Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଆଫଗାନିସ୍ତାନ ର ଗାଁ, କୃଷିକ୍ଷେତ୍ରର ପରିବେଶ, ଗାଁ ଲୋକମାନଙ୍କ ସହ ମିଶିବା , ମିଳିତ ଭାବେ ଭୋଜନ କରିବା ଇତ୍ୟାଦି ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଆନନ୍ଦଦାୟକ ଲାଗିଲା। ଧନ୍ୟବାଦ।
Good👍👍 ii
ତୁମ ଭିଡିଓ ସବୁ ଅତି ସୁନ୍ଦରକଥାବାର୍ତ୍ତା ଅତି ସୁନ୍ଦର,ଦୂରେଇ ଯାଉ ତମ ଜୀବନର ଅନ୍ଧାରଭରି ଯାଉ ଖୁସିର ସମ୍ଭାର,ଲବ ଭାଇ ତୁମକୁ ଜାଣନ୍ତୁ ସାରା ସଂସାର,ତୁମ ଯାତ୍ରା ହେଉ ସଫଳ।❤❤
ଯାହା ହେଉ ଲବ ଭାଇ ପାଇଁ ଆମର ଆଫଗାନିସ୍ଥାନ ବୁଲା ହୋଇଗଲା❤
ସବୁ ଦେଶ ବୁଲିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହଁ,,, ହେଲେ ଲବ ଭାଇ ଙ୍କ ପାଇଁ ଆମେ କେତେ ନୂଆ ନୂଆ ଯାଗା ଦେଖୁଛୁ 😊,,, ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି ଭାଇ 🥰,,, ଧନ୍ୟବାଦ ଭାଇ ସକାଳୁ ସକାଳୁ ଏମିତି ନୂଆ ନୂଆ ଭିଡ଼ିଓ ପୋଷ୍ଟ କରୁଥିବାରୁ 🙏😊,,,
Hmm
You so beautiful
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା ଆମ୍ଭମାନଙ୍କୁ ବହୁତ ସୁନ୍ଦର ଭିଡ଼ିଓ ଦେଖାଉଥିବାରୁ ବହୁତ ବହୁତ ଧନ୍ୟବାଦ l
ଏଇଟା ହିଁ ପ୍ରକୃତ ଆଫଗାନିସ୍ତାନ । ଲାଇଫ ଷ୍ଟାଇଲ ଦେଖି ଖୁସି ଲାଗିଲା ଯେ ସରଳ ନିରୀହ ପଣିଆ ପାଇଁ । ଦୁଃଖ ବି ଏଇଥି ପାଇଁ ଲାଗିଲା ଯେ ବିକାଶର ଚିହ୍ନବର୍ଣ୍ଣ ନାହିଁ ଆଉ ଶିକ୍ଷା ସ୍ବାସ୍ଥ୍ୟ ଠୁ ଏମାନେ କେତେ ଦୂର ରେ !!!!!
ସକାଳୁ ସକାଳୁ ଲବ ଭାଇ video dekhi sabu bele ଦିନ ବି ଭଲ ଲାଗୁଛି ❤❤
ମାନିଗଲି ଭାଇ ସମସ୍ତଙ୍କୁ ନିଜର କରିବାର ମନ୍ତ୍ର ଆପଣଙ୍କ ଠାରୁ ଶିଖିବାର ଅଛି 😊
Vdo mst👌 gaon b sundar heichi aw khaiba b 😋😋😋
ଚିନି ହଉନି ବାଇ ଏଇ ଖୁସ୍ତୁମୋ ପିନ୍ଦିଲା ପରେ ବାଇ ଅପ୍ପଗାନିସ୍ତାନ ର ଲୋକ ପରି ଦେଖା ଯାଉଛୁ ବାଇ ଜୟ ଭାରତ ଜୟ ଜଗନ୍ନାଥ.............😊
Kalia afghani😂 pratham thara dekhuchi
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏...
