News Fuse Full Episode: 2342 | ମୁଖ୍ୟମନ୍ତ୍ରୀ ଙ୍କ ପଖାଳ ଖିଆ

Поділитися
Вставка
  • Опубліковано 4 лис 2024

КОМЕНТАРІ • 1 тис.

  • @padmacharanmahapatra6204
    @padmacharanmahapatra6204 4 місяці тому +709

    ମୋର ଓଟିଭି ପ୍ରତିନିଧି ଅନୁରୋଧ ସବୁ ମନ୍ତ୍ରୀ,ଏମଏଲଏ,ଅଫିସର ମାନକ fuse ଦେଖୁଛୁ,କେବେ ଗୋଟେ ବଜୟନ୍ତ୍ sir ଙ୍କ fuse ଦେଖେଇଲେ,ଆମେ ଖୁସି ହୁଅନ୍ତୁ

    • @skshitish
      @skshitish 4 місяці тому +35

      A Bhai kn kahili na
      Jadi mu paante pakha re akhita khenchi dianti
      Pura andha 😊

    • @ManojKumar-kx6kw
      @ManojKumar-kx6kw 4 місяці тому +10

      Sata katha

    • @ଇଂବଗ
      @ଇଂବଗ 4 місяці тому +4

      😂😂

    • @FATEGARHTOKA
      @FATEGARHTOKA 4 місяці тому +7

      Gote Heichhi Deli Dekhile Sina Janiba 😂

    • @FATEGARHTOKA
      @FATEGARHTOKA 4 місяці тому +12

      ମୁଁ ଗୋଟେ ଦେଖିଥିଲି ଏବେ ସର୍ଚ୍ଚ କଲି ଯେ କେତେ ଗୁଡେ News fuse ହେଇଛି Baijyant panda ଙ୍କର୍

  • @ganeshdalabehera6738
    @ganeshdalabehera6738 4 місяці тому +41

    ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ବ୍ୟଙ୍ଗ କରି କହିବା ଶୋଭା ପାଉନି।

    • @upsclover7581
      @upsclover7581 3 місяці тому +3

      jetebele Naveen Pattnaik nku kara jauthila sebe ta hasuthila ho , au ethi ta byanga nuhan prasansa hauchi . Radhe Radhe 🙏

    • @AswinkumarSahu-o5o
      @AswinkumarSahu-o5o 2 місяці тому

      Right

    • @Drxsjena
      @Drxsjena 2 місяці тому +2

      Emane ta katha thik se kahi parunahanti.. Au new CM untalented nk bhali speech dauchanti... Langur ku angur

    • @INKPOPUPDATES
      @INKPOPUPDATES 2 місяці тому +1

      ଆବେ ଭାରତ ରେ ସମସ୍ତ କୁ କହିବାର ଅଧିକାର ଅଛି... ଆଉ ୟେ କଣ ମୁଣ୍ଡି କି କିଛି କହିବନି freedom of speech ସମ୍ବିଧାନ ରେ ଅଛି ପଢିନୁ କି

  • @priyankamishra113
    @priyankamishra113 4 місяці тому +91

    ଆପଣଙ୍କ ସମାଲୋଚନା ବେଳେବେଳେ ଜାଗରଣ ଆଣେ ହେଲେ ଏଇ ଯୋଉ ଖାଇବା କଥା ଦେଖାଇବାଟା କେତେଦୂର ଯଥାର୍ଥ।ଆପଣ ବି ତ ଖାଇଥିବେ ମାଙ୍କ ହାତରନ୍ଧା। ସମାଲୋଚନା ପାଇଁ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଅଛି

  • @debashishswain486
    @debashishswain486 4 місяці тому +26

    ଓଟିଭି ଚ୍ୟାନେଲ କୁ ଅନୁରୋଧ ଶିକ୍ଷକ ନିଯୁକ୍ତି କୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରନ୍ତୁ।

    • @LichuBelstar
      @LichuBelstar Місяць тому

      Godi media never ask question😂😂😂

  • @roshnimohapatra2797
    @roshnimohapatra2797 4 місяці тому +91

    ଜୟ ଶ୍ରୀଜଗନ୍ନାଥ
    ସଞିବନି ସୁଧା
    ପଖାଳ ଆମର,
    ଭାରି ଭଲପାଏ
    କାଳିଆ ଠାକୁର....❤

  • @gangadharmandangi7757
    @gangadharmandangi7757 4 місяці тому +8

    ମୋହନ sir cm ହେଲା ପରେ ବିରୋଧୀ ଦଳ ର ଲୋକ ପୁରା ପୁରୀ ଜଳି ଜଳି ପାଉଁଶ ହୋଇ ଯାଉଛନ୍ତି

    • @laxmipriyasahoo1732
      @laxmipriyasahoo1732 Місяць тому

      Mohan kichhi nuhen nabin sir nka agare

    • @AmitSir111
      @AmitSir111 8 днів тому

      Nabina ku kahuna tike odia kahiba 😅​@@laxmipriyasahoo1732

  • @user-jv9rz9rv9n
    @user-jv9rz9rv9n 4 місяці тому +52

    ତମେତ ସବୁ ନବୀନା ଚlମଚା ନବୀନ ବାବୁ ଙ୍କୁ ପଚାରିଲ ପଖାଳ କଂସା କଣ ଆଉ ମା ହାତରୁ ପଖାଳ ଖାଇଲେ କେମିତି ଲାଗେ. ମୋହନ ବାବୁ ଜଣେ ଅତି ଭଦ୍ର ଲୋକ ଆଉ ସମସ୍ତ ଓଡିଶା ବାସି ବହୁତ ଖୁସି ମୁଖ୍ୟମନ୍ତ୍ରୀ ଭାବେ ପାଇ.

