Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବହୁତ ସୁନ୍ଦର ପ୍ରୟାସ। ଧନ୍ୟବାଦ। ପ୍ରକୃତରେ ମଧୁସୂଦନ ଦାସ ଉତ୍କଳ ଗୌରବ ଅଟନ୍ତି ।ନମସ୍ଯ।
ଭାଇ ବହୁତ୍ ଭଲ❤
ଧନ୍ୟବାଦ
Beautiful.😊😊😊😊😊😊😊😊😊
ସେତେବେଳେ ଯେଉଁ ମହାନ୍ ବ୍ୟକ୍ତି ଜନ୍ମ ନେଇଥିଲେ ସେମାନେ ଦେଶର ପ୍ରଗତି,ସମୃଦ୍ଧି ଓ ସ୍ବାର୍ଥ କଥା ଚିନ୍ତା କରିଥିଲେ କିନ୍ତୁ ଆଜିର ନେତା,ମନ୍ତ୍ରୀ କେବଳ ଦେଶକୁ ଶୋଷଣ କରି କିପରି ବଡ ଲୋକ ହେବେ,ସେଥିପାଇଁ ବ୍ୟସ୍ତ । ନିଜ ସ୍ବାର୍ଥ ପାଇଁ କିଛିବି କରିପାରନ୍ତି, ତେଣୁ ଆପଣଙ୍କୁ ଧନ୍ୟବାଦ, ଆପଣଙ୍କର ଉପସ୍ଥାପନା ମାଧ୍ୟମରେ,କବିତା ଶୀର୍ଷକ ବହୁତ ଭଲ ହୋଇଛି,ପୁଣି ଥରେ ଧନ୍ୟବାଦ,ଚିର ନମସ୍ୟ ମଧୁବାବୁ
ମତାମତ ପାଇଁ ଅଶେଷ ଧନ୍ୟବାଦ
ବହୁତ୍ ସୁନ୍ଦର🎉🎉
Bhouta ucha kotira bhavarth lekhibayDhanyawad.
I love so much madhu Babu. Because he is great man.
ବହୁତ ବଢିଆ...
ଅଶେଷ ଧନ୍ୟବାଦ
Maa 🙏🏽
ଧନ୍ୟବାଦ ଭାଇ 🙏🏿
MadhuBabu is architect of Modern Odisha These stanzas have come from his soul
ଆଜ୍ଞା ନମସ୍ତେ, ଦୁଇ ପଦଲେଖୁଛି,,,,,,ଆପଣଙ୍କୁ ମୁହିଁ ଧନ୍ୟବାଦ ଦେଲି ଓଡିଆ ଭାଷାର ପାଇଁ, ଅମର ଆତ୍ମାର ଦଶଗୋଟି ପଦ,ଆଗକୁ ଆଣିଲ ନେଇ ।
ଅଶେଷ ଧନ୍ୟବାଦ ଆଜ୍ଞା, ଏହିପରି ଆମକୁ ଉତ୍ସାହିତ କରୁଥାନ୍ତୁ ।😊😊
ବସନ ଭୂଷଣ ଆଡମ୍ବର ଘେନି ମହତ ହୁଏକି ଜନ... ଏହି ପଂକ୍ତି ଟି କିଏ ରଚନା କରିଛନ୍ତି କହିବେ ଆଉ ତାଙ୍କ ପଦ୍ୟ ରୁ କିଛି ପଂକ୍ତି ଆବୃତ୍ତି କଲେ ଖୁସି ଲାଗିବ.
ନିଶ୍ଚୟ ଚେଷ୍ଟା କରିବି ।
😭 ମଧୁବାବୁ ଏବେ ଆଉ ନାହାନ୍ତି କି ସେପରି ଜାତୀୟତା ବୋଧର ମଧ୍ୟ ଦେଖା ଯାଉନି।
ଠିକ୍ କଥା କହିଛନ୍ତି । ଏ ଓଡ଼ିଆ ଜାତି ଆଜି ଜାତୀୟତାବୋଧ ଭୁଲି ସାରିଛି ।
Very good.
Very good
I REALY PROUD OF MY ODISHA
ଜୟ ଓଡ଼ିଶା, ଜୟ ଓଡ଼ିଆ
Khub sundar
ବହୁତ ବହୁତ ସୁନ୍ଦର
Super jobi Sar
Father of State.
