Opposition Heavyweights Can't Stop BJD's Victory In Kendrapara: BJD Leader VK Pandian

Поділитися
Вставка
  • Опубліковано 26 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #VKPandian #NaveenPatnaik #BJD #Kendrapara

КОМЕНТАРІ • 198

  • @erpankaj8463
    @erpankaj8463 Місяць тому +6

    BJD hatiba Pandu hatiba Odisha hasiba

  • @Anirudh-590
    @Anirudh-590 Місяць тому +6

    ନବୀନଙ୍କ ରାଇଜରେ, ସାଢେ ୪ କୋଟି ଓଡିଶାବାସୀ ରହିଛନ୍ତି ଖୁସିରେ । ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ।

    • @bibhutisahoo1035
      @bibhutisahoo1035 Місяць тому

      Bhai population badhichi 4 ru 6 koti loka ..plz edit 😂

  • @GuruMajhi-
    @GuruMajhi- Місяць тому +8

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

    • @aquaculture151
      @aquaculture151 Місяць тому

      Dakhya sasan karuthiley Abey pandiyan odishaku lootineleni, Nabin Babu brudha ,bachala hoegaleni,hatagoda achala helani,Peta fuligalani Kan pandu kalapahada hatarey Odisha ku tekidei soebey,

  • @Anirudh-590
    @Anirudh-590 Місяць тому +5

    ପ୍ରତିଟି ଜୀବନ ମୂଲ୍ୟବାନ । ସମସ୍ତଙ୍କ ଯତ୍ନ ନେଉଛନ୍ତି ନବୀନ । ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @Sipun303
    @Sipun303 Місяць тому +5

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @GuruMajhi-
    @GuruMajhi- Місяць тому +8

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

    • @pauldigi8867
      @pauldigi8867 Місяць тому

      Amo cm kn pandian

    • @aquaculture151
      @aquaculture151 Місяць тому

      Dhoka re, hariloot re, prachara ,prasararey agarey, Nabin, pandian chhada Odisha bhasijiba ta

  • @SuniSethi88
    @SuniSethi88 Місяць тому +5

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @SuniSethi88
    @SuniSethi88 Місяць тому +7

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @LataNani833
    @LataNani833 Місяць тому +4

    ଗାଁକୁ ଗଡୁଛି ବିକାଶର ବସ୍ । ଫିଟୁଛି ଅପହଞ୍ଚ ଇଲାକାକୁ ବାଟ । ଗାଁ ଗାଁକୁ ରାସ୍ତା ଓ ଗମନାଗମନରେ ସୁବିଧା ଆଣିଛନ୍ତି ଆମ ନବୀନ ସରକାର ।

  • @SusamaPradhan711
    @SusamaPradhan711 Місяць тому +1

    ଓଡିଶାର କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ହେବା ଦ୍ବାରା ଓଡିଶାର ଶିକ୍ଷିତ ଯୁବକ ମାନେ କେହି ଆଉ ବେକାର ରହିବେ ନାହିଁ ସମସ୍ତେ ଖୁସିରେ ନିଜ ପରିବାର ପ୍ରତିପୋଷଣ କରି ସୁଖ ଶାନ୍ତିରେ ରହିବେ । ତେଣୁ ଶଙ୍ଖ ଚିହ୍ନରେ ମୋହର ମାରିବା।💚💚💚💚💚💚💚

  • @nileshdas9404
    @nileshdas9404 Місяць тому +1

    କେନ୍ଦ୍ରାପଡ଼ା ର ସାଂସଦ ଙ୍କୁ ନବୀନ ବାବୁ ନିର୍ବାଚନ ବିଜୟ କରାଇ ଥିଲେ କେବଳ କେନ୍ଦ୍ରାପଡ଼ା ର ଉନ୍ନତି କରେଇବା ପାଇଁ,ହେଲେ ସାଂସଦ ମହୋଦୟ କେନ୍ଦ୍ରାପଡ଼ା ର ଉନ୍ନତି କରିବା ବଦଳ ରେ ନିଜର ଉନ୍ନତି ପାଇଁ ଲାଗି ପଡ଼ିଲେ ।

  • @nileshdas9404
    @nileshdas9404 Місяць тому +1

    କେନ୍ଦ୍ରାପଡ଼ା ର ଉନ୍ନତି ପାଇଁ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଦେଶକୁ ଯାଇ ବିଶ୍ୱ ର ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ ର ମାଲିକ ଙ୍କ ସହ କଥା ହୋଇ କେନ୍ଦ୍ରାପଡ଼ା ରେ ଷ୍ଟିଲ ପ୍ଲାଣ୍ଟ ଖୋଲିବାର ଯୋଜନା କୁ ଆଲୋଚନା କରି ଆସିଛନ୍ତି ।

