Puri: Meet A Mahanta Of 121-Years-Old

Поділитися
Вставка
  • Опубліковано 2 лип 2021
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    Watch Live : ua-cam.com/users/KanakNewsLIVE...
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    #KanakNews #MaskUpOdisha

КОМЕНТАРІ • 622

  • @nilamadhabnayak4613
    @nilamadhabnayak4613 2 роки тому +293

    ବଞ୍ଚିଛନ୍ତି କୁହନ୍ତିନି , ସାଧୁ ସନ୍ଥ ମାନଙ୍କର ରହିବା ଆମ ପାଇଁ ସୌଭାଗ୍ୟ

  • @kunabhoi1463
    @kunabhoi1463 2 роки тому +178

    ପରମପିତା ପରମାତ୍ମା ତାଙ୍କୁ ଆଉ ୨୦୦ବର୍ଷ ଆୟୁଷ ଦିଅନ୍ତୁ, ଏହା ହିଁ ଭଗବାନଙ୍କ ପ୍ରକୃତ ସେବା,,🙏

  • @karunak.2377
    @karunak.2377 2 роки тому +92

    121 ମୋ ଆଖି ଟେରା ହେଇଗଲା🙏🙏🙏🙏🙏🙏🙏ବାବା ଆପଣଙ୍କୁ ପ୍ରଭୁ ଜଗନ୍ନାଥ ସବୁଦିନ ଏମିତି ହିଁ ରଖନ୍ତୁ 🙏🙏🙏🙏🙏

    • @miku499
      @miku499 2 роки тому

      Banda micha kahuchi a news maghia ta

    • @priyacharandas653
      @priyacharandas653 Рік тому

      ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜୟ ଶ୍ରୀ କୃଷ୍ଣ ଜୟ ଗୋମାତା ଜୟ ସନାତନ ଧର୍ମ ଜୟ ସାଧୁ ବୈଷ୍ଣବ

  • @rishikesh4340
    @rishikesh4340 2 роки тому +99

    ଏତେବର୍ଷ ଧରି ବଞ୍ଚିଛନ୍ତି ଏମିତି କୁହନ୍ତିନି ।
    ଏତେ ବର୍ଷ ଧରି କ୍ରିୟାଶୀଳ ଆଉ ନିଜ କାମ କିପରି କରିପାରୁଛନ୍ତି ସେ ବିଷୟରେ ଆଲୋଚନା କର
    କିନ୍ତୁ କେମିତି ବଂଚିଛନ୍ତି କୁହା ଯାଏନି ।

  • @basantanayak8390
    @basantanayak8390 2 роки тому +44

    🙏ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଲୀଳା... ଜୟ ଜଗନ୍ନାଥ 🙏

  • @rishikesh4340
    @rishikesh4340 2 роки тому +100

    ଭଗବାନ ଗୌତମବୁଦ୍ଧ ଙ୍କ ବାଣୀ
    କାମନାର ବିନାଶରେ ଦୁଃଖର ବିନାଶ
    ତେଣୁ ଆଜି ମହନ୍ତ ଏତେବର୍ଷ ପରେବି କ୍ରିୟାଶୀଳ ଆଉ ରୋଗମୁକ୍ତ । ଜୟ ଜଗନ୍ନାଥ 🙏

  • @ranjeetkumarbehera7914
    @ranjeetkumarbehera7914 2 роки тому +17

    ଯାହା କଥା ସ୍ଵୟଂ ଶ୍ରୀ ଜଗନ୍ନାଥ ବୁଝୁଛନ୍ତି ତାଙ୍କ କଥା ଆଉ କେହି ବୁଝିବା ଆବଶ୍ୟକ ହିଁ ନାହିଁ। ଏହା ହିଁ ସତ୍ୟ।
    ଜୟ ଶ୍ରୀ ଜଗନ୍ନାଥ 🙏

  • @deepakkumarsahu8037
    @deepakkumarsahu8037 2 роки тому +30

    ଜୟ ଜଗନ୍ନାଥ ମହାରାଜ ଆଉ ୧୦୦ ବର୍ଷ ଜୀବିତ ରୁହନ୍ତୁ

  • @smrutishrivlog3974
    @smrutishrivlog3974 2 роки тому +21

    ବାରମ୍ବାର କହୁଛ ଏତେ ବର୍ଷ ବଞ୍ଚିଛନ୍ତି ତମକୁ ଟିଏ ଲାଜଲାଗୁନି ଜଣେ ମହାନ୍ ସାଧୁ ଙ୍କୁ ବାରମ୍ବାର ଏମିତି କଥା କହୁଛ

