ଦୁନିଆର ଏ ଭୟଙ୍କର ବିବାହ❗ଏଠି ଝିଅ କିଣା ହୁଏ❓
Вставка
- Опубліковано 9 лют 2025
- Welcome to fresh new vlog , in this video we are showing you a tribal village marriage ceremony, it comes under Kendujhar district Telkoi block karamangi panchayat ALUNI Village . There is different types of marriage ceremony is arranged with tribal rituals and culture. which is best and unique and they are belongs from scheduled tribe. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife #marriagevideo #tribalmarriage #tribalmarriagevideo
ବିଜୁଳି ନାହିଁ। ଦୁଃଖ ଭିତରେ ସୁଖର ଅନୁଭୁତି।ଏକ ସମ୍ପୂର୍ଣ୍ଣ ନିଆରା ଅଲଗା ନୂଆଁ ଵା଼ହାଘର ଦେଖିବାକୁ ମିଳିଲା।ଅଜବ ପରମ୍ପରା।ବାହାଘରେ ସେତେ ଚାକଚକ୍ୟ ନ ଥିଲେ ବି ବହୁତ ଖୁସି ସେମାନେ।ଏଠି ମଣିଷ ଯେତେ ପାଇଲେ ଯେତେ ଖର୍ଚ୍ଚ କଲେ ସେତେ ଖୁସି ପାଇଁ ନଥାଏ।ହସ ହସ ରହିବା ହିଁ ଅସଲ ଜୀବନର ଖୁସି ଯାହା ପାଇବାକୁ ମଣିଷ ସତତ ଚେଷ୍ଟିତ ଜୀବନ ସାରା।🙏🙏
Pic
👏👏👏👏👏👏👏👏👏👏👏👏👏
💯
Guderaite...❤😢😮😅🎉...
ଏହା ତ ସୁନ୍ଦର ବାହାଘର।ଆପଣ ଲେଖିଛନ୍ତି "ଦୁନିଆଁର ଭୟଙ୍କର ବାହାଘର"। ମୁଁ ଭାବୁଥିଲି ବୋଧେ ହଣା କଟା,ଗୁଳି ମାଡ଼ରେ ବାହାଘର ହେବ ।
🙏🙏🙏🙏 share this video and subscribe this channel
A sala ta vayankar lekhichhi, kn lanichhi haramjada kouthikar
😂😅😆😆😆😆😆
ବହୁତ ସୁନ୍ଦର ବାହାଘର ❤️
ବହୁତସୁନ୍ଦର ସୁନ୍ଦର
ଆଦିବସୀ ମାନେ ପରମ୍ପ ରିକ ବିବାହ ବହୁତ ବଲଲାଗିଲା sir ଏହି ମିତ୍ ଭିଡ଼ nic sir
🙏🙏🙏🙏🙏 share this video and subscribe this channel
ବହୁତ ସୁନ୍ଦର ବାହାଘର ପରେ ଏମିତି ହୋଇଚି ଭଲ ଲାଗିଲା
ନୁଆ ଏକ ପରମ୍ପରାର ଝଲକ ଦେଖିବାକୁ ପାଇଲୁ । ଜନଜାତିଙ୍କ ଏ ପରମ୍ପରା ର ଅନୁଭୁତି ଖୁସି ଲାଗିଲା। ଧନ୍ୟବାଦ ।
🙏🙏🙏🙏🙏 ଆପଣଙ୍କର ଦୀର୍ଘ କମେଣ୍ଟ ରେ ପେଟ ପୂରିଯାଏ ମାତ୍ର ଅଳ୍ପ କମେଣ୍ଟରେ ଅଧା ପେଟ 🙏🙏🙏🙏🙏
ବୋହୁତ ସୁନ୍ଦର ବିବାହ ଉତ୍ସବ 😍 କିନ୍ତୁ ଦୁଃଖର ବିଷୟ ତେଲକୋଇ ବିଧାୟକ ସ୍ଥାନୀୟ ପ୍ରଶାସନ କୁ ଟିକେ ସରମ ଲାଗୁନି କି ଅଞ୍ଚଳ କୁ ବିଜୁଳି , ପାନୀୟଜଳ , ରାସ୍ତା ଗମନାଗମନ ସୁବିଧା କରି ପାରୁନି ।
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
ମତେ ବହୁତ୍ ଖୁସି ଲାଗୁଚି👌👌👌👌👌👌
🙏🙏🙏🙏🙏 share this video and subscribe this channel
ଆପଣ ଵ୍ଲଗିଙ୍ଗ୍ ହେଡ୍ ଲାଇନ ଲେଖିବା ଵେଳେ ହୀନ ମାନସିକତାରେ ଆକ୍ରାନ୍ତ ଥିଲେ ?