    • @meresaikabani7275
      @meresaikabani7275 4 місяці тому +1

      Pura thik katha.. 👍👍

    • @SukhiM-th2jq
      @SukhiM-th2jq 3 місяці тому

      Correct answer

    • @SubhamSaiMohanty
      @SubhamSaiMohanty 3 місяці тому

      Bjp is corrupt
      Changing names of the schemes because they don't have their own scheme🤡
      Changing the colour of the buses🤡🤡
      Development darkar. Pakhala khaidele development habani.
      Naveen odia Jani nathile kintu development kari thile

  • @rameshdas7493
    @rameshdas7493 4 місяці тому +215

    ମୋହନ ସାରେ ଙ୍କ ଠାରୁ ଶିଖ। ଓଡ଼ିଆ ପୁଅର ଖାଦ୍ୟ ଵା ଓଡ଼ିଆ ଆଶମିତା

  • @SapnaraniPatra
    @SapnaraniPatra 4 місяці тому +92

    ଆମ ମୁଖ୍ୟମନ୍ତ୍ରୀ କଣ କଳା କଉଥିକି ଗଲା କାଉଠି ଶୋଇଲା ଶଳା otv ସେଇ ଚିନ୍ତା ଆଉ ଗୋଟେ news ଦେଖନ୍ତ ଭଲ ହୁଅନ୍ତା , ସେ କେତେ ହାଗନ୍ତି ସେଟା ବି ଦେଖାଉ ନ

    • @bishnucharansahu1224
      @bishnucharansahu1224 4 місяці тому

      ଭଲ କଥା କହିଲ

    • @tapasji5227
      @tapasji5227 4 місяці тому +1

      Otv bala anya jhia pua saha affairs rakhuchanti...

  • @bhalchandramishraxf1747
    @bhalchandramishraxf1747 4 місяці тому +33

    ଆଜ୍ଞା ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏମିତି ଅପପ୍ରଚାର କରନ୍ତୁ ନାହିଁ । ସେ ବହୁତ ଭଲ ଲୋକ । ସମସ୍ତ ଙ୍କୁ ଭୋକ ହେଉଛି ସମସ୍ତେ ଖାଉଛନ୍ତି। ଏଥିରେ ହସିବାର କଣ ଅଛି । ଆମର ଏଥିରୁ ଶିଖିବାର ଅଛି ଯେ, ଖାଦ୍ୟ ନଷ୍ଟ ନ କରି ପୋଛିକି ଖାଇବା ।

  • @murmu9197
    @murmu9197 4 місяці тому +202

    ଲୋକ କଣ ଏତେ ଜଲୁଚନ୍ତି ମୋହନ sir CM ହେଲା ପରେ

    • @CrazyTikina
      @CrazyTikina 4 місяці тому

      Tu salati aadivasi Kan gandi podi jauchi ki...

    • @soumyabvu2377
      @soumyabvu2377 4 місяці тому +7

      ସେଟା ଗୋଟେ କୁଜିନେତା ଟେ । ଗ୍ୟାରେଣ୍ଟି ଦଉଚି ଯଦି ବିଜେପି ଆଗରୁ ଆକୁ declared କରିଥାନ୍ତା ସେ ନିଶ୍ଚିତ ହରିଥାନ୍ତା😂 ହିନ୍ଦୀ ରେ ଓଡ଼ିଆ ପୁରାଉଚି।ଆଦିବାସୀ ଗୁଣ ଛାଡୁନି ତା ଠୁ 😂

    • @murmu9197
      @murmu9197 4 місяці тому +15

      ନିଜେ ତ ଓଡ଼ିଆ ରେ ଇଂରାଜୀ ପୁରଉଛ

    • @biki3049
      @biki3049 4 місяці тому +12

      ​@@soumyabvu2377 ଆରେ ମୁର୍ଖ ଭାଇ ତୁ କଣ ସମସ୍ତଙ୍କ ଆଗରେ ପୁରା fluent ରେ ହିନ୍ଦୀ ଆଉ english କହିପାରିବୁ କି ସମସ୍ତଙ୍କ ଆଗରେ। ସମୟ ଲାଗିବ fluent ହିନ୍ଦୀ କହିବାକୁ ତମେ ତ ଏ ବିଷ୍ୟୟ ରେ knowledge ରଖିବା କଥା।

    • @Chandani0306
      @Chandani0306 4 місяці тому +2

      Jadi Bramhan ki khadayat cm hai thanta ta hele Emiti kahi kahu nathante Eithi pani mu kahichi sc. St ku kehi bi hindu boli bhabu nahati
      Bharatara bahut St cast Cristina hauchanti. Ma matare sabu sc. St. Muslim mazhab apanei naba katha

  • @Batachhatri
    @Batachhatri 4 місяці тому +14

    Black money ‌ଥୀବ ଆଉ ସେଥୀପାଇ ଘର
    ଭଙ୍ଗା ହେଉଛି...

