Hm aee bhali news dele tanka kasta b Anya mananka pakhare pahanchipariba au sahajya paiparibe Au ghara kali swami stree jhagada kie kaha ku dharila chhadila aguda pachhare time barbad Kari lava kn
Donate kara... Last re bank account details dia jaichi 4:50 re click kara Khali bhagwan bharasa chadile habani... Bhagwan tana bharasa basithibe..! Ki tame sahajya kariba Jete hei paruchi 10/20/30/50/100 donate kara
Sei ta katha.... Mun samastaka comment tale lekhuchi Sabu khali Hey Mahaprabhu, Hey Mahadev Banchei dia .. Kahuchanti Donate kehi karu nahanti Lokanka pakhare jete paisa sete lobha
Emiti kahiki loka nija kartavya ku munha modi chali jiba kuha jaee 👍👍 dekhiba kehi sahajya nakarantu tama pari side hoijaantu kemiti jhia ta ape ape bhala hoijiba
W u s t w u r my a Naya dekraha a bebukub a Naya dekraha a bebukub a Naya w a 😂bebukub h na ho jaye aur ek a Naya diganta 😂😂😂😂😂😂😂😂😂😂😂😂w a bebukub h na to be in touch and go for the first to be a Naya diganta h aise tu z,
ଧନ୍ୟବାଦ୍ ଭାସ୍କର ନ୍ୟୁଜ୍। ଭଲ ଲାଗିଲା ଏମିତି ଖବର ପ୍ରସାରଣ କରିକି କାହାର ଜୀବନ ବଞ୍ଚାଇବା ପାଇଁ ସୋହଜଗ କରିଥିବା ରୁ।
Please number dia
@@TapanGrahacharyavideo last re achhi
Hm aee bhali news dele tanka kasta b Anya mananka pakhare pahanchipariba au sahajya paiparibe
Au ghara kali swami stree jhagada kie kaha ku dharila chhadila aguda pachhare time barbad Kari lava kn
Tq bro
@@TapanGrahacharyavideo re Account number ochhi bhai
ହେ ପ୍ରଭୁ ଏ ଦୁନିଆରେ ସବୁଠାରୁ ଅକାମା ମଣିଷ ହେଉଛି ମୁଁ ମୋ ଜୀବନ ପଛେ ନେଇ ଯା କିନ୍ତୁ ଏ ଝିଅ ର ଜୀବନ ବଞ୍ଚେଇ ଦେ ପ୍ରଭୁ
Bhai emiti comment khali kale kichhi haba tama jadi kichhi help kari pariba ta hele kara video last re a/c number achhi
@@gamernoobsbk64a/c number kuha link re nahi
Phone pe number
ଭଗବାନ୍ ଙ୍କ ନିକଟରେ ଏତିକି ପ୍ରାର୍ଥନା ପ୍ରଭୁ ସେ ଭଉଣୀ ଙ୍କୁ ଶୀଘ୍ର ଭଲ କରିଦିଅ 🙏🙏
Prabhu kichhi karibeni amaku hi sabu help Kariba darkar ❤
ହେ ଭଗବାନ ତମେ ଏଇ ନିରୀହ ଝିଅ ଟିକୁ ଭଲ କରିଦିଅ... 🙏🏻ସବୁବେଳେ ଦୁଖୀ ଙ୍କ ଭାଗ୍ୟରେ ଦୁଃଖ ଲେଖା ହେଇଛି....😢🥹😭
ସମସ୍ତେ ସାହାଯ୍ୟ ର ହାତ ବଢ଼ାଇବେ ବୋଲି ମୋର ଆଶା🙌
Donate kara... Last re bank account details dia jaichi
ହର ହର ମହାଦେବ ଭଗବାନ ଆପଣ ଙ୍କ ଦେହ ଭଲ କରିଦିଅନ୍ତୁ
