Why Jagan Mohapatra Ransacked Puri Srimandir Chulah?

Поділитися
Вставка
  • Опубліковано 5 кві 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    Watch Live : ua-cam.com/users/KanakNewsLIVE...
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    Linkedin :- / kanak-news
    Telegram :- t.me/kanaknewsofficial
    #KanakNews #Odisha #Puri

КОМЕНТАРІ • 310

  • @deepaksirtutorial
    @deepaksirtutorial 2 роки тому +42

    ପୁଣି କାହାଣୀ ଆରମ୍ଭ ହୋଇଗଲା । ଜଗନ୍ନାଥ ସବୁ ଦେଖୁଛନ୍ତି । ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @deepakkumarsahoo417
    @deepakkumarsahoo417 2 роки тому +46

    ଯଦି ସିଏ ଠାକୁର ଭକ୍ତ ତାହାଲେ ସେ କେମିତି ସେଇ ଠାକୁର ଙ୍କ ଅବମାନ କଲା

    • @anantasamal5654
      @anantasamal5654 2 роки тому +2

      Jai shree Krishna Jai shree jaggnath mahabahu nku love se karuchanti government please tanku chadi deantu

    • @kaibalyatripathy7673
      @kaibalyatripathy7673 2 роки тому +1

      Pura thik katha

    • @mrniranjan2829
      @mrniranjan2829 2 роки тому

      ହଁ ଭାଇ ଏଇଟା ପୁରା poltic

  • @fire2407
    @fire2407 2 роки тому +27

    ସେ ଯିଏ ବି ହଉ ମନ୍ଦିର ବନ୍ଦ ହବା ପରେ ସେ ମନ୍ଦିର ଭିତରେ କେମିତି ରହିଲେ |

  • @budhamsaranamgachhami3670
    @budhamsaranamgachhami3670 2 роки тому +87

    ମତେ ବି ପୁରୀ ମନ୍ଦିର ରେ ପଣ୍ଡା ମାନଙ୍କ ବ୍ୟବହାର ଦେଖି ଭାରି କ୍ରୋଧ ଆସି ଥାଏ ।

    • @chandrashekhargo7343
      @chandrashekhargo7343 2 роки тому +2

      କ୍ରୋଧ କାହିଁକି ଆସେ ସେଠି ତ ପ୍ରଶାନ୍ତି ମିଳିବା କଥା???

    • @milankumarnaik4600
      @milankumarnaik4600 2 роки тому +1

      Right

    • @bhagirathisa8646
      @bhagirathisa8646 2 роки тому +1

      You are absolutely right

    • @odiatoki5546
      @odiatoki5546 2 роки тому +2

      Same dear

    • @sanyasi6698
      @sanyasi6698 2 роки тому

      ଭାଇ ତୁମେ ବି ଏଇନେ ସେମିତି କରିବ.. 😄
      ହାଣ୍ଡି ଭାଙ୍ଗିବ ନି ମ...
      ମୁଣ୍ଡ ଭାଙ୍ଗିବ 😄😄

  • @malaysahoo1723
    @malaysahoo1723 2 роки тому +41

    ଯଦି ମାନସିକ ବିକୃତ ତେବେ ସେ କେମିତି ଜାଣିଲା ପୁରୀ ମନ୍ଦିର ରୋଷ ଶାଳ ବୋଲି

    • @sushantkumarstory2748
      @sushantkumarstory2748 2 роки тому +2

      ତୁ କଣ ସୋଇପିଡ଼ିଚୁ କିରେ ମାଘିଆ ନିଉଜ ଭଲ ରେ ଶୁଣ

    • @jaisriram7691
      @jaisriram7691 2 роки тому

      @@sushantkumarstory2748 🤣

    • @malaysahoo1723
      @malaysahoo1723 2 роки тому +4

      @@sushantkumarstory2748 ତମ ଘର ବେଶ୍ୟା ଘର ବୋଧେ ଅସଭ୍ୟ ଭାଷା କହୁଛୁ

    • @Learn_by_fun0
      @Learn_by_fun0 2 роки тому

      Kanak tv janiparuna ki pura plan re report heichi manasika bikruti jail b habani dosa munda ku nele paisa miliba

