ଧନ୍ୟବାଦ୍ ଓଡ଼ିଶା ବାସୀ....ଏତେ କମ୍ ସମୟରେ ଏତେ ଭଲ ପାଇବା 1 MILLION EVENT

Поділитися
Вставка
  • Опубліковано 18 лис 2024

КОМЕНТАРІ • 909

  • @Kalmikuliyt
    @Kalmikuliyt Місяць тому +15

    ଓଡିଶା ର ନମ୍ୱନର 1 international Travel Laba Hansdah ❤❤❤

  • @sarbeswarasisa1810
    @sarbeswarasisa1810 Місяць тому +295

    ବହୁତ୍ ଦିନ ପରେ ଭିଡ଼ିଓ ଆସିଛି ଏହି ଭିଡ଼ିଓ ର ଅପେକ୍ଷା ଥିଲା ଭାଈ ଜୟ ଜଗନ୍ନାଥ ❤ from koraput odisha

    • @VLOGGERMAN-do8kw
      @VLOGGERMAN-do8kw Місяць тому +8

      Same

    • @debaprasadsi4717
      @debaprasadsi4717 Місяць тому +4

      ବହୁତ୍ ସୁନ୍ଦର ଥିଲା

    • @BijayKumar-u5y7p
      @BijayKumar-u5y7p Місяць тому +3

      Laga joy

    • @RaniaNaik
      @RaniaNaik Місяць тому +3

      Laba bhai pain Aau kaharo video views jauboli siye video chadu no thila....laba bhai odisha best travel

    • @kanhusona3079
      @kanhusona3079 Місяць тому +1

      Ker kera nana😂😂

  • @krajasmita4
    @krajasmita4 Місяць тому +27

    ମୁଁ ବାରିପଦା ର ଆଉ ମୁଁ Event କୁ ବି ଯାଇଥିଲି ପୁରା last ପଯ୍ୟନ୍ତ ବି ଥିଲି ସବୁ କିଛି ବହୁତ ଭଲ ଲାଗିଲା ଆମେ ମାନେ full enjoy କଲୁ ❤️

  • @sambramurmu2002
    @sambramurmu2002 Місяць тому +7

    ଲବ ଭାଇ ଆପଣ ଯାହା କରିଛନ୍ତି ତାହା ପାଇଁ ମୁଁ ଆପଣଙ୍କ dedication hardwork ku respect koruchhi.kintu ta opeksha goribo nki or education upore spend korithile volo hae thhanta..❤ love u ଲବ ଭାଇ......

  • @BarishaMurmu-jm7ze
    @BarishaMurmu-jm7ze Місяць тому +40

    Lobo ଭାଇ ଏଇ ସମୟରେ ପାଖୋରେ ତମ ମା ଥିଲେ କେତେ ଭଲ ଲଗିଥନ୍ତା i miss u MAA

  • @JitendraKumar-dh9sf
    @JitendraKumar-dh9sf Місяць тому +23

    ଜୟ ମା ତାରିଣୀ ଭାଇ ଆଜି 1 million ଭିଡିଓ ଦେଖିକି ଆଖିରେ ଲୁହ ଆସିଗଲା from kendujhar

  • @Odia_Jhia_Puja9692
    @Odia_Jhia_Puja9692 Місяць тому +75

    ସତରେ ଭାଇ ମୁଁ ତମ ଭିଡ଼ିଓ କୁ ସବୁଦିନ ଅପେକ୍ଷା କରେ😊😊... ଆଉ ଆଜି finally ଅପେକ୍ଷା ର ଅନ୍ତ ଘଟିଲା....ଏତେ ଦିନ ପରେ ଲବ ଭାଇଙ୍କ ଭିଡ଼ିଓ ଦେଖି କାହାକୁ ଖୁସି ଲାଗିଲା😊❤ଲାଇକ୍ କର👍👍