  • @satyabannaik4539
    @satyabannaik4539 4 місяці тому +123

    ସବୁବେଳେ positive video ଦେଖାଅ ଲୋକଙ୍କୁ କିଛି ଶିଖିବାକୁ ମିଳିବ l ନୂଆ CM Sir ବହୁତ ସରଳ ଆଉ ବହୁତ ଭି ଜଟିଳ l ଥରେ ଇଞ୍ଜିନ ଚାଲୁ ହେଲେ କାମ ଶେଷ ନ ପର୍ଯ୍ୟନ୍ତ ରଖେଇ ଦେବେନି l News fuse download kari dekhiba se nuhan.

    • @lizalin4858
      @lizalin4858 4 місяці тому +3

      Right 🙏🏽

    • @sandeepjena-k7s
      @sandeepjena-k7s 3 місяці тому

      Amaku sarala CM nuha Capable CM darkar . Au loka mana nka kama haba darkar Vote dela pare govt ra alochana Kariba darkar tebe jai govt ra responsibility badhiba

    • @SubhamSaiMohanty
      @SubhamSaiMohanty 3 місяці тому

      ​@@sandeepjena-k7sright
      Odia people are innocent. Jagannatha nka naa re bjp jitila

  • @sasmitarani1479
    @sasmitarani1479 3 місяці тому +10

    ସଜ ମାଛରେ ପୋକ ପକେଇବା ଏମାନଙ୍କ ର କାମ😤🤫 ଏଇଟାକୁ କିଏ ସାମ୍ବାଦିକ କଲା କେଜାଣି 👿👊

  • @DasharathiPradhan-f3d
    @DasharathiPradhan-f3d 4 місяці тому +4

    OTV ଭାଇମାନେ ତମର ମା ଭଉଣୀ ନିଜର ଥିବ ଟିକେ ଦେଖୋଉନ ଆମେ ଟିକେ ଦେଖିବୁ ସବୁତ ଦେଖୋଉଚ 😭😭😭😭😭😭😭😭😭😭

  • @jousmitanaikvlogandcooking7552
    @jousmitanaikvlogandcooking7552 4 місяці тому +15

    4 June ରୁ ସମ୍ବଲପୁର ର ଜମନକିରା ରେ କୌଣସି ATM ରେ ପଇସା ଭର୍ତ୍ତି କରୁ ନାହାନ୍ତି ଆଜି ପର୍ଯ୍ୟନ୍ତ, ମିଡିଆ ବି ଚୁପ୍ ଅଛି , ଲୋକେ ବହୁତ ଅସୁବିଧା ପାଉଛନ୍ତି ।😢

    • @Aditya23688
      @Aditya23688 4 місяці тому

      Bhai seita news wala nku dekha jibani 😂😂😂

  • @soumyajdas1
    @soumyajdas1 4 місяці тому +18

    Bohut bhala lagila aama nua CM Mohan Babu nka sarala aau swacha jiban japana sayili ku dekhi ki 🙏🙏🙏🙏 Bohut bohut subhechha💐💐 JAI JAGANNATH 🙏🙏🙏🙏

    • @upsclover7581
      @upsclover7581 3 місяці тому

      bhai thare tanka puruna case padhinia , assembly re bachaspati nka upare chapal finga case ba . Radhe Radhe 🙏

  • @allodiatech1913
    @allodiatech1913 4 місяці тому +228

    OTV ର ମାଲିକ ବୈଜୟନ୍ତ ବାବୁ BJD ରୁ ତଡା ଖାଇଲା ପରେ ବୋଧେ ପ୍ରତିଜ୍ଞା କରିଥିଲେ....
    BJD କୁ ତଳିତଳାନ୍ତ କରିବା ପାଇଁ,
    ଯାହାବି ହେଉ.....
    NEWS FUSE ରେ ଦିନେବି ବୈଜୟନ୍ତ ବାବୁଙ୍କୁ ଆମେ ଦେଖିବାକୁ ପାଉନୁ ଯେ,
    ଦମ୍ ଅଛି ତ ବୈଜୟନ୍ତ ବାବୁଙ୍କୁ ଦିନେ ଦେଖାଅ | ତମ ଚାକିରୀ ଚାଲି ଯିବାରେ ବାବା !