    • @nisantakumarnaik5381
      @nisantakumarnaik5381 2 роки тому

      Sabu bhaktankara bhagabanka upare adhikar achi huata bugabana upare raga thila sethi Pai emiti karichi

  • @chandanbisoi5010
    @chandanbisoi5010 2 роки тому +1

    ଜଗାର ଲୀଳା ବୁଝି ପାରିବେ ନାହିଁ ଏବଂ ସେଥିପାଇଁ ଅନେକ ଲୋକେ ବୁଝି ପାରୁନାହାନ୍ତି ! ଏମାନଙ୍କୁ ରକ୍ଷାକର ହେ ପ୍ରଭୁ ନାରାୟଣ ଜାଣି ପାରୁ ନାହାନ୍ତି ତୁମର ରହସ୍ୟମୟ ଲୀଳା ବୁଝି ପାରିବେ ନାହିଁ !

  • @jitendrakumarpadhan2396
    @jitendrakumarpadhan2396 2 роки тому +10

    ମୁଁ ଜାଣିଥିଲି ଜଗନ୍ ଜଣେ ମାନସିକ ବିକୃତି ବୋଲି ପୋଲିସ୍ ଦର୍ଶାଇବ କଣ କହିବ କହିଲ ଶେଷରେ ପ୍ରଭୁ ଜଗନ୍ନାଥ ଙ୍କ ଚୂଲି କୁ ମଧ୍ୟ ଛାଡ଼ୁ ନାହାନ୍ତି.......

    • @user-sr4dy6uv3f
      @user-sr4dy6uv3f 2 роки тому +1

      ସମାଜ କଲ୍ୟାଣ ପାଇଁ ଜଗନ ମହାପାତ୍ର ଭଳି ଶହ ଶହ ଯୁବକ ମାନଙ୍କ ଆବଶ୍ୟକ ରହିଛି,

  • @newvideo9468
    @newvideo9468 2 роки тому +3

    ତମେ କହୁଚ ସେ ଅଧିକ ଠାକୁର ଭକ୍ତ ତା ମାନେ ଠାକୁର ନିଜେ ଚୁଲି ଭଙ୍ଗିଛନ୍ତି .
    ବୁଝି ବିଚାରି ନିର୍ଣ୍ଣୟ ନିଅ ଭଗବାନ ଶ୍ରୀ ଜଗ୍ନାଥ ଦେଖୁଛନ୍ତି..….ସବୁ ସେଇ ଜଗତର ନାଥ ଜଗନ୍ନାଥ ଙ୍କୁ ଜଣା🙏🙏🙏

  • @anubhapanda9761
    @anubhapanda9761 2 роки тому +8

    ସବୁ ମିଛ କଥା ଏସବୁ। ପ୍ର ହସନ ଭିତରେ ଅଲଗା। କିଛି ଅଛି

  • @sushantabhoisr5414
    @sushantabhoisr5414 2 роки тому +73

    ଖାଲି ମାଡ଼ ଅଭାବ କିଛି ମୁଣ୍ଡ ଦୋଷ ନାହିଁ ଏ ସବୁ ମିଛ କହୁଛନ୍ତି

    • @ranjankumarmuduli4042
      @ranjankumarmuduli4042 2 роки тому

      Pura thik

    • @ranjankumarmuduli4042
      @ranjankumarmuduli4042 2 роки тому

      Matee ta Micha laguchi

    • @sushantkumarstory2748
      @sushantkumarstory2748 2 роки тому

      ତୁ ମାଘିଆ ବାଳ ବାଡେ ଇବୁ କେତେ ଜଣଙ୍କୁ ମରିଛୁ ତୋର ଗୋଟିଏ ବାପା ସେଇଟା ବି ମିଛ ଆଉ ଥିବେ ବାପା ବୋଉ କୁ ପଚାରେ

    • @maheswarpujhari4503
      @maheswarpujhari4503 2 роки тому

      @@sushantkumarstory2748 ଏତେ ପ୍ରତିକ୍ରିୟା କାହିଁକି ସୁଶାନ୍ତ ବାବୁ

    • @shankarparida4216
      @shankarparida4216 2 роки тому

      @@sushantkumarstory2748 tate badeibi mu

  • @cbmbalarammohapatra222
    @cbmbalarammohapatra222 2 роки тому +1

    ଜଗନ କଥା ଶୁଣିବା କୁ ମିଳୁଛି କିନ୍ତୁ କର୍ମଚାରୀ ଙ୍କ ବିଷୟରେ ପଦେ ଶୁଣିବା କୁ ମିଳୁନି ?

