କୋଲ୍ଡ ଡ୍ରିଙ୍କ୍ସରେ ଔଷଧ ଦେଇ ମୋ ପେଟର ଦୁଇ ଦୁଇଟା ପିଲାକୁ ମାରିଲା,20 ଦିନ ଲଜରେ ରଖି ଛାଡି ପଳେଇଲା
Вставка
- Опубліковано 9 лют 2025
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ପ୍ରତେକ ମଣିଷର ଗୋଟେ ସାହାରା ଦରକାର ହୁଏ ବିଭା ହୋଇ ଛାଡ଼ିବି ହେଉ ବା ବିଧବା ହେଉ କୋଉ ବାପା ମା ବି ବେଶି ଦୀନ ରଖିବେ ନାହିଁ ସେମାନେ ବି ଟଚର କରିବା ଆରମ୍ଭ କରି ଦେବେ ତେଣୁ କରୀ ସେ ଲୋକକୁ ଖୋଜୀ ତାକୁ କଡ଼ା ଆଇନୀ ଅନୁସାରେ ତା ଜିମା ଦୀଆ ଯାଉ ସେ ଏବେ ଜୀବ କୁଆଡେ କେଉଁଠି ରହିବ ସେ ସେ ଗୋଟେ ନାରୀ ସେ ପୁରୁଷ ନୁହେଁ ସାରା ଜୀବନ ଏକା କାଟି ଦେବ ସରକାର ୟାର ବିଚାର କରନ୍ତୁ
Gote Jhia eka banchi parib.
Samaja ra mansh khia purusha mane jadi akhi na pakeibe
Samaj ra sati savitri nari mane jadi ninda na karibe
sati naari hebaa kharap ki @@JyotiSahoo-g4d
Thik kahicha bhauni a duniare kehi kahara nuha
@@comedybebybasanti1265 kie kahila sahara darakar mu puni kemiti banchichhi kuhantu, Gote jhia chanhile sabu karipariba ,
@@sradhaanjali4582gute o❤❤❤❤
ଯଦି ନିଜେ income କରୁଥିଲ ତାହେଲେ ସେଇ ଛୋଟ ଝିଅ କୁ ନେଇ ବଞ୍ଚିଥାନ୍ତ ଏଦୁନିଆ ବହୁତ୍ ଖରାପ୍ କାହାକୁ ବିଶ୍ୱାସ କରନି 🙏🙏🙏
Right
ଭାଇ ଦୁନିଆଁ ଖରାପ ନୁହେଁ ଲୋକ ହିଁ ଖରାପ
Right
Right samste kharapa nuhanti kintu midiya bala jetiki bujhuchanti seae kichi help kariba katha au nije income kara nije chala
Au seae pua jaha income kariba yanku ta tanka ra 75 percent miliba dara kara
ସେ ପୁଅ କୁ ତୁରନ୍ତ ଗିରଫ କରାଯାଉ ମାଗିଆ ଯେଉଁଠି ଲୁଚୁଛି ବାହାର କରାଯାଉ
Magia tu heaithantu.
Dhariba yes kar
Bia galu Karu thila na
Thiki achi
Bah...ki chamatkar bhasa.... civilized samaj ra samannita naari 😂
Angul rea aaaaaa
ତଦନ୍ତ ଠିକ କରି ଆକ୍ସସନ ନିଅ
ଏମିତି ଝିଅ ମାନଙ୍କ ସହିତ ଏମିତି ନୃଶଂସ କାମ କରନ୍ତୁ ନାହିଁ ଭାଇ ମାନେ
ଶଳା ହାରାମି କୁ ଆଜୀବନ କାରାଦଣ୍ଡା ଦେଶ ମିଳୁ
ଏମିତି କରନି ରେ 🙏🙏ଦୟାକରି ଗୋଟେ ଝିଅ ର ଜିବନ ନଷ୍ଟ କରନି ଆଜିକା ଜିବନ କାଲିକି ନାହିଁ 😢
Karma fala bhogibaku padiba
Mrutu asibani hagi muti ba bed re
Tu kia 😂 re jhia kale thik pua kale kila😂😂😂😂😂
Yé ama vlg ra yara 3 bhai pura rajarani pari thila.... Yé ta ghara loka niku chhadi jaichi na bhogi ba na....