Super sar
🙏👌👌👌
ମଧୁବାବୁ ଙ୍କୁ ମୋର କୋଟି ପ୍ରଣାମ।
ଜୟ ଓଡ଼ିଶା, ଜୟ ମଧୁବାବୁ
ଉଠ ଉଠରେ ଉତ୍କଳ ସନ୍ତାନ ଉଠିବୁକୁ ତୁ କେତେ ଦିନେ ପୁରୁବ ମହିମା ପୁରୁବ ଗୌରବ ପଡୁନାହିଁ କିରେ ମନେ ଏହା ୩ ଶ୍ରେଣୀ ରେ ପଢିଛି ବର୍ତ୍ତମାନ ମୁଁ ୩ ବର୍ଗ ପ୍ରଧାନ ଶିକ୍ଷକ ଧନ୍ଯବାଦ ନମସ୍କାର 🙏
ଅଶେଷ ଧନ୍ୟବାଦ ଆଜ୍ଞା🙏🙏
❤❤❤❤❤❤❤❤❤
ଅତି ସୁନ୍ଦର ❤️
Good poet
🙏
ସବୁ ଆମର ଭୁଲ୍।ଆମେ ଆମର ପର ପିଡ଼ିକୁ ଭାଷା ପ୍ରେମ ଶିଖାଇ ପାରିଲେ ନାହିଁ l
ହଁ ଆଜ୍ଞା, ଠିକ୍ କଥା କହିଛନ୍ତି, କିନ୍ତୁ ଏବେ ବି ସମୟ ଅଛି, ଆମେ ସଚେତନ ହେଲେ ଆମ ଭାଷା ବଞ୍ଚିଯିବ ।
କୋବି ସମ୍ରାଟଙ୍କର ପ୍ରତ୍ୟେକ ଶବ୍ଦର ଅର୍ଥ ଟିକେ ବୁଝାନ୍ତୁ 🙏🙏🙏
Subhecha
Sabhinku mora pranam 🙏🏾
Good job
Sir ଆଲୋ ! ସଖୀ ଆପଣା ମହତ ଆପେ ରଖି ଏ ପଦ କେଉଁ ପ୍ରସଙ୍ଗ ରେ କହିଛନ୍ତି ଏବଂ କେଉଁ କବିତା ରେ sir ଆଲୋଚନା କରିବେ plz
ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ
Thank you sir
Kintu state se kéte mhan aji prati odishara garba gaurab paltichañti se
Utkalmani odishara garba gaurab dine thile morà jejebaba kintu aji amapakhre nahanti
Upendrabhanjara kanya bujhantu.
ଉଚ୍ଚକୋଟୀର ପ୍ରୟାସ , ଜାରୀ ରଖନ୍ତୁ, ଧନ୍ୟବାଦ୍
Sir madhubabu nka kanya ra bhabartha ku aau gote video re bujhei diantu.
ଆଗକୁ ନିଶ୍ଚୟ କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।
୧୦୦ ପାନ ୨୦୦ ଶହ ଗୁଆ ଏହା କେଉଁ ଗଳ୍ପର ପଦ ଦୟାକରି ଷ୍ଟୋରି ଥିଲେ ପ୍ଲିଜ୍ ଅପଲଡ କରନ୍ତୁ ।
ଆମ ଚ୍ୟାନେଲ୍ ରେ ଏହି ପ୍ରସଙ୍ଗ ର ସମ୍ପୂର୍ଣ୍ଣ ଭିଡିଓ ଅଛି । 'ଏ ମାଟିର ରତ୍ନ ' ପ୍ଲେଲିଷ୍ଟ ରେ ଯାଇ ଦେଖନ୍ତୁ ।👍👍👍👍
ଆପଣଙ୍କର ପ୍ରୟାସ ଚିର ଆମର l
Bhala prayas hele padagudika sathik kari padha karan eha bhul thai bahara loke sunile ama sahitya ku apaman
Sir pranam
Vai..tk explain kara...khali gaidele kn buji haba. Aguda ame b bahire padhichu...kintu ta artha ku kehi bujhu nahanti.
