BJD chief poll strategist VK Pandian gives his 1st election speech in Hinjili Assembly Constituency

Поділитися
Вставка
  • Опубліковано 23 кві 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 67

  • @pradiptakumarmahakhuda2377
    @pradiptakumarmahakhuda2377 2 місяці тому +2

    ସରାଭାରତ ବର୍ଷ ରେ 1ନମ୍ବର ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଯେଉଁଠାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି.

  • @quoteoftheday2357
    @quoteoftheday2357 2 місяці тому +6

    Dadan No 1 Hinjili❤Pandu hatao BJD Banchao 😭

  • @binodinibiswal1622
    @binodinibiswal1622 2 місяці тому +5

    Tu pandia marija...to muha dekhibaku iccha nai

  • @ashokkumardasdas7585
    @ashokkumardasdas7585 2 місяці тому +2

    ହାରିବୁ

  • @supriyadash2670
    @supriyadash2670 2 місяці тому

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @supriyadash2670
    @supriyadash2670 2 місяці тому

    ଶଙ୍ଖ ବାଜିଛି,
    ବାଜୁଛି,
    ବାଜୁଥିବ
    ଶଙ୍ଖ ଆମ ଗର୍ବ 💚💚💚

  • @supriyadash2670
    @supriyadash2670 2 місяці тому

    ଓଡ଼ିଶାର ଉନ୍ନତି ପାଇଁ କିଏ କଣ କରିଛି ଏହା ସମସ୍ତଙ୍କୁ ଜଣା।ଓଡ଼ିଶା ବାସୀଙ୍କ ପାଇଁ ନବୀନ ସରକାର ସବୁବେଳେ ପାଖରେ ରହି ଆସିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ।

  • @supriyadash2670
    @supriyadash2670 2 місяці тому

    ଏହି ପ୍ରକାର ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ସାରା ଓଡ଼ିଶା ଧନ୍ୟବାଦ ଜଣାଉଛି।

  • @lalitswain917
    @lalitswain917 2 місяці тому

    ନବୀନ ସରକାର ଲୋକମାନଙ୍କ ଦୁଃଖ ସୁଖ ରେ ସର୍ବଦା ସାହାଯ୍ୟ କରୁଛନ୍ତି ସେଥ‌ିପାଇଁ ଅନେକ ଲୋକମାନେ ମୁଖ୍ୟମନ୍ତ୍ରୀ କୁ ସର୍ବଦା ଟାର୍ଗେଟ କରୁଛନ୍ତି।

  • @lalitswain917
    @lalitswain917 2 місяці тому

    ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ଜନତାର ହୃଦୟ ରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

  • @lalitswain917
    @lalitswain917 2 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଏବଂ ଜନକଲ୍ୟାଣକାରୀ ଯୋଜନା ମାନଙ୍କର ସଫଳ ରୂପାୟନ ପାଇଁ ଆଜି ଓଡ଼ିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

  • @supriyadash2670
    @supriyadash2670 2 місяці тому

    ନବୀନ ବାବୁ ଓଡିଶାର ମହିଳା ମାନଙ୍କ ବିକାଶ କରିବା ସହିତ ଗରିବ ଏବଂ ନିରୀହ ଲୋକଙ୍କ ଆଶା ଓ ବିଶ୍ୱାସ ହେଉଛନ୍ତି ରାଜ୍ୟ ସରକାର l

  • @lalitswain917
    @lalitswain917 2 місяці тому

    ରାଜ୍ୟ ରେ ହେଉଥ‌ିବା ଲୋକଙ୍କ ଉନ୍ନତି ଚାହିଁଥ‌ିବା ସରକାର ପ୍ରତି ଥୂବା ବିଶ୍ବାସ ଓ ଭଲ ପାଇବାସବୁବେଳେ ନବୀନ ବାବୁଙ୍କ ଉପରେ ରହିଛି

  • @supriyadash2670
    @supriyadash2670 2 місяці тому

    ଆଜି ମହିଳା ମାନେ ସବୁ କ୍ଷେତ୍ରରେ ଆଗୁଆ ସେଥିପାଇଁ ମହିଳା ମାନଙ୍କୁ ଆହୁରି ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି!