ନିର୍ବାଚନ ପ୍ରଚାର ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ କରି ଦରିଦ୍ର ଦୁଃଖି କୁ ସାହାଯ୍ୟ କରନ୍ତୁ ।
Rite
ଠିକ କଥା କହିଛନ୍ତି
ଭାଇ odisha ରେ BJD ଥିବା ପର୍ଯ୍ୟନ୍ତ odisha କିଛି ବି ଉନ୍ନତି ହେଇପାରିବ ନାହିଁ
Right Bhai
Right
ଭାସ୍କର ଟିଭି କୁ ବହୁତ ଧନ୍ୟବାଦ ଏଭଳି ସମାଚାର ଦେଖେଇ ଥିବା ରୁ
ଭଉଣୀ ଙ୍କୁ ଭଗବାନ ଶୀଘ୍ର ଭଲ କରି ଦିଅନ୍ତୁ 😭😭😭😭
ହେ ଭଗବାନ କି ନିଷ୍ଟୁର ତୁମେ
ତୁମେ ମୁକ୍ଷ ମନ୍ତ୍ରି ସାର ଙ୍କୁ ଦେଖା କଲେ ଭଲ ହୁଅନ୍ତା
ଯଦି ସରକାର ଏ ସମୟରେ କିଛି ସୁବିଧା କରି ପାରିବ ନାହିଁ ତାହାହେଲେ ସେମାନେ ଦେଶ ଓରାଜ୍ୟ ପାଇଁ କଣ କରିବେ ଥରୁଟିଏ ବିଚାର କର😂😂😂🙏🙏🙏😭😭😭 ହେ ପ୍ରଭୁ ମହାଦେବ ଏ ଛୋଟ ଝିଅଟିକୁ ଭଲ କରିଦିଅନ୍ତୁ
ଏ ଭଉଣି ପରି ବହୁତ ଛୋଟ ଝିଅ ମାନେ ବାହାରେ ବହୁତ୍ hairan hauchanti
ଭଉଣି ର ଜୀଵନ ବଞ୍ଚୁ ଭଗବାନ ସାହା ହୁଅ।
Donate kara... Last re bank account details dia jaichi
Khali bhagwan bharasa chadile habani
Bhai kauthi bank account diajaichi mu janiparuni mote provide kara mu kichi help karibi
ଆମେ କିଛି ସାହାଯ୍ୟ କରିବା ପାଇଁ ଚାହୁଁଚୁ ନମ୍ବର ଦିଅନ୍ତୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ସାନ ଭଉଣୀକୁ ଭଲ କରି ଦିଅନ୍ତୁ
Video last re achhi
Bank transfer kar diya no ta achhi vedio last re
ଭିଡିଓ ଲାଷ୍ଟ୍ ରେ ନମ୍ବର ଦିଅ ହେଇଛି
Kou bank ro account number, or taro name kn...?
Jay Jagannath...✨
@@devendra7682 Ramesh Chandra Naik. Indian bank
ନୂଆ ମୋହନ ସରକାର ଙ୍କୁ ଅନୁରୋଧ ଟିକେ ସାହାଯ୍ୟ ର ହାତ ବଢାନ୍ତୁ 🙏🙏🙏🙏🙏
ଅତି ଦୁଃଖର କଥା, କିନ୍ତୁ ଗୋଟେ କଥା ସତ ଯଦି ଜଣେ ଜଣେ ବ୍ୟକ୍ତି ୨ ଟଙ୍କା ଦିଅନ୍ତି ତାହେଲେ ପିଲାଟି ବଞ୍ଚିଯିବ, ଜଣେ ଜଣେ ବ୍ୟକ୍ତି ଯଦି ୨ ଟଙ୍କା ଦିଅନ୍ତି ତାହେଲେ କାହାକୁ ବି ବାଧିବନି
ଆମ ଏ ଓଡ଼ିଶା ସରକାର ଙ୍କ ଆଖିରେ କଣ ପଶିଯାଇଚିକି ଏ ସରକାର ଙ୍କୁ ଦେଖା ଯାଉନି ଆମ ଏ ଭଉଣୀ ଏମିତି ଅସୁବିଧାରେ ପଡ଼ିଛନ୍ତି ମୋର ବିଶ୍ୱାସ ଅଛି ଆମ ରାଣିପଣ୍ଡା ଦିଦି ଯଦି ଆମ ଏ ଭଉଣୀ ଙ୍କ କଥା ଶୁଣିବେ ତାହେଲେ ଏ କିଛିବି ସାହାଯ୍ୟ କରିବେ ମର ବିଶ୍ୱାସ ଅଛି
Kichi ta nije bhi donate kara... 30/40/50 jete hei paruchi
Khali Sarkar kana kariba
ଓଡ଼ିଶା ସରକାର ଦୟା କରି dhayna ଦିଅନ୍ତୁ ଏ ପରି ଗରିବ ଛୋଟ ପିଲା ଗୁଡିକ ବାହାରେ ଯାଇ କାମ କରୁଛନ୍ତି ତାଙ୍କୁ ଏ ଓଡ଼ିଶା ରେ କିଛି କାମ ଦିଅନ୍ତୁ
Hmm ama goan jhia ea satare GMT help Kariba darkar tk😢
Odisha sarkar chopa Kariba kichi karuni kete loka gariba loka kasta pauchanti asabu dekha jauni sarakar ku
@@Sikhasahu7093vauni apana nka insta id share karantu
@@sushreeblackheart1999 abe coc lagichi govt kichi karibani micha pratisruti deba chada au kichi govt janini