  • @Odia_Jhia_Puja9692
    @Odia_Jhia_Puja9692 Місяць тому +163

    କିଏ କିଏ ସବୁ ବିନା skip ରେ ଲବ ଭାଇ ଙ୍କ ଭିଡ଼ିଓ ଦେଖୁଛ ଲାଇକ୍ କର👍🏻👍🏻

  • @Odia_Jhia_Puja9692
    @Odia_Jhia_Puja9692 Місяць тому +41

    ସତରେ ଭାଇ ବାପା ମାଆ ଙ୍କ ଆଶୀର୍ବାଦ ଆଉ ଭଗବାନ୍ ଆଶୀର୍ବାଦ ଆଉ ପବ୍ଲିକ୍ ମାନଙ୍କ ଭଲ ପାଇବା ପାଇଁ ଆଜି ଆମ ଲବ ଭାଇ ଓଡ଼ିଶା ର best traveller ଭାବେ ପରିଚିତ ହେଇ ପାରିଛନ୍ତି🎉😊..... Congratulations Laba Bhai🎉🎉🎉......ଜୟ ଜଗନ୍ନାଥ🙏🙏🙏🙏🙏🙏

  • @EDITINGBOYLS
    @EDITINGBOYLS Місяць тому +19

    ତ ଏତେ ଦିନ ପରେ ଏହି ଭିଡିଓ ର ଅନ୍ତ ଘଟିଲା , ଏହି ଭିଡିଓ ଦେଖି କି ମୋତେ ବହୁତ୍ ଭଲ ଲାଗିଲା ❤ I am for keonjhar Anandapur Odisha

  • @MR.KKBVLOGS
    @MR.KKBVLOGS Місяць тому +25

    ଭାଇ ସତ କହୁଚି ଏ ଭିଡିଓ ଦେଖିଲା ବେଳକୁ ମୋର ରୁମ ଟାଙ୍କୁରି ଉଠୁଚି really very nice

  • @chandramanimahanta8332
    @chandramanimahanta8332 Місяць тому +16

    ଭିଡିଓ ର ଅପେକ୍ଷା ଅନ୍ତଘଟିଲା ବହୁତ ସୁନ୍ଦର ହେଇଛି
    ଜୟ ଜଗନ୍ନାଥ

  • @ShantiKhara
    @ShantiKhara Місяць тому +3

    So nice Laba brother Odisha Traveller. All Round. And. 1 Million. Every day. Always Happy❤❤❤💯👌💪

  • @RimamaniMurmu
    @RimamaniMurmu Місяць тому +32

    ବହୁତ ବହୁତ ଧନ୍ୟବାଦ ଭାଇ ❤❤
    ବହୁତ ଦିନର ଅପେଖ୍ୟା ଆଜି ପୂରଣ ହେଲା❤❤❤ମୁ ଭାବୁଥିଲି ଭିଡ଼ିଓ କେବେ ଆସିବ ଆସିବ ଜା ହୋଉ ଆସି ଗୋଲା

  • @tapanmarndi2787
    @tapanmarndi2787 Місяць тому +5

    ଭାଇ ବହୁତ ଦୁଃଖ ଲାଗିଲା ମୁଁ ଯାଇ ପାରିଲି ନାହିଁ। ବହୁତ୍ ଇଛା ଥିଲା ଯିବା ପାଇଁ କିନ୍ତୁ ଆଜି ଖୁସି ଲାଗିଲା ଭିଡ଼ିଓ ଦେଖି ଏଇ ଭିଡ଼ିଓ କୁ ମୁଁ ଅପେକ୍ଷା କରି ଥିଲି।thankyou hirla marang buru।

  • @RanjitSingh-k8e6h
    @RanjitSingh-k8e6h Місяць тому +10

    ମୟୂରଭଂଜ ବାରିପଦା ରୁ କହୁଛି ମୁ ଲବ ଭାଇ କୁ ବୋହୁତ ଭଲପାଏ ଏଇ ଭିଡିଅକୁ ବହୁତ ଦିନରୁ ଅପେଖା କରି ଥୀଲି ଏହି ଭିଡିଅ ଦେଖୀ ବହୁତ ଖୁଶି

  • @AMA__Toka
    @AMA__Toka Місяць тому +22

    Bhai nka video bhout dina pare asichi bhai ki jou mane love kara gote like hou 👍♥️

