#SAVE_BJD
Вставка
- Опубліковано 3 бер 2024
- ଲଜ୍ୟା ବିହୀନ ପ୍ରବକ୍ତା, ମୂଲ୍ୟହୀନ ବକ୍ତବ୍ୟ ! ବିଜୁବାବୁଙ୍କ ଆତ୍ମା ର ସ୍ବାଭିମାନ, ପ୍ରଶ୍ନ ଘେରରେ #sasmitpatra #SantruptMishra @nurulislam.odisha
===============
Topic :- Podcast Video on spokesperson of #OdishaBJD
This video seeks to connect the entire Odia community throughout
the globe in a single platform.
===============
A party spokesperson (also known as party spokesman or party spokeswoman) is any member of a political party (at any regional level of the party structure)
who is charged by the leaders of the party with communicating the party's position on specific portfolios. Party spokespersons largely feature in political
parties of parliamentary systems. Party spokespersons can also be assisted in their duties by deputy or assistant spokespersons in the same portfolio.
===============
The Biju Janata Dal (transl. Biju People's Party; abbr. BJD) is an Indian regional political party with great influence in the state of Odisha. It was founded
by the former minister of mines and minerals of the Republic of India Naveen Patnaik on 26 December 1997 as a breakaway faction from the Janata Dal.[8] The BJD
is led by its founder as president of the party. The headquarters of the party is located in Forest Park, Bhubaneswar.
Who is a spokesperson in politics?
==============
Who is current spokesperson of BJP?
Who is the BJP lady Pravakta?
Who are the main leaders of BJP?
Is BJD part of BJP?
How long did BJD rule in Odisha?
Who is the present president of BJD?
bjd party members list
bjd support bjp or congress
biju janata dal and bjp
bjd party symbol
bjd party alliance
bjd support which party
bjd party full form
bjd symbol name
==============
Odisha's Best Political UA-cam Channel.
Odisha's Fastest Growing Political UA-cam Channel.
Odisha's Fast Ever Only Political UA-cam Channel.
Odisha's Most Popular Political UA-cam Channel.
===========================
🚫DISCLAIMER :-
☑️ Video is for educational purpose only. Copyright Disclaimer Under Section 107 of the Copyright Act 1976, allowance is made
for "fair use" for purposes such as criticism, comment, news reporting, teaching, scholarship, and research. Fair use is a
use permitted by copyright statute that might otherwise be infringing. Non-profit, educational or personal use tips the
balance in favor of fair use.
==============================
HOST & VIDEO BY :- NURUL ISLAM @nurulislam.odisha
EDIT :- NUR KNOWLEDGE MAYURBHANJ
CAMERA:- NOOR ATIKA
SOUND:- NOOR WAZIFA
FINANCE:- NOOR AQUIDA
STUDIO:- NUR CREATION
HOST & SCRIPT :- NURUL ISLAM
BGM:- UA-cam
----------------------------
GEAR USED
Mobile:-amzn.to/3TErXgb
Mic:-amzn.to/3scVBNC Mic2:-amzn.to/3EWtSsk
Microphone( shotgun):-amzn.to/3TBuZBL
Microphone (USB)-amzn.to/3CN8y5U 2nd
Mobile:-amzn.to/3MJJWPX My camera:-amzn.to/3MJ4KHr Camera lens:-amzn.to/3EUMcSw
My tripod:-amzn.to/3gkUmJF My light:-amzn.to/3yTJyIM Second tripod:-amzn.to/3MK1lYT
Green screen:-amzn.to/3gr9rcw
Vlog tripod:-amzn.to/3DagcIU
Vlog mini tripod:-amzn.to/3MN7jbo
Best ring light:-amzn.to/3ShM02A
---------------------
@Facebook link :- / rapaj.live
My Facebook Group @amm_swara(Public Group):-
AMA SWARA / 58506. .