@@Sikhasahu7093apana nka gaon loka mane kichi help karantu tanku
ଏମିତି news ସବୁବେଳେ ଦେଖାନ୍ତୁ ଯାହା ଦ୍ଵାରା ବହୁ ଅସହାୟ ବ୍ୟକ୍ତି ଉପକୃତ ହେବେ❤🙏🙏🙏
Please ଯୋଉ ମାନେ ଯେତିକି ଦେଇପାରିବେ ଦିଅନ୍ତୁ
ହୁଏ ତ ଆପଣ ମାନଙ୍କ ର ଗୋଟେ ସାହାଯ୍ୟ ରେ ଗୋଟେ ଜୀବନ ବଂଚି ଜୀବ ୟା ଠୁ ବଡ଼ କଥା ଆଉ କଣ ହେଇ ପରେ ,,,
ପ୍ରଭୁଯୀଶୁ ତୁମକୁ ସୁସ୍ଥତା ଦିଅନ୍ତୁ ✝️ସତ୍ୟଭାମା ଭଉଣୀ ତୁମେ ଖୁଵଶୀଘ୍ର ଭଲହୋଇଯିବ, ଆମେ ତୁମ ନିମନ୍ତେ ପ୍ରାର୍ଥନା କରୁଛୁ, God bless you
God bless you
ହେ ପ୍ରଭୁ ଜଗନ୍ନାଥ ସବୁ ଠିକକରିଦିଅ ପ୍ରଭୁ
ଜୟ ଜଗନ୍ନାଥ
ସରକାର ଏମାନଙ୍କ ଚିକିତ୍ସା ପାଇଁ ଯାହା ଖର୍ଚ୍ଚ ହେଉଛି ସବୁ ଖର୍ଚ୍ଚ ଦିଅନ୍ତୁ।
Right❤❤❤bro
👍👍
ଭଗବାନ ଜଗନ୍ନାଥ ରାମ ହନୁମାନ ଙ୍କ ଦୟାରୁ ସମସ୍ତେ ଭଲରେ ରୁହନ୍ତୁ 😢😢😢😢
Sehi Banda bhagwan e sabu karichi
ଏହାର ଉତ୍ତର ପୁରା ଓଡ଼ିଶା ନବୀନ ସରକାର କୁ ମାଗୁଛି 😢😢 ଆଉକେତେ ଦିନ ପିଲାମାନେ ଦାଦନ ଖଟିବେ କୁହ.....
ଆମେ ଭଗବାନ କୁ ଡାକୁଛୁ ତାଙ୍କର ଦେହ ଭଲ ହଇଯାଉ 😭😭🙏🙏🙏
ମୁଖ୍ୟମନ୍ତ୍ରୀ ଓଡିଆ ବୁଝପାରୁନାହିଁନ୍ତି କି? ଅସୁବିଧା ସମୟ ରେ ଲୋକଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସାହାଯ୍ୟ କରାନ୍ତୁ।
Donate kara... Last re bank account details dia jaichi 4:50 re click kara
Khali bhagwan bharasa chadile habani... Bhagwan tana bharasa basithibe..! Ki tame sahajya kariba
Jete hei paruchi 10/20/30/50/100 donate kara
ଭଗବାନ ତମକୁ ଭଲ କରି ଦିଅନ୍ତୁ ହେ ପ୍ରଭୁ 🙏🏿🙏🏿🙏🏿
Donate kara... Last re bank account details dia jaichi
Khali bhagwan bharasa chadile habani
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ବାବୁ ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
ହେ ପ୍ରଭୁ ମାଁ କୃପା କର କୃପା କର
ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା 🙏 କରୁଛି ସେ ଆପଣଙ୍କୁ ଜଲଦି ଭଲ କରିଦିଅନ୍ତୁ🙏 ଜୟ ଜଗନ୍ନାଥ 🙏
Kichi donate kara... Khali bhagvan nka upare chadidele habani.. 20/30/40 /50 kichi donate kara...
Video last re Bank Account Number achi
🙏🙏🙏ଭଗବାନ୍ ଙ୍କ ନିକଟରେ ଏତିକି ପ୍ରାର୍ଥନା ପ୍ରଭୁ ସେ ଭଉଣୀ ଙ୍କୁ ଶୀଘ୍ର ଭଲ କରିଦିଅ 🙏🙏🙏
ରମେଶ ଚନ୍ଦ୍ର naik ବାହାରୁଚି,
ଆଉ କେତେ ଦୀନ ବୀଜେଡି ଅଷୁର ରାଜ୍ ରୁ ମୁକୁଳି ବା ।ଆଉ କେତେ ଦୀନ ଅନ୍ୟ ରାଜ୍ୟକୁ ଦାଦନ ଖଟି ବା କୁ ଯିବା।
ଯେତେ ଦିନ ବିଜେଡି ଥିବେ ସେତେ ଦିନ ପର୍ଯ୍ୟନ୍ତ ଆମ ଓଡ଼ିଶା ବାସି ମିଶି ପରିବର୍ତ୍ତନ ଆଣିବାକୁ ପଡିବ
Bhai poltics na jai help karo
BJP asile v kichi ukadi paribe nai
ଇଛା ହେଉଛି ଶଳାଟାକୁ ଯିବନରେ ମାରିଦେବାକୁ....
