VK Pandian Target BJP | ବିଜେପିକୁ ଟାର୍ଗେଟ କଲେ, ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଭି.କେ ପାଣ୍ଡିଆନ

Поділитися
Вставка
  • Опубліковано 10 тра 2024
  • VK Pandian Target BJP | ବିଜେପିକୁ ଟାର୍ଗେଟ କଲେ, ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଭି.କେ ପାଣ୍ଡିଆନ
    #vkpandian #ElectionBreaking #election2024 #ElectionUpdate #prameyanews7 #PMNarendraModi #BJD #BJP #Electionnews
    Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
    For Latest News Follow us on:
    Website: www.prameyanews7.com/
    UA-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha:
    • Nua Jibana Nua Asha
    ଶୁଣ...ଶୁଣ...ଶୁଣ:
    • Suna...Suna...Suna
    Explore Odisha:
    • Explore Odisha
    Breakfast Odisha:
    • Breakfast Odisha News7
    Maganna Oligi:
    • Maganna Oligi
    Biswas Abiswas Andhabiswas:
    • Biswas Abiswas Andhabi...
    Digital Special Stories:
    • Digital Special Stories
    Daffa | Crime Stories:
    • Daffa
    Jollywood Jalwa:
    • Jollywood Jalwa
    Face To Face:
    • Face To Face
    #PrameyaNews7 #News7 #OdishaNews

КОМЕНТАРІ • 556

  • @user-hv3tn9tm1t
    @user-hv3tn9tm1t 24 дні тому +97

    ରେ ପାଣ୍ଡିଆନ ତୋର ଓକାତ କଣ ତୋର ଯଦି ଦମ୍ ଅଛି ମାଦୁରଚୋଦ ବିଧାୟକ କିମ୍ବା ଏମପି ରେ ଛିଡ଼ା ହେଉନୁ ଆମ ଓଡ଼ିଶା ବାସୀ ଦେଖିବେ

    • @brinda9513
      @brinda9513 24 дні тому +9

      बहुत उछल रहा है पांडु।10जून के बाद सारे कारनामे पुरे देश की जनताको पता चल जाएगा,इस ड़र से घबरा गया है।
      लेकिन जनता हैं की मानते नहीं।इस बार
      सबक सिखा कर ही रहेंगे🤔।

    • @AmrjitDas-qq2ep
      @AmrjitDas-qq2ep 24 дні тому +2

      Pm Modi ku pachara

    • @meherhendloom3088
      @meherhendloom3088 24 дні тому +3

      ​@@brinda9513odisa re puni navin

    • @ambarishswain3233
      @ambarishswain3233 24 дні тому +6

      Bjp zindabad

    • @bapisadangi3373
      @bapisadangi3373 24 дні тому +5

      ​@@meherhendloom3088ଅତି ଫାଲତୁ ଦଳ ବିଜେଡି ଟାଉଟର ନବୀନ ଧୁଆଁ ଯୋଜନା

  • @pugulusutar3569
    @pugulusutar3569 24 дні тому +7

    ଯେଉଁ ଜଗନ୍ନାଥ ଙ୍କୁ ଭିକ ମଗାଇଛୁ,ଯାହାର ରତ୍ନ ଭଣ୍ଡାର ଲୁଟିଛୁ, ଅନ୍ୟାୟ ରେ ଯେଉଁ ପରିବାର,ବାପା,ମା ଙ୍କୁ କନ୍ଦାଇଛୁ,ଦେଖ୍ ତୁ ଆଉତୋର ପରିବାର କୁ ଜଗନ୍ନାଥ କେମିତି କନ୍ଦାଇବେ ।ଆଉ ଏଥିରେ ଯେଉଁ ଓଡ଼ିଆମାନେ ଅଛନ୍ତି,ସେମାନେ ମରିବେ ।

  • @afsheenchoudhry0123
    @afsheenchoudhry0123 24 дні тому +46

    ଚାବି କଥା କିଛି କୁହ ରେ ଗେଣ୍ଡା ଦଳ
    ଭିତରେ ଆଉ କିଛି ଅଛି...ଟି...?

  • @BabuliPatra-ny6qq
    @BabuliPatra-ny6qq 24 дні тому +30

    ଯଦି BJD ହାରିବ ସେଇଟା Pandian ପାଇଁ |

    • @turimunda9622
      @turimunda9622 24 дні тому +1

      ଯଦି ସେଇଟା କହିବା ତା ହେଲେ ପାଣ୍ଡୁ ଆମ ଓଡ଼ିଶାକୁ ପଛରେ ପକାଇ , ଓଡ଼ିଶାର ସବୁ଼......... ଲୋଟି ସାରିଲାଣି।

    • @nikitanikita9598
      @nikitanikita9598 19 днів тому

      😅😅😅😅😅​@@turimunda9622

  • @jagabadhumajhi6737
    @jagabadhumajhi6737 24 дні тому +28

    ଜୟ ବିଜେପି

  • @RockStar-zb9jb
    @RockStar-zb9jb 24 дні тому +8

    BJP ଲକ ହିଁ BJD ରେ ଭୋଟ ଦେବେ ଏବଂ ନବୀନ ପଟ୍ଟନାୟକ କୁ ଜିତାଇବେ 😂😂😂

  • @rajvideo8699
    @rajvideo8699 24 дні тому +20

    କାହି ନରେନ୍ଦ୍ର ମୋଦି କାହି ଭି,କେ ପାଣ୍ଡିଆନ ମୋଦି ୱାଲ୍ଡ ଲେଭେଲ

    • @Sangram_Sethy
      @Sangram_Sethy 24 дні тому +3

      Modi jane murkha. English ra gote word jani nathiba. But pandian sir is an ISA.