  • @nileshdas9404
    @nileshdas9404 Місяць тому +1

    ଓଡିଶାରେ ଷ୍ଟିଲ ପ୍ଲାଣ୍ଟ ହେବା ଦ୍ବାରା ଓଡିଶାର ଶିକ୍ଷିତ ମାନେ କେହି ଆଉ ବେକାର ରହିବେ ନାହିଁ ସମସ୍ତେ ଖୁସି ଖୁସି ରେ ନିଜ ପରିବାର ପ୍ରତିପୋଷଣ କରି ସୁଖ ଶାନ୍ତି ରେ ରହିବେ ।

  • @nileshdas9404
    @nileshdas9404 Місяць тому +1

    ବିରୋଧୀ ଦଳ ବିଜେଡି ଦଳର ଲୋକ ସମର୍ଥନ ତଥା କୋଟି କୋଟି ଜନତାଙ୍କ ର ବିଜେଡି ପ୍ରତି ରହିଥିବା ପ୍ରେମ ଦେଖି ସେମାନେ ବାହାରୁ ନେତା ମାନଙ୍କୁ ଆଣି ବୁଝାଇବାରେ ଲାଗିଛନ୍ତି ।

  • @nileshdas9404
    @nileshdas9404 Місяць тому +2

    ଯିଏ ଆମକୁ ଖାଦ୍ୟ ର ଅଭାବ ନ ହେବା ପାଇଁ ମାଗଣା ରେ ଚାଉଳ ଯୋଗେଇ ଦେଉଛି ତାକୁ ବା ଆମେ କିପରି ଭୁଲି ପାରିବା ।

    • @dipundas7924
      @dipundas7924 Місяць тому

      Bala jogauchha nty murkha sala

  • @nileshdas9404
    @nileshdas9404 Місяць тому +1

    କେନ୍ଦ୍ରାପଡ଼ା ବାସୀଙ୍କ କଣ୍ଠ ରୁ ନିଶୃତ ସ୍ୱର ରୁ ଆମ ବିଜେଡି ସୁପ୍ରିମୋ ଙ୍କ ପ୍ରତି ଥିବା ଭଲ ପାଇବା ସ୍ପଷ୍ଟ ଜାଣି ହେଉଛି ।

  • @PratikDas-zs3zw
    @PratikDas-zs3zw Місяць тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @nileshdas9404
    @nileshdas9404 Місяць тому +1

    କେନ୍ଦ୍ରାପଡ଼ା ରେ ହୋଇଥିବା ଶୋଭା ରେ ଦେଖା ଯାଉଥିବା ଗହଳି କୁ ଜନ ସମୁଦ୍ର ବୋଲି ସମ୍ବୋଧନ କରିଛନ୍ତି ଆମ ପ୍ରିୟ ପାଣ୍ଡିଆନ ବାବୁ ।

  • @sanjukta_sethi
    @sanjukta_sethi Місяць тому

    ନବୀନ ବାବୁଙ୍କ ୨୪ ବର୍ଷର ସ୍ଥିର ଶାସନ ବଳରେ ଆଜି ଏହା ସମ୍ଭବ ହୋଇ ପାରିଛି।

  • @nileshdas9404
    @nileshdas9404 Місяць тому +1

    ଓଡ଼ିଶା ର ଉନ୍ନତି ପାଇଁ କେବଳ ନବୀନ ପଟ୍ଟନାୟକଙ୍କ ଅବଦାନ ଅୁଳନୀୟ ରହିବା ଛଡ଼ା ଆଉ ଅନ୍ୟ କୌଣସି ଦଳ ର ଅବଦାନ କିଛି ବି ନାହିଁ ।

  • @sanjukta_sethi
    @sanjukta_sethi Місяць тому

    ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେଇ ଚାଲିଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ।

  • @SusamaPradhan711
    @SusamaPradhan711 Місяць тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏକ ମାତ୍ର ଭାରତ ବର୍ଷରେ ଆଞ୍ଚଳିକ ଦଳ ଯେଉଁ ଦଳ ସୃଷ୍ଟି ଠାରୁ ଆଜି ପର୍ଯ୍ୟନ୍ତ ପରାଜିତ ହୋଇ ନାହିଁ କି ହେବ ନାହିଁ। ଏହା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ହୋଇ ପାରିଛି।

  • @jasaswiniswain3783
    @jasaswiniswain3783 Місяць тому

    ଓଡ଼ିଶା ବାସୀଙ୍କ ସୁଖ ଦୁଃଖର ସାଥି ବିଜୁ ଜନତା ଦଳ ସେଥିପାଇଁ ହିଁ ଏତେ ଲୋକଙ୍କର ସମର୍ଥନ ଅଛି।

  • @rajendrakumarmohanty1026
    @rajendrakumarmohanty1026 Місяць тому

    କେନ୍ଦ୍ରାପଡ଼ା କୁ ବିଜେପି ଯେତେ ତାଙ୍କର ନେତା ଆଣିବା କଥା ଆଣନ୍ତୁ କିନ୍ତୁ କେନ୍ଦ୍ରାପଡ଼ା ବାସୀ ଜାଣିଛନ୍ତି ତାଙ୍କର ପ୍ରିୟ କେବଳ ଜଣେ ସେ ହଉଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସେବାରେ ସମର୍ପି ଦେଇଛନ୍ତି।

