Awaiting Raghubar's Confirmation, Naveen May Be Dragged To Court | Nirbhay Gumara Katha

Поділитися
Вставка
  • Опубліковано 1 тра 2024
  • Awaiting Raghubar's Confirmation, Naveen May Be Dragged To Court | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

КОМЕНТАРІ • 619

  • @arjuncharansamal7344
    @arjuncharansamal7344 21 день тому +175

    ମୋର ଓଡିଶା ବାସୀଙ୍କ ତରଫରୁ,ମାନ୍ୟବର
    ରାଜ୍ୟପାଳ ଏମାନଙ୍କୁ ଜେଲ ପଠାନ୍ତୁ

  • @rabimohanty112
    @rabimohanty112 21 день тому +101

    ରାଜ୍ୟପାଳ ଯଥା ଶୀଘ୍ର ନବୀନକୁ ଜାଲିଆତି ପାଇଁ ଜେଲ ପଠାନ୍ତୁ. ଖୁବ ଶୀଘ୍ର

  • @brajakishorepadhi4022
    @brajakishorepadhi4022 21 день тому +26

    ଲାଜ ନାହିଁ ଗୋଟେ ମଦ୍ଯପ ମୁରଦାର ନବୀନ ବୁଢା କେଉଁ ପଟରୁ ଜଗନ୍ନାଥ ଭକ୍ତବୋଲି ଦେଖା ଯାଉଚି। ଠକ ନଂବର

  • @sushildash1265
    @sushildash1265 21 день тому +96

    ମୋ ଅନ୍ତରାତ୍ମା କହୁଛି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ କ୍ଷମତାଲୋଭି କଳଙ୍କିତ ବ୍ୟକ୍ତି ଭାବରେ ଇତିହାସ ଲେଖାଯିବ।

    • @basantapattnaik7812
      @basantapattnaik7812 21 день тому

      ନିଶ୍ଚିତ ଭାଇ ଲେଖା ହେବ ଦିନେନା ଦିନେ

    • @user-ho9hb3ur8c
      @user-ho9hb3ur8c 21 день тому

      Best cm ever

    • @rabindramahapatro7812
      @rabindramahapatro7812 21 день тому +4

      ​@@user-ho9hb3ur8cbest jail jharpada,wait for lungidance

    • @user-ho9hb3ur8c
      @user-ho9hb3ur8c 21 день тому

      @@rabindramahapatro7812 Tu bi wait kara Nabeen pattnaik pakhare modi kukura pari dariki rahiba

    • @soudaminimohapatra9507
      @soudaminimohapatra9507 21 день тому

      ​@@basantapattnaik7812p000000000⁰pp000000⁰
      L00

  • @user-tm1kk4sd3q
    @user-tm1kk4sd3q 21 день тому +28

    ମାନ୍ୟବର ରାଜ୍ୟପାଳ ଉଚିତ ପଦକ୍ଷେପ,
    ନେଇ ,ଦେଶକୁ ରକ୍ଷା କରନ୍ତୁ । ଏବଂ ଆଇନକୁ ତା ବାଟରେ ଯିବାକୁ ଦିଅନ୍ତୁ ।

  • @pradippradhan4388
    @pradippradhan4388 21 день тому +29

    କ୍ଷମତାରେ ରହିବା ପାଇଁ ନବୀନ ଲୋକ ଦେଖାଣିଆ ଜଗନ୍ନାଥ ଭକ୍ତ

    • @swarajkumarbej3768
      @swarajkumarbej3768 21 день тому

      ସେ ଜଗନ୍ନାଥ ଭକ୍ତ ନୁହଁ।ଡକାୟତଙ୍କ ଭକ୍ତ।

  • @thirdeye9492
    @thirdeye9492 21 день тому +70

    ଅକ୍ଷୟ ହେଉ ସତ୍ୟ ଜଗତେ
    ଧର୍ମର ହେଉ ଜୟ
    ଭ୍ରଷ୍ଟାଚାରର ବିଲୟ ଘଟିବ
    ପାପରାଶି ହେବ କ୍ଷୟ
    ଜୟ ଜଗନ୍ନାଥ 🙏🏼❤️