  • @mrniranjan2829
    @mrniranjan2829 2 роки тому +11

    ରତ୍ନ ଭଣ୍ଡାର ଚାବି case କୁଆଡେ ଗଲା ଏଇଟା ବି ପଲଟିସି

  • @pradipkumarbarik585
    @pradipkumarbarik585 2 роки тому +2

    ଜଗନ୍ କଣ ହନୁମାନ ଯେ ଏକାଥରେ ୪୦ଟା ଚୁଲି ଭାଙ୍ଗିଦେଲା?

  • @creativenew8375
    @creativenew8375 2 роки тому +32

    ମହାପୁରୁଷଙ୍କ କହିବା କଥା ତା ମୁଣ୍ଡ ଦୁଶ ଠିକ୍ ଅଛି କାଲି ଯାଇ ଜଗନ୍ନାଥଙ୍କୁ ଗୁଈଠା ମାରିବ ସେତେବେଳେ ବି ମୁଣ୍ଡ ଦୁଶ ଅଛି କହିବ

    • @Learn_by_fun0
      @Learn_by_fun0 2 роки тому

      Kanak tv janiparuna ki pura plan re report heichi manasika bikruti jail b habani dosa munda ku nele paisa miliba

  • @biramkumarmandal4669
    @biramkumarmandal4669 2 роки тому +3

    ଠିକ୍ କହିଛନ୍ତି।ପ୍ରକୃତରେ ସେ କେତେଭାବାବେଗ ତାହା ଭାବଗ୍ରାହୀ ଉପରେ ନିର୍ଭର କରେ।🌹

  • @tofandalai3815
    @tofandalai3815 2 роки тому +27

    ଏଟା ସତ ନୁହଁ
    କାଉ ଖାଇଲା ପଣସ ନିରୀହ ବଗ ମୁଣ୍ଡରେ ଅଠା
    କିଏ କରିଛି ତାକୁ ଖାେଜ

  • @sundarikandi6272
    @sundarikandi6272 2 роки тому +1

    ଭାଇ. ତୁ ଆଙ୍କାରିନିଙ୍ଗ ନକରି ପାରୁଚୁ ଆଉକରନା...
    ଆଉ ରହିଲା ଚୁଲି ଭାଙ୍ଗିବା କଥା, ମନ୍ଦିର ର ସେବାୟତ ମନେ କଣ ଭଙ୍ଗା ଖାଇ ସୋଇଥିଲେ, ଏତେସବୁ ହେଇଗଲା ଜାଣିପାରିଲେଣି..

  • @bijaymohanty2248
    @bijaymohanty2248 2 роки тому +4

    ସୁନ୍ଦର ଗପ ଟିଏ !
    ଲୋକେ ତାଙ୍କୁ ଭଲରେ ଏକାଠି ହୋଇ ଉତ୍ତମ ମଧ୍ୟମ ବୁଝିଲେ ସବୁ ସତ କଥା ପ୍ରକାଶିତ ହେବ । ଏତେଦିନ ବିତିଲା, cctv ରୁ ଜଣାପଡିବା ପରେ ମଧ୍ୟ jtp ଘଟଣା ଲୁଚେଇ ରଖିବାର ଉଦ୍ଦେଶ୍ୟ କଣ ? ଏମିତି ଭକ୍ତଟିଏ ସିଏ ? ବାଃ ! ରାଗିଗଲେ ମନ୍ଦିର ଭାଙ୍ଗିଦବ ! ନିଜ ଘର କେମିତି ନିଆଁ ଲଗେଇନି ?