My Facebook Group @SANKALPA (Pvt Group ) :-
/ sanskar8
@WhatsApp 9778250025
Don’t Forget To :- Like, Comment, Share & Subscribe
#odisha #odia #jayjagannath #vkpandian #kanaktv #otv #kalinagaTv #kosalbhasha #maasamolai #paschimodisha #odishaeditor
#bhubaneswar #cuttack #odishagram #odishatourism #puri #bhubaneswarbuzz #odishaclicks #berhampur #sambalpur #balasore #bhadrak #bhubaneswardiaries
#odiafood #odishadiaries #cuttackbuzz #rourkela #ollywood #odiamemes #jharsuguda #odiaonline #baripada #india #igers #odiapeople
#AnubhavMohanty #KanakNews #Odisha #jaypanda
#OKOdiaMusic #OdiaMovie #OdiaMovie #NewMovie #Trailer #ମାଇଣ୍ଡଗେ
#shorts #narasinghamishra #manojmishra #ollywood #ollywood #odiamovie #sambalpuri
#News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews #KanakNews #Odisha #manojmishra #ollywoodnews
#sonumonucomedy #odianews #funnybits
#jajpur #bbsr #odiafoodblogger #odiagirl#odia #odiavlog #odiacomedy #odiastatus #odisha #odiarosting #labahansda #labahansdah
#muntravellerrosting #odialifestylevlog #odishareporter #mynewodiachannel #nurulislamodisha
#odishayoutube #santalinewvideo #newsantalivideo2023 #homundari
#tribalvolgger #NirbhayGumaraKatha #OdishaPolitics #NavinDas #editorial #ArgusNews #5Tsecretary #Arrest #BJP
#Odisha #odishapulse #odishanews #theinterview #bjd #bjp #congress #odishapolitics #latestodishanews #naveenpatnaik
#vkpandian #latestodishanews #odishapolitics #odisha #odia #odialanguage #odiaculture #odialiterature
#odiauniversity #odishacultureuniversity #odiabhasasammilani #worldodialanguageconference
ନୁରୁଲ ଭାଇଙ୍କ ଲାଗି ଓଡ଼ିଆ ଅସ୍ମିତା ଟିକିଏ ନିଃଶ୍ବାସ ପ୍ରଶ୍ବାସ ନେଲା। ନୁରୁଲ ଭାଇ ଏକା ଛକା ବିଜେଡି ନେତାଙ୍କୁ ଠିଆ ଠିଆ ଫାଡିଦେଲେ🎉❤। ଗର୍ବ ଆସୁଛି ନୁରୁଲ ଭାଇଙ୍କ ଲାଗି
ଆପଣଙ୍କର ବକ୍ତବ୍ୟ ଅତି ସୁନ୍ଦର୍ ଓ କଠୋର। ଠିକ୍ ଲୁହାକୁ ଠିକ ପାଣି ଦେଇ ଦେଇଛନ୍ତି। ବହୁତ୍ ହୃଦୟସ୍ପର୍ଶୀ।
ସବୁ ସାମ୍ବାଦିକ ବିଜେଡିର ଚାମଚା ହେଇଯାଇଛନ୍ତି। ଆପଣଙ୍କୁ ସଲାମ୍। ଆପଣ ଠିକ୍ କହିଛନ୍ତି।
ସବୁ ପାଗଳ ହୋଇ ଗଲେଣି ବିଜେଡି ଦଳ
ଆପଣଙ୍କ ନିର୍ଭୀକ ଓ ବ୍ୟଙ୍ଗପୂର୍ଣ୍ଣ ନିଚ୍ଛକ ଅଭିବ୍ୟକ୍ତି ଏବଂ ଉପସ୍ଥାପନା ପାଇଁ ଧନ୍ୟବାଦ ।🎉
ଧନ୍ୟ ବାଦ।ସ୍ୱାଭିମାନ ଓଡ଼ିଆ।
ଧନ୍ଯବାଦ୍ 🇳🇪 ଶୁଭକାମନା ଜୟ ଜଗନ୍ନାଥ
ଧନ୍ୟବାଦ - ନୁରୁଲ ଭାଇ ...
