ଚାଇନା ଲୋକ କଣ୍ ପାଇଁ ଖେଳନ୍ତି ନାହିଁ CRICKETE || Congratulation team India

Поділитися
Вставка
  • Опубліковано 30 вер 2024
  • ଚାଇନା ଲୋକ କଣ୍ ପାଇଁ ଖେଳନ୍ତି ନାହିଁ CRICKETER || Congratulation team India #mutraveller
    #travel #labahansda

КОМЕНТАРІ • 887

  • @madheiyogendra
    @madheiyogendra 3 місяці тому +370

    ମୟୂରଭଞ୍ଜ କିଏ କିଏ ଦେଖୁଛ ଲବ ଭାଇ ପାଇଁ ଗୋଟେ ❤ ହେଇଯାଉ

  • @kumarajayofficial
    @kumarajayofficial 3 місяці тому +83

    ଲବ ଭାଇ ଚାଇନା ରେ ସ୍କୁଲ କଲେଜ ପିଲାଙ୍କୁ କେତେ🤔🤔🤔 Advance Technology ରେ ପାଠ ପଢା ହେଉଥିବ || ଗୋଟିଏ Request Education video କରିବା ପାଇଁ ଜାଣିବାକୁ ଇଚ୍ଛା କରୁଛି।। ଲବ ଭାଇ ଚାଇନା ରେ Advance Train, Advance Technology ବହୁତ ସବୁ ସହରରେ ଦେଖି ବାକୁ ପାଇଲି, ଆଉ ମତେ ବହୁତ ଭଲ ଲାଗିଲା, ଆଉ ଅଧିକ ଦେଖିବା ପାଇଁ ଇଚ୍ଛା କରୁଛି💔💔💔💔💔💔💔💔💔💔😭😭😭😭😭😭♥️♥️♥️♥️♥️♥️👍👍👍👌👌💯❤❤❤❤❤❤

  • @Nk_officialvlog143
    @Nk_officialvlog143 3 місяці тому +168

    ଓଡ଼ିଶା ରେ ଯେତେ youtubers ଆଉ ବ୍ଲଗରସ୍ ଅଛନ୍ତି ତାଙ୍କ ଠାରୁ ଲବ ଭାଇ ହେଉଛନ୍ତି ୟୁନିକ୍ ଆଉ ବହୁତ୍ intresting ......
    Love from 📍📍KERALA 🥰