    • @krusanmaharana4529
      @krusanmaharana4529 24 дні тому +5

      ​@@Sangram_Sethyତୋ ମୁଁହ କୁ ଟିକେ ଲାଜ ଲାଗୁନି ,ଓଡ଼ିଶା ରେ ଗୋଟେ ତାମିଲ ଆଶିକି ଓଡିଶା କୁ ବର୍ବାଦ କରୁଛି ,ତୋ ଭଳିଆ ପରଚୁକା ଓଡ଼ିଆ ପାଇଁ ଆଜି ଓଡ଼ିଶାର ଏ ଭଳି ଅବସ୍ଥା

    • @meherhendloom3088
      @meherhendloom3088 24 дні тому

      ମୋଦୀ ଏକ ଚା ଵାଲା ପାଣ୍ଡିଆନ ias

    • @sandeeprout3324
      @sandeeprout3324 24 дні тому

      Jai dekhide USA parliament re 1 hour English speech non-stop samaste thia hei tali bajei thile​@@Sangram_Sethy

    • @krusanmaharana4529
      @krusanmaharana4529 24 дні тому +2

      @@meherhendloom3088 ପାଣ୍ଡିଆ ବାଣ୍ଡ ଟାକୁ ଟିକେ ଚାଟ,ତମ ପର ଚୁକା ଗୋଲାମୀ ପାଇଁ ଓଡ଼ିଶା ଆଜି ଦାଦନ ,ଗାଣ୍ଡୀ ମରେଇବ ,ଓଡ଼ିଶାରେ ଜଳ ସେଚନ ପ୍ରକଳ୍ପ ନାହିଁ , 40 ଚିନିକଳ ବନ୍ଦ ,ଗୋଟେ କମ୍ପାନୀ ନୂଆ ତିଆରି ହଉନି ରୋଜଗାର ନାହିଁ , ନବୀନ ବାଗ 1400 କୋଟି ,ନୂଆ ଓ ଡ୍ରେସ୍ 1100କୋଟି ,ଶ୍ରୀ ମନ୍ଦିର 4 ଟି ପାଇଖାନା ପ୍ରକଳ୍ପ 4200 କୋଟି , ଆଉ ରତ୍ନ ଭଣ୍ଡାର ରୁ ବି ରତ୍ନ ଗାୟବ୍,ଲକ୍ଷ୍ମୀ ଛଡ଼ା ବସ୍ ରେ ଦୁର୍ନୀତି , ଓଡିଶା ରେ ଠିକାଦାର ନାହାନ୍ତି କି ମିସ୍ତ୍ରୀ ନାହାନ୍ତି କି ମୂଲିଆ ବି ନାହାନ୍ତି ,ଟେଣ୍ଡର ସବୁ ତାମିଲ ରେ ଅଛନ୍ତି ,ଏ ସବୁ ତମ ପରି ପର ଚୁକା ଓଡ଼ିଆ ଙ୍କ ପାଇଁ ବିଜୁ ଓଡ଼ିଶା ବାଣ୍ଡ ଓଡ଼ିଶା ହେବାକୁ ବସିଲାଣି

  • @crazytechnic8390
    @crazytechnic8390 24 дні тому +3

    ଭାରତରେ ଏପରି କୌଣସି ରାଜ୍ୟ ନାହିଁ
    ଯେଉଁଠାରେ 99% ଲୋକ ଦାଦନ ଖଟିବାକୁ ଯାଉଛନ୍ତି
    କିନ୍ତୁ କେବଳ ଓଡ଼ିଶାର 99% ଲୋକ ହିଁ ଯାଉଛନ୍ତି