ପ୍ରଶାନ୍ତ ଜଗଦେବ କହିଲେ ସସ୍ମିତ୍ ପାତ୍ର ଜଣେ କୁହଲିଆ ନେତା ସେ କୁଆଡେ ୱାର୍ଡ ମେମ୍ବର ବି ହୋଇ ନାହାନ୍ତି ତାଙ୍କର ବିରି ନାହିଁ କି ଅଖା ନାହିଁ
ଗଣତନ୍ତ୍ର ଏବେ ବିକ୍ରି ହେଉଛି। ଗୀତିନାଟ୍ୟ ରେ ରୂପାନ୍ତରିତ।
Yes
ସାର❤ବହୁତ ଭଲ କାମ କରୁଛନ୍ତି ଧନୈଵାଦ
ଏ ପ୍ରକାର ପ୍ରବକ୍ତା ମୁଖପାତ୍ର ବିଜୁ ପଟ୍ଟନାୟକ ନାମରେ କଳଙ୍କ ଓ ବିଜେଡ଼ି ନେତା ମନ୍ତ୍ରୀ ତଥା ସାଂସଦ କର୍ମୀ ମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ରକ୍ତ ନାହିଁ 😢 ଲୁଟ କରି ଦୁର୍ନୀତି ଅଭିମାନ ଅହଙ୍କାର ବୁଦ୍ଧି ହୀନ ନୀଚ୍ଚ ମାନସିକ ରୋଗୀ ମାନଙ୍କୁ ଧିକ୍ ଶତ ଧି କ 😢
ଆମ ଭଳିଆ ଲୋକଙ୍କୁ ଠିକ୍ କଥା କହୁଥିବା ରୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 15:04
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ପାଣ୍ଡିଆଁ ପାଖରେ ପରଜୀବୀ ମାନବ ପାଲଟି ଯାଇଛନ୍ତି।
କଳିଙ୍ଗ ଷଣ୍ଢ ବିଜୁ ବାବୁ ଙ୍କ ଜୀବନୀ ନ ପଢି ନ ଜାଣି ଯେଉଁ ମାନେ ସେ ପ୍ରବାଦ ପୁରୁଷ ଙ୍କ ବିଷୟରେ ଯେଉଁ ମାନେ କହୁଛନ୍ତି BJD ଦଳ ବିଜୁବାବୁ ଗଢି ଛନ୍ତି ବୋଲି ସେମାନଙ୍କୁ ଟିକିଏ ଲଜ୍ୟା ପାଣି ତାଙ୍କ ପିତା ମାତା ଦେଇ ନାହାଁନ୍ତି।
Seimane Sara dia hybrid BJD neta sei sakase BJD adarsh(ideology) rasatalgami heuchi
ବାଃ ବାଃ ବହୁତ ସୁନ୍ଦର ଉପସ୍ଥାପନା ଏହା ନିରାଟ ସତ କଥା। ଜୟ ଜଗନ୍ନାଥ
ଯେତେ କଡା ଭାଷାରେ ନିନ୍ଦା କଲେ ବି କମ୍ ହେବ
ନୁରୁଲ୍ ଇସଲାମ ଭାଇ କୁ 100 ସଲାମ
ଅଳ୍ପ ବିଦ୍ୟା ଭୟଙ୍କରୀ । ଏଗୁଡା ଭାବୁଛନ୍ତି, ଓଡ଼ିଶାବାସୀ ମୂର୍ଖ । ଦୁଃଖ ଲାଗୁଛି, ପ୍ରେସ ମିଟରେ କାଉଣ୍ଟର କରିବାର ସତ ସାହାସ ନାହିଁ ଆମ ଓଡ଼ିଆ ସାମ୍ବାଦିକ ମାନଙ୍କର । ଏହା ତାଙ୍କର ଅଜ୍ଞାନତା ନା ଭୟ - ଯାହା ଏକ ପ୍ରଶ୍ନବାଚୀ ।
Ok
Thank 'U' Nurulislam. Many many thanks.
You are 100% right. Great.