  • @kidstv2905
    @kidstv2905 2 роки тому +2

    ଅତ୍ୟଧିକ ଭକ୍ତି ଦେଖାଉ ଥିବା ମଣିଷ ଭଗବାନ ଉପରେ ବେଶୀ ବିଶ୍ୱାସ ରଖି , ଆତ୍ମ ବିଶ୍ବାସ ହରାଇ ବସନ୍ତି। ଯାହା ଫଳରେ ନିଜ ଅସଫଳ ପାଇଁ ଭଗବାନ ଙ୍କୁ ଦୋଷ ଦିଅନ୍ତି। ସତ କଥା ହେଲା ଏମାନେ ଗୋଟିଏ ଗୋଟିଏ ମାନସିକ ରୋଗୀ।

  • @manoranjanpattnaik5554
    @manoranjanpattnaik5554 2 роки тому +1

    ମାନସିକ ଠିକ୍ ଅଛି ଭଗବାନଙ୍କ ପ୍ରକୃତ ଭକ୍ତ । ଅବ୍ୟବସ୍ଥା ଅସଙ୍ଗତୀ ଦେଖି । ପ୍ରତିକ୍ରିୟା କରିବା କଣ ମାନସିକ ବିକୃତ । ବହୁଧର୍ମାନୁଷ୍ଠାନ ଓ ମନ୍ଦିରମାନଙ୍କରେ ଭଗବାନକଂ ନାମରେ ସାଧାରଣ ମାନବ ର ବିଶ୍ୱାସ ଓ ଭାବନା କୁ ନେଇ ବେପାର ......ଛଡ଼ା ଆଉ କଣ ଅଧିକା???ହଉଛି।

  • @user-sr4dy6uv3f
    @user-sr4dy6uv3f 2 роки тому

    ଜଗନ ମହାପାତ୍ର ନିର୍ଲଜ ସେବାୟତ, ସୁଆର ମାନଙ୍କ ଅସଲ ଚରିତ୍ର ପଦାକୁ ଆଣିଛନ୍ତି, ଏ ସବୁ ଫାଲତୁ ଲୋକ ମାନେ ଜଗନ୍ନାଥ କୁ ନେଇ ବେପାର ବଣିଜ କରୁଛନ୍ତି, ସମାଜ ପାଇଁ ଶହ ଶହ ଜଗନ ମହାପାତ୍ର ଭଳି ଯୁବକ ମାନଙ୍କ ଆବଶ୍ୟକ ରହିଛି.

  • @satyabratarout4279
    @satyabratarout4279 2 роки тому +2

    ଜଗନ ର ମାନସିକ ଠିକ୍ ଅଛି ,ତମ ମାନକଂର ମାନସିକ ଖରାପ ଅଛି, ସେଠିକାର ପୋଲିସ୍ ବାବୁ କଣ କରୁଥିଲୋ ,ମୋବାଇଲ ରେ ଗୋମେ ଖୋଳୁ ଥିଲେ କି ,

  • @adhyaysinghrai4581
    @adhyaysinghrai4581 2 роки тому

    ଏହା ସବୁ ମିଛ ଏହା ଭିତରେ ଆହୁ ରି କିଛି ରହସ୍ଯ ଆଛି

  • @hariharpandapanda4798
    @hariharpandapanda4798 2 роки тому +2

    ଏତେ ଚର୍ଚ୍ଚା କଣ୍ ପାଈ ଗୁଟେ ଲୁକ ଋଷ ଘରେରହିଲ। କତ୍ରୁ ପ କ୍ଷୟ କରୁଥିଲେ କଣ୍ ମୂଳ କଠାହେଲ। ସେଠାକାର ପ୍ରଶାସନ ଠିକ୍ ନାହାନ୍ତି

  • @sadhasibgouda9176
    @sadhasibgouda9176 2 роки тому +1

    ଜୟ ଜଗନ୍ନାଥ ସମସ୍ତେ ଭଲରେ ରୁହନ୍ତୁ

  • @manoranjan5884
    @manoranjan5884 2 роки тому +13

    Sabu kalia lila Jay jagannath prabhu🙏🙏

    • @basantiduari8651
      @basantiduari8651 2 роки тому

      Sata kohila e sabu Prabhu jagannath nka Lila .....