ଧାନ ବଢ଼ିଲେ ନଡ଼ା ଆଖୁ ବଢ଼ିଲେ ଜଡ଼ା
ଅତି ଲେମ୍ବୁ ଚିପୁଡ଼ିଲେ ପିତା ଅତି ମଧୁର ପୋକ ଖାଏ ଅତି ଶଚୋଟ ସରଳ ହେଲେ
ଧୋକା ଖାଇବାକୁ ପଡ଼ିଥାଏ
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ବାବୁ ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
ଧର୍ଯ୍ୟ ଧର୍ ବାବୁ
ବ୍ୟୋମକେଶ ତ୍ରିପାଠୀଙ୍କ ମନ୍ତବ୍ୟ ନିଅ କାରଣ ସେ ବେଶି କୁହାଳିଆ ତ ।
Also Sura routray and Ranee Panda
Thik
ଆରେ ଭାଇ ଏଠି ବ୍ୟମାକେଶ ତ୍ରିପାଠୀ କଣ କରିବ ଏଇ ଝିଅ ଯଦି ବାହା ହେଉଥିଲା se ଟୋକାର ଘରକୁ ଗଲାନି କଣ ପାଇଁ
ହେ ପ୍ରଭୁ ଏ ଭଉଣୀ ଙ୍କୁ ସାହାରା ଦିଅ 🙏🙏🙏🙏🙏🙏🙏
Ea bhauni ama vlg ra ya akhira luha dekhi tarali jaoni... Bahut harami ea chhua....
ଭ ଉଣି ନିଜକୁ ଧଯ୍ୟ ଧରି ରଖ ଏ ସମାଯ ଅନେକ୍ କଥା କହିବ ତାକୁ ନ ଶୁଣିକି ନିଜ ଝିଅ କଥା ଭାବ ଆଉ ଝିଅକୁ ମଣିଶ କର ଆଉ ଆଗକୁ ବଢି ଚାଲ ତମକୁ ଠାକୁର ସାହା ହୁଅନ୍ତୁ ଯୟେ ମହାବିର୍ 😢😢😢😢😢
ଲିଭ୍ ଇନ୍ ରେଲେସନ ରହିବା ଆଗରୁ coper T, injection Antara,mala N, CC use kana pai karuna sabu gov.hospital re free ରେ ମିଳୁଛି ଯାହାର ଛୁଆ ହଉ ନାହିଁ ସେ କେତେ ଟଙ୍କା ଖର୍ଚ୍ଚ କରି IVF iui କରୁଛନ୍ତି ଆଉ ତମମାନଙ୍କ ମାଜକ ଲାଗୁଛି ଅବୋର୍ସନ କରିବା ପାଇଁ
ସବୁ କର୍ମ ଫଳଭୋଗିବାକୁ ପଡ଼ିବ ପୁରୁଷ କଥାରେ ଏତେ ଶୀଘ୍ର ବିଶ୍ବାସ କରିବା ଉଚିତ ନୁହେଁ ଘର ଲୋକ ବୁଝା ମଣରେ ବାହା ଘର କରିଥାନ୍ତେ ସେ କେବଳ ଶରୀର ସୁଖ ଆଉ କିଛି ନାହିଁ
ଏହି ସାମ୍ବାଦିକ ଙ୍କ ସବୁ ଭିତିରି କଥା ଶୁଣିବା ବହୁତ interested ଲାଗୁଛି😂😂
ଭାସ୍କର NEWS କୁ ଏସବୁ ଖବର ମିଳୁଛି କେଉଁଠୁ?