ବାଇ ନୁହ ଭାଇ ହେଇଥାଏ 😂😂😂
Gudo deide chini nai hela
ଏ ବାଇ କନ ଲେକିଚୁ ରେ କିଚି ବୁଜି ଏଉ ନାଇ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 Good bless you 👍
Afghanistan dinner, lunch very unique...style..i like...villagers wellcome to laba bhai... 🎉..excellent..all people there
ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶାନା ହୃଦୟର ରେ ଅଛି କିଛି ହରେଇବାର ଭୟ.ଏଇ ତ ଜୀବନ#ଜୀବନ#ଯାଯାବର
ଯୁହାର ଲବ ଭାଇ 🎉କସ୍ଟୟୂମ ରେ ଭାଇ ଭଲ ଦେଖା ଯାଉଛେ ପୁରା ମିଶି ଯାଏଛେ ରୁରାଲ ଏରିଆ ଦେଖି ବହୁତ ଭଲ ଲାଗିଲା ❤❤
ହଁ, ଏମିତି କିଛିବର୍ଷ ପୂର୍ବରୁ ଆଫଗାନିସ୍ତାନ ଥିଲା। ସମୃଦ୍ଧ ଆଫଗାନିସ୍ତାନ ର ଲୋକେ ଭାରତୀୟ କୁ ଅର୍ଥ ଉଧାର ଦେଉଥିଲେ ଯାହାର ପ୍ରମାଣ ରବିନ୍ଦ୍ରନାଥ ଠାକୁରଙ୍କ କାବୁଲି ବାଲା ଗଳ୍ପ ରୁ ମିଳେଧନ୍ୟବାଦ
ଶୁଭ ସକାଳ ଲବ ଭାଇ.... 🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖିଥାନ୍ତୁ 🙏 ଜୟ ଜଗନ୍ନାଥ 🙏🙏🙏
ଆଜିର ଭିଡ଼ିଓ ଟା ଭଲ ଲାଗିଲା fist time muslim ଲୋକଙ୍କୁ ଦେଖି ସରଳ ଲୋକ ଭଳି feel ହେଲା..
Iran travel vlog guda dekha sethi bi bahuta bhala loka
❤thank you bro... Information for other countries
ଲୋଭ ୟୁ ଭାଈ ଆଫଗାନିସ୍ତାନରେ ବି ତମେ ସମସ୍ତଙ୍କୁ ନିଜର କରିନଉଚ ଜୟ ଜଗନ୍ନାଥ ଭାଈ
ବୋହୁତ ସୁନ୍ଦର video ଭାଇ ❤️...!ଏମିତି ଆଗକୁ ଯାଉଥାଅ ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ l
ବହୁତ ବହୁତ ଧନ୍ୟବାଦ ଭାଇ, ଯାହାହେଉ ଏତେବଡ଼ risk ନେଇ ଆପଣ ଆଫଗାନିସ୍ତାନର ଲୋକମାନଙ୍କର ଚାଲି ଚଳଣିକୁ ଉପସ୍ଥାପନା କଲେ ଏବଂ କେତେ ପଥ ଅତିକ୍ରମ କରି ଗାଁ ଗଣ୍ଡାର ଦୃଶ୍ୟକୁ ମଧ୍ୟ ଉପସ୍ଥାପନା କଲେ, ବହୁତ ଭଲ ଲାଗିଲା ।🙏🙏🙏💐💐💐
Very beautiful Village...
Yes Beutiful
Hii
L Y Brother, ମନକୁ ଛୁଇଁଲା, ବହୁତ ସୁନ୍ଦର ଭିଡ଼ିଓ, ବହୁତ ସୁନ୍ଦର ଜାଗା, ଆଉ ସେମାନଙ୍କୁ ଆଥିତ ବହୁତ ଭଲ ଲାଗିଲା 😄❤️🌹😄❤️🌹😄❤️🌹
ବହୁତ୍ ଭଲ ଲାଗିଲା ଆଫଗାନିସ୍ତାନ ପରିବେଶ ଜୟ ଜଗନ୍ନାଥ
ଭାଇ ଜାହଉ କେତେ ସୁନ୍ଦର ହେଇଚି ଗାଁ କିନ୍ତୁ କାଲା ଆଗରେ ମୂଳା ଚୁଵେଇଲା ପରିଭାଷା ଵୁଝୀ ପାରୁନାହାନ୍ତି ସେ ଜାହଉ ଆମେମାନେ ଦେଖି ଲୁ ଖୁସୀ ଲାଗିଲା 👌👌👌👌👌
Thanks Laba bhai to see my another lovable country Afghanistan.I love Bharat and Afghan friendship.
ମୁଁ ବାଲେଶ୍ବର ରୁ ଦେଖୁଛି ଆପଣ ମାନେ କେଉଁଠାରୁ ଦେଖୁଛନ୍ତି ❤
Jajpur
Balasore 🎉
ARUNACHAL PRADESH
Lots of love to afganistgan people from India ❤❤❤❤❤
ଦେଖି ଜଣାପଡୁଛି ଏଠିକାର ଲୋକ ମାନେ ବହୁତ ସରଳ କିନ୍ତୁ କିଛି ଲୋକମାନଙ୍କୁ ଯୋଗଁୁ ନାମ ଖରାପ ହେଉଛି
Like the peoples of Afghanistan & shown good manner to you.Thanks to you & Afghanistan for video.
