନ୍ୟବାଦ l
ବହୁତ ସୁନ୍ଦର traditional &trivel ଲୋକ ବହୁତ ସୁନ୍ଦର blessing ମତେ ଅଜବ ଲାଗୁଛି କିନ୍ତୁ ବହୁତ ଭଲ 💫💫💫
ଲବ ଭାଇ ବହୁତ ଖୁସି ଲାଗୁଚି ଭିଡିଓ ଦେଖିକି ଆପ୍ରିକା ର କଲଚର ଆମୋକୁ ଦେଖାଇ କି ଭଗବାନ ଆପଣଙ୍କୁ ଖୁସିରେ ରୋଖନ୍ତୁ
ଲୋବ ଭାଇ ଆପଣଙ୍କ ଭିଡିଓ ଦେଖି ବହୁତ ଖୁସି ଏବଂ ଆନନ୍ଦ ଲାଗୁଛି। ଧନ୍ୟବାଦ୍ ଭାଇ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ।
ପ୍ରକୃତରେ ଭାଇ ଙ୍କ ପାଇଁ ଆମେଆଜି ଓଡ଼ିଶାରେ ରହି ବି ଆମେ ଆପଣ ଙ୍କ ପାଇଁ ଆଫ୍ରିକା ର କିଛି ଦୃଶ୍ୟ ଦେଖି ପାରୁଚୁ ତୁମେ ଭାଇ ମହାନ୍❤❤❤❤
ଯେ ଦେଶେ ଯାଇ ସେ ଫଳ ଖାଇ
Bohut ଖୁସି ଲାଗିଲା
ଆମେ ଓଡ଼ିଶାବାସୀ ତମ ପାଇଁ ଗର୍ବ କରୁଛୁ...thanks lava bro
ମୋର ତ ଏ ଜନ୍ମରେ ଅନ୍ୟ ଦେଶକୁ ଯିବାପାଇଁ ଆଶା ନାହିଁ କିନ୍ତୁ ଭାରତରେ ରହି ଅନ୍ୟ ଦେଶର ବିଷୟ ଜାଣି ହେଉଛି 🙏 ବହୁତ ସୁନ୍ଦର ଭାଇ ❤ ଆଗକୁ ବଢି ଚାଲନ୍ତୁ ❤😊
Very god sir 🙏 #Pcn_blog#Pcn_blog 👈 ବହୁତ ସୁନ୍ଦର ସାର ଆପଣ ବିଦେଶକୁ ଯାଇଥିବାରୁ ।
ଦିବ୍ୟ ମହାତ୍ମାନ ଲବ ବାବୁ ପ୍ରଧାନମନ୍ତ୍ରୀ ହେବ ,ତୁମର କୃତିତ୍ୱ କହୁଛି , ନମୋ ନାରାୟଣ ସ୍ବାମୀ,
ବଡ଼ ଖୁସି ର କଥା ଆମ ଓଡ଼ିଆ ଭାଇ ଜଣେ ଆଫ୍ରିକା ର ଜନ ଜାତି ଙ୍କ ଉପରେ ଭିଡିଓ କରି ପାରିଛନ୍ତି,ଆମେ ନିଜ କୁ ଗର୍ବିତ ଅନୁଭବ କରୁଛି,ବନ୍ଦେ ଉତ୍କଳ ଜନନୀ
Happy sakarat
ଅତି ସୁନ୍ଦର ଭାବରେ ଦେଖେଇଛନ୍ ସେ କଲଚର ❤❤❤❤
ଭାଇ ଆପଣଙ୍କ vedio ବହୁତ୍ ଲାଗୁଛି ।thank u Bhai ଏହି Vedio ମାଧ୍ୟମରେ ଆମେ ବହୁତ୍ କିଛି ଜାଣିବାକୁ ପାଉଛୁ
ଅତି ସୁନ୍ଦର ଭାଇ
ଭାଇ ତୁମର ବହୁତ ଜଲଦି 1 milion subscribers ହୋଇଯିବେ l ମୁଁ ଆଶା କରୁଛି ଜୟ ଜଗନ୍ନାଥ 🙏🙏🙏🙏🙏
ଆଗକୁ ମାଡି ଚାଲ ଆମେ ପଛରେ ଅଛୁ❤
ବହୁତ ବଢିଆ.... ସାନ୍ତାଳୀ ଝିଅ ଟା 😄😄
ବହୁତ ଭଲ ଲାଗିଲା ଦାଦା
ଧନ୍ୟବାଦ,ଲଭ,ଭାଇ,ବାହର,ଦେଶର, ସଂସ୍କୃତି, ବିଷୟରେ, ଭିଡିଓ,ଵନେଇଥିବାରୁ,
ପୂର୍ବ ଅପେକ୍ଷା ଏ ଏପିସୋଡ ଅନେକ ଭଲଥିଲା। ଧନ୍ୟବାଦ୍ ଅନେକ ନୂଆ କଥା ଜାଣିହେଲା।ତୁମର ଶ୍ରମ ଫଳରେ ଆମେ କିଛି ଜାଣିବାକୁ ପାଉଛୁ। ଈଶ୍ୱର ତମର ମଙ୍ଗଳ କରନ୍ତୁ।