    • @prabinakumarmuduli7573
      @prabinakumarmuduli7573 21 день тому

      ସମ୍ପୂର୍ଣ୍ଣ ଠିକ୍ ଜୟ ଜଗନ୍ନାଥ ।

    • @prabinakumarmuduli7573
      @prabinakumarmuduli7573 21 день тому +1

      ଏ ଚୋର ଗୁଡିକ ସତରେ ମରିବେ? ହେ ପ୍ରଭୁ
      ତୁମକୁ ତୁମେ ରକ୍ଷାକର ।

  • @supriyasahoo4400
    @supriyasahoo4400 21 день тому +27

    ନିଶ୍ଚିତ ଭାବେ ତାଙ୍କୁ ସମସ୍ତଙ୍କୁ ଜେଲ୍ ପଠା ଜଉ
    ମାନ୍ୟବର ରାଜ୍ୟପାଳ ଙ୍କୁ ମୋର ଅନୁରୋଧ

  • @rabimohanty112
    @rabimohanty112 21 день тому +101

    ଡାକାଏତ ଟାକୁ ରାଜ୍ୟପାଳ ଶୀଘ୍ର ଜେଲରେ ପୁରାନ୍ତୁ

    • @successfullife6722
      @successfullife6722 21 день тому

      👍🙏

    • @AjitNayak-rk9xl
      @AjitNayak-rk9xl 21 день тому

      🙏🙏🙏🙏🙏kotikotiprannam

    • @AjitNayak-rk9xl
      @AjitNayak-rk9xl 21 день тому

      କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏

    • @swarajkumarbej3768
      @swarajkumarbej3768 21 день тому +1

      ଖାଲି ଜେଲ୍ ରେ ପୁରାଇବା ନୁହଁ,ତା ଗାଣ୍ଡିଆଡେ ଗୋଟେ ବାଉଁଶ ଛଡ ପୁରାଇବା କଥା।

    • @user-ho9hb3ur8c
      @user-ho9hb3ur8c 21 день тому

      Bjp modi dakayat so sala ku jail re puraa

  • @skdreamland8486
    @skdreamland8486 21 день тому +24

    ନବୀନ ପଟ୍ଟନାୟକ ଜେଲ୍ ଗଲେ ଜଗନ୍ନାଥଙ୍କ ର ମହିମା ପ୍ରକାଶ ହେବ। କେଜ୍ରିୱାଲ ଜେଲ ଗଲେ ନବୀନ କୋଉ ଖେତ ର ମୂଳା। 🙏ଜୟ ଜଗନ୍ନାଥ 🙏

  • @chhabindramansingh73
    @chhabindramansingh73 21 день тому +32

    ରାଜ୍ୟପାଳ ଅନୁମତି ନଦେଲେ bjp କାଠଗଡ଼ାକୁ ଆସିବ, ଜଗନ୍ନାଥ ଙ୍କୁ ଟିକେ ଭକ୍ତି ଥିଲେ ସଚୋଟ ଥିଲେ ରାଜ୍ୟପାଳ ଅନୁମତିଦେବେ

  • @user-og1bl7ni9j
    @user-og1bl7ni9j 21 день тому +107

    ଜଗନ୍ନାଥଙ୍କ ସଙ୍ଗରେ ଖେଳିବା ମହାପାପ ଜଗନ୍ନାଥ କେବେବୀ କ୍ଷମା କରିବେନି

  • @bijaysahoo5544
    @bijaysahoo5544 21 день тому +28

    ନବୀନ କୁ ତୁରନ୍ତ ଜେଲ୍ ପଠାଯାଇ ଆଇନକୁ ସମ୍ମାନ ଦିଆଯାଉ

  • @chittasahoo3236
    @chittasahoo3236 21 день тому +23

    ନବୀନ ଆଉ ଜ୍ୱାଇଁ ପୁଅ କୁ ଜଗତର ନାଥ ଜଗନ୍ନାଥ ଶାସ୍ତି ଦିଅନ୍ତୁ

  • @pranakrishnakanungo6597
    @pranakrishnakanungo6597 21 день тому +18

    ମୁଖ୍ୟମନ୍ତ୍ରୀ ମହୋଦୟଙ୍କର ପାପର ଘଡା ଉତ୍କୁଳିବାର ସଙ୍କେତ ମିଳୁଛି

  • @sunakarsamantaray9737
    @sunakarsamantaray9737 21 день тому +31

    ମହା ମହିମ୍ ରାଜ୍ୟପାଳ କାହିଁକି ଅନୁମତି ଦେଉ ନାହାନ୍ତି ?

    • @gopabandhumishra3163
      @gopabandhumishra3163 21 день тому +2

      Why governor is taking time?

    • @arunrout7986
      @arunrout7986 15 днів тому

      ନବୀନ୍ ପ୍ରଚାର କରୁଥିବା ସମୟରେ ,ସ୍ଟେଜ୍ ଉପରୁ ପୋଲିସ ଉଠେଇ ନେବେ ,ସେ ପର୍ଯ୍ୟନ୍ତ ଅପେକ୍ଷା କର

  • @gyanabratamohanty4219
    @gyanabratamohanty4219 21 день тому +6

    ଅତି ଗର୍ବେ ହତ ଲଙ୍କା | ଏମାନେ କ୍ଷମତା ପାଇ ପାଗଳ ହୋଇ ଗଲେଣି | ଓଡ଼ିଆର ପ୍ରାଣ ଜଗନ୍ନାଥଙ୍କୁ ବାରମ୍ବାର, ବିଭିନ୍ନ ଭାବରେ ଅପମାନିତ କରିଥିବା ଲୋକ ଵା ଦଳର ପତନ ଏବେ ନିଶ୍ଚିତ | ନବୀନ ବାବୁ ବନ୍ଧା ହେବାପାଇଁ କେବଳ ଉପଦେଷ୍ଟା ପାଣ୍ଡିଆନ ହିଁ ଦାୟୀ 🙏🙏🙏

  • @anadicharansamal7033
    @anadicharansamal7033 21 день тому +18

    ହେ ପ୍ରଭୁ ଜଗନ୍ନାଥ ମଲା ବେଳକୁ ଏ ପରମ ପାପିଷ୍ଠ ନବୀନ ପଟ୍ଟନାୟକଙ୍କୁ କ'ଣ ଉଚିତ ଦଣ୍ଡ ପ୍ରଦାନ କରିବେ 🙏

  • @niranjanpanda8574
    @niranjanpanda8574 21 день тому +14

    ହେ ପ୍ରଭୁ ତୁମକୁ ଯିଏ ଭିକାରୀ ସଜେଇଲା, ଯିଏ ଗୋ ଭକ୍ଷଣକାରୀ ତୁମ ମନ୍ଦିରକୁ ପଶେଇଲା, ଯିଏ ତୁମ ଜମିକୁ କମ୍ପାନୀକୁ ଦେଇଦେଲେ, ତାର ବିନାଶକର। ଏ କଳାପାହାଡ ଠାରୁ କମ ନୁହନ୍ତି। ଖଣି ଲୁଟ, ଚିଟଫଣ୍ଡ, ପରୀ, ମମିତା, ଇତିଶ୍ରୀ... ଛି ଛି। ବିଚାର କର ପ୍ରଭୁ।