Thanks and welcome
🙏💐ଜୟ ଜଗନ୍ନାଥ 💐🙏🌷ଧନ୍ୟବାଦ ଭାଇ. ଜଗନ୍ନାଥ ଆପଣଙ୍କ ର ମଙ୍ଗଳକରନ୍ତୁ 🌷👌
Your argument is under consistent with logic. I admire you the most.
ଆପଣଙ୍କ କଥା କହି ପାରିବିନି। ହେଲେ ବିନା ରାଜନୀତିକ ଦଳର ସମ୍ପର୍କ ଥିବା ବରିଷ୍ଠ ସାମ୍ବାଦିକ ମୋ ଜାଣିବାରେ କେହି ନୁହଁ। ସବୁ ଚାମଚା।
Khub damdar presentation thank you sir
Sir tuma challenge ku oddissa salute karuchi you are grate
Sir good 👍👍👍👍👍👍👍👍👍👍👍👍👍👍👍👍👍👍👍ଧୋଇଲେ
ଆପଣ ଠିକ୍ କହିଛନ୍ତି.
ଆପଣଙ୍କର ଏହି ବ୍ୟାଖ୍ୟାଟି ବହୁତ ଭଲ ଲାଗିଲା, ବିଜେଡିରେ କିଛି ପ୍ରବକ୍ତା ଅଛନ୍ତି ଯେଉଁମାନେ ରାଜନୀତି ସହିତ ବିଲକୁଲ ଜଡିତ ନଥିଲେ କିନ୍ତୁ ଆଜି ପ୍ରବକ୍ତା ଭାବରେ ଖୁବ ଚାମଚାଗିରି କରୁଛନ୍ତି, ଧନ୍ୟବାଦ 👌👌👌
🙏🙏🙏
ନିରାଟ ସତ କଥା ଧନ୍ୟବାଦ୍ ବନ୍ଧୁ
🙏🙏🙏
Very nice representation. Thanks a lot.
So nice of you
You are right Nurul sir ।
❤❤❤❤ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤ ବହୁତ୍ ବଢିଆ କଥା କହିଲେ
I'm proud of you my nurulisalam bhi
Lajya, lajya, lajya
Thank you nurulislam
Very good representation
ପ୍ରଥମ କଥା ପାଣ୍ଡିଆନ କିଏ ତାର ଓଉକାତ କଣ ସେ ଓଡିଶା ରେ କହିବାର ଅଧିକାର ନାହିଁ
Good presentation, salute .
Really you are gr8 👍
Jai Sriram.
ଜଗନ୍ନାଥ ଆପଣଙ୍କୁ ବହୁତବଡ଼ ସାମ୍ବାଦିକ କରନ୍ତୁ 🙏🏻
ଧନ୍ୟବାଦ ବନ୍ଧୁ ! ବିଜୁ ଜନତା ଦଳର ଏହିଭଳି ଅନଭିଜ୍ଞ ଓ ତେଲ ମାଲିସ୍ କରି ଦଳୀୟ ଟିକେଟ୍ ହାସଲ କରିଥିବା ଲୋକଗୁଡାକଙ୍କର ( ନେତା ଶବ୍ଦ ଏମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ) ପ୍ରକୃତ ପରିଚୟ ଓଡିଶାର ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିଅଛନ୍ତି ।
ଧନ୍ୟବାଦ୍ ସାର୍
ଏମାନେ ଆତ୍ମଘୋଷିତ ପ୍ରବକ୍ତା,,,, ଏମାନେ ଗଣତନ୍ତ୍ରର ରାକ୍ଷସ
I salute sir for your presentation
Ati sunder upasthapana, thanks a lot sir
Sasmit Patra one side mad man.iam salut you
Thanks. Bhai. Solid
Thanks sir for awareness. Beautiful analysis. Go ahead good night.
Bravo..... Bravo...... bandhu Nurul ji....hatsoff
ଭାଇ 🙏🙏 ଆପଣ ଜ ଣେ ଶ୍ରେଷ୍ଠ ସାମ୍ବାଦିକଅପ୍ରିୟ ସତ କଥା ଗୁଡାକ ବହୁତ ସୁନ୍ଦର କଥା ଗୁଡାକ
Nurul sir you are a true press reporter.