  • @rajendradeshmukh8666
    @rajendradeshmukh8666 24 дні тому +46

    BJP 🇮🇳 BJP jai
    Gret modi 🇮🇳🇮🇳🇮🇳

  • @artistfakirmohan9670
    @artistfakirmohan9670 24 дні тому +31

    ସେଇ ଭଗବାନ କୁ ମନେ ପକେଇକି ଟିକେ ଭାଗବତ ପଢ଼ ବୁଢ଼ା ନବିନ, କାଳେ ଶେଷ ସମୟରେ ଟିକେ ମୁକ୍ତି ପାଇବୁ, ନହେଲେ ନାରୀ ମାନଙ୍କ ପ୍ରତି ନିଜେ ଧୃତରାଷ୍ଟ୍ର ସାଜି ଯେଉଁ ଅନ୍ୟାୟ କରିଛୁ ତୁ ନର୍କ ଭୋଗ କରିବୁ , ଆରେ BJP କଥା କଣ କହୁଛୁ, ଯେଉଁ ନାରୀ ମାନେ ନ୍ୟାୟ ପାଇପାରିଲେନୀ ସେମାନଙ୍କ ଘରକୁ କେବେ ଯାଇଛୁ କି,,, ତୁ ତ ବାପା ର ଫଟୋ କେବେ POSTER ରେ ଲଗେଇଛୁ କି,,, ତାଙ୍କ ଅନୁଶାସନ କେବେ ପାଳନ କରିଛୁ କି,, ଜିଅନ୍ତା ସବ ପରି ରହିବା ଅପେକ୍ଷା ଯମ ପୁର ଚାଲିଯିବା ବହୁତ ଭଲ,,, ପରି case ରୁ ତୋ ବିନାଶ ଆରମ୍ଭ,, ଏ କଥା ସମ୍ପୂର୍ଣ୍ଣ ସତ୍ୟ, କାରଣ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି ନାରୀ ପ୍ରତି ଅନ୍ୟାୟ କରିବା ଲୋକ ଅପେକ୍ଷା ତାକୁ ଯିଏ ପ୍ରଶ୍ରୟ ଦିଏ ସିଏ ବଡ ଦୋଷୀ, ଏହୀ ନାରୀ ପାଇଁ ରାବଣ ମରିଲା, ଏହି ନାରୀ ପାଇଁ କୌରବ ସାମ୍ରାଜ୍ୟ ଧ୍ଵଂସ ପାଇଲା, ସେମାନେ ଯେପରି ଅଧର୍ମ ର ସାଥ ଦେଲେ ତୁ ବି ସେମିତି ଦେଇଛୁ, ପରି , ପିହୁ, ମମିତା, କୁନ୍ଦୁଲୀ , ହତ୍ୟା ର ଉତ୍ତରଦାୟୀ, pandyan, ଅରୁଣ botra ,ଦିବ୍ୟସଙ୍କର, ଅରୁଣ ସାହୁ, ଏମାନଙ୍କୁ କେହି ପଚରିବେନି, ଯଦି ପଚାରିବେ ତତେ ପଚାରିବେ କାରଣ ତୁ ଥୀଲୁ ରାଜା, ରାଜା ର ଧର୍ମ ଭୁଲିଗଲ , ଧୃତରାଷ୍ଟ୍ର ତ ଅନ୍ଧ ଥିଲା ହେଲେ ତୁ ତ ଆଖି ଥାଉ ଥାଉ ଅନ୍ଧ,, ତୋର ସାମ୍ରାଜ୍ୟ ଧ୍ଵଂସ ହେବା ନିଶ୍ଚିତ ,,, ନିଶ୍ଚିତ,,, ନିଶ୍ଚିତ,,,,,,,,,,

    • @anantabag6811
      @anantabag6811 24 дні тому +3

      Pura thhik katha kahichha sir

    • @pugulusutar3569
      @pugulusutar3569 24 дні тому +2

      Very good

    • @user-fq1kq9bc9t
      @user-fq1kq9bc9t 24 дні тому +1

      Verry bad . bahut bhala katha guda kahila pari laguchi nari mananka katha bhari mane paduchi abe Manipur re jete bele bada sankata asithila narimananka sete bele kn modi soithila ki...

    • @NewblockAjay7882
      @NewblockAjay7882 23 дні тому +1

      Kn kahilo Bhai tumaku mani gali love you Bhai ❤

    • @artistfakirmohan9670
      @artistfakirmohan9670 23 дні тому

      @@user-fq1kq9bc9t manipur case ରେ ଦୋଷୀ jail ରେ ଅଛି, ଆଉ ଏଠି ଦୋଷୀ କୁଆଡେ ଯାଉଛି,,

  • @gangabag1156
    @gangabag1156 24 дні тому +25

    Jay shree Ram

  • @user-sc5ld8mb4v
    @user-sc5ld8mb4v 24 дні тому +34

    BJD.hariba darkar

  • @bhagirathijena3366
    @bhagirathijena3366 24 дні тому +7

    ସବୁ ଦିନ ନୁହେଁ ଚାନ୍ଦିନୀ ରାତି ।

  • @dharmendrabehera6743
    @dharmendrabehera6743 24 дні тому +10

    BJD hotao Odisha basi

    • @krsorenofficial2962
      @krsorenofficial2962 20 днів тому

      କିଏ ଅମ୍ବାନୀ ଆସିବ ଓଡିଶା ରଖେୟା କରିବ

  • @Sbbaboo6679
    @Sbbaboo6679 24 дні тому +35

    Great leader PM

  • @SabitaRani-ef7ow
    @SabitaRani-ef7ow 24 дні тому +3

    Only BJP odisha 100% jitiba

  • @itsbikram24
    @itsbikram24 24 дні тому +27

    ୨୦୧୯ ରେ ବହୁତ୍ ପ୍ରଚାର କରୁଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ୨୦୨୪ ରେ ପ୍ରଚାର ସେମିତି ନାହିଁ ବିଜେଡ଼ି ର ପ୍ରଚାର ମଙ୍ଗ vk ପାଣ୍ଡିୟନ୍ ଏବେ ମୁଖ୍ୟ ମନ୍ତ୍ରୀ ଆଉ ପ୍ରଚାରରେ ନାହାଁନ୍ତି ।

  • @user-bq7bn5zx7e
    @user-bq7bn5zx7e 24 дні тому +15

    Padampur district hela ki

  • @user-yw6lm2md7n
    @user-yw6lm2md7n 24 дні тому +4

    BJD ta ଚୋରି ଯେତିକି କରୁଛି ଏ ସଲା bjp ଆସିଲେ ଓଡ଼ିଶା ବିକ୍ରେ କରି ଖାଇବେ

  • @gangabag1156
    @gangabag1156 24 дні тому +10

    Padampur district hela ki...😂😂😂😂😂

  • @SP-kf3zr
    @SP-kf3zr 24 дні тому +14

    Khali loan deidele kan heba??