ସମସ୍ତଙ୍କ ଭାଗ୍ୟ ନଥାଏ ବିଦେଶ ବୁଲିବା l❤❤❤
ଭାଇ ପାଇଁ ଗୋଟେ like ଦିଓ jai shree ram 🙏
LABAJI:GOOD NIGHT.ENJOY AFGANI LIFE THROUGH YOUR VEDIO.WE ARE TRILLED.
...... this episode was too nice.... the village life.. agriculture field ... hospitality of afagan interesting... thanks laba da❤️
ଭାଈ ଓ ଭଉଣିମାନେ ମୋତେ ଗୋଟେ କଥା ଖରାପ ଲାଗିଲା ଯେ ଆପଣମାନେ video ଦେଖୁଛନ୍ତି କିନ୍ତୁ like କରୁନାହାନ୍ତି ? ଆମ ଲବ ଭାଈ ନିଜ ଜୀବନକୁ ବାଜୀ ଲଗେଇ ପରିଶ୍ରମ କରି ଆମ ପାଇଁ video post କରୁଛନ୍ତି ଧନ୍ୟବାଦ ଲବ ଭାଇ Love From Ganjam ❤❤❤
VERY NICE VILLAGE LIFE IN AFGHANISTAN 🇦🇫 GOOD MORNING JOHAR ASLAM MALIKUM.❤❤❤❤
ଆଫଘାନିସ୍ତାନ ର ଗାଁ ବହୁତ ସୁନ୍ଦର ଆଉ ସେଠିକାର ଲୋକ ବି। ଭାରତ ରେ ରହି ସେକଥା ଆମେ ବୁଝି ନଥିଲୁ। ଅନେକ ଧନ୍ୟବାଦ ଆମକୁ ବାସ୍ତବତା ଦେଖିବାର ସୁଯୋଗ ଦେଲ।
ଏତିକିରେ ମୋର ବକ୍ତବ୍ୟ ଶେଷ କରୁଛି ❤❤ Love u laba bhai😂
ଲବ ଭଇକୁ ❤❤😊So, beautiful😍💓😍💓 very much
Super bhai ❤❤❤❤Great Great Great ❤❤❤❤❤❤❤🙏🙏Jay Jagannath🙏🙏
SabseAageSanatanSanskruti 🇮🇳🇮🇳🇮🇳🇮🇳🇮🇳🇮🇳
ଭାଇ ତମ କୁ ବହୁତ ବହୁତ ଧନ୍ୟବାଦ ନୁଆଁ ଲୋକ ଅଜଣା ସହର ଗାଁ ନୂଆ ନୂଆ ସୁନ୍ଦର ଜିନିଷ ଦେଖେଇ ଥୀବାରୁ 🤗👌❤️
Laba bhai you have very good experience in Afghanistan culture,heritage,social &financial of Afg.... people.
ଗୁଡ଼ ମର୍ଣ୍ଣିଙ୍ଗ ଲବ ଭାଇ ସଲାମ ମାଲିକମ, ଆପଣ ଇସଲାମ ଧର୍ମ ନେଇଗଲେ ନା କଣ ସତରେ ଆଫଗାନିସ୍ତାନି ଭଳିଆ ଦେଖାଯାଛନ୍ତି l ଭିଡ଼ିଓ ଟି ଖୁବ ସୁନ୍ଦର ହେଇଛି l
Jay shree ram
Mote ta laguchi apana dharma paribartana kari deichanti.
Bahut sunder drushya ra video.bahut bhala lagila...thank you 👍👍👍❤️❤️
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, ଆମେ ଓଡ଼ିଶାରେ ଥାଇ ରୋସିଆର ବହୁତ ସୁନ୍ଦର ସୁନ୍ଦର ଭିଉ ଦେଖିଲୁ ବହୁତ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ l ଜୟ ଜଗନ୍ନାଥ l
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤🙏🙏🙏🙏🙏
ଭାଇ ର ସବୁ videos fast comment fast like ମୁଁ କରୁଛି😂
Topical village of AfghanistanThanks u Naba HansdaU the great 👍
ବହୁତ ବଢିଆ ଲାଗିଲା ଅଫଗାନିସ୍ତାନ ଭିଡିଓ.