  • @AnchorSubham1
    @AnchorSubham1 Місяць тому +2

    Many many congratulations for your success laba , wishing you more heights 🎉

  • @loveyoubaby43
    @loveyoubaby43 Місяць тому +56

    ମୁଁ କାଲି ଭାବୁ ଥିଲି video କଣ ପାଇଁ ଆସୁନି କିନ୍ତୁ ଆଜି ଆସିଗଲା 🎉🎉🎉🎉🎉

  • @hrudanandasankhua5824
    @hrudanandasankhua5824 Місяць тому +1

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @hellochandankumar12345
    @hellochandankumar12345 Місяць тому +8

    ଧନ୍ୟବାଦ ଲବ ଭାଇ 👍👍

  • @kumarkulu3452
    @kumarkulu3452 Місяць тому +1

    ବାବା ଲୋ ଏତେ ଦିନ ପରେ ଦେଖାଦେଲ ...ମୁ ଭାବିଲି ୧ ମିଲିଓନ୍ ହେବା ପରେ ଭୁଲିଗଲନା କଣ ... Miss u & love u

  • @padmabati2256
    @padmabati2256 Місяць тому +13

    ଭାଇ ଆପଣ ଏକା jone 1 miliom ହେବା ପରେ ସମସ୍ତଙ୍କୁ dakiki part deuchanti

  • @Bhubaneswar-x2h
    @Bhubaneswar-x2h Місяць тому +1

    ବହୁତ ଦିନ ପରେ ତମ ଭିଡିଓ ଆସିଲା ଲବ ଭାଇ.... ଧନ୍ୟବାଦ ଲବ ଭାଈ.... ତମ ସଫଲତ କୁ ଧନ୍ୟ ବାଦ

  • @priyameher2320
    @priyameher2320 Місяць тому +5

    Congratulations laba bhai once again 👏 👏 Beautiful vlog 😊

  • @RadhanathSingh-wc8rj
    @RadhanathSingh-wc8rj Місяць тому +3

    Jai jagannath odisha mayurbhanj baripada dukura supar video love you brother

  • @sushilchakisushil557
    @sushilchakisushil557 Місяць тому +22

    ଲବ ଭାଇ ମୁଁ first like କରିଛି 😅😅😅❤ ଏତେ ଦିନ ପରେ finally ଆସିଗଲା ରେ ଭାଇଙ୍କ ଭିଡିଓ 😊

  • @kiranOD01
    @kiranOD01 Місяць тому +1

    ଭାଇ ମୁଁ ଗୋଟେ ଦିନ ଅଗରୁ ଜାଇ ଲବଭାଇ ଙ୍କ ସହ meet କରି decorations ଦେଖି celebrations dina last re biryani ଖାଇ କି ଆସିଥିଲି 😊
    ଲବ ଭାଇ ସତରେ ବହୁତ simple
    Thanks ଲବ ଭାଇ ମୋ ସହ ete time spent କରିଥିବାରୁ ❤

  • @Odia_Jhia_Puja9692
    @Odia_Jhia_Puja9692 Місяць тому +114

    ଓଡ଼ିଶା ର ବେଷ୍ଟ୍ ଟ୍ରାଭେଲର୍ ଲବ ଭାଇ🎉🎉💐....ଲବ ଭାଇ ଙ୍କ travelling ଭିଡ଼ିଓ କୋଉ ମାନେ ସବୁ ଦେଖିଛ ଲାଇକ୍ କର👍🏻👍🏻ଆଉ comment ରେ ଜଣାଓ👍