  • @sunitapanda7839
    @sunitapanda7839 2 роки тому +12

    ଆଧୁନିକ ସମାଜର ମଣିଷ ମାନେ,,, 60ବର୍ଷ ବଞ୍ଚିବା ବହୁତ କଷ୍ଟ,,,,
    କିନ୍ତୁ ଏହା ଚମତ୍କାର ସାଧୁସନ୍ଥ
    ଜୟ ଜଗନ୍ନାଥ🚩

  • @harichandan321
    @harichandan321 2 роки тому +69

    ଜଲଦି ତାଙ୍କ ନାଁ ଗିନିଜ ବୁକ ଅଫ ୱାର୍ଲଡ କୁ ପଠାଅ

  • @piyushranjan450
    @piyushranjan450 2 роки тому +16

    ଜୟ ଜଗନ୍ନାଥ 🙏❤️

  • @nursinghacharan4417
    @nursinghacharan4417 2 роки тому +10

    ଦେଶୀପନିପରିବା , ଖାଦ୍ୟ ଖାଆନ୍ତୁ ଝାଳ ବୁହା ପରିଶ୍ରମ କରନ୍ତୁ, କମ୍ ପରିମାଣ ରେ ଔଷଧ ସେବନ କରନ୍ତୁ .. ଅଧିକ ସମୟ ବଞ୍ଚପାରିବେ

  • @mithunbehera6571
    @mithunbehera6571 2 роки тому +24

    ସବୁ ଜଗନ୍ନାଥଙ୍କ ଇଛା ହେ ଜଗନ୍ନାଥ🙏🙏🙏 ।

  • @narayansahoo7407
    @narayansahoo7407 2 роки тому +2

    ଭାଗବାନ ବାବାଙ୍କ ଜୀବିତ ଭାବରେ ଆଉ 200 ବର୍ଷ ରଖିଥାନ୍ତୁ ଜୟ ଜଗନ୍ନାଥ

  • @pramodsarangi1977
    @pramodsarangi1977 2 роки тому +2

    🙏ଜୟ ଜଗନ୍ନାଥ 🙏 ଏଭଳି ମହାତ୍ମାଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣୁଛି |

  • @naturecreation477
    @naturecreation477 2 роки тому +7

    ମୋ ଅଜା ବି ବଞ୍ଚିଥିଲେ 120 ବର୍ଷ ଆଜକୁ 15 ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ ।

  • @PS-gd4ou
    @PS-gd4ou 2 роки тому +36

    He is the oldest living person in the World
    He should find place in the Guinness Book Of World Record
    Let's launch a campaign to ensure
    JAI JAGANNATH

    • @homefrontsai
      @homefrontsai 2 роки тому +1

      Yes,guinness book just gave the record to some INDONESIAN man for the oldest living person award. He is of 115 yrs...

    • @petlover8195
      @petlover8195 2 роки тому

      my great grand mother lives 125

    • @mamunipradhan9052
      @mamunipradhan9052 Рік тому

      @@homefrontsai 0

  • @biswambarnayak361
    @biswambarnayak361 2 роки тому +26

    Jay Jagannath 🙌🙏

  • @subhmohanty2387
    @subhmohanty2387 2 роки тому +4

    I really need a blessing from him. 🙏🙏. Just want to touch his feet yaar !!

  • @subhransusekharharichandan7829
    @subhransusekharharichandan7829 2 роки тому +8

    Jai Jagannath Swami Nayana Pathgami Bhava Tumhe Jai Sita Ram🕉️🙏✡️

  • @jagyansenimishra5737
    @jagyansenimishra5737 2 роки тому +1

    ଏତେ ସୁନ୍ଦର ଭାବେ ସେ ସୀତାରାମ କହିଲେ। ଆପଣ ନିଜେ କହୁଛନ୍ତି ଯେ ସେ କହିପାରିବେନି ବୋଲି। ସମ୍ମାନ ଦେଇ କଥା କୁହନ୍ତୁ ଭାଇ।

  • @ranjanbehera.1165
    @ranjanbehera.1165 2 роки тому +1

    ଜୟ ଜଗନ୍ନାଥ.121ବର୍ଷ ଜୀବିତ ବିଶ୍ୱାସ ହେଁଇନି.