  • @SUBHAMROUT444
    @SUBHAMROUT444 18 днів тому +1

    ଓଡ଼ିଶାରେ ନବୀନ, ବିଜେପି ଚା ର ସୋ କରିବ!

  • @mahendrakumardas7833
    @mahendrakumardas7833 24 дні тому +5

    ମୁଖ୍ୟମନ୍ତ୍ରୀ କେବଳ ମଦର ବିକାଶ କରିଛନ୍ତି।୨୪ ବର୍ଷ ରେ ଓଡ଼ିଶା ତଳ ଆଡ଼ୁ ୧ ନମ୍ବର।‌

    • @SubhrabatiSahoo-rq6yr
      @SubhrabatiSahoo-rq6yr 24 дні тому

      1 tankia chaula kara kire chora aji pajyanta BJD chaula nare vote neuthila

  • @ashokbadajena8568
    @ashokbadajena8568 24 дні тому +3

    କିଛି ବେଇମlନ୍ ଓଡ଼ିଆ ଡ୍ରୋହି ଏଠି ରହିଛନ୍ତି,,ମିଡ଼ିଆ ମନେ ବି କିଛି ଟଙ୍କା ପାଇଁ, ଵୋପା ମା କୁ ବି ଭୁଲି ଯାନ୍ତି,,,କୁକୁର ଗୁଡ଼ା ଏମାନେ

  • @lokeshpatra736
    @lokeshpatra736 23 дні тому

    25 ବର୍ଷ ହେଲା କୁହାଡେଜାଇତିଲ । ଏବେ ଓଡ଼ିଶା କୁ ଏକ ନଂମ୍ବର ଭନେଇଧବ। ତମ କଥା ଶୁଣି ଓଡ଼ିଆ ଲୋକେ ବୋହୁତ୍ ହରେଇ ବସିଲେଣି। ଆଉ କେତେଦିନ ଏହି ସାମାନ୍ୟ ଓ ଗରିବ ଓଡ଼ିଶା ଭାସି ଙ୍କୁ ଜୁଣିକାଇବ।ଏଥର ଟିକେଏ ଓଡ଼ିଆ ମାନଙ୍କ ଉପରେ ବିକଳ ଆସୁନି। ଜାଗରେ ଓଡ଼ିଶା ଭାସି ଜୟ ଜଗନ୍ନାଥ

  • @successfullife6722
    @successfullife6722 24 дні тому

    ପେଟ ଯଦି ପୁରୁ ନାହିଁ ଝିଅ ବୋହୁଙ୍କ ଭଡାରେ ଲଗାଅ ଚଳିବ l ଚାଟୁକାରିତା କର ନାହିଁ ଜନ୍ମଭୂମି ସହ ବିଶ୍ୱାସଘାତକ କରନାହିଁ l ନିଜ ଜନ୍ମଦାତାଙ୍କ ଉପରେ ପ୍ରଶ୍ନ ଉଠେଇବାକୁ ସୁଯୋଗ ଦିଅ ନାହିଁ l

  • @chandankumarjena9286
    @chandankumarjena9286 23 дні тому

    ଅଯୋଗ୍ୟ ବିଜେଡି ସରକାର...ପାଣ୍ଡିଆନ ଓଡିଶାକୁ ଖାଇଗଲେ ରେ...ଓଡିଶାବାସୀ ଏଥର ତ ସଚେତନ ହୁଅନ୍ତୁ...🙏🏻

  • @user-tv4fn4yc8t
    @user-tv4fn4yc8t 24 дні тому +7

    Bay bay bjd

  • @maysaleTapas
    @maysaleTapas 24 дні тому +17

    ରତ୍ନ ଭଣ୍ଡାର ଚାବି କେମିତି ହଜିଲା ଗୋଟିଏ ଭିଡିଓ କର ପାଣ୍ଡିଆ ବାବୁ

    • @sidheswarmallick7005
      @sidheswarmallick7005 24 дні тому

      ପେଣ୍ଡା ଗାଣ୍ଡିରେ ପାଣି ବାହାରି ଭାଇ 😂😂😂 ସେ ତାମିଲନାଡୁ ଯାଉ

  • @Mu...Sudarshan
    @Mu...Sudarshan 24 дні тому +5

    Jay BJP

  • @user-bm9sl4ld2k
    @user-bm9sl4ld2k 24 дні тому +1

    ଜୟ ଶ୍ରୀ ରାମ ବିଜେପୁର ରେ ପେଲ କାମ କରିଛି

  • @tehelkamusicx4072
    @tehelkamusicx4072 24 дні тому +4

    Pandian go back jay b j p

  • @soshilamahalik1306
    @soshilamahalik1306 24 дні тому +4

    Gujarat re bahut industry achhi.

