- 533
- 3 856 658
ମହାନ ଆମ ମାତୃଭାଷା Mahan ama matrubhasha
India
Приєднався 3 лип 2017
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଇତ୍ୟାଦିର ଉନ୍ନତି ଓ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଖୋଳିଛୁ।
ଚ୍ୟାନେଲ୍ କୁ ସବସ୍କ୍ରାଇବ୍ କରନ୍ତୁ, ନିୟମିତ ଭାବରେ ଦେଖନ୍ତୁ ଏବଂ ଆମକୁ ସହଯୋଗ କରୁଥାନ୍ତୁ ।
"ସାହିତ୍ୟ ହିଁ ଜୀବନ ଓ ଜୀବନ ହିଁ ସାହିତ୍ୟ "
ଯୋଗାଯୋଗ - ୭୮୯୪୮୪୩୫୫୮ (ହ୍ବାଟ୍ସ୍ଏପ୍)
ଓଡ଼ିଆ ସାହିତ୍ୟ ଉପରେ ଆଧାରିତ ଆମର ଆଉ ଏକ ଚ୍ୟାନେଲ୍ 'ମହାନ ଆମ ସାାହିତ୍ୟ' କୁୁସବସ୍କ୍ରାଇବ୍ କରନ୍ତୁ ।ନିମ୍ନ ରେ ଲିଙ୍କ୍ ଅଛି ।
ua-cam.com/channels/KBqUe9h4GPebTWFoxsxD0A.html

ଅନନ୍ତ ପଟ୍ଟନାୟକ ।। Biography of Ananta Pattnaik ।। ଜୀବନୀ ।। ସ୍ରଷ୍ଟା ପରିଚୟ ।। Ep 10
ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଜୀବନୀ, ସ୍ରଷ୍ଟା ପରିଚୟ
ଉପସ୍ଥାପନା - ମଧୁସ୍ମିତା ଦାସ
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ ।
ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ ।
ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ ।
୭୮୯୪୮୪୩୫୫୮
ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ।
ହ୍ବାଟ୍ସ୍ଏପ୍ - wa.me/917894843558
ସାମାଜିକ ଗଣମାଧ୍ୟମ ରେ ଆମକୁ ଯୋଗାଯୋଗ କରନ୍ତୁ ଏବଂ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଆହୁରି ଅଧିକ ମୂଲ୍ୟବାନ ପ୍ରସଙ୍ଗ ପାଇବା ପାଇଁ ଆମ ସହ ଜଡ଼ିତ ରୁହନ୍ତୁ । ନିମ୍ନ ଲିଙ୍କ୍ ଗୁଡ଼ିକରେ ଯାଆନ୍ତୁ ।
Email ID -
mahanamamatrubhasa@gmail.com
ଇନଷ୍ଟାଗ୍ରାମ (Instagram) -
mahan_ama_matrubhasa?igsh=dWd2am52NDgzYXUy
ଫେସବୁକ୍ ପୃଷ୍ଠା (Facebook page) -
Mahanamamatrubhasa?mibextid=ZbWKwL
ଫେସବୁକ୍ ଗୋଷ୍ଠୀ (Facebook group)-
groups/916294081781547/
ଟେଲିଗ୍ରାମ୍ (Telegram) -
t.me/mahanamamatrubhasa
#odia #odisha #rajeshsatpathy #biography #mahanamamatrubhasha

Переглядів: 49
Відео
Utkala Laxmi kabya ।। ଉତ୍କଳ ଲକ୍ଷ୍ମୀ କାବ୍ୟ ।। Gangadhar Meher ।। Odia kabya ।। Roji Bagarti । Part-6
Переглядів 9316 годин тому
ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଉତ୍କଳ ଲକ୍ଷ୍ମୀ କାବ୍ୟ । ଭାଗ ୬ ଗାୟିକା - ରୋଜି ବଗର୍ତ୍ତି 'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭...