ଧନ୍ୟବାଦ୍ ଭାଇ ମୁଁ କାଲି evening ରୁ ଅପେକ୍ଷା କରୁଥିଲି ଭିଡିଓ
Mu bi
ବହୁତ ସୁନ୍ଦର ଭିଡ଼ିଓ 🥰ଜୟ ଜଗନ୍ନାଥ 🙏
Bahut sunder Bhai 👌👌
ଭାଇ ବହୁତ ଗର୍ବ ଲାଗୁଚି ସେଠାକାର ଲୋକ ମାନେ ତୁମକୁ ସ୍ବାଗତ କରିବା ଦେଖି
ମୁଁତ ଭାଇ କେତେବେଳେ ଭିଡ଼ିଓ ଆସିବ ସେଇ time କୁ ଅପେକ୍ଷା କରିଥାଏ
ମାଡି ଚାଲ ଭାଇ Love from moyurbhanj Odisha💖💖💖ତୁମ video shere କରି ଦେଇଛି
ଅତି ସୁନ୍ଦର
ଭାଇ ଜୟ ଶ୍ରୀରାମ 🙏
ଭାଇ ଆପଣଙ୍କ ଭିଡ଼ିଓ ବହୁତ ସୁନ୍ଦର 💯👍👍👍
Jay shree ram 🙏🏻
Thanks for lerning of new culture of Africa
ମଝିରେ ମଝିରେ ସାନ୍ତାଳୀ ଭାଷା କହୁଛ Good Job laba bro 😂😂😂
Labo bhai santari hin Tu janini
He is also making Santali blog for his Santali UA-cam channel.
ଭାଇ ଅଶାନନ୍ତେ ଧନ୍ୟବାଦ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏🙏ଭାଇ ଏବେ କୋଉଠି ଅଛନ୍ତି
ଏସୁ ଏସୁ ବିଟିଏମ.... ଲବ
Sir..... ଜୟ ଜଗନ୍ନାଥ..ଆମେ ଓଡ଼ିଆ ବାସି ଗର୍ବିତ
Tume gote real hero brother 👌
Excellent vedio...u r the proud of MAYURBHANJ 🎉🎉
କିଏ ମୋ ଲବ ଭାଇ କୁ ଦିଲ୍ ସେ ଭଲପାଉଛ ମୋ କମେଣ୍ଟ କୁ ଗୋଟିଏ ଲାଇକ୍ କର Jay Jagannath 🙏
ଭାଇ ବହୁତ ଟଙ୍କା ଖର୍ଚ୍ଚ ହେଉଥିବ
ଜୟ ଜଗନ୍ନାଥ ଶ୍ରୀ ରାଧେ ରାଧେ
Mind blowing ତମ video😮ଭାଇ❤❤❤
ଭାଇଙ୍କର 2month ରେ 1 million subscriber ହେଇଯିବ ମୋର ବିଶ୍ବାସ ଅଛି 😊
Really you are so proud for each odia and Odisha and the country of India
🙏🚩ଜୟ ଜଗନ୍ନାଥ 🚩🙏
ଭଲ ଲାଗୁଚି ଭାଇ
ଭାଇ ବହୁତ୍ ଭଲ ଲାଗିଲା 😊
ଭାଇ ବହୁତ୍ ଭଲ ଭାବରେ ବୁଝାଇ ପାରୁଛ ❤❤ ଏମିତି ବୁଝାଅ ଜେମିତି ସଭିଏଁ ବୁଝି ପାରିବେ 👌👌
Hnn
ଭାଇ 🙏ଜୟ ଶ୍ରୀ ଜଗନ୍ନାଥ🙏
ଭଲ ଲାଗିଲା ଭିଡ଼ିଓ 👍
ତୁମେ ଗୁଟେ ସ୍ତ୍ରୀ ଧରିକି ଆସ ଲବ ଭାଇ🎉🎉
ଜୟ ଜଗନ୍ନାଥ 👌👌👍👍👍
So nice video upload. So different cultures.