    • @hemasagar5938
      @hemasagar5938 3 місяці тому +4

      😊

    • @anjananayak747
      @anjananayak747 3 місяці тому

      ua-cam.com/video/SfeWMIbYkI4/v-deo.htmlsi=q330aNLOBo7v8LY6

    • @allvideo1m
      @allvideo1m 3 місяці тому +2

      Mate Kerala re gote job dei dia

    • @sadankhasla2755
      @sadankhasla2755 3 місяці тому

      Mu bi kerala re ochi bhai

    • @ffbadalyt1969
      @ffbadalyt1969 3 місяці тому

      Asa bhai ama compani re job miliba ​@@allvideo1m

  • @Madhaba_Dora
    @Madhaba_Dora 3 місяці тому +100

    IND 🇮🇳 T20 World Cup ଜିତିଗଲା , ସେଥିପାଇଁ ସମସ୍ତେ ଲାଇକ୍ କର 👍👍👍👍👍👍

    • @OWNTELLENTEDBHAI
      @OWNTELLENTEDBHAI 3 місяці тому

      China jo dino cricket khelibo. Sabu desho. Se dino chini bikibaku poleibo

    • @statusloveskanha2918
      @statusloveskanha2918 3 місяці тому +2

      ତୁ ମେନ୍ଧାଗିହା ଏତେ ଦିନ କୁଆଡେ ଯାଇଥିଲୁ 😂

    • @DebadattaKumbha-bp5jg
      @DebadattaKumbha-bp5jg 3 місяці тому

      😂😂​@@statusloveskanha2918

    • @BholeswarParida
      @BholeswarParida 3 місяці тому +1

      ଭାଇ ତୁ ଗୋଟେ youtub ହ ହେଲା ଭଲ ହବ 😅😅

  • @duniyarangamancha230
    @duniyarangamancha230 3 місяці тому +7

    ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

    • @ytbolo2475
      @ytbolo2475 2 місяці тому

      Only tame dekhucha

  • @hoknowledgeodisha
    @hoknowledgeodisha 3 місяці тому +39

    ମୁଁ ବି ଦିନେ ଭାଇ ଭଳି vloger ହେବି ଆଜି ମୋର 4000 Subscribe Complete ହେଲା 🎉🎉

    • @alokkumarkhuntia9137
      @alokkumarkhuntia9137 3 місяці тому +1

      ଭାଇ ତମ ଭିଡିଓ ଦେଖିବାକୁ ବହୁତ୍ ଭଲ ଲାଗେ ତମ ପାଇଁ ଆମେ ସବୁ ଯେଗା ଦେଖି ପାରୁଛୁ i love you bro ଭଗବାନ ତମକୁ ଭଲରେ ରଖନ୍ତୁ 🙏🙏

    • @iamTrueINDIAN123
      @iamTrueINDIAN123 3 місяці тому

      Bhai blog chadi de..

  • @SLF__RAJESH
    @SLF__RAJESH 3 місяці тому +127

    କେବକ ଲବ ଭାଈ Fans ଲାଇକ୍ କର ଜୟ ଜଗନ୍ନାଥ ❤😊

  • @ROSTER232
    @ROSTER232 3 місяці тому +21

    ମୁଁ ତମର ଗୋଟେ ବି ଭିଡିଓ ମିସ କରେନି
    ଭାଇ ମୋର ଗୋଟେ ଡ୍ରିମ୍ ଅଛି ତମ ସହ ଗୋଟେ ସେଲ୍ଫି ନେବି❤❤

  • @cutysneha_____143
    @cutysneha_____143 3 місяці тому +21

    india world Cup jitila kia kia khusi achha 😉😇😍

    • @TathastuBiswal
      @TathastuBiswal 3 місяці тому +1

      Bhaiya gali mot Dena😂 India won by 7 runs 🗣️ thala for a reason 😜😅

  • @ROSTER232
    @ROSTER232 3 місяці тому +64

    ଧନ୍ୟବାଦ୍ ଲବ ଭାଇ ତମ ପାଇଁ ଚାଇନା ର ସବୁ ଜାଗା ଦେଖି ପାରୁଚୁ ଲୋଭ ଉ ଲବ ଭାଇ

    • @purnatiria237
      @purnatiria237 3 місяці тому +1

      Anya channel re video pakao ki nahin hele ମୁଁ Traveller re Sabudina video asuchhi bahut bhala laguchhi... Thank you so much Laba Bhai ...

  • @G.PayalPriyadarshini
    @G.PayalPriyadarshini 3 місяці тому +5

    ଭାଇ ଆଣ୍ଡାମଣିକୋବର୍ ଦୀପପୁନଜ କୁ କେବେ ଯିବ??😢😢😢😢😢

  • @kulamanipatra
    @kulamanipatra 3 місяці тому +11

    Nice Shearing And Explore 💐 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞

  • @sanjaymohanty5674
    @sanjaymohanty5674 3 місяці тому +2

    Bhai thumbnail lekhicha cricketer cricket kara
    ଆଉ ଚାଇନା ଲୋକକଂର ଆଖି କମ ଖୋଲେ ବଲ୍ ଦେଖି ପାରିବେନି ଠିକ୍ ସେ ବୋଲି ସେମାନେ କ୍ରିକେଟ ଖେଳନ୍ତି ନାହିଂ 😅😅

  • @Madhaba_Dora
    @Madhaba_Dora 3 місяці тому +23

    ଯେଉଁମାନେ ଲବ ଭାଇଙ୍କ ବ୍ଳୋଗ୍ ଭିଡିଓ ଦେଖିବାକୁ ପସନ୍ଦ କର ❤️....👍👍👍1M Coming Soon 🎉 Adv Congratulations 🎉🎉🎉🎉🎉🎉🎉🎉

  • @hrudanandasankhua5824
    @hrudanandasankhua5824 3 місяці тому +9

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @priyanka_9846
    @priyanka_9846 3 місяці тому +3