  • @biswanathpadhy8371
    @biswanathpadhy8371 21 день тому +27

    ସୁପ୍ରିମକୋର୍ଟ ଅବମାନନା ପାଇଁ contempt of court petition ସୁପ୍ରିମକୋର୍ଟରେ କରାଯାଉ।

    • @user-ho9hb3ur8c
      @user-ho9hb3ur8c 21 день тому

      Tu jaunu karibu bjd karmi pitiki maridebe

  • @mituprdhan2020
    @mituprdhan2020 21 день тому +105

    ସବୁ ଠାରୁ ଓଡ଼ିଶା ର ବଡ଼ ଚୋର ନବୀନ ପଟ୍ଟନାୟକ ପାଣ୍ଡୁ

    • @successfullife6722
      @successfullife6722 21 день тому +1

      👍🙏

    • @swarajkumarbej3768
      @swarajkumarbej3768 21 день тому +2

      ଚୋର ନୁହଁ ଡକାୟତ

    • @user-ho9hb3ur8c
      @user-ho9hb3ur8c 21 день тому

      Modi au amit Shah maha chora

    • @littoncool
      @littoncool 21 день тому

      @@user-ho9hb3ur8ctanku chora kahile b semane nija state re nija language re katha huanti. Ama ra ethi tamil aau america wala asi dhanda karuchanti

    • @krushnagaipai4978
      @krushnagaipai4978 21 день тому +2

      ​@@user-ho9hb3ur8cTu bhade tamil loka na re odia heithile bhujithantu...

  • @malayasendigal6525
    @malayasendigal6525 21 день тому +13

    ଓଡ଼ିଶାବାସୀ ଙ୍କ ସାହା ମହାମହିମ ଶ୍ରୀ ରଘୁ ବର ଦାସ

  • @sugyanimishra7144
    @sugyanimishra7144 21 день тому +22

    If Raghubar Das, Governer will not give permission, then it will be known that BJP & BJD are actually friendly united.

  • @rameswar3765
    @rameswar3765 21 день тому +16

    ଅକ୍ଷୟ କୁମାର ମୋ'ଦଳ ର ମୂଖ୍ଯ ଙ୍କୁ ଅଶେଷ ଧନ୍ୟବାଦ ।

  • @ajitkumarpanda6388
    @ajitkumarpanda6388 21 день тому +12

    ଅପେକ୍ଷା ର ଅନ୍ତ ହୁଏ ଯେତେବେଳେ ନିର୍ଭୟ ଗୁମର କଥା ଶୁଣି ସାରିଲା ପରେ,,,,,,,,
    ପ୍ରଭୁ ଜଗନ୍ନାଥ ପାପୀ ଙ୍କୁ ଶୀଘ୍ର ଦଣ୍ଡ ଦେବା ଉଚିତ୍,,,,,ଜୟ ଜଗନ୍ନାଥ,,,,,,

  • @IskconKrishnaprem
    @IskconKrishnaprem 21 день тому +37

    ଏ କଥାଟା ଏତେଦିନ ପର୍ଯନ୍ତ ବିଜେପି ଵାଲା କଣ କରୁଥିଲେ.

    • @bhimasensahusahu8991
      @bhimasensahusahu8991 21 день тому

      Tama ghory thily

    • @jitendradas916
      @jitendradas916 19 днів тому

      Election samayare emiti sabu natak baji chale.kichhi ta paisa paien au kichhi malpani kameiba paien black mailing kariki.
      Gote katha kahibi.
      Chaka akhi sabu dekhuchi.

  • @KushaRaut-eg1yr
    @KushaRaut-eg1yr 21 день тому +11

    ନବୀନ ଦାସ ଜି ଯାହା କହୁଛନ୍ତି ସବୁ ସତ୍ୟ ହେଲେ କଣ କରା ଯିବ ପାଣ୍ଡୁ ଫାଷ୍ଟ ରେ ଜେଲ୍ ପଠଇବା ମୋର ବହୁତ୍ ଇଚ୍ଛା

  • @user-sl4yh2yt4c
    @user-sl4yh2yt4c 21 день тому +18

    ସାଦର ପ୍ରଣାମ, ଏଥର ଶଙ୍ଖାଶୁର ପାପର ଘଡ଼ା ପୂର୍ଣ୍ଣଦେଲା... ରଘୁବରଙ୍କୁ ବ୍ରହ୍ମଅସ୍ତ୍ର ପ୍ରାପ୍ତହେଲା, କେବଳ ଆଦେଶକୁ ଅପେକ୍ଷା, କେବେ ଶଙ୍ଖାଶୁର ମରିବ... 🙏ଜୟ ଜୟ ଜଗନ୍ନାଥ 🙏🙏ଜୟଶ୍ରୀରାମ 🙏🙏🙏

  • @BishnucharanRay-xy5ox
    @BishnucharanRay-xy5ox 21 день тому +47

    ଯଦି ଜଣେ ପାଣ୍ଡିଆନ ଏକା ଯଥେଷ୍ଟ ତେବେ ମୁଖ୍ୟ ମନ୍ତ୍ରୀ 2 ଜାଗାରେ 100 mla 20 mp ଆବଶ୍ୟକ କଣ

    • @swarajkumarbej3768
      @swarajkumarbej3768 21 день тому +1

      ସେ ଶଳା! ଗଣତନ୍ତ୍ର କୁ ବୁଡାଇ ସାରିଲାଣି।

  • @abhiramsahoo5642
    @abhiramsahoo5642 21 день тому +9

    ମହାମହିମ ରାଜ୍ଯପାଳ ମହୋଦୟ ଓଡିଆ ପ୍ରାଣର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନ ରକ୍ଷା କରିବା ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ ! କୋଉ ନବୀନା ଜେଲ୍ ଯିବାର ଥିଲେ ଯାଉ ପଛେ ଜଗନ୍ନାଥଙ୍କ ଜମି ହଡପକାରୀଙ୍କୁ ଠିକଣା ଜବାବ୍ ଦିଆଯାଉ !