ଆମ ପରିବାର ହାଲଚାଲ ୧ ।। comments review ।। November 2024 ।। Rajesh Satpathy
Переглядів 48День тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
ଉତ୍କଳ ଲକ୍ଷ୍ମୀ କାବ୍ୟ।। Utkala Laxmi kabya ।। Gangadhar Meher Odia kabya ।। Roji bagarti ।। part 5
Переглядів 112Місяць тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
ନନ୍ଦିକେଶ୍ଵରୀ କାବ୍ୟର ପଦାବଳୀ । Radhanath Raya । Nandikeshwari kabya । Odia quotes । famous stanzas
Переглядів 1,3 тис.Місяць тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
Chandrabhaga ।। Radhanath Raya ।। Odia kabya ।। Part 1 ।। ଚନ୍ଦ୍ରଭାଗା କାବ୍ୟ ।। ଭାଗ-୧
Переглядів 688Місяць тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
ଚନ୍ଦ୍ରଭାଗା ।। Chandrabhaga ।। Radhanath Raya ।। Best odia stanzas ।। Odia quotes । Rajesh Satpathy
Переглядів 1,7 тис.2 місяці тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
ଓଡ଼ିଆ ଭାଗବତ ।। ପ୍ରଥମ ସ୍କନ୍ଧ ।। ଅମୂଲ୍ୟ ପଦାବଳୀ ।। Odia Bhagabata ।। famous stanzas ।। Rajesh Satpathy
Переглядів 9422 місяці тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
Kichaka badha kabya ।। Gangadhar meher ।। କୀଚକ ବଧ ।। Odia poem ।। Ep-17
Переглядів 4353 місяці тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । #odia #gangadharmeher #sahitya ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟ...
ଅଧାଗଢ଼ା ଦିଅଁ ଦେଖି ଯେ ।। Odia bhajan ।। Jagannath bhajan ।। Raja Indradyumna ।। Roji Bagarti
Переглядів 4475 місяців тому
ଅଧାଗଢ଼ା ଦିଅଁ ଦେଖି ଯେ ଜାନକୀ କାନ୍ତଙ୍କୁ ଚାହିଁ ଯେ ବୃତ୍ତରେ ଓଡ଼ିଆ ଭଜନ ସଙ୍ଗୀତ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସଙ୍ଗ । ଗୀତିକାର - ରାଜେଶ ଶତପଥୀ ଗାୟିକା - ରୋଜି ବଗର୍ତ୍ତି 'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହି...
Utkala Laxmi kabya ।। ଉତ୍କଳ ଲକ୍ଷ୍ମୀ କାବ୍ୟ ।। Gangadhar Meher ।। Odia kabya ।। Roji Bagarti । Part-4
Переглядів 4015 місяців тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
ଓଡ଼ିଶା ଜନନୀର ଶୋକ ।। Odisha jananira shoka ।। Odia patriotic song ।। Roji Bagarti ।। Rajesh Satpathy
Переглядів 4855 місяців тому
ଓଡ଼ିଆ ଜାତୀୟତାବାଦୀ ସଙ୍ଗୀତ ଓଡ଼ିଶା ଜନନୀ ର ଶୋକ ଗୀତ - ରାଜେଶ ଶତପଥୀ ଗାୟିକା - ରୋଜି ବଗର୍ତ୍ତି 'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତ...
kichaka badha ।। Gangadhar Meher ।। Odia kabya ।। କୀଚକ ବଧ ।। Part 16
Переглядів 3245 місяців тому
'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କ...
Raja Parba ।। ରଜପର୍ବ ।। 10 facts about Raja Parba of Odisha ।। ୧୦ଟି ତଥ୍ୟ ।। Rajesh Satpathy
Переглядів 1786 місяців тому
ରଜପର୍ବ କେମିତି ପାଳନ କରାଯାଏ ? ରଜପର୍ବର ବୈଶିଷ୍ଟ୍ୟ Facts about Rajaparba 'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅ...