ନିଶ୍ଚୟ
@@mahanamamatrubhashaପଦ ସହ ତାର ସାରମର୍ମ.. ବୁଝେଇ କହିଲେ କିଛି ଲାଭ ହବ ।
Bhai ahara arta bujeiki kahile ahuri bhala huanta
Sir matrubhasa please 4line poem
କଣ କହିଲେ ବୁଝି ହେଲାନି
Apan Khali kahuchanti, byakhya karunahanti
Very Good
❤❤❤❤❤❤❤❤
ବହୁତ ସୁନ୍ଦର ପ୍ରୟାସ। ଧନ୍ୟବାଦ। ପ୍ରକୃତରେ ମଧୁସୂଦନ ଦାସ ଉତ୍କଳ ଗୌରବ ଅଟନ୍ତି ।ନମସ୍ଯ।
ଭାଇ ବହୁତ୍ ଭଲ❤
ଧନ୍ୟବାଦ
Beautiful.😊😊😊😊😊😊😊😊😊
ଧନ୍ୟବାଦ
ସେତେବେଳେ ଯେଉଁ ମହାନ୍ ବ୍ୟକ୍ତି ଜନ୍ମ ନେଇଥିଲେ ସେମାନେ ଦେଶର ପ୍ରଗତି,ସମୃଦ୍ଧି ଓ ସ୍ବାର୍ଥ କଥା ଚିନ୍ତା କରିଥିଲେ କିନ୍ତୁ ଆଜିର ନେତା,ମନ୍ତ୍ରୀ କେବଳ ଦେଶକୁ ଶୋଷଣ କରି କିପରି ବଡ ଲୋକ ହେବେ,ସେଥିପାଇଁ ବ୍ୟସ୍ତ । ନିଜ ସ୍ବାର୍ଥ ପାଇଁ କିଛିବି କରିପାରନ୍ତି, ତେଣୁ ଆପଣଙ୍କୁ ଧନ୍ୟବାଦ, ଆପଣଙ୍କର ଉପସ୍ଥାପନା ମାଧ୍ୟମରେ,କବିତା ଶୀର୍ଷକ ବହୁତ ଭଲ ହୋଇଛି,ପୁଣି ଥରେ ଧନ୍ୟବାଦ,ଚିର ନମସ୍ୟ ମଧୁବାବୁ
ମତାମତ ପାଇଁ ଅଶେଷ ଧନ୍ୟବାଦ
ବହୁତ୍ ସୁନ୍ଦର🎉🎉
ଧନ୍ୟବାଦ
Bhouta ucha kotira bhavarth lekhibay
Dhanyawad.
I love so much madhu Babu. Because he is great man.
ବହୁତ ବଢିଆ...
ଅଶେଷ ଧନ୍ୟବାଦ
Maa 🙏🏽
ଧନ୍ୟବାଦ ଭାଇ 🙏🏿
MadhuBabu is architect of Modern Odisha These stanzas have come from his soul
ଆଜ୍ଞା ନମସ୍ତେ, ଦୁଇ ପଦଲେଖୁଛି,,,,,,
ଆପଣଙ୍କୁ ମୁହିଁ ଧନ୍ୟବାଦ ଦେଲି ଓଡିଆ ଭାଷାର ପାଇଁ, ଅମର ଆତ୍ମାର ଦଶଗୋଟି ପଦ,ଆଗକୁ ଆଣିଲ ନେଇ ।
ଅଶେଷ ଧନ୍ୟବାଦ ଆଜ୍ଞା, ଏହିପରି ଆମକୁ ଉତ୍ସାହିତ କରୁଥାନ୍ତୁ ।😊😊
ବସନ ଭୂଷଣ ଆଡମ୍ବର ଘେନି ମହତ ହୁଏକି ଜନ... ଏହି ପଂକ୍ତି ଟି କିଏ ରଚନା କରିଛନ୍ତି କହିବେ ଆଉ ତାଙ୍କ ପଦ୍ୟ ରୁ କିଛି ପଂକ୍ତି ଆବୃତ୍ତି କଲେ ଖୁସି ଲାଗିବ.
ନିଶ୍ଚୟ ଚେଷ୍ଟା କରିବି ।
😭 ମଧୁବାବୁ ଏବେ ଆଉ ନାହାନ୍ତି କି ସେପରି ଜାତୀୟତା ବୋଧର ମଧ୍ୟ ଦେଖା ଯାଉନି।
ଠିକ୍ କଥା କହିଛନ୍ତି । ଏ ଓଡ଼ିଆ ଜାତି ଆଜି ଜାତୀୟତାବୋଧ ଭୁଲି ସାରିଛି ।
Very good.
