Apananka prayas pain bahut dhanyabad ,kintu apan kabinkata augotie pramhukh pada ku kahileni ,,uchcha heba pain Kara jebe asha..uchcha Kara aga nija matrubhasha.
Please up load karantu " malyabanta re barsha kala " Kabita . Kabi- matira mahakabi saralla dash. Utube re odiya sahitya ku samrudha karantu..... dhanyabad......
ଅତି ଉଚ୍ଚକୋଟିର । ବନ୍ଦେ ଉତ୍କଳ ଜନନୀ
ଉତ୍ତମ ପ୍ରୟାସ ।
ଧନ୍ୟବାଦ
ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା। ଅତି ଚମତ୍କାର ଉପସ୍ଥାପନ କରିଛନ୍ତି ପ୍ରକୃତି କବି ଗଙ୍ଗାଧର ମେହେରଙ୍କ କାଳଜୟୀ ପଦମାନଙ୍କୁ।
ମତାମତ ପାଇଁ ଅଶେଷ ଧନ୍ୟବାଦ ।
ଏହିପରି ଆମ ଭିଡିଓ ଦେଖୁଥାନ୍ତୁ ଏବଂ ଉତ୍ସାହିତ କରୁଥାନ୍ତୁ ।
Beautiful thought.
Keep it up.
ଜୟ ଶ୍ରୀକୃଷ୍ଣ 🙏🙏🙏
Ati sundanar sangrah.G M SAHEB long live.👍👍
ଖୁବ୍ ଭଲ ଲାଗିଲା। ଅତି ସୁନ୍ଦର ପଦକ୍ଷେପ ପାଇଁ ସାଧୁବାଦ ଜଣାଉଛୁ।
ଧନ୍ୟବାଦ
Bhai gote katha kahibi
Mate bahut bhala lagila je tume ama odisha mati ra odia bhasa ku sammana dauchha
Mo hrudaya ru apananku krutagyanta
ଅଶେଷ ଧନ୍ୟବାଦ
ଧନ୍ୟବାଦ
ବହୁତ ବହତ ଧନ୍ୟବାଦ୍ ଭାଇ ଅତି ଆକର୍ଷଣୟ କବିତା । ଆମେ ଓଡ଼ିଆ ଭାରି ବଢିଆ। ❤
ଏମିତକା ସୁନ୍ଦର କବିତା ପଂକ୍ତି ପାଇଁ ଆପଣଙ୍କୁ ମୋ ହୃଦୟରୁ ଜଣାଉଛି ଅଶେଷ ଅଶେଷ ଧନ୍ୟବାଦ।
🙏
ଓଡ଼ିଆ ଭାଷା ସାହିତ୍ୟ କୁ ସଂବୃଧ କରିଥିବା କବି ମାନକଂ ମଧ୍ୟ ରେ କବି ଗଙ୍ଗାଧର ମେହେର ଅଗ୍ରଗଣ୍ୟ। ତାକଂ ଲେଖନୀ ରୁ ନିସୃତ ଭାଷା କାଳଜୟୀ ଚିର ଅମ୍ଲାନ। ଶବ୍ଦ ସଂଯୋଜନା ରେ ସିଦ୍ଧହସ୍ତ ତାଙ୍କର ପ୍ରତେକ କବିତା ର ସମାହାର ଗଙ୍ଗାଧର ଗ୍ରନ୍ଥାବଳୀ ରେ ଲିପିବଦ୍ଧ ହୋଇଛି। ଏହି ମହାନ କବିକୁଂ ଏ ଜାତି କେବେବି ଭୁଲି ପାରିବ ନାହିଁ।
ମତାମତ ପାଇଁ ଅଶେଷ ଧନ୍ୟବାଦ
କାଳଜୟୀ ରଚନା ସଂଗ୍ରହ କରିବା ର ଅଭିଯାନ ଜାରିରହୁ, ଉଜ୍ଜୀବିତ ହୋଇଉଠୁ ଏଇ ଜାତି ର ଗୌରବମୟ ସାହିତ୍ୟ ରଚନା ର ପରମ୍ପରା ।
ଅଶେଷ ଧନ୍ୟବାଦ
ସାର୍ ପ୍ରଣାମ 🙏, ବହୁତ ସୁନ୍ଦର ଭାବରେ ଉପସ୍ଥାପନା କଲେ। ଆପଣଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏।
ଧନ୍ୟବାଦ
ଧନ୍ୟବାଦ ଭାଇ ଆପଣଙ୍କର ଏ ପ୍ରୟାସ ପାଈଁ👍👍👍
ମତାମତ ପାଇଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ ।
Many many thanks 🙏🙏🙏
ବହୁତ ସୁଂଦର । ଆଗକୁ ପ୍ରୟାସ ରହୁ। ଆଗକୁ ଯେମିତି ଗୋଟିଏ ଗୋଟିଏ କାବ୍ୟର ପ୍ରତ୍ୟେକପଦ ସରଳାର୍ଥ ସହ ପରିବେଷିତ ହେଉ । ଅପେକ୍ଷା...
ଅଶେଷ ଧନ୍ୟବାଦ ।
ନିଶ୍ଚୟ ଚେଷ୍ଟା କରିବୁ ।
Ritht
Thanks
ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ନମସ୍କାର
Bahut badhiya lagila .Odiya bhasa bhari badhiya,Bhasa heichi manara bhabha prakashare madham bhali karya karithae..Bahut dhanyabad apanku.
ଉତ୍ତମ
ବହୁତ ସୁନ୍ଦର ♥️👍❤️🔔
ଧନ୍ୟବାଦ
Sabas Sabas sabas BETA.
ସାଧୁ ସାଧୁ 👍👍
ବହୁତ ସୁନ୍ଦର ପ୍ରିୟ ରାଜେଶ
ଶୁଭେଚ୍ଛା
ଅଶେଷ ଧନ୍ୟବାଦ ଆଜ୍ଞା 🙏
ଭାଇ... ବହୁତ ସୁନ୍ଦର ଉପସ୍ଥାପନା ❤️❤️❤️
ଧନ୍ୟବାଦ
Very nice yad dila diya bahut kuchh only I can remember mangale aila usa
These stanzas are immortal n Gangadhar Meher is an external poet
Sahitya = Swa Hita.
So, very very nice.
I liked very much, after a long days I heard those valuable pankti of Swabhaba Kabi Gangadhar Mehar ,really "Kalajayee".
ଧନ୍ୟବାଦ
ଖୁବ୍ ସୁନ୍ଦର। ଧନ୍ୟବାଦ୍।
ଧନ୍ୟବାଦ
ଅତି ସୁନ୍ଦର
ଧନ୍ୟବାଦ
ଅତି ସୁନ୍ଦର....🌼🌼
ଧନ୍ୟବାଦ
Bahut Sundar
ବହୁତ ସୁନ୍ଦର ଉପସ୍ଥାପନା 🙏♥️🙏
ଧନ୍ୟବାଦ
Many many thanks sir
ଧନ୍ୟବାଦ ସାର୍
ବହୁତ ଭଲ ଲାଗିଲା ଭାଇ
ଧନ୍ୟବାଦ
ଖୁବ୍ ଉପାଦେୟ ପଙ୍କ୍ତିଗୁଡ଼ିକ
ଧନ୍ୟବାଦ ଆଜ୍ଞା
Dhanyabad🙏🙏
ଅତି ସୁନ୍ଦର 🙏
ଧନ୍ୟବାଦ
bhagaboto bhori with lyrics prastuti kori thile khub bholo hoi thamta dhonyobad
ମତାମତ ପାଇଁ ଅଶେଷ ଧନ୍ୟବାଦ
Bahut sundure katha bhai
ଧନ୍ୟବାଦ
Camatkar prayash thanks a lot
Bahut vala kabita🙏🙏🙏
ଧନ୍ୟବାଦ
ଅତି ସୁନ୍ଦର👍
ଧନ୍ୟବାଦ
Sundar Sundar bhai
ଧନ୍ୟବାଦ
ବହୁତ ସୁନ୍ଦର ସାର
ଧନ୍ୟବାଦ
ମହାନ୍ ଆମ ମାତୃଭାଷା
Thank u very much for reminding all the most valuables of Swabhabakabi wish all the best hope to hear more from u again
ଧନ୍ୟବାଦ
Very very thank you
Very nice Kavita bhai
ଧନ୍ୟବାଦ
Good beta very good.
ଧନ୍ୟବାଦ
Thank you for reciting these immortal extracts from different poems of Kabi Ganagadhara. Invaluable treasures in our Odia literature. Thanks!!
0
Bahut sundar
ଧନ୍ୟବାଦ
ଦାଦା ମୁଁ କାରୁଣ୍ଡ କବି - କେଶବ ନାଏକ, ମୋ କବିତା ଗୋଟେ ଆବୃତ୍ତି କରିଦିଅ ପ୍ଲିଜ 🙏🙏🙏🙏
ଚ୍ୟାନେଲ ର about ରେ ନମ୍ବର ଅଛି, ଯୋଗାଯୋଗ କରିବାକୁ ଅନୁରୋଧ ।
Thank you so much sir 🙏🙏🙏🙏👍
Odia Language is great
କବିତାର ପଂକ୍ତି ଗୁଡିକ ସରଳ ଭାବରେ ବ୍ୟାଖ୍ୟା କରିଥିଲେ ଭଲ ହୋଇଥାନ୍ତା !
Bahut sundar
ଧନ୍ୟବାଦ
Innovative idea.Thanks a lot.
Apananka prayas pain bahut dhanyabad ,kintu apan kabinkata augotie pramhukh pada ku kahileni ,,uchcha heba pain Kara jebe asha..uchcha Kara aga nija matrubhasha.
ଧନ୍ୟବାଦ ଆଜ୍ଞା
ମୁଁ ଗର୍ବିତ ଓଡିଆ ବୋଲି 🙏🙏
Bahut Sundar sir
ଧନ୍ୟବାଦ
Excellent
ଧନ୍ୟବାଦ
ମାତୃଭୂମିର ସମ୍ମାନ ବୃଦ୍ଧି କରୁଥିବାରୁ ଆପଣଙ୍କୁ ବହୁତ ଧନ୍ୟଵାଦ ଏହି ପ୍ରଚେଷ୍ଟା ଜାରି ରଖନ୍ତୁ
Bhuta bhala
ଧନ୍ୟବାଦ
bahut sundar....
ଧନ୍ୟବାଦ
Good beta very good
Thanks Sir Ji!!
very useful quotes bro
ଧନ୍ୟବାଦ
Very nice sir
ଧନ୍ୟବାଦ
Very good. Try to provide us more and more..
Thank you Sir
ବହୁତ ଭଲ
ଅଶେଷ ଧନ୍ୟବାଦ
Thank you so much sir🙏🏻
Very magnificent video.
ଅଶେଷ ଧନ୍ୟବାଦ
👌👌
Thank you
🙏🙏
Thanks Sir.
👍
❤❤❤❤
🙏🏽🙏🏽🙏🏽
❤️❤️❤️❤️❤️
Immortal memories
🙏🏻🙏🏻🙏🏻
😂Thank you,You have collccted best ten Stanza🎉🎉
ଧନ୍ୟବାଦ
Bhala kabita
Great initiative.
ଧନ୍ୟବାଦ
ମୁଁ ଓଡ଼ିଆ ହୋଇ ଗର୍ବିତ
Mu bi
👍👍👍🙏🙏
Which Alankara is used and what is its meaning would be very lovely.
Please up load karantu " malyabanta re barsha kala " Kabita . Kabi- matira mahakabi saralla dash. Utube re odiya sahitya ku samrudha karantu..... dhanyabad......
ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ
Bhai bahut sundar....ahuri agaku kara...
ଅଶେଷ ଧନ୍ୟବାଦ । ଆମ ଚ୍ୟାନେଲ ଦେଖୁଥାନ୍ତୁ ଏବଂ ଉତ୍ସାହିତ କରୁଥାନ୍ତୁ ।
Very nice
ଧନ୍ୟବାଦ
Nice videos
ଧନ୍ୟବାଦ
Sir! Nija swa eka kabita abruti karantu. Mote bahut bhala lage apananka kabita.
ନିଶ୍ଚୟ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।
❤️☑️
😍😍👌💞💞👌👌
ଧନ୍ୟବାଦ
Sir, Uthha kankala, Kabita abruti karantu. (Pandit Godabarish Mohapatra)
ଅଛି ଆମ ଚ୍ୟାନେଲ୍ ରେ, ଦେଖନ୍ତୁ
Thanks sir
ମତାମତ ପାଇଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ ।
ଭାଇ ଆପଣଙ୍କ ଠାରେ ବାର୍ତ୍ତାଳାପ କରିବା ପାଇଁ ଇଚ୍ଛାପ୍ରକାଶ କରୁଅଛି
ହ୍ବାଟ୍ସ୍ଏପ୍ ରେ ମେସେଜ କରନ୍ତୁ
୭୮୯୪୮୪୩୫୫୮
ଗଙ୍ଗାଧର ମେହେରଙ୍କ ରଚିତ ଦୁଇଗୋଟି କାବ ନାମ କଣ ଦୟାକରି ଟିକେ କୁହନ୍ତୁ ମୋର ପରୀକ୍ଷା ଅଛି.
ତପସ୍ଵିନୀ, କୀଚକବଧ