  • @user-we2ow5ip6s
    @user-we2ow5ip6s Місяць тому

    5Tଅଧ୍ୟକ୍ଷ କେନ୍ଦ୍ରାପଡ଼ା ବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେପି ଦଳର କୁମ୍ଭୀର କାନ୍ଦଣାରେ ନଭୂଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁଶଙ୍ଖଚିହ୍ନରେ ଭୋଟ ଦିଅ ନ୍ତୁ ।

  • @SusamaPradhan711
    @SusamaPradhan711 Місяць тому

    ଆଜି କେନ୍ଦ୍ରାପଡାରେ ନିର୍ବାଚନୀ ସଭାରେ ଲୋକଙ୍କ ଭିଡ଼ ଦେଖି ବିଜେଡି ନେତା ଶ୍ରୀ ପାଣ୍ଡିଆନ ସାର ଜନ ସମୁଦ୍ର ବୋଲି ଆଖ୍ୟା ଦେଇଛନ୍ତି, ଯାହା କେନ୍ଦ୍ରାପଡା ବାସି ଅଧିକ ପ୍ରଭାବିତ ହୋଇଛନ୍ତି।

  • @SusamaPradhan711
    @SusamaPradhan711 Місяць тому

    ଓଡ଼ିଶାର କୋଟି କୋଟି ଜନତାଙ୍କର ବିଜେଡି ଦଳର କାର୍ତ୍ତିକ ପାଣ୍ଡିଆନ ଙ୍କ ପ୍ରତି ରହିଥିବା ଜନ ସମର୍ଥନ ଦେଖି ରାଜ୍ୟ ବିଜେପି ଦଳ ବାହାରୁ ନେତା ମାନଙ୍କୁ ଆଣି ନିର୍ବାଚନ ପ୍ରଚାର କରିବା ଆରମ୍ଭ କରିଛନ୍ତି।

  • @jasaswiniswain3783
    @jasaswiniswain3783 Місяць тому

    ଓଡ଼ିଶା ବାସୀଙ୍କ ପ୍ରତି ଥିବା କର୍ତ୍ତବ୍ୟ ଆଦର୍ଶ ପାଳନ କରୁଛନ୍ତି ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।

  • @rajendrakumarmohanty1026
    @rajendrakumarmohanty1026 Місяць тому

    ନବୀନ ବାବୁ ଓଡିଶା ବାସୀ ଙ୍କୁ ଏତେ ଭଲ ପାଇବା ଦେଇଛନ୍ତି ଲୋକ ମାନେ ତାଙ୍କୁ କେବେହେଲେ ଭୁଲିବେ ନାହିଁ |

  • @sanjukta_sethi
    @sanjukta_sethi Місяць тому

    ଓଡ଼ିଶା ର ବିକାଶ କେବଳ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହିଁ ସମ୍ଭବ ହେଇ ପାରିଛି।

  • @itschinmayeepradhan3633
    @itschinmayeepradhan3633 Місяць тому

    ଓଡ଼ିଶା ବାସୀଙ୍କର ଉନ୍ନତି ପାଇଁ କେବଳ ନବୀନ ପଟ୍ଟନାୟକଙ୍କ ଅବଦାନ ଅୁଳନୀୟ ରହିଛି ଆଉ ଅନ୍ୟ କୌଣସି ଦଳ ର ଅବଦାନ କିଛି ବି ନାହିଁ ।

  • @SusamaPradhan711
    @SusamaPradhan711 Місяць тому

    କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାର ଯେଉଁ ଯେଉଁ ଜାଗାକୁ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି ଲୋକେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇ ତାଙ୍କୁ ସ୍ୱାଗତ ଜଣାଉଛନ୍ତି। ଏହା ବିରୋଧୀ ବିଜେପି ଦଳ ଦେଖି ସହି ପାରୁ ନାହିଁ।

  • @PratikDas-zs3zw
    @PratikDas-zs3zw Місяць тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଆଜି 5T ସଚିବ ଙ୍କୁ ସାଧାରଣ ଜନତା ଙ୍କୁ ଭଲ ପାଇବା ଶିଖାଇଛି!