ସେଇଥି ପାଇଁ ଏପରି ସୁନ୍ଦର ପରମ୍ପରାକୁ ଭୟଙ୍କର କହୁଛନ୍ତି !
ହାୟରେ ଭାରତୀୟ ଜାତିଵାଦ
Bhal lagil bhai
ଆଦିବାସୀ ହୋ ସମ୍ପ୍ରଦାୟ ବହୁତପୁରୁଣା ପରମ୍ପରା କୁଶିରେ କରାଗଲା
Amiti bahaghara hele sampark buhut majbut heiki rahiba verynice wedding
🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
ଜାମୁ ଡାଳ ଟେଣ୍ଟ ❤❤❤❤
🙏🙏🙏🙏🙏 share this video and subscribe this channel
ଏମିତି ନୂଆ ନୂଆ ଭିଡିଓ ଆଣନ୍ତୁ ଭଲ ଲାଗୁଛି ।ଧନ୍ୟବାଦ୍ ।
Very nice 👍
🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏
Chalu chalu Anil vai bahut vala
🙏🙏🙏🙏🙏🙏 share this video and subscribe this channel
Bahuta bhola lagila bhai
ଆଦିବାସୀ ଅମର ରହେ..
🙏🙏🙏🙏🙏🙏 share this video and subscribe this channel
ଏମାନଙ୍କ ପରମ୍ପରା ଏକ ନିଆରା ଯୌତୁକ ମୁକ୍ତ ବାହାଘର, ନା ଅଛି ଛନ୍ଦ ନା ଅଛି କପଟ।
Bahut bhala heichhi
🙏🙏🙏🙏🙏🙏 share this video and subscribe this channel
ବହୁତ ବଢିଆ ପରମ୍ପରା l ଏହା ଉପରେ ଆପଣ ଭିଡିଓ କରିଛନ୍ତି ବୋଲି ଆମେ ଜାଣିବାର scope ପାଇଲୁ l ଏମିତି ଚାଲୁ ରଖନ୍ତୁ l ଧନ୍ୟବାଦ
🙏🙏🙏🙏🙏 share this video and subscribe this channel
Thank you. Vedio bhala lagila
🙏🙏🙏🙏🙏 share this video and subscribe this channel
I am stay out of India I am from Odisha I like your video I love my Odisha culture❤❤❤❤❤
🙏🙏🙏🙏🙏 share this video and subscribe this channel 🙏🙏🙏🙏
ଜାଣି ଶୁଣି ବ୍ଲଗ୍ ବନେଇ ବଦନାମ କରୁଛ । ଆଦିବାସି ମାନଙ୍କର ଏକ ପରମ୍ପରା ଅଟେ ।
Very interesting video bro
🙏🙏🙏🙏 share this video and subscribe this channel
Tame vai ebe ebe duniaku asucha bodhe
.. Sehithi pain tamaku jaha dekhucha nua lagucha.. Bahut pachhare achha
Bahut hin sundar ....... Apana nka ra eei Katha ta badhia laguchi ...😂😂😂😂
🙏🙏🙏🙏🙏 share this video and subscribe this channel
ଆଦିବାସୀ ମାନେ ପାରମ୍ପରିକ ବିବାହ ଭିନ୍ନ ଭିନ୍ନ ଜାଗାରେ ହୁଏ
🙏🙏🙏🙏 share this video and subscribe this channel
ଏହି ସବୁ ଗୀତ ଗୁଡ଼ିକର ସଂରକ୍ଷଣ କରିବା ଉଚିତ୍।
Every tribe in the world have its own culture and traditions
🙏🙏🙏🙏 some community has been ignored their culture and subscribe this channel and share this video
Bahut sunder presentation ❤
🙏🙏🙏🙏🙏 share this video and subscribe this channel
I am from Gajapati dist. You have posted interesting video with trible marriages.
🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏
very nice language
Jay jagannath very nice vlog
🙏🙏🙏🙏🙏🙏🙏 share this video and subscribe this channel
Jete kama thilebi tama vlogs dekhi baku bhuleni.Bahut sundar.🎉
🙏🙏🙏🙏🙏 share this video and subscribe this channel
ବହୁତ ଧନ୍ୟବାଦ ଭାଇ, ସରକାର କୁ ତ ଦେଖିବାକୁ ବେଳ ନାହିଁ
🙏🙏🙏🙏🙏 share this video and subscribe this channel 🙏🙏🙏🙏🙏
ଓଡ଼ିଆ ଲୋକ ଚିନ୍ତା କରନ୍ତୁ। ଏମାନଙ୍କର ଭାଷାକୁ ପୁନରୁଦ୍ଧାର କରନ୍ତୁ।
😂ଭାଇ ବଢିଆ video ଟିଏ ଥିଲା
ମୁଁ କେବେ ଆଗରୁ ଏମିତି ବାହାଘର
ଦେଖିନଥିଲି 😄😄😄😄
ବହୁତ ଭଲ ଭାଇ
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
Nice Bhai
Very nice❤❤❤❤
Very nice 👍
🙏🙏🙏🙏Thanks for the watching and subscribe this channel and share this video
❤❤❤I love my ho parampara
ମାଘିଆ ସରକାର ଏମାନଙ୍କ ପାଇଁ ମରି ଯାଇଚି ଭୋଟ୍ ଵେଳକୁ ଆସିଵ ମାଗିବା ପାଇଁ ଭଲ କରି ପିଟିବ
🙏🙏🙏🙏🙏🙏 share this video and subscribe this channel
ସୁନଦର ପରମପରା।
🙏🙏🙏🙏🙏 share this video and subscribe this channel
Nice
Nice traditional
🙏🙏🙏🙏🙏🙏 share this video and subscribe this channel
Nice tradition..
Very.good
Best tratinal
🙏🙏🙏🙏🙏 share this video and subscribe this channel
ହୋ ଆଦିବାସୀ ଜରମଜିତ,ଜଏ ବିର୍ସା ମୁଣ୍ଡା
ଆଦିବାସୀ ମାନକଂ ବିବାହ ବିଷୟ ଭଲ ଭାବରେ ବୁଝି ଭିଡିଓ ବନାୱ ଝିଅ ବିକ୍ରୀ କଥା କଣ କହୁ ଛ ଓଡିଆ ଲୋକକଂ ଭଳିଆ ଯୋତୁକ ନ ତେଲେ ଝିଅ କୁ ନିରଯାତନ ତିଆଯାଏନି
🙏🙏🙏🙏🙏 ଏମିତି ମତାମତ ଦିଅନ୍ତୁ🙏🙏🙏 share this video and subscribe this channel
ଝୀଅକୁ କିଣା ଯାଏ ନାହି ଏହା ଏକ ବାହାଘର ରଏହା ହେଉଛି ଆଦିବାସୀ ପରମ୍ପରା। ଆମେ ଓଡିଆ ମାନକ ପରି ଯୌତୁକ ପରି କୁ ପ୍ରଥା ନୁହେଁ ଭାଇ
🙏🙏🙏🙏🙏 share this video and subscribe this channel
Sala mendha bujhi paruni, jhetu jhio bapa manku badadana GODANA diyajaa jhio palan kori bada korichhanti, kina jaani
ଏଠି ତ ଝିଅ କୁ କିଣା ବିକା ହେଉଛି ଭାଇରେ ତମ ଆଖିକୁ ଦେଖା ଯାଉନି "ବୋଧହୁଏ ଥାଳିର ପଇସାକୁ ଦେଖିନ😡 ଆଦିମ ମାନବର ପୁରୁଣା ପଚ୍ଛା ସଢା ନିୟମକୁ ଆଦିବାସୀ ପରମ୍ପରା କହୁଛନ୍ତି ଛି..
Tome kn janicho adibasi bisoi re?
ମୁଁ ଏହି ନିର୍ବାଚନ ମଣ୍ଡଳୀର ଅଟେ।
Napay papala❤❤❤❤❤❤
Good
🙏🙏🙏🙏🙏 share this video and subscribe this channel
Swagatam swagatam 🙏🙏🙏🌹🌹🌹
ଏଇ ଜାଗାରୁ ଜଣେ ଯଦି ରାଜଧାନୀରେ ପାଠ ପଢି ଆସେ,ତେବେ ସେ ନବୀନ ପଟ୍ଟନାୟକ ଇଂଲଣ୍ଡରେ ପାଠ ପଢିବା ଠାରୁ ଲକ୍ଷେ ଗୁଣରେ ମହାନ୍।
ଧନ୍ୟବାଦ ଭାଇ
Thank you sir
🙏🙏🙏🙏🙏🙏🙏 share this video and subscribe this channel
Bhai jou jaga ku jauchhanti se jagara address t k bhalaki dia....
ଏଥିରେ ଭୟଙ୍କର କଉଠି ରହିଲା
ନିଜର ଜାତି ପାରମ୍ପାରିକ ଅନୁସରେ ବାହାଘର ହେଇଛି
ଆରେ ଭାଇ ଜାତି ଅନୁସାରେ ବାହାଘର ପ୍ରଣାଳୀ ଅଲଗା ଥାଏ ଏଥିରେ ତୁମେ ଭୟଙ୍କର କହୁଛ
Bhai tuma vlog sabu dina wait kari ta .. new katha sunibaku... 100 tanka .. ku 100 tara gani leniii😅
🙏🙏🙏 share this video and subscribe this channel
Bhoyonkor kipain.... Parampora nojani kinabika kahinki lekhuchho bhai ?