  • @praveenmusic9015
    @praveenmusic9015 4 місяці тому +28

    ସତ ଘାଟଣା ସମସ୍ତଙ୍କ fus OTV ବାଲା କହୁଛନ୍ତି .କିନ୍ତୁ ବୈଜନ୍ତ ଙ୍କ fus ଥରେ କହିଲେ ଦେଖିବା ।

  • @Imaginemedia81
    @Imaginemedia81 2 місяці тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧାରୀ ଗମାଙ୍ଗଙ୍କର ୨ୟ ଅବତାର ।

  • @bhagirathibarik402
    @bhagirathibarik402 4 місяці тому +26

    ଓଡିଶାର ପ୍ରତ୍ୟେକ ଜନତାଙ୍କ ଭରସା ' ଓଟିଭି' କୁ ଅନୁରୋଧ ଅନ୍ତତଃପକ୍ଷେ ଭିଡ଼ିଓ ମଝିରେ ବିଜ୍ଞାପନ ନଦିଅନ୍ତୁ ।।।

  • @ShomyRanjanBehera
    @ShomyRanjanBehera 3 місяці тому +2

    ବୈଜନ୍ତ ସାରଙ୍କ ଫ୍ୟୁଜ ଟିକେ ଦେଖେଇଲେ ଓଡ଼ିଶା ବାସୀ ଖୁସି ହୁଅନ୍ତେ

  • @ashissahu9641
    @ashissahu9641 4 місяці тому +7

    ଆରେ ଭାଇ ତୁ ତ ସମସ୍ତଙ୍କୁ ଚୁଙ୍ଗୁଲୀ କରୁଚୁ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ବି କଲୁ ତୁ first ଜେଲ୍ ଯିବୁ

  • @suryasadhika4157
    @suryasadhika4157 4 місяці тому +3

    ମୁଖ୍ୟମନ୍ତ୍ରୀ କଣ ରାଜ୍ୟର କାମ କଲେ ସେଗୁଡ଼ାକ ମିଡ଼ିଆରେ ଦେଖେଇବା କଥା । ପଖାଳ ଖାଇଲେ ତପତ ଖାଇଲେ ଏଗୁଡାକ କାହିଁକି ଦେଖଉଛ ।

  • @utkalachintana.5566
    @utkalachintana.5566 4 місяці тому +7

    Very nice 👍 episode sir.
    Thankyou very much ❤️🌹 Otv family

  • @lotusmerry552
    @lotusmerry552 3 місяці тому +1

    ଡବଲ ଇଞ୍ଜିନ ସରକାର ଙ୍କୁ ଅନୁରୋଧ କରିବୁ କି ଯେଉଁ SCHOOL ରେ ଶିକ୍ଷକ ନାହାନ୍ତି ସେଠି ଶିକ୍ଷକ ଙ୍କୁ ନିଯୁକ୍ତି ଦିଅନ୍ତୁ

  • @SubhransuPandaOfficial
    @SubhransuPandaOfficial 4 місяці тому +8

    ଭାଇ ସମ୍ବଲପୁର ରେ ତ ଖାଲି ଟିକେ ପବନ ହେଲା , ଭୁବନେଶ୍ୱର ରେ ପା ପୁରା ବାତ୍ୟା 280 km ବେଗରେ ପବନ , 24 ବର୍ଷର ରାଜା ଗାଦି ରାଜା ଉଆସ ସବୁ ଛାରଖାର

  • @SumitraPalei-l5n
    @SumitraPalei-l5n 3 місяці тому

    ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ 🙏❤

  • @manojrout5861
    @manojrout5861 4 місяці тому +3

    ମୁଁ news fuse ର ଜଣେ ରେଗୁଲାର ଦର୍ଶକ ଥିଲି କିନ୍ତୁ ଏବେ ରାଜନୀତି ଛଡ଼ା ଆଉ କିଛି ଫ୍ୟୁଜ ମିଳୁ ନାହିଁ ବୋଧେ ସେ ପାଇଁ news fuse ଦେଖିବାର ଆଉ ଇଚ୍ଛା ନାହିଁ

  • @purandarkisan6289
    @purandarkisan6289 Місяць тому

    Bahut bhala laguchhi news fuse.