Aeita kn Tama rajya re Khali hauchi😂
BJD ସରକାର୍ ଏ ଯାଏଁ କିଛି କରିପାରିଲା ନାହିଁ କି ଓଡ଼ିଶା କୁ ଛାଡ଼ି ପାରୁନାହିଁ। ଏଯାଏଁ ରାଉରକେଲା ଷ୍ଟିଲ କମ୍ପାନୀ ଠାରୁ ଆଉ କିଛି ବଡ଼ କଲା ନାହିଁ। ଆମେ ଏମିତି ଓଡ଼ିଶା ବାସୀ ମାରିବା, କେବଳ ଓଡ଼ିଶାରେ ଟଙ୍କା ବଆଣ୍ଟି ଭଟ୍ଟ ନେଉଛି । ଛି ଛି ରେ ନବୀନ
Jou party asile b seya hba tama saha
Athi na bjd na bjp na Congress..sabu nija swartha..
Arey jou b government aasiba emiti kete case solve Kariba? Tume Kan kari paariba kara.
Athire bjd kuadu aasila laguchi apajyanta poda band heini
25 barsha rahiki kichi labha nahin auu loka bi amara semty mendha🫠
ଭଗବାନ ତୁମର ମଙ୍ଗଳ କରନ୍ତୁ ଭଉଣୀ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଟାରେ ଅନବେସଣ କର
ହେ ଓଡିଶା ସରକାର ମାଆ କୁ ସନମାନ. ଏ କି ସନମାନ. ନବୀନ ଧନ୍ଦା ଲଗା ସରକାର. ଭଗବାନ ମଙ୍ଗଳ କରନ୍ତୁ ଭଉଣୀର
😔😔😔😔
ଆମେ ଯେମିତି ହେଲେ ସାହାଯ୍ୟ କରିବା ଆଉ ଆମ ଛୋଟ ଭଉଣୀ କୁ ପୁଣି ଥରେ ତା ମୁହଁରେ ହସ ଫେରେଇବା... ମାଆ ତାରିଣୀ ଙ୍କ ଆଶୀର୍ବାଦ ରୁ ବହୁତ ଶୀଘ୍ର ଭଲ ହେଇଯିବ ଆମ ଭଉଣୀ.... 🥹🥹🥹🥹
Kichi donate kara... Khali bhagvan nka upare chadidele habani.. 20/30/40 /50 kichi donate kara...
Video last re Bank Account Number achi
ହେ ପ୍ରଭୁ ଶ୍ରୀ ରାମ jaldi bhala kari dia
ଏହା ହେଉଛି ସରକାରଙ୍କ ଦୋଷ ଓଡ଼ିଶାରେ କିଛି କମ୍ପାନୀ ଖୋଲିଲେ ସିନା ଓଡ଼ିଶାର ଲୋକୋ ମାନେ ବାହାରକୁ ଯିବେ ନାହିଁ କାମ କରିବାକୁ. ବାହାର କୁ କାମ କରିବାକୁ ଗଲାରୁ ସିନା ଏମିତି ହେଲା. ଝିଅ ମାନେ ଯିବେ ଓଡିଶା ବାହାରକୁ ଯିବେ କାମ କରିବାକୁ. ଛି ଛି ଓଡିଶା ସରକାର. ତମେ ଶୋଇଛ କି
ଭୋଟ ନେଲା ବେଳେ ସେଇ ଗରିବ ପରି ବାର ଠୁ ଏଇ ଟା ସେଇ ଟା କରି ଦେବୀ କହି ଭୋଟ ମାଗି କି ନେଇ ଯାଉଛ ଏବେ ସାହାଯ୍ଯ କର. ଶଳା ପାଣ୍ଡିଆନ୍ ସାଧାରଣ ବ୍ୟାଗ୍ ପାଇଁ କୋଟି କୋଟି ଖର୍ଚ କରି ଦେଉଛ ଏଇଭଳି ଗରିବ ଲୋକ ମାନଙ୍କ ପାଇଁ ପଇସା ନାହିଁ ଛି ଛି
ପ୍ରଭୁ ଜଗନ୍ନାଥ ଓଡ଼ିଶାର ସମସ୍ତ ଗରିବ ଲୋକଙ୍କ ଦୁଃଖ ନିଅ 🙏🙏🙏
ଏହି ପରି ସବୁ ଘଟଣା ଦେଖି ମୋର ଭଗବାନ ଙ୍କ ଉପରୁ ବିଶ୍ୱାସ ଓ ଭରସା ଉଠି ଯାଉଛି ।
Donate kara... Last re bank account details dia jaichi
Khali bhagwan bharasa chadile habani