  • @RajSuniVlogger784
    @RajSuniVlogger784 24 дні тому +3

    Pm pm pm pm

  • @Save_Odisha_from_looters
    @Save_Odisha_from_looters 24 дні тому

    ଭାଇ, ଭଉଣୀମାନେ ଏକ ଯୁଟ୍ ହୁଅ ତାମିଲ ଲୁଟେରା ହଟାଇ ଦିଅ 🙏🙏🙏🙏

  • @sarojadas7648
    @sarojadas7648 24 дні тому +6

    Nabin tala adu aga kariba

  • @rx..5784
    @rx..5784 24 дні тому +2

    ମୁଖ୍ୟମନ୍ତ୍ରୀ କଣ ତା ଘରୁ ସବୁ ଦଉଚି କି😅

  • @girijaprasadrautaray9773
    @girijaprasadrautaray9773 24 дні тому +2

    This is not the answer of P M Modi.

  • @pradeepbhoi1988
    @pradeepbhoi1988 24 дні тому +4

    Modi...the mightiest king

  • @user-ql7wq8fd2y
    @user-ql7wq8fd2y 22 дні тому

    ଶଳା ଗୁଜୁରାଟ ରୁ କେତେ ଜଣ ଆସୁଛନ୍ତି ଦାଦନ ଖଟିବାକୁ ଓଡିଶାକୁ ଶଳା ତୁ ବି ବାହାସ୍ପଟ ରେ ପ୍ରଥମ

  • @susantasahoo9544
    @susantasahoo9544 24 дні тому

    ବିଜେଡ଼ି ଦଳର ନେତା ହୋଇପାରନ୍ତି Pandiyan । ଓଡିଶା ଜନସାଧାରଣଙ୍କ ପାଇଁ ସେ କିଏ।

  • @Save_Odisha_from_looters
    @Save_Odisha_from_looters 24 дні тому +2

    ଓଡିଆ ଦାଦନ ଭାବରେ ଅପମାନିତ ହେଉଛି |ତାମିଲମାନେ ନିଜ ରାଜ୍ୟରେ ଓଡିଆ ଦାଦନଙ୍କୁ ମାଡ ମାରୁଛନ୍ତି | ତାମିଲ ପାଣ୍ଡୁ ଓଡିଶାକୁ ଶାସନ କରୁଛି । ଆମ ଓଡିଶାର ଖଣି ଖଦାଳ ଲୁଟି ତାମିଲନାଡୁ ପଠାଉଛି । ତୂ ଖୁସି ତ !

  • @user-od3wk4lq2n
    @user-od3wk4lq2n 24 дні тому +2

    It is ok. But we do not need bjd & to you also just because of interest of Odisha people.

  • @NRPEducation
    @NRPEducation 23 дні тому

    ଧିକ୍ ଓଡ଼ିଶା ବାସୀ ତମକୁ ୩୦ ଟି ଜିଲ୍ଲାପରିଷଦ ଆଶନ ଏ ପାଣ୍ଡୁ ଦଳକୁ ଦେଇଦେଲ। ଏଇଥି ପାଇଁ ଏ ପାଣ୍ଡୁ ଦୁର୍ନୀତି କରୁଛି। ଏ ଥରକ ସେ ଭୁଲ୍ କରିବନି।

  • @nilanchaldalapatinilanchal4620
    @nilanchaldalapatinilanchal4620 23 дні тому

    3000. ଟଙ୍କା ମିଲୁଛି ଅଲଗା ରାଜ୍ୟ ରେ ଭତ୍ତା ଓଡ଼ିଶା ରେ କେତେଟା କମ୍ପାନୀ ତିଆରି କରିଛି

  • @RajeshSindhria-ot9qp
    @RajeshSindhria-ot9qp 23 дні тому

    ବିଜେପି ଆସିଲେ ବି s h g ବନ୍ଦ ହେବ ନାହିଁ କାରଣ ମୋଦି କେବେ ନାରୀ କୁ ଅସମାନ କରି ବେ ନାହଁ ଏଇ ଥର ଯାହା ତୁ କହ ପାଣ୍ଡିଏଁନ ମୋଦି ସରକାର ହି ଆସିବ

  • @kedarnathbiswal8071
    @kedarnathbiswal8071 24 дні тому +18

    Bhaire ready heija jail jibaku

  • @radhakantaPradhan-cz9zw
    @radhakantaPradhan-cz9zw 24 дні тому +2

    Bala

  • @jagannathsabar9588
    @jagannathsabar9588 24 дні тому

    ରତ୍ନଭଣ୍ଡାର କୁ ଶେଷ କଲୁଣି ଜଗନ୍ନାଥ ସବୁ ଦେଖୁଛନ୍ତି ତର ଅନ୍ତ ଦିନ ଆସିଗଲା

  • @NarayanRana-in3iz
    @NarayanRana-in3iz 24 дні тому +1

    ନୁଆ ସରକାର ଦରକାର

  • @patitakumarchoudhury9855
    @patitakumarchoudhury9855 23 дні тому

    ବାପରେ ମୋଦି ତୁ ଚାଏ ଵାଲା , ପାଣ୍ଡିଆନ IAS, , ନେତା ମାନେ ନିର୍ଭୁଲ ଭାବେ 30 ଟି ଜିଲ୍ଲା ର ନା କହିପାରିବେ କି,??