Bhai jaan aama no one ❤hero,bhai jeans upare kurta paijama ku topi pura bobal heichhi😊music no one ❤
Very nice village.. Odisha no-1 international travelar vlogger laba bhai.. jai hind jai bharat 🇮🇳🇮🇳.. like comment share plz 🙏🙏
Labo BH Afganistan custum re mast dekha Jaucho..Bohut khusi b Laguchi labo BH tame Other country re jaiki Vlogs korucho..Aame Normal Vskp gole Bohut tension re rohi Houchi.. Weather pain...Tamku Bohut bohut Dhanyawad ❤❤❤❤❤
ମୁଁ ତ ଲବ ଭାଇ ଙ୍କ ଭିଡ଼ିଓ ଓଡ଼ିଆ ର କେଉଁଝର ରୁ ଦେଖୁଛି ଆପଣମାନେ କେଉଁ କେଉଁ ଜିଲ୍ଲା ରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ ❤️❤️❤️❤️
I am from mayurbhanj 👋
Khorda
Rayagada
I keonjhar
Very nice village life.Enjoy with Afghan
Top notch hospitality from heart ❤
ବଡ଼ିଆ... ଭାଇ... ମସ୍ତ ଦେଖା ଯାଉଛ....... ❤️❤️
Jete duraku gole b sobu thu best Mera bharat mahan ❤❤❤ ❤❤❤
Bahuta Val time re video upload Heche
Bhai dekhi ki bahut bhala lagila bhai, all the best bro 👍,ଜୟ ଜଗନ୍ନାଥ 🙏⭕‼️⭕🙏 ଭାଇ
ଭାଇ ବହୁତ ଭଲ ଦେଖା ଯାଉଛ ଇଣ୍ଡିଆନ ନା ଆଫଗାନି ଜଣା ପଡୁନି
ଭାଇ ତୁମ ଭିଡ଼ିଓ ବହୁତ୍ ସୁନ୍ଦର୍ ❤❤❤❤
My real hero Dil se thank you
Love from pipili,Puri ❤
Samlie maa sadha bale tumku bhal se rakhithaun Bhai samlie 🙏🙏🥺 maa god bless you 💕
Office khola ochi...I ❤ this line bro....
Tumaku bahut bahut dhannyabat lava bhai👍👍👍👍👍🙏🙏🙏🙏🙏
Bhai ame Africa vlogs ru subscriber achhuu eve bi dekhuchu love from odisha broo❤❤❤
Very nice❤God bless you🙏🙏🙏
ବହୁତ ଭଲ ଲାଗିଲା ଭାଇ
Very beautiful place ❣️
ଭାଇ ଭହୁତ୍ ସୁନ୍ଦର ଭିଡିଓ ❤❤❤
Very nice village... lovely 👍
Bhai music video ro Full video kebe asibo "Ataki jaichhi mara spandano" ❤
ଅମକୁ ବହୁତ ଖୁସି ଲାଗିଲା
Beautiful place
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ ଭାଇ । ଜୟ ଜଗନ୍ନାଥ 🙏🙏🙏
Beautiful dakha jaucha laba bhai
Bhai last scene ta bohut bholo lagila❤❤❤❤
ଭାଇ କଣ ଆଫଗାନିସ୍ତାନ ଲକ ହେଇଗଲା ବହୁତ୍ ଭଲ ଲାଗୁଛି ସାଲାମ ଲବ ଭାଇ 🙏🙏🙏🙏🙏🙏🙏🙏🙏🏾🙏
Basakar Dilon Ko Mitati Hai Duniya ..😌🌍Hasakar Hamesha Rulati Hai Duniya 😅💔
Bahut bhala video👍
Thank you all afgani peopleGod bless you your family
There child very cute and innocent.looking beautiful white white
Bahut bhala location 👍
Bhai bahut desa bidasa apananka jagu dekhi paruchu joy Johar marang buru
ଭାରତ ଆଫଗାନିସ୍ତନ ଭାଇ ଭାଇ India afghanistan bhai 🇦🇫🇦🇫🇦🇫🇦🇫🇦🇫
Very nice village 🎉🎉🎉
କିଏ କିଏ ଲବ ଭାଇ ଦିଲ୍ ସେ SUPPORT କରୁଛ ❤❤ like କରlove you❤ଭାଇ ❤👇
Tu akutia karuchu Dil se support
Adventures journey with wonderful pleasure.
Very very thankful to you.