    Mu ଆଜି ବହୁତ୍ ଖୁସି ମୋ ପାଇଁ ବର ମିଳିଗଲା 😊😅

  • @anupamadas6512
    @anupamadas6512 3 місяці тому +9

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗୁଛି । ଖାଇବା ଓ ପିଇବା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ନିଜର ଦେହ ପ୍ରତି ଯତ୍ନ ନେବା ଉଚିତ୍ ।

  • @TheCrickDream_279
    @TheCrickDream_279 3 місяці тому +4

    Finally ମୁଁ comment କରିଥିବା ଜାଗା ZHANGJIAJIE, CHINA ରେ ଲବ ଭାଇ ପହଞ୍ଚି ଗଲେ So, thank you so much Laba vai🥰

  • @subham1954
    @subham1954 3 місяці тому +7

    Good morning 🌅 ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ଏମିତି ସୁନ୍ଦର୍ ଭିଡିଓ ଆମକୁ ଦେଖାଉଥିବା ଅନେକ ଅନେକ ଧନ୍ୟବାଦ ❤❤❤❤❤

  • @chumukieating
    @chumukieating 3 місяці тому +3

    India team T20 ୱାଲୋଡ଼ କପ ଜିତିଲା 🇮🇳 ଆପଣ ଙ୍କ ମତରେ ଶ୍ରେୟ କାହାକୁ ଦବ.. ମୋ ମତରେ team India କୁ 🇮🇳🇮🇳🇮🇳

  • @SHREYAGURUNG123
    @SHREYAGURUNG123 3 місяці тому +13

    Wow so nice❤

  • @RaniPari-jt5rl
    @RaniPari-jt5rl 3 місяці тому +9

    ଲବ ଭାଈ ଜୟ ଜଗନ୍ନାଥ ❤ ଭାଈ ଚାଇନା ର ପୋଲିସ କୁ ଦେଖାଅ କେମିତିକା ଆମେ ଦେଖିବୁ ❤😊

  • @tarashansdah5976
    @tarashansdah5976 3 місяці тому +5

    Jou Mane laba Bhai ra struggle pasand karucho gote like kara ❤❤❤

  • @benudharabehera5021
    @benudharabehera5021 3 місяці тому +26

    ଲବ ଭାଇ ଆପଣଙ୍କୁ ମୋର ପ୍ରଣାମ 👏ବହୁତ ଭଲ ଭ୍ରମଣ କରୁଛନ୍ତି ଆପଣ ଟିକେ ଶ୍ରୀଲଙ୍କା କୁ ଯିବେ ଯଦି ଭାଇ ହୁଅନ୍ତା

  • @JssardarLife
    @JssardarLife 3 місяці тому +4

    Indian ICC T20 world cup winner 🏆🥇🥇🏆🥇

  • @BramhanandaKanhar-tn5eh
    @BramhanandaKanhar-tn5eh 3 місяці тому +11

    ଫାଷ୍ଟ ଲାଇକ ଲବ ଦାଦା ❤❤❤

  • @littlequeenrakhi
    @littlequeenrakhi 3 місяці тому +3

    ଆମ ଦେଶ ଓ ରାଜ୍ୟ ସରକାର ଓ ଜନତା କେବଳ ନିଜ ସୁବିଧା ହାସଲ ପାଇଁ ଉଦ୍ୟମ ଦେଶ ରାଜ୍ୟ ଉନ୍ନତୀ କିପରି ହେବ

  • @Satyaopstatus
    @Satyaopstatus 3 місяці тому +6

    Cuttack ru kie kie dekhucha like kara .

  • @Naranmarndi46
    @Naranmarndi46 3 місяці тому +39

    ଚିନ ଦେଶ ର ବିଚାର ଧାରା ନାସ୍ତିକ ଅଟେ।
    ଦେଶ ବିକାଶ କରିବା କୁ ହେଲେ ଅନ୍ଧ ନ ହୋଇ ନାସ୍ତିକ ଓ ତର୍କ ଶିଳ ହେବାକୁ ପଡିବ ❤
    ଜୟ ଆଦିବାସୀ ❤
    ଜୟ ସଂବିଧାନ ❤