    • @RG_comedy688
      @RG_comedy688 Місяць тому

      ତୋର ଆଉ କିଛି କାମ ନାହିଁ କିଲୋ ଦାରିଆନି

  • @Mr.Crush....750
    @Mr.Crush....750 Місяць тому +12

    ବହୁତ୍ ଲେଟ୍ ହେଉଛି ଭାଇ ଭିଡିଓ ଆସିବାର ❤❤❤❤

  • @nirupamaraju4429
    @nirupamaraju4429 Місяць тому +4

    ଜୟ ଜଗନ୍ନାଥ ଭାଇ
    From Malkangiri

  • @KADSambalpuri
    @KADSambalpuri Місяць тому +1

    ବହୁତ ଧନ୍ୟବାଦ ଭାଇ ବହୁତ ଦିନର ଅପେକ୍ଷା ଆଜି ପୂରଣ ହେଲା 💕🎉🎉🎉💕🎈🌹ଜୟ ଜଗନ୍ନାଥ

  • @ganeshjena9331
    @ganeshjena9331 Місяць тому +3

    Congretchulation bhai ❤🎉 love for Baleshwar

  • @alwaysamitsen
    @alwaysamitsen Місяць тому +2

    Congratulations ..... Wish U All The Luck 4 Ur Future Life.

  • @Stunt_boy_mangal
    @Stunt_boy_mangal Місяць тому +6

    ଆମେ ବହୁତ ଅପିକ୍ଷା ରେ ଥିଲୁ.. ଲବ ଭାଇ.. Love you ❤️❤️

  • @madhusmitabarik8319
    @madhusmitabarik8319 Місяць тому +1

    ବହୁତ୍ ବହୁତ୍ ଶୁଭେଚ୍ଛା ଓ ଶୁଭକାମନା ଭାଇ ।ମୋ ବାପା ତମ ଭିଡିଓ ସଦାବେଳେ ଦେଖନ୍ତି। ସବୁବେଳେ ତମ କଥା ହିଁ ଘରେ କୁହନ୍ତି

  • @mangilaltapan8468
    @mangilaltapan8468 Місяць тому +6

    Ete dina kuade jaithilo bhai bahut miss karuthilu

  • @ChandrayMajhi-we9rm
    @ChandrayMajhi-we9rm Місяць тому +2

    ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤

  • @sangrambehera8874
    @sangrambehera8874 Місяць тому +245

    ଲବ ଭାଈ କୁ କିଏ କିଏ ବହୁତ୍ ଭଲ ପାଅ like କୋର ମୋ comment ❤ କୁ

    • @kailaschandradas3144
      @kailaschandradas3144 Місяць тому +2

      ଅପସଂସ୍କୃତି ବଢାଇ ଥିବାରୁ ଆପଣଙ୍କୁ ଭଲଲାଗେ!!!!

    • @jitendranath9946
      @jitendranath9946 Місяць тому

      ​Aku kuhanti goda bhida loka ate din pare dekhibaku milila​@@kailaschandradas3144

    • @gauravsoeentertainment4661
      @gauravsoeentertainment4661 Місяць тому

      Mu Toka Bhai love for only girls ❤

    • @sangrambehera8874
      @sangrambehera8874 Місяць тому

      @@kailaschandradas3144 ନା ସାର୍ ଏମିତି କଣ ପାଇଁ kohuchonti

    • @kailaschandradas3144
      @kailaschandradas3144 Місяць тому

      @@gauravsoeentertainment4661 ସସ୍କୃତି ଅର୍ଥ ଜଣା ନାହିଁ। କଣ ମୁଁ ତୋତେ ବୁଝିବି।ଯେଉଁମାନେ ଉଠାଇଲେ ସେହିମାନେ କଚାଡି ଦେବେ।

  • @stupidkabi4413
    @stupidkabi4413 Місяць тому +2

    Jay Jagannath🙏🙏🙏.....life re amiti develop karichala ......Lava Bhai aapan nka hard work ra sucess milichi.......love you lava bhai❤❤❤❤❤❤......You are a real hero❤❤❤❤❤❤❤❤❤❤

  • @luckyyofficiall
    @luckyyofficiall Місяць тому +4

    Love from jajpur ❤❤❤❤❤❤❤big fan🙋‍♀️

  • @SabitriSabitri-b9v
    @SabitriSabitri-b9v Місяць тому +2

    God bless you laba bhai😊keep it up👍

  • @VloggerBalia29
    @VloggerBalia29 Місяць тому +11

    ⭕‼️⭕ଜୟ ଜଗନ୍ନାଥ 🙏🏻
    👍🏻👍🏻👍🏻👍🏻👍🏻👍🏻

  • @PrincessGita-d4l
    @PrincessGita-d4l Місяць тому +2

    Tq bhai vdo Post kari thibaru bahuti den hela apekhiya karithilu aji bahuti khusiblaguchi