ଲବ ଭାଇକୁ ଯିଏବି ଭଲ ପାଓ❤❤❤❤😊😊😅😮😅 ଗୋଟିଏ ଲାଇକ କରନ୍ତୁ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂❤😊😊😊😊😊😊😊😊😊😊😊😊😊😊😍😍😍😚😅😊😊🙂ଜୟ ଜଗନ୍ନାଥ
Excllent ଲାଗୁଚି ଭାଇ ❤❤❤❤
ଭାଈ ... ଲୋବଦୂଲ୍ଲା ଖାନ୍ ଭଳିଆ ଦେଖାଯାଉଛ ହୋ।
ଲବ ଭାଇ ନା ପଠାନ ଭାଇ ଜଣା ପଡୁ ନ😎😎.❤
1 milion 2024 re Target 🎯
🎉ଧନ୍ୟବାଦ ଭାଇ ଲବ
Bohubohut Sundar picture hoichhi
Video very good 👍😊
Very beautiful village
ଆଫଗାନିସ୍ତାନ ର ଗାଁ, କୃଷିକ୍ଷେତ୍ରର ପରିବେଶ, ଗାଁ ଲୋକମାନଙ୍କ ସହ ମିଶିବା , ମିଳିତ ଭାବେ ଭୋଜନ କରିବା ଇତ୍ୟାଦି ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଆନନ୍ଦଦାୟକ ଲାଗିଲା। ଧନ୍ୟବାଦ।
Good👍👍 ii
ତୁମ ଭିଡିଓ ସବୁ ଅତି ସୁନ୍ଦର
କଥାବାର୍ତ୍ତା ଅତି ସୁନ୍ଦର,
ଦୂରେଇ ଯାଉ ତମ ଜୀବନର ଅନ୍ଧାର
ଭରି ଯାଉ ଖୁସିର ସମ୍ଭାର,
ଲବ ଭାଇ ତୁମକୁ ଜାଣନ୍ତୁ ସାରା ସଂସାର,
ତୁମ ଯାତ୍ରା ହେଉ ସଫଳ।❤❤
ଯାହା ହେଉ ଲବ ଭାଇ ପାଇଁ ଆମର ଆଫଗାନିସ୍ଥାନ ବୁଲା ହୋଇଗଲା❤
ସବୁ ଦେଶ ବୁଲିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହଁ,,, ହେଲେ ଲବ ଭାଇ ଙ୍କ ପାଇଁ ଆମେ କେତେ ନୂଆ ନୂଆ ଯାଗା ଦେଖୁଛୁ 😊,,, ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି ଭାଇ 🥰,,, ଧନ୍ୟବାଦ ଭାଇ ସକାଳୁ ସକାଳୁ ଏମିତି ନୂଆ ନୂଆ ଭିଡ଼ିଓ ପୋଷ୍ଟ କରୁଥିବାରୁ 🙏😊,,,
Hmm
You so beautiful
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା ଆମ୍ଭମାନଙ୍କୁ ବହୁତ ସୁନ୍ଦର ଭିଡ଼ିଓ ଦେଖାଉଥିବାରୁ ବହୁତ ବହୁତ ଧନ୍ୟବାଦ l
ଏଇଟା ହିଁ ପ୍ରକୃତ ଆଫଗାନିସ୍ତାନ । ଲାଇଫ ଷ୍ଟାଇଲ ଦେଖି ଖୁସି ଲାଗିଲା ଯେ ସରଳ ନିରୀହ ପଣିଆ ପାଇଁ । ଦୁଃଖ ବି ଏଇଥି ପାଇଁ ଲାଗିଲା ଯେ ବିକାଶର ଚିହ୍ନବର୍ଣ୍ଣ ନାହିଁ ଆଉ ଶିକ୍ଷା ସ୍ବାସ୍ଥ୍ୟ ଠୁ ଏମାନେ କେତେ ଦୂର ରେ !!!!!
ସକାଳୁ ସକାଳୁ ଲବ ଭାଇ video dekhi sabu bele ଦିନ ବି ଭଲ ଲାଗୁଛି ❤❤
ମାନିଗଲି ଭାଇ ସମସ୍ତଙ୍କୁ ନିଜର କରିବାର ମନ୍ତ୍ର ଆପଣଙ୍କ ଠାରୁ ଶିଖିବାର ଅଛି 😊
Vdo mst👌 gaon b sundar heichi aw khaiba b 😋😋😋
ଚିନି ହଉନି ବାଇ ଏଇ ଖୁସ୍ତୁମୋ ପିନ୍ଦିଲା ପରେ ବାଇ ଅପ୍ପଗାନିସ୍ତାନ ର ଲୋକ ପରି ଦେଖା ଯାଉଛୁ ବାଇ ଜୟ ଭାରତ ଜୟ ଜଗନ୍ନାଥ.............😊
Kalia afghani😂 pratham thara dekhuchi
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏...
