Manmath Routray Joins BJD To Provide Security To Mines And Land Mafias | Nirbhay Gumara Katha

Поділитися
Вставка
  • Опубліковано 27 бер 2024
  • Manmath Routray Joins BJD To Provide Security To Mines And Land Mafias | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

КОМЕНТАРІ • 554

  • @geetaranisamal6638
    @geetaranisamal6638 2 місяці тому +40

    ଭୁବନେଶ୍ୱର ର ଅଧିବାସୀ ସମସ୍ତେ ଠିକ୍ ଜାଣିଛନ୍ତି ଏ ନାଟକ କରୁଥିବା ବଂଶ କୁ। ଏଠି କେହି ମୂର୍ଖ ନୁହନ୍ତି।ସୁର ରାଉତ ର ନା ଇଜ୍ଜତ ଥିଲା ନା ଆଉ ରହିବ??

  • @rameswar3765
    @rameswar3765 2 місяці тому +44

    ସୁର ଦି ମୁଣ୍ଡିଆ ଯୋକ ରକ୍ତ ଶୋଷିବ , ଯୋକର୍ ତ ମନୋରଞ୍ଜନ କରେ ଇଏତ ଆହୁରି ଭୟଙ୍କର।

  • @user-cu6sd1ty5j
    @user-cu6sd1ty5j 2 місяці тому +19

    🌹🙏🌹ନିର୍ଭୟ ଗୁମର କଥା କହୁଥିବା ଭାଇଙ୍କୁ ବାରମ୍ବାର 🙏🙏🙏🙏ପ୍ରଣାମ

  • @dayasagardayasagar755
    @dayasagardayasagar755 2 місяці тому +22

    ଶ୍ରୀମୟୀ ଗୋଟେ ଆଲବମବାଲି
    ସେ ଗୋଟେ IAS ସହ କେମିତି ଲଢ଼ିବ ?

    • @jullysamal6626
      @jullysamal6626 2 місяці тому

      Srimayee allrounder
      Dist topper
      ଓଡ଼ିଶାରେ no ୧TV Chanel ୩୦ thar interview re grand finale winner

    • @jullysamal6626
      @jullysamal6626 2 місяці тому

      ତୁ kiebe ବେଶି କହୁଚୁ
      ତୋର କଣ ଯାଉଛି ତା ପୁଅ ଛିଡାହେଲା
      ବିଜୟ ର ମୁଁହ ଦେଖୁନ ତ
      Srimayee କହିବ ତୁ କିଏ

    • @biplabsarangi5681
      @biplabsarangi5681 2 місяці тому

      Hm satakatha aparajita gote corrupt person

    • @milandash4705
      @milandash4705 2 місяці тому

      Pura maal 😅😅😅...

  • @nilamanikar954
    @nilamanikar954 2 місяці тому +22

    ଶ୍ରିମୟୀ ମିଶ୍ର ବହୁତ୍ ଦିନରୁ ବିଜେଡି ରେ କାମକରି ହତାଶ।ଦୁଇ ଘଣ୍ଟା ପୂର୍ବରୁ ବିଜେଡି ଦଳ ରେ ମିଶି ମନ୍ମଥ ପ୍ରାର୍ଥୀ।ଏହି ବିଜେଡି ରେ ଏତେଦିନ ରହିବ କାହିଁକି ବିଜେଡି ନେତା ଙ୍କ ସ୍ଵାଭିମାନ ନାହିଁ ତେଲ ମାଲିସ ଟଙ୍କା ଦେଲେ ଯେ କୌଣସି ଦଳଲୋକ ବିଜେଡି ରେ ଟିକେଟ ପାଇବ।ସୁର ରାଉତରାୟ ଦିନରେ ବସନ୍ତ ରାତିରେ ବାସନ୍ତୀ। ଦିନରେ କଂଗ୍ରେସ ଦଳ ପାଇଁ ପ୍ରଚାର କରିବେ ରାତିରେ ଭିତିରି ସାନପୁଅ ପାଇଁ ପ୍ରଚାର କରିବେ।ବାଃ ବଢିଆ । ଦୋବଣ୍ଡିଆ ସାପ

  • @Vikshitnuaodisha
    @Vikshitnuaodisha 2 місяці тому +135

    ସୁର ରାଉତ ରାୟ ବୃଦ୍ଧ କାଳେ ନିଜକୁ ଗୋଟେ ସୁବିଧା ବାଦୀ ନେତା ବୋଲି ଜଣା ପଡିଲା।ଯିଏ ନିଜ ଜନ୍ମ କଲା ପୁତ୍ରକୁ ଠିକ ସେ ସଜାଡି ପାରିଲେ ନାହିଁ ସେ ପୁଣି ଲୋକଙ୍କୁ ସଠିକ ବାଟରେ ଯିବା କଥା କହିବେ। ତାଙ୍କ କଥାରେ ଛି ଛି ଲଜ୍ୟା ଆ ଥୋ।