ଭାଇ ପେଣ୍ଟ ଖୋଲିଦେଲେ ତ😃😃😃
Very very Good. Analysis
ଏଇ ଦଳରେ ସ୍ୱାଭିମାନ ନେତା ର ଅଭାବ. ସବୁ ନବୀନ ଓ ପାଣ୍ଡିଆନ ଙ୍କ ପାଦ ଚଟା ନୌକର.. ଜୟ ହିନ୍ଦ.
Sir apanaku pranam for your straight forward statement
Nurul Babu, great presentation
GREAT APANA .APANA EKDAM RIGHT KAHUCHHANTI.
ସର୍ ଆପଣ କୁଂ ଅସେସ୍ ଅସେସ୍ ଧନ୍ଯବାଦ,
Damdar reporting ...
And presentation...
100 %Right Sir
Kuchhabhi Hoo Jayega
Jiscki
PASS HEE DOOULAT👍👍👍
Welcome you , you are 💯 right.
ଦୁଃଖର ବିଷୟ ଏହା ଜାଣିଶୁଣି ଓଡିଶାବାସୀ ଦୀର୍ଘ 25 ବର୍ଷ ହେବ ଭୋଟ ବିକୁଥିଲେ
ମହତାବ ପ୍ରକୃତ ପ୍ରବାଦ ପୁରୁଷ
Ok
Biju pattanayak v
Nurul islam vai namaste. I like your speech.
Asesa Asesa Dhanyabad.👍👍
ଘୋଡାର ଶିଙ୍ଗ କାହିଁକି ନାହଁ, ଦେଖନ୍ତୁ କେଉଁ ଭଳି ପ୍ରବକ୍ତା ମାନେ କ'ଣ କହୁଛନ୍ତି ଓ କରୁଛନ୍ତି। ଲଜ୍ଜା ଲଜ୍ଜା ଓଡିଶା ବାସୀଙ୍କ ପାଇଁ।
narul Islam sir, you are great. your bravely comment over BJD spoke person mr.samprupta Mishra and sasmit Patra statement. Thank you for your bite.
🙏🙏🙏🙏Thanks a lot Mr. Shakti Bhai . Be tuned with me and please subscribe to this channel
Really you told bold things.
Thanks a lot Mr. Sarat Mishra jee
Very good your presentation.
ସ.ପାତ୍ରଙ୍କ ମୁହଁ ଗୋଟେ ଚୋର ଖୁନୀ ପରିଲାଗେ ।ସେ ଜଣେ ହିନ୍ଦୁ ହତ୍ୟାକାରୀ କାରଣ ସେ ଅଣହିନ୍ଦୁ ।
ଏ ସାମ୍ବାଦିକ ଭାଇଙ୍କୁ ମୋର କୋଟି ନମସ୍କାର
Bodhia.lagila.thank.you
ଆପଣଙ୍କୁ ଧନ୍ଯବାଦ ଉଚିତ କଥା କହିଥିବାରୁ।ଯୟ ଜଗନ୍ନାଥ
Right sir...
You are right sir,Thanks
You are Great Bhai❤❤❤
ନୁରୁଲ ବାବୁ ଆପଣ କଂର କଥା ଖୁବ ଭଲ ଲାଗିଲା ।
Yes sir Very Very Right speech sir ❤❤❤❤go ahead
ରାଜୁ ନାଁ ସୂର୍ଯ୍ୟ, କାହା ଦଖଲରେ ରହିବ ଧାମନଗର!
Excellent presentation. Dirty shameless politician should learn whoever may be
ସବୁ ଠିକ୍ ଯେ କିନ୍ତୁ ଆପଣ ଲାଜ୍ୟା ଲେଖିଛନ୍ତି ମୁଁ ଭାବୁଛି ଲଜ୍ଜା ହେଇଥାନ୍ତା
ହଁ, ଆ' ମାତ୍ରା ଲାଗିବା ଦରକାର୍ ଥିଲା ( technically )। ଭୁଲ୍ ଅଛି , ମାନୁଛି
Biju janata dala baeimandala sir karana agaru onely ganatadala in odissa you are right sir
Nurul bhi... Dhanyabad
Namaskaar Bhai
Really valuable topic
Fantastic, badhia short te deichha bhai e nirlaja mananku.