ବାଇ ନୁହ ଭାଇ ହେଇଥାଏ 😂😂😂
Gudo deide chini nai hela
ଏ ବାଇ କନ ଲେକିଚୁ ରେ କିଚି ବୁଜି ଏଉ ନାଇ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 Good bless you 👍
Afghanistan dinner, lunch very unique...style..i like...villagers wellcome to laba bhai... 🎉..excellent..all people there
ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତ
ନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶା
ନା ହୃଦୟର ରେ ଅଛି କିଛି ହରେଇବାର ଭୟ.
ଏଇ ତ ଜୀବନ
#ଜୀବନ
#ଯାଯାବର
ଯୁହାର ଲବ ଭାଇ 🎉କସ୍ଟୟୂମ ରେ ଭାଇ ଭଲ ଦେଖା ଯାଉଛେ ପୁରା ମିଶି ଯାଏଛେ ରୁରାଲ ଏରିଆ ଦେଖି ବହୁତ ଭଲ ଲାଗିଲା ❤❤
ହଁ, ଏମିତି କିଛିବର୍ଷ ପୂର୍ବରୁ ଆଫଗାନିସ୍ତାନ ଥିଲା। ସମୃଦ୍ଧ ଆଫଗାନିସ୍ତାନ ର ଲୋକେ ଭାରତୀୟ କୁ ଅର୍ଥ ଉଧାର ଦେଉଥିଲେ ଯାହାର ପ୍ରମାଣ ରବିନ୍ଦ୍ରନାଥ ଠାକୁରଙ୍କ କାବୁଲି ବାଲା ଗଳ୍ପ ରୁ ମିଳେ
ଧନ୍ୟବାଦ
ଶୁଭ ସକାଳ ଲବ ଭାଇ.... 🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖିଥାନ୍ତୁ 🙏 ଜୟ ଜଗନ୍ନାଥ 🙏🙏🙏
ଆଜିର ଭିଡ଼ିଓ ଟା ଭଲ ଲାଗିଲା fist time muslim ଲୋକଙ୍କୁ ଦେଖି ସରଳ ଲୋକ ଭଳି feel ହେଲା..
Iran travel vlog guda dekha sethi bi bahuta bhala loka
❤thank you bro... Information for other countries
ଲୋଭ ୟୁ ଭାଈ ଆଫଗାନିସ୍ତାନରେ ବି ତମେ ସମସ୍ତଙ୍କୁ ନିଜର କରିନଉଚ ଜୟ ଜଗନ୍ନାଥ ଭାଈ
ବୋହୁତ ସୁନ୍ଦର video ଭାଇ ❤️...!
ଏମିତି ଆଗକୁ ଯାଉଥାଅ ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ l
ବହୁତ ବହୁତ ଧନ୍ୟବାଦ ଭାଇ, ଯାହାହେଉ ଏତେବଡ଼ risk ନେଇ ଆପଣ ଆଫଗାନିସ୍ତାନର ଲୋକମାନଙ୍କର ଚାଲି ଚଳଣିକୁ ଉପସ୍ଥାପନା କଲେ ଏବଂ କେତେ ପଥ ଅତିକ୍ରମ କରି ଗାଁ ଗଣ୍ଡାର ଦୃଶ୍ୟକୁ ମଧ୍ୟ ଉପସ୍ଥାପନା କଲେ, ବହୁତ ଭଲ ଲାଗିଲା ।🙏🙏🙏💐💐💐
Very beautiful Village...
Yes Beutiful
Hii
L Y Brother, ମନକୁ ଛୁଇଁଲା, ବହୁତ ସୁନ୍ଦର ଭିଡ଼ିଓ, ବହୁତ ସୁନ୍ଦର ଜାଗା, ଆଉ ସେମାନଙ୍କୁ ଆଥିତ ବହୁତ ଭଲ ଲାଗିଲା 😄❤️🌹😄❤️🌹😄❤️🌹
ବହୁତ୍ ଭଲ ଲାଗିଲା ଆଫଗାନିସ୍ତାନ ପରିବେଶ ଜୟ ଜଗନ୍ନାଥ
ଭାଇ ଜାହଉ କେତେ ସୁନ୍ଦର ହେଇଚି ଗାଁ କିନ୍ତୁ କାଲା ଆଗରେ ମୂଳା ଚୁଵେଇଲା ପରିଭାଷା ଵୁଝୀ ପାରୁନାହାନ୍ତି ସେ ଜାହଉ ଆମେମାନେ ଦେଖି ଲୁ ଖୁସୀ ଲାଗିଲା 👌👌👌👌👌
Thanks Laba bhai to see my another lovable country Afghanistan.I love Bharat and Afghan friendship.