    • @santoshpurohit8540
      @santoshpurohit8540 2 місяці тому +5

      Akhh... Thuu, Odia Asmita,

    • @smohanty3507
      @smohanty3507 2 місяці тому

      tame pradeep panigrahi baijyanta panda ebe bharuhari bhi kolei naba😃😃😃
      basi khiri bhala lage bodhe

    • @subhamdash2047
      @subhamdash2047 2 місяці тому +5

      ​@@smohanty3507jiye bapa ra nuhe se kahari nuhe ....tume kan sura nandana ra sanga ki ? Nahele tomoku kahinki badhuchi

    • @smohanty3507
      @smohanty3507 2 місяці тому

      @@subhamdash2047 bahut jatra dialogue sunuccha bodhe..aeita rajaneeti ..sura bhai tamaku kahicchanti bodhe se tanka pua upare ragicchanti,😜😃😃😃😃

    • @subhamdash2047
      @subhamdash2047 2 місяці тому +2

      @@smohanty3507 hmm bhai seita bi thik katha ....bapa puo aithi jatra karuchanti ..au media bhai mane se Sabu ku dekhau chanti ....

  • @L.kstatus694
    @L.kstatus694 2 місяці тому +35

    ସୁର କଣ କହୁଛନ୍ତି ତାହା ବୁଝି ପାରିବେନି ପାଗଳ ହେଇ ଯିବେ ,ଭୁବନେଶ୍ୱରରେ ଶ୍ରେମୟୀ କୁଆଡେ ଗଲେ😂😂

  • @bharatipati4214
    @bharatipati4214 2 місяці тому +18

    ସୁନ୍ଦରଗଡ ରେ 2014 ଦିଲୀପ ତିର୍କ ହାରି ଥିଲେ ଏଥର ପୁଣି ହାରିବେ I m form sundargarh

    • @RajeevMinz-sg6jq
      @RajeevMinz-sg6jq 2 місяці тому

      ଜୁଏଲ ଓରାମ all round winner 🏆

  • @janardanpanda5378
    @janardanpanda5378 2 місяці тому +89

    ବିଜେଡିର ପୁରୁଣା ଅଭ୍ୟାସ ଆଗ ନରମ କଥା କହି ଗଛରେ ଚଢାଇ ପଛରୁ ମୂଳ କାଟିବା

    • @User-yhjjgzz
      @User-yhjjgzz 2 місяці тому +6

      ପୂରା ଠିକ କହିଲେ

    • @SandhyaSahu-jr6iu
      @SandhyaSahu-jr6iu 2 місяці тому +3

      Eita BJP ra b character. Rajniti niti naitikata ta kichhi nathae. Rajaniti kariba pain nihati michhua, ainthakhia, chhepa chata, fingiba abhyas esabu nahele apana rajaniti Kari paribeni

    • @_mr___rajput
      @_mr___rajput 2 місяці тому

      ​@@SandhyaSahu-jr6iubjd ra naitikata achhi😂😂 seita kauthe achhi kahiba ki 😂😂 maa ku Sanman maa ku surakya daba kahiki odisha ku 25yr hela sasana Karithiba dala jau jau Mla mahila nka upare atyachar rape case kariba paribsangin case achhi tanku bjd dala ru bahiskaar na kariki puni ticket dela 😂 Kanaka news channel ra Malika nka upare police case hau hau tanku dala ru bahiskaar kintu mahila nku neiki case hoithiba MLA nku nijara kari rakhichhi bjd 😅😅 eita kau naitikata 😅😅

  • @parsurambehera4329
    @parsurambehera4329 2 місяці тому +51

    BJD HATAO odisha ku banchao 🌹❤🙏🇮🇳❤️🇮🇳🇮🇳

  • @user-co8kp4tj6c
    @user-co8kp4tj6c 2 місяці тому +43

    କୌଣସି ଯାତ୍ରା ପାର୍ଟି ମାଲିକ ଯଦି ସୁର ବାବୁଙ୍କୁ ଚୁକ୍ତି କରି ନିଜ ପାର୍ଟିକୁ ନେଇଯିବେ, ସେ ନାୟକ, ଖଳନାୟକ ଓ ହାସ୍ୟ ଅଭିନେତା ଇତ୍ୟାଦି ସୁନ୍ଦର ଅଭିନୟ କରିପାରିବେ। ସେ ଜଣେ professional artist ଠାରୁ କୌଣସି ଗୁଣରେ କମ ନୁହନ୍ତି।