  • @rajendrakumarmohanty1026
    @rajendrakumarmohanty1026 Місяць тому

    ନବୀନ ବାବୁ ଙ୍କ ପରି ମୁଖ୍ୟମନ୍ତ୍ରୀ ପାଇ ଓଡିଶା ବାସୀ ବହୁତ ଖୁସି ଅଛନ୍ତି |

  • @itschinmayeepradhan3633
    @itschinmayeepradhan3633 Місяць тому

    ଓଡ଼ିଶାର କୋଟି କୋଟି ଜନତାଙ୍କର ବିଜେଡି ଦଳର କାର୍ତ୍ତିକ ପାଣ୍ଡିଆନ ଙ୍କ ପ୍ରତି ରହିଥିବା ଜନ ସମର୍ଥନ ଦେଖି ରାଜ୍ୟ ବିଜେପି ଦଳ ବାହାରୁ ନେତା ମାନଙ୍କୁ ଆଣି ପ୍ରଚlର କରିବା ଆରମ୍ଭ କରିଛନ୍ତି।

  • @user-we2ow5ip6s
    @user-we2ow5ip6s Місяць тому

    କେନ୍ଦ୍ରାପଡ଼ାଠାରେ 5Tଅଧ୍ୟକହିଛନ୍ତି କେନ୍ଦ୍ରରୁ ଯେତେ ନେତା ମନ୍ତ୍ରୀମାନେ ଆସିଲେ ସମସ୍ତେପଚାରିଲେ ନବୀନବାବୁ ଆପଣଙ୍କ ଦେହ କେମିତି ଅଛି 'ସମସ୍ତେ ଗୋଟିଏ କଥା କହି ଲେ ବୈଜୟନ୍ତ ପଣ୍ଡା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଖରାପ୍ ଅଛି ।

  • @SusamaPradhan711
    @SusamaPradhan711 Місяць тому

    ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଓ ଓଡ଼ିଶା ବାସୀଙ୍କ ଆଶୀର୍ବାଦରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ କରିବେ।ସେହି ଦିନ ଓଡ଼ିଶା ବାସୀଙ୍କ ପାଇଁ ଗୌରବର ଦିନ ହେବ।

  • @sanjukta_sethi
    @sanjukta_sethi Місяць тому

    ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପାଇଁ ଯେଉଁ ସ୍ଥାନରେ ବି ନିର୍ବାଚନ ହେବ ସେଠାରେ ବି bjd ବାଜିମାତ୍ କରିବ l

  • @jasaswiniswain3783
    @jasaswiniswain3783 Місяць тому

    ବିରୋଧୀ ଦଳ ସବୁ ସମୟରେ ଚକ୍ରାନ୍ତ ରଚି ଚାଲିଛି କିନ୍ତୁ ତାହାର ପ୍ରଭାବ ପଡ଼ୁନାହିଁ ଆମ ରାଜ୍ୟ ବାସୀଙ୍କ ଉପରେ।

  • @rajendrakumarmohanty1026
    @rajendrakumarmohanty1026 Місяць тому

    ନବୀନ ବାବୁ ଙ୍କୁ ଓଡିଶା ବାସୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାଁହୁଛନ୍ତି |

  • @sujaypatra1729
    @sujaypatra1729 Місяць тому

    ବିଶ୍ୱରେ ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡାରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି.ବିଶ୍ୱରେ ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡାରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି.

  • @sanjukta_sethi
    @sanjukta_sethi Місяць тому

    ବିଜେପି କାଲି ବି ଏଭଳି ଅପପ୍ରଚାର କରୁଥିଲା ଆଜି ବି କରୁଛି। କାଲି ବି ହାରିଥିଲା ଆଗାମୀ ଦିନରେ ବି ହାରିବ l

  • @PratikDas-zs3zw
    @PratikDas-zs3zw Місяць тому

    ଓଡିଶା ବାସୀ ଙ୍କ ପାଇଁ ଆଜି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଜଣେ ଆଦର୍ଶ ରାଜନେତା ହିସାବ ରେ ଗ୍ରହଣୀୟ ହୋଇ ସାରିଛନ୍ତି!

  • @sanjukta_sethi
    @sanjukta_sethi Місяць тому

    ନବୀନ ବାବୁ ସବୁବେଳେ ଲୋକମାନଙ୍କର ମଙ୍ଗଳ ପାଇଁ କାମ କରିଆସୁଛନ୍ତି ସେଥିପାଇଁ ସମସ୍ତ ଲୋକ ବିଜେଡି କୁ ହିଁ ବହୁତ ଭଲ ପାନ୍ତି |

  • @rajendrakumarmohanty1026
    @rajendrakumarmohanty1026 Місяць тому

    ନବୀନ ବାବୁ ସାରା ପୃଥିବୀର ଏକ ନମ୍ବର ମୁଖ୍ୟମନ୍ତ୍ରୀ |

  • @SusamaPradhan711
    @SusamaPradhan711 Місяць тому

    ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭାରେ ଯେଉଁ ଭଳି ଜନ ସମୁଦ୍ର ଦେଖିବାକୁ ମିଳିଥିଲା ବିରୋଧୀ ଦଳର ନିଦ ହଜିଯିବ।