ଏଥିରେ ଭଗବାନଙ୍କ ଉପରୁ ଭରସା ଉଠିବା ର କେମିତି ପ୍ରଶ୍ନ ଉଠୁଛି । ସେ ନିଜ ଭୁଲ ଯୋଗୁଁ ସେମିତି ହେଇଛି ନା ଆଉ , ସବୁ ବେଳେ ଖାଲି ଭଗବାନଙ୍କ ଭରସାରେ କାଇଁ ଅଛ , ନିଜର ବୁଦ୍ଧି ବିବେକ କିଛି ନାଇ ।
ଭଗବାନ ଛୋଟ ଝିଅଟିକୁ ଭଲ କରୀଦିଅନ୍ତୁ ଜୟ ଜଗନ୍ନାଥ
ସରକାର ବୋଲି ନାହିଁ ଏଠାରେ ସରକାର
ପ୍ରକୃତ ସରକାର ଆମେ ସମସ୍ତେ
ସମସ୍ତେ ଏକ ଟଙ୍କା ଲେଖାଏଁ ଦେଲେ ଭଉଣୀ ଙ୍କ ଜୀବନ ସୁସ୍ଥ ରହିବ
ନବୀନ ସରକାର ନବୀନ card jadi nahi,MLA ସହ ଯୋଗ କରନ୍ତୁ। ଭଗବାନ କୃପା କରି ବଞଚାଇବାପାଇଁ କିଛି ଚମତ୍କାର କରନ୍ତୁ।
ଓଡିଶା ସରକାର ମିଛ ଗରିବ ମାନଙ୍କୁ ଅନାବଶ୍ୟକ ଭାବରେ ଅର୍ଥ ଦିଆଯାଉଛି, କିନ୍ତୁ ପ୍ରକୃତରେ ଗରିବ ବା ଅସହାୟ ପରିବାର ଏମାନଙ୍କ ଭଳି ବହୁତ୍ ଅଛନ୍ତି, ଏମିତି ସମୟରେ ସାହାର୍ଯ୍ଯ କଲେ ଓଡିଶାର ଅର୍ଥ ଠିକ୍ କାମରେ ଲାଗିପାରିବ,
Last re account number dei chonti Bhai .apna dekhi deontu
Dhanyawad chinu bhai Taku help karntu apan sabu bele Khushi re ruhantu
ନବୀନ Odisha ନବୀନ ପଟ୍ଟନାୟକ ପକ୍ଷରେ ଟଙ୍କା 20 ଲକ୍ଷ୍ୟ ଡେଉ ଜଲ୍ଦୀ। ବବି ଦାସ କେତେ ଦେବେ। PANDIAN କେତେ ଦେବ୍ ଦେଉ ତାଙ୍କ ବିଧାୟକ ଦେଉ। ଖାଲି ଭୋଟ ନା କଣ।
Kichi dabani re bhai nabin pattnayak bjd hatao odisha banchao
Maaghiya sarkaar ku dakha jaunahi
Jhia jemiti thik haba seta chesta kara pariba ta... politics bhitra ku kain naucha...
ମୋର ଓଡିଶା ର ସବୁ ଭାଇ ଆଉ ଭଉଣୀ କୁ ଅନୁରଧ କରୁଛି ଏ ବିଜେଡି ଚୋର ଦଳକୁ ହଟାଇ ଦିଅ ନହେଲ ସମସ୍ତଙ୍କ ଅବସ୍ଥା ଏମିତି ହେବ 😔
ଓଁ ନମଃ ଶିବାୟ
ମଦ, ବିଡି, ସିଗାରେଟ୍,ଗଞ୍ଜେଇ ଆଦିରେ ଦିନକୁ 100/500 ଖର୍ଚ୍ଚ କରିଦୌଚ ହେଲେ ଏମାନଙ୍କୁ କିଛି ସାହାର୍ଯ୍ୟ କର, ଜୀବନରେ କିଛି ଭଲ କର୍ମ କଲେ ଭଲ କହିବେ ଆଉ ପଇସା ସବୁ ବାର୍ଯ୍ୟେ କାମରେ ଉଡେଇ ଦୌଚ
Sei ta katha.... Mun samastaka comment tale lekhuchi
Sabu khali
Hey Mahaprabhu, Hey Mahadev Banchei dia
.. Kahuchanti
Donate kehi karu nahanti
Lokanka pakhare jete paisa sete lobha
ଏ ପ୍ରଭୁ ଜଗନ୍ନାଥ
ଶୀଘ୍ର ଏହି ଭଉଣୀକୁ ଭଲ କରି ଦିଅନ୍ତୁ
ତୁ ସେଇଠି କଣ କାମ କରୁଥିଲୁ ଲୋ ମା...... ପାଠ ପଢା ଛାଡି କାହିଁକି ଯାଇଥିଲୁ.... ଯୋଉ ରାଜ୍ୟ କୁ ତୁମେ ମାନେ ଦାଦନ ଖଟିବାକୁ ଯାଉଛ ସେ ରାଜ୍ୟ କଣ ତୁମ ପାଇଁ କିଛି ସାହାଯ୍ୟ କରୁନି... ଯଦି କରୁନି କାହିଁକି ଓଡିଶା ଛାଡି ସେ ବାଳ କୁ ଯାଉଛ
ନମ୍ବର ଦିଅନ୍ତୁ ମୁଁ ସାହାଯ୍ୟ କରିବି ସାଇ ବାବା ଭଲ କରିଦେବେ?