  • @trinathbasti3403
    @trinathbasti3403 21 день тому +9

    ଏହି ସବୁ ଜମି ଅନିଲ ଅଗ୍ର ଓ୍ଵାଲ ଫାଉଣ୍ଡେସନ ନାମରେ ବିକ୍ରି କବଲା ହୋଇଛି। ଫଳରେ ସରକାର ହରଡ ଘଟଣାରେ ପଡିଛନ୍ତି। କୋଟି କୋଟି ଟଙ୍କାର କିକ ବ୍ୟାକ ହୋଇଛି । ମୁଖ୍ୟମନ୍ତ୍ରୀ କାଠ ଅଡାକୁ ଯିବାଥୟ।

  • @debashishacharya3814
    @debashishacharya3814 21 день тому +49

    ବିଜେଡ଼ିର ବରଖାସ୍ତ ନେତାମାନେ ଭାଗ୍ୟବାନ।

  • @lilamayasahu6669
    @lilamayasahu6669 21 день тому +9

    ଜଣେ ଖାଇଲା ପ୍ରଭୁ ଲିଙ୍ଗରାଜ ଙ୍କ
    ଆଉ ଜଣେ ପ୍ରଭୁ ଜଗନ୍ନାଥ

  • @satyanarayanrath1344
    @satyanarayanrath1344 21 день тому +8

    ଜଗନ୍ନାଥ ନିଶ୍ଚୟ ଦଣ୍ଡଦେବେ ।

  • @kushadhwajanahak186
    @kushadhwajanahak186 21 день тому +18

    ଏ ବର୍ଷ ଗ୍ରୀଷ୍ମ ପ୍ରବାହ ଯେମିତି ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି ସେମିତି ନବୀନ ବାବୁଙ୍କ ସରକାର ବି ଲୋକଙ୍କୁ ମିଛ କହି କହି ପାଗଳ କରି ସାରିଲାଣି, ତେଣୁ ମାନ୍ୟବର ରାଜ୍ୟପାଳ ବିଳମ୍ବ ନ କରି ତୁରନ୍ତ ନବୀନ ବାବୁ ଙ୍କୁ ଜେଲ୍ ପଠାନ୍ତୁ,

  • @kailashrana5820
    @kailashrana5820 21 день тому +5

    ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ଓସ୍ତାଦ ମାନ୍ଯବର ମୁଖ୍ୟମନ୍ତ୍ରୀ ଦୋଷୀ ନୁହଁନ୍ତି କି ?

  • @surendranarayanpanda8021
    @surendranarayanpanda8021 21 день тому +18

    ଏ ହେଇନି କିଛି ଦେଖ ଆଗକୁ କଣ ହେଉଛି..ବେଦାନ୍ତ ର ଥୋପ ଗିଳିଦେଇଛି ବିଜେଡି.ନା ଭିତର କୁ ଜାଉଛି ନା ବାହାରି ପାରୁଛି.

  • @BishnucharanRay-xy5ox
    @BishnucharanRay-xy5ox 21 день тому +30

    ଯଦି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ତେବେ ରତ୍ନା ଭଣ୍ଡାର ଖୋଲି ଦେଖଉଦେଉନାହାନ୍ତି ଓଡିଶା ବାସୀଙ୍କୁ?

    • @ashwinisahu6584
      @ashwinisahu6584 21 день тому +3

      RATNABHANDAR SABU TAMIL BOHISARILANI🎉🎉

  • @pramodapradhan9257
    @pramodapradhan9257 21 день тому +5

    କାହାକୁ ବୁଝାଉଛ ଏ ମାଗଣା ଖିଆ ଜାତି ଯିଏ ନିଜ ସନ୍ତାନକୁ ଦେଖୁନି ପିଲାମାନେ ଦାଦନ ଯାନ୍ତୁ ମା ଗ୍ରୁପରେ ନାଚୁଛି
    ବାପା ପାଇଁତ ଗାଁ ମୁଣ୍ଡରେ ମଦ ଦୋକାନ ଖୋଲା ଯାଇଛି
    ପିଲା ଚାକିରୀ ନପାନ୍ତୁ ବେକାରୀ ବଢୁ କିଛି ମାନେ ନାହିଁ

    • @binayadevsingh6050
      @binayadevsingh6050 18 днів тому

      Sahe pratishat satya. He Bhagaban A pari manisha mananku sadbudhi dio.

  • @pravatkumarsutar2431
    @pravatkumarsutar2431 21 день тому +6

    ଓଡ଼ିଶାରେ ଏତେ ବିରୋଧୀ ମଧ୍ୟରେ ଅକ୍ଷୟ କୁମାର ଅଭିଯୋଗ କଲେ।
    ମାତ୍ର ମୁଖ୍ୟ ବିରୋଧୀ bjp କଂଗ୍ରେସ କାହିଁ ଅଭିଯୋଗ କଲେନୀ।

  • @bmn2568
    @bmn2568 21 день тому +7

    ମହାମହିମ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଏହି ବିଷୟକୁ ଗୁରୁତ୍ୱ ର ସହ ବିଚାର କରି ଏ ଭ୍ରଷ୍ଟାଚାରୀ ନବୀନ ବାବୁ ଙ୍କ ବିରୋଧ ରେଯଥା ଶୀଘ୍ରକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁମୋଦନ କରିବେ ବୋଲି ଓଡିଶା ର ସାଢେ ଚାରି କୋଟି ଓଡ଼ିଆ ଙ୍କ ତରଫରୁ ବିନୀତ ପ୍ରାର୍ଥନା

  • @biswanathpadhy8371
    @biswanathpadhy8371 21 день тому +10

    ବିଜେଡି ସରକାର ସୁପ୍ରିମକୋର୍ଟ ଅର୍ଡର ଓ ଜଜମେଣ୍ଟ କୁ କାହିଁକି ପାଳନ କରୁନାହାନ୍ତି?କିଛି ଭିତିରି ରହସ୍ୟ ନାହିଁ ତ?