ଗାଁ ଗଣ୍ଡାକୁ ଆସି ଟିକେ ଗରିବ ଗୁରୁବାଙ୍କ ଚାଲି ଚଳନ ବିଷୟରେ ଦେଖନ୍ତା ହେଲେ... ଆଉ ଏ ରିପୋର୍ଟର ଚଷମା ଵାଲା ୟାକୁ ଖାଲି ଏଇ news ପାଇଁ ପଠାଯାଉଛି ବୋଧେ... ଆଉ କେହି ନାହାନ୍ତି କି ଭାସ୍କର news ରେ 😡
ଠିକ
ସେ ପୁରୁଷକୁ ତୁରନ୍ତ ଗିରଫ କର।ସେ ଭଉଣୀକୁ ମାସିକ ଖର୍ଚ୍ଚ ଦେଉ । ସମାଜରେ ଏପରି ଲୋକକୁ ଦଣ୍ଡ ନ ହେଲେ ଶଳାର ଗର୍ବ ବଢିଯିବ|
ଭଉଣୀ ତୁମର ପ୍ରଥମ ଭୁଲ୍ କାହିଁକି ନା ତୁମକୁ ଯିଏ ନ ମାସ ଗର୍ବରେ ଧରି ଚାଲିଛି ଓ ତୁମକୁ ଆଜି ଯାଏ ଏତେ ଉଚ୍ଚ ଶିକ୍ଷିତ କରିଛି ତୁମେ ତାଙ୍କ କଥା ବିରୁଦ୍ଧରେ କାମ କରିଛ ତୁମେ କଷ୍ଟରେ ରହିବ ଜୟ ଜଗନ୍ନାଥ ଭଗବାନ ତୁମକୁ ବହୁତ ଷାହଶ ଦିଅନ୍ତୁ ତୁମେ ଜବ୍ କରି ନିଜେ ଏବଂ ଝିଅ ର ଭଲ ମନ୍ଦ ଦାୟୀତ୍ବ ନିଅ ଜୟ ଜଗନ୍ନାଥ ଜୟ ଶ୍ରୀରାମ
ଏ ଦୁନିଆଁରେ ସମସ୍ତେ ତ ମଣିଷ କିନ୍ତୁ ପାର୍ଥକ୍ୟ କେବଳ ମାନସିକତାର 😢😢😢😢 ହେ ପ୍ରଭୁ ଭଉଣୀ ଙ୍କ ଆଖି ଲୁହର ନ୍ୟାୟ ଉଚିତ୍ ମିଳୁ 🙏🙏🙏🙏🙏
କଳିଯୁଗ ରେ ନ୍ୟାୟ ଗୁଡା ସବୁ ଗଛ ରେ ଫଳୁଛି.. ଖାଲି ତୋଳିକି ଖାଇବ ଆଉ.... ଯେତିକି ଧଇଁଆ.. ଭଂଡୁଆ. ମାଘିଆ... ଏମିତି ସବୁ କାଣ୍ଡ କରିକି ଭାସ୍କର ପାଖୁ ଖବର ଦିଅନ୍ତି
ସେ ଵଦମାସକୁ ଖୋଜି ସାମ୍ନାକୁ ଅଣାଜାଉ ଗୋଟେ ଝିଅକୁ ବିଶ୍ବାସ ଦେଇ ଇଜତ୍ ଲୁଟିଛି ଆପଣଙ୍କୁ ଅନୁରୋଧ ଝିଅଟିକୁ ନ୍ୟାୟ ମିଳୁ
ପ୍ରତେକ ଯୁବକ ଯୁବତୀ ମୁଁ କହିବାକୁ ଚାହେଁ ଭାସ୍କର ଚେନେଲ ପ୍ରତି ଟିକିଏ ଟିକିଏ ଦେଖନ୍ତୁ କାରଣ ହେଲା love କରିବା ପୂର୍ବରୁ ଭାସ୍କର news ଟିକିଏ ମାନେ ପଡିବ ନା ହେଲେ ଦିନ ଆସିବ ଯୁବକ ଯୁବତୀ ମାନଙ୍କୁ ଏ ମହିଳା ପରି ତୁମକୁ ଭାସ୍କର News ଆସିବାକୁ ପଡିବ
😂😂😂😂😂😂😂
😂😂😂😂
Right 👍 right 👍 100% Right
ଭଉଣୀ ଙ୍କୁ ନ୍ୟାୟ ମିଳୁ
ଯାହା ହୁଏ ସବୁ ଭଗବାଙ୍କର ଲୀଳା
Very sad news i request bhaskar reporter pls help him immediately take action...give him some support ,
ଏହି ସ୍ତ୍ରୀ ଲୋକଟାର ସବୁ ଭୁଲ ।ଗୋଟିଏ ନାରୀ ଦୁଇ ଥର ବାହା ହୁଅନ୍ତି ନାହିଁ ।ଆମ ହିନ୍ଦୁ ନାରୀର ପ୍ରଥା ନୁହେଁ ।ଏମାନେ ନାରୀ ନାଆଁ ରେ ଗୋଟିଏ ଗୋଟିଏ କଳଙ୍କ ।