  • @banamalisahu2274
    @banamalisahu2274 2 роки тому +1

    Sir ଜୟ ଜଗନ୍ନାଥ sir ଏଥିରେ କେବଳ ପଣ୍ଡା ମାନେ ଏବଂ ପୋଲିସ ଏବଂ ସିକୁରୀଟି ସମସ୍ତେ ଦାୟୀ ଏହି ବିଷୟ ରେ ଜାଣିବା ପରେ ଏହା ଓଡିଶା ପାଇଁ ଗୋଟିଏ ଲଜ୍ଜା ର ବିଷୟ ପ୍ଲିସ sir ପଣ୍ଡା ପୋଲିସ ଏବଂ ମନ୍ଦିର କମିଟି ଦୟା କରି ଷ୍ଟିକ ହୁଅନୁ କାହିଁକି ନା ସାରା ଓଡ଼ିଶା ବାସୀ ଆମେ ସନାତନ ଧର୍ମୀ ଆମେ ଜଗନ୍ନାଥ ଙ୍କ ଭକ୍ତ ପ୍ଲିସ sir ମନ୍ଦିର କମିଟି ଦୟାକରି ଧ୍ୟାନ ଦିଅନ୍ତୁ ପ୍ଲିସ ଜୟ ଜଗନ୍ନାଥ ଯଦି ମୋର କିଛି କହିବାରେ ଭୁଲ ହୋଇ ଥାଏ ତ ମତେ କ୍ଷମା କରି ବେ ଜୟ ଜଗନ୍ନାଥ

  • @sridharsulatachanal9515
    @sridharsulatachanal9515 2 роки тому +14

    ପୋଲିସ କେମିତି ଏତେ ଶୀଘ୍ର ଜାଣି ପାରିଲା pre-plan ନାହିଁ ତ

  • @ugrasenmeher88
    @ugrasenmeher88 2 роки тому +1

    Great

  • @cutesonali7342
    @cutesonali7342 2 роки тому +5

    Jadi ba jagan ଚୁଲି ଭାଙ୍ଗିଛି ତାହାଲେ ସେ ସମୟରେ ଅନ୍ୟ ସବୁ ସେବାୟତ ପୋଲିସ ମାନେ kn କରୁଥିଲେ ଆମେ ସମସ୍ତେ ଜଣିଚେ ପୁରୀ ଜଗନ୍ନାଥ ମନ୍ଦିର ଗୋଟେ ଚଳ ଚଞ୍ଚଳ ଜାଗା ସହ ସହ ସେବାୟତ ବି ଅଛନ୍ତି ଜଣେ ରୋଷେଇ ଶାଳ ରେ ପସି 40 ଟି chula vangidaba kemiti ଜୟ ଜଗନ୍ନାଥ 🙏🙏🙏

    • @Learn_by_fun0
      @Learn_by_fun0 2 роки тому

      Kanak tv janiparuna ki pura plan re report heichi manasika bikruti jail b habani dosa munda ku nele paisa miliba

    • @swarnalatanayak2921
      @swarnalatanayak2921 2 роки тому

      @@Learn_by_fun0 nyc idea 😂😂😂😂

  • @chandanbisoi5010
    @chandanbisoi5010 2 роки тому +4

    Jay Jagannath Jay Maa Kali Jay Maa Tarini Sankata Harini

  • @Prasantmantu6303
    @Prasantmantu6303 2 роки тому +4

    ମିଛ ତାଙ୍କୁ କିଏ ପଇସା ଦେଇକି ଏମିତି କରାଇଛନ୍ତି

  • @Babylovesbabu
    @Babylovesbabu 2 роки тому +1

    ତମର ଆଉ ଗାଲୁ ଗପ ଶୁଣିବାକୁ ଇଚ୍ଛା ନାହିଁ 🙏🙏🙏🙏

  • @panchananmohanty9811
    @panchananmohanty9811 2 роки тому +1

    Good news

  • @mrniranjan2829
    @mrniranjan2829 2 роки тому +1

    Full poltic ଭାଇ

  • @creativenew8375
    @creativenew8375 2 роки тому +1

    ତା ବାପା ଟାଉଟର ଏଇଟା ପଠାଣ ବିଜା ମାଘିଆ

  • @vaishnavirath909
    @vaishnavirath909 2 роки тому

    ମିଛ କଥା କହୁଛନ୍ତି ତା ବାପା ମା ତାକୁ ବଞ୍ଚେଇବା

  • @odiatrider1374
    @odiatrider1374 2 роки тому

    ଯଦି ସେ ମାଧିଆ ର ମଥା ଖରାପ ଥିଲା, g - ମରେଇବା ପାଇଁ ମନ୍ଦିର କୁ ଛାଡୁଥିଲା କାଇଁ ??????