No bhai eithire achi
Account number achi vedio ta pura dekha bhai🙏🙏
@@himansunayak7241 Account NO-535710110001495 ଏବଂ IFSC CODE NO :- BKID0005357 ବ୍ୟାଙ୍କ୍ ନାମ BANK OF INDIA ଖାତା ରେ ଥିବା ଯାହାଙ୍କ ନାମ "RAMESH CHANDRA NAIK" ମୁଁ really ତାଙ୍କୁ ଦେଖିନି ନି ଜାଣିନି UA-cam ମାଧ୍ୟମରେ ଯାହା ମୁ ବାସ୍ତବିକ ଭାବେ ଦେଖିବାକୁ ପାଇଲି, ମୁ ମୋର ସ୍ଵ ଇଚ୍ଛାରେ ତାଙ୍କୁ ୫୧ ଟଙ୍କା ଦାନକଲି
4:47 ଦେଖନ୍ତୁ
Bhai please 😭😭😭😭 mote tikia help karantu
ହେ ପ୍ରଭୁ ଜଗନ୍ନାଥ ଏ ଭଉଣୀ ର ଦେହ ଶୀଘ୍ର ଭଲ କରିଦିଅ
ଜୟ ମାଆ ତାରିଣୀ ଜୟ ଜଗନ୍ନାଥ ଖୁବ ଶୀଘ୍ର ଭଲ କରି ଦିଅନ୍ତୁ, ଏସିଡ କଣ ଟେବୁଲ ଉପରେ ରଖାଯାଏ କି ? ଏସିଡ ଭଳିଆ ମାରାତ୍ମକ କେମିକାଲ ଗୁପ୍ତ ଜାଗାରେ ଲୁଚେଇକି ରଖାଯାଏ, ବୋଧେ କୌଣସି କାରଣରୁ ଏ ଝିଅ ପାଖରେ ଜାଣି ଜାଣି ଏସିଡ ରଖା ଯାଇଥିଲା, ତାର ତଦନ୍ତ ହେଉ ଦୋଷୀ ଦଣ୍ଡ ପାଉ
Jauthi Pani bottle seithi acid bottle kn payin?ta mausee nku pachara jau
ଭଲ ହୋଇଯିବ..ଏମିତି case ଆଗରୁ ହେଇଛି..ସବୁ ପିଲା bhala ହୋଇଛନ୍ତି
ହେ ଭଗବାନ ଭଉଣୀ ର ଜୀବନ ସୁସ୍ଥ କରିଦେ ଜୟ ଶ୍ରୀ ରାମ 🚩🚩🚩🙏🙏🙏
ଧନ୍ୟବାଦ୍ ନବୀନ ସରକାର , ଏତେ ଚିକିତ୍ସା ର ବ୍ୟବସ୍ଥା ପାଇଁ , ଇଲେକ୍ସନ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ।
ଏମିତି ବି ଜୀବନ ଅଛି.... ଦୁଃଖକୁ ବହୁତ ପାଖରେ ଦେଖନ୍ତି... Volo ଝିଅଟିଏ.. Bhagananka ଦୟାରୁ Volo ହେଇ ଯାଆନ୍ତୁ.. 🙏🙏🙏🙏
A/c no & IFSC code dei chanti semane ,Vedio ku last parjanta dekhantu Jana padib
ଭଉଣୀର ଜୀବନ ବଞ୍ଚିଯାଉ ହେ ପ୍ରଭୁ ଜଗନ୍ନାଥ
ହେ ଜଗନ୍ନାଥ ଭଲ କରିଦିଅ ପ୍ରଭୁ 🙏🙏🙏🙏🙏🙏🙏
ଭଉଣୀ ର ଅବସ୍ଥା ଦେଖି ଦୁଃଖ ଲାଗିଲା 😢😢
ମୋତେ ଫୋନେପେ ନବର ଦିଅ ମା ଆଉ ମୁ ସବୁ ଭାଇ ଆଉ ସିଷ୍ଟର କୁ କହୁଛି ତାକୁ ସାହାଯ୍ୟ କରୋ 🙏🙏🙏🙏🙏🙏🙏🙏🙏😭😭😭😭😭😭😭😭
👍👍
ଅତି ସମ୍ବେଦନଶିଳ ଘଟଣା ଧନ୍ୟବାଦ୍ ମିଡ଼ିଆ ଭାଇ ମୁଁ ବି କିଛି ସାହାଯ୍ୟ କରିପାରିବି
BJD ସରକାର କୁ ଓଡ଼ିଶା ରୁ ହଟାଅ, ୨୫ ବର୍ଷ ଧରି ଓଡ଼ିଶା କୁ ରାଜନୀତିକୁ କରୁଛି କିଛି ବି development କରିନି
ସେଥି ପାଇଁ ଯଥା ସମ୍ଭବ BJD ହଟାଅ odisha କୁ ବଞ୍ଚାଅ,ଜୟ ଜଗନ୍ନାଥ।
ଧଯ୍ୟ ରଖ ଭଉଣୀ ମହା ପ୍ରଭୁ ଜଗନ୍ନାଥ ଭଲ କରିଦେବେ 🙏ହେ ଜଗା
ଯାହାର କେହି ନାହିଁ ତାହାର ଭଗବାନ ଅଛନ୍ତି। ଇଶ୍ୱରଙ୍କ ଉପରେ ଭରସା ରଖା ଭଉଣୀ ସବୁ ଠିକ୍ ହୋଇଯିବ
Emiti kahiki loka nija kartavya ku munha modi chali jiba kuha jaee 👍👍 dekhiba kehi sahajya nakarantu tama pari side hoijaantu kemiti jhia ta ape ape bhala hoijiba
Prabhu jaldi se jhia ku bhla karidiantu 🙏🙏
ବାଙ୍ଗାଲୋର ରେ ଫ୍ରୀ ରେ ଚିକିତ୍ସା ହୋଉଛି ତମେ ବାଙ୍ଗାଲୋର ଦେଖାଅ.. please ତମେ କଣ ଜାଣିନ.. ତାକୁ ବାଙ୍ଗାଲୋର କୁ ନେଇକି ଆଶ .. Whitefield re..