1944 Kebe Gola Bhai..
Absolutely 💯
Aha ki gyana tamara
ଭାଇ ,ତମେ କେମିତି କଥା କହୁଛ ଗୋଟେ ବିଧବା ନାରୀ କୁ ସିଏ କଣ ପାଇଁ ଏମିତି କରୁ ଥିଲା
@@sudhanshukumarsahoo3126 pua mane jete baha heiparibe ,dhoka deiparibe aha ama Hindu pratha re achhi
Thanks o.Bhaskara
ଭଗବାନ୍ ତୁମକୁ ଭଳରେ ରଖନ୍ତୁ ତୁମର ଦାମ୍ଫତ୍ୟ ଜୀବନ ସୁଖମୟ ହେଉ ମୁଁ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛି
ଆଜି କାଲିକା ତ ସତ ପ୍ରେମ କୁ ବିଶ୍ବାସ କରନ୍ତି ନାହିଁ। ଯଉ ପିଲା ମିଠା ମିଠା କଥା କହିବ ମିଛ ସତ କହିବ ତାକୁ ଭଲପାଅ ଏମିତି ହବ।
ସୁନ୍ଦର ଦେଖିଭଲପାଇଥିଲା
ଭଲ ହେଇଛି
ଭୋଲିଭାଲି ଲଡକି ଭଲ ପାଇବା ଆଗରୁ ୧୦୦ ଥର ଭାବିଲୁନି ନା ଫସେଇଥିଲୁ
ଭଗବାନଙ୍କ ଉପରେ ବିଶ୍ବାସ ରଖ ଭଉଣୀ
ଏଇଟା ପ୍ରଥମ ସ୍ୱାମୀ ର ଅଭିଶାପ......
Ai ta se jhia ra abisap padila
@@sabyadachibagarti9948kou jhia ra
ଏଇ ମାଇକିନାର ଗଲୁ ହୋଉଥିଲା
ଭଲ ହେଇଚି
Yes really 👌👌👌👌👌
Chup..
ଏ ଝିଅ ସବୁଠୁ ଖରପ ତାର କାମ ହେଲା ଭଲ ପିଲା ଦେଖି ଫସେଇବା ସେ ପିଲା ତାକୁ ଘରେ ହି ରଖିଛି ସେ ଆମ ଘର ପାଖରେ ସେ ଯାହା ବ କରୁଛି ପଇସା ପାଇଁ କରୁଛି
Sata ki
ବାପା ମାଆ ଙ୍କ କଥା ନ ମାନିଲେ ଏମିତି କିଳା ନେବ
Thik heichhe tate ,,
She is really awesome...why did he left her 😢😢😢😢
Mun kahibi nari jati ra first bhul ,gote nari bidhaba hele divorce hele ei samaj re purusa mane nari sariraku khela samagri pari use kari reject karanti ,but ethi nari mane ete sasta gote purusa ra wife thilebi gote purusa widow helebi divorce hele bi gote nuhen hajare jhia anei basichhanti ,tebe bhul kahara nari manankara boli kuhajiba Deepak ku au gote nuhe 50 ta jhia milibe but ei bhauni ku milibeni gote loka bhala paibaku ,,tebe nari mane strong hua educated hua self dependent hua🙏🙏
ଭାଇ ଯାହାର ଏତେ ଉଠୁଛି ହଲେଇ ଦିଅ ବା ମାଳିସାହି ଯାଅ କିନ୍ତୁ କୌଣସି ଅସହାୟ ମହିଳାର ବିଶ୍ବାସ ରେ ବିଷ ଦିଅ ନାହିଁ 😢
ସୁଣି କି ଭହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ 🙏🙏🙏
ଏ ମାଇକିନା ଚିକିନା ଟୋକା ଦେଖି ବାଇୟା ହେଇ ଯାଇଥିଲା ନାମ ନେ
Cause bahut kichi heipare,
Investigation darkar,
1st swami mariba pachara karana......