Utha nabajuga naba mantare । Odia Kabita । Uthakankala sankalana । Chhande chhande। Rajesh Satpathy
Переглядів 1826 місяців тому
Utha nabajuga naba mantare । Odia Kabita । Uthakankala sankalana । Chhande chhande। Rajesh Satpathy
Rasakallola । Dinakrushna Das । Odia quotes । Odia stanzas । padabali । ରସକଲ୍ଲୋଳ । Part 2
Переглядів 3996 місяців тому
Rasakallola । Dinakrushna Das । Odia quotes । Odia stanzas । padabali । ରସକଲ୍ଲୋଳ । Part 2
Kichaka badha kabya ।। Gangadhar meher ।। କୀଚକ ବଧ ।। Odia kabya ।। Ep-15
Переглядів 3366 місяців тому
Kichaka badha kabya ।। Gangadhar meher ।। କୀଚକ ବଧ ।। Odia kabya ।। Ep-15
Utkala Laxmi kabya ।। ଉତ୍କଳ ଲକ୍ଷ୍ମୀ କାବ୍ୟ ।। Gangadhar Meher ।। Odia kabya ।। Roji Bagarti । Part-3
Переглядів 2466 місяців тому
Utkala Laxmi kabya ।। ଉତ୍କଳ ଲକ୍ଷ୍ମୀ କାବ୍ୟ ।। Gangadhar Meher ।। Odia kabya ।। Roji Bagarti । Part-3
Rasakallola । Dinakrushna Das । Odia quotes । Odia stanzas । padabali । ରସକଲ୍ଲୋଳ । Rajesh Satpathy
Переглядів 3,2 тис.6 місяців тому
Rasakallola । Dinakrushna Das । Odia quotes । Odia stanzas । padabali । ରସକଲ୍ଲୋଳ । Rajesh Satpathy
Kichaka badha kabya ।। Gangadhar meher ।। କୀଚକ ବଧ ।। Odia kabya ।। Ep-14
Переглядів 4336 місяців тому
Kichaka badha kabya ।। Gangadhar meher ।। କୀଚକ ବଧ ।। Odia kabya ।। Ep-14
utha kankala ।। Godabarish Mahapatra ।। ଉଠ କଙ୍କାଳ ।। utha kankala jaga durbala ।। Rajesh Satpathy
Переглядів 1,7 тис.6 місяців тому
utha kankala ।। Godabarish Mahapatra ।। ଉଠ କଙ୍କାଳ ।। utha kankala jaga durbala ।। Rajesh Satpathy
Upanyasara prakarabheda ।। ଉପନ୍ୟାସର ପ୍ରକାରଭେଦ ।। Types of odia upanyas । Rajesh Satpathy
Переглядів 1647 місяців тому
Upanyasara prakarabheda ।। ଉପନ୍ୟାସର ପ୍ରକାରଭେଦ ।। Types of odia upanyas । Rajesh Satpathy
Guru Dhrubacharan Budek Kirtan ।। Chanabahan kirtan ।। Hare krushna hare krushna ।। Malpada Prahari
Переглядів 1777 місяців тому
Guru Dhrubacharan Budek Kirtan ।। Chanabahan kirtan ।। Hare krushna hare krushna ।। Malpada Prahari
Odia bhasha Prasanga ।। ଓଡ଼ିଆ ଭାଷାର କଥା ।। Mahan Ama Matrubhasha ।। Rajesh Satpathy
Переглядів 3637 місяців тому

Kichaka badha kabya ।। Gangadhar meher ।। କୀଚକ ବଧ ।। Odia poem ।। Ep-13

Ranjita Hans kirtan ।। Baithaki Kirtan ।। Odia kirtan ।। Ladies Kirtan baithaki
Переглядів 4667 місяців тому