    • @BramhanandaKanhar-tn5eh
      @BramhanandaKanhar-tn5eh 3 місяці тому

      ଜୟ ଭୀମ

    • @kanhumurmu5702
      @kanhumurmu5702 3 місяці тому

      Joy constitution

    • @anjananayak747
      @anjananayak747 3 місяці тому

      ua-cam.com/video/SfeWMIbYkI4/v-deo.htmlsi=q330aNLOBo7v8LY6

    • @Jagannath-nayak
      @Jagannath-nayak 2 місяці тому

      Asali andha biswasi
      tame nije
      Adivasi Mane
      Sethi pai
      A gyan adibasi samaj ku abaswak

    • @kanhumurmu5702
      @kanhumurmu5702 2 місяці тому

      @@Jagannath-nayak porom gandi mara tume

  • @ananthvarun9159
    @ananthvarun9159 3 місяці тому +8

    Moro past like rayagada district ru jai jagannath 🙏🙏👍👍👍

    • @mstatuscreation784
      @mstatuscreation784 3 місяці тому

      bhai tomoro past like hele moro future like 😅😅

  • @Untalentedguy-fan_
    @Untalentedguy-fan_ 3 місяці тому +2

    ଭାଇ ମୁଁ raighr umarkote ରୁ ନବରଙ୍ଗପୁର big fn

  • @dusmantarohidas1349
    @dusmantarohidas1349 3 місяці тому +5

    ଆଜି ମୋର ଜନ୍ମ ଦିନ 🙏☺️

  • @hoknowledgeodisha
    @hoknowledgeodisha 3 місяці тому +5

    ଲବ ଭାଇ ପାଇଁ ଦିଲ୍ସେ ❤❤👍 ହୋଇ ଯାଉ

  • @rameshbesra2594
    @rameshbesra2594 3 місяці тому +4

    T20 World Cup...2024 champion... India....🎉🎉🎉 Congratulations 👏👏👏 to❤se... from jharkhand... Johar ✌️✌️✌️

  • @K_Ram_Babu
    @K_Ram_Babu 3 місяці тому +5

    ❤️ ଲବ ଭାଇ ପାଇଁ ଗୋଟେ 👍like ❤️💯ହେଇଯାଉ

  • @purnapradhan9553
    @purnapradhan9553 3 місяці тому +1

    ❤ ଜୟ ଜଗନ୍ନାଥ ❤ ନମସ୍କାର ❤ଭାଇ ଆପଣ ଓଡ଼ିଶାର କେଉଁ ଜଗାରୁ ଜଣାନ୍ତୁ ବହୁତ ଖୁସି ଲାଗୁଛି ❤ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି ଜାହା ମୁଁ ଅନୁଭବ କରୁଛି ❤ ଧନ୍ୟବାଦ ❤ ଭୁବନେଶ୍ଵର, ଓଡ଼ିଶା ❤

  • @aadilifestyle7378
    @aadilifestyle7378 3 місяці тому +5

    ଜୟ ଜଗନ୍ନାଥ love from କେନ୍ଦ୍ରାପଡ଼ା❤❤❤

  • @manaskumar9259
    @manaskumar9259 3 місяці тому +2

    👍👍👍👍👍👍👍

  • @PrativaMallick-pg3ux
    @PrativaMallick-pg3ux 2 місяці тому +1

    Next time foreign country ର mini tiller ଚାଷ ପାଇଁ କେଉଁ ପରି ବ୍ୟବହାର କରାଯାଏ । ଖାସ୍ କରି china ର ଦେଖାଇବା ଦରକାର ।

