BJD Denies Ticket To Maharani Arundhati Devi | No Comments | Nirbhay Gumara Katha
Вставка
- Опубліковано 21 вер 2024
- BJD Denies Ticket To Maharani Arundhati Devi | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political UA-cam Channel.
Odisha's Fastest Growing Political UA-cam Channel.
Odisha's Fast Ever Only Political UA-cam Channel.
Odisha's Most Popular Political UA-cam Channel.
For Latest Odisha Political News Follow us:
UA-cam: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621
ଯିଏ ସ୍ୱାମୀ ଓ ଦେବଗଡର ନୁହେଁ ସେ ଏଇମିତି ଝଟକା ଖାଇବ।
Prasanthajena❤
ସାରେ ଆପଣଙ୍କ ଏ କାଯ୍ୟକ୍ରମ ବହୁତ ଦେଖେ ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ ଜୟ ଜଗନ୍ନାଥ
ରାଜନୀତିରେ ଏହି ସବୁ ଘଟଣା ଦେଖି ଏହିସବୁ ବଡ଼ ଲୋକ ବା ନେତାମାନଙ୍କ ବୁଦ୍ଧି ଆଉ ପ୍ରକୃତି ଉପରେ ସନ୍ଦେହ ହଉଛି ।
ରାଜ ଧର୍ମ ରେ କଳଙ୍କ ଲାଗିଲା ,ସିଂହ ଭୋକିଲା ରହିଯାଏ ପଛେ ଘାସ ଖାଏ ନାହିଁ ,କିନ୍ତୁ ରାଜନୀତିର ଚରିତ୍ର ଓ ଚିତ୍ର ଅଲଗା ।
ଏ ଘଟଣାରେ ହସିବାକୁ ବହୁତ ଇଛା ! ଟିକେଟ ଛଡାଇବାରେ ନବୀନା ପିଏଚଡି କରିଛି !
ବୁଝି ବିଚାରି କାର୍ଯ୍ୟ କଲେ, ବିପଦ ନ ପଡ଼ଇ ଭଲେ।
Nice comment,Respected Sir.
ଠିକ ହେଲା😮😮😮
ରାଜା ଘର ଝିଅ ବୋହୁ ତମେ, ରାଜା ଶାସନରେ, ନବୀନ, ବବି ପାଣ୍ଡୁଆ ଯେତେ bjd ର ସବୁତମର ପ୍ରଜା ଅଜ୍ଞାବାହ, ତାଙ୍କର ଚାଟୁ କାରିତା କରୁଚ ଧିକ ରାଣୀ
ଜୟ ଶ୍ରୀରାମ l🙏
Bhala heichi 😂
sir,ଆପଣ ସଠିକ୍ ତଥ୍ୟ ଲୋକ ଲୋଚନ କୁ ଆଣୁ ଥିବାରୁ ଆପଣଙ୍କୁ ସାଧୁବାଦ୍ ଜଣାଉଛି,,,,,,
ବିନମ୍ରତା ର ସହ ଆପଣଙ୍କୁ ଅନୁରୋଧ କରିବି ନିର୍ବାଚନ ସରିବା ପର୍ଯ୍ୟନ୍ତ ପୁରା ସପ୍ତାହ ସାରା ନିର୍ଭୟ ଗୁମର କଥା ଓ no comment ପରିବେଷଣ କଲେ ଆହୁରି ଅନେକ ତଥ୍ୟ ଲୋକଲୋଚାକୁ କୁ ଆସିପାରନ୍ତ୍ତା,,,,,,,
ଏହା ବିଜେଡିର ପୁରୁଣା ଅଭ୍ୟାସ
❤
ଜୟ ଜଗନ୍ନାଥ 🙏🏾
ଅବିଶ୍ୱସ୍ତେ ବିଶ୍ଵସତଃ ମୂଢଚେତା ନରାଧମଃ ? 🎉
😂😂😂ଭଲ ହେଲା
BJD ର ନାରୀ ଜାତି କୁ ସମ୍ମାନ। ଏଭଳି ଅପମାନ କରିବାର କାରଣ କଣ ?