  • @meenakshikar6351
    @meenakshikar6351 2 роки тому +1

    ଅର୍ଜୁନ ଚାରଣ ମହାରାଜଙ୍କ ଶ୍ରୀ ଚରଣରେ ଶତକୋଟି ପ୍ରଣାମ।ଆମ ପାଇଁ ମହାରାଜ ଚଳନ୍ତି ଜଗନ୍ନାଥ।ଜୟ ଜଗନ୍ନାଥ।

  • @manaranjandixit3055
    @manaranjandixit3055 2 роки тому +3

    Thank u kanak news. I had already meet him 4yrs ago maharaj ji so cute and how he is caring as child .Thank u so much ...

    • @OdiaMummaandBeti
      @OdiaMummaandBeti 2 роки тому

      Please tell me the address of this load i want to meet once please please

  • @manojsahu-qy3ik
    @manojsahu-qy3ik 2 роки тому +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🚩🚩🚩

  • @ashokkumarpanigrahi8519
    @ashokkumarpanigrahi8519 2 роки тому +17

    We should support him, but shouldn't criticize. It is because of his healthy habits, healthy life style.

  • @Manoj0212
    @Manoj0212 2 роки тому +2

    ପ୍ରଭୁ ବିଶ୍ୱନିଅନ୍ତା ସମଗ୍ର ବିଶ୍ୱର ଦୁଃଖ ଲାଘବ କରନ୍ତୁ l ଜୟ ଜଗନ୍ନାଥ 🙏💐

  • @bikash2971
    @bikash2971 2 роки тому +2

    ସମର୍ପଣ ର ଜୀବନ 🙏🙏ଜୟ ମହାପ୍ରଭୁ ❤️🙏

  • @sanyasipatra3933
    @sanyasipatra3933 2 роки тому +2

    Dandvat Pranam.. koti koti pranam 🙏🏻🙏🏻🙏🏻🙏🏻

  • @bishnutiwaritiwari4476
    @bishnutiwaritiwari4476 2 роки тому +4

    MAHANT JI ❤💯👍🤲🤲🙏🏽🙏🏽🙌🙌👌JAY SREE JAGANATH MAHAPRABHUNKARA JAY HO🙏🏽🙏🏽

  • @patitakumar4902
    @patitakumar4902 2 роки тому +1

    121 ବର୍ଷୀୟ ବାବା ଙ୍କୁ ଦେଖି ମୋ ଚକ୍ଷୁ ପବିତ୍ର ହୋଇଗଲା , ବାବା ଙ୍କ ପାନ ଖିଆ ମସ୍ତ ଅଛି ବାବା ତୁମ ଚରଣେ ପ୍ରଣାମ , ସାଆନ୍ତ ଙ୍କ ପାଖରେ ଅଛନ୍ତି ପରା. 🙏🙏🙏❤❤❤🙏🙏🙏❤❤❤🙏🙏🙏❤❤❤🙏🙏🙏

  • @adarshajeevan1315
    @adarshajeevan1315 2 роки тому +1

    ଭଗବାନ ସ୍ଵରୂପ ମହାନ୍‌ ବ୍ୟକ୍ତିତ୍ଵ ଆପଣଙ୍କର ହେ ମହାତ୍ମା🙏
    ଆପଣଙ୍କ ଚରଣରେ ହାର୍ଦ୍ଦିକ ପ୍ରଣିପାତ🙏

  • @prafullakumarsahoo815
    @prafullakumarsahoo815 2 роки тому +7

    Sadhu sadhu , ishwara vakti. Sita ram sits ram sita ram.