Ranjita Hans kirtan ।। Baithaki Kirtan ।। Odia kirtan ।। Ladies Kirtan baithaki
Haribansha ।। Jashoda nka dukha ।। Odia purana ।। Parayana ।। Bipin Satpathy
Переглядів 3378 місяців тому
Haribansha ।। Jashoda nka dukha ।। Odia purana ।। Parayana ।। Bipin Satpathy
Bakya । Odia grammar । ବାକ୍ୟ । Osssc grammar । ssb odia grammar । online class । Rajesh Satpathy
Переглядів 2258 місяців тому
Bakya । Odia grammar । ବାକ୍ୟ । Osssc grammar । ssb odia grammar । online class । Rajesh Satpathy
Utkala Laxmi kabya ।। ଉତ୍କଳ ଲକ୍ଷ୍ମୀ କାବ୍ୟ ।। Gangadhar Meher ।। Odia kabya ।। Roji Bagarti । Part-2
Переглядів 4359 місяців тому
Utkala Laxmi kabya ।। ଉତ୍କଳ ଲକ୍ଷ୍ମୀ କାବ୍ୟ ।। Gangadhar Meher ।। Odia kabya ।। Roji Bagarti । Part-2
ଓଡ଼ିଆ ସାହିତ୍ୟ ଅଧ୍ୟୟନ । Odia Sahitya video । Odia sahitya online class । Odia PGT course । NET odia
Переглядів 1839 місяців тому
ଓଡ଼ିଆ ସାହିତ୍ୟ ଅଧ୍ୟୟନ । Odia Sahitya video । Odia sahitya online class । Odia PGT course । NET odia
ଅତିସୁନ୍ଦର
Mu je sansara achhi chhandi.Bhakata pare mote bandhi
Odisha loka odia kahiba b bhuligaleni.... ... Odia ku bancheiba pain bara putra Mane aprana udyama karithile ...aji ...😢😢😢
ସ୍ବଭାବ କବିଙ୍କ ଅନ୍ୟ ଏକ ପ୍ରମୁଖ କବିତା ହେଲା ସୁପ୍ତ ସିଂହ ମୁଖେ ନପଶେ ଆହାର ଶ୍ରମେ ପିପିଲିକା ପୁରାଏ ଭଣ୍ଡାର
ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ୍ ଯାନ୍ତି.
Bahut bhala
ମୁହିଁ ବସଇ ଗୁରୁ ଦେହେ ମୋ ତହୁଁ ଗୁରୁ ଭିର୍ଣ୍ଣ ନୁହେଁ
ବହୁତ ସୁନ୍ଦର
Pz give such poems of other Odia poets
ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷା....ପାଇଁ ସୁନ୍ଦର ପ୍ରୟାସ,ଯୋଗଦାନ , ଧନ୍ୟବାଦ।
Ahara artha tike bujhantu ❤❤❤hare Krishna Radhe radhe 🙏🙏🙏🙏
ଆହାରେ ଭଲ ମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତେ ମିଳଇ ।
ସ୍ୱର ଦେଇ ଗାନ କରିଥିଲେ ଶୃତି ମଧୁର ଓ ରସ ବୋଧ ହୋଇଥାନ୍ତା।
Nice
Please write on the screen so that we can able to note.Thanks for such type of pada or stanza
ଅଚ୍ୟୁତ ଆଶ୍ରେ ଯେତେ ଜନ ତାହାଙ୍କୁ ଭୟ କରେ ଯମ l
Parama sastra bhagabata ku bhu kri kahiba vasa sahitya jati dharma prati badavul apana haste jagare apana dante kahichha thika kari padha vala heba
Bhala prayas hele padagudika sathik kari padha karan eha bhul thai bahara loke sunile ama sahitya ku apaman
Thik Swara re abruti kale adhik madhura heba
Artha bujhai le kabisamrat nka sahitya ra utkrusta ta janajiba
ଯାହାକୁ ପ୍ରାଣୀ ଦେଖି ଡରେ ସେ ଜୀବ ଜୀବଥାଉଁମରେ
ଯା ଦ୍ୱାରୁ ଅତିଥି ବାହଡ଼େସେ ପ୍ରାଣୀ ପ୍ରେତ ମୁଖେପଡ଼େ
Jay Utkal Janani.