  • @Lx_samir.02
    @Lx_samir.02 Місяць тому +4

    ଭିଡ଼ିଓ ବହୁତ ବଢିଆ ହେଇଛି ❤ form keonjhar ❤️

  • @sumitradehury2601
    @sumitradehury2601 Місяць тому +2

    Congratulations laba Bhai kjr ru❤❤❤🎉🎉🎉🎉😊😊

  • @Black-Official180
    @Black-Official180 Місяць тому +3

    ବହୁତ ସୁନ୍ଦର ହେଇଛି 🎉🎉🎉🎉🎉🎉😢

  • @smita1540
    @smita1540 Місяць тому

    ସତରେ ଭାଇ live performance ku dekhi parini but ae vdo ku 1st ru last ପର୍ଯ୍ୟନ୍ତ ଦେଖିଚି bohut bhol program thila bhai apan pura root ru start korichonti sethi pain dhanyawad ❤

  • @mistersumankumar143
    @mistersumankumar143 Місяць тому +3

    ବହୁତ୍ ଦିନ ପୁରେ ଲଭ ବାଈନାର ର video ଆସିଲା ମୁ ବଊତ୍ କୁସୀ ❤❤❤❤❤❤😊😊😊😊

  • @Jy_215
    @Jy_215 Місяць тому

    ଏତେ ଦିନର ଅପେକ୍ଷା ପରେ ଭିଡ଼ିଓ ଆସିଲା ବହୁତ ଖୁସି thank you laba bhai❤❤❤❤❤

  • @rajanayak2229
    @rajanayak2229 Місяць тому +5

    Loba Bhai 🎉🎉🎉🎉 congratulations 👏👏👏👏👏👏 apekhiyare thili

  • @Biswakumar143
    @Biswakumar143 Місяць тому +1

    Vdo dekhiki bahut khushi lagila bhai ❤❤❤ Jay Jagannath 🙏 from ଢେଙ୍କାନାଳ

  • @AllWithAnjan
    @AllWithAnjan Місяць тому +14

    2:36 grand entry of laba bhai
    5:21 1M celebration count down
    7:18 guest ମାନଙ୍କୁ stage ku ନିମନ୍ତ୍ରଣ
    11:53 ଦୀପ ପ୍ରଜ୍ଜ୍ୱଳନ
    14:00 ମୁଖ୍ୟ ଅତିଥି ମାନଙ୍କୁ ସମ୍ମାନିତ
    16:55 ଲବ ଭାଇଙ୍କୁ ସମ୍ମାନିତ
    17:30 ଅତିଥି ମାନଙ୍କ ଦ୍ଵାରା ଲବ ଭାଇଙ୍କୁ ଶୁଭେଚ୍ଛା
    26:40 tribe vlogger Rani ଙ୍କ speech
    28:45 urmila marandi ଙ୍କ speech
    30:50 1M cake cutting
    33:30 Rajendra ଭାଇଙ୍କ dance
    35:55 Laba bhai friends and family ଙ୍କୁ ସମ୍ମାନିତ
    36:50 ଲବ ଭାଇ friends ମାନଙ୍କୁ ପରିଚିତ
    38:40 porayini ସୋରେନ speech
    39:50 porayini soren singing
    41:48 sunil bhai ଙ୍କ ଓଡ଼ିଆ କଥା
    43:50 ବେଙ୍ଗଲି ଫ୍ରେଣ୍ଡ୍ ଙ୍କ ଓଡ଼ିଆ speech
    47:30 latasha khurana dance
    51:30 Laba bhai ଙ୍କ ତେଙ୍ଗେ ତେଙ୍ଗେ dance
    52:40 ଅତିଥି ସମ୍ମାନୀତ
    54:40 ଲବ ଭାଇଙ୍କ video editing ଗୁରୁ
    56:21 ସତ୍ୟମ୍ ଭାଇଙ୍କ birthday celebration
    57:50 dance
    1:01:10 mahua pani dance
    1:02:59 ଅତିଥି welcome
    1:06:41 bengali star speech
    1:09:08 laba bhai sketch gifted
    1:09:50 Bahadur Soren speech
    1:11:40 Bikashraaz speech
    1:14:14 Urmila Marandi dance
    1:17:23 Guest (friends)
    1:20:45 jayanta and group Dance
    1:21:40 Parsi marndi welcome
    1:24:55 Dance
    Love you Laba bhai
    ❤❤❤❤❤❤❤❤❤❤
    Thank you so much for watching