ମୁଁ ବାଲେଶ୍ବର ରୁ ଦେଖୁଛି ଆପଣ ମାନେ କେଉଁଠାରୁ ଦେଖୁଛନ୍ତି ❤
Jajpur
Balasore 🎉
ARUNACHAL PRADESH
Lots of love to afganistgan people from India ❤❤❤❤❤
ଦେଖି ଜଣାପଡୁଛି ଏଠିକାର ଲୋକ ମାନେ ବହୁତ ସରଳ କିନ୍ତୁ କିଛି ଲୋକମାନଙ୍କୁ ଯୋଗଁୁ ନାମ ଖରାପ ହେଉଛି
Like the peoples of Afghanistan & shown good manner to you.Thanks to you & Afghanistan for video.
ସମସ୍ତଙ୍କ ଭାଗ୍ୟ ନଥାଏ ବିଦେଶ ବୁଲିବା l❤❤❤
ଭାଇ ପାଇଁ ଗୋଟେ like ଦିଓ jai shree ram 🙏
LABAJI:GOOD NIGHT.ENJOY AFGANI LIFE THROUGH YOUR VEDIO.WE ARE TRILLED.
...... this episode was too nice.... the village life.. agriculture field ... hospitality of afagan interesting... thanks laba da❤️
ଭାଈ ଓ ଭଉଣିମାନେ ମୋତେ ଗୋଟେ କଥା ଖରାପ ଲାଗିଲା ଯେ ଆପଣମାନେ video ଦେଖୁଛନ୍ତି କିନ୍ତୁ like କରୁନାହାନ୍ତି ? ଆମ ଲବ ଭାଈ ନିଜ ଜୀବନକୁ ବାଜୀ ଲଗେଇ ପରିଶ୍ରମ କରି ଆମ ପାଇଁ video post କରୁଛନ୍ତି ଧନ୍ୟବାଦ ଲବ ଭାଇ Love From Ganjam ❤❤❤
VERY NICE VILLAGE LIFE IN AFGHANISTAN 🇦🇫
GOOD MORNING JOHAR
ASLAM MALIKUM.❤❤❤❤
ଆଫଘାନିସ୍ତାନ ର ଗାଁ ବହୁତ ସୁନ୍ଦର ଆଉ ସେଠିକାର ଲୋକ ବି। ଭାରତ ରେ ରହି ସେକଥା ଆମେ ବୁଝି ନଥିଲୁ। ଅନେକ ଧନ୍ୟବାଦ ଆମକୁ ବାସ୍ତବତା ଦେଖିବାର ସୁଯୋଗ ଦେଲ।
ଏତିକିରେ ମୋର ବକ୍ତବ୍ୟ ଶେଷ କରୁଛି ❤❤ Love u laba bhai😂
ଲବ ଭଇକୁ ❤❤😊So, beautiful😍💓😍💓 very much
Super bhai ❤❤❤❤
Great Great Great
❤❤❤❤❤❤❤
🙏🙏Jay Jagannath🙏🙏
SabseAageSanatanSanskruti 🇮🇳🇮🇳🇮🇳🇮🇳🇮🇳🇮🇳
ଭାଇ ତମ କୁ ବହୁତ ବହୁତ ଧନ୍ୟବାଦ ନୁଆଁ ଲୋକ ଅଜଣା ସହର ଗାଁ ନୂଆ ନୂଆ ସୁନ୍ଦର ଜିନିଷ ଦେଖେଇ ଥୀବାରୁ 🤗👌❤️
Laba bhai you have very good experience in Afghanistan culture,heritage,social &financial of Afg.... people.
ଗୁଡ଼ ମର୍ଣ୍ଣିଙ୍ଗ ଲବ ଭାଇ ସଲାମ ମାଲିକମ, ଆପଣ ଇସଲାମ ଧର୍ମ ନେଇଗଲେ ନା କଣ ସତରେ ଆଫଗାନିସ୍ତାନି ଭଳିଆ ଦେଖାଯାଛନ୍ତି l ଭିଡ଼ିଓ ଟି ଖୁବ ସୁନ୍ଦର ହେଇଛି l
Jay shree ram
Mote ta laguchi apana dharma paribartana kari deichanti.
Bahut sunder drushya ra video.bahut bhala lagila...thank you 👍👍👍❤️❤️
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, ଆମେ ଓଡ଼ିଶାରେ ଥାଇ ରୋସିଆର ବହୁତ ସୁନ୍ଦର ସୁନ୍ଦର ଭିଉ ଦେଖିଲୁ ବହୁତ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ l ଜୟ ଜଗନ୍ନାଥ l
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤🙏🙏🙏🙏🙏
ଭାଇ ର ସବୁ videos fast comment fast like ମୁଁ କରୁଛି😂
Topical village of Afghanistan
Thanks u Naba Hansda
U the great 👍
ବହୁତ ବଢିଆ ଲାଗିଲା ଅଫଗାନିସ୍ତାନ ଭିଡିଓ.