ଅତି ସୁନ୍ଦର ଭାବରେ ବ୍ୟକ୍ଷା 🎉🎉
🎉 ଅତି ସୁନ୍ଦର ଭଉଣୀ🎉
❤
Raga tk kahibe madam 🙏
Sir 🙏 ଯାତ୍ରା ସଙ୍ଗୀତ ra video banantu please sir 🙏
ଆମର ଆଉ ଏକ ଚ୍ୟାନେଲ 'ମହାନ ଆମ ସାହିତ୍ୟ ' ରେ ଯାତ୍ରା ସଙ୍ଗୀତ ଭିଡ଼ିଓ ଅଛି ଦେଖନ୍ତୁ ।
Sir 🙏 apanak telegram channel ra link diantu please 🥺 sir 🙏
ଭିଡ଼ିଓର description ରେ ଅଛି ଦେଖନ୍ତୁ ।
ସାର୍ ଗଙ୍ଗାଧର ମେହେର ଙ୍କ କବିତା ଆଣିବେ
❤❤❤❤MY FAVOURITE POET❤❤❤❤❤❤
❤❤❤❤
Namaskar sir ❤ sir ଓଡ଼ିଆ ଅନୁବାଦ ସାହିତ୍ୟର ବିକାଶକ୍ରମରେ ଉଦୟନାଥ ଷଡ଼ଙ୍ଗୀ, ଲକ୍ଷ୍ମୀନାରାୟଣ ମହାନ୍ତି, ଯୁଗଳ କିଶୋର ଦତ୍ତ, ଉମାଶଙ୍କର ପଣ୍ଡା, ଶ୍ରୀନିବାସ ଆଲୋଚନା vedio anantu please
Namaskar ma'am ❤ Ma'am ଓଡ଼ିଆ ଅନୁବାଦ ସାହିତ୍ୟର ବିକାଶକ୍ରମରେ ଉଦୟନାଥ ଷଡ଼ଙ୍ଗୀ, ଲକ୍ଷ୍ମୀନାରାୟଣ ମହାନ୍ତି, ଯୁଗଳ କିଶୋର ଦତ୍ତ, ଉମାଶଙ୍କର ପଣ୍ଡା, ଶ୍ରୀନିବାସ ଆଲୋଚନା vedio anantu please
ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର ହେଇଛି ସାର୍ ଆପଣ ଖୁବ୍ କମ୍ ସମୟ ରେ ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରି ଥିବାରୁ... ଧନ୍ୟବାଦ ସାର୍ 🙏....
ଆପଣା ହସ୍ତେ ହେବ,ଆପଣା ଦନ୍ତେ ନୁହଁ
ପ୍ରଥମ ପଦକୁ ଭୁଲି ଯାଆନ୍ତୁନି, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ " ପଦୁ ଗଳୁଛି ମକରନ୍ଦ ।🙏
ଚମତ୍କାର
ଧନ୍ୟବାଦ
ଚିଲିକାକୁ ଲୋକପ୍ରିୟ କରିବାରେ ଏ ପ୍ରସାରର ଭୂମିକା ନିଶ୍ଚିତ ପ୍ରଶଂସନୀୟ, କିନ୍ତୁ ଏଇ ମଧୁରକଣ୍ଠୀ ନବଉତ୍କଲିକା ସୁଲଲିତା ସୁକିଶୋରୀ ଚୀରାଦ୍ବିତୀୟା। କବିବରଙ୍କ ମାନସୀ ପୁତ୍ରୀ ଏଇ ଶୁଭାଷିଣୀ ହେଉଛନ୍ତି ୫ କୋଟି ଓଡିଆଙ୍କର ଆପଣାର। ଆଗକୁ ପୂର୍ଣ ବିକଶିତ ହୋଇ ବିଶାଳ ବ୍ଯକ୍ତିତ୍ବରେ ଉତ୍କଳମାତାର ବୃହତୀ ସେବାରେ ନିଯୁକ୍ତ ହେବାପାଇଁ ଆଶୀର୍ବାଦ ଓ ଶୁଭେଚ୍ଛା।
ଧନ୍ୟବାଦ ଆଜ୍ଞା