  • @babajinath2067
    @babajinath2067 21 день тому +4

    ଏ ହେଇନି କିଛି ଏ ହେଇନି କିଛି ଦେଖ ଆଗକୁ କଣ ହଉଚି

  • @JayantiPatnaik-fd9rr
    @JayantiPatnaik-fd9rr 21 день тому +3

    ଆମ ଓଡ଼ିଆ ମାନଙ୍କୁ ଯେତେଥର ବୁଝାଇଲେ,କିଛି ବୁଝାଇ ପାରିବେ ନାହିଁ. ମଦ, ମାଂସ ପାଇଲେ ସବୁ ଭୁଲି ଯିବେ.ଜାଗ୍ରତ ହୁଅ ରେ ଆମ ଓଡିଶାବାସୀ.

  • @trilochanpatnaik6321
    @trilochanpatnaik6321 21 день тому +10

    ପର ବୁଦ୍ଧି ପ୍ରଳୟ। ନବୀନ ବାବୁ ଯଦି ନିଜ ବୁଦ୍ଧି ଖର୍ଚ୍ଚ କରି ଥାଆନ୍ତେ ତେବେ ମହାପ୍ରଭୁଙ୍କ ଜମିକୁ କାହାକୁ ବିକ୍ରୀ କରି ନ ଥାଆନ୍ତେ। ସେ ତ ଅଣଓଡ଼ିଆ ବୁଦ୍ଧିରେ ନାଚ କରୁଛନ୍ତି । BJD ର କେତେ ଅନ୍ଧ ଭକ୍ତ ନବୀନ ବାବୁ ଙ୍କୁ ମହାତ୍ମା ଗାନ୍ଧୀ ଙ୍କ ସହିତ ତୁଳନା କଲେଣି। ଏ ସବୁ ଅତି ଗର୍ବ ର ପରିଚାୟକ। ଅତି ଗର୍ବ ରେ ଜାହା ହୁଏ ତାହାହିଁ ହେବ BJD ଦଳର ଭବିଷ୍ୟତ।

  • @bibhutiparida7565
    @bibhutiparida7565 21 день тому +2

    ମହାପ୍ରଭୁ ଜଗନ୍ନାଥ ଏବେ ଦ୍ଵନ୍ଦରେ !!
    ଲୋକେ କହୁଚନ୍ତି - ଯିଏ ଜମି ଦେଇଦେଲେ ହେ ମହାବାହୁ ତାଙ୍କୁ ଦଣ୍ଡ ଦିଅ ,
    ଆଉ ଯିଏ ଜମି ଦେଇଦେଲେ କହୁଚନ୍ତି - ମହାବାହୁ ଆମେ ତମର ପରମ ଭକତ , ଆମକୁ ଏ ବିବାଦ ରୁ ରକ୍ଷାକର ।

  • @kailashpadhan4728
    @kailashpadhan4728 21 день тому +12

    Be quick action forward to court

  • @user-kt4sh2sm6s
    @user-kt4sh2sm6s 21 день тому +3

    ଚକାଡୋଳା ସବୁ ଦେଖୁଛି। ମାନ୍ଯବର ରାଜ୍ଯପାଳଙ୍କ କଣ୍ଠରେ ମା ସରସ୍ୱତୀ ନିଶୟ ବସିବେ। ଜୟ ଜଗନ୍ନାଥ।

  • @itz_ur_Queen1
    @itz_ur_Queen1 21 день тому +6

    ନବୀନ ଜେଲ୍ ଯିବ

  • @prananathpati9976
    @prananathpati9976 17 днів тому +1

    ରାଜ୍ୟପାଳ ତୁରନ୍ତ ମଞ୍ଜୁରୀ ଦିଅନ୍ତୁ। ନବୀନ କୁ ଜେଲ ପଠାନ୍ତୁ।

  • @bijayashankartripathy8748
    @bijayashankartripathy8748 21 день тому +4

    ଦଣ୍ଡ ନିଶ୍ଚୟ ମିଳିବ ।

  • @user-lc1tf3up7x
    @user-lc1tf3up7x 21 день тому +2

    ନବୀନ ପଟ୍ଟନାୟକ ସହିତ ମିଶି ଓଡ଼ିଶା ର ବେଇମାନ ନମହକାରମ୍ ସ୍ବାର୍ଥୀ ନେତା ମାନେ ନିଜ ସ୍ୱାର୍ଥ ପାଇଁ ଓଡ଼ିଶା ବାସୀ ଙ୍କୁ ଏକ ତାମିଲ ଲୋକ ହାତରେ ବଳି ପକେଇ ଦେଲେ,
    ଆଉ ଆମ ମହାପ୍ରଭୁଙ୍କ ଜମି ମଧ୍ୟ ନବୀନ ପଟ୍ଟନାୟକ ର ସାହାଯ୍ୟ ନେଇ ତାମିଲ ଲୋକ ସବୁ ଠକି କି ଏମିତି କାମ କରିଛି,,
    ଆଜ୍ଞା ଆପଣଙ୍କ ନ୍ୟୁଜ ମୁଁ ସବୁବେଳେ ଦେଖେ,
    କିନ୍ତୁ ଆପଣ ଯେଉଁ ରହି ରହି ବିଳମ୍ବ କରି ବୁଲେଇ ବୁଲେଇ କଥା କହନ୍ତି ତେଣୁ ମତେ ଭଲ ଲାଗେ ନାହିଁ,

  • @rajanikantachoudhury2343
    @rajanikantachoudhury2343 21 день тому +3

    Akhaya ବାବୁଙ୍କୁ ଅଶେଷ ଧନ୍ୟବାଦ ଏକାମ ଶିଘ୍ର ଶେଷ କରିବାକୁ ଅନୁରୋଧ.