  • @jayadrathabehera1889
    @jayadrathabehera1889 2 роки тому +1

    ଜଗନ୍ନାଥ ତାକୁଂ ଆହୁରି ଦୀର୍ଘାୟୂ କରନ୍ତୁ 🙏🏾ଆନନ୍ଦେ ସାଗରେଏକବାର ହରି ହରି ବୋଲ🙏🏾🙏🏾🙏🏾ଜୟ ଜଗନ୍ନାଥ 🙏🏾🙏🏾🙏🏾

  • @sumatinayak1976
    @sumatinayak1976 2 роки тому +9

    God blessings and God gifted thank you God

  • @godabarimangaraj5027
    @godabarimangaraj5027 2 роки тому +2

    Jay Jagannath 🙏🙏🙏🙏

  • @sasmitamohanty2777
    @sasmitamohanty2777 2 роки тому

    #SitaRam........ PureSoul+PureMind+#PureBody+PurWorks.....in 21stCentury...... Really MiracleOfNature who bless us to believe & live in Purities... .. Very purly DivineLifeStyle....... sitaram!!!!!

  • @ajitsahu4949
    @ajitsahu4949 2 роки тому +1

    ଏମିତି ଆଉ 121ବର୍ଷ ବଞ୍ଚି ରହନ୍ତୁ ବାବା
    ଜୟ ଜଗନ୍ନାଥ ଜି

  • @bablicreation6569
    @bablicreation6569 2 роки тому +3

    Jay jagannath 🙏🙏🙏

  • @muraligouda4058
    @muraligouda4058 2 роки тому +2

    ଜୟ ସୀତା ରାମ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🌹

  • @ranjushreerout9134
    @ranjushreerout9134 2 роки тому +1

    Great Devotee Of Lord Jagannath .....Crosses the Age of century 🥳🥳🥳🥳🥳Jay Jagannath🙏🙏🙏🙏🙏🙏🙏🙏🙏🙏🙏

  • @jayasankarmoharana5756
    @jayasankarmoharana5756 2 роки тому +1

    ଜୟ ଜଗନ୍ନାଥ ହୋ ଭକତେ🙏🙏🙏❤️❤️❤️😍😍😍😍🇮🇳🇮🇳🇮🇳🇮🇳

  • @sushreepriyambada7681
    @sushreepriyambada7681 2 роки тому +1

    ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙇

  • @banitabehera3949
    @banitabehera3949 2 роки тому

    Wow🙏

  • @budhiramkisku0
    @budhiramkisku0 2 роки тому +12

    ଆଗ ବୁଢା ବୁଢ଼ୀ ମେନେ ବଞ୍ଚୁଛନ୍ତି ଆଉ ଏବେ ୩୦-୪୦ ଭିତରେ ସବୁ ମଦ ଖାଇ ମରୁଛନ୍ତି ଆଉ ସବୁ ପାରିଯାତ ଧାନ ଚାଉଳ ଖାଇ ଲକ ବି ପାରିଯାତ ହୋଇଗଲେଣି

  • @lipsha9836
    @lipsha9836 2 роки тому +4

    🙏🙏🙏

  • @archanadash4825
    @archanadash4825 2 роки тому

    Amazing

  • @bishnupriyadas266
    @bishnupriyadas266 2 роки тому +3

    It's all about a healthy lifestyle ... And helthy food 🙏🙏🙏

  • @suhasini7_936
    @suhasini7_936 2 роки тому +2

    May God bless him for more

  • @jitendrakumarpatra1223
    @jitendrakumarpatra1223 2 роки тому +1

    God blessing

  • @globalgkbyspmohanty7248
    @globalgkbyspmohanty7248 2 роки тому +3

    Kan banchichhanti. Kahucha....word Ra thik use Kara....Se active nija duty karuchhanti.. he is precious soul Lord Jagannath 🙏🙏🙏🙏

  • @anirbanghosh9514
    @anirbanghosh9514 Рік тому

    Puri ka bhakto ki prati Mera binamra pranam.jai jagannath.

  • @stylishsatbabu7252
    @stylishsatbabu7252 2 роки тому +2

    Jai jagannath...sabu sei thakurnka krupa🙏🙏🙏

  • @sangramsethi9800
    @sangramsethi9800 2 роки тому +1

    Jay jagannth swime ki jay 🌺 chakadola 🌺 jay sri ram ki jay maa Laxmi Narayan ki jay 🌺🌺🌺🌺🌺🌺🙏🙏🙏🙏🙏🙏 hari bol jay maa sanidebhe ki jay 🌺🌺🌺🌺🌺🌺🌺🌺🌺🌺🌺🌺🌺 hari bol 🙏🙏🙏🙏🙏 hari bol 🌺🙏🙏🙏🙏🙏🙏🙏🙏