Bhai jaan aama no one ❤hero,bhai jeans upare kurta paijama ku topi pura bobal heichhi😊music no one ❤
Very nice village.. Odisha no-1 international travelar vlogger laba bhai.. jai hind jai bharat 🇮🇳🇮🇳.. like comment share plz 🙏🙏
Labo BH Afganistan custum re mast dekha Jaucho..
Bohut khusi b Laguchi labo BH tame Other country re jaiki Vlogs korucho..
Aame Normal Vskp gole Bohut tension re rohi Houchi.. Weather pain...
Tamku Bohut bohut Dhanyawad ❤❤❤❤❤
ମୁଁ ତ ଲବ ଭାଇ ଙ୍କ ଭିଡ଼ିଓ ଓଡ଼ିଆ ର କେଉଁଝର ରୁ ଦେଖୁଛି ଆପଣମାନେ କେଉଁ କେଉଁ ଜିଲ୍ଲା ରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ ❤️❤️❤️❤️
I am from mayurbhanj 👋
Khorda
Rayagada
I keonjhar
Very nice village life.Enjoy with Afghan
Top notch hospitality from heart ❤
ବଡ଼ିଆ... ଭାଇ... ମସ୍ତ ଦେଖା ଯାଉଛ....... ❤️❤️
Jete duraku gole b sobu thu best Mera bharat mahan ❤❤❤ ❤❤❤
Bahuta Val time re video upload Heche
Bhai dekhi ki bahut bhala lagila bhai, all the best bro 👍,
ଜୟ ଜଗନ୍ନାଥ 🙏⭕‼️⭕🙏 ଭାଇ
ଭାଇ ବହୁତ ଭଲ ଦେଖା ଯାଉଛ ଇଣ୍ଡିଆନ ନା ଆଫଗାନି ଜଣା ପଡୁନି
ଭାଇ ତୁମ ଭିଡ଼ିଓ ବହୁତ୍ ସୁନ୍ଦର୍ ❤❤❤❤
My real hero Dil se thank you
Love from pipili,Puri ❤
Samlie maa sadha bale tumku bhal se rakhithaun Bhai samlie 🙏🙏🥺 maa god bless you 💕
Office khola ochi...I ❤ this line bro....
Tumaku bahut bahut dhannyabat lava bhai👍👍👍👍👍🙏🙏🙏🙏🙏
Bhai ame Africa vlogs ru subscriber achhuu eve bi dekhuchu love from odisha broo❤❤❤
Very nice❤God bless you🙏🙏🙏
ବହୁତ ଭଲ ଲାଗିଲା ଭାଇ
Very beautiful place ❣️
ଭାଇ ଭହୁତ୍ ସୁନ୍ଦର ଭିଡିଓ ❤❤❤
Very nice village... lovely 👍
Bhai music video ro Full video kebe asibo
"Ataki jaichhi mara spandano" ❤
ଅମକୁ ବହୁତ ଖୁସି ଲାଗିଲା
Beautiful place
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ ଭାଇ । ଜୟ ଜଗନ୍ନାଥ 🙏🙏🙏
Beautiful dakha jaucha laba bhai
Bhai last scene ta bohut bholo lagila❤❤❤❤
ଭାଇ କଣ ଆଫଗାନିସ୍ତାନ ଲକ ହେଇଗଲା ବହୁତ୍ ଭଲ ଲାଗୁଛି
ସାଲାମ ଲବ ଭାଇ 🙏🙏🙏🙏🙏🙏🙏🙏🙏🏾🙏
Basakar Dilon Ko Mitati Hai Duniya ..😌🌍
Hasakar Hamesha Rulati Hai Duniya 😅💔
Bahut bhala video👍
Thank you all afgani people
God bless you your family
There child very cute and innocent.looking beautiful white white
Bahut bhala location 👍
Bhai bahut desa bidasa apananka jagu dekhi paruchu joy Johar marang buru
ଭାରତ ଆଫଗାନିସ୍ତନ ଭାଇ ଭାଇ
India afghanistan bhai 🇦🇫🇦🇫🇦🇫🇦🇫🇦🇫
Very nice village 🎉🎉🎉
କିଏ କିଏ ଲବ ଭାଇ ଦିଲ୍ ସେ SUPPORT କରୁଛ ❤❤ like କର
love you❤ଭାଇ ❤
👇