  • @natamandap7997
    @natamandap7997 2 роки тому

    ଷ୍ଟେଟମେଣ୍ଟ କାହିଁକି ମ୍ୟୁଟ ହୋଇଛି

  • @boyzzentertainment
    @boyzzentertainment 2 роки тому +10

    Jagan mohapatra chuli bhangile na tanku micha case re faseidele
    Chora auu kie hele dosa neuchi auu kie

  • @chandrabindubhanja4137
    @chandrabindubhanja4137 2 роки тому +1

    Jay Jagannath 🙏🙏

  • @kalyanpanda5885
    @kalyanpanda5885 2 роки тому

    ଚିତ୍ରନାଟ୍ୟ ଓ କାହାଣୀ କାହାର ?

  • @creativenew8375
    @creativenew8375 2 роки тому +1

    ଠାକୁର କଣ ଭୁଲ୍ କଲେ ଏଇଟା ପରମ ମାଘିଆ

  • @rudrataranbhatta190
    @rudrataranbhatta190 2 роки тому +1

    Jay Jagannath 🙏❤️

  • @sunilbishi709
    @sunilbishi709 2 роки тому +1

    Thik karichi

  • @SKumar-rb1tz
    @SKumar-rb1tz 2 роки тому +4

    Totally security failure and what a statement given by his family members??

  • @creativenew8375
    @creativenew8375 2 роки тому

    ଏଇଟା କଣ ଭଗବାନ୍

  • @gamingwiths2113
    @gamingwiths2113 2 роки тому

    Jay Jagannath ❤️

  • @truptiranjan863
    @truptiranjan863 2 роки тому

    Jay Jagannath 🙏Ka😭nak News Channel Bhai Loka Mananku Boka Banayani ate..,.🙄

  • @ShanaLifestyle
    @ShanaLifestyle 2 роки тому

    ଟା ବୋଲି କ,ଣ ଜଗନ୍ନାଥଙ୍କ ଚୁଲ୍ଲୀ ଭାନଗିଦବ ସେ!!!!🤬🤬🤬🤬

  • @kidstv2905
    @kidstv2905 2 роки тому +1

    ପଣ୍ଡା ମାନଙ୍କୁ ପିଟିବା କଥା, ଚୁଲି ର କଣ୍ ଦୋଷ।

  • @creativenew8375
    @creativenew8375 2 роки тому

    ଜଗନ୍ନାଥ କଣ ୟା ଚାକର

  • @badrinathbiswal1854
    @badrinathbiswal1854 2 роки тому +1

    ସବୁ ପ୍ଲାନ୍ ସେଟିଂ କରି ଶାରଳା ପରେ ନ୍ୟୁଜ କେ ଡାକ ଆରୁ ଖବର କହ

  • @srimantapatra6869
    @srimantapatra6869 2 роки тому +1

    Jay Jagannath 🙏

  • @shivamkisku519
    @shivamkisku519 2 роки тому

    se hni jagannath

  • @Evergreenentertainment758
    @Evergreenentertainment758 2 роки тому

    ମହା ପାପି

  • @prasantakumar3902
    @prasantakumar3902 2 роки тому +1

    Jay jagannath 🙏

  • @mahapatralokanath1472
    @mahapatralokanath1472 2 роки тому

    Kanak news amaku bhala story kahuchhi.

  • @bhabanishankarpati466
    @bhabanishankarpati466 2 роки тому +9

    Wonderful joke ..His family telling just like a story about his son..
    Jagan mohapatra on brahmins cast doing all that.. Too shameful ..Now they wants to cleverly change the incidents..God knows about his feelings

    • @budhamsaranamgachhami3670
      @budhamsaranamgachhami3670 2 роки тому

      Mohapatra kebala Brahmana Na thanti..barang Brahmins nka thu adhika Khandayata , karana, jyotisa thanti

    • @bhabanishankarpati466
      @bhabanishankarpati466 2 роки тому

      @@budhamsaranamgachhami3670 yes brother

    • @Learn_by_fun0
      @Learn_by_fun0 2 роки тому +1

      Kanak tv janiparuna ki pura plan re report heichi manasika bikruti jail b habani dosa munda ku nele paisa miliba

    • @geetarani_.panua123
      @geetarani_.panua123 2 роки тому

      Why all you are spreading jatiwad why you are becoming all jatiwadi we all should be hindutvwadi 🧡🧡🧡.jai jai shree ram.