  • @jasaswiniswain3783
    @jasaswiniswain3783 Місяць тому

    ଆଜି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଯେଉଁ ଭଳି ଜନ ସମୁଦ୍ର ଦେଖିବାକୁ ମିଳିଛି ଏହା ବିରୋଧୀଙ୍କ ନିଜ ହଜି ଯାଉଥିବ।

  • @jasaswiniswain3783
    @jasaswiniswain3783 Місяць тому

    ଯିଏ ଯେଉଁଠୁ ଆସନ୍ତୁ ନାଁ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗରେ କିଛି ନୁହେଁ।

  • @SusamaPradhan711
    @SusamaPradhan711 Місяць тому

    ବିଜୁ ଜନତା ଦଳର ସରକାର ସମୟରେ ଓଡ଼ିଶା ବାସୀ ବହୁତ ଖୁସି ଓ ଆନନ୍ଦରେ ଜୀବନ ଯାପନ କରୁଛନ୍ତି।ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ନବୀନ ସରକାର।

  • @jasaswiniswain3783
    @jasaswiniswain3783 Місяць тому

    ଶାସନ ନୁହେଁ ସେବାରେ ବିଶ୍ଵାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ଯିଏ ଯେଉଁଠୁ ଆସନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକ ପ୍ରିୟତା ଆଗରେ ସେମାନେ କିଛିବି କରିପାରିବେ ନାହିଁ l

  • @sanjukta_sethi
    @sanjukta_sethi Місяць тому

    ନବୀନ ବାବୁଙ୍କ କାର୍ଯ୍ୟ କାଳ ରେ ଓଡ଼ିଶା ର ବିକାଶ କୁ ଯୁଗେ ଯୁଗେ ଓଡ଼ିଶା ବାସି ମନେରଖିବେ।

  • @itschinmayeepradhan3633
    @itschinmayeepradhan3633 Місяць тому

    କୋଟି କୋଟି ଜନତାଙ୍କ ର ବିଜେଡି ପ୍ରତି ରହିଥିବା ଜନ ସମର୍ଥନ ଦେଖି ପଦ୍ମ ଦଳ ବାହାରୁ ନେତା ମାନଙ୍କୁ ଆଣି ପ୍ରଚl ର କରୁଛନ୍ତି

  • @sanjukta_sethi
    @sanjukta_sethi Місяць тому

    ସ୍ୱାର୍ଥପର bjp କେବେ କାହାରି ହୋଇପାରିଲା ନାହିଁ ନା ନିଜ ଦଳର ଲୋକଙ୍କ ସହ ନା ସାଧାରଣ ଜନତାଙ୍କ ସହ।

  • @PratikDas-zs3zw
    @PratikDas-zs3zw Місяць тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶା ସବୁ କ୍ଷେତ୍ରରେ ସଫଳତାର ପାହାଚ ଛୁଇଁ ପାରିଛି ଓଡ଼ିଶାରେ ସବୁବଳେ ନବୀନ ଙ୍କ ଇଞ୍ଜିନି ଚାଲିବ l

  • @SusamaPradhan711
    @SusamaPradhan711 Місяць тому

    ଓଡ଼ିଶା ବିରୋଧୀ ବିଜେପି ଦଳର ନେତାମାନେ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ରାଗ ରଖିଛନ୍ତି ,କାରଣ ସେ ଏଭଳି ନେତା ପ୍ରତ୍ୟହ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବା ଏବଂ ସମାଧାନ କରିବା ତାଙ୍କର ନିତିଦିନିଆ କାର୍ଯ୍ୟକ୍ରମ। ସେଥିପାଇଁ ଓଡ଼ିଶା ବାସୀ ପାଣ୍ଡିଆନ ଙ୍କୁ ଭଲ ପାଆନ୍ତି।

  • @rajendrakumarmohanty1026
    @rajendrakumarmohanty1026 Місяць тому

    ଓଡିଶା ର ବିକାଶ ପଥ କୁ ନବୀନ ବାବୁ ବହୁତ ଆଗକୁ ନେଇଛନ୍ତି |

  • @sanjukta_sethi
    @sanjukta_sethi Місяць тому

    ସମୟ ଆସିବ ସାରା ରାଜ୍ୟରୁ ହିଁ ବଜେପି ନିଜର ସର୍ତ୍ତା ହରେଇବ।

  • @user-we2ow5ip6s
    @user-we2ow5ip6s Місяць тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜୟନ୍ତ ପଣ୍ଡାଙ୍କୁ ଦୁଇଥର ବିଜୁ ଜନତା ଦଳରେ ସୁଯୋଗ ଦେଇ ଥିଲେ ସେ ଓଡ଼ିଶା ମାଟି ପାଇଁ ପୁଞ୍ଜିନିବେଶ କରିବେ ବୋଲି କିନ୍ତୁ ସେ ନିଜ କୋମ୍ପାନୀ ପାଇଁ ପୁଞ୍ଜି ସଂଗ୍ରହ କଲେ ।

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ଓଡ଼ିଶା ବାସୀ ଙ୍କ ଆଶୀର୍ବାଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ 9ତାରିଖରେ ଶପଥ ଗ୍ରହଣ କରିବେସେହି ଦିନ ଓଡ଼ିଶା ବାସୀଙ୍କ ପାଇଁ ଗୌରବ ର ଦିନ ହେବ!