This was epic ,ଷ୍ଟୋର ରୁମ ଭିତରେ ତା ସ୍ତ୍ରୀକୁ ଷ୍ଟୋର କରିକି ରଖିଚି 😂😂😂😂
Very super
Cinematography ବଢିଆ ହେଇଛି ଏବଂ ତମ କହିବା ର ଶାୟେଲି ବହୁତ ବଢିଆ 👍👍be continued we are always with you
Love you bro 🥰🥰😘
Amazing respect and support. ...for lava da....nice jay jagannath
ବହୁତ୍ ବଢିଆ bro
Interesting to know about a new area.
Jay Jagannath bhai bahuta Bhala lagila video ❤❤🎉🎉
ବହୁତ ଭଲ ଲାଗିଲା ଆପଣଙ୍କ ଭିଡ଼ିଓ...🥰..ଆପଣ ଏମିତି ଭଲ ଭଲ ଭିଡ଼ିଓ କରନ୍ତୁ ମୁଁ ଭଗବାନ ଙ୍କ ପାଖରେ ପ୍ରାଥନା କରୁଛି.. ବହୁତ ଆଗକୁ ଯାଆନ୍ତୁ... 🥰🥰🥰 ଜୟ ଜଗନ୍ନାଥ 🙏
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ। ଆପଣ ଆମ ଓଡ଼ିଶା ର ଗର୍ବ ଓ ଗୌରବ । ଜୟ ଜଗନ୍ନାଥ 🙏🙏🙏
ଭାଇ ତମକୁ ବହୁତ ଧନ୍ୟବାଦ ଭିଡ଼ିଓ କରିଥିବାରୁ
ଭାଇ ବଢ଼ିଆ ❤
🙏ଜୟ ଜଗନ୍ନାଥ 🙏
ଲାବା ଭାଇ ତମ ବିଦେଶ ଯାତ୍ରା ସଫଳ ହଉ ତମ ମନ ଭିତରେ ଯାହା ଅଛି ସବୁ ପୂରଣ ହଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି 🙏
🚩ହରିବୋଲ 🚩
Jay jagannath 🙏🙏
Jay maa Samalei 🙏🙏
Love from jharsuguda Bro ❤️❤️
So beautiful 😍❤️
ଭାଈ ବହୁତ ବହୁତ ସୁନ୍ଦର ❤❤❤
ବହୁତ୍ ବଢିଆ ଲାଗୁଛି ଗ୍ରାମରେ ଥିବା ଲକ
This type of blog is needed.....so impressive
Excellent video and detail description 👌 👍 👏
ଭାଇମୁ ଆଜି ପ୍ରଥମେ ଥର ପାଇଁ ଦେଖୁ ଛି ଯାହାହେଉ ମୁ ଆଜି ତୁମ ପାଇଁ ଦେଖିଲି ଏ ଗାଁ ,, i like you bhai
ଭାଈ ପୁରା superb 👍💝
Thanks 🙏 for this adventure video 📸
Well-done good job
That dialogue __"Store room ରେ ତା ସ୍ତ୍ରୀ କୁ store କରିକି ରଖିଚି" 😅
Really this is called Life , Learn something new beyond from book knowledge 🎉❤
Love you LABA Bhai 🇮🇳🇮🇳🇮🇳🇮🇳
Bande Maataram🙏🙏🙏
Jai Jagarnath 🪔🪔🪔
Bro fast comment bro i love video bro❤ 🎉🎉ଜୟ ଜଗନ୍ନାଥ 🙏🙏
Really very nice
Ghara chhata ta ଗୋବର ରେ କହିଲା but ବର୍ଷା ହେଲେ ତ ଘର ଭାଙ୍ଗିଯିବ 😮
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ
Laba is an unique odia vlogger for odisha,so support him always, and all time,4 crore odia compulsory support to laba ❤❤❤❤
AWESOME PRESENTATION IN VIDEO AND NICE EXPLORATION OF TRIBAL CULTURE
So beautiful❤❤ jay jagannath 🙏
ଯାହା ହେଉ ଭାଇ ଭାଲ ସୁନ୍ଦର ସୁନ୍ଦର ଭିଡ଼ିଓ କରୁଛ ଭାଇ ❤
Tume Bhai bahuta enjoy karuchha god bless you thanks you
Congratulations my brother
Thank you
All odisha people proud of you
God bless you
Jai jagannath 🎉🎉🎉
❤ love you brother . And you are great person in odisha. ସମସ୍ତେ ଯଦି ଭାଇ ଙ୍କୁ ସତରେ ଭଲ ପାଉଛନ୍ତି ! ତେବେ ସମସ୍ତେ love you brother comment କରନ୍ତୁ ! ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