  • @krishnaprasadrath
    @krishnaprasadrath 4 місяці тому +10

    Bahut hi sunder upasthapana 🙏 Jai ♥️🇮🇳🔥 Hind 🙏

  • @Songmusicvideo12
    @Songmusicvideo12 Місяць тому

    Mohan majhi ✖️ pakhalmajhi,✅

  • @srikantsahoo3504
    @srikantsahoo3504 4 місяці тому +6

    BJD ଦଳ ଭିତରେ ଯେଉଁ ଭୂମିକମ୍ପ ହେଲା ତାହାର ପ୍ରଭାବ ରେ ବବିର ଘର ଭାଙ୍ଗିଗଲା😂😂😂

  • @jkdrawinguniquestyle3697
    @jkdrawinguniquestyle3697 19 днів тому +1

    6:55😂😅

  • @patitapabanjena-w3l
    @patitapabanjena-w3l 4 місяці тому +8

    ଘର ନଭାଗି ଅନ୍ୟ ଲୋକଙ୍କୁ ଦେଇଥିଲେ କ'ଣ ହେଇ ଥାଆନ୍ତା,ପଇସା ବରବାଦ ହୋଇ ଇଗଲା

    • @shyamalbhaiofficial4540
      @shyamalbhaiofficial4540 4 місяці тому

      ଯେତେ ହେଲେ ବି ତାଙ୍କ adika ଅଧା ପଡା ଲୋକ 😁

  • @user-usepunyarajrana
    @user-usepunyarajrana 4 місяці тому

    ଆମର କଣ୍ଟାବାଞ୍ଜି ଜୟ ଲକ୍ଷ୍ମଣ ବାଗ 🙏🙏🙏

  • @Murmu-w3s
    @Murmu-w3s 4 місяці тому +5

    ଓଡ଼ିଆ ଲକ ମାନଙ୍କ ପେଟ ରେ ଭୋକ ହୁଏନି ଆଦିବାସୀଙ୍କ ଖାଇବା ଦେଖି ଜଳୁଛନ୍ତି

  • @IshaSwain-rg4sq
    @IshaSwain-rg4sq 25 днів тому

    Odisha ra chief minister one and only sir nabin Pattnaik
    Love you nabin sir

  • @srpcreatorsuman5317
    @srpcreatorsuman5317 4 місяці тому +12

    ଜୟ ଜଗନ୍ନାଥ

  • @prabhatbadatia7524
    @prabhatbadatia7524 2 місяці тому +1

    Otv Bala news

  • @sudhirkumarjenasudhir6166
    @sudhirkumarjenasudhir6166 4 місяці тому +5

    Cm mohan babu jindabad jay sheriram 🙏🙏🌺🏵️🙏🏵️🌸🌸🌺🏵️🙏🏵️🌺🌺🚩🚩🚩🚩🌹🌹💯

  • @NirupamaDevi24
    @NirupamaDevi24 4 місяці тому

    ଚେହେରା ଭିକାରୀ, କଳା କାରବାରରେ ରାଜା, ଧର୍ମ ସହିଲା ନାହିଁ😂 ଆପଣଙ୍କ ଚମତ୍କାର ପରିବେଷଣ ପାଇଁ ଶହେ ସାଲ୍ୟୁଟ 🙏🙏💐

  • @D.kisku5964
    @D.kisku5964 4 місяці тому +6

    Mahan bhai jndabad

  • @pabitrapanda108
    @pabitrapanda108 4 місяці тому +11

    Tike adhika hei jauchhi,

  • @akmohanty917
    @akmohanty917 4 місяці тому

    ଏ ବବି ଦାସ ତାସହିତ ରଘୁନଦନ ଆଉ ias ଏଇମାନଙ୍କୁ ତୁରନ୍ତ ଝାରପଡା ଜେଲ ପଠାଇ ଦିଆ ଜାଉ

  • @jyotsnamahapatra6349
    @jyotsnamahapatra6349 4 місяці тому +11

    ଏମିତି ନେତା ମାନେ ଆତଙ୍କବାଦୀବାଦୀ ଠାରୁ ମାରତ୍ମକ । ଏମିତି କିଛି ଆଇନ ବାହାରିବା ଦରକାର । ଏହି ନେତାମାନଙ୍କୁ ସାଧାରଣ ନିର୍ବାଚନରେ ଯେପରି ଭାଗ ନେଇପାରିବେ ନାହିଁ । ସେମାନେ ପ୍ରାର୍ଥୀ ଭାବରେ ଠିଆ ହୋଇ ପାରିବେ ନାହିଁ କି ଭୋଟ ଦେଇ ପାରିବେ ନାହିଁ ।

  • @bismayakumarbehera5552
    @bismayakumarbehera5552 4 місяці тому +28

    ତୁମେ ଖାଲି ପାଇଖାନା ଭିଡିଓ ଦେଖେଇବା ବାକି ରହିଲା।

  • @jaysrirambulurakhal
    @jaysrirambulurakhal 4 місяці тому +1

    କୁନା ତ୍ରିପାଠୀ ସାର୍ ଭଲ ଲାଗୁଥିଲେ ଜୟଶ୍ରୀ ଜଗନ୍ନାଥ ସ୍ବାମୀ ତାଙ୍କ ବଦଳରେ ଏ ସାର୍ ଅବଶ୍ୟ ଭଲ କହୁଛନ୍ତି କିନ୍ତୁ ତାଙ୍କ ର ସଇଳି ଓ ଭାବଧାରା ନିଆରା କାରଣ ଆପେ ଆପେ ହସ ଚାଲିଆସେ ସାର୍ ଧନ୍ୟବାଦ୍ ସାର୍ 🤔🏹💌 💌🙏🙏🎉🎉✨✨❤️❤️🥀🌹🥀🌹👍👌