    • @user-tm1kk4sd3q
      @user-tm1kk4sd3q 2 місяці тому +1

      ଆପଣ ଠିକ୍ କହିଛନ୍ତି । ଧନ୍ୟବାଦ ।

  • @jyotirmayjena1869
    @jyotirmayjena1869 2 місяці тому +22

    ମୁଁ ନିର୍ଭୟ ଗୁମର କଥାର କମେଣ୍ଟ ରେ ଅନେକଥର ଲେଖିଛି ପିଏମଓ ରେ ଗୋଟିଏ ଚୁଟିଆ ମୁଷା ଅଛି । ଯାହାହେଉ ଆପଣ ମଧ୍ଯ ଖୋଲାଖୋଲି ନାମ ପ୍ରକାଶ କରିଥିବାରୁ ଆପଣଙ୍କୁ ଧନ୍ଯବାଦ । ଗୋଟିଏ ଅନୁରୋଧ ପିକେ ମିଶ୍ର ଏବଂ ପାଣ୍ଡିଆନ ଯୋଡି ଉପରେ କିଛି ଗୁମର ତଥ୍ଯ ଅନୁସନ୍ଧାନ କରି ଗୋଟିଏ ଏପିସୋଡ଼ କରନ୍ତୁ । ଓଡିଶାର ଲୋକେ ଜାଣିବା ଦରକାର ।

  • @sivacharana3867
    @sivacharana3867 2 місяці тому +13

    ରାଜନୀତିରେ ନୂଆକଥା ନୁହେଁ ।
    ସବୁଦଳରେ ଆମଦାନୀ ନେତା ରହିବେ ।
    ଜିତିବା ପାଇଁ ଲଢେଇ ।

  • @user-jf4xd9qx9e
    @user-jf4xd9qx9e 2 місяці тому +2

    ଆପଣ ଆଧୁନିକ ରାଜନୀତି ପ୍ରବାହ ର ନିର୍ଭୀକ ଚାଣକ୍ୟ ସମୀକ୍ଷକ... 🙏

  • @charitrakumarbai6301
    @charitrakumarbai6301 2 місяці тому +1

    ଆପଣ ଙ୍କୁ କେମିତି ଧନ୍ୟବାଦ ଦେବି ଜାଣି ପାରୁନି
    ତଥାପି ଆପଣ ଙ୍କ ସହିତ ସାକ୍ଷାତ କରିବା ପାଇଁ ମୁଁ ଚାଁହୁଛି 🙏

  • @GK-99969
    @GK-99969 2 місяці тому +14

    Sura Routray has a deal with the BJD. Dramebaaz! 😊😊😊

  • @mitrabhanudash2797
    @mitrabhanudash2797 2 місяці тому +41

    ସୁର ବାବୁ କିଛି ଦିନ ଆଗରୁ ତାଙ୍କ ନିଜ ଅଂଚଳ ର ଜମି ଦଖଲ ନେଇ BJD କୁ ବହୁତ ସମାଲୋଚନା କରୁଥିଲେ. ଏବେ କୁଆଡେ ଗଲା ତାଙ୍କ ବାହାପିଆ କଥା.

  • @niharpattanaik5560
    @niharpattanaik5560 2 місяці тому +21

    ବାପ ଅମଳରେ ମଦ ମାଫିଆ ଆରାମ ରେ ଥିଲେ ଏବେ ପୁଅ ଆସିକି ଜମି ମାଫିଆ ଙ୍କୁ ଆଶ୍ରୟ ଦେବ😂😂

  • @laxmidharapanda6086
    @laxmidharapanda6086 2 місяці тому +4

    ନବୀନବାବୁ ଏବେ ସମ୍ପୂର୍ଣ ଅସହାୟ ହୋଇଯାଇଛନ୍ତି ! ବିଜେଡିର ଦାଗୀନେତା ମାନଙ୍କୁ ପୁନର୍ବାର ପ୍ରାର୍ଥୀ କରିବାରୁ ସ୍ପଷ୍ଟ ଜଣାପଡୁଛି ! ଯଦି କାଟିଥାନ୍ତେ ସାଙ୍ଘାତିକ ବିଦ୍ରୋହହୋଇ ବିଜେଡ଼ି ଧ୍ୱଂସ ହୋଇଥାନ୍ତା ! ସେ ଭଲଭାବେ ଜାଣି ସାରିଲେଣି ଷଷ୍ଠଥର ଆଶା ସମ୍ଭାବନୁହେଁ ! ତେଣୁ ଦାଗିନେତାଙ୍କୁ ନିଜେ ଦଣ୍ଡିତ କରିବାର ସତସାହସ ହରାଇ ବିଜେପି ହାତକୁ ଟେକିଦେଲେ ସେମାନଙ୍କୁ ଦଣ୍ଡିତ କରିବାକୁ !
    ପରୋକ୍ଷରେ ଲୋକମାନଙ୍କୁ ବାର୍ତ୍ତାଦେବାକୁ ଅପଚେଷ୍ଟା କରୁଛନ୍ତି ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାର ! ସେ ଲଢ଼ିବେ, କିନ୍ତୁ ଅପରେସନ ସକ୍ସେସ ମାତ୍ର ପେସେଣ୍ଟ ଡେଡ଼ ହେବାପରି କଥା !