Bina mrge re living re rahiba kete dur thik jhia ra.
Police b help karuni mane......
Ghara bina icha re nje decision neiki gharathu dureijiba kete dur thik.
Serhipain kuha jae bapa bhai nku kebe chadani re prema chakr re.
Rakta samparkaku jie jie chadichi se se pasteichi.
Vul thik court decide karibe 👍
ହେ ପ୍ରଭୁ ଆପଣ ହି ସାହା ଭରଷା😂😂😂😂😂😂😂😂😂😂
God help her. She is a good girl.
A god
ଠିକ୍ ହେଇଚି ବାପା, ମା ଙ୍କ କଥା ନ ଶୁଣି ଲିଭ ଇନ୍ ରେ ରହୁଥିଲେ
ଆଗରୁ ଜନିନଥିଲୁକି ତାର ବାପା ମାଆ ଙ୍କୁ ନଜେନେଇ ବାହାଘର ହେବା କୁତୁ କୁତୁ ହେବାକୁ ଲାଗିଲା କିନ୍ତୁ ଏହାର ବ୍ୟବହାର ବେଶ୍ୟା ପାଇ ଭଲ ତମେବି ସେଥିରୁ ଜଣେ ଏବେ ଆଉ କିଛି ତୁମକୁ ଆଦର ନାହି
ନାରି ଜୋଉ ନିଜ ପତିକୁ ଆଉ ଛୁଆ କୁ ଛାଡି କଶି ଟୋକା ମାନଂକ ଶାଥୀରେ ପଳାଉ ଛନ୍ତି ଜେତେ ଵେଳେ ଇଏ ବାହା ହେଲା ଦୁଇ ବର୍ଷ ରହିଲା ତମକୁ ଡାକିଥିଲା ଏବେ ଅସୁବିଧା ହେଲା ତମ ପାଖକୁ ଆଶିଗଲା
ଭଉନି ବଗବାନଙ୍କୁ ବଗବାନଙ୍କୁ ବରଷା କର ସବୁ ଟିକଏଇଜିବ ଆଜିକାଲିର ମନିସ ବଲ ହୁଏ ଦୁନିଆ ବି ବଳ ନୁହେଁ ବଗବାନ ବିଉନିର ମଙ୍ଗଲ କର
ମର ଶାଳୀ,ତୋ ସ୍ବାମୀ ତ ମରିଗଲା,ତୋର ଛୋଟ ଝିଅ ଟିଏ ବି ଥିଲା,ତାକୁ ନେଇକି ଶାଶୁ ଘରେ ନ ରହି କି,କଣ ପାଇଁ ଆଉ ଗୁଟେ ଘଇତା କରୁଥିଲୁ,ତୋର ଏତେ କୁଣ୍ଡେଇ ହେଉଜୀ
Emitia kuhani Bhai ta paristhiti bujhiba ku chesta kara
@@narendraknaik2374 perfect katha kahile apana , drkhunahati kete khusi re style mariki photo bi utheichi se , 1swami maribar dukha bi nahi , swami maribar 1, ki 2 or adhika heithanta , baha heithantu , swami maru maru kie baha huye
Thik katha kahile bhai
କି ନିଉଜ ହେ ପ୍ରଭୁ.. ଏମିତି ସବୁ କଳୁଷିତ ହେଲାଣି ସଂସାର.. ରାତି ପାହିଲେ ଏଇ ସବୁ ଖବର ଦେଖିବାକୁ ମିଳୁଛି... କଣ ହେଉଛ ସବୁ.... ମୁଣ୍ଡ ଟିଣ ହେଇ ଯାଉଛି
Bahut pertaining karuchi ei lady... Bahut chalaak...