  • @user-oc8fz9wn1r
    @user-oc8fz9wn1r 21 день тому +5

    Governer Sir, please issue permission immediately.

  • @binayakumarsethi6114
    @binayakumarsethi6114 21 день тому +8

    ସାର ନମସ୍କାର , ସବୁ ସେହି କାଳିଆ ସାଆନ୍ତେ ବୁଝିବେ , ସେ ମେ 25 ତାରିଖ ପରେ ସବୁ ସାର୍ବଜନୀନ କରିବେ

  • @kamarajjena5461
    @kamarajjena5461 21 день тому +3

    Vedant ଅନିଲ ଅଗ୍ରୱାଲ କୁ ମାଲ ଟା ପ୍ରେମ ପଟନାୟକ ଆଉ ପାଣ୍ଡିଆନ ମିଶି କି ଖାଇ ଯାଇଛନ୍ତି. ଏଇଟା ମଦୁଆ ଟା ଉଲା ଭଗବାନ ରୋଲ କରି ପୁରା ଓଡିଶା କୁ 24 ବର୍ଷ ଧରି ବୋକା ବନାଇ ଦେଲା

  • @niharranjandas1353
    @niharranjandas1353 21 день тому +1

    ରାଜ୍ୟ ପାଳ ଆଦେଶ ଦିଅନ୍ତୁ
    ଜଗନ୍ନାଥଙ୍କ ମାନ ରହୁ
    ଓଡ଼ିଶା ର ଗଣତନ୍ତ୍ର ରକ୍ଷା ହେଉ ।

  • @bhabanemallick1801
    @bhabanemallick1801 21 день тому +6

    Bilkul. Wright sir

  • @saratmishra7100
    @saratmishra7100 21 день тому +2

    Thanks to Nabanirmana krusaka sangathana for bringing such an illegal case into the limelight.

  • @RanjanKumar-mx1ki
    @RanjanKumar-mx1ki 21 день тому +2

    ଏହି ଖବର ଟିକୁ ବିଜେପି ପ୍ରତି ଟି ଓଡ଼ିଆ ଙ୍କୁ ଏବଂ ଓଡିଶା ର ପ୍ରତି ଟି କୋଣ ଅନୁକୋଣ ରେ ଭଲ ଭାବରେ ପହଞ୍ଚାଇ ପାରିଲେ bjd ନିଛିନ୍ତ ଆଂଠେଇବ

  • @Prabeena929
    @Prabeena929 21 день тому +4

    ଜୟ ମା ଭଗବତୀ ଜୟ ଜଗନ୍ନାଥ

  • @razzkara7608
    @razzkara7608 21 день тому +7

    Jay Jagannath
    Pravu Jagannath Odisha ku save karibe.

  • @rabindrapatra8223
    @rabindrapatra8223 20 днів тому

    Very beautiful episode. Thanks for awareness. ଆପଣା କଲା କର୍ମ ମାନ ଆଗୁ ହୋଇବ ସାବଧାନ। Thanks sir good night Jay Jagannath.

  • @sudhirkhatei6660
    @sudhirkhatei6660 21 день тому +4

    ନମସ୍କାର, ଲେଖା ଛିଡ଼ିବ

  • @DeepakDas-qw9ic
    @DeepakDas-qw9ic 21 день тому +3

    I am very greatfull ,I never seen any odia media like your platform NIRVAYA. Continue raising inner voice of odias to the so called govt . Appreciated sir you doing great job for odias.

    • @user-ho9hb3ur8c
      @user-ho9hb3ur8c 21 день тому

      Aita micha kuhe boli ta pua ra untimely death hela ahuri sala chetini

  • @jagannathmishra5300
    @jagannathmishra5300 21 день тому +3

    ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର ଏବଂ ଯେଉଁ ପ୍ରକଳ୍ପ କରିଛନ୍ତି, ସେଥିପାଇଁ ବିଜେଡି ଦଳ ଭୋଗିବେ ।

  • @Awarenesstalk6379
    @Awarenesstalk6379 21 день тому +1

    ରାଜ୍ୟପାଳ ଠିକ ବିଚାର କରିବା ଦରକାର

  • @premanandajena6209
    @premanandajena6209 21 день тому +12

    Jay shree Ram

  • @biswanathsabar6184
    @biswanathsabar6184 21 день тому +3

    Jay Jagannath Thank You SIR FOR YOUR ENCOURAG

  • @NiranjanMaikap
    @NiranjanMaikap 21 день тому +1

    ମୋର ଅନୁରୋଧ ରାଜ୍ୟ ପାଳ ଅନୁମତି ଦିଅନ୍ତୁ

  • @NomadicJRS
    @NomadicJRS 21 день тому +1

    ମୋଦି ଙ୍କ ଲହରୀ ରେ ସବୁ ଉଡିଯିବେ.. ବିଜେପି ର ନିର୍ଵାଚନ ଫଳାଫଳ ସମସ୍ତିଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେବ l ପାର୍ଥୀ ଦେଖି ନୁହେଁ ମୋଦିଙ୍କ ଭାବମୂର୍ତ୍ତି କୁ ଦେଖି ଲୋକେ vote ଦେବେ l ଯେପରି ବିଜେଡି ରେ ପାର୍ଥୀ ନୁହେଁ ନବୀନ ଙ୍କୁ ଦେଖି ଲୋକେ vote ଦେଇ ଆସୁଥିଲେ l