    • @bhabanishankarpati466
      @bhabanishankarpati466 2 роки тому

      @@geetarani_.panua123 JAI SHREERAM

  • @niharranjansamal5642
    @niharranjansamal5642 2 роки тому

    Sahi baat hay.

  • @minaksheesethi9111
    @minaksheesethi9111 2 роки тому

    Se vangi chanti ki nhi search kariki kuhantu tk vul pni tankor jibana b kharap hie pare

  • @purnachandrapanda5635
    @purnachandrapanda5635 2 роки тому

    ଜାମୁ କୋଳି ଗପ 2

  • @khandayat1Ruler
    @khandayat1Ruler 2 роки тому

    Talented manashika rogi Nice drama

  • @SagarKandi-dp7tx
    @SagarKandi-dp7tx 2 роки тому

    ମିଛ କଥା ମନଗଢା କଥା କାହିଁ କାହୁଛସେବାୟତ ଙ୍କ ଦୋଷ

  • @pranatimohanty8409
    @pranatimohanty8409 2 роки тому +3

    Late night re Mandira vitare rahiba mana se rahile kemiti

  • @kaibalyatripathy7673
    @kaibalyatripathy7673 2 роки тому +2

    Jaga Sabu dekhuchi 😭

  • @ahuman5934
    @ahuman5934 2 роки тому

    Just see the movie "Aankhen" of ଅମିତାଭ ବଚ୍ଚନ !

  • @biswaranjanjena5190
    @biswaranjanjena5190 2 роки тому +1

    Hnn jagan tankari member na, Katha ta cover kariba ku padiba... Jete anyaya sabu puri re heuchi

  • @prasantkumarsahoo1054
    @prasantkumarsahoo1054 2 роки тому +3

    Praya mandir ku jiba agaru jeu bhaba thaye mandir ku gala pareye panda manka bebahar rey sabu bhaba nasta hoijaye eha 100%true

  • @sanjayakumar6684
    @sanjayakumar6684 2 роки тому +1

    Nai ama bhai ki fasei diaa jauchi

  • @narayanpatra3534
    @narayanpatra3534 2 роки тому

    ମାଡ ଦରକାର ଆଉ କିଛି ନାହି

  • @litulenka3250
    @litulenka3250 2 роки тому

    ଶବୁ ମନଗଢା

  • @tapankumar2468
    @tapankumar2468 2 роки тому +2

    Many previous DGPS WERE CLOSELY ASSOCIATED WITH JAGAN MOHAPATRa

  • @chandanbisoi5010
    @chandanbisoi5010 2 роки тому +1

    ଇଏତ ଜଗାର ଲୀଳା

  • @saipadma5789
    @saipadma5789 2 роки тому

    Na na

  • @maheswarkandi5576
    @maheswarkandi5576 2 роки тому +6

    Was there any security falure ?What is the further course of action being taken now ?

    • @Learn_by_fun0
      @Learn_by_fun0 2 роки тому +1

      Kanak tv janiparuna ki pura plan re report heichi manasika bikruti jail b habani dosa munda ku nele paisa miliba

  • @santoshbehera1867
    @santoshbehera1867 2 роки тому

    Charcha closed karajau nua chuli bana jau jemiti ki au kehi chanhile bi bhangi paribeni, jadi emiti thare heini ta hele ete baje charcha kanhiki hauchi.

  • @abhijeetmohapatra5731
    @abhijeetmohapatra5731 2 роки тому

    Naima angya.. Ahe 1 rati re se mandir vitare rahile kemiti. .. Pahuda bela ku ta samaste mandira ru paleiasanti.. Nischinta kichi chall achi

  • @sumantameher5219
    @sumantameher5219 2 роки тому

    Beta short mein bol bahut details ke chakkar mein 1 minute ka video 15 minutes lagata hai

  • @mrutyunjayapanda1343
    @mrutyunjayapanda1343 2 роки тому +1

    Dharapadile mg sabu drama

  • @sreejoynayak5167
    @sreejoynayak5167 2 роки тому +6

    Thank You Lord Jagannath , You have the Culprit.