Free re?
Yes free re
Satya Sai hospital.generally poor people pai
ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ଠିକ କରିଦେବେ ଭଉଣୀ
ଜୟଜଗନ୍ନାଥ,ଭ ଉଣିକର,ଭଲହେଇଜାଉ
ଆମେ ଭଗବାନ ଙ୍କ ଠାରେ ଆଶିର୍ବାଦ ମାଗୁଛୁ ଜେ ଭଗବାନ ଦିଦି ଟିକୁ ଭଲ କରିଦିଅନ୍ତୁ ଅଉ ଏହି ଆକାଉଣ୍ଟ ନମ୍ବର ରେ କିଛି ସାହାଯ୍ୟ କରୁଛୁ
Tm ac No dia
Acid କଣ ପାଇଁ room ରେ ରଖି ଥିଲା. କୋଉ କାରଣ ପାଇଁ acid ଥିଲା..
W u s t w u r my a Naya dekraha a bebukub a Naya dekraha a bebukub a Naya w a 😂bebukub h na ho jaye aur ek a Naya diganta 😂😂😂😂😂😂😂😂😂😂😂😂w a bebukub h na to be in touch and go for the first to be a Naya diganta h aise tu z,
Question karani Help Kariba jadi kara@@Pabitra_kumar_Jena
ପଛରେ ଚାଳ ଘର କାମ ନାହିଁ ଯେ ବାଙ୍ଗାଲୋର ଯିବାକୁ ପଡୁଚି and still ଆମ CM ଏକ ନମ୍ବର ଏହା କିପରି ସମ୍ଭବ?
Tala adu 1 no.
Churo BJD sarakar
ମୋର ପାଖରେ ଥାନ୍ତା ମୁଁ ନିଚିତୋ ସାହାଯ୍ୟ କରିଥାନ୍ତି.... ରାଧେ ରାଧେ ❤❤❤
ପ୍ରଥମ ଥର ଭାସ୍କର news bhala video ଅପଲୋଡ଼ କରିଛନ୍ତି
ହେ ମହାପ୍ରଭୁ ଜଗନ୍ନାଥ ତାଙ୍କ ଦେହ ଭଲ କରି ଦିଅନ୍ତୁ 🙏
Kichi donate kara... Khali bhagvan nka upare chadidele habani.. 20/30/40 /50 kichi donate kara...
Video last re Bank Account Number achi
ଜୟ ଜଗନ୍ନାଥ ଝିଅ କୁ ମଙ୍ଗଳ କରନ୍ତୁ
Odisha sarakar pandu ku aani posuchhanti.... ଓଡିଶା ମୁଖିଆ ଙ୍କ ହାତ ଥରୁଛି ସେ କିଛି ଜାଣୁନାହାନ୍ତି... ପାଣ୍ଡୁ ପୁରା ରାଇଜ କୁ କବଜା କରି ରଖିଛି.... ଆଉ ଆମେ ଓଡ଼ିଆ ମାଇପି ମାନେ ପାଣ୍ଡୁ ମାଇକିନିଆ ଠାରୁ ପଇସା ଲୋନ ପାୟୀ ପୁରା ଖୁସି.... ଏମିତି ଆମେମାନେ ସୁରଟ ବାଙ୍ଗାଲୋର ଯାଇ ଦାଦନ ଖଟୁଥିବା ଆଉ ଆମ ମୁଖିଆ ଗୃହବନ୍ଦୀ ଭଳି ରହି କିଛି ଜାଣୁନଥିବେ.... ତାମିଲି ରୁ ଆସ ଆମକୁ ଲୂଟ.... ଆମ ର ଯୋଉ କୁତ୍ତା ମାନେ ତୁମ ପଛ ରେ ଅଛନ୍ତି ତାଙ୍କୁ biscuit ଟିକେ ଦିଅ..... ପୁଅ ଦାଦନ ଖଟିବାକୁ ବାଙ୍ଗାଲୋର, ସୁରଟ ଯିବ ଆମେ କିନ୍ତୁ ସେଇ No୧ ମୁଖିଆ କୁ ଭୋଟ ଦବୁ.... ଟଙ୍କିକିଆ ଚାଉଳ ଆଉ ଗ୍ରୁପ ଲୋନ ପଇସା ପାୟୀ ଆମେ ପୁରା ଖୁସିରେ ପାଣ୍ଡୁ ମୀଟିଙ୍ଗ ରେ ଡାନ୍ସ କରିବୁ.... ଧନ୍ୟ ଧନ୍ୟ ଆମ ଚିନ୍ତାଧାରା....