  • @basantapattnaik7812
    @basantapattnaik7812 21 день тому +4

    ସାର ପ୍ରଣାମ 🙏🌹

  • @ashwinisahu6584
    @ashwinisahu6584 21 день тому +4

    JAY JAGANNATH TUME BHARASA

  • @Aditya.aditya.
    @Aditya.aditya. 21 день тому +5

    ଆଜ୍ଞା ଯଦି ଚାଷୀ ଙ୍କୁ ଜମି ଫେରାଇ ଦିଆଯିବ ତେବେ ଚାଷୀ ପାଇଥିବା ଜମି ବାବତ କୁ ଟଙ୍କା କେମିତି ଫେରାଇବେ,ଚାଷୀ ଟଙ୍କା କେଉଁଠୁ ଅନିବେ , ଅବା ଜଗନ୍ନାଥ ମହାପ୍ରଭୁ ଙ୍କ ଟଙ୍କା ସରକାର ଫେରାଇ ପାରିବେ

    • @Rajaa_Ram
      @Rajaa_Ram 21 день тому +1

      ଯେହେତୁ ବେଆଇନ ଭାବରେ ଅଧିଗ୍ରହଣ ହୋଇଛି, ତେଣୁ ଟଙ୍କା ଫେରାଇବାର ପ୍ରଶ୍ନ ଉଠୁନାହିଁ।

  • @PrakashchandraPanda-nn3tg
    @PrakashchandraPanda-nn3tg 21 день тому +1

    Very good news.know the odisha voters.Jay Jaganath.

  • @basantapattnaik7812
    @basantapattnaik7812 21 день тому +4

    ସାର ନବୀନ ପଟ୍ଟନାୟକ ଲୋକଙ୍କୁ ଦେଖାଇ ହେଉଛନ୍ତି ପରମ ଭକ୍ତ ଏସବୁକୁ ଜୋର ଦାର ପ୍ରଚାର କରୁଛନ୍ତି ପାଣ୍ଡିଆନ l ଭଣ୍ଡ ଭକ୍ତି ହିଁ ଏସବୁ କରେ l କଥାରେ ଅଛି କାଉଁରୀ ଡାଙ୍ଗ ଭାଙ୍ଗି ଜୀବ ପଛେ ନୁଇଁ କି ବଙ୍କା ହେବ ନାହିଁ l ସେମିତି ନବୀନ ଏବଂ ପାଣ୍ଡିଆନ ମହା ଜିଦ ଖୋର l

  • @rabindrapradhan7646
    @rabindrapradhan7646 21 день тому +2

    ଅରଚନା ନାଗ ସେ ଠିକ୍ କହୁଥିଲା , ଆଉ ସେ ସେଇ ବେଦାନ୍ତ ଜମି ହଡ଼ପର ସିକାର ହେଇଥିଲା ,ଆଉ ତା ବାପା ଙ୍କୁ ଜେଲ ଯିବାକୁ ପଡିଥିଲା ବୋଲି ନାଗ କହିଥିଲା।

  • @sukumarrana9091
    @sukumarrana9091 21 день тому +3

    Hon'ble Governor should give permission to start a case against Nabin Pattanayak.

  • @pritambishaldas2248
    @pritambishaldas2248 21 день тому +1

    ଓଡ଼ିଶା ଇତିହାସରେ ନବୀନ ବାବୁ ହେଉଛନ୍ତି ସବୁ ଠାରୁ ଅପାରଗ, ଅଯୋଗ୍ୟ, ଦୁର୍ନୀତି ଗ୍ରସ୍ତ ଏବଂ ଅପଦାର୍ଥ ମୁଖ୍ୟମନ୍ତ୍ରୀ। ସବୁ କ୍ଷେତ୍ରରେ ବିଫଳ। କେବଳ ମିଛ ଏବଂ ଶସ୍ତା ଲୋକପ୍ରିୟ ଯୋଜନା କରି ଭୋଟ ପାଇ ଆସୁଛନ୍ତି। ଯଥା ଶୀଘ୍ର ତାଙ୍କୁ ବିଦାୟ ଦେବା କୁ ପଡ଼ିବ। ନଚେତ୍ କେଉଁ ଦିନ ଓଡ଼ିଶା କୁ ବିକିଦେବ।

  • @somanathhota7142
    @somanathhota7142 21 день тому +3

    BJD wala be like ye "Ye sab kya ho raha hai😨😰🤯".......😂😂

  • @purnajena8092
    @purnajena8092 21 день тому +3

    Thanks Sir for your courage.. people of Odisha want changes. Now it’s depends upon party whether they will take benefits or bot.

  • @user-vv3ke7ck8o
    @user-vv3ke7ck8o 21 день тому

    ରାଜ୍ୟପାଳ ମହୋଦୟ ଓଡ଼ିଶା ବାସୀ ଙ୍କୁ ନ୍ୟାୟ ଦିଅନ୍ତୁ।

  • @kumarnayak2641
    @kumarnayak2641 19 днів тому

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ

  • @PrasanaSahu-gv7dd
    @PrasanaSahu-gv7dd 20 днів тому

    ରାଜ୍ୟ ପାଳ ଙ୍କୁ ଅନୁ ରୋଧ ଶୀଘ୍ର ଜେଲ୍ ପଠାଇ ଦିଆନ୍ତ୍

  • @srinibasswain1143
    @srinibasswain1143 21 день тому +2

    Black History of Odisha.. During 24 years.. of ruling

  • @arjunbag5441
    @arjunbag5441 20 днів тому

    ସାର୍ ଆପଣଙ୍କ ଉପସ୍ଥାପନ,ବିଶ୍ଳେଷଣ ଭାରି ହୃଦୟସ୍ପର୍ଶୀ,ମୋର ଅନୁରୋଧ ସ୍ଵଂୟ ସହାୟକ ଦଳମନଙ୍କୁ ଟିକେ ସଚେତନ କରନ୍ତୁ,ଏମାନେ ହିଁ ଭାରି ଅନ୍ଧଭକ୍ତ ହେଉଛନ୍ତି ଆମ ରାଜ୍ୟରେ,ବିଜେଡି ଦଳ ପାଇଁ ତାଙ୍କର ଦୁର୍ବଳତା ବେଶୀ ରହୁଛି,,