  • @jasaswiniswain3783
    @jasaswiniswain3783 Місяць тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟି ପାଇଁ ଓଡ଼ିଶାରେ ସଫଳତା ପରେ ସଫଳତା ପାଇ ଚାଲିଛି।

  • @user-we2ow5ip6s
    @user-we2ow5ip6s Місяць тому

    ବୈଜୟ ନ୍ତ୍ର ପଣ୍ଡାଙ୍କୁ ବିଜେଡି ଦଳରୁ ବହିସ୍କାର କରିବାପରେ 'ସେ ପ୍ରତିଷୋଧ ପରାୟଣ ହୋଇଉଠିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ପ୍ରଚାର କଲେ ।

  • @jasaswiniswain3783
    @jasaswiniswain3783 Місяць тому

    ନବୀନ ବାବୁଙ୍କ ଭିନ୍ନ ଭିନ୍ନ ନିଷ୍ପତ୍ତି ପାଇଁ ଖାଲି କ'ଣ ଓଡ଼ିଶାରେ ବିଶ୍ଵରେ ପ୍ରଶଂସା ପାଉଛନ୍ତି।

  • @itschinmayeepradhan3633
    @itschinmayeepradhan3633 Місяць тому

    ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ପୁଣି ଥରେ ଓଡିଶାରେ ସରକାର ଗଠନ କରିବା ପାଇଁ ଆଗେଇ ଚାଲିଛି ।

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି l

  • @user-we2ow5ip6s
    @user-we2ow5ip6s Місяць тому

    କେ ନ୍ଦ୍ରାପଡ଼ାଠାରେ ଜନସମୁଦ୍ର ଦେଖି କାର୍ତ୍ତିକ ପାଣ୍ଡିଆନ ଜାଣିପାରିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ରାପଡବାସୀଙ୍କର ସମ୍ପୂର୍ଣ୍ଣ ଆର୍ଶି ବାଦ ରହିଛି ।

  • @jasaswiniswain3783
    @jasaswiniswain3783 Місяць тому

    କେନ୍ଦ୍ରାପଡ଼ା ଲୋକଙ୍କ ଜନସମର୍ଥନ ଦେଖି ବିଜୁ ଜନତା ଦଳ ପ୍ରତି ବିଶ୍ଵାସ ଓ ଭରସା ସେତିକି ରହିଛି।

  • @itschinmayeepradhan3633
    @itschinmayeepradhan3633 Місяць тому

    ସ୍ୱାର୍ଥ ବାଦୀ ବୈଜୟନ୍ତ ପଣ୍ଡାଙ୍କୁ ଦୁଇଥର ବିଜୁ ଜନତା ଦଳରେ ସୁଯୋଗ ଦେଇ ଥିଲେ ସେ ଓଡ଼ିଶା ମାଟି ପାଇଁ ପୁଞ୍ଜିନିବେଶ କରିବେ ବୋଲି କିନ୍ତୁ ସେ ନିଜ କୋମ୍ପାନୀ ପାଇଁ ପୁଞ୍ଜି ସଂଗ୍ରହ କଲେ ।

  • @sanjukta_sethi
    @sanjukta_sethi Місяць тому

    ଓଡ଼ିଶାବାସୀ ଠିକ ଜାଣିସାରିଲେଣି ଯେ, ବିଜେପି ବାଲାଙ୍କର ଲୋକଙ୍କ ବିକାଶ ଚିନ୍ତା କେବଳ ପ୍ରଚାରରେ ସୀମିତ |

  • @itschinmayeepradhan3633
    @itschinmayeepradhan3633 Місяць тому

    ବୈଜୟନ୍ତ ପଣ୍ଡା କାର୍ଯ୍ୟ କୁ ଭିକେ ପାଣ୍ଡିଆନ ବାବୁ ସିଧା ସଳଖ ଜବାବ ଦେଇଛନ୍ତିକେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ l

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ବିଜୁ ଜନତା ଦଳ ଏକ ମାତ୍ର ଭାରତ ବର୍ଷ ରେ ଆଞ୍ଚଳିକ ଦଳ ଯିଏ ସୃଷ୍ଟି ଠାରୁ ଆଜି ପର୍ଯ୍ୟନ୍ତ ପରାଜିତ ହୋଇ ନାହିଁ କି ହେବ ନାହିଁ!