  • @SUBHAMROUT444
    @SUBHAMROUT444 18 днів тому +1

    ଓଡ଼ିଶାରେ ଚା ର ସୋ ହେବ

  • @satrughnamallicj8703
    @satrughnamallicj8703 24 дні тому

    ଜୟ ଶ୍ରୀ ରାମ, ଯିଏ ଜନସେବା କରିବାର ବା ଦେଶ ସେବା କରିବାପାଇଁ ମନ ବଳ ଅଛି ସେ ଦିନ ରାତି ପରିଶ୍ରମ କରି ଲୋକ ମାନଙ୍କୁ ବୁଝାଉଛନ୍ତି

  • @Mishra943
    @Mishra943 24 дні тому +5

    Bhai re Pandian dayakari BJD Dala pain tume prachar karani Karan tuma bhasan re vote badhuni Prabal chiduchhi

  • @pallabkumarmajhi8798
    @pallabkumarmajhi8798 24 дні тому +29

    Odisha re BJP asile ta sabu heba .... Pandu hatao...... Jay bjp

    • @ganeshpati22
      @ganeshpati22 24 дні тому

      କିଛି କରିବ ନି ।

  • @debendrmohanta855
    @debendrmohanta855 24 дні тому +1

    Panchayat election was local leder election and it is state leader election

  • @user-tk9cw3ws3p
    @user-tk9cw3ws3p 24 дні тому

    ନବିନ ତେବେ 24 ବର୍ଷ ଓଡ଼ିଶା ରେ କ'ଣ କରୁ ଥିଲା ଶଳା ଭାଷଣ ମାରୁଛି ବେଶି, ଶଳା 24 ବର୍ଷ ଭିତରେ ଓଡ଼ିଶା କୁ ଘାଣ୍ଟି ସାରିଲ ଶେଷରେ ମହିଳା ମାନଙ୍କ ପଛରେ ପଡିଲ ଆଉ କ'ଣ କରିପାରିବ ଆଉ ଶଙ୍ଖ ବାଜିବନି ପାଣ୍ଡିଆନ କେବଳ ପଦ୍ମ ଫୁଲ ଫୁଟିବ ନବିନ ବାବୁ

  • @spkingstatuscreation7271
    @spkingstatuscreation7271 23 дні тому

    ମିଡ଼ିଆ ମାନେ ବି ନିଜକୁ ବିକ୍ରି କରି ଦେଉଛନ୍ତି କିଛି ଟଙ୍କା ପାଇଁ । କିଛି ବେଇମାନ ଲୋକ ଅଛନ୍ତି ଯିଏ ଖାଆନ୍ତି ବାପା ର ଗାଆନ୍ତି ଆଉ କାହାର 👍🏻 ପାଣ୍ଡିଆ ବାବୁ ସବୁ ତ ମିଠା ମିଠା କଥା କହିଲେ । କାଗଜ ଦେଖି ଘୋଷିବା କାମ ତ ପିଲା ମାନେ କରନ୍ତି । ଆଉ ରତ୍ନ ଭଣ୍ଡାର ଚାବି କୁଆଡେ ଗଲା । ରତ୍ନ ଭଣ୍ଡାର ଚାବି ର duplicate କଣ ପାଇଁ ବନା ଯାଇ ଥିଲା । ଆଉ ଇଲେକ୍ସନ ଟାଇମ ଆସିଲେ ନବୀନ ବାବୁ ଙ୍କ ର ଓଡିଶା ର ଚାଷୀ ଭାଇ ଙ୍କ କଥା ମାନେ ପଡ଼େ। ଖାଲି loan loan loan । ଓଡ଼ିଆ ଭାଇ ଭଉଣୀ ମାନେ ନିଜର ଚିନ୍ତା ଧାରା ବଦଳାନ୍ତୁ । Jay jagannath। Jay shree ram 🚩

  • @gbirganthia9994
    @gbirganthia9994 15 днів тому

    NAVIN SIR; 24 YEARS IS NOT ENOUGH TO DEVELOP ODISHA,,,HOW MANY MORE YEARS REQUIRED FOR DEVELOPMENT OF ODISHA & ERADICATION OF POVERTY.

  • @DinabandhuNaik-yw1xs
    @DinabandhuNaik-yw1xs 24 дні тому

    ପଡିଆନ ର ହାତ କୁ ହାଣ୍ଡ ସେକ କରି ନାଚିବା ପାଇଁ ଭଲ ଲାଗେ

  • @successfullife6722
    @successfullife6722 24 дні тому

    ଓଡିଶାରେ କିଛି ଗଣମାଧ୍ୟମ ସାମାନ୍ୟ କିଛି ପଇସା ପାଇଁ ନିଜ ଜନ୍ମଭୂମିର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏକ ଦୁର୍ନୀତିଖୋର ସରକାରକୁ ସାହାଯ୍ୟ କରୁଛନ୍ତି, ସେହି ଅନୁଷ୍ଠାନର କର୍ମଚାରୀ ଓ ମାଲିକ ମାନଙ୍କୁ ପରାମର୍ଶ ଆପଣ ମାନେ ନିଜ ଘରର ସ୍ତ୍ରୀ, ଝିଅ, ବୋହୁକୁ ବେଶ୍ୟାଳୟ ପଠେଇ ଅଧିକ ଅର୍ଥ ରୋଜଗାର କରିବା ଉଚିତ ହେବକି??? ବିଚାର ଓଡିଶାର ଜନସାଧାରଣଙ୍କର l ଜୟ ଓଡିଶା l