  • @anupkumarp2275
    @anupkumarp2275 21 день тому +2

    Talabira is in Sambalpur but not Sundergarh. At present Coal Mining is done by NLC Tamilnadu

  • @sukantasadangi6755
    @sukantasadangi6755 21 день тому +1

    Sir ଭୁଲ

  • @ashwinisahu6584
    @ashwinisahu6584 21 день тому +2

    JAY JAGANNATH 🎉🎉
    BHABA TUME

  • @prafullachandrasahoo7183
    @prafullachandrasahoo7183 21 день тому +2

    ନବୀନ ବାବୁ ଓଡ଼ିଆ ବିରୋଧୀ ।
    ଯିଏ ଓଡ଼ିଆ କହିବାକୁ ଭଲ ନପାଏ,
    ଯିଏ ଓଡ଼ିଆ କୁ ସରକାରୀ ଭାଷା
    ଭାବରେ ପ୍ରଚଳନ କରେନା , ଯିଏ
    ବାହାର ରାଜ୍ୟର ଲୋକଙ୍କୁ ଓଡ଼ିଶାର
    ଶାସନ ଭାର ଦିଅନ୍ତି । ଯିଏ ରାଜ୍ୟ
    ବାସୀଙ୍କୁ ମଦୁଆ କରି ଶାସନ କରି
    ବାକୁ ଚାହାନ୍ତି । ଯିଏ ଜଗନ୍ନାଥ ଙ୍କୁ
    ମାନନ୍ତି ନାହିଁ । ତାଙ୍କୁ ଭୋଟ ଓଡ଼ିଆ
    କିପରି ଦିଅନ୍ତି , ମୁ ବୁଝି ପାରୁନି ।

  • @user-jr7cf3ex5h
    @user-jr7cf3ex5h 20 днів тому

    ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ଓ ବାହାରେ ଏହି ବିଷୟ ଅନେକବାର ଉଠାଇଛନ୍ତି। ବିଜେପି ଦଳ ଚୁପ। ଉମାବଲ୍ଲଭ ରଥ କେସ ଲଢିଛନ୍ତି ତାଙ୍କୁ ଧନ୍ଯବାଦ। ଓଡିଆ ଚିରନିଦରା ରେ।

  • @successfullife6722
    @successfullife6722 21 день тому +1

    ସମସ୍ତ ଓଡ଼ିଆ ଭାଇ ଭଉଣୀ, ଯେଉଁ ମାନେ ନିଜକୁ ସମାଜରେ ଜଣେ ଦାୟିତ୍ୱବାନ ନାଗରିକ ଭାବୁଛନ୍ତି, ଏବଂ ଓଡିଶା ପାଇଁ କିଛି କରିବାକୁ ଚାଁହୁଛନ୍ତି, ସେହି ବ୍ୟକ୍ତି ବିଶେଷ ମାନଙ୍କୁ ବିନମ୍ର ଅନୁରୋଧ ଆପଣ ମାନେ ସୋସିଆଲ ମିଡିଆରେ ମତାମତ ରଖିବା ସହିତ ଅତିକମରେ ନିଜ ନିକଟତର ସମ୍ପର୍କୀୟ ଦଶ ଜଣ ଭୋଟରଙ୍କୁ ସଚେତନ କରିବାର ଦାୟିତ୍ୱ ନିର୍ବାହ କଲେ, ଓଡିଶାରେ ପରିବର୍ତ୍ତନ ହେବାକୁ ବେଶୀ ସମୟ ଲାଗିବ ନାହଁ l ଜୟ ଓଡିଶା l🙏

  • @akshayakumarbhol4132
    @akshayakumarbhol4132 21 день тому +1

    ଲିଙ୍ଗରାଜ ଙ୍କ କିଛି ଜମି ବିଜୁ ପଟ୍ଟନାୟକ ଙ୍କ ସମୟରୁ ନବୀନ ନିବାସ ଜବର୍ ଦାଖଲ ରେ ଥିଲା । ସେ ବିଷୟରେ ଅନୁସନ୍ଧାନ ହେବା ଉଚିତ୍ ।

  • @annadaprasadmishra3040
    @annadaprasadmishra3040 20 днів тому

    ନବୀନ ସାର୍, ନମସ୍କାର।ତାଳ ପାଚିଲେ ସିନା ଗଛରୁ ଆସେ। ସେହିପରି ବିଜେଡି ର ପାପ ସବୁ ପାଚିବା ଅବସ୍ଥାରେ ରହିଛି।

  • @successfullife6722
    @successfullife6722 21 день тому +1

    ଜୟ ଶ୍ରୀରାମ l🙏

  • @biranchinarayanmaharana1656
    @biranchinarayanmaharana1656 21 день тому +2

    👌

  • @ranjitdas7587
    @ranjitdas7587 21 день тому +1

    Sabutharu sir apanankar gumara katha bakhya karibara sahiliti bahut hudaya spasi❤🙏🙏🙏💐

  • @prasantamohapatra7767
    @prasantamohapatra7767 21 день тому

    ପାପ ଅଧିକ ହେଲାଣି, କ୍ଷୀର ଉତୁରିବାକୁ ଆରମ୍ଭ ହେଲାଣି, ଏଣିକି ଚୁଲିରେ ନିଶ୍ଚୟ ପଡିବ

  • @shyamaghanmohanty1369
    @shyamaghanmohanty1369 21 день тому

    ଅନୁମୋଦନ ଦେବା ପାଇଁ ମାନ୍ୟବର ରାଜ୍ୟପାଳ ଙ୍କୁ ଅନୁରୋଧ।

  • @prabhasray675
    @prabhasray675 21 день тому +1

    Jay Jagannath