Fantastic analysis
ଭଲ ହେଇଚି. ନବୀନ ବନ୍ଦନା ନକରି ପାଣ୍ଡିଆନ ବନ୍ଦନା କରିଥିଲେ ଭଲ ହେଇଥାନ୍ତା
ରାଣୀ ମା'ଙ୍କୁ ଆଜି ଘୁଅ ଖାଇଲା ପରି ଲାଗୁଥିବ।
ଜୟ ଜଗନ୍ନାଥ
Anubhab Mohanty, Debasish Nayak , Chiranjeevi Biswal , Bapi Sarkel and Debgarh Rani
ରାଣୀ ମା ବେଶି ମଲମାଲୁ ଓ ଥିଲ୍ଲେ
ରାଣୀ ୩ ବର୍ଷ ହେଲା ତାମିଲନାଡୁ ଯାଉଥିଲେ। ବଢ଼ିଆ ପୁରସ୍କାର ପାଇଲେ। କେବେ ସିନା ରାଜା ରାଣୀଙ୍କର ସମ୍ମାନ ଥିଲା। ଏବେ ସେମାନେ ବି କ୍ରୀତଦାସ। ପୁରୀ ଗଜପତି ତ ପ୍ରମାଣ କରିଛନ୍ତି କେବେଠାରୁ।
BJD has shown that she is no more deserving for fighting the poll
ତୋ ଗୋଷ୍ଠୀ ବୁନିଆଦି ଫୁସାରେ ଜ୍ଞ , ଆରେ ମାଜ୍ଞା କମସେ କମ ନମସ୍କାର ଟା ଠିକ ସେ କର ।
Ticket dei puni withdraw heba tanka bansa parampara agaru achhi.
ଯାହା ର ପଇସା ବେଶି ସିଏ ଟିକେଟ ପାଇଲା ଅ କି ନାଟକ
Kemiti karma semiti fal
ଏବେ କହିବେ କାହାକୁ ଶୁଣିବ କିଏ
ପ୍ରଧାନକୁ ତ କୁଚକ୍ରୀ ପ୍ରଧାନ କହି କହି
😂😂 ଅରୁନ୍ଧତୀ କାନ୍ଦୁ ଥିବ 😂
Shrimayi should assess herself what she is.
Thank you for showing inside news of BJD
Also can you please broadcast same for BJP as well 😂
Please don't show one sided story, as a Journalist you need to show story from all party
@@santoshsahoo6523bjp Katha g pathi jiba
Rani ma ra thik heichhi
Deogarh Raja paribar.. ebe.. fanka... Na achhi nitesh.. na achhi.. Rani.. but.. bjd.. jitiba b muskil
. Achhi.
Pandu pane dela
ଏରାଣି ନୁହେଁ ଏ କୁକୁରି ଆଣି 😃
Na sasural ki rehi, na naihar ki rehi.
🎉
rani.....eta gote bala ranii😂
Thik heichhi. Dharmendra babu nku harei baku jaithile. Nama nele
Aau kete apamana BJD thu paile a Deogarh Rajparivar bujhibe kejani
Rani.maannkù.rana.sapa.karidele
Srimayi ticket miliba , na miliba....bjp ytuber nka ete chinta....
Babi ra vote pain.... Deogarh. Ra. Bjd mla.. hariba thaya
ପାଣ୍ଡୁ କେବେ ଓଡ଼ିଶା ଛାଡ଼ିବେ କହି ପାରିବେ କୁ ଦାସ ସାର୍ ଯି
Rani ma ra jiban dhik
B.j.p.b.j.d. due Bhai emane abhinaya karuchanti emananku hatao congress ku uthao des o rajya banchao
Ye dalabadalu ku naat ta thik heichi
🎉🎉
😂
Rani maa odia?
ରଣପୁର ରେ କଣ ହେଲା , ସେ କଥା ଅନ୍ଧ ଭକ୍ତ ମାନଙ୍କୁ ଦେଖା ଯାଉ ନାହିଁ ।
GODI MEDIA
Kouta bhala media kuha he
ସତ କହିଲେ ବାଧୁଛି
To nandighosa pari nu hen ama sir nirapekya sambadika
@@chetanamanjari9213Kharap laguni nirapekhya kahucha