Sari bhae sari
Video bonei baro ochi to Bhalo re banao. aou head line amiti lekhanthu nahi.jono jati bisoi re video bonei baro anumoti dela Kia?
Adibasi parampara thikre janilapare heding lekhantu
Khuntapadare ama bandhu achanti.Mukteswari Hembram
Bhai kau j
jilalara
Thanks🙏🙏🙏🙏
🙏🙏🙏🙏🙏 share this video and subscribe this channel
Ye Keonjhar pate samaste karanti sabu laka
୧୦୦ ରୁ ଅଧିକ ନିୟମ ଅଛି।
ଏଠି ବ୍ରାହ୍ମଣର ଆବଶ୍ୟକତା ନାହିଁ।
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
🙏🙏🙏🙏🙏🙏 share this video and subscribe this channel
It would be nice if your name was mentioned at the beginning of the vdo brother...
🙏🙏🙏🙏🙏 share this video and subscribe this channel and next time I will definitely try
Thanks sanbadik
Aapa jadi bhalare kaunasi tribal community bisayare thhik re jani nahanti tebe kebe b tippani debe nahi eha bisayare bhala bhabe research karibe ta pare video baneibe
Kon bhoyongkoro ho
From kantalei
🙏🙏🙏🙏 share this video and subscribe this channel
ଝିଅ କୁ କିଣା ଝାଏ ନାହିଁ Sir ଏହା ଅମାର ଆଦିବାସୀ ମାନୋଙ୍କ ର ପରମ୍ପରା
ଏହାକୁ ଆମୋର ଦେଶିଆ ଭାଷାରେ (ଝୋଲା ଡାବୁ ବୋଲି କୁହା ଯାଏ ) ଏଇ ପରମ୍ପରା ଆମୋ ଗାଁରେ ଆଜିବି ଚାଲି ଆସିଚି
Jhia kiniba Bhala tradition..🤗🤗🤗Pua ku jhia gharu joutuka aani bikiba bhali to baje tradition nahin 😁😁😁😁😁
🙏🙏🙏🙏 share this video and subscribe this channel
Thanks bro you are 100
🙏🙏🙏🙏🙏🙏 share this video and subscribe this channel
ଆମ କୋରାପୁଟ ରେ ମଧ୍ୟ ଏମିତି ଝିଅ କିଣିବେ
Mising the couture
Bhayankar houchi tumo bibaho karon joutuko pain tumo jatire jhio ku mari dionti janajati comunity re semti kebe news sunichonti??????aponku ajob lagi pare hele tankor jetiki ochhi semane setiki re khusi
R8 କଥା
rahare pua ki khusi aji ta hanichaliba kurrrr😊😅
Sar aapanak video kama thile bi
mu dekhe mu ganjam jilaru deke
🙏🙏🙏🙏🙏🙏 share this video and subscribe this channel
It is common in kolhan tribal.
hii Bro I want to know about Tribal Life of Ho Tribe
❤❤❤
Sarakar turant subidha Kariba jaruri bikas khoje jag.kintu athi
Jaga khojuchhi bikask
bara ra gulare 😅tsorisa tel makhi dea japani nuhin😅😅❤
ଦୁନିଆଁ ର ଭୟଙ୍କର ବିବାହ ଏବଂ ଝିଅ କିଣାବିକା ଏପରି Headline ରେ ଲେଖିବା ଟା ଠିକ୍ ଲାଗୁନାହିଁ I କିଛି ଲେଖିବା ପୂର୍ବରୁ ଟିକେ ଧ୍ୟାନ ଦେବେ I
👏👏👏 ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି 👏👏👏ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ 👏👏
Actually it is not pana in coast of bride, it' is different things,
Apana blog chadi adivasi sanskriti au parampara bisay re addhayan karanntu
Moyurbhanj ro st pramapara
Munda tribal marriage ceremony, means,,Pana.
Kan dahani bah heuthile ki je bhayankar bahaghar lekhichha
🏵️🏵️🏵️🏵️
Are Bhai tome mayurbhanj odisha ku Aasa bahaghor dekhi the
Ajabo nam dele heba nahi Eita Adiwasi bahaghor Aagoru dekhi cho na nahi
🙏🙏🙏🙏 ଆପଣଙ୍କ ବାର୍ତ୍ତା ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି🙏🙏🙏 share this video and subscribe this channel 🙏🙏🙏🙏🙏
ସାର୍ 🙏 ନମସ୍କାର ମୋର ଦାଦା ପୁଅ ପାଇଁ ଗୋଟିଏ ଝିଅ ଠିକ୍ କରି ଦିଅନ୍ତୁ।