😢😢😢😢 Jay Jagannath
Bahuta bhala jhiate sarala jhite he prabhu taku aau dukha diyani taku bhala batare niya asima sahasa dharjya diya jay jagannath
ଆପଣଙ୍କ ସ୍ଵାମି ପରିବାର ଛ ମାସ ହେଇନି ତମକୁ ଏତେ ଇଚ୍ଛା ହେଲା ଆଉ ଜଣକୁ ବାହା ହେଇଗଲ ବାରେ ନାରି
Thik katha kahile bhai , mu bi sei katha bhabuchi bhala jhia heithile swami mariba pare pare baha habaku echa heinathanta, tanka photo dekhile bi laguni mote laguchi para toka pain swamiku marideithiba
Very sundar Katha..... ete bhala-bhala bhabi paruthiba prani ei pruthibi re achhanti !
जाकी रही भावना जैसी, प्रभु मूरत देखी तिन तैसी अर्थात जिसकी जैसी दृष्टि होती है, उसे वैसी ही मूरत नज़र आती है।
ଆଇନ ଅଲଗା କଥା ହେଲେ /2nd ସେପରି କରିବାଟା ଭୁଲ୍ ଥିଲା ଜେଉଁଥି ପାଇଁ ଆଜି ଫଳ ଭୋଗୁଛ /ଏବେ କା ଜମାନାରେ ପୁଆପିଲାର ବୟସ 40ରୁଅଧିକ ହେଇଯାଉଛି ବାହା ଘର ବେଳକୁ ସେମାନେ କିପରି ରହିପରୁଛନ୍ତି /ଭଗବାନ ସରଣ ରେ ଯାଇ ଥାଆନ୍ତ/ଲାଗୁଛି ଏହାର ଆଲୁଦୋସ ଟିକେ ରହୁଛି ସେମିତି ଭଲପାଇବା ଥିଲେ ସ୍ୱାମୀର ଡେଥ ହେଲା ପରେ ଗୋଟେ ସ୍ତ୍ରୀ ପରେ ପରପୁରୁଷ କୁ କିପରି ଅନେଇ ପାରୁଛି?
Jay jagannath amiti no heu
ନିୟୁଜ କିଛି ନାହିଁ, ମନଦେଲା ଭଲ କି ମନ ଦେଇ ଥିଲେ ଭାବ ଛାଡି ଗଲା ଆଜିକାଲିର ପ୍ରେମ ଗନ୍ଧେ ଇ ଲାଣି ଭଲରୁପେ ନୂଆ ନୂଆ ମନ ଛାଡି ଗଲା ପରେ ।।। ପଳେଇ ଲା। ବାପାମାଆ ପଚାରୁ ନାହାନ୍ତି। ନିଜ ଇଛାରେ କଲେ ଏ ଇ ପରି ଅବସ୍ଥା ଭୋଗ କରିବାକୁ ପଡ଼ିବ।
Jai Jagannath 👏
ଏମିତି ସବୁ ହେଉଛି ତଥାପି ଝିଅ ମାନେ ସୁଦୁରି ପାରୁନାହାନ୍ତି ତଥାପି ଭଲ ପାଉଛନ୍ତି ସେକ୍ସ୍ କରିବାକୁ ଅଧିକ ଆଗ୍ରହ କରନ୍ତି ତାଙ୍କର ବାଣ୍ଡ ଦରକାର
Sister jesus jibit ochonti tanku preyar karo se rasta baharkaribe
Kitni cute ladki he yaar 😢
Bhal heichi
God bless you 🙏
ଯାହାବି ହଉ ଏ ରିପଟର ଏତେ ଦିନ ପରେ ଗୋଟେ ଭଲ ଖବର ଦେଖେଇଲା
ଦେଖ ଭଉଣୀ କେହି ନ କଲେବି ଭଗବାନ ତୁମକୁ support କରିବେ
Nooo
Bada dukha ghatana😢😢
Strong hua
❤
Jya jagannath
ଏଥିପାଇଁ ନାରୀ ପୁରା ଦାୟୀ ରହିବେ
ଏ ରିପୋଟର ପ୍ରବଳ ପେଲା ଖାଉଛି,
Tumaku dhanyabad au kichi news milini baskar