ଏଗୁଡାକ ଏ।ମର୍ମ ଭେଦୀ ବାଣ କୁ ହଜମ କରିପାରିବା ତାଙ୍କ ପାକସ୍ଥଳୀ ଥିବା ଦରକାର ।
ବହୁତ ସୁନ୍ଦର ଉପସ୍ଥାପନା, ଏମିତି ଉପସ୍ଥାନ ଚାଲୁ ll
Welcome Chaudhury Babu.
Thanks for your visit 🙏
You have bravely commented against those inexperienced spokespersons. I salute you.
Bahut sundar laguchhi apananka katha
Thanks Dear Dibya Bhai,
Keep watching and subscribe please 🙏
Very nice statement Islamji.
Namaskaar 🙏
S ସୁନ୍ଦର୍ ଉପସ୍ଥାପନା,,, ନିଛକ୍ ସତ୍ୟ ବାର୍ତ୍ତା,,,, ମହାଶୟ,, ପ୍ରଥମେ ଇଂରେଜ ମାନେ ଆସିଲା ବେଳେ,, ବ୍ୟବସାୟ କରିବା ଛଳ ରେ ଆସିଥିଲେ,, କିନ୍ତୁ,, ଗଲାବେଳେ ଗଲାବେଳେ, ଭାରତକୁ, କଙ୍ଗାଳ,, ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ର, ଉପହାର ଦେଇ ଯାଇ ଥିଲେ,,,,,,, ଏବେ କିନ୍ତୁ,, ବିଜୁ ଜନତା ଦଳ ରେ,, ନିର୍ବାଚିତ ହୋଇ ନଥିବା,,, ଆମଦାନୀ ନେତା,, ଗଲା ବେଳେ ଓଡ଼ିଶା ର ମାନଚିତ୍ର,, ଅର୍ଥନୀତି, ଇତ୍ୟାଦି ର,, ପୁନରାବୃତ୍ତି ହେବନି ତ????? ଆଉ ତାଙ୍କୁ କିଛି ସ୍ୱାର୍ଥ ପାଇଁ, ସହଯୋଗ କରୁଥିବା, ନେତା ମାନଙ୍କୁ,,, ବିଦେଶୀ ସରକାର ଙ୍କ ତରଫରୁ,,, ନିମକ ହାରାମ୍ ଜାଗିର୍,, ଲେଖା ଥିବା ପଟ୍ଟା ପାଉତି,, ମିଳିବ, ତ????
ସୁନ୍ଦର ମତାମତ ପାଇଁ ଧନ୍ୟବାଦ ତ୍ରିନାଥ ବାବୁ |
subscribe କରି ନିଅନ୍ତୁ ମୋତେ ଭଲ ଲାଗିବ |
you are 100% right 😊😊 great
Thanks 🙏
You are completely right, try to come with latest heart touches issues.
Sir.tumaku.anek.anek.salutu
Bhut bhal katha apnkar...hele apriya sata apnku aduare n paku..🙏Big salute bhai..
ପକାଇଲେ ପକାଇବ । ଆପଣ ମାନେ ମୋ ସହିତ ଅଛନ୍ତି । ଡର କାହାକୁ । କୋଭିଡ ମାରି ପାରିନାହିଁ ଏମାନେ ମାରିଦେବେ, ଏଇଆ ତ !
ଯାହା ପ୍ରଭୁ ଙ୍କ ଇଚ୍ଛା
You are proud of odisha.
❤thank s sir
Outstanding analysis.
Thanks Bhai
Many many thanks to you, your true spech
So nice of you
Musttt speech sir
Amete ehibhali journalist chahunthilu emit nirbhik tathya lokanka samnaku anantu love bro very good Jay jagannath ❤❤❤❤❤❤🎉🎉🎉🎉