    • @sushilchakisushil557
      @sushilchakisushil557 Місяць тому +2

      Bhai hats off to you 😮😮😊😊💯👍🙏

    • @lalmohanmajhi2621
      @lalmohanmajhi2621 Місяць тому +2

      ପୁରା ଲିଷ୍ଟ ନେଇ ଆସିଛ

    • @AllWithAnjan
      @AllWithAnjan Місяць тому

      @@sushilchakisushil557 thank you
      It's my passion

    • @AllWithAnjan
      @AllWithAnjan Місяць тому

      @@lalmohanmajhi2621 hn bhai

  • @npentertainment2864
    @npentertainment2864 Місяць тому +1

    ବିନା ସମ୍ବଲପୁରୀ ଗୀତ ରେ ଓଡ଼ିଶା ର କେଂଶି ପ୍ରୋଗ୍ରାମ ସଫଳ ନି ହୁଏ । Love from Sambalpur

  • @srikantmohanty2277
    @srikantmohanty2277 Місяць тому +4

    ଭାଇ ଏବେ ଜାଣିଲି 1milion ଇଭେଣ୍ଟର ଭିଡିଓ ଆସୁନଥିଲା ❤❤❤❤

  • @durjanbhai524
    @durjanbhai524 Місяць тому +2

    Jay shree Ram ❤❤ love from Nabarangpur ❤❤

  • @AllWithAnjan
    @AllWithAnjan Місяць тому +15

    Laba bhai mu ଜାଣିଛି ତମେ ଏତେ long video ku ଭଲସେ edit କରୁଥିଲ ସେଥିପାଇଁ video asiparu ନଥିଲା
    ମଝିରେ ଆଉ ଭିଡିଓ upload na karibara karana ei video ra value kami ଯାଇଥାନ୍ତା
    Thank you

  • @sunshinemeryrashmi3738
    @sunshinemeryrashmi3738 Місяць тому

    Vdo dekhile bohut khusi laguchi bt tanka struggle katha b mane padi jauchi..satare hard work ra result achivent👍👍👍💐💐💐