  • @Khatraprakash
    @Khatraprakash 3 місяці тому +10

    NICE VIDEO BHAI ❤❤

  • @hemantabahera8047
    @hemantabahera8047 3 місяці тому +32

    ଶୁଭ ସକାଳ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤

  • @GotiMuktiAndolan_Odisha
    @GotiMuktiAndolan_Odisha 3 місяці тому +4

    ଲବ ଙ୍କର ସମସ୍ତ ଭିଡିଓ ମୋତେ ଭଲ ଲାଗେ କାରଣ ସେଥିରେ ସୂଚନା ସହିତ ଶିକ୍ଷା ମଧ୍ଯ ଥାଏ

  • @AbhimanyoSenapati
    @AbhimanyoSenapati 3 місяці тому +2

    ଭାଇ ଚାଇନା ଭିଡିଓ ଦେଖି ବହୁତ ଖୁସି ଭାଇ ଚାଇନାର ବେଙ୍ଗ,ସାପ ଖାଉଥିବାର ଦେଖାଅ❤❤

  • @Satyaopstatus
    @Satyaopstatus 3 місяці тому +5

    Jay jaganatha swami . Love you Laba bhai

  • @BirendraKumar-r4y
    @BirendraKumar-r4y 3 місяці тому +2

    Thakurmunda m.b.j love you Loba bhai

  • @RahulRihanExpress
    @RahulRihanExpress 3 місяці тому +5

    ଲବ ଭାଇ ବହୁତ ଭଲ ଲାଗୁଛି ନୂଆଁ ଭିଡ଼ିଓ

  • @samayranjanmallik6598
    @samayranjanmallik6598 3 місяці тому +1

    ପୁରୀ ଜିଲ୍ଲା କିଏ କିଏ ଦେଖୁଛ ଲବ ଭାଇ ପାଇଁ ଗୋଟେ ♥️ like me 🤙

  • @narayanraha4267
    @narayanraha4267 3 місяці тому +4

    ଧନ୍ୟବାଦ୍ , ବହୁତ୍ ସୁନ୍ଦର୍ ହୋଇଛି ଏ video ତା .

  • @sibanihembram4730
    @sibanihembram4730 3 місяці тому +1

    ଲବ ଭାଇ ସବୁଆଡ଼େ ତ travell କରୁଛ ଥରେ north korea କୁ ଯାଅ

  • @ManasKumar-ho3tm
    @ManasKumar-ho3tm 2 місяці тому +1

    ମଙ୍ଗଳ ଗ୍ରହ ରୁ କୋଉ କୋଉ ମାନେ ଦେଖିଛ ଭାଇକୁ like କର❤❤❤❤❤

  • @Sibaram12370
    @Sibaram12370 3 місяці тому +1

    ଚାଇନା ଲୋକ କାହିଁକି ଖେଳୁନାହିଁ ନ୍ତି 😜 କାହିଁକି ନା ତାଙ୍କର ଖେଳ ରେ ମୁଡ଼ୁ୍ ନାହିଁ ବେଶିରେ ଟେକଲୋଜ୍ ଜନ୍ତର ଉପରେ ନଜର କାହିଁକି ନା ଇନି୍କମ୍ ବେଶି ଖେଳକୁ ନଜର ଦିୟତିନି

  • @chumukieating
    @chumukieating 3 місяці тому +1

    china ର ଭିଡ଼ିଓ ମୋତେ ବହୁତ ଭଲ ଲାଗୁଛି ଆପଣ ଭିଡ଼ିଓ ସବୁବେଳେ ଦେଖୁଛି

  • @samartarei
    @samartarei 3 місяці тому +2

    ଆପଣଙ୍କ ନା ଆଜିଠାରୁ ଲଭ୍ ଭାଇ ନଟ ଲବ ଭାଇ😀

  • @sonampanda530
    @sonampanda530 3 місяці тому

    Kandhamal ru kia kia dekhucha

  • @SupremePower-wu7lz
    @SupremePower-wu7lz 3 місяці тому +1

    ଚାଇନା ରେ ମହିଳା ମାନେ ସବୁ ଦୋକାନ ବଜାର ରେ ଅଛନ୍ତି ପୁରୁଷ ନାହିଁ କି

  • @singraitudu3228
    @singraitudu3228 3 місяці тому +1

    ମୟୂରଭଞ ରୁ କିଏ କିଏ ଦେଖୁଛ ?

  • @Pintupuspalifestyle
    @Pintupuspalifestyle 3 місяці тому +2

    ଭାଇ ମୁଁ ଦେବଗଡ଼ ଜିଲ୍ଲାର ଆପଣଙ୍କ ସବୁ ଭିଡ଼ିଅ ଦେଖେ ବହୁତ ସୁନ୍ଦର ଲାଗେ

  • @LaxmanNaik-e8w
    @LaxmanNaik-e8w 3 місяці тому +2

    ଲୋବ ଭାଇ ବୋହୁତ ଭଲ ଲାଗିଲା ଭିଡ଼ିଓ Jay Jagannath 👏👏👏👏👏

  • @badalsen1422
    @badalsen1422 3 місяці тому +1

    Olympic re nathibaru. Khelu na thila. Ebe add heba 2028 ru cricket🏏. Ebe badya kheliba.