  • @nilanchalnaik1921
    @nilanchalnaik1921 2 місяці тому +22

    100 % right sir ..bjp win 2024 🙏🏽

  • @trilochanpatnaik6321
    @trilochanpatnaik6321 2 місяці тому +3

    ଏ ସମୟ ରେ ନିର୍ଭୟ ଗୁମର କଥା ଦିନେ absent ରହିଲେ ବହୁତ କଷ୍ଟ ଲାଗୁଛି। ସୁର ବାବୁ ଙ୍କ ନିଷ୍ପତି ବହୁତ ଦୁଃଖ ଦେଇଛି। ସୁର ବାବୁ ଙ୍କ ପ୍ରକୃତ ରୂପ ଏବେ ଲୋକ ଲୋଚନ କୁ ଆସିଗଲା।

  • @dhamirona8662
    @dhamirona8662 2 місяці тому +21

    ବିଜେଡିର ଶେଷ ପର୍ବ ଆଗକୁ ନାମ ନିଶାନା ଆଉ ରହିବ ନାହିଁ

    • @debesh2020
      @debesh2020 2 місяці тому +1

      Right

    • @bamacharanmishra306
      @bamacharanmishra306 2 місяці тому

      ଦେଖନ୍ତୁ, ନିଶା ମହାରଣା କୁ tickect ମିଳି ଯାଇ ପାରେ 😂

  • @cksportsnews1748
    @cksportsnews1748 2 місяці тому +36

    Bjd କୁ ହରେଇଦିଅ ଲକ୍ଷ୍ମୀ ବସ ତାମିଲନାଡୁ ରେ ଚାଲିଲାଣି, bjd ଜିତିଲେ ସବୁ ଧନ ତାମିଲନାଡୁ ପଳେଇବ୍ ଓଡ଼ିଆ ଲୋକ ଭକୁଆ ହେବେ 🙏🙏

    • @SwarnaMohanty-hj5rs
      @SwarnaMohanty-hj5rs 2 місяці тому +3

      BJP jitile sabu dhana Bihar ku jiba !

    • @user-ud1lp4oh5t
      @user-ud1lp4oh5t 2 місяці тому +5

      Bihar ku kan pai jiba gote jhia Baha hela pare ta Swami pua ra heithae naki bapa ghara ra

    • @user-ud1lp4oh5t
      @user-ud1lp4oh5t 2 місяці тому +3

      Tamil hatao odisha banchao

    • @cksportsnews1748
      @cksportsnews1748 2 місяці тому +3

      @@SwarnaMohanty-hj5rs ତୁମେ କଣ ମହା ପଣ୍ଡିତ, ବିହାର ଯିବ ଜାଣି ପାରୁଛ, ତୁମ ଜ୍ଞାନର ଆଖି କେବେ ଖୋଲିବନି, ନହେଲେ କଂଗ୍ରେସ କୁ ଦିଅ, ଓଡିଶା ରେ ପରିବର୍ତ୍ତନ ଆବଶ୍ୟକ

    • @s.khurdha9371
      @s.khurdha9371 2 місяці тому +2

      ଆରେ ମୂର୍ଖ ashok leyland ର କମ୍ପାନୀ ଚାନାଇ ମାଡ୍ରାସ ରେ ଅଛି ସବୁ ବସ ପାଇଁ ଠିକା ASHOK LEYLAND ନେଇଛି ତେଣୁ ଚନଇ ତାମିଲନାଡୁ ରାଜ୍ୟରୁ ଆସିବ ଟାଟା ହୋଇ ଥିଲେ ଜାମସେଦପୁର ଟାଟା ଝାଡ଼ଖଣ୍ଡ ରୁ ଆସି ଥାଆନ୍ତା
      ଟାଟା ଅପେକ୍ଷା ଲେଲାଣ୍ଡ ର ଇଞ୍ଜିନ ଭଲ