  • @itschinmayeepradhan3633
    @itschinmayeepradhan3633 Місяць тому

    ପ୍ରତ୍ୟହ ସାଧାରଣ ଜନତା ଙ୍କ ଅଭିଯୋଗ ଶୁଣିବା ଏବଂ ସମାଧାନ କରିବା ଭିକେ ପାଣ୍ଡିଆନ ଙ୍କ ସାମାଜିକ ଜୀବନ ର ଅଂଶ I

  • @jitendrapradhan7655
    @jitendrapradhan7655 Місяць тому

    Jay Jagannath 🙏🌹🙏🌹🙏

  • @jasaswiniswain3783
    @jasaswiniswain3783 Місяць тому

    ସେହି ବିରୋଧୀ ଦଳ କେବଳ ନିଜ ଦୋଷ ଅନ୍ୟ ଉପରେ ଲଦିବା ଭଲସେ ଜଣା ଆଉ କିଛି ଜଣା ନାହିଁ।

  • @trilochanjena2531
    @trilochanjena2531 Місяць тому +1

    I think opposition win very smoothly 😂 nhale mu tamilnadu jibi

  • @jasaswiniswain3783
    @jasaswiniswain3783 Місяць тому

    ଆମ ଓଡ଼ିଶାର ଜନପ୍ରିୟ ଦଳ ବିଜୁ ଜନତା ଦଳ।

  • @sujaypatra1729
    @sujaypatra1729 Місяць тому

    କେନ୍ଦ୍ରାପଡାରେ 5 ଟି ଅଧକ୍ଷ ବିଜେଡ଼ି ନେତା ଭି କେ ପାଣ୍ଡିଆନ ସାର ନିର୍ବାଚନ ପ୍ରଚାର କରିବା ପାଇଁ ଆସିଛନ୍ତି..

  • @PratikDas-zs3zw
    @PratikDas-zs3zw Місяць тому

    ଓଡ଼ିଶାରେ କେବଳ ଆଉ କେବଳ ନବୀନ ଇଞ୍ଜିନ ।

  • @itschinmayeepradhan3633
    @itschinmayeepradhan3633 Місяць тому

    ପ୍ରତିଟି କ୍ଷେତ୍ରରେ ଓଡିଶାକୁ ଏକ ନମ୍ବର କରିବା ପାଇଁ ସବୁବେଳେ କାମ କରି ଚାଲିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ବାବୁ l

  • @sujaypatra1729
    @sujaypatra1729 Місяць тому

    ବିଶ୍ୱରେ ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡାରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି.

  • @sujaypatra1729
    @sujaypatra1729 Місяць тому

    ବିରୋଧୀଙ୍କ ମୁଁହରେ ଶକ୍ତଚାପୁଡ଼ା ମାରି ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.

  • @rajendrakumarmohanty1026
    @rajendrakumarmohanty1026 Місяць тому

    ଦେଶର ସବୁ କ୍ଷେତ୍ରରେ ପ୍ରଥମ ରାଜ୍ୟ ରୂପେ ଓଡିଶା କୁ କରିଛନ୍ତି |

  • @LataNani833
    @LataNani833 Місяць тому +4

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @PratikDas-zs3zw
    @PratikDas-zs3zw Місяць тому

    ଜଣେ ଜନସେବକ ହିସାବ ରେ ନିଜକୁ ଭି କେ ପାଣ୍ଡିଆନ ସାରା ଓଡିଶା ରେ କେବଳ ନୁହେଁ ସାରା ଦେଶ ରେ ପରିଚିତ କରି ପାରିଛନ୍ତି!

  • @itschinmayeepradhan3633
    @itschinmayeepradhan3633 Місяць тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ 9ତାରିଖରେ ଶପଥ ଗ୍ରହଣ କରିବେସେହି ଦିନ ଓଡ଼ିଶା ବାସୀଙ୍କ ପାଇଁ ଗୌରବ ର ଦିନ ହେବ!

  • @rajendrakumarmohanty1026
    @rajendrakumarmohanty1026 Місяць тому

    ନବୀନ ବାବୁ ସାରା ବିଶ୍ୱ ରେ ଓଡିଶା କୁ ଉପରେ ରଖିଛନ୍ତି |

  • @itschinmayeepradhan3633
    @itschinmayeepradhan3633 Місяць тому

    ନିଜର କ୍ଷମତା ହାସଲ ପାଇଁ ବିରୋଧୀ ଦଳର ନେତା ଓ ନେତ୍ରୀ ମନେ କେତେ ନିମ୍ନ ସ୍ତରକୁ ଯାଉଛନ୍ତି ତାହା ଅତି ଲଜ୍ୟା ଜନକ କଥା l