    • @Learn_by_fun0
      @Learn_by_fun0 2 роки тому +1

      Kanak tv janiparuna ki pura plan re report heichi manasika bikruti jail b habani dosa munda ku nele paisa miliba

    • @asresearch6451
      @asresearch6451 2 роки тому

      Hi@@Learn_by_fun0 aaaaaa

  • @ratnakarghatual1078
    @ratnakarghatual1078 2 роки тому +1

    Thakuranka apamana karichhi e loka yaku 15year jail pathantu odisha govt.

  • @mamataparida2685
    @mamataparida2685 2 роки тому

    Prabhu jaganathhankara mandira charipate bada bada gata kholi jetebele odisa govt chinta karunahanti srimandirara surakhya prati setebele tankara chulah bhangiba lokanku kuhajauchi ta munda kharap tenu loke kana sikhibe ethiru jie jaha chanhiba karipariba mandira bhitare pasi tenu odisa sarkar kemiti strict action nebe karana nijeta bhul karuchanti

  • @khushi4973
    @khushi4973 2 роки тому +1

    Khali bahana bhul karile sasti miliba darkar

  • @brahmanchhaivillagefastiva1093
    @brahmanchhaivillagefastiva1093 2 роки тому +1

    Ranta bhandar lutiba pai
    Pacheri bahare bad bad sudanga khola jauchi 🙏satrak ruha Odisha basi ajira raj neta mane kala pahad taru adik drudanta hoi sarileni 🙏
    athiru pramanit hoigala
    kali jugar prabhap paduchi puri mandir re 🙏tume hi aka saha bharasa 🙏

  • @ajaybehera2457
    @ajaybehera2457 2 роки тому

    Kn pain bhangila

  • @ajayakumarprusty371
    @ajayakumarprusty371 2 роки тому

    Manasika bikruti thiba loka ku 8 barsa hela chakiri kemiti karuthila

  • @themiddleclassboy7449
    @themiddleclassboy7449 2 роки тому +1

    Se to kalia ..bhakta ra goitha khaibi ..bhakta ra goda dharichhi ...se bhakta ra sabu kichhi au bhakta taro sabu kichhi ❤️

  • @swadhinsenapati1343
    @swadhinsenapati1343 2 роки тому

    9:07 listen gyes

  • @abhijitparida5352
    @abhijitparida5352 2 роки тому

    jagganath nka chuli bhangidele biswa anahara haba....sei taku bhabi babu chuli bhangidele bodhe....

  • @anilkumarpadhan5687
    @anilkumarpadhan5687 2 роки тому

    ପଣସ ଖାଇଲା ଜଣେ ଅଥଚ ଅନ୍ୟ ମୁଣ୍ଡ ରେ ଅଠା

  • @loveworldhappinesslife3696
    @loveworldhappinesslife3696 2 роки тому +1

    Sabu micha ,Bhakta heithile mahaprabhu nka chuli vangi na thanta se pila ,Taku madoo au sansakar ra avab ,Laja lagiba katha kahuchanti jou mahaprabhu nka bhakta 💔.... Jay Jagannath

  • @saradaprasannapradhan2238
    @saradaprasannapradhan2238 2 роки тому

    Emiti sabu kou kou kama sie agaru karichi se report aniki investigation Kariba darkar

  • @kahekahakunijar.7544
    @kahekahakunijar.7544 2 роки тому

    Protection re କଣ ସବୁ blind thile ki

  • @manasnayak750
    @manasnayak750 2 роки тому

    Police kn karuthila

  • @bijaygadanayakbijaygadanay2823
    @bijaygadanayakbijaygadanay2823 2 роки тому

    ସବୁମିଛ

  • @SubhashreeSahoo-ui6jr
    @SubhashreeSahoo-ui6jr Місяць тому

    Jayjaganatha😂😂😂😂😂😂😂😂😂😂😂😂😂😂😂😂😂

  • @tarunkumura3333
    @tarunkumura3333 2 роки тому

    1st katha hla ,se mandira ku kemiti pasila ratire

  • @chinmayeedas5427
    @chinmayeedas5427 2 роки тому

    Rosei ghara ku ta kehi jaiparibeni siae gale kemiti

  • @kalyanpanda5885
    @kalyanpanda5885 2 роки тому

    ସିଏ ଯାହା କହିବ ତାହା ବେଦ ନୁହେଁ