  • @anusayamohanty1775
    @anusayamohanty1775 2 роки тому

    Tq God jay jaganath

  • @nrusinghbarik7083
    @nrusinghbarik7083 2 роки тому +1

    Jay Jagannath swami 🙏🙏🙏 baba nku koti koti namaskar 🙏🙏🙏

  • @sudhansushekharsamantasing8778
    @sudhansushekharsamantasing8778 2 роки тому +1

    ସବୁ ଜଗନ୍ନାଥଙ୍କ ଇଚ୍ଛା 👍👍🙏

  • @rockjitstar5551
    @rockjitstar5551 2 роки тому

    ଜୟ ଜଗନ୍ନାଥ ।
    ଇଏ ସବୁ ପ୍ରଭୁ ଜଗନ୍ନାଥ ଙ୍କ ଦୟା ।

  • @jaganmohanz
    @jaganmohanz 2 роки тому +12

    ବାରମ୍ବାର ବଞ୍ଚିଛନ୍ତି ବୋଲି କଣ ପାଇଁ କହି ,,,

  • @ganeshnayak1520
    @ganeshnayak1520 2 роки тому +3

    Jay Jagannath 🙏🙏🙏

  • @ashoksamal9140
    @ashoksamal9140 2 роки тому

    OH GOD

  • @dhananjaykishan9226
    @dhananjaykishan9226 11 місяців тому

    It's very nice see a such old person....may God gives more and more age for survival in this earth.❤

  • @prabhatparidaprabhatparida6577
    @prabhatparidaprabhatparida6577 2 роки тому +2

    👍👍👍

  • @jalandharsenapati9882
    @jalandharsenapati9882 2 роки тому

    It is very astonised God blessing him

  • @chitaranjansahoo9939
    @chitaranjansahoo9939 2 роки тому +1

    Maharajnku addhamar koti koti pranam🙏🙏🙏

  • @purusottampatro2132
    @purusottampatro2132 2 роки тому +1

    🙏🏼jai jagannath Swami
    Sobu tumari lila

  • @debaprasaddash5579
    @debaprasaddash5579 2 роки тому

    ଧରଣୀଧର ମହାରାଜ୍ ଙ୍କୁ ମୋର ଶତଶତ 🙏🙏🙏

  • @amiyakhosla.63
    @amiyakhosla.63 2 роки тому +1

    God bless you

  • @priyacharandas7352
    @priyacharandas7352 2 роки тому

    ଭଗବାନ ଶ୍ରୀକୃଷ୍ଣ
    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।ହରେ ରାମ ହରେ ରାମ ହରେ ରାମ ରାମ ରାମ ହରେ ହରେ ।।ଜୟଶ୍ରୀ ଚୈତନ୍ୟ ମହାପ୍ରଭୁ

  • @hyper704
    @hyper704 2 роки тому +2

    May Lord Jagannath Keep increasing baba's age .

  • @peoplescouncilforsocialwel7677
    @peoplescouncilforsocialwel7677 2 роки тому +13

    I'm really proud to see such a person...

  • @kirtibantapanda4071
    @kirtibantapanda4071 2 роки тому +1

    Jay jagannath. .

  • @ranjankumarsahoo6326
    @ranjankumarsahoo6326 2 роки тому +1

    bhagaban nka asribad ..koti koti naman ..❤❤❤

  • @brajakishoresahoo7321
    @brajakishoresahoo7321 Рік тому

    ଯାହା ହେଉ ଏହି ଭଳି ଜଣେ ୧୨୧ ବର୍ଷର ବରିଷ୍ଠ
    ରାମ ଭକ୍ତଙ୍କୁ ଆଜି ଏ କନକ ନିଉଜର ମିଡ଼ିଆ
    ଭାଇ ମାନେେ ଉପସ୍ଥାପନା କଲେ ଏହା ଦେଖି
    ମୁଁ ଖୁବ୍ ଆନନ୍ଦିତ ତେଣୁ ଆଗକୁ ଏହିଭଳି ବ୍ୟକ୍ତିଙ୍କୁ
    ଖୋଜି ପ୍ରସାରଣ ମାଧ୍ଯମରେ ଦେଖେଇଲେ ଖୁବ୍
    ଭଲ ହୁଅନ୍ତା