Right
Right
Odisha ku BJD mukt Kariba darkar ,odisha ra paribartana haba darkar , rojgar darkar, bhala education darkar
Gpay no diyantu, nahele QR code video re diyantu
ଜୟ ଜଗନ୍ନାଥ ପ୍ରଭୁ ଏ ନିରୀହ ଝିଅ କୁ ରକ୍ଷା କର ବିପଦ ରୁ 🙏
ହେ ଭଗବାନ ତାଙ୍କୁ ରଯା କର
ନବିନା ର କଣ କାନକୁ ସୁଭୁନି ଜଗନ୍ନାଥ ଭରସା ଆମଭଉଣିର ଦେହ ଭଲକରିଦେବେ
କୋଉ bank ଏଟା ଆକାଉଣ୍ଟ ହୋଲ୍ଡର ନାମ kn
ନିଶ୍ଚିତ ସାହାଯ୍ୟ ମିଳିବ ମୋ ତରଫରୁ
କିନ୍ତୁ ଓଡ଼ିଶାରୁ ନବୀନ ସରକାର ହୋଟଓ ପ୍ଲିଜ
Thanks
Jagannath pravu bahut jaldi vala karidionty💐🙏💐
Jagannatha tume a paribara ku sahajya kara ashribad kara
Kichi donate kara... Khali bhagvan nka upare chadidele habani.. 20/30/40 /50 kichi donate kara...
Video last re Bank Account Number achi..
Better haba Google pay or Phone pay pathao.
ସେଥିପାଇଁ କୁହାଯାଏ work place ରେ ନିଜ ପାଣି ବୋଟଲ ନେଇକି ଯିବା ଉଚିତ....... ସବୁବେଳେ ନିଜ ପାଣି ବୋଟଲ ସାଥିରେ ନେଇ ବୁଲିବା ଉଚିତ....
Bhai tume eyna help koriba badalare tumora opinion share karuchhaa lajja laguni emitika tumo mankara humanity
Pachhabti ta help karantu no hele vedio dekhi skip marantu
@@somnathkisku3105 ପେଲେଇପୁଅ ଆସିଲା ଜ୍ଞାନ ଛୋଡ଼ିବାକୁ.......opinion ତୋତେ ଦିଆ ହଉନି ତ ସେଥିପାଇଁ କମେଣ୍ଟ କୁ ଇଗ୍ନୋର କରେ କିମ୍ବା ସ୍କିପ କରେ... 👍
Hn tamaku bhala Jana achhi
Sie work place re na thile, night duty sari soi thile, au bhull re Pani bhabi acid pi dei chanti. Apana ye time re emiti comment Kariba thik nuhe.
ଧନ୍ୟବାଦ ଭାସ୍କର ଚେନାଲ
God bless you sooner. Praying for your quick recovery.
God bless you my sister 🙏 and May God fulfill all your needs
ମୋର ଗୋଟେ ଅନୁରୋଧ ଆମେ ଓଡ଼ିଶା ବାସୀ ଯଦି ଆମେ ସବୁ କିଛି କିଛି ସାହାଯ୍ୟ କରିବା ସେ ଚୁଆ ର ଜୀବନ ଟା ବଂଚି ଯିବ ଜୟ ଜଗନ୍ନାଥ
ପ୍ରଭୁ ଙ୍କ ପାଖରେ ମୋର ପ୍ରାର୍ଥନା ଭଉଣୀ କୁ ପ୍ରଭୁ ଭଲ କରିଦିଅ ଜୟ ଜଗନ୍ନାଥ 🙏🙏🙏😢😢😢
ଜୟ ମା ଆଦିଯୋଗୋମାୟା ଭରଷା 😢
କେହି ଆସରେ ଭଉଣୀକୁ ଟିକେ ସାହାଯ୍ୟ କର,
ପ୍ରଭୁ ଜଗନ୍ନାଥ ତୋତେ ଭଲ କରିଦେବେ ଭଉଣୀ.... A/C NO.....?
Jay jagarnath ଭଉଣୀ ଭଲରେ ରଖି ଥାଅ l
Jay jagannath
ତାଙ୍କ Number ଟା ଦିଅ ମୁଁ ସାହାଯ୍ୟ କରିବି
Account no. help karidiantu
ଭିଡିଓ ଶେଷ ରେ ନମ୍ବର ଅଛି
Video sesare achhi je , kintu account holder na nahi. Mu chaunchii patient nka ra account details dia. Kichhi help karibi