  • @jayantakumaracharya3695
    @jayantakumaracharya3695 23 дні тому

    ❤right sir🙏🏻

  • @01Bharatiya
    @01Bharatiya 24 дні тому

    VK Pandian ଜୁନ୍ ମାସରେ BJP ରେ ମିଶିବ

  • @NRPEducation
    @NRPEducation 23 дні тому

    ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେବା ପାଇଁ ପାଣ୍ଡୁ କିଏ ? ନବୀନ ବାବୁ ମୁକ ହେଇଗଲେ କି ?

  • @Music-yf4iy
    @Music-yf4iy 23 дні тому

    ❤❤samaste bharantu au SAMASTANKU BUJHANTU AU SARAKAR BADALANTU
    🎉JAI SREE RAM👍👍👍

  • @satyaranjanmahana5056
    @satyaranjanmahana5056 23 дні тому

    ବେକାରୀ ସମସ୍ୟାର ସମ୍ମୁଖୀନ କରୁଛି ଓଡିଶା

  • @ranjannayak8290
    @ranjannayak8290 24 дні тому

    ଓଡିଶାକୁ 25 ଵଷ ହେଳା ଗାଡି ମାରିଳଣି ଏଥର ଵିଜେପି

  • @mamymohanty2501
    @mamymohanty2501 24 дні тому +2

    Odishare dadana kebe kamiba. Education system 0. Lajya lagiba katha. Chhhi. Govt school abasta tike akhi pureiki dekha. Khali bhasana marile habani

  • @user-ef8bs4vk2q
    @user-ef8bs4vk2q 23 дні тому

    ତାହେଲେ ଆମ ଓଡିଶା ଲୁକ ଇଣ୍ଡିଆ ବାହାରକୁ ଦାଦନ ଖଟିବାକୁ ଆସିଛୁ

  • @user-ur1lp6ps6b
    @user-ur1lp6ps6b 24 дні тому +2

    Right for fight pandian sir 🙏

  • @DinabandhuNaik-yw1xs
    @DinabandhuNaik-yw1xs 24 дні тому

    ତୁଇ ତାମିଲ କେତେ ଲୁଟୁଛୁ ପୁରୀ ପ୍ରକଳ୍ପ କରି କେତେ ଟଙ୍କା ଖାଇଛୁ ଖଣି ଲୁଟୁଛୁ ତୁଇ ଗୋଟିଏ IAS ହୋଇ ତାମିଲନାଡୁ ରେ 6ନମ୍ବର ଧନୀ ହୋଇ ଗଲୁ କେମିତି ଓଡିଶା କୁ ଲୁଟି ତାର ଜବାବ ଦେ ନେହେ୍ତପାଲା ମାଗିହା ତାମିଲ

  • @joshkumarsahu7780
    @joshkumarsahu7780 24 дні тому

    Abki baar 400 par 💐 BJP jindabad 🔥❤️💯

  • @samirparida2965
    @samirparida2965 23 дні тому

    କିଭଲି ଭାଷା ବୁଝି ହେଉନାହିଁ

  • @BikashBarik-io6sd
    @BikashBarik-io6sd 24 дні тому

    ପଡିଆନ କୁ ଚୁନ କାଳି ବୋଳି ତାକୁ ତାମିଲ ନାଡୁ ପଠେଇଦିଆ ଯାଉ

  • @a_nayak
    @a_nayak 24 дні тому +2

    Khulam khula michha kahuchhi. Gururat kauthi aau Odisha kauthi barbad helani

  • @RockStar-zb9jb
    @RockStar-zb9jb 24 дні тому +2

    ପୁଣି ଥରେ BJD ବିପୁଳ ସଂଖ୍ୟା ରେ ଭୋଟ ପାଇ ଜିତିବ 🎉🎉🎉🎉

  • @brahmadeep8341
    @brahmadeep8341 24 дні тому +1

    Jeun party ra pm heba sehi party ra cm hele unnati heba

  • @Prem-bz3tr
    @Prem-bz3tr 23 дні тому

    ଅଣ ଓଡ଼ିଆ ତାମିଲ୍ ପାଣ୍ଡୁ ଶାସନ ଚଳିବ ନାହିଁ ଓଡ଼ିଶା ର ଜଳ ଜମି ପାହାଡ ଜଙ୍ଗଲ ବାଲି ପାଣି ଖଣି ଉପରେ ତାହାରି ନଜର ସବୁ ଲୁଟି ଝୁଣି ଖାଇଯିବ ତାପରେ ଓଡ଼ିଆ ଭାଇ ଭଉଣୀ ମାନେ ବୁଝି ପାରିବେ

  • @nilanchaldalapatinilanchal4620
    @nilanchaldalapatinilanchal4620 23 дні тому

    ସବୁ ତ ଓଡ଼ିଶା ସରକାର ଲୁଟି କି ଖାଉଛି

  • @dillipkumarmishrasings
    @dillipkumarmishrasings 24 дні тому +1

    Nobody is hearing your speech because person are brought on payment basis

  • @user-wh5bg1yq7s
    @user-wh5bg1yq7s 24 дні тому +2

    Gujurat to tharu develop

  • @santoshkumarsethi3254
    @santoshkumarsethi3254 24 дні тому

    Don't take any tension for Odisha.. Take tension for Tamil Nadu.....