ତୋର ତ ଝିଅ ଟେ ଅଛି ତା ସହ ଖୁସିରେ ରହ ଅଧିକା ଆଶା କଲେ ଭଲ ନୁହେଁ।
ଭରସା ନାହିଁ ଯଦି ମାରୁଜିବତ ସବୁଠୁ ଭଲ ନିଷ୍ପତି
Hau bhauni byasta huani .god bless u
Mu bahahebi
Bhaskar news ku sabubele ei bala news milijae
Narinkara sabu jaka 💯ru 💯bhul achi really right
Jhia ra akhi luha dekhile dukha laguchi😢😢😢
Justice
Emideate to take your action odisha govt🙏🙏🙏🙏🙏🙏plz plz
ଦିଦି ଥର ସଳା ରଙଡୁ ଆ ୨ଟା ଛୁଆକୁ ଆବରସନ କରିଛି । ଶଳା ର ଚାବି କୁ କାଟି ଦିଆଯାଉ ।
ତମେ ଗେଷ୍ଟ ହାଉସ ଯାଉଥିଲ କାହିଁକି ,20 ଦିନ ରହିଲ କାହିଁକି
Kan kahiba yemanku
Sister bahut dukha lagla....
ମୁ ବା ହା ହେ ବି
ଏ ଭାଇ ତୁ କଣା ରେ ବଣା ହୋଇ ଗଲୁ, ଏବେ ଯେତେ ପାରୁଛୁ ପେଲ, ଭବିଷ୍ୟତ ତ ଗଢି ପାରିବୁନି, ପେଲି କରି ଆଦାୟ କର, ଏବେ ଆଉ ଚିନ୍ତା କରି ଲାଭ ନାହିଁ
Bahut badhiya
Se tokaku upajukta danda miliba pain mahila commission jaa .
Bahut sundar disuchon
🙏🙏🙏🙏
ନୂନୂ କାହାଣୀ
😆
Jay jagannath
Jay jaganath
1St tym jadi jane coal drinks re miscarriage medicine dela, 2nd time coal drinks piba katha nuhe , tuma dunhika photo dekhile ta laguni 1st swami maribra dukha achi boli jhia mana re ,
Mo sanga bi 2jana widow heijaichanti janakar gote jhia janakar gote pua , puni 2jana nkar pila 2 masa 3 masa heithila pila janma Heba pare 2 jana jaka widow heithile , aji.ka date re swami chakiri re chakiri kariki dunia saha ladhiki pila ku manisa karuchanti , 7yrs hela au baha bi hele nahi , kintu a jhia kemiti swami maribar 6 month re baha heiparila
😡😡😡😡😡😡🤬🤬🤬🤬🤬🤬🤬🤬🤬🤬🤬🤬 ମତେ ବହୁତ ରାଗ ଲାଗୁଚି, ମୁଁ କିଛି କହି ବାକୁ ଚାହୁଁନି,
ହେଲେ ଗୋଟିଏ ପଦ କହିବି
୨୦ ଦୀନ ରେ ଛୁଆ 😅😅😂😂😂😂😂😂😂😂😂😂😂😂😂😂😂😂😂😂😂😂😂ଏଠି ମଯାକ ଚାଲିଛି 😂😂😂😂😂😂😅😅😅😅
Kukura , bilei chua bi adhika time nauthibe ,
😭😭😭😭😭😭😭😭😭
ଓଡିଶା ଝିଅଙ୍କର ଯେ ପର୍ଯନ୍ତ ଗଲୁ ନ ମରିଚି ସେ ପର୍ଯନ୍ତ ଏମିତି ହଉଥିବ
Tu kau thika pua kiere odisha jhia ku kahuchu
Tu bhala ta
Giau