  • @PILCHURAMBESHRA
    @PILCHURAMBESHRA 3 місяці тому +2

    Laba Bhai National vlonger ...very nice

  • @narayantripathynarayantrip2865
    @narayantripathynarayantrip2865 3 місяці тому +1

    Beautiful city 🏙️🏙️ trips to china safe travels 🧳🧳 happy journey God bless you

  • @rangalifestyle143
    @rangalifestyle143 3 місяці тому +4

    ବହୁତ ବହୁତ ଧନ୍ୟବାଦ ଭାଇ ତମ ଦେଇ ଆମେ ଚାଇନା ର ସବୁ ବିଷୟ ବସ୍ତୁ ଜାଣୁଛୁ 😊

  • @kartikamajhi3530
    @kartikamajhi3530 3 місяці тому +1

    ଭଦ୍ରକ କିଏ କିଏ ଦେଖୁଛ ଲବ ଭାଇଙ୍କ ପାଇଁ ଗୋଟେ ଲାଇକ କର

  • @ssankarbbose6398
    @ssankarbbose6398 3 місяці тому +1

    ଭାଇ ତମେ ସହର video ବନଉଛ। ଗାଁ ର video ବନଉନ। ଗାଁ ର video ବନାଅ

  • @susantakumarnanda4875
    @susantakumarnanda4875 3 місяці тому +3

    I❤ ଲବ ହାଁସଦା ଭାଇ

  • @Kaliyug733
    @Kaliyug733 3 місяці тому +1

    Lava bhai USA ra Alaska city ku explore karo.moja ayega 6month dina au 6 month rati heuchi puni seti.😊❤❤

  • @manojsamal737
    @manojsamal737 3 місяці тому +4

    ଜୟ ମା ଭଦ୍ରକାଳୀ

  • @surendraguin6297
    @surendraguin6297 3 місяці тому +2

    ଜୟ ମା ତାରିଣୀ

  • @dilseswadhin9621
    @dilseswadhin9621 3 місяці тому +2

    ଲବ ଭାଇ fan ame travel ର fan 1:47

  • @misskoraputia3171
    @misskoraputia3171 3 місяці тому

    Iam form malkangiri....❤ଆଜି ଦେଖିବା କୋରାପୁଟି ଆଦିବାସି ଦେଶିଆ ଭାଇମାନେ ଲଭ ଭାଇର ଭିଡିଓ କେତେ ଜଣ ଦେଖୁଛ😂😂😂😂😂

  • @ChhabiloJani
    @ChhabiloJani 3 місяці тому +2

    ❤❤❤❤❤❤ଭାଇ ଭାଇ ଭାଇ ❤❤❤❤❤❤

  • @dhanirambeg7820
    @dhanirambeg7820 3 місяці тому +4

    ଲବ ଭାଇ ଯୁହାର 🎉🎉🎉🎉

  • @utubersarada
    @utubersarada 3 місяці тому +2

    Laba bhai 🙏 mu sarada #krushaksathiodisha UA-cam channel ru kahuchhi..... Please chaina re keun chasa heuchhi se bisayare video kara

    • @Krushaksathiodisha
      @Krushaksathiodisha 3 місяці тому

      Bhai aapana please saethikara chasa kipari heuchhi... Video karantu

  • @GuduKalash-oi3em
    @GuduKalash-oi3em 3 місяці тому +2

    Nayagarh 🙏🙏bhai

  • @rabising8336
    @rabising8336 3 місяці тому +2

    Love you ଭାଇ ❤❤❤❤❤❤❤🎉🎉🎉🎉🎉🎉🎉

  • @RAGHUNATH-h5y
    @RAGHUNATH-h5y 3 місяці тому +1

    କିଏ କିଏ ଲବ ଭାଈ ର ଭିଡିଓ ଦେଖୁଛ like କର

  • @kisanbabuvlog9129
    @kisanbabuvlog9129 3 місяці тому +1

    Fist comment from Bonaigarh🎉🎉❤❤❤Love you Loba Bhai

  • @p.k.rmurmuofficialentertai9587
    @p.k.rmurmuofficialentertai9587 3 місяці тому

    ଭାଇ ଚାଇନାର BEIPANJIANG BRIDGE ଆମକୁ ଦେଖେଇବ ଭିଡିଓ ମାଧ୍ୟମରେ। ଭାଇ Please... ❤Bro
    I'm From Indian ,Odisha ,Keonjhar. Ghasipura.