  • @supriyadash2670
    @supriyadash2670 2 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଗୋଷ୍ଠୀଙ୍କ ଉନ୍ନତି ପାଇଁ ହେଉ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ, ଲକ୍ଷ୍ମୀ ଯୋଜନା ହେଉ ଅବା ପ୍ରତି ପଂଚାୟତରେ ବ୍ୟାଙ୍କ ସେବା ସବୁ ବେଳେ ଲୋକଙ୍କ ସେବାରେ ଅଛନ୍ତି ।

  • @rameshmohan3427
    @rameshmohan3427 2 місяці тому +1

    ମଦୁଆ.. ହିଞ୍ଜଡ଼ା cm

  • @supriyadash2670
    @supriyadash2670 2 місяці тому

    ଭାଷଣ ବାଜି କି ମିଛ ପ୍ରତିଶ୍ରୁତି ନୁହେଁ ଆମ ନବୀନ ସରକାର ଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଉଚ୍ଚ ଚିନ୍ତାଧାରା ତଥା ଦୃଢ଼ କାର୍ଯ୍ୟ ଦକ୍ଷତା ହିଁ ସବୁବେଳେ କଥା କହେ।

  • @lalitswain917
    @lalitswain917 2 місяці тому

    ନବୀନ ବାବୁ ବହୁତ ସରଳ ଓ ନିର୍ମଳ, ଓଡିଶାର ଲୋକମାନଙ୍କ ପାଇଁ ସେ ସବୁବେଳେ ଚିନ୍ତିତ,ଓଡିଶାର ବିକାଶ କେବଳ ନବୀନ ବାବୁଙ୍କ ହାତରେ ହିଁ ହବ ଏହାକୁ ଲୋକେ ଜାଣିଛନ୍ତି

  • @supriyadash2670
    @supriyadash2670 2 місяці тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାକମ କାମକୁ ଅଧିକ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ବୋନସ ଦେବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି l

  • @supriyadash2670
    @supriyadash2670 2 місяці тому

    ନବୀନ ପଟ୍ଟନାୟକଙ୍କ ନାରୀ ଶକ୍ତି ଉଥାନ ପାଇଁ କେତେ ପ୍ରୟସରତ ଏଥିରୁ ଅନୁମେୟ

  • @lalitswain917
    @lalitswain917 2 місяці тому

    ରାଜ୍ୟର ସବୁ ଜିଲ୍ଲାକୁ ସବୁବେଳେ ବିକାଶର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଭେଟି ଦେଇ ଚାଲିଛନ୍ତି ସେଥ‌ିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇ ପାରିଛନ୍ତି ।

  • @supriyadash2670
    @supriyadash2670 2 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୂର ଦୃଷ୍ଟି ପାଇଁ ସମାଜରେ ମହିଳା ମାନେ ସ୍ୱରନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି!

  • @Sravan8042m
    @Sravan8042m 2 місяці тому +1

    We are thankful to our CM Naveen babu ❤️for transforming Odisha from IIT, AIIMS, IIM to world class companies like Accenture, Dellotte, IBM, Cognizant, Pwc, EY, Concentrics etc, from disaster management to successful millet mission, from temples transformation to ecotourism devlopment, from multiple airports to arrangement of transportation, From birth to death schemes to BSKY scheme for health, from Hockey World Cup to Olympic medal and worlds largest hockey stadium,From praised by UN for disaster management to praise from Microsofts Bill gates.

  • @ayushjena3206
    @ayushjena3206 2 місяці тому +1

    Odisha ra loka mana change hua

  • @lalitswain917
    @lalitswain917 2 місяці тому

    ଓଡିଶା ବାସୀ ଙ୍କ ସେବା ଓ ଓଡିଶା ବାସୀ ଙ୍କ ଉନ୍ନତି ପାଇଁ BJD ସରକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି ।।

  • @supriyadash2670
    @supriyadash2670 2 місяці тому

    ଆମ ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାହା ତୃଣମୂଳ ସ୍ତରକୁ ଯାଇ ଦେଖି ଆସନ୍ତୁ।

  • @dibyajyotidas5857
    @dibyajyotidas5857 2 місяці тому +1

    Who is pandian in BJD party

  • @lalitswain917
    @lalitswain917 2 місяці тому

    ଲୋକ ମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @SanjyaRout-yt6mw
    @SanjyaRout-yt6mw 2 місяці тому

    ଏମିତି ଦୀନ ଓଡ଼ିଆ ଲୋକ ର କେବେ ଆସିବ କେହି ଓଡ଼ଶା ର ଲୋକ କେବେ ଭାବି ନଥିବେ ଗୋଟେ ବିଦେଶୀ ଲୋକ ଭାଷଣ ଦେବ ଆଉ 4.5c ଲୋକ ବସିକି ଶୁଣିବେ ହେଲା କେତେ ଦିନ ଏମିତି ପାଲା ଚାଲିବ ଦେଖିବା

  • @supriyadash2670
    @supriyadash2670 2 місяці тому

    ମୁଖ୍ୟମନ୍ତ୍ରୀ ଯାହ ବି କଥା ଦେଇଥିଲେ କଥା ରଖିଲେ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ।

  • @supriyadash2670
    @supriyadash2670 2 місяці тому

    5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ ସାର ନିଃସ୍ଵାର୍ଥପର ଭାବରେ ଆମ ଓଡ଼ିଶା ବାସୀଙ୍କର ସେବା କରି ଚାଲି ଆସିଛନ୍ତି।