  • @UdayKumar-uu8cq
    @UdayKumar-uu8cq 2 місяці тому +4

    Perfect and neutral analysis,go head,god bless you,keep it up such type of neutral analysis

  • @adwaitchandrabeura6847
    @adwaitchandrabeura6847 2 місяці тому +6

    ହାଃ ହାଃ ହାଃ ଶ୍ରୀମୟୀ ମିଶ୍ର କେବେ ହେଇଥିଲେ ନାଁ ହେଇଥାନ୍ତେ।

  • @rameshpradhan8772
    @rameshpradhan8772 2 місяці тому +2

    ସୁର ବାବୁଙ୍କ ର ପ୍ରାୟୋଜିତ ଯୋଜନା ସଫଳ ହେଲା । 60 ବର୍ଷ କଂଗ୍ରେସ ଠାରୁ ବହୁତ୍ ପାଇ ଛନ୍ତି, ଆଜି ସେହି ଦଳକୁ ଧୋକା ଦେଲେ । ଏହି ଧୋକା ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିଯିବ । ସୁର ବାବୁ କଂଗ୍ରେସ ର ପ୍ରାଥ ମିକ ସଭ୍ୟ ପଦ ରୁ ଇସ୍ତଫା ଦେଇ ଦେବା ଉଚିତ୍ । ଦଳରେ ରହିଛି ବୋଲି ମିଡିଆ ଆଗରେ ଗର୍ଜନ ଛଦୁଛନ୍ତି, କିନ୍ତୁ ଭିତରେ ଭିତରେ ଦଳର ଚେର କାଟୁଛନ୍ତି।

  • @pintupradhan9635
    @pintupradhan9635 2 місяці тому +2

    କିଛି ଲୋକଙ୍କ ମତରେ ନବୀନ ପଟ୍ଟନାୟକଙ୍କ ବୟସ ବଢିବା ସହ ତାଙ୍କ ଶାରିରୀକ ଓ ମାନସିକ ଅକ୍ଷମ ହୋଇ ଗଲେଣି ବର୍ତ୍ତମାନ ସେ କେବଳ ରବର୍ ଷ୍ଟାମ୍ପ ଆଉ କେହି ତାମିଲ୍ ବାବୁଙ୍କ କ୍ରୀତଦାସ ହେଵକୁ ଚାହୁଁ ନାହାଁନ୍ତି ସ୍ଵାଭିମାନୀ ଓଡିଆ ସେଥି ପାଇଁ ନେତା ଦଳ ଛାଡୁଛନ୍ତି ।

  • @hotelupasana1576
    @hotelupasana1576 2 місяці тому +1

    Perfect critical analyses. Er.B.C.Praharaj

  • @manoranjan34680
    @manoranjan34680 2 місяці тому +2

    ସାର ନମସ୍କାର, କ୍ଷମା କରିବେ ଭଣ୍ଡାରପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ପଟେଲ ନୁହେଁ ମାଡାମ ଶ୍ରୀମୟୀ ନିଦ ହଜାଉ ହଜାଉ ନିଜେ ଶୋଇପଡିଲେ, ଅହଂକାରର ଗୋଟିଏ ସୀମାଥାଏ, ତାହା ମଧ୍ୟ ବିଜେଡିର କର୍ମକର୍ତ୍ତାମାନେ ଭୁଲିଯାଇଛନ୍ତି, କିନ୍ତୁ ହାରିଯିବା ଭୟରେ ଦାଗୀ ନେତାମାନଙ୍କୁ ଟିକେଟ ଦେବାପାଇଁ ବାଧ୍ୟ ହେଲେ, ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ 🙏🙏🙏

  • @dineshsahu239
    @dineshsahu239 2 місяці тому +2

    Your presentation is so perfect can't describe.amazing. great 👍👍

  • @L.kstatus694
    @L.kstatus694 2 місяці тому +15

    Bjd ଆଗରୁ ଯେଉଁଠୁ ସେଉଠୁ ଉଠେଇ ଆଣି ଜିତି ଯାଉଥିଲେ କାରଣ ନବୀନଙ୍କ ଲୋକପ୍ରିୟ ପାଇଁ ଏବେ ଆଉ ତାହା ନାହିଁ ଏଥର ପାନେ ପାଇବ bjd😂

  • @L.kstatus694
    @L.kstatus694 2 місяці тому +23

    ମେଣ୍ଟ ନ ହେଉଛି ଭଲ ହେଇଚି ଏବେ ଜଣା ପଢ଼ିବ କିଏ କେତେ ପାଣିର ଅଛି😂😂

  • @pravasnayak1870
    @pravasnayak1870 2 місяці тому +3

    Ekdam sata katha. Jai Jagannath.