  • @itschinmayeepradhan3633
    @itschinmayeepradhan3633 Місяць тому

    ବିଶ୍ୱ ର ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ ର ମାଲିକ ଙ୍କ ସହ କଥା ହୋଇ କେନ୍ଦ୍ରାପଡ଼ା ରେ ଷ୍ଟିଲ ପ୍ଲାଣ୍ଟ ଖୋଲିବାର ଯୋଜନା କୁ ଆଲୋଚନା କରି ଆସିଛନ୍ତି ।

  • @SusamaPradhan711
    @SusamaPradhan711 Місяць тому

    ଆଜି କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନୀ ସଭାରେ ରାଜ୍ୟ ବିଜେପି ଦଳର ବିକାଶ ବିରୋଧୀ କାର୍ଯ୍ୟକୁ ସିଧା ସଳଖ ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

  • @hr_lyricals51
    @hr_lyricals51 Місяць тому +2

    Our CM Naveen Patnaik ❌ Pandu tamili ✅🤣

  • @user-we2ow5ip6s
    @user-we2ow5ip6s Місяць тому

    ବୈଜନ୍ତ ପଣ୍ଡା ପାର୍ଲା ମେଣ୍ଟରେ ଫାଇନାନ୍ସ କମିଟିର ଚେୟାରମେନ ହେବାପାଇଁ ଚେଷ୍ଟାକଲେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜୟନ୍ତ ପଣ୍ଡାଙ୍କର ବିଶ୍ଵାସ ଘାତକତା ପାଇଁ ମନା କଲେ । ସେ ଓଡ଼ିଶା ପାଇଁ ପୁଞ୍ଜିନିବେଶ ନ ଆଣି ନିଜ କୋମ୍ପାନୀ ର ପୁଞ୍ଜିନିବେଶ ପାଇଁ ଲାଗି ପଡ଼ିବେ ।

  • @sujaypatra1729
    @sujaypatra1729 Місяць тому

    କେନ୍ଦ୍ରାପଡାରେ ଲୋକଙ୍କ ଭିଡ଼ ଦେଖି ବିଜେଡ଼ି ନେତା ଶ୍ରୀ ପାଣ୍ଡିଆନ ସାର ଜନ ସମୁଦ୍ର ବୋଲି ଆଖ୍ୟା ଦେଇଛନ୍ତି, ଯାହା କେନ୍ଦ୍ରାପଡା ବାସି ଅଧିକ ପ୍ରଭାବିତ ହୋଇଛନ୍ତି.

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ପାଣ୍ଡିଆନ ସାହେବ ଯେଉଁଠାକୁ ଯାଉଛନ୍ତି ଲୋକେ ସ୍ୱତସ୍ଫୁର୍ତ୍ତ ଭାବେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇ ତାଙ୍କୁ ସ୍ୱାଗତ ଜଣାଉଛନ୍ତି l

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    ବିଜେପି ର ବିକାଶ ବିରୋଧୀ କାର୍ଯ୍ୟ କୁ ଭିକେ ପାଣ୍ଡିଆନ ବାବୁ ସିଧା ସଳଖ ଜବାବ ଦେଇଛନ୍ତିକେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ l

  • @rajendrakumarmohanty1026
    @rajendrakumarmohanty1026 Місяць тому

    କେନ୍ଦ୍ରାପଡ଼ା ର ବିକାଶ କରି କେଦ୍ରାପଡ଼ା ବାସୀ ଙ୍କୁ ଖୁସି ଦେଇଛନ୍ତି |

  • @rajibkumarnaik2932
    @rajibkumarnaik2932 Місяць тому

    Kebe heba steel plant

  • @JharanaraniPatra-ko8vr
    @JharanaraniPatra-ko8vr Місяць тому

    କେନ୍ଦ୍ରାପଡା ରେ ଦେଖା ଯାଉଥିବା ଜନ ଗହଳି କୁ ଦେଖି ବିରୋଧୀ ଦଳର ନେତାମାନଙ୍କ ର ନିଦ କୁଆଡେ ହଜି ଗଲାଣି,ଏଥିରୁ ବିଜେଡି ଦଳର ଲୋକ ସମର୍ଥନ ଜଣା ପଡୁଛି ।

  • @sujaypatra1729
    @sujaypatra1729 Місяць тому

    କେନ୍ଦ୍ରାପଡାରେ 1 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କେବଳ କେନ୍ଦ୍ରାପଡାରେ ନୂଆ ଷ୍ଟିଲ ପ୍ଲାଣ୍ଟ ପାଇଁ ଖର୍ଚ୍ଚ ହେବ.

  • @user-we2ow5ip6s
    @user-we2ow5ip6s Місяць тому

    ବୈଜୟନ୍ତ୍ର ପଣ୍ଡା ଓଡ଼ିଶାବାସୀ ଙ୍କ ପାଇଁ ବିଶ୍ୱାସଘାତକ ତାକରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡି ଦଳରୁ ବହିସ୍କାର କରିଥିଲେ ।