  • @shakacom-pg2io
    @shakacom-pg2io 2 роки тому

    Jay Shree Jagannath Swami...👏👏👏❤❤❤💝💝💝🥳🥳🥳

  • @dineshsahoo4270
    @dineshsahoo4270 2 роки тому

    ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ🙏🙏 । ପ୍ରଭୁ ଧନ୍ୟ ତୁମ ଲୀଳା । ଧନ୍ୟ ତୁମେ ପ୍ରଭୁ ଜଗନ୍ନାଥ । 🙏🙏🙏🙏🙏🙏😭😭

  • @sagardas3778
    @sagardas3778 2 роки тому +2

    Living legend in dis kalyug era
    Jay jagganath 🙏🙏🙏🙏

  • @odisharksandart7658
    @odisharksandart7658 2 роки тому

    Jay Jagannath..🙏 God bless you

  • @bhagabanpradhan7500
    @bhagabanpradhan7500 9 місяців тому

    ମହନ୍ତ ମହାଶୟଙ୍କ ନିରାମୟ ଜୀବନ କାମନା କରୁଛି ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା

  • @RahulKumar-eo8fj
    @RahulKumar-eo8fj 2 роки тому

    Jay Jagannath 🙏 God bless you 🙏🙏🙏

  • @bipinnayak9561
    @bipinnayak9561 2 роки тому

    Jay jagannath 🙏🏼🙏🏼🙏🏼

  • @tv-yw4yr
    @tv-yw4yr 2 роки тому +2

    Jay Jagannath

  • @umakantarana5016
    @umakantarana5016 2 роки тому +1

    🙏

  • @surendrarout3409
    @surendrarout3409 2 роки тому +1

    Jay jagannath

  • @uddhabaguntha5022
    @uddhabaguntha5022 2 роки тому

    Namaste ji your great life god blessing you

  • @sabitaswain5513
    @sabitaswain5513 2 роки тому +1

    Jay Jagannath 🙏🙏

  • @Reshi939
    @Reshi939 4 місяці тому

    ଜୟ ଜୟ ଜଗନ୍ନାଥ 🙏🙏🙏

  • @Santosh_love_you_tube_
    @Santosh_love_you_tube_ 2 роки тому

    Jay jaganntha 💐🙏🙏🙏💐💐

  • @DP-hx6mh
    @DP-hx6mh 2 роки тому +1

    ଜୟ ଜଗନ୍ନାଥ 🙏🙏🙏

  • @fit_brahman3625
    @fit_brahman3625 2 роки тому +1

    ❤️❤️❤️

  • @firemaster.922
    @firemaster.922 2 роки тому

    🙏🙏🙏🙏🙏🙏koti koti pranm Jay jaganath 🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️

  • @bikashpatra3001
    @bikashpatra3001 2 роки тому

    God blessings thank you god

  • @manoranjansethi8123
    @manoranjansethi8123 2 роки тому

    Jay jagannath 🙏🏿🙏🏿🙏🏿

  • @smrutiranjanpanda3239
    @smrutiranjanpanda3239 2 роки тому

    ବାବା ଆପଣଙ୍କ ମହତ କାର୍ଯ୍ୟ ପାଇଁ ଆଜି ଜଗତର ନାଥ ଜଗନ୍ନାଥ ଆରାଧ୍ୟ ଦେବତା ଆପଣଙ୍କୁ ତାଙ୍କ ସେବା ପାଇଁ ହିଁ ଜନ୍ମ ଦେଇଛନ୍ତି। ଜୟ ଜଗନ୍ନାଥ 🙏🙏🙏 ମହାପ୍ରଭୁ 🙏🙏🙏

  • @sasmita6015
    @sasmita6015 2 роки тому +1

    Jay jagannath Prabhu 🙏🙏🙏

  • @shyamaprasadpalai6432
    @shyamaprasadpalai6432 2 роки тому

    I am reallt proud for him🙏🙏🙏

  • @manojmuduli1901
    @manojmuduli1901 2 роки тому

    Jay jagannath 🙏🙏

  • @lifeiscolorful309
    @lifeiscolorful309 2 роки тому +3

    It's all about being happy and maintaining a healthy lifestyle. Doing so everybody can also live more than 100 years.

  • @satyanarayanbarik1016
    @satyanarayanbarik1016 2 роки тому

    ଜୟ ଜଗନ୍ନାଥ ମହାପ୍ରଭୁ