Very good
I REALY PROUD OF MY ODISHA
ଜୟ ଓଡ଼ିଶା, ଜୟ ଓଡ଼ିଆ
Khub sundar
ଧନ୍ୟବାଦ
ବହୁତ ବହୁତ ସୁନ୍ଦର
ଅଶେଷ ଧନ୍ୟବାଦ
Super jobi Sar
Father of State.
Super sar
🙏👌👌👌
ଧନ୍ୟବାଦ
ମଧୁବାବୁ ଙ୍କୁ ମୋର କୋଟି ପ୍ରଣାମ।
ଜୟ ଓଡ଼ିଶା, ଜୟ ମଧୁବାବୁ
ଉଠ ଉଠରେ ଉତ୍କଳ ସନ୍ତାନ ଉଠିବୁକୁ ତୁ କେତେ ଦିନେ ପୁରୁବ ମହିମା ପୁରୁବ ଗୌରବ ପଡୁନାହିଁ କିରେ ମନେ ଏହା ୩ ଶ୍ରେଣୀ ରେ ପଢିଛି ବର୍ତ୍ତମାନ ମୁଁ ୩ ବର୍ଗ ପ୍ରଧାନ ଶିକ୍ଷକ ଧନ୍ଯବାଦ ନମସ୍କାର 🙏
ଅଶେଷ ଧନ୍ୟବାଦ ଆଜ୍ଞା🙏🙏
❤❤❤❤❤❤❤❤❤
ଅତି ସୁନ୍ଦର ❤️
ଅଶେଷ ଧନ୍ୟବାଦ
Good poet
🙏
ସବୁ ଆମର ଭୁଲ୍।
ଆମେ ଆମର ପର ପିଡ଼ିକୁ ଭାଷା ପ୍ରେମ ଶିଖାଇ ପାରିଲେ ନାହିଁ l
ହଁ ଆଜ୍ଞା, ଠିକ୍ କଥା କହିଛନ୍ତି,
କିନ୍ତୁ ଏବେ ବି ସମୟ ଅଛି, ଆମେ ସଚେତନ ହେଲେ ଆମ ଭାଷା ବଞ୍ଚିଯିବ ।
କୋବି ସମ୍ରାଟଙ୍କର ପ୍ରତ୍ୟେକ ଶବ୍ଦର ଅର୍ଥ ଟିକେ ବୁଝାନ୍ତୁ 🙏🙏🙏
Subhecha
Sabhinku mora pranam 🙏🏾
Good job
ଧନ୍ୟବାଦ
Sir ଆଲୋ ! ସଖୀ ଆପଣା ମହତ ଆପେ ରଖି ଏ ପଦ କେଉଁ ପ୍ରସଙ୍ଗ ରେ କହିଛନ୍ତି ଏବଂ କେଉଁ କବିତା ରେ sir ଆଲୋଚନା କରିବେ plz
ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ
Thank you sir
Kintu state se kéte mhan aji prati odishara garba gaurab paltichañti se
Utkalmani odishara garba gaurab dine thile morà jejebaba kintu aji amapakhre nahanti
Upendrabhanjara kanya bujhantu.
ଉଚ୍ଚକୋଟୀର ପ୍ରୟାସ , ଜାରୀ ରଖନ୍ତୁ, ଧନ୍ୟବାଦ୍
ଅଶେଷ ଧନ୍ୟବାଦ
Sir madhubabu nka kanya ra bhabartha ku aau gote video re bujhei diantu.
ଆଗକୁ ନିଶ୍ଚୟ କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।
୧୦୦ ପାନ ୨୦୦ ଶହ ଗୁଆ ଏହା କେଉଁ ଗଳ୍ପର ପଦ ଦୟାକରି ଷ୍ଟୋରି ଥିଲେ ପ୍ଲିଜ୍ ଅପଲଡ କରନ୍ତୁ ।
ଆମ ଚ୍ୟାନେଲ୍ ରେ ଏହି ପ୍ରସଙ୍ଗ ର ସମ୍ପୂର୍ଣ୍ଣ ଭିଡିଓ ଅଛି । 'ଏ ମାଟିର ରତ୍ନ ' ପ୍ଲେଲିଷ୍ଟ ରେ ଯାଇ ଦେଖନ୍ତୁ ।
👍👍👍👍