  • @user-tm1kk4sd3q
    @user-tm1kk4sd3q 2 місяці тому +3

    ଆପଣଙ୍କ ମତାମତ କୁ ଧନ୍ୟବାଦ ଜଣାଉଛି। ଅପରାଜିତା ମାଡାମ 1,00,000 ରୁ ଅଧିକ ଭୋଟରେ ଜିତିବେ ।

  • @akhileshmohanty9464
    @akhileshmohanty9464 2 місяці тому +2

    ଅସହାୟ ସୁର, କ୍ଷମତା ପାଇଁ ବାରଂବାର ମିଛ କୁହନ୍ତି, ରଙ୍ଗ ବଦଳାନ୍ତି, ୟାଙ୍କ କଥା ପାଣିର ଗାର, ଯେଉଁ ଟିକକ ମାନସମ୍ମାନ ଥିଲା ସେତକ ବି ନିଲାମ ହେଇଗଲା ଏହି ନେତାଙ୍କର,👍👍

  • @bablu6979
    @bablu6979 2 місяці тому +6

    Jokes of the decade absolutely right

  • @gyanabratamohanty4219
    @gyanabratamohanty4219 2 місяці тому +4

    ଯେମିତି ହଠାତ ଉଡି ଆସିଥିଲେ, ସେମିତି ଉଡିଗଲେ | ଅପରାଜିତା - ପରା ଜଗତଜିତା | 🙏👍🙏

  • @rameshchandrajena9319
    @rameshchandrajena9319 2 місяці тому

    ଧନ୍ୟବାଦ Sir 🙏

  • @dr.purnendutripathy5263
    @dr.purnendutripathy5263 2 місяці тому +1

    ଅସହାୟ ଗଜପତି ଆମ ନବୀନ ପଟ୍ଟନାୟକ।

  • @bishnupriyadash2437
    @bishnupriyadash2437 2 місяці тому +5

    Sir all odisha re only one person aparajita madam only one i like you

  • @abhijitpatnaik7438
    @abhijitpatnaik7438 2 місяці тому +6

    Sura Bhai paeen only gote katha " 60 Barsha ra tapsya sukhua poda re gala "

  • @alokpatel3131
    @alokpatel3131 2 місяці тому

    Thank you sir

  • @pratapdas5289
    @pratapdas5289 2 місяці тому +3

    ସୁର ରାଉତରାୟକଂ ପରି ନିର୍ଲଜ ଓଡିଶାରେ ଆଉ କେହି ଅଛନ୍ତି କି?

  • @arunjena7233
    @arunjena7233 2 місяці тому

    Thank you❤ sir

  • @amulyapattanaik2311
    @amulyapattanaik2311 2 місяці тому

    Absolutely correct. Thank you sir.

  • @belalsensenapati1300
    @belalsensenapati1300 2 місяці тому +2

    ପାଣ୍ଡିଆନ ଯେତେବେଳେ ହେଲିକପ୍ଟରରେ ବୁଲୁଥିଲେ ଆଉ ପାଣ୍ଡିଆନଙ୍କ ଗାଡି ପାଇଁ ମନ୍ତ୍ରୀମାନେ ଟ୍ରାଫିକ ପୋଲିସ କାମ କରୁଥିଲେ ସେତେବେଳେ ଆତଙ୍କ ଖେଳିଥିଲା ବହୁ ଅଫିସର ଟିକେଟ ପାଇବେ ଆଉ ସବୁ ନିର୍ବାଚନଠୁ ଅଧିକ ବିଧାୟକ ବିଦାୟ ହେବେ। ହେଲେ ଗୋଷ୍ଠୀ କନ୍ଦଳ ଭୟରେ ସାହସ କୁଳେଇଲା ନାହିଁ।

  • @jagabandhudas9778
    @jagabandhudas9778 2 місяці тому +7

    ନମସ୍କର sir ପ୍ରକୃତରେ ନବୀନ ବାବୁ ଏବେ ପୁରୁଣା ଫର୍ମୁଲା(ପରିବାଦ ବାଦ୍ କଂଗ୍ରେସ ନୀତି ) ଧରିଛନ୍ତି

  • @ShantanuMishra-lw8zp
    @ShantanuMishra-lw8zp 2 місяці тому +1

    ଧନ୍ୟରେ ସୁର ରାଉତ ରାୟ, ତତେ ଜୁହାର ଆଉ ତୋ ପୁଅକୁ ବି ଜୁହାର.