  • @prasantapattanaik862
    @prasantapattanaik862 4 місяці тому +6

    ଏ ସବୁ ଆମେ ନ୍ୟୁଜ୍ ରେ ଆଗରୁ ଦେଖିଥିଲୁ। କିଛି ନୂଆଁ ଦେଖାଅ ଭାଇ।

  • @Manibhadrasahu-y8q
    @Manibhadrasahu-y8q Місяць тому

    Partiality partiality partiality 🎉🎉🎉🎉

  • @JATINKUMARBISWAL
    @JATINKUMARBISWAL 4 місяці тому +22

    Ram mandir ra pani galilani

    • @Kaliyug733
      @Kaliyug733 4 місяці тому +3

      Tu jai ki repairing karide 😂😂😂. Electric pipe line kama sarini chata uparu se pipe dei Pani talaku asila .tu jai ki repairing karide ja😂😂😂

  • @user-hv3tn9tm1t
    @user-hv3tn9tm1t 4 місяці тому

    ୨୫ ବର୍ଷ ପରେ ଓଟିଭି ଜୀବଦାନ ପାଇଲା

  • @KumarSoren-z2o
    @KumarSoren-z2o 4 місяці тому +3

    ଧନୀବାଜମୋହନ ମାଝୀ ସାର.. ଦା8 ମାଡି ଦ ଆବ ଆ8 କାନା

  • @kumarashu1554
    @kumarashu1554 4 місяці тому +2

    କିଛି ତ ମଜା ଭଳି ଜିନିଷ ନାହିଁ ଜବରଦସ୍ତ ହସିବାକୁ ପ୍ରୟାସ କରୁଛ ଖାଲି।

  • @JogeswarMajhi-lt7hj
    @JogeswarMajhi-lt7hj 4 місяці тому +30

    ଟିଉଜ ଫିଉଜ ରେ ସବୁ ନେତା ମନ୍ତ୍ରୀ ଠାରୁ ଓଡ଼ିଶା ର ଅନେକ ଲୋକଙ୍କୁ ଫିଉଜ କରି ଛନ୍ତି,,,କିନ୍ତୁ BJD ର ନେତା ମନ୍ତ୍ରୀ ଙ୍କୁ ଫିଉଜ କରିବା କେବେ ଆମେ ଦେଖିନୁ।

  • @HemantaMandangi
    @HemantaMandangi 4 місяці тому +2

    Mastu lagila

  • @Ramachadra3639
    @Ramachadra3639 4 місяці тому +3

    ଭାଇ ଏମାନେ ଭୁଲ କରୁଛନ୍ତି election ପୂର୍ଵରୁ ଏମିତି କଲେ ଫାଇଦା ପରେ କଲେ କଣ ହବ

  • @Dijitalroutstatus123
    @Dijitalroutstatus123 4 місяці тому

    ଜୟ ବିଜେଡି ❤❤

  • @ranjayarout4523
    @ranjayarout4523 4 місяці тому +2

    Jay jagannath ok thanks

  • @BadaNani
    @BadaNani 3 місяці тому

    ଜଳୁଛନ୍ତି କି ମୋହନ sir cm ହେଲେ ବୋଲି

  • @premjitgorada6270
    @premjitgorada6270 4 місяці тому +10

    194 highschool ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଙ୍କ ପ୍ରାପ୍ୟ ଅନୁଦାନ ନ ଦେବା ଫଳ ଏଇୟା l

  • @BhagyabantaAdbang
    @BhagyabantaAdbang 4 місяці тому +9

    Bahut sundar newes fuse❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤

  • @bijaykumar1742
    @bijaykumar1742 3 місяці тому +1

    ମଜା ଆସିଗଲା ପୁରା ଲକ୍ଷ୍ମଣ ସାର୍ ଙ୍କ ହିନ୍ଦୀ କଥା ଶୁଣି 😅

  • @LuckyBehera-ul7gw
    @LuckyBehera-ul7gw 4 місяці тому +5

    Jagannath nama re bjd vote magila se harila au Ram nama re bjp vote magila se bi ayodhya re harila .athuru jana gala ki asaty au adharam ra kebe bi jay haba nahi 🙏

  • @RAKESH__DRIVER
    @RAKESH__DRIVER 4 місяці тому

    Right 💯 pura 💯 sata katha mausi God 🙏🙏 bless you

  • @PrakashkumarPradhan-eb4fl
    @PrakashkumarPradhan-eb4fl 4 місяці тому +6

    Otv baki rahila mohan majhi ketebele hagi jiba seita Dekeiba Jay panda babu bala tv adich