ସଂସ୍କୃତିକୁ ସାହିତ୍ଯରେ ପରିଶତ କଲେ କବିବର, ସାହିତ୍ୟକୁ ସଂଗୀତରେ ରୂପାନ୍ତର କରି ପରିବେଷଣ କଲେ ଆପଣଙ୍କର ଗଣ, ଚମତ୍କାର! ଏତେ ଶାସ୍ତ୍ରୀୟତାରେ ପୁଣି କିମ୍ବା compromising? ମୃଦଙ୍ଗ, ବଂଶୀ, ବୀଣା, ଢୋଲକୀ ଆଦିର ପ୍ରଯୋଗ କର। ତାବ୍ଲା, ହାର୍ମୋନିଯମ୍ ଓ keyboard ଆଦି ଅଶୋଭନୀୟ, ନିମ୍ନମାନ ଓ ଅଣଶାସ୍ତ୍ରୀୟ ବାଦ୍ଯକୁ କୌଣସି ଶାସ୍ତ୍ରୀୟ ଓ ସାଂସ୍କୃତିକ ସ୍ଥଳରୁ ବହିଷ୍କାର କର।
Nice voice😊❤
ଧନ୍ୟବାଦ
ହାରମୋନିୟମକୁ କାଢି ପୁଣି ଥରେ ସାଧା ସରଲ ସ୍ବର୍ଗୀୟ ଆବୃତ୍ତିକୁ ପୁନଃ ସେହି ଦିବ୍ଯ କିଶୋର କଣ୍ଠରେ ଭରିଦିଅ ନିତ୍ଯ ଶୁଦ୍ଧ ପ୍ରକୃତିର ସଂଗୀତ ଲହରି ତରଙ୍ଗାୟିତ ଖରି load କର, ଭାଇ। ମଧୁ ସନ୍ଧାନ ପରେ ମତିଭ୍ରମର କି ଅନାବଶ୍ଯକ? ପୂର୍ଣସୌନ୍ଦର୍ଯକୁ ଅଯଥାରେ ଗୋବରରେ ଲିପିବାର ଦୁର୍ବୂଦ୍ଧି କାହିଁକି? ଯହିଁ ମହତ ଦୀପଶିଖା ପ୍ରଯୋଜନ, ସେଠାରେ ୨୦୦୦ ୱାଟ ର ବଲ୍ବ ଜଲାର ମଞ୍ଚଟିକୁ ଜାଲି କ'ଣ ମିଲିବ?
ସଙ୍ଗୀତ ମୂର୍ଚ୍ଛନା ପ୍ରଥମ ଭାଗସମ ହେବା ପାଇଁ ଆବଶ୍ଯକ। କିଏ କୂବୁଦ୍ଧି ଦେଲା ତୁଚ୍ଛାଠାରେ ପଛପଟରେ ଗୋଟାଏ କେଁକେଁ କରିବାକୁ?
You have destroyed the sweet and beauty of the divine voice of the blessed girl by adding the distractive Harmonium.
E jiban dhanya hela dekhi mo Priya Utkal Mani Gopabandhu nka photo. Google ki Zindabad.
Medi chal chal❤❤❤❤
Bande utkal janani
❤❤
Sir mu odia re distance pg karuchi pec sambalpur University re amara syllabus re kichaka badha achi kete ta sarga padha heba tike 🙏🙏🙏 please kuhantu au
ଆପଣଙ୍କ ଉତ୍ତର ଭିଡ଼ିଓ ମାଧ୍ୟମରେ ପାଇଯିବେ, ଆସନ୍ତା ୬ ତାରିଖ ଆମ ପରିବାର ହାଲଚାଲ ଭିଡ଼ିଓ
ପ୍ରିୟ ଭାଇ,ଏହା କୁ ବୁଝାଇ କହିଥିଲେ ଆମେ ବୁଝି ପାରି ଥାଆନ୍ତୁ।
କ୍ରମଶଃ କବି ସମ୍ରାଟଙ୍କ ସମସ୍ତ କାବ୍ୟ ବ୍ୟାଖ୍ୟା କରାଯିବ, ଏବେ ବି ଚାଲିଛି, ଆମର ଦ୍ଵିତୀୟ ଚ୍ୟାନେଲ ମହାନ ଆମ ସାହିତ୍ୟ ଦେଖନ୍ତୁ ।