  • @lokeswarpadhan4307
    @lokeswarpadhan4307 2 місяці тому

    Best analysis. Thanks sir 🙏.

  • @hrushikeshsahoo5289
    @hrushikeshsahoo5289 2 місяці тому +12

    ଏଵେ ଶିରୀମୟୀନକ ନିଦ ହଜି ଜିବ

  • @indianbygenes
    @indianbygenes 2 місяці тому +3

    Smt Srimayee Mishra should take her stand as independent... "Better late than Never" suits here the best...

  • @PradiptaRout-qh2ze
    @PradiptaRout-qh2ze 2 місяці тому +2

    Right sir ଖଣି ଜମି ଦୁର୍ନୀତି ଲୁଚାଇବାକୁ ମେଣ୍ଟ ହୋଇଥାନ୍ତା ଯାହାକି bjd ର ପ୍ଲାନ୍ ଥିଲା

  • @Shivap644
    @Shivap644 2 місяці тому

    Right sir

  • @DurgaPrasad-tj3wv
    @DurgaPrasad-tj3wv 2 місяці тому

    ଜୟ ଜଗନ୍ନାଥ ଜୟ କଳିଙ୍ଗ ଓଡ଼ିଶା କେବଳ ଓଡ଼ିଆ ଭାଷା ❤

  • @narayanprasadprusty6131
    @narayanprasadprusty6131 2 місяці тому

    Heartily congratulations to Nirvay Gumara katha.

  • @debiprasadpanda3490
    @debiprasadpanda3490 2 місяці тому

    Thanks for the solid and damdar Presentation.

  • @sudeepkumardian1548
    @sudeepkumardian1548 2 місяці тому

    Brave presentation thnks

  • @satyabrat92
    @satyabrat92 2 місяці тому +1

    Correct Sir

  • @Gopinath_trips
    @Gopinath_trips 2 місяці тому

    Very good analysis। Thank u Sir

  • @hrudanandabarik4467
    @hrudanandabarik4467 2 місяці тому

    Thank you Das sir

  • @sudhirkumarsahu4705
    @sudhirkumarsahu4705 2 місяці тому +2

    ଆପଣ ଯାହା ସୁର ସାର୍ ପାଇଁ ଯାହା କହିଲେ ସତ କଥା ସେ ଗୋଟିଏ ଜୋକର

  • @banu445
    @banu445 2 місяці тому +2

    Right talk

  • @atulyakumarpanda6542
    @atulyakumarpanda6542 2 місяці тому +4

    After the death of King .Prince will become the King of the Kingdom. Workers Will be the Workers.

  • @rabindrakumarpalei5964
    @rabindrakumarpalei5964 2 місяці тому

    ଏକଦମ୍ ବଢିଆ ଧନ୍ୟବାଦ ସାର୍

  • @amrutansuhota1817
    @amrutansuhota1817 2 місяці тому

    Great work sir. All the best 🙏🏼

  • @tuladharpradhan
    @tuladharpradhan 2 місяці тому +1

    You are correct sir

  • @pratapchandramohanta7831
    @pratapchandramohanta7831 2 місяці тому

    Very Good Analysis

  • @DurgaPrasad-tj3wv
    @DurgaPrasad-tj3wv 2 місяці тому

    ଆମ ଓଡ଼ିଆ ଭାଷା କୁ ବଧ୍ୟାମୂଳକ କରାଯାଉ 🎉❤

  • @niharrout1005
    @niharrout1005 2 місяці тому

    Right Odisha

  • @kirtimohanmohanty3244
    @kirtimohanmohanty3244 2 місяці тому +1

    ନିଜ କର୍ମିକଂ ଉପରେ ଭରସା ନାହିଁ। ପରର ଚର୍ଚିତ ଚେହେରା, ଭରଷା ଯୋଗ୍ୟ।

  • @user-yn3zd4kj2k
    @user-yn3zd4kj2k 2 місяці тому

    The best discussion

  • @gone3895
    @gone3895 2 місяці тому +2

    Sir pratiti candidate nka against re kn kn corruption alligation achhi ta upare gote ki adhika episode anantu