  • @swarnalatabehera-nt6ht
    @swarnalatabehera-nt6ht 4 місяці тому

    Moha sir bahuta bhalaloka Bhagaban tank sabubele rakhya Kari thantu

  • @saisankarsahoo8365
    @saisankarsahoo8365 4 місяці тому +5

    Super

  • @G1_PlaYZz9529
    @G1_PlaYZz9529 4 місяці тому

    Miss You Kuna Tripathy❤❤

  • @hemanginidisari6062
    @hemanginidisari6062 4 місяці тому +24

    ଏ ମାଙ୍କଡ ମୁହାଁ ଆଙ୍କର କୁ change kara ମ

    • @swapnilraja1409
      @swapnilraja1409 4 місяці тому +3

      😂😂😂 କୁନା ତ୍ରିପାଠୀ ଭଲ ଥିଲା

  • @Skweb-bz5vo
    @Skweb-bz5vo 4 місяці тому

    Jay jagannath ama mohan sir nku bhalare ruhantu ❤❤❤❤❤

  • @radhagobindarana550
    @radhagobindarana550 4 місяці тому +3

    Haire narana OTV pura Hard maruchi re Jay Jagannath 😅

  • @srinibashrout1181
    @srinibashrout1181 4 місяці тому

    ଲକ୍ଷ୍ମଣ ଭାଇ ମାଡ଼ି ଚାଲ।

  • @Sahishree_Susanta
    @Sahishree_Susanta 4 місяці тому +3

    Sabu bala eka sange upadei dele

  • @Omkarmeher-e2j
    @Omkarmeher-e2j 4 місяці тому

    Satare krushna

  • @bijaypingua9571
    @bijaypingua9571 4 місяці тому +28

    ଆଲ ମାଉସୀ ପାଣ୍ଡିଆନ ତ ଯାହା ଖାଇବା କଥା ଖାଇଛି ହେଲେ ବିଜେପି ସରକାର ତ ଗାଣ୍ଡି ତଳୁ ଚୌକି ଖାଇଦେବ । ଯାହା ସବୁ ବଳିବ ତାହା ଆମ୍ବାନୀକୁ ଦିଆ ହବ।।।।

    • @Travelwithuttam-hz6zl
      @Travelwithuttam-hz6zl 4 місяці тому +2

      Are bhai cangres sarkar re tata birla ra naa thila ebe ambani adani kharap bhabibara kan achi

    • @thalagamer475
      @thalagamer475 4 місяці тому +1

      Godi media😂😂

    • @arabindamohanty835
      @arabindamohanty835 4 місяці тому +2

      Pandu ku bopa dakuthelo.

    • @arabindamohanty835
      @arabindamohanty835 4 місяці тому

      Majhe sir. 🙏👌👍
      Odeya.
      Kentu. Pandu. Sala vekmanga 🐈‍⬛👈🏿

    • @Travelwithuttam-hz6zl
      @Travelwithuttam-hz6zl 4 місяці тому +1

      Hm tora besi fatuthiba naa magana brilar jhola khauthilu au kan miliba

  • @narendraharpal4408
    @narendraharpal4408 3 місяці тому

    Best apisode sir , thank you so much 🎉🎉🎉

  • @ramchandramurmu8777
    @ramchandramurmu8777 4 місяці тому +3

    Sr ama santali re gote Dina pakhal diibas hua nii amar sabu Dina pakhal Kia huaa

  • @TREE-WATER_SR
    @TREE-WATER_SR 4 місяці тому

    ଚନ୍ଦକା ଜଙ୍ଗଲ କୁ ତ ଖାଇ ସାରିଲେଣି, ଆଉ ଓଟିଭି ଜଙ୍ଗଲ କେବେ ଆରମ୍ଭ ହେଉଛି

  • @MtChandu-yl4li
    @MtChandu-yl4li 4 місяці тому +2

    Jay shree Ram

  • @SamratTudu-o5l
    @SamratTudu-o5l Місяць тому

    Vala heichhi

  • @AbhilashRath-es6fi
    @AbhilashRath-es6fi 4 місяці тому +6

    Baijayant ku kuha bjd re misijau ebe

  • @muralikumbrika
    @muralikumbrika 4 місяці тому +1

    ତମର ଓଟିଭି ପାଲୁଥୁ

  • @kisku111
    @kisku111 4 місяці тому +5

    Adivasi minister hela pore tumo kon phatuchhi(bjd)

  • @bapimishra-sv4oz
    @bapimishra-sv4oz 3 місяці тому

    Jai shree jagannath 🙏

  • @rsweta
    @rsweta 4 місяці тому +6

    ମୋର ଅତିପ୍ରିୟର BJP media ଯେତିକି ସମୟ ତମେ opposition party କୁ roast କରିବାରେ ଲାଗିଛ ସେହି ମୂଲ୍ୟବାନ ସମୟରୁ କିଛି ସମୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସମସ୍ୟା ଗୁଡ଼ିକ ବୁଝି ଆମ ସରକାରଙ୍କ ପାଖରେ ପହଞ୍ଚାଇ ପାରିଲେ ଆମେ ଓଡ଼ିଶା ବାସୀ ଆପଣଙ୍କ ପାଖରେ ଚିରପ୍ରକୃତ ହୁଅନ୍ତୁ❤