  • @PadmaKuanr-e4o
    @PadmaKuanr-e4o Місяць тому +4

    Congrats bhai apnku🎉🎉🎉

  • @YouTubeLoVeR-h1r
    @YouTubeLoVeR-h1r Місяць тому +16

    कोन कोन हमारे प्यारे झारखंड से देख रहे हो ❤🌹🥀🍒🙏

  • @PankajiniDas-d2x
    @PankajiniDas-d2x Місяць тому +7

    Sunil କୁଦେଖିକି ଭଳ ଲାଗିଳା🎉

  • @balarambiswal5557
    @balarambiswal5557 Місяць тому

    ଭାଇ ଇତିହାସ ତମେ,,,,,god bless u ଜୟ ଜଗନ୍ନାଥ

  • @GaneshKisan-s1c
    @GaneshKisan-s1c Місяць тому +138

    କିଏ ଲାଷ୍ଟ୍ ପଯ୍ୟନ୍ତ ଦେଖିବ ସେ ଗୋଟେ ଲାଇକ୍ କର

  • @mantu-qu3ct
    @mantu-qu3ct Місяць тому +1

    Thank you for your video ❤❤❤🎉🎉🎉🎉

  • @rkhemavlog2892
    @rkhemavlog2892 Місяць тому +4

    ବହୁତ ଲେଟରେ ଭିଡ଼ିଓ ଆଣିଲ ଭାଇ ଅପେକ୍ଷାରେ ଥିଲୁ 🙏❤❤❤❤❤❤❤❤🎉🎉🎉

  • @balaramsingh-et2xf
    @balaramsingh-et2xf Місяць тому

    Bohut bohut sundar heichi agoku b madhya sundar hebo🎉🎉🎉🎉🎉

  • @murmubabulal462
    @murmubabulal462 Місяць тому +5

    Johar Dada 🙏

  • @SoniDebasispanda
    @SoniDebasispanda Місяць тому

    Bahut khusi lagila ate dinara icha finally purana hoi jaichi samaste kebethu apekhya re rahi thilu full video kebe asiba 🙏🙏👌👌👌👌👌

  • @UDKKoraputia
    @UDKKoraputia Місяць тому +5

    ଅଯୋଧ୍ୟା ରାମ ମନ୍ଦିର ଯାହ ଲଭ ଭାଇ

  • @prafullakumarmallik7515
    @prafullakumarmallik7515 Місяць тому

    Memorable moment, glorious moment, Lovely lovely moments.congratulation❤

  • @RaniPari-jt5rl
    @RaniPari-jt5rl Місяць тому +40

    Bhai ଏତେ ଲେଟେ ରେ ଭିଡିଓ ଆସୁଛି ❤❤❤❤

  • @benudharabastia8838
    @benudharabastia8838 25 днів тому

    Congratulations you are proud of odisha jay shree jagannath

  • @arpanyoutubers8574
    @arpanyoutubers8574 Місяць тому +4

    Congratulations laba Bhai

  • @MRBARUNFF
    @MRBARUNFF Місяць тому +2

    Miss you laba bhai ❤❤❤❤from kandamal

  • @duniyarangamancha230
    @duniyarangamancha230 Місяць тому +28

    ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤️

  • @hansdababuvlog
    @hansdababuvlog Місяць тому

    Sarige adi sarhaw ge 🙏🙏🙏🎉🎉🎉🎉🎉🎉🎉🎉 odisha bashi

  • @lalmohanmajhi2621
    @lalmohanmajhi2621 Місяць тому +3

    ଲବ ଭାଇ ଏତେ ଦିନ ପରେ ଦେଖା ❤❤❤❤❤❤❤❤❤❤❤❤❤❤❤

  • @pranatiroutray5726
    @pranatiroutray5726 Місяць тому

    Ame bahut khushi
    God bless you❤

  • @KabitaBarik-jq3hr
    @KabitaBarik-jq3hr Місяць тому +4

    Laba Bhai congratulations 🎉🎉🎉🎉🎉

  • @SoumyajitSahu-i4q
    @SoumyajitSahu-i4q Місяць тому +1

    Many many congratulations 🎉🎉🎉🎉

  • @MahadevHansda-p7d
    @MahadevHansda-p7d Місяць тому +5

    I m jharkhand from Giridih

  • @bantibehera3155
    @bantibehera3155 Місяць тому

    Bhai tama pain bahut khusi, Many many congratulations 👏🎉

  • @MADAN..MARNDI..OFFICIAL
    @MADAN..MARNDI..OFFICIAL Місяць тому +3

    From Bpd Badshahi Bhai mu tumo sohito dekha hobopain bohut echha hele mu tomo metop re asiparili kahiki na mu to baharoku asichina kamo korte hele dine na dine tumo sohito dekha hobo au tumo videore dekhheibo joy gagarnath

  • @punyashilapani4035
    @punyashilapani4035 Місяць тому

    Many many congratulations Laba god bless you

  • @kaberinaik514
    @kaberinaik514 Місяць тому +5

    This is my first comment❤
    congratulations 👍 bhai🎉

  • @manojkumartalandi2641
    @manojkumartalandi2641 Місяць тому

    Many many Congratulations laba Bhai, bahut bahut badhiya thila tama event au meet-up 👍👌🥰🤗