  • @shinquanone8714
    @shinquanone8714 2 місяці тому +2

    ଏ ଯାଏଁ ବି ନେତା ମାନେ ଲୋକ ଙ୍କୁ ଭକୁଆ ବୋଲି ଭାବୁଛନ୍ତି।😅😅😅😅😅😅😅😅

  • @binodbhoi5574
    @binodbhoi5574 2 місяці тому +1

    Your prediction is very impressive

  • @saratmishra7100
    @saratmishra7100 2 місяці тому

    Correct analysis 😮

  • @apkstatus9807
    @apkstatus9807 2 місяці тому +1

    Thik kahichanti sir❤❤🙏🏻🙏🏻

  • @arjunbag5441
    @arjunbag5441 2 місяці тому

    Excellent. sir,,,

  • @ranjayarout4523
    @ranjayarout4523 2 місяці тому

    Jay jagannath ok thanks

  • @tariniprasadpanigrahi2440
    @tariniprasadpanigrahi2440 2 місяці тому

    Best analysis

  • @basantibalapanigrahi5289
    @basantibalapanigrahi5289 2 місяці тому

    Nice presentation

  • @sunitatripathy2111
    @sunitatripathy2111 2 місяці тому

    ବହୁତ ସୁନ୍ଦର ଉପସ୍ଥାପନା

  • @bishnucharankalta-im6zm
    @bishnucharankalta-im6zm 2 місяці тому

    Right.... sir...

  • @krushnachandrajena7383
    @krushnachandrajena7383 2 місяці тому +1

    Namaskar sir

  • @prakashparida2079
    @prakashparida2079 2 місяці тому

    Ur right sir

  • @user-yi4ct6xx8f
    @user-yi4ct6xx8f 2 місяці тому

    Very very good video.very good presenteoin.

  • @nabakishoresamal7085
    @nabakishoresamal7085 2 місяці тому

    excellent

  • @MrPpcops
    @MrPpcops 2 місяці тому +1

    ସୁନ୍ଦର ଶବ୍ଦ ଟିଏ ବ୍ୟବହାର କଲେ । Suresh Rotary the Political Joker of the Century. 😊

  • @bhabanemallick1801
    @bhabanemallick1801 2 місяці тому

    Wright sir

  • @pradeepkumargiri7701
    @pradeepkumargiri7701 2 місяці тому +3

    Sreemay Ku gote super insult helrapari laguchi.

  • @pradeeptakumarnayak365
    @pradeeptakumarnayak365 2 місяці тому

    sure sir

  • @abhayamohanty9300
    @abhayamohanty9300 2 місяці тому

    Exactly.Badhia Kahuchanti.Thik Kahuchanti.Bujhiba Darakara.👍👍👍

  • @avayakumarbarik2882
    @avayakumarbarik2882 2 місяці тому +1

    Jay shreeRam sir 🙏🏽❤️🙏🏽

  • @chanchalpatnaik7311
    @chanchalpatnaik7311 2 місяці тому

    Right sir👍

  • @manaromaswain9328
    @manaromaswain9328 2 місяці тому

    Right 👍👍👍

  • @jasobantamishra1012
    @jasobantamishra1012 2 місяці тому

    Jay Jagannath.sir thik kahichanti.

  • @rasmiranjan195
    @rasmiranjan195 2 місяці тому

    ଓଡ଼ିଶାରେ mp seats ଯିଏ ଜିତୁ, ସେ ବିଜେଡି ହୋଉ କି ବିଜେପି ହୋଉ, ସେଟା ultimately ମୋଦି ଜି ଙ୍କୁ help କରିବ!ଆପଣଙ୍କ ର ମନ୍ଦ ଉଦ୍ୟେଶ କିଛି ରହୁଛି! କୁଜି ନେତା ଙ୍କ ପାଇଁ ଦୁଇ ଦଳ ଭିତରେ ଫାଟ ସୃଷ୍ଟି କରୁଛନ୍ତି!

  • @bibhutiparida7565
    @bibhutiparida7565 2 місяці тому +1

    ବାଞ୍ଛା ସାହୁ , ଯେତେ ଶୁଣିଲେ ସେମିତି ନୂଆ ଲାଗୁଥାଉ । ଯିଏ ଯୁଆଡ଼େ ଚାହିଁବ ସିଆଡେ ଯାଉ । କିଛି ହେଲେ ହେଉ , ନହେଲେ ନ ହେଉ..!!

  • @lifetraveller6335
    @lifetraveller6335 2 місяці тому +3

    ହରିଚଦନ୍ଦନ ବାବୁ କଟକ ରୁ ଲୋକସଭା ରୁ ଲଢିବେ ।

  • @bazigargameryt4395
    @bazigargameryt4395 2 місяці тому +3

    ଖସିଗଲା ଗୋଡ଼ ତଳକୁ ତଳକୁ...
    ତାଙ୍କର ଏଇ ବିଶ୍ୱାସ ଏବେ ବି ଦୃଢ଼. ଯେ 2019ର ଆସିକା ଜିତାପଟ 😅😂

  • @rabindrasahoo4388
    @rabindrasahoo4388 2 місяці тому

    Good