  • @santushashda305
    @santushashda305 4 місяці тому

    I love CM sir Love you santal dil se full 🎉🎉🎉❤❤❤❤❤❤support

  • @PrakashkumarPradhan-eb4fl
    @PrakashkumarPradhan-eb4fl 4 місяці тому +8

    Hare otv bala tama CM ku kaha kn kari ba

  • @ramachsahoo1775
    @ramachsahoo1775 4 місяці тому

    ଏବକା ସରକାରରେ ଯିଏ ଆସିବେ ସେମାନେ କଣ ଏମାନଂକ ପରି ହେବେନାହିଁ, କଥାରେ କହିଛି, ଯାହାକୁ ତଦେଖିବୁ ଦେଖ୍, ସବୁ ମା .... ହା ଏକ୍।

  • @sidharthnaik1712
    @sidharthnaik1712 4 місяці тому +4

    A chanel bala nku laja sarama boli kichi nhi

  • @somanathparida8333
    @somanathparida8333 3 місяці тому

    Pranam new CM

  • @Dillip896
    @Dillip896 4 місяці тому +7

    ମାଝୀ ଆଦିବାସୀ କୁ ହାଣ୍ଡିଆ ଆଉ କୁର୍କୁଟି ଦିଅ 😮😮😮😮😮😮

    • @sureshojha9040
      @sureshojha9040 4 місяці тому +2

      ସରଳତା ର ଫାଇଦା ଉଠାଅନି

    • @Travelwithuttam-hz6zl
      @Travelwithuttam-hz6zl 4 місяці тому

      To chehera dek be there sala chuchundra muha

    • @Ramachadra3639
      @Ramachadra3639 4 місяці тому

      କିଏ ମନାକଲା😂😂😂କୁକୁର୍ଟି କଣ ଭାଇ ଜାଣିନାହିଁ ଟିକେ କହିବ

    • @pratapchandrasoren719
      @pratapchandrasoren719 4 місяці тому

      Kurkuti ku G I Tag milichi odishare

    • @devinainagmingyt8551
      @devinainagmingyt8551 4 місяці тому

      Oho tme kn handia piunoo

  • @manojku.behera5416
    @manojku.behera5416 2 місяці тому

    Nice oTV😊😊😊

  • @SalamanPradhanPradhan
    @SalamanPradhanPradhan 4 місяці тому +2

    BJP 😂😂😂😂😅😅😅

  • @desiheros7181
    @desiheros7181 2 місяці тому

    ସତରେ ଭାଇନା ଆପଣ ଯେବେ ଠାରୁ ଏଇ ନ୍ୟୁଜ୍ ଫ୍ୟୁଜ୍ ର ମଙ୍ଗ ଧରିଛନ୍ତି ଲାଗୁଛି କାମଧନ୍ଦା ନଥିବା ଲୋକ ଗୋଟେ ଆସି ଅଲଣା କଥା କହି ପଚର ପଚର ହେଉଛି ।

  • @dibakarpanigrahy9369
    @dibakarpanigrahy9369 Місяць тому

    Excellent presentation 👌🌹

  • @muodiajhiasneha
    @muodiajhiasneha 4 місяці тому

    ଆଗରୁ କେବେ ମା କୁ ପଚାରୁନଥିବ ଏବେ ମୂର୍ଖମନ୍ତ୍ରୀ ହେଲା ପରେ ମାତୃପ୍ରେମ କରୁଛି

    • @pratapsahu4819
      @pratapsahu4819 4 місяці тому

      ତୁ ତ ଆଗରୁ ସବୁ ଦେଖିଛୁ ଆଉ...

    • @muodiajhiasneha
      @muodiajhiasneha 4 місяці тому

      @@pratapsahu4819 ଓଃ ନହେଲେ ତୁ ଦେଖିଛୁ

    • @muodiajhiasneha
      @muodiajhiasneha 4 місяці тому

      ​@@pratapsahu4819 ମୁଁ ନ ଦେଖିଲେ କଣ ହେଲା ତୁ ଦେଖିଛୁ ତ ସେତିକି କାଫି

  • @madhusmitapradhan2235
    @madhusmitapradhan2235 4 місяці тому

    Nabin sir Great

  • @SMP590
    @SMP590 4 місяці тому

    ଗଣ ଶିକ୍ଷା ମନ୍ତ୍ରୀ ପୁଜା କରୁଛନ୍ତି ଆଉ ପାଖରେ କିଛି ମୁର୍ଖ ଅଭଦ୍ର ଚେୟାର୍ ରେ ବସିଛନ୍ତି.... ଏହା ଭଗବାନଙ୍କ ଅପମାନ ନୁହେଁ କି ......

  • @amulyaacharya9752
    @amulyaacharya9752 4 місяці тому

    ଭୋକ ହବନି ରେ ନାରଣ ତମେ କଣ ଜାଣିନ କି ଏ ଏଲେକ୍ସନ ରେ ପରା bjd ବାଲା ଭୋକ ହଜେଇ ଦେଇଥିଲେ ଏବେ ଆଉ ଚିନ୍ତା ନାହିଁ ଯୋଉଟା କେବେ ଭାବି ନ ଥିଲେ ସେଟାବି ମିଳିଲା ସେ ଏବେ bjd ର ଭୋକ ହଜେଇବାକୁ ଅଣ୍ଟା ଭିଡ଼ିବେ ନା