  • @Jaykisan503
    @Jaykisan503 Місяць тому +22

    ଅନ୍ୟ blooger ଙ୍କ ଭିଡ଼ିଓ ଭିଉ ଯିବା ପାଇଁ ଲବ ଭାଇ ନିଜ ଭିଡ଼ିଓ ଜାଣିକି ପକଉ ନଥିଲେ

  • @akshyanshbabu9482
    @akshyanshbabu9482 Місяць тому

    Bahut badhia lagila dada.... Mu sabu bele Tama videos dekhe ....bahut nua jinisa dekhibaku mile .....thik a6i Tqsm ... from kalahandi district

  • @Ayas891
    @Ayas891 Місяць тому +4

    ଲବ is doing great job । କିନ୍ତୁ ଲୋକଙ୍କ ପାଖରେ ଏତେ ଫାଲତୁ ସମୟ ଅଛି ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି ।

  • @SibaSibanath-wq2vq
    @SibaSibanath-wq2vq Місяць тому +2

    ମୁ କେଭେଠାରୁ wait କରିଥିଲି

  • @BuluTodayNews
    @BuluTodayNews Місяць тому +8

    ଭାଇ ଆଜି ଠାରୁ ସବୁ ଦିନେ ଭିଡିଓ ❤❤❤❤ ଆସୁ ❤❤❤❤❤❤❤❤❤

  • @harishchandrahikaka4751
    @harishchandrahikaka4751 Місяць тому

    Love from Rayagada..jay jagannath

  • @p.r.pradhan41
    @p.r.pradhan41 Місяць тому +3

    Laba bhai💥💥💥

  • @MadhusudhanMajhi-up2vt
    @MadhusudhanMajhi-up2vt Місяць тому +1

    ଲବ ଭାଇ ଆଇ miss ୟୁ i am from ମାଲକାନଗିରି
    Just mu vedio dekuchi ♥️♥️♥️♥️♥️♥️♥️

  • @Odia_Jhia_Puja9692
    @Odia_Jhia_Puja9692 Місяць тому +20

    କୋଉ ମାନେ ସବୁ ଲବ ଭାଇ ଙ୍କ ଭିଡ଼ିଓ ଦେଖିବାକୁ ଅପେକ୍ଷା କରିଥିଲ📸🙌 ଲାଇକ୍ କର👍🏻👍🏻

  • @MurmuBayar-z3q
    @MurmuBayar-z3q Місяць тому +2

    Good morning ଲବ ଭାଇ ଆଉ ଵହୁ ଦିନ ପରେ

  • @ramaysoren9164
    @ramaysoren9164 Місяць тому +4

    Dada lobo hasda johar ge
    Alij ge ramai soren
    Dhalbhumghar khona
    Abin jaha oriya te ben ol akad aa balij bhuja ada abin ona Santali ti liy alij bin johar ge lobo dada

  • @fccfh2246
    @fccfh2246 Місяць тому +2

    Laba Bhai Ete bada. program kariba kn darkar thila Karibara nathila 10milion complete Heisarile karithant Bro love you

  • @binodkumar-px7ld
    @binodkumar-px7ld Місяць тому +3

    ଲବ ଭାଇ ପାଇଁ ଓଡ଼ିଶାବାସୀଙ୍କ ପୁରା ଖୁସି ରେ ଫାଟି ପଡ଼ୁଛି ଆଉ ମୁଁ ବି ବହୁତ୍ ଖୁସି ଭଗବାନ କୃପାରୁ ଏମିତି ଆହୁରି ଆଗକୁ ବଢ଼ିଚାଲୁ 😅😅😅😂😂😂😂😂😂😂....!! ଜୟ ଜଗନ୍ନାଥ 🙏...!!

  • @Roshan-h3f
    @Roshan-h3f Місяць тому +2

    Congratulations 🎉🎉🎉🎉🎉🎉🎉🎉🎉 laba dada❤❤❤❤❤🎉🎉 super 🎉🎉🎉🎉🎉❤❤❤