  • @tukunapradhan1753
    @tukunapradhan1753 23 дні тому +1

    Odisha ra electric department biki khaila kie

  • @ramakantaparida3690
    @ramakantaparida3690 21 день тому

    Jay Jagannath vote for bjp 🧡🧡🧡

  • @user-be7py2kn9v
    @user-be7py2kn9v 17 днів тому

    ନବୀନ ପ୍ୟାଣ୍ଟ ରେ ହଗିଲାଣି

  • @jagannathsabar9588
    @jagannathsabar9588 24 дні тому

    କିନ୍ତୁ କଥା ନିଜେ କରିପାରୁନାହାନ୍ତି ସିନେମା ଦେଖି କୁହନ୍ତି, ତୁ ଶଳା କଣ ପାଇଁ mp ରେ ଠିଆ ହେଲୁନି ଦେଖିଥାନ୍ତୁ

  • @asitsahoo5914
    @asitsahoo5914 24 дні тому +1

    ବାଳ ଜାଣିଚନ୍ତି ମାଗିଆ ପାଣ୍ଡିଆନ

  • @yoyo.7205
    @yoyo.7205 24 дні тому

    ପାହାନ୍ତି ସ୍ବପ୍ନ ସତ ହେଇଯିବ😂😂

  • @binodabadia1509
    @binodabadia1509 23 дні тому

    ପାଣ୍ଡୁ ବାବୁ modiji nka ବିଷୟରେ ଏମିତି କୁହନି

  • @user-ql7wq8fd2y
    @user-ql7wq8fd2y 22 дні тому

    ପାଣ୍ଡିଆ ତୁ ବନ୍ଧା ହେବାଟା ଥୟ, ବାପା କାହିଁ ଅଧିକ ଲୋଭ କରୁଛୁ ଯେତିକି ଖାଇଛୁ ସେତିକି ହଜମ କରେ

  • @silastatuscreatio
    @silastatuscreatio 21 день тому

    ତୋ ମୁଁହ ଦେଖିଲେ ଲୋକ ଖାଇ ବାକୁ ପାଇବେନି ତୁ ଶଳା ଜଲଦି ତାମିଲନାଡୁ ପଲା ରେ

  • @sambalpurivlogkp4103
    @sambalpurivlogkp4103 23 дні тому

    ଆଉ ବିଜେଡ଼ି ସରକାର କାଣା କଳା

  • @sisiranayak2840
    @sisiranayak2840 24 дні тому

    People of odisha want odia cm, no AI CM or pandu

  • @jchoudhury274
    @jchoudhury274 24 дні тому

    Pandian ହଟlଓ ଦୁର୍ନୀତି ଗ୍ରସ୍ତ BJD hatao ଓଡ଼ିଶା ବଞ୍ଚାଅ

  • @sanjayakumarchoudhury178
    @sanjayakumarchoudhury178 24 дні тому

    BJD ହାରିଲା ପାଣ୍ଡିଆନ ପାଇଁ ପାଗଳ ହେଲା ସୁର

  • @SandhyaRaniPatra-vd5qm
    @SandhyaRaniPatra-vd5qm 23 дні тому +1

    Bjd jitiba darkar

  • @user-iv6wn5wy5v
    @user-iv6wn5wy5v 22 дні тому

    ଭାଇ ସୁନା ର ଦାମ କାମନ୍ତୁ

  • @bijonshil8661
    @bijonshil8661 24 дні тому

    Thank BJP

  • @khitishrayaguru5695
    @khitishrayaguru5695 24 дні тому

    ଆରେ ପାଣ୍ଡିଆ ତୁମ ଯୋଗ୍ୟତା କହୁଛି ଏସବୁର ହିସାବ ତୁମ ପାଖରେ ରହିବା ଦରକାର! ଗୁଜୁରାଟ ଓଡିଶା ରେ ଦ୍ୱତୀୟ ରାଜ୍ୟ ଯାହାର ବାର୍ଷିକ ଆୟ ରେ.! ସେଥିପାଇଁ କୌଣସି ରାଜ୍ୟ ସରକାର ଙ୍କ ଅବଦାନ ନାହିଁ, ଓଡିଶା ର ରେଭେନ୍ୟୁ କଣ କହିପାରିବେ! ଆରେ 25 ବର୍ଷ ରାଜୁତି କରିବା ପରେ ଓଡିଶା ର ସ୍ଥିତି କଣ ବାବୁ ପାଣ୍ଡିଆ!. ଧର୍ଯ୍ୟ ଧର ଖିରି ହପୁରନୀ!

  • @user-jy2ih7rj1t
    @user-jy2ih7rj1t 20 днів тому

    India re ଇଂରେଜ ଶାସନ ଆଉ ଓଡ଼ିଶା ରେ ପାଣ୍ଡୁ ଶାସନ 😂😂