  • @Rajkishormajhi-ty6dj
    @Rajkishormajhi-ty6dj 3 місяці тому +1

    Euro Cup final Dekhi jibo Live teke Dekhaibo

  • @ArjitSinghLofiMusic
    @ArjitSinghLofiMusic 3 місяці тому +1

    Mu fast ❤❤❤

  • @nitaidas7724
    @nitaidas7724 3 місяці тому

    Pronam lobo vai ..mu West Bengal ru dekhuchi tomo video.
    Mu bengali, but oriya bujhi pare au tomo video bohut interesting lage

  • @mishramahala7669
    @mishramahala7669 3 місяці тому +1

    Laba bhai sethi school au college dekhibani kemiti
    Ame dekhibu

  • @sk_srikant___07
    @sk_srikant___07 3 місяці тому +5

    Nice bhai ❤

  • @KabitaBarik-jq3hr
    @KabitaBarik-jq3hr 3 місяці тому

    ଭାଇ ନମସ୍କାର ମୁଁ ତମର ସବୁ ଭିଡ଼ିଓ ଦେଖେ ତମେ ଏତେ ଭଲ ଭିଡିଓ କରୁଛ ନ ଦେଖିଲେ ରହିହ‌ଉନି ଏମିତି ଆଗକୁ ଚାଲ ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ରହିଥାଉ ଭାଇ ଆମ ଘର ପୁରୀ

  • @munanayak-4590
    @munanayak-4590 3 місяці тому +1

    Bhala video thila
    Laba bhai jay Gagannath

  • @subhasrinayak603
    @subhasrinayak603 3 місяці тому +1

    Keonjhar ru kia kia dekhucha like please❤❤❤

  • @t.n.timepass9800
    @t.n.timepass9800 3 місяці тому

    ଇଣ୍ଡିଆ T 20 world cup ଜିତିବା ପରେ ଯେଉଁମାନେ ଅଧିକ ଖୁସି ଅଛନ୍ତି like❤️ କରନ୍ତୁ l

  • @DiwanaLife
    @DiwanaLife 3 місяці тому +1

    Bhai Doi bora miluchi ki nh, Chinese re ❤❤❤❤

  • @Village_vlogger_rajesh8457
    @Village_vlogger_rajesh8457 3 місяці тому

    ଭାଇ ମୁଁ ଆଜିଆପଣ ଙ୍କ ଭିଡ଼ିଓ 2ମିନିଟ ଦେଖିଛି ପ୍ଲଜ଼ ନବ ଭାଇ Ripley dia

  • @Msbhagyavlog
    @Msbhagyavlog 3 місяці тому

    ମୋତେ ଭାଡ଼ିଆ ଲାଗୁଚି ଆପଣଙ୍କ ଭିଡ଼ିଓ
    ମୋ ଭିଡ଼ିଓ ବି ଟିକେ ଦେଖି ନିଅନ୍ତୁ ବଢିଆ heichi

  • @dambrudharnayak7809
    @dambrudharnayak7809 3 місяці тому +2

    ନମସ୍କାର ଲବ ଭାଇ ❤❤

  • @dwarikanath1958
    @dwarikanath1958 3 місяці тому

    ତୁମେ ଦେଖୁଥିବା ଫଳ ହେଲା apple ,cherry ,ଅଙ୍ଗୁର ସବୁ ଖାଇବା ଉପଯୋଗୀ |

  • @DebendraHesa-zp8xp
    @DebendraHesa-zp8xp 3 місяці тому +1

    Mu first dekhuchi Bhai like kara

  • @Roshni_budhia
    @Roshni_budhia 3 місяці тому +1

    From privious vlogs
    ୫ ଦିନ ଚାଇନା ରେ ରହି ତୁ ବୁଦ୍ଧିଆ ହୋଇଗଲୁ।ତୁ ଚାଇନା ର railway network କଥା କହି ପାରୁଛୁ କିନ୍ତୁ ଭାରତ ର road network world ରେ ଏକ ଏକ ନମର କହିଲା ଵେଳେ ତତେ ଲାଜ ଲାଗୁଛି।ଯେଉଁ କୋରୋନା ଵଜାର କୁ ଯାଇଛୁ ନା ଆଉ ମୋଦି ମୋଦି କରୁଛୁ INC government ଥିଲେ କେବେଠୁ ମରି ଯାଇଥାନ୍ତୁ। ତୋ କଥା ରେ ଲାଗେ ପାଠ ତ ପତ଼ି ନ ଥିବୁ ଵିଲ ର ପରିଶ୍ରମ ଜାଣି ଏମିତି କଥା କହୁଛୁ।ଅଳ୍ପ ବୁଦ୍ଧି ଭୟଙ୍କରୀ 😂। ତମ ଜାତି କୁ caste kota ରେ priority ଦେଇ ମଧ୍ଯ ବେକାରି ଅଛୁ ଆଉ youth କୁ ଖରାପ କଥା କହିବା ଆଉ indians ମଧ୍ଯରେ hate spread କରୁଛୁ।#antindian👎#shame
    Dammnn sure he will campaign for a pollitical party after became famous❗❗

    • @indrabatimajhi7544
      @indrabatimajhi7544 3 місяці тому

      ତର କଣ ଫାଟୁଛି ବେ

    • @Roshni_budhia
      @Roshni_budhia 3 місяці тому

      @@indrabatimajhi7544 j mu ta taku kahili tor kna phatila murkha 🤣

    • @Roshni_budhia
      @Roshni_budhia 3 місяці тому

      @@indrabatimajhi7544 murkha tor kn pain phatila ka toh🤣

  • @Gwnarottam
    @Gwnarottam 3 місяці тому +1

    Network dwara pakhi mari jauchhanti au kana na technology duniya tiwari karuchhanti manisha hi banchi raibe ki tike bhai mane ahi bisaya re andolana heba darkar

  • @bhaiteravlogbala
    @bhaiteravlogbala 3 місяці тому

    ଆରେ ଭାଇ eguda ଇଣ୍ଡିଆନ ଦଣ୍ଡି ପଲା ବା ଯାହାକୁ ସାଧାରଣ ରେ ଗୋଟି ପଲା କୁହାଯାଏ ବୁଝିଲ ଗୋଟେ ପଟେ ଓଜନ ହୁଏ eguda ଆମ ଆଠଗଡ side ରେ ଯୋଉ ମା ମାନେ ଶୁଖୁଆ ବେପାର, ମାଛ ବେପାର କରନ୍ତି 2011 ମସିହା ପର୍ଯ୍ୟନ୍ତ ଖୁବ୍ ବ୍ୟବହାର ହେଉଥିଲା ଏବେ ଏସବୁ ଆଉ ନାହିଁ ସେ ପୁରୁଣା ଲୋକ ସମୟ ସହିତ ଚାଲି ଗଲେଣି

  • @YTFURGAL
    @YTFURGAL 3 місяці тому +2

    I Love you India ❤👍

  • @sidharthDesiamusic
    @sidharthDesiamusic 3 місяці тому +1

    Labo bhainko vdo ku kie kie wating karitile like koro❤

  • @NandakiswarMallick
    @NandakiswarMallick 3 місяці тому +1

    ଜୟ ଶ୍ରୀଜଗନ୍ନାଥ ଲବବେଟା ଧନ୍ଯବାଦ ❤❤❤❤❤❤

  • @KakrisoleYoutuber
    @KakrisoleYoutuber 3 місяці тому +1

    ଭାଇ ବହୁତ ବଢିଆ ଜାଗା ମତେ ତ ଯିବାକୁ ଇଛା ହେଉଛି ଭାଇ ତୁମର ସହ କେବେ ନେଇ ଯାଅନା ଦୁଇ ଭାଇ ବୁଲି ବା ❤❤