  • @supriyadash2670
    @supriyadash2670 2 місяці тому

    ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ଗରିବ ମାନେ ସର୍ବାଗ୍ରେ

  • @gourhariswain2438
    @gourhariswain2438 2 місяці тому +1

    Bharat ra 1No CM jogi

  • @supriyadash2670
    @supriyadash2670 2 місяці тому

    କଥା ନୁହେଁ କାମରେ ବିଶ୍ୱାସ, ସେଥିପାଇଁ ଓଡିଶାବାସୀଙ୍କ ବିଶ୍ୱାସ ‘ଶଙ୍ଖ‘
    #BJDDigitalWing #NaveenOdisha

  • @balarambiswal7506
    @balarambiswal7506 2 місяці тому +1

    Hariba ta final

  • @supriyadash2670
    @supriyadash2670 2 місяці тому

    5T ରୂପାନ୍ତର ଦ୍ଵାରା ସବୁ କ୍ଷେତ୍ର ରେ ଆଜି ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ରେ ପରିଣତ ହୋଇଛି।ତେଣୁ ବିରୋଧୀ ଙ୍କ ନିଦ ହଜିବା ସ୍ଵାଭାବିକ।

  • @pradiptamohanty1364
    @pradiptamohanty1364 2 місяці тому

    Odisha basi kipari bhuan bulajauchhi mr pandiyan...
    Navin babu jitile se namaku matra paper re...
    Kintu mun 5yrs odisha basi nka upare raj karibi aau odisha ku lutibare sahayak heba....
    Dhanya ame odisha basi......

  • @lalitswain917
    @lalitswain917 2 місяці тому

    BJD ସରକାର ଆସିଲେ ଓଡ଼ିଶା ପାଇଁ ଅନେକ ପ୍ରକାର ସହଯୋଗ କରିବେ ମୁଖ୍ୟମନ୍ତ୍ରୀ ।

  • @supriyadash2670
    @supriyadash2670 2 місяці тому

    ବିଜେଡି 5t ଦ୍ଵାରା ସେବା ଯୋଗାଇ ଓଡ଼ିଶା କୁ ଏକ ନୂତନ ଓ ବିକଶିତ ଓଡ଼ିଶାରେ ପରିଣତ କରିଛି।

  • @gokulamanahira9323
    @gokulamanahira9323 2 місяці тому

    Ganjam daridra Kaha pain

  • @RakeshSahu-lg5ph
    @RakeshSahu-lg5ph 2 місяці тому

    Supper michuaaa kou grenijirrcod re lekha acchi

  • @sudarsansatapathy790
    @sudarsansatapathy790 2 місяці тому

    All the best sir

  • @user-ob7se6xn6l
    @user-ob7se6xn6l 2 місяці тому

    Jay Naveen.pandian janatadal first slogan dauna valasuviba

  • @akhaykumarsahoo4390
    @akhaykumarsahoo4390 2 місяці тому

    NUA ODISHA DADAN ODISHA.Ethara Paribartan

  • @kmalakantapati2754
    @kmalakantapati2754 2 місяці тому

    Pandian ku odisharu bidakara

  • @Bhagabannaik541
    @Bhagabannaik541 2 місяці тому

    😂😂😂

  • @user-dp5ib2pe3w
    @user-dp5ib2pe3w 2 місяці тому

    Tamil Nadu Pala bhasana maribu

  • @soubhagyasahoo3218
    @soubhagyasahoo3218 2 місяці тому

    Joy shree ram

  • @user-jz6tq7ff2j
    @user-jz6tq7ff2j 2 місяці тому

    Juro

  • @user-si3ut2xk6q
    @user-si3ut2xk6q 2 місяці тому

    Mg nabin au pandu to bou biya 😂😂

  • @ashokkumardasdas7585
    @ashokkumardasdas7585 2 місяці тому

    ଛେନାଗୁଡ଼

  • @satyaswarupnayak7582
    @satyaswarupnayak7582 2 місяці тому

    Pandia hateidea bjd hariba

  • @balarambiswal7506
    @balarambiswal7506 2 місяці тому

    Pandhu pain bjd Hariba ta final

  • @pradeepkandulna7925
    @pradeepkandulna7925 2 місяці тому

    Pandian pagolo hoe gola

  • @ajitkumarchihnara2890
    @ajitkumarchihnara2890 2 місяці тому

    Aau sarigale gandi maribe....😊

  • @surajsamal6711
    @surajsamal6711 2 місяці тому

    BJP

  • @user-fs4xr3uj9r
    @user-fs4xr3uj9r 2 місяці тому

    BJP odisha 2024re

  • @bapinabehera6244
    @bapinabehera6